@@narmadapasayat3171 budha ta puruna kalia gaunli Loka... Lobhi.. Loan kari pua baha kari chhi. Pua bohu Maha chalak.... Loan sujhibeni... Paisa magile kharap drusti drama.... Sasu dekhi Baku bohuthu Sundar.....
Bapa perfect person. Pua ra bhala chinta karuthila. Pua nua marriage karichhi stri katha maja laguchi . Jau katha kahile bhaja bau chulire basei roomku asiki swami kudhare soiba bhul. Jadi bhaja pudi jathanta. Amiti bhulre kichhi aghatana ghatithanta ghare. Ei stri loka munda bindhuthila kahila michha. Jane rosei karuthila hatat munda bindhila jadi bindhila seiti kahi ki adilani sashumaa ku mu munda bindhuchhi bhaja bhaja mu tike rest nebi.
Jou pua wife budhhire padila ta life ta barbad hei jiba,, kahuchi jou wife Sashu sashura nku bhala re na dekhuchi se ki bohu ,, Jhia khali bhabu thiba ki mun mo bapa ghare rahibi maa ku rati pahile sabu katha kahu ghara bhangu 😡
Rt bhai pua mrg pare rojgar kanhki band Kariba .agru kn karithila rojgar ta stree ki kahiba nas ta stree kahiba tame kama karani basa emiti hauchhi bhai
Se jau kahila sabu paisa ghare dauthila ta pakhare tankat nathila eta michha jie ghara chale t munda pode eta maipa budhia ta ta stee jaha khuchhi karuchhi bapa Runa kanhki Kariba bapa knhki ghara chaleiba bpa ghare basiba tu ghara chaleiba katha tu kn khichhu to pakhre paisa nahi seita nuha e pua kahichhi mrg heigala mu u k karibini
Bhai duniare kau bapa ta pua ra kharap bhabeni, ta pua ta budhi nahi jadi budhi thanta keba 30000 chadi 7000 re khatiba pain kahi na thanta, ta bapa ta swabhimani loka ta
Ashrumochan mohanty should come to this Stage for Anchoring. He is the best amongst all the stage Anchors. He is the versatile actor and good Anchor. Everybody knows the show about ' ଛୋଟ ମୋର ଗାଁ ଟି '🙏🙏🙏🙏
Gote pua ku stk kasta na paile sia kebebi kahi bani mo bapa maa nka sangare rahi bini 😭😭😭bahut dukha laguchi gote pua kebebi kandi bani stk kasta na hele
Ete sabu pare gite bapa ra ta puaa ra bhabisyata pain chinta... Sesa pada jou machhine padichi ta jibana biti gale bi kariparibani... Bapa ra parichaya pradan karee.....
Bhai, se jhiaaa katha ta complete heinathilaaa , kanhiki Tara bapa jailku jaithilaa... Se jhia complete Kariba purbaru host katha ku change karidele... Bad way of presenting.....
ମାଘିଆ ମୁଁ ଜାଣିଥିଲି ପୁଅ ବାପାକୁ କେବେ ପଚାରେନି ଏବେ ଦେଖୁଛି ବାପା ପୁଅକୁ ପଚାରୁନି 😢 ପୁଅ ରେ ଘରୁ ପଳାଇଯାଇ ଝିଅ ଆଉ ତୁ ଭଲରେ ରହିବା ❤
ଆଜି କାଲି ଯୁଗରେ ଏମିତି ବାପା ମା ବୋହୁତ ଜାଗାରେ ଅଛନ୍ତି।ସେମାନେ ପିଲା ମାନଙ୍କ ଭିତରେ ପ।ତରେ ଅନ୍ତର କରୁଛନ୍ତି।ସେଥିପାଇଁ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଛି।ଏମିତି ଲୋକଙ୍କୁ ଭଗବାନ ସନ୍ତାନ ଦେଉଛନ୍ତି କାହିଁକି
Emiti lokanku loka bhagaban bhabuchanti kahinki?kn Khali chua janma karidele maaa bapa bhagaban heijanti?
ପୁଅ, ବୋହୁ ବହୁତ ଭଲ. ସେମାନଙ୍କୁ ବଞ୍ଚିବାର ସ୍ୱାଧୀନତା ଦିଆଯାଉ.. ବୁଢା ସବୁ କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି କଣ ପାଇଁ.. ନିଜକୁ ସୁଧାରି ଭଲରେ ବଂଚିବା ଶିଖ.
Bohu ta jinisa neijau, budha ku hara deidau.
Mte laguchi budhta ta bhal lok...bohu drama karuchi
@@narmadapasayat3171 budha ta puruna kalia gaunli Loka... Lobhi.. Loan kari pua baha kari chhi. Pua bohu Maha chalak.... Loan sujhibeni... Paisa magile kharap drusti drama.... Sasu dekhi Baku bohuthu Sundar.....
May be..
❤🙏
@@narmadapasayat3171
ଶଶୁର ବହୁତ କ୍ରୋଧି ଆଉ ଆତ୍ମ ଗର୍ବୀ ଏବଂ ବଡ ପାଟିଆ ଯାହା ପାଇଁ ସମସ୍ୟା । ସମସ୍ୟା ହେଉଛି ପଇସା ।
Vai tomorrow vali vai vageyre milenonahi
Sobuthu suna vaiii tome
ଆଶାର ଆଲୋକ ସୁନ୍ଦର ପାରିବାରିକ
ସମାଧାନ କରି ଦେଉଛନ୍ତି ଧନ୍ୟବାଦ
ଏଠୀ ସମସ୍ତେ ଖରାପ ସମସ୍ତଙ୍କର କିଛି କିଛି ଭୁଳ ଅଛି
ସୋମେଶ ଭାଇଙ୍କ ଅଭିନୀତ ଦୁଇଟି ଆଧୁନିକ ଗୀତ ମୋର ବହୁତ ପସନ୍ଦ
1. ମନେ ପଡେ ଆଜି ମୋର ସେ ପିଲା ଦିନ କାହାଣୀ
2.ପ୍ରିୟା ମୋର ହଜିଗଲା ଅଜଣା ସହରେ
Ajana pbatare nuha ajana sahare❤
ପୁଅ ❤❤❤❤ ସବୁଠୁ ବଢିଆ
Hi
ମିହିର ସାର ଥିଲା ବେଳେ ଆସାର ଆଲୋକ ଦେଖିବାକୁ ଭଲ ଲାଗୁଥିଲା 😔😔😔😔ତାପାରେ ସୁକାନ୍ତ ସାର ବି ବହୁତ ଭଲ ଭାବେ ଆଗେଇ ନେଉଥିଲେ ସୁକାନ୍ତ ସାର କଣ୍ଟିନିଉ କରିଥିଲେ ବହୁତ ଭଲ ହେଇଥାନ୍ତା
Right miss you Mihir sir 😢😢🙏
ଖାଲି ମିହିର ସାର୍ ନୁହଁ। ମଣିଷର ପ୍ରକୃତି ପାଖରେ ଥିବା ବ୍ୟକ୍ତି ର ମହତ୍ତ୍ଵ ବିଝି ପାରେନା ।ଯେତେବେଳେ ସେ ମଣିଷ ଦୂରକୁ ଚାଲିଯାଏ। ସେତେବେଳେ ସେ ମଣିଷ କୁ ମନ ଝୁରିବାକୁ ଲାଗେ
Why ? Every one is best
@@ranjitamishra7623❤❤❤
Sidhant sir judge Hele bharat hanta🎉🎉🎉🎉
ଶଳା ମୋ ଆଖିରୁ ଲୁହ ବାହାରି ପଡିଲା 🙏🙏🙏
🎉
@@pravatimallick363315:01 15:03 15:03 15:03 15:03 15:04
@@pravatimallick363315:13
ଛୋଟ ମାନେ ଭୁଲ କଲେ ଭୁଲ କିନ୍ତୁ ବଡ଼ ମାନେ ଭୁଲ କଲେ କଣ କିଛି ନାହିଁ?????????
Jay jagannath swami nayana path grami bhava tume🙌 👏🙏🙏🙏🙏🙏🥥💐
ସାର ଏମିତି ଭି ହେଇ ପାରେ ପୁଅ ବହୁ ମିଶିକରି ମା ବାପା ଙ୍କୁ ଆରୋପ ଲଗାଇ ପାରନ୍ତି
Right
Se pua kharapa
Se pua m.... G
Na ete kasta na hele bodhe kounasi pua kandibani
Bala na . Bapa maa misiki pua bohu nka ghara vangi dianti.
ବୁଢ଼ା ,ବୁଢ଼ୀ ପକା ବଦମାସ୍ , ଜଣା ପଡ଼ୁଛି
ସତ କଥା।
Yes
Aaarey pua Bahu misi bapa manku kasta deuchanty
ବାପା ଧନ ଲୋଭି ଅଛି କିନ୍ତୁ ପୁଅର ଭବିଷ୍ୟତ କଥା ଚିନ୍ତା କରୁଛନ୍ତି ହେଲେ ପୁଅ ସ୍ତ୍ରୀ ବୁଦ୍ଧିଆ ଟା ପରେ ପସ୍ତେଇବ.
Nua nua love jetela dhoka miliba thik heijiba
Right
Han right
Thiikk
ଏତେ ସୁନ୍ଦରୀ ଆ ସ୍ତ୍ରୀ କୁ ପାଇଁ କି ବି ଝଗଡ଼ା ଲାଗୁଛ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Bapa perfect person. Pua ra bhala chinta karuthila. Pua nua marriage karichhi stri katha maja laguchi . Jau katha kahile bhaja bau chulire basei roomku asiki swami kudhare soiba bhul. Jadi bhaja pudi jathanta. Amiti bhulre kichhi aghatana ghatithanta ghare. Ei stri loka munda bindhuthila kahila michha. Jane rosei karuthila hatat munda bindhila jadi bindhila seiti kahi ki adilani sashumaa ku mu munda bindhuchhi bhaja bhaja mu tike rest nebi.
Tama kahiba pura uchit... Hele new mrg re smt hei jaye bhai mo reply ku kharap vabibeni🙏hare krushna.. 🙏
Na kharap kn panhi bhabi bu@@monamotivationspeaker
Kain para jhia ku khali rosei karibaku chakararani karibaku jhia bahaghara karanti ki tanka ra Munda bindhi bani. Ta maa bhaunira bindhe niki
ଏମାନଙ୍କୁ ଦେଖିଲେ, ଲାଗୁଛି,, ଅର୍ଥ ଲୋଭ କିଛି ରହୁଛି, ଗୋଟେ ପୁତ୍ର ମା ନାଁ ରେ ମିଛ କହିବନି,
ଠିକି। କଥା 😮
👍
ପିଲାଟି ଭଲ ଲାଗିଲା କଥା
ସ୍ବାମୀ ସ୍ତ୍ରୀ କର ଗୋଟିଏ ସନ୍ତାନ
ହସ ଖୁସିରେ ବିତିବ ଦିନ
ଆଶାର ଆଲୋକ ଧାରାବାହିକ କୁ ଭଲ ଉପସ୍ଥାପକ ଟେ ମିଳିଗଲା।
ଜାହା ହେଲେବି ବାପା ଦେଖ ଏତେ ପରେ ବି ବାପା ପୁଅର ଭବିଷ୍ୟତ ଚିନ୍ତା କରୁଛନ୍ତି ମେସିନ୍ ବିକିଦେଲେ ଆଉ କରିପାରିବନି
ଆଉ କଣ ଯେ ବିଚାର ସବୁ ଭୁଲ୍ ବୋପାର
ତମେ ମାନେ ମୋ ପାଖକୁ ଆସି ରହିବ ସ୍ବାମୀ ସ୍ତ୍ରୀ ଦୁଇଜଣ ଏଠାରେ ମଧ୍ୟ କାର୍ଯ୍ୟ କାମ କରିବା ଯାହା କରିପାରିବେ ମୁଁ ତୁମମାନଙ୍କର ସବୁ ପ୍ରକାରର ସୁବିଧା କରି ଦେବା ଯୋଗାଯୋଗ କରନ୍ତୁ ଧନ୍ୟବାଦ ଏଭଳି ସମସ୍ୟାରେ କିମ୍ବା କୌଣସି ସମସ୍ୟା ଥିଲେ ମଧ୍ୟ ମତେ ଯୋଗାଯୋଗ କରନ୍ତୁ ଧନ୍ୟବାଦ
Stree bolia aree bapa maa na re kahuchu jibana Sara khusire Rahi paribuni
ପରିବାର ସମସ୍ୟା ରେ ଥରେ ପୋଲିସ କୁ ପୁରେଇଲେ ସେ ସଂପର୍କ ଶେଷ । ବାପା ମା ବଳ ଅଛି ବୋଲି ଥାନା ରେ ପୁରେଇ ଦେଲେ । ଏବେ ବାପା ମା କୁ କିଏ ପୋଷିବ ତା ପାଇଁ ପୁଅ ଦାୟୀ କି ???
ଇଏ ବାପା ମା ପୁଅ ବୋହୂ କଲେ କିନ୍ତୁ ସେମାନଙ୍କୁ ସ୍ଵାଧିନତା ଦେବା ଦରକାର ସମୟ ଟିକିଏ ଦିଆଯାଉ। ବହୁତ ଲୋକଙ୍କ ର ପୁଅ ଝିଅ ନାହାନ୍ତି ସେମାନେ ବି ଅଛନ୍ତି ଏ ଦୁନିଆରେ ଆଉ ପୁଅ ଟିକିଏ ସ୍ତ୍ରୀ ପଟିଆ ହେଉଛି ଦେଖାଯାଉଛି ଏ କଥା ବି ସତ ହଉ ସମୟ ଦିଆଯିବା ଦରକାର। ଦାଇତ୍ଵ ପରିବାରର ସମସ୍ତ ସେମାନଙ୍କୁ ଦିଆଯିବା ଦରକାର ତାଙ୍କୁ ସବୁକଥା ରେ ଛିକ୍ ଛାକ୍ ନ କରନ୍ତୁ
ପୁଅଟା ଟିକେ ମାଈପ ବୁଦ୍ଧିଆ ଆଉ ମଉସା ର ରାଗ ଅଧିକ କେବଳ ଋଣ ପଇସା ଶୁଝିବା ପାଇଁ
Jou pua wife budhhire padila ta life ta barbad hei jiba,, kahuchi jou wife Sashu sashura nku bhala re na dekhuchi se ki bohu ,, Jhia khali bhabu thiba ki mun mo bapa ghare rahibi maa ku rati pahile sabu katha kahu ghara bhangu 😡
Bhai bhul Sana pua katha paduni kn pai bhabuma
Sabu jagare pua jati wife ra support kale maipa bolihi haba au join kale kn hab
Rt bhai pua mrg pare rojgar kanhki band Kariba .agru kn karithila rojgar ta stree ki kahiba nas ta stree kahiba tame kama karani basa emiti hauchhi bhai
Se jau kahila sabu paisa ghare dauthila ta pakhare tankat nathila eta michha jie ghara chale t munda pode eta maipa budhia ta ta stee jaha khuchhi karuchhi bapa Runa kanhki Kariba bapa knhki ghara chaleiba bpa ghare basiba tu ghara chaleiba katha tu kn khichhu to pakhre paisa nahi seita nuha e pua kahichhi mrg heigala mu u k karibini
ପୁଅର ଵାହାଘର ପୂର୍ବରୁ ଵାପ ପୁଅ ଦୁହେଁ ମିଶି କାମ କରୁଥିଲେ, ବାହାଘର ପରେ ପୁଅ କାମରେ ଢ଼ିଲା କରିବାରୁ ଵାପା ରାଗିବା ସ୍ଵାଭାବିକ, ତେଣୁ କଳହ ସୃଷ୍ଟି ହୋଇଛି
Gopandhu sir is the best judge 👌👌
A video tiku dekhi ମ ମନ କହିଲା କିଛି କହିବା ପାଇଁ ,
ଜାହାବି ହଉ ଦୁଇ ପରିବାର ଏକାଠି ହୋଇଗଲା ଏ ମଣିଷ ଜୀବନ ରେ ଅନେକ ପ୍ରକାରର ସମସ୍ୟା ଆସିଥାଏ ମର ବି ଆସିଛି ମଧ୍ୟ ଏ time ରେ ନିଜ ମନକୁ ବୁଝିଇ ଦିଏ ସବୁକିଛି ସୁଧୁରିବ ......
ସାର ପୁଅ ମହା ଚାଲାକ ଋଣ ସୁଝିବାକୁ ପଡିବ ବୋଲି କହୁଛି ଅଲଗା ରହିବି ପୁଅର ବାପା ଟିକେ ଭିପି ପରସେଣ୍ଟ କିନ୍ତୁ ଭଲ ମଣିଷ ଆପଣ ସାରେ ଟିକେ ପୁଅର କଥାକୁ ଟିକେ ମାର୍କ କରି ପାରିଲେନି
Mu bi bhabuchi
Bapa maa katha bujhu nahanti Jana poduchi jhio ra muho dekhie😢😢😢😢😢
Se pua kahichi ta bapa maa manaku seba karibe boli bhalare dekha
No. Bapa ra Katha Micha 😢😢
Right@@SunitaPatra-n4z
SOMESH BHAINA nka upasthapana bahut badhia laguchi.
ମଣିଷ ଯେତେବେଳ ପର୍ଯ୍ୟନ୍ତ ନିଜ ସ୍ବାର୍ଥ କୁ ଭୁଲି ପାରେନା,ସେହି କ୍ଷେତ୍ରରେ ସେ ନିଜ ବ୍ୟତୀତ ଅନ୍ୟ କାହାରିକୁ ଉଚିତ ବୋଲି ବୁଝି ପାରିବା ନାହିଁ।
Plz Sukanta Sir Continue This episode
ଵୁଢା ଵୁଢୀ ପରମ ଟାଉଟର । ଏଠିକାର ପେଚ୍ ପକା /ତାଳି ପକା କଥାକୁ ଵୁଢା ଫୁ~ କରି ଉଡେଇ ଦଵ । ଆଗକୁ ଯେସାକୁ ତୈସା ଲାଗୁଛି ।
ସତରେ ପୁଅ ହେଉଛି ସ୍ତ୍ରୀ ବୁଧିଆ, ଝିଅ ଖଳନାୟକ.
Nije Lucky boli bhabani samaste Lucky. Bhaut kharap Bapa Maa b achanti duniya re.
Sosuro sasu volo nuhe
@@MrPtp1986right 👍
Sabubele stree ku kharab Kain kuhajae, kou pua kandivani , emiti maa bapa achanti duniya re, mun dekhichi pua bohu nku hairan karibara
Right
ଝିଅ ଭଲ ଅଭିନୟ କରୁଛି
ପୁଅଟି ପୁରା ଓଲା ଆଉ ପର ବୁଦ୍ଧିଆ ବାପ ଜାଣିଚି ମୋ ପୁଅ କଣ ତେଣୁ ସେ ଆକଟରେ ରଖି ସବୁ କାମ ତୁଲାଇବ ବୋଲି ଭାବିଥିଲେ. ବୋହୁ ପିଲାଟି ବହୁତ ଚତୁର ସେ ମଧ୍ୟ ଜାଣେ ମୋ ସ୍ୱାମୀ କେତେ ଓଲା. ତେଣୁ ସବୁରି ମୂଳେ ଏହି ଓଲା କହିବାର ତାତ୍ପର୍ଯ୍ୟ ହେଲା ବାପ ଭି ଫାଇଦା ଚାହୁଁଚି ଆଉ ସ୍ତ୍ରୀ ମଧ୍ୟ ନିଜର ଫାଇଦା ଉଠାଇବାକୁ ଚାହୁଁଚି ଯଦି ପୁଅ ବାପ ବୁଦ୍ଧିରେ କାମଧାମରେ ଲାଗେ ତେବେ ସ୍ତ୍ରୀକୁ ସମୟ ଦେଇପାରିବନି ତେଣୁ ସ୍ତ୍ରୀ ଚାହୁଁଚି ଅଲଗା ରହିବା ପୁଅ ଆଉ କଣ କରିବ ବାପ ବୁଦ୍ଧିରେ ଗଧ ଭଳି ଖଟୁଥିଲା ଏବେ ସ୍ତ୍ରୀ ବୁଦ୍ଧିରେ ମେଣ୍ଢା ସାଜିଛି. ଯୋଉ ପର୍ଯ୍ୟନ୍ତ ପୁଅର ଅକଲ ନ ହେଇଚି ସେ ପର୍ଯ୍ୟନ୍ତ ଏମିତି ଚାଲିବ ! ନିଜକୁ ପରିବର୍ତନ କରିବା ଜରୁରୀ. ସିଂହ ଭଳି ଗୋଟେ ରଡ଼ିରେ ବାପାର ଧୋତି ଓଦା ହେଇଯିବ ଆଉ ସ୍ତ୍ରୀ ଆପେଣା ଛାଏଁ ଠିକ ହେଇଯିବ. ପୁରୁଷ ପିଲା କାନ୍ଦୁଚ କଣ ନିଜକୁ ପରିବର୍ତନ କର. ସବୁ ଠିକ ହେଇଯିବ.ଜୟ ଜଗନ୍ନାଥ.
ଶଶୁର କୁ ମାଡ଼ ଦରକାର
Mihir das is best. Miss you mihir dada❤
ସୁକାନ୍ତ ସାର କୁଆଡେ ଗଲେ କି ତାଙ୍କ ଜାଗା ରେ ଆଉ ଜଣେ ଅଛନ୍ତି ସୁକାନ୍ତ ସାର ଥିଲେ ବହୁତ୍ ଭଲ ଲାଗି ଥାଆନ୍ତା ସାର ଆଉ ଆସିବେନି ନା କିଛି କାରଣ ପାଇଁ ଏଇ ଏପିଶୋଡ ଟା କରି ପାରିଲେନି ସୁକାନ୍ତ ସାର ପ୍ଲିଜ ପୁଣି ଥରେ ଆଶା ର ଆଲୋକ କୁ ଫେରି ଆସନ୍ତୁ ଆମେ ବହୁତ୍ ମିସ୍ କରୁଥିଲୁ ମିହିର ସାର ଙ୍କୁ ହେଲେ ଆପଣ ଆସିଲା ପରେ ସେଇଟା ବହୁତ୍ ଦୂର ହେଇ ଯାଇଛି ହେଲେ ଏବେ ଆପଣ ଙ୍କ ଜାଗା ରେ ଆଉ କାହା କୁ ଦେଖି ଭଲ ଲାଗୁନି ପ୍ଲିଜ ପୁଣି ଥରେ ଅପଙ୍କ ଦର୍ଶକ ଙ୍କ ପାଇଁ ଫେରି ଆସ
ମଣିଷ ପାଖରେ ଥିଲେ ତାର ପ୍ରଶଂସା ହୁଏନା । ଯେତେବେଳେ ସେ ଦୂରକୁ ଚାଲିଯାଏ । ସେତେବେଳେ ସେ ମଣିଷର ପ୍ରଶଂସା କରନ୍ତି ଲୋକେ
ମଣିଷ ପାଖରେ ଥିଲେ ତାର ପ୍ରଶଂସା ହୁଏନା । ଯେତେବେଳେ ସେ ଦୂରକୁ ଚାଲିଯାଏ । ସେତେବେଳେ ସେ ମଣିଷର ପ୍ରଶଂସା କରନ୍ତି ଲୋକେ
ଘରର main ଭେଲ୍ୟନ୍ ହେଉଛନ୍ତି ସ୍ତ୍ରୀ ମାନେ
ମଉସା ମାଉସୀ ଙ୍କ ଟିକେ ଟଙ୍କା ଲୋଭୋ ଆଛି। ମଉସା ତୁମେ ଯେତେବଳେ ଆଉ ଟିକେ ବୁଢ଼ା ବୁଢୀ ହୋଇଯିବ, ସେତେବେଳେ ତମ କଥା ଏଇ ବାହୁ ହିଁ ତୁମ ଅସୁବିଧା ବୁଝିବ😢
ଏ ମଉସି ର ଭୁଲ ମାଉସି ଥିଲେ ସିଏ ଭାଜିପାରିଥାନ୍ତେ କାହିକି ଶଶୁର କାହିକି ଉଠିକିଗଲେ
Amiti Bapa ku Bisadeikimaridabakatha Jay Jagarnath ❤❤❤🎉🎉
Remember Sukanta Sir😢😢😢😢😢😢😢😢😢
ସବୁ କଥା ହେଲା କିନ୍ତୁ କେହି ବାପାଙ୍କ ଦୁଃଖ ବୁଝିଲନି। ଝିଅ ବୋହୁତ ଚତୁର ,କିନ୍ତୁ ଆମେ ବାପାଙ୍କ ପୁଅ ର ଭବିଷ୍ୟତ ପାଇଁ ଚିନ୍ତା ଦେଖିଲୁ
Right
ମୋ ମତରେ ପୁଅଭଲନୁହେଁ...ବୁଦ୍ଧିହେଇନି
Bapa Jodi pua ra sukha dekhi paruni ta se kemit ka paba au....semana nku kouthi bi rakhei debini ....bapa emiti kahiba thik ki...
Bhai duniare kau bapa ta pua ra kharap bhabeni, ta pua ta budhi nahi jadi budhi thanta keba 30000 chadi 7000 re khatiba pain kahi na thanta, ta bapa ta swabhimani loka ta
Gote badhila jhia ta achi sethi pain ta bapa tanka tanka hauchi, a time re be bapa ku chadi chali jiba bahut bada bhul
98% case ganjam ru aasuchi.
Se sala kichi bujhantini.murkha ganda auda
ମୋ ଭୋଉଣୀ ସହ ବି ତା ସାଶୁ ସଶୁର ଅତ୍ୟାଚାର କରୁଛନ୍ତି
We miss Sukanta sir
Sukanta sir ku janicha
Yes
କିଛିଦିନ କଣମ ମାସଟେ କି ଦୁଇମାସ ସମୟ ରଖ ତାପରେ ସେମାନେ ଆସି ମା ବାପା ପାଖରେ ରହନ୍ତୁ ସେମାନଙ୍କ ସେବା କରନ୍ତୁ ମେସିନରେ କାମକରି କରଜସୁଝନ୍ତୁ ଘରଖର୍ଚ ଚଳାନ୍ତୁ ।
ପୁଅ ବହୁତ ଚାଲାକ୍ ଅଛି
ତମକୁ ବୋହୂ ର ଲୁହ ଦେଖାଗଲା କିନ୍ତୁ ସେ ନିରୀହ ମା ର ଲୁହ ଦେଖାଗଲା ନାହିଁ
OTV ku dhanya bad je se bachhi bachhi emiti lokanku. Basauchi❤❤❤❤
ସୁକାନ୍ତ ସାର କୁଆଡେ ଗଲେ😂😂😂
ବେଳେବେଳେ ବଡ଼ ମାନେ ବି ଛୋଟ ଛୋଟ ଭୁଲ କରି ବାଟବଣା ହେଇଯାଆନ୍ତି। ପରିବାର ରେ ମୁଖ୍ୟ ଲୋକ ବୁଦ୍ଧିମାନ୍ ସେତେବେଳେ କହିବା ଯୋଉଠୀ ବୁଝିବା ଆଊ ବୁଝାଇବା ଦୁଇଟି ଜିନିଷ କୁ ପ୍ରାଧାନ୍ୟ ଦେଇଥାନ୍ତି।କାରଣ ଯୋଉଠି ଉଚିତ୍ ବୁଝବଣା ଥାଏ ଆଊ ପରଷ୍ପର ପ୍ରତି ଆଗ୍ରହ ରହିଥାଏ କେବେ ବି ଅସୁବିଧା ସମସ୍ୟା ର ଉତ୍ପତ୍ତି ହୋଇନଥାଏ ଆଊ ଯଦି ହୁଏ ଯେହେତୁ ଘର ର ବଡ଼ ସେ...ବହୁତ୍ ଧର୍ୟ ଶକ୍ତି ସହ ଜୀବନ ର ଭଲ ଖରାପ ବିଷୟରେ ଅଭିଜ୍ଞତା ରେ ବି ଅଧିକା ଜ୍ଞାନ ରହିଥାଏ ତାଙ୍କ ପାଇଁ ଅସଜଡ଼ା ଘର ବି ସଜାଡି ଦେବାର କ୍ଷମତା ଦ୍ଵାରା ସଜାଡି ଦିଅନ୍ତି। ଭଗବାନ୍ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ।
सर्वे भवन्तु सुखिनह 🙏
ଏ ଶଳା ବୁଢ଼ା ବହୁତ ହାରାମି ଅଛି
ବାପା ସବୁବେଳେ ବାପା, ବାପାର ମନକୁ କିଏ ବୁଝଇ ନଜାଣି ପୁଅ ଗାଳି ଦିଅନ୍ତି. ମାଇପ କଥା ଭାରି ସୁଆଦ ସମୟ ଆସିଲେ ଭାବୀବୁ ପୁଅ ?
ମନେ ରଖିବ ଓଡିଶା ବାସୀ ଏ ଦୁହିଁଙ୍କୁ ଦେଖିବ ବସି : 🤣
ଏ ମାନକଂ ଭିଡିଓ ଦେଖି ମ ଆଖିରୁ ଲୁହ ଝରିଆସିଲା, , ବୁଡା ବୁଡି ର ଟିକେ ଟକାଂ ଲୋଭ ଅଛି
Hmm bhai ama nayagarh side re Pisa bahut chahanti ....sasu sasur kebal tanka chahanti ...mo bhauniki maridele 😢
bhai budhi ra nuhne bhudhara lobha achi
Perfect mausi kahila. A sasu swasura duijanjaka heuchhanti kalakar.
ମୂଳ କଥା ଯୋଔତକ କଥା ଆଉ ଝିଅ କୁ ପସନ୍ଦ କରେନି ବୁଢା ବୁଢା ଭାବୁଛି ସ୍ତ୍ରୀ କଥାରେ ଟୋକା ଚାଲୁଛି
Dhanya re pua
ଜଗନାଥ ତାଙ୍କୁ ମିସାଇଦିଅନ୍ତୁ
Bapa ragi loka hele b pillanka pyn chinta karanti
ଏମିତି ବାପାକୁ ଉଚିତ ଦଣ୍ଡ ଦରକାର
Sukanta sir tame aasa🙏
ବୁଢ଼ା ନିଜର ସର୍ବନାଶ ତଥା ପରିବାରର ସର୍ବନାଶ କରୁଛି
Haere Bapa /Maa b pilaku kete kasta dianti
ବାଇ ଆ ପୁଅ
Bapa maa dukha kie bujhe
Good decision by jadges❤
Sukanta sir miss you
Ashrumochan mohanty should come to this Stage for Anchoring. He is the best amongst all the stage Anchors. He is the versatile actor and good Anchor. Everybody knows the show about ' ଛୋଟ ମୋର ଗାଁ ଟି '🙏🙏🙏🙏
ଏ ବୁଢ଼ା ଟା ପୁରା କେଳୀଙ୍କରିଆ ଅଛି ଆଉ
Family thik achhi uvhaya pakhyaru ...hele kichhi Miss understanding jogu asabu heichi👍
Gote pua ku stk kasta na paile sia kebebi kahi bani mo bapa maa nka sangare rahi bini 😭😭😭bahut dukha laguchi gote pua kebebi kandi bani stk kasta na hele
Most of the cases are from ganjam... illiteracy bahut adhika..bahut kaam age ru jhia ku marriage karidianti
Miss sukanta sir
ତାଙ୍କ ବାପା ମା ମୁଁ ଦେଖନ୍ତୁ ବେଇମାନ ପରିକା ଯଣା ପଡୁଛନ୍ତି
Ete sabu pare gite bapa ra ta puaa ra bhabisyata pain chinta... Sesa pada jou machhine padichi ta jibana biti gale bi kariparibani... Bapa ra parichaya pradan karee.....
Dhanya bapa maa
ତୁମ ମା ବାପା ବି amiti ଅଟନ୍ତି
ପୁଅ ପୁରା ସୁନା❤
Miss you meher sir😢
ଏମିତିକା ବାପା ମାନଙ୍କୁ ଗା..., ରେ ବିଛୁଆତି ମାରିକି ଗଁଆରେ ବୁଲେଇ ଵା ଦରକାର
ପଇସା ଦେଲାବେଳେ ପୁଅ ଭଲ
ପଇସା ନ ଦେଲେ ହାଜତ ରେ
ଜାରଜ ବାପା
Bhai, se jhiaaa katha ta complete heinathilaaa , kanhiki Tara bapa jailku jaithilaa... Se jhia complete Kariba purbaru host katha ku change karidele...
Bad way of presenting.....
Mo bapa maa Amit କରୁଛନ୍ତି ମୋ ଭାଇକୁ
95% ghara bhangijaa kebe sasu sasur pain...
A ଶଳା ପୁଅ ବଡ ହାରାମି
ସବୁ ବାପା ର ଦୋସ
We are miss sukant sir
ଧନ୍ୟରେ ବାପା ମା, ଆଖିରୁ ଲୁହ ଆଶିଗଲା......
ତୁମ ମା ବାପା ବି ଧନ୍ୟ 😔
Aage se Pramila ku show ru bahara karantu ...
Aji tk prograam bhal lagila
Somesh babu very good
Short vedio dekhi kie asichi episode dekhibaku👍
Great👍👍👍👏👏👏
ସୁକାନ୍ତ ଭାଈ ଆସନ୍ତୁ
ପୁଅ ଟି ବହୁତ ଭଲ ପିଲା
Dhnyare bapa maa
Bapa maa pila nka khusi re khusi huantu..
ପୁଅବୋହୁଙ୍କୁ ନିଜଖର୍ଚପାଇଁ ସାତହଜାର ଟଙ୍କା ଦେବାକଥା ।
Pua yp ବୁଦ୍ଧିର ଯାଉଚି ଯେତେ ବେଳେ ଘରକୁ ଫେରିବ କିଛି ଥିବନି