Jibana Do Chhakire Ashara Alok Ep 384 07 OCT 2023

Поделиться
HTML-код
  • Опубликовано: 17 дек 2024

Комментарии • 1 тыс.

  • @prakashjena6695
    @prakashjena6695 Год назад +127

    ମିଛକହୁଥିବା ମଣିଷ ପଟେ ହଜାରେ ସତ କହୁଥିବା ମଣିଷ ପଟେ ଜଣେ ଥିବ କାରଣ ଶ୍ରୀକୃଷ୍ଣ କହିଥିଲେ କଳିଯୁଗରେ ସତ କହୁଥିବା ମଣିଷ କୁ ସମସ୍ତେ ଦୋଷଦେବେ

  • @drrskumar2901
    @drrskumar2901 Год назад +146

    ଯୋଉଦିନଠୁ ଏ ଏପିସଡ଼ ଷ୍ଟାର୍ଟ ହେଇଥିଲା ସେଇଦିନଠୁ ଆଜି ପର୍ଯ୍ୟନ୍ତ ମୁଁ ସବୁ ଏପିସଡ଼ ଦେଖୁଥିଲି ସେତେବେଳେ ସ୍ବର୍ଗତ ମିହିର ସାର ଉଭୟ ପକ୍ଷର ଭୁଲ ଦେଖୁଥିଲେ ସିଏ କାହାକୁ ସମର୍ଥନ କରୁନଥିଲେ ଏମିତିକି ଗୋପବନ୍ଧୁ ସାରଙ୍କ ସହ ଝଗଡା କରୁଥିଲେ but ମିହିର ସାର ଦେହାନ୍ତ ପରଠାରୁ ସବୁ ଏପିସଡ଼ରେ ଲେଡିସଙ୍କୁ ସମର୍ଥନ ଯାହା ଭୁଲ ହବ ସବୁ ପୁଅର ଯେମିତି ଝିଅ ମାନେ ଭୁଲ କରିବା ଜାଣିନାହାନ୍ତି ସେମାନେ ଟୋଟାଲ ଭୁଲ କଣ ଜାଣି ନାହାନ୍ତି ଆଉ ଭୁଲ କରିବେ କୋଉଠୁ ଯାହା ଭୁଲ ହବ ସବୁ ପୁଅର....... କେତେଦିନ ପୁରୁଷମାନେ ନାରୀମାନଙ୍କ ଦ୍ୱାରା ନିର୍ଯାତନା ପାଉଥିବେ ସେଥିପାଇଁ କୋଉମାନେ ପୁରୁଷ କମିସନ ଚାହୁଁଚ like କର

    • @kamaljena139
      @kamaljena139 Год назад +3

      ethi sabu chora sala eka tharafa naya

    • @sdash6242
      @sdash6242 Год назад

      mihir gote naalua budha.. sabu actress ku casting couch offer diye .. nije chora boli anyanka chori ku luchae aau support kare

    • @manojnayak5933
      @manojnayak5933 Год назад

      Same kattha sir

    • @Santoshsahu-143
      @Santoshsahu-143 Год назад

      ​@@sdash6242 Tamaku laja lagiba katha jana nka name re Emiti abhijioga Anucha..kichi proof achi na kebela social media re hin believe kara

    • @ParmanMajhi
      @ParmanMajhi 5 месяцев назад

      Duijanka bul achi sir manku gate khata janaku sapta kale aba nain tame para samadha a kariba pain bachi tame kali kaucha Pilar's dhaso tahele jio ra dhaso nain au heita Kai mate sir mane jio ku sapt karilo jani kaiba duijanku kaiba jiora bi bul achi au pairs bi bul achi

  • @PriyabrataBehera-f5w
    @PriyabrataBehera-f5w Год назад +25

    ଝିଅ ର ଏ ଟୋକା ଆଦୌ ପସନ୍ଦ ନୁହଁ . ଶାଳୀ ଭିଣୋଇ ବିୟର୍ ସହେ ସହେ ଉଡ଼ାଅ .
    ତେଣୁ ଦୁଇଜଣ ଅଲଗା ରୁହନ୍ତୁ . ଏ ଟୋକୀ ଅଲଗା ଟୁକା ଚକ୍ର ରେ ପଡିଛି ସୁନିଶ୍ଚିତ .

  • @SRIKANTANAYAK-vt5wn
    @SRIKANTANAYAK-vt5wn 8 месяцев назад +3

    ଖାଲି police station ହଇଲୋ ରାଣ୍ଡି ସ୍ତ୍ରୀ ତା ସ୍ୱାମୀର ହାତଧରି ବାହା ହେଇଚି।ଛୋଟିଆ ଭୁଲ୍ ପାଇଁ କାହିଁକି ଥାନାକୁ ଯିବା ଘରକଥା ଘରେ ରହିବା ଠିକ୍।ସେଥିପାଇଁ ସେ ସ୍ତ୍ରୀ ଚୁପ୍ ହେଇଗଲା।ତମେ ରାଣ୍ଡି ମନେ ଘା ରେ ଚୂନ ଲଗାଉଚ। ଥାନାକୁ ଯିବା କଥା..........। ଓଃ ଆଉ ଜଗଜିବନ ମାଗିଆ କଥା କହିଲାକୁ ଧକେଇ ଧକେଇ କହୁଛୁ।କୋଉ ମାଗିଆ ବିଚାରପତି କରିଛି।😡😡😡

  • @Subarnabulu
    @Subarnabulu Год назад +166

    ସବୁ ସାର୍ maddam ମାନଙ୍କୁ ମୋର ଅନୁରୋଧ, ଏମିତି ଏକତରଫା ନିଷ୍ପତ୍ତି ଠିକ୍ ନୁହଁ । ମିହିର୍ ସାର୍ ଥିବା ବେଳେ ସବୁ ଠିକ୍ ଚାଲି ଥିଲା,ଏବେ କା ଏପିସୋଡ କିଛି ଠିକ୍ ଲାଗୁନି।।

    • @basudevmishra1367
      @basudevmishra1367 Год назад +5

      Sabu episodes re emiti ebe hauchi..sabu bhul pua nk upre jauchi

    • @BikramKumar-dh4zu
      @BikramKumar-dh4zu Год назад +5

      Mu bi thik aia feel kali

    • @KunalKumar-ep8lm
      @KunalKumar-ep8lm Год назад +1

      Thik kahichanti apana sir

    • @haripriyahpj9493
      @haripriyahpj9493 Год назад +1

      👍

    • @gangadhar3076
      @gangadhar3076 Год назад +1

      are bhai pua mane adhika bhul karuchanti
      au adhika micha kahuchanti ta saha bhadua katha kahuchanti
      dekhuna se kemiti dibya gyana dauchi

  • @AjanaBataraBatoi6018
    @AjanaBataraBatoi6018 Год назад +43

    ଲାଗୁଚି
    ଏମିତି ବିଚାର ହେଲେ ଆଶାର ଆଲୋକ କାର୍ଯ୍ୟକ୍ରମ ଟା ନିରାଶାର ଅନ୍ଧାର ରେ ପରିଣତ ହେଇଯିବ l

  • @prakashjena6695
    @prakashjena6695 Год назад +46

    ଝିଅର ମା ଯୋଉଥିରେ ସାମିଲ ସେ ଘର ନିଶ୍ଚିତ ଭାଙ୍ଗିବ

  • @pranayalaltu6311
    @pranayalaltu6311 Год назад +21

    ଆରେ ବିଚାର ପତି ମାନେ ପୁଅ କଥା ଟିକେ ଶୁଣ 😢

  • @abtechnical5639
    @abtechnical5639 Год назад +11

    ସବୁବେଳେ ପୁଅ ହେଲା ଭିଲିଆନ୍ ଆଉ ଝିଅ ହେଲା ସତୀ ସାବିତ୍ରୀ।

  • @shasikantsahoo6064
    @shasikantsahoo6064 Год назад +47

    ପୁଅ ର କଥାକୁ ନବୁଝି ପୁଅ ପ୍ରତି ଅବିଚାର କରାଗଲା, କାରଣ ପୁଅ ନିଜର ପକ୍ଷ୍ୟ କୁ ଠିକ ଭାବରେ ରଖିପାରିନି ଏବଂ ଯାହାବି ରଖିଛି ତାକୁ ଖାମ ଖିଆଲି କରାଯାଇଛି ଏବଂ ଝିଅକୁ ଏକତରଫା ବିଚାର କରାଗଲା.

    • @AdishktiMobile-rk3sp
      @AdishktiMobile-rk3sp 11 месяцев назад +2

      R8

    • @AadityaBarishal
      @AadityaBarishal 6 месяцев назад

      😢🎉​@@AdishktiMobile-rk3sp🎉🎉🎉

    • @Dasv45
      @Dasv45 5 месяцев назад

      ଏଇ ସବୁ ପାଇଁ ।। ମୁ ଦେଖେନି

  • @Subarnabulu
    @Subarnabulu Год назад +48

    ଆଜି କାଲି ଯେତେ ବି ଏପିଶୋଡ ଚାଲିଛି ସବୁ ଇପିଶୋଡ ରେ ପୁଅ ଉପରେ ହିଁ ଦୋଷ ଦିଆ ଯାଉଛି।।ଝିଅ ର ଦୋଷ ବିଲକୁଲ୍ ଦେଖୁ ନାହାନ୍ତି।କେବଳ ପୁଅ ର ଦୋଷ ହିଁ ଦେଖି କୁ ସବୁ ନିଷ୍ପତ୍ତି ନେଉଛନ୍ତି ସବୁ ସାର୍ ଆଉ maddam ମାନେ।। ଏମିତି କରିବା ଟା ଠିକ୍ ନୁହଁ, ଦୁଇ ପକ୍ଷର ଭୂଲ୍ ଠିକ୍ ଦେଖି କି ନିଷ୍ପତ୍ତି ନବା ଦରକାର୍।।

    • @saraswatimahanta6808
      @saraswatimahanta6808 Год назад +5

      ହଁ ପରା ମୁଁ ବି ଦେଖେ ଆଶାର ଆଲୋକ କିନ୍ତୁ ମୋତେ ବି ରାଗ ଲାଗେ ଏମାନଙ୍କ ଜଜ୍ ମେଟ୍ ଦେଖି କି 🥰

    • @rakeshbaral5964
      @rakeshbaral5964 Год назад +3

      Brother, I know one thing, what would you do if you had a sister? The man from Orissa is saying that there is a boy in the boy too, understand the same thing, after that say ok, who am I his brother, what to do, we have to talk equally.

    • @sdash6242
      @sdash6242 Год назад +1

      jadi gote jhia ta bapa maa ku badei thanta, ta hele jhia ku bhi dosa dei thante .. by supporting the guy you are supporting children beating their parents which is against Indian culture .. but I think in your home it is normal

  • @sasmitarout2215
    @sasmitarout2215 Год назад +14

    ଏଠି ଖାଲି ଝିଅ ସପକ୍ଷରେ କଥା ବାର୍ତ୍ତା, ଶେଷ ରେ ପୁଅ କହିଲା ପୋଲିସ ସହ ସ୍ବାମୀ ସ୍ତ୍ରୀ ଭଳିଆ ଫଟୋ ଛାଡୁଛନ୍ତି, ଝିଅ ସିନ୍ଦୂର ପିନ୍ଧୁନି କିନ୍ତ୍ ତାକୁ ଧ୍ୟାନ ଦେଲନି, ଖାଲି ପୁଅ ର ଭୁଲ୍ ଦେଇ ଛାଡ଼ି ଦେଲେ. ଏଠି ଏକ ତରଫା ନ୍ୟାୟ ଚାଲିଛି.

  • @rohankumarsamantaray1229
    @rohankumarsamantaray1229 Год назад +14

    ପୁଅ କୁ ସବୁ ଦୋଷ ଏକା ତରଫା ଦେଇଚ ଝିଅ ଦୋଷ କଥା କୁହ ଓ କଣ ସତୀ ସାବିତ୍ରୀ

  • @pranayalaltu6311
    @pranayalaltu6311 Год назад +14

    ଏଝିଅ କଣ ସବୁ ଠିକି କହୁଛି ଏ ପୁଅ ଯାହା କହୁଛି ସବୁ ଭୁଲ କବେ ପୁଅ ମାନଙ୍କୁ ନ୍ୟାୟ ମିଳିବ

    • @anjananayak747
      @anjananayak747 Год назад

      ପୁଅ ଟା ସାଇକୋ । ତା ପାଖେ କିଏ ରହିବ??

  • @bishnudas9153
    @bishnudas9153 Год назад +53

    ଖାଲି ପୁଅ ର ଦୋସ ନୁହଁ ଲାଗୁଛି ଝିଅ ବି ଦୋଷ ଅଛି

    • @anjananayak747
      @anjananayak747 Год назад +2

      ପୁଅ ଟା ଅଧା ପାଗଳ

    • @sasanksasank7344
      @sasanksasank7344 2 месяца назад

      ରାତି କାମ ନ ଦେଲେ ଏମିତି ହୁଏ 😂

  • @pathanisahoo1566
    @pathanisahoo1566 Год назад +12

    ଝିଅ ସତୀ ସାବିତ୍ରୀ, ସତୀ ଅନୁସୟା. ତ ପୁଅର ଭୁଲ୍ଲ

  • @rushisethy2076
    @rushisethy2076 Год назад +20

    ଝିଅ ପୁଅକୁ ନୁହଁ ସମ୍ପତ୍ତିକୁ ଭଲ ପାଉଥିଲା।।

  • @sudhakarmalick8387
    @sudhakarmalick8387 Год назад +22

    ପ୍ରୋଗ୍ରାମ ଠିକ୍ ଲାଗୁନି ସାର୍ ପୁଅ ର ଘର ଲୋକ କୁଆଡେ ଗଲେ

    • @sdash6242
      @sdash6242 Год назад

      maada khaiki hospital re achhanti

  • @udhdufuudhdu2236
    @udhdufuudhdu2236 Год назад +32

    ପୁଅ ଶେଷରେ ୨ ଟା ଅଭିଯୋଗ କରିଥିଲେ ଝିଅ କୁ କାହିଁ କି ପଚାରି ଲେ ନାହିଁ

    • @skmurmuofficial
      @skmurmuofficial Год назад +1

      Ledis fasst Jay jannath

    • @subratkumarsahoo9433
      @subratkumarsahoo9433 Год назад +1

      ଏ ଜଜ ଠିକ ନୁହେଁ ,ଏମାନେ oneside ବିଚାର କରୁଛନ୍ତି

    • @PM_PROP
      @PM_PROP Год назад +1

      କେମିତି ଜାଣିବା 😂

  • @Kayam_vlog357
    @Kayam_vlog357 Год назад +6

    କି ସମାଧାନ କଲୋ ହୋ ଆ ଜ୍ଞାନ ମାନେ
    ତମ sit ରେ ମୁଁ ବସିଲେ
    ଭଲ ସମଧାନ କରିବି😢😢😢😢

  • @rashmisvines501
    @rashmisvines501 7 месяцев назад +2

    ରଶ୍ମିତା ଅଛି ମାନେ ସମାଧାନ ହବନି

  • @Lalitsahoo4813
    @Lalitsahoo4813 Год назад +18

    ଅସାର ଆଲୋକ ରେ ନାରୀ ମାନଙ୍କ ରାଜ ଚାଲିଛି ଖାଲି ଝିଅ ସପୋଟ ନିଜ ମନକୁ ପଚାର କୋଉ କାରଣରୁ ଆରମ୍ଭ ହେଉଛି କଳି ତାର ଗୋଟିଏ ଉତ୍ତର ମିଳିବ ଆପଣ ବି +ଦୁନିଆ ବି ଜାଣିଛି କିନ୍ତୁ ଫଳ ooooooo

  • @nilurana8833
    @nilurana8833 Год назад +20

    ଗୋଟେ ଝିଅ କେମିତି ଜିବ ସାଶୁଘର ସବୁତ ପୁଅ କରୁଛି
    ଝିଅର ଭୁଲ୍ କିଛି କହିଥିଲେ ଝିଅ ଡରିକି ଜିବାକୁ କହିବ,,ଏହି ବିଚାର ଠିକ୍ ଲାଗୁନୀ ମେମତରେ

    • @subratkumarsahoo9433
      @subratkumarsahoo9433 Год назад +1

      ବିଚାର ପ୍ରତି one side ବିଚାର କେମିତି କରୁଛନ୍ତି, ଏମାନକୁ କିଏ ବିଚାର ପତି କଲା,

  • @bijayasahoo8066
    @bijayasahoo8066 Год назад +7

    ଏକ ପାଖିଆ ବିଚାର କରିବା ଠିକ୍ ନୁେହଁ ଝିଅ ର ସବୁ କଥା ମିଛ

  • @EternalLife0520
    @EternalLife0520 Год назад +11

    "ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ। "3" 143
    ଯୋହନ 8:32

  • @lakilaki4273
    @lakilaki4273 Год назад +12

    ପୁଅଟି କଥା କୁହା ଭାରି ଚାଲାକ। ।
    ପୁଅଟି ଟିକେ ପାଗଳ

  • @rakeshmirdha470
    @rakeshmirdha470 Год назад +5

    ଝିଅ ବପରା ଖାଉ ଥିଲା ବାହାଘର ପରେ ସାମିର ଖଇବ ଗୋଟ ପୁଅ ସଂସାର ଚଳାଇବାର ଷ୍ଟେସନ ସେଜାଣି ନାହିଁ ସାମି ପଣିଆ ଦେଖାଇ ଲା ସିଏ ଖରାପ ତାବଲିକି ଆପଣ ସିନ୍ଦୂର ପଛିଦେବନା (ଏହାକଣ ଠିକ୍) କିଛିଦିନ ଆଗରେ ବାପ ଝିଅ ନଇଁକି ଡେଇଁକି ମରିଗୋଲେ ତାଙ୍କ ମନ କେତେ ଦୁଃଖ କଷ୍ଟ ଲାଗିଥିବ ଥରେ ଭାବ ( ଜୟ ଜଗନ୍ନାଥ) sorry otv.

  • @sagarswain6184
    @sagarswain6184 Год назад +23

    ଏଠି କେହି ବି ସତ କହୁନାହାନ୍ତି ଆଉ ଏ ଝିଅ ର ମା ଟିକେ ଅଧିକା ପଶୁଛି ତାଙ୍କ ଭିତରେ ଆଉ ଏ ଝିଅ ଅଲଗା ପିଲା ସାଙ୍ଗରେ set ହେଇସାରିଲାଣି ଆଉ ପୁଅ ପାଗଳ ନୁହଁ ପାଉଡର party ଠିକ ସେ କଥା କହୁନି ଝିଅ ବହୁତ ଚତୁର ଶାଢ଼ୀ ଆଉ ସିନ୍ଦୁର ପିନ୍ଧୁନି ଏଇଠୁ ଜଣା ପଡ଼ୁଚି ତା କଥା ସବୁ ଆଙ୍କୁ କୁହନ୍ତି କଞ୍ଚା -----? ଭାଈ ରେ ତୁ ଆଉ ଗୋଟେ ଦେଖ ଏ ଝିଅ କୁ ନେଲେ ତୁ ଜଲଦି ମରିବୁ ସତରେ ତା ପରେ ଭାସ୍କର news ରେ ଆସିବୁ ସେ ଟୋକି ଆଉ ବିକଳ ହବନି ଆଜି ଠିକି ଯାହା ସବୁ ବିଚାର ହେଲା ଠିକି ଲାଗିଲାନି ଝିଅ କୁ ଅଧିକା ସାହସ ଦେଲେ ତୁ ଆଉ ଟୋକା ଙ୍କ ସାଙ୍ଗରେ life କୁ enjoy କର

    • @RameshKumar-h5i8o
      @RameshKumar-h5i8o Год назад +3

      Swain Babu 100% true and correct . I I believe it .

    • @santoshroul3987
      @santoshroul3987 Год назад

      Ajira jojment ta mate thik lagilani

    • @MayadharSahoo-iu7mk
      @MayadharSahoo-iu7mk Год назад

      Wow kya baat he baddiya

    • @jyotirmayeemeher4103
      @jyotirmayeemeher4103 Год назад

      Tame Dhoti pindhi buluchu..Jina bahaghara befi re Dhoti pindhithila? Se salwar pindhichi kichi deja dekha jiba dress ta pindhini
      Saree toh kathewali mane bhi pindhandi ta mane kana semane bhala
      Kichi bhi !

    • @ThePracticalScience
      @ThePracticalScience 9 месяцев назад

      Bhaskar Newa was fabulous 😂😂

  • @TusarSethi-e8u
    @TusarSethi-e8u Год назад +1

    ପାଗଳ କୁ ଯେତେ ବୁଝାଇଲେ କିଛି ଲାଭ ହେବନାହିଁ

  • @SahuSatyanarayan
    @SahuSatyanarayan Год назад +23

    ଏହା ବିଆଛୋଡ଼ି ଝିଆ ମାନେ ସବୁ ବେଳେ ପଇସା ହିଁ ଭଲ ପାହାନ୍ତି ଆଉ ବିଆଛୋଡ଼ି ଝିଆ କହନ୍ତି ପୁଅ ମିଛ କୁହନ୍ତି ତୁମେ ସବୁ ସନ୍ତି ସବତ୍ରି ଜାଗା କିଲ ବିଆଛୋଡ଼ି

  • @TENGETENGEINDIAN-h2p
    @TENGETENGEINDIAN-h2p Год назад +18

    ସଳା ଏଠି ହଣା ହଣୀ ହେଲେଣି 😂😂😂
    ପୁଅ ଟା ପାଗୋଳ 😂😂😂
    ଝିଅ ର ଭି କିଛି ଖେଳ ଅଛି ଆଗରୁ 😂😂😂

    • @sdash6242
      @sdash6242 Год назад

      tu kana janichhu jia ku? janithibu jadi pua ra agaru khela achhi ki nahin jani thibu? janinu jadi towra aau tow bou ra character re dosa achhi

    • @TENGETENGEINDIAN-h2p
      @TENGETENGEINDIAN-h2p Год назад

      Hamm ta bou ku mun genhiki tate janma karithili ba🤣🤣🤣

    • @mgamer4000
      @mgamer4000 Год назад

      😂😂

  • @SRIKANTANAYAK-vt5wn
    @SRIKANTANAYAK-vt5wn 8 месяцев назад +1

    ମାଗିଆ କେମିତି ଦେଖେଇବ।ତମେ କହିଲେ ସିନା ସିଏ ସେ କାମ କରିବ।ତାକୁ ପଚାରୁଚ କେମିତି କରିବ କେମିତି କରିବ।😂😂😂

  • @chinmayapradhan9345
    @chinmayapradhan9345 Год назад +40

    ଯଦି ଝିଅର ନିଷ୍ପତି ସ୍ତିର ଯେ ସେ ଆଉ ଏ ସମ୍ପର୍କ ରେ ରହିବାକୁ ଚାହ୍ନୁନାହାନ୍ତି ତାହେଲେ ଆଜିର ଏ episode କଣ ପାଇଁ??? କଣ କେବଳ Program ରେ ଆଉ ଏକ episode ଦରକାର ବୋଲି???

    • @vigyan657
      @vigyan657 Год назад +1

      Pua ra bi nispati aau Chennai jibani,,,rozgar karibani...seithipai Jhhia ra nispati se Chennai job ku na gale Jhhia bi samparka rakhibani...

    • @digambarkisan3074
      @digambarkisan3074 Год назад +1

      Good question

    • @BiswonathNayak-yb5oc
      @BiswonathNayak-yb5oc Год назад +1

      Right

  • @nabakishoreojha6508
    @nabakishoreojha6508 Год назад +33

    ଛୁଞ୍ଚି ହଲିଲେ ସୁତା ରନ୍ଦ୍ର ଭିତରେ ପସିବନାହିଁ। ସବୁ ପ୍ରଥମ ଝିଅ ମାନଙ୍କ ର ଭୁଲ୍। ପ୍ରେମ ପାଗଳ ରେ ଏମାନେ ସବୁ ଅନ୍ଧ। ପ୍ରେମକୁ ଆୟତ୍ତ କର ତା ନହେଲେ ସମସ୍ତେ ଏମିତି ଭୋଗିବ।

  • @manasranjanpatra5605
    @manasranjanpatra5605 Год назад +16

    ଆମ ଗାଁ ପାଖ ଖବର ଭାରି ଲଜ୍ଜ୍ୟାକର କଥା 😢

  • @Happysudindi
    @Happysudindi 8 месяцев назад +1

    ଗୋଟେ ହାତରେ ତାଳି ବାଜେନି ସାର୍ କଣ ପାଇଁ ଝିଅ ର କଥା ସବୁ ଶୁଣୁଚ ପୁଅ ତା କଣ କହୁଚି କିଛି sununa ଝିଅ ଯେତେ କଥା କହୁଚି ସବୁ ମିଛ ତା କଥାରୁ ଲାଗୁଚି।

  • @narayankumar2962
    @narayankumar2962 Год назад +37

    ସୁକାନ୍ତ ବାବୁ ଏହି ଦୁଇ ଜଣଙ୍କୁ ଆପଣ ମାନେ ମିଶେଇ ପାରିଲେ ନାହିଁ ଯଦି ଏହି ପ୍ରୋଗ୍ରାମ କରିବା କଥା ନାହିଁ।ଯଦି ଏମିତି କେଶ ଆସୁଛି ସେମାନଙ୍କୁ ମିଶେଇ ଦବା କଥା।

    • @anjananayak747
      @anjananayak747 Год назад

      ପାଗଳ ସହ ରହିବା ଠିକ ନୁହେଁ

  • @sgoutam1998
    @sgoutam1998 Год назад +33

    ଗଟେ ହାତରେ ତାଳି ଵାଜେନାହି
    😊😊😊😊😊😊

    • @sdash6242
      @sdash6242 Год назад

      tu galuni show ku aara haata katha kahibaku .. michhua toka katha kahi jani nahin, tu kahi dei thantu

  • @Arjunkumar-en8jm
    @Arjunkumar-en8jm Год назад +18

    ଆପଣ ପୁଅକୁ ଦୋଷୀ ସାବ୍ୟସ୍ତ କରି ଛନ୍ତି ଠିକ୍ କରିଛନ୍ତି। ଗୋଟିଏ ଝିଅର ଭବିଷ୍ୟତ ପାଇଁ। କିନ୍ତୁ ସମାଧାନ କରିବାରେ ସମର୍ଥ ହେଲେନି।

  • @krushnachandrarout5051
    @krushnachandrarout5051 10 месяцев назад

    ସବୁଠୁ ସାଢେ ବଦମାସ୍, ସାଶୁ ଆପଣ ମାନକଂ ବିଚାର କେମିତୀ ହେଉଚି 😁 ଶାରା ଓଡିଶା ବାସି ଦେଖୁଚନ୍ତୀ ତୁମ ମାନକଂ ବିଚାରକୁ ସାଲାମ୍ 🙋🙋🙋🙋🙋🙋🙋

  • @kailashdash2067
    @kailashdash2067 Год назад +12

    ବହୁତ୍ ବହୁତ୍ ସୁନ୍ଦର ଏପିଶୋଡ,ଏପରି ଆଗକୁ ଆଗକୁ ଯାତ୍ରା ଚାଲି ଥାଉ । ଓଟିଭି ର ସମସ୍ତ କର୍ମ କର୍ତ୍ତା ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା,ଏଇ ଦଶହରା ଓ ଦୂର୍ଗା ପୂଜା ଅବସରେ ,❤ବହୁ ଦିନ ପରେ ରଶ୍ମିତା ରଣା ଙ୍କୁ ଦେଖି ବାକୁ।ମିଳିଲା ।

  • @ranjankumardas8428
    @ranjankumardas8428 Год назад +1

    ମିଛ କହୁଛି ସବୁ

  • @nityanandamaharana9183
    @nityanandamaharana9183 Год назад +3

    ପୁଅ ଝିଅ love mrg କରିଛନ୍ତି, ସେ ପୁଅ ଯଦି ଖରାପ ହେଇଥାନ୍ତା ତାକୁ ନିଜର କରି ନଥାନ୍ତା ମୋତେ କାଇଁ ଲାଗୁନି ପୁଅ ଖରାପ boli, ଝିଅର ଅନ୍ୟ ଆଡେ ଚକର ଅଛି,ସେଥିପାଇଁ ସ୍ୱାମୀ କୁ ସାଇକୋ କହୁଛି

  • @sanjayjena7560
    @sanjayjena7560 8 месяцев назад

    ଆଶର ଆଲେକ ସାର ଭଲ ଲାଗୁଛି ❤🎉🎉 thank you so much

  • @prakashjena6695
    @prakashjena6695 Год назад +21

    ଝିଅ jaha🤭କହିବ ଠିକ ପୁଅ ଯାହା କହିବ ମିଛ

    • @sdash6242
      @sdash6242 Год назад

      if you cannot see he difference between truth and lie, then you will easily get scammed

  • @prakashjena6695
    @prakashjena6695 Год назад +13

    ଏ ଟୋକି ଆଉ କାହା ପ୍ରେମରେ ପଡିଛି

  • @jhasketanpradhan602
    @jhasketanpradhan602 Год назад +12

    ଭ ଉଣୀ କୁ ଅନୁରୋଧ ଗୋଟିଏ ସୁଜଗ ଦେବା ଦରକାର ଜଦି କିଛି ପରିବର୍ତ୍ତନ ନ ହୁଏ ନିଜେ ଦୁରେଇ ରୁହନ୍ତୁ ଭଗବାନ ଭରସା

  • @pks4343
    @pks4343 Год назад +1

    ଦୁଇ ଜଣକର ଭୁଲ

  • @krushnachandrasahoo8050
    @krushnachandrasahoo8050 Год назад +14

    ସୁର ଭାଇଙ୍କୁ ଡକାଯାଉ । ସେ ନିଶ୍ଚୟ ଏ ପୁଅ ଝିଅକୁ ମିଶେଇଦେବେ ।

  • @birajakantamohapatra874
    @birajakantamohapatra874 Год назад +2

    ଏ ପ୍ରୋଗ୍ରାମ ରେ ସବୁବେଳେ ସମସ୍ତେ ଝିଅ କୁ ସପୋର୍ଟ କରୁଛନ୍ତି, ପୁଅକୁ କେହି କଥା କୁହାଇ ଦେଉ ନାହାନ୍ତି, ତେଣୁ ନିହାତି ବିରକ୍ତିକର ଲାଗୁଛି, ପ୍ରୋଗ୍ରାମ ନିରପେକ୍ଷ କରନ୍ତୁ

    • @sdash6242
      @sdash6242 Год назад

      This is because of Indian culture where men are allowed to beat their father, mother, sister, wife and people like you have no problem with it.

  • @myvideochannel158
    @myvideochannel158 Год назад +33

    ମୋତେ ଲାଗୁଛି ଝିଅ ଟା ବେଧେଇ ସବୁ ମିଛ କହୁଛି ।

    • @sankarprasadrath7866
      @sankarprasadrath7866 Год назад +2

      correct, she is telling lie. But law is favouring ladies. Better to remain single. Life of son becomes worst if he got a bad wife.

  • @ratnakardehuri3409
    @ratnakardehuri3409 2 месяца назад

    ଝିଅ ଯଦି ବିୟର ପିଲା ଓ ମଥାରୁ ସିନ୍ଦୁର ଲିଭାଇବାରୁ ଜଣା ପଡ଼େ ଯେ ସେ କୋଉ ଭଳିଆ ସଂସ୍କାର ପାଇଛି, ଆଉ ପୁଅ ର ମଧ୍ୟ ଭୁଲ୍ ଅଛି, ବିଚାରକ ଆଉ ଟିକେ ନିରପେକ୍ଷ ବିଚାର କଲେ ଭଲ ହୁଅନ୍ତା

  • @GoutamKumarNayak
    @GoutamKumarNayak Год назад +20

    Pov _ଏକ ତରଫା ନିଷ୍ପତି କଣ ପାଇ😮 କଣ ଝିଅ କଲେ ଲୀଳା ଆଉ ପୁଅ କଲେ କିଳା😅😅

    • @asutoshbarik9259
      @asutoshbarik9259 Год назад +4

      ହଁ ଭାଇ ମତେ ବି ସେୟା ଲାଗୁଛି । ପୁଅ କଥା ଜମା ମାନୁ ନାହାନ୍ତି

    • @usharanisahu7168
      @usharanisahu7168 Год назад

      Right..

  • @bhslitu3247
    @bhslitu3247 Год назад

    ମାଗିଆ ଜଜ୍

  • @adyaofficial6744
    @adyaofficial6744 Год назад +12

    ସାବଧାନ ହୋଇଯାଅ ଝିଅ ମାନେ ପ୍ରେମ ରେ ପଡ଼ିଲେ ଏମିତି ହୁଏ

  • @udhdufuudhdu2236
    @udhdufuudhdu2236 Год назад +2

    ଗୋଟିଏ ହାତରେ ତାଲିବାଜେନି ପୁଅକୁ ଖାଲି ପ୍ରଶ୍ନ କରିଛନ୍ତି ଝିଅ ର ବି ଦୋଷ ଥାଇପାରେ

  • @malisethi5688
    @malisethi5688 Год назад +47

    Love marriage ର side effect 🤣🤣

  • @radhekrishan526
    @radhekrishan526 Год назад

    ଏବେ ମୋର ସବୁ ବାପା ମା ମାନଙ୍କୁ ଅନୁରୋଧ ବାହାଘର ପୂର୍ବ ରୁ ପୁଅ ର ମାନସିକ ଚିନ୍ତା ଧାରା, ସାଧାରଣ ଜ୍ଞାନ ବିଷୟରେ ଅବଗତ ହେଲା ପରେ ବିବାହ ପାଇଁ ଚିନ୍ତା କରନ୍ତୁ,

  • @nilendrisahoovlogs312
    @nilendrisahoovlogs312 Год назад +10

    Right decision....emane misile puni badia pita hebe...alaga ruhantu khusi re ruhantu😊

    • @kaluprasadmohanty
      @kaluprasadmohanty Год назад

      Swami stiree misile hi badia pita hebe na niyan pakhare Ghia rahilani na kn kahucha babu

  • @DaitariroutTuku
    @DaitariroutTuku 10 месяцев назад

    ସୁପର ମିଛୁଆ ଏହି ଭାଇ ଜଣଙ୍କ

  • @nilurana8833
    @nilurana8833 Год назад +4

    ଏଇଟା ଭଲ ହେଉନି ସାର

  • @rohitsahoo8920
    @rohitsahoo8920 2 месяца назад

    ଧୀର ପାଣି ପଥର କାଟେ ଏ ଝିଅ ଠିକ୍ ସେମିତି ଲାଗୁଚି,,,

  • @debiprasadmohanty5542
    @debiprasadmohanty5542 Год назад +13

    ଏଇ ଟୋକା ଟିକେ nonstop ଗପୁଛି 💋😊😊😊😊😊😊😊😊😊😊😊

  • @chittaranjandas5218
    @chittaranjandas5218 Год назад +2

    ଏ କି ଦୋଷ ବେଦିରେ ଦଶ ଦୋଷ କ୍ଷମା କରାଯାଏ

  • @omprasadprusty
    @omprasadprusty Год назад +8

    ବହୁତ ସୁନ୍ଦର ଯାଜମେଣ୍ଟ
    ଜୟ ଜଗନ୍ନାଥ

  • @user-ss3li9mu7s
    @user-ss3li9mu7s 11 месяцев назад +1

    ମୁଁ ବୁଝି ପାରିଲି ନାହିଁ , ଆଶା ର ଆଲୋକ ତାତ୍ପର୍ଯ୍ୟ ଟା କଣ ? ଖାଲି ସେରିଏଲ୍ ସୁଟିଂ ଭଳି ଲାଗିଲା । next episode wating 😊

  • @anirudha9353
    @anirudha9353 Год назад +15

    Sei dui Jan alaga rahiba vhala... Dui janakar bhulu achi...😊😊😊

  • @KehKeLoonga
    @KehKeLoonga Год назад +1

    ଭାଈ ଏ ଝିଅ କୁ ସମ୍ପତି ଦରକାର୍। ସେ ପୁଅ ନୁହଁ

  • @odishakingdom3418
    @odishakingdom3418 Год назад +13

    ପ୍ରେମ ଖରାପ ନୁହଁ କିନ୍ତୁ ଗାଲୂଆ ପ୍ରେମ ଖରାପ 😂

  • @jyotikumaripradhan9948
    @jyotikumaripradhan9948 Год назад

    ସନ୍ଦେହରେ ସଂସାର ନିଶ୍ଚିତ ଠୁସ୍

  • @dev4999
    @dev4999 Год назад +3

    ଆଉ ବାହା ହେବାକୁ ଇଛା ହଉନି😂

  • @santoshkumarbehera6516
    @santoshkumarbehera6516 Год назад

    ଏ ପୁଅଟା କଥାକୁହା କପିଳା 😊
    ଏ ଝିଅ ଏବେ ୨୦ ବର୍ଷ ହେଲେ ତାର କେତେ ବର୍ଷ ରେ ବାହାଘର ହୋଇଥିଲା

  • @prakashjena6695
    @prakashjena6695 Год назад +14

    ଆଶାର ଆଲୋକ ଗଲେ ଝିଅ ସପକ୍ଷରେ କେହିକହିବେନି

  • @basantasahoo425
    @basantasahoo425 4 месяца назад

    ପୁଅ ମାନଙ୍କର ଅଧିକ ଭୁଲ୍ ରହୁଛି , ରୋଜଗାର ରେ

  • @m.csahoo7011
    @m.csahoo7011 Год назад +3

    Pila kharap parika laguchi ok, jhia mrg .karichi .hele sindura lagaunahi .E lagi kichi kahibara thila sir......🙏 .kichi Alaga. Laguchi...🙏

  • @baidyanathhansdah5691
    @baidyanathhansdah5691 3 месяца назад

    ଏଠାରେ ଅଶାର ଆଲୋକ ନା ରେ ପୁଅଙ୍କୁ ଡାକି ଟର୍ଚର ଚାଲିଛି, ଦୁଇ ଜଣ ମହିଳା ନିଜ ଘରର ରାଗ ନିରୀହ ପୁରୁଷ ଉପରେ ଲୋଦୁଛନ୍ତି। ସ୍ବର୍ଗତ ମିହିର ଦାସ ଏହି episode ପାଇଁ ଯୋଗ୍ୟ ଥିଲେ। ଏମାନେ ଠିକ ସେ ପରିଚାଳିତ କରିପାରୁନାହାନ୍ତି। କିଛି episode ଦେଖିଲି ଏମାନେ ଏକ ପାଖିଆ ରହୁଛନ୍ତି।

  • @rajeshherodas7330
    @rajeshherodas7330 Год назад +3

    Sukata sir very good job

  • @ratnakardehuri3409
    @ratnakardehuri3409 2 месяца назад

    ଝିଅ ଯଦି ବିୟର ପିଲା ଓ ମଥାରୁ ସିନ୍ଦୁର ଲିଭାଇଲା, ଏଥିରୁ ଜଣା ପଡ଼େ ଯେ ସେ କୋଉ ଭଳିଆ ସଂସ୍କାର ପାଇଛି, ଆଉ ପୁଅ ର ମଧ୍ୟ ଭୁଲ୍ ଅଛି, ବିଚାରକ ଆଉ ଟିକେ ନିରପେକ୍ଷ ବିଚାର କଲେ ଭଲ ହୁଅନ୍ତା

  • @madhurisahoodhenkanal3625
    @madhurisahoodhenkanal3625 Год назад +6

    ଏଇ ଦୁଇ ଜଣଙ୍କ ହଶ କୁ ମାନି ବାକୁ ପଡିବ 👌

  • @kumodininag5254
    @kumodininag5254 Год назад

    Sat katha ki maa bapa bhuni ku badeiba

  • @essjena5528
    @essjena5528 11 месяцев назад +7

    Excellently being hosted by Sukanta and Somesh babu. This program has very good social impacts. Cheers up.

  • @nityanandamuduli9010
    @nityanandamuduli9010 Год назад +2

    Daha micha Bhai ku dhanyawad

  • @satyajitparida2491
    @satyajitparida2491 Год назад +3

    ଏ ଛୋଡ଼ି ପୁଅ ମନ ଇଛା ଗପ କହୁଚି 😂

  • @akshayakumar8712
    @akshayakumar8712 Год назад +1

    ଏ ଶଳା କୁ ଖାଲି ମାଡ଼ ଦରକାର୍ ଶଳା ଖାଲି ବୁଲା ବୁଲି କଥା କହୁଛି

  • @odiawomen5315
    @odiawomen5315 Год назад +5

    ପୁଅ କୁ support korahouni କହିକି ରେ ବନ୍ଦ କର ଆଶାର ଆଲୋକ

  • @akshyasahu4335
    @akshyasahu4335 Год назад +2

    ହେ ଭାଇରେ 😃😃😃ପଟେଣ୍ଟ ମେଡ଼ିସିନ🤔ତୁରୁତୁରିଆ ପିଲାଟା ମ, ମାଇକିନା ଟା ବଜାତି ଅଛି 🤔ଆରେ ନାରଣ ସବୁଦିନେ ବାଡ଼ଉଛୁ କଣ ପାଇଁ, ହଁ ବାଡା ଜେ ବାଡେଇବା ପାଇଁ ତ ଜାଗା ଅଛି, ଯେତେ ବାଡ଼ଉଛୁ ବାଡା

    • @anjananayak747
      @anjananayak747 Год назад

      ଭାରି ସାହସ ତ ।କାହିଁକି 6ପିଟିବୁ।ଛାଡ଼ି ଦେ

  • @prakashghose7518
    @prakashghose7518 Год назад +7

    both boy and girl are unmatched. They should not stay together.

  • @bhslitu3247
    @bhslitu3247 Год назад

    ଏକ ତରଫିଆ ନ୍ୟାୟ ହେଉଛି
    ତୁମ ଆଶାର ଆଲୋକ ଵବ୍ଦ କରି ଦେଵି

  • @rkd1537
    @rkd1537 Год назад +6

    11:27 ଏ ତ ପୁଷ୍ପା ରାଜ ନିକଲା 😂😂😂😂😂😂😂

    • @bikashakumar340
      @bikashakumar340 Год назад +2

      କଣ କହିଲ ମ ଭାଇ । Odisha second pushpa😂😂😂

  • @kalyanimohanty5676
    @kalyanimohanty5676 Год назад +1

    Jai maa laxmi

  • @Ajit16696
    @Ajit16696 Год назад +4

    Pua ra last 2 ta complain ku kichhi sunagalani kn pain...se jhia police saha kandha re hata rakhiki photo status daba..bhinoi daha beer pieba...seguda sabu thik achhi....baaa re judgement 😂😂😂

  • @miranjalihota868
    @miranjalihota868 10 месяцев назад

    ସୁକାନ୍ତ sir ଭୁଲ୍ ନିଷ୍ପତି ଦେଲେ

  • @pitabashjani2007
    @pitabashjani2007 Год назад +3

    ଏଇପିଲାର ଖତା ୧୦୦ ୧୦୦ରେ ମିଛ ସାର୍ ଗାଲୁଆଙ୍କ ବାରଆଢେ ଚର୍ଚ୍ଚା ଝିଅ ବହୁତ ଭଲଝିଅଟେ

  • @commandolove546
    @commandolove546 Год назад +1

    Keonjhar like

  • @UDAYSINGH-ll7hp
    @UDAYSINGH-ll7hp Год назад +94

    ଏ ଝିଅର ହସ ମୋତେ ମୋତେ ବହୁତ୍ ଭଲ ଲାଗିଲା ଏବଂ ଏ ପୁଅର କଥା କହିବା ଶୈଳୀ ମତେ ବହୁତ୍ ଭଲ ଲାଗିଲା, ଧନ୍ୟବାଦ୍ ଉଭୟଙ୍କୁ

  • @Madhunayak-jc3ns
    @Madhunayak-jc3ns 5 месяцев назад

    ଝିଅ ଠାରୁ ଲାଞ୍ଚ ନେଇ ବିଚାର କରୁଛନ୍ତି, ତମ ବିଚାର କୁ କେହି ଜଣେ ବି ଠିକ୍ ବୋଲି କମେଣ୍ଟ୍ କରି ନାହାନ୍ତି, କଉଠୁ ଶଳା ଆସି ବିଚାର କରୁଛ

  • @prakashanaik2080
    @prakashanaik2080 Год назад +18

    ଝିଅଟି ଧରମ ଭେଣେଇଁ ବାଣ୍ଡରେ ପାଗଳ

  • @jadumanimaharana7015
    @jadumanimaharana7015 10 месяцев назад

    ସାର୍ ରେ ପିଲା ଯଗନ୍ଯ କଳାକାର ତା ମୁହଁକୁ ଦେଖନ୍ତୁ।ଗଞ୍ଜୁଆଟା ପରା

  • @gogogokm6144
    @gogogokm6144 Год назад +4

    Pua prati abichar kanhiki😄😄

  • @GangaPatra-w2l
    @GangaPatra-w2l Год назад +3

    😊 Super sir