Sangram sir bahuta dukha😢 lagila 54 t podcast dekhi thili kebe b eamiti lagi na thila , apana nka ra podcast odisha re aka nua kranti aniba boli asa thila . Mate 25 yr mu 7 yr helani odisha re kebal apanku hni janichi au kou news anchor nku janibar ichha b nahni . Jemiti mohan majhi sir cm pada ra garima harauchhanti , dayakari apa na ye podcast ra garima ku harantu ni🙏. odisha re 4cr loka bahuta bada bada personality ra loka achhanti , apana nija chhati re hata rakhi kuhantu apanku lagu chi apa thik jaga re thik loka ku basai chhanti . 5% b look misiba vali laguni .. fur b apana kahuchhanti . Aha odisha re -ve impact pakai ba .... Asa kare apa mo mantabya ku jibhi be , jadi kichhi bhulu thiba apanka bada pana re khyama kari debe. Jay Jagannath ⚫‼️⚫ , Bande utkal janani 🙏
ଧନ୍ୟବାଦ ସଂଗ୍ରାମ ସାର । ଏହିଭଳି ସକାରାତ୍ମକ ଚିନ୍ତାଧାରା ରଖୁଥିବା ବ୍ୟକ୍ତିମାନଙ୍କର ସହ podcast କରନ୍ତୁ |
Jay guru
ଗୋଟେ କୃଷକ ର podcast କର,
ତାଙ୍କର ବି ସମସ୍ୟା ଜାଣିବା please sangram sir and Argus news
Right 🎉🎉🎉
ବହୁତ ସୁନ୍ଦର ଉପସ୍ଥାପନା ସଂଗ୍ରାମ ବାବୁ ମୋର ବହୁତ ଇଛା ଆପଣଙ୍କ ସହିତ ବସିବାକୁ l ରମାକାନ୍ତ ସାହୁ, ସଂଗୀତ ନିର୍ଦେଶକ 🙏
Thank you Argus news ମୋହନ ମାଝି ପରି ଦେଖାଯାଉ ଥିବା ଗୋଟେ ଛୋଟ ବ୍ୟବସାୟୀ କୁ ଆଣି ତାଙ୍କର podcast କରିଥିବାରୁ ଏବଂ ତାଙ୍କ ଦୁଃଖ ଅନୁଭବ ପ୍ରକାଶ କରିଥିବାରୁ
ସଂଗ୍ରାମ ଭାଇ ଆପଣ ସବୁ ସ୍ତରର ଲୋକଙ୍କୁ ସୁଯୋଗ ଦେଇଥିବା ରୁ ଧନ୍ଯବାଦ
Sangram sir nku bht bht dhanyabad 🙏🙏🙏🙏 Odisha ra Sabu choda bada prativa mananku aniki Apananka Podcast re Samil karuchanti👍👍👍nice episode 😊😊😊Jay Jagannath 🙏🙏🙏🙏🙏❣️❣️❣️❣️❣️❣️❣️
ଦୁଃଖ କଷ୍ଟ ଯନ୍ତ୍ରଣା ଅନ୍ଧକାର ରୁ ବାହାରି ଯିଏ ଆଲୋକ ଦେଖିଛି ଆଉ ସ୍ବପ୍ନ ଦେଖୁଛି ସେମିତି ଚେହେରା କୁଂ ଆଣନ୍ତୁ । ପ୍ରେରଣା ଉତ୍ସ ପାଲଟିବ ଅନ୍ୟ ମାନକଂ ପାଇଁ । ଏ ପୋଡକାଷ୍ଟ ମୋତେ ସେମିତି କିଛି ଖାସ୍ ଲାଗିଲା ନାହିଁ । ସମାଜ ରୁ ଦୁଃର୍ନୀତି ଭ୍ରଷ୍ଟାଚାର ଅନ୍ଯାୟ କେମିତି ଦୂର ହେବ ସେ କଥା ର ସ୍ବର ଉଠଉଥିବା ଲୋକ କୁଂ ଆଣନ୍ତୁ । ବେକାରୀ ଦୂର କରିବାକୁ ଚେଷ୍ଟା କରି ପାରିଲେ ଖୁସି ଲାଗିବ ।
😅😅😅
ସଂଗ୍ରାମ sir ଙ୍କ TONE ଖୁବ ସୁନ୍ଦର
ମୋହନ ମାଝି ସାର୍ ଙ୍କ ପାଇଁ ତାଙ୍କ ବେପାର ବଢ଼ିଛି ଅତି ସୁନ୍ଦର୍ କଥା
ଭାଇ ତୁମର ଦୁଖ କଷ୍ଟ ସବୁ ଦୁର ହୋଇଯିବ କାହିଁକି ନା ଏବେ କିଛି ଅନୁଭବ କରି ପାରୁ ଥିବେ ତୁମେ ମହାନ ଭାଇ ଜୟ ଜଗନ୍ନାଥ ଙ୍କ ଏ ସବୁ ବିଚିତ୍ର ରୁପ ଭାଇ ତୁମର ବିଯୟ ହବ❤❤❤👍
ସଂଗ୍ରାମ ସାର୍ ଙ୍କୁ ମୋର ଅନୁରୋଧ ଶ୍ରୀକ୍ଷେତ୍ର ପୁରୀର ବଡ଼ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଙ୍କ ସହିତ ଏକ podcast କରନ୍ତୁ। ସେ ଜଣେ ବହୁତ ସୁନ୍ଦର ମଣିଷ ଏବଂ ତାଙ୍କର କଥା ଗୁଡିକ ଅତି ମାର୍ଜିତ।ଆଶା କରେ ମୋର ଅନୁରୋଧ ରକ୍ଷା କରିବେ 🙏
Special podcast, very very special... Thank you sangram Sir and special guest...
ବହୁତ ସୁନ୍ଦର ସାର୍
Thank you Sangram Babu
ମୋର ଅନୁରୋଧ କି ଅନାଥ ଆଶ୍ରମ ରୁ କାହାକୁ ଡାକନ୍ତୁ❤
ବହୁତ ସୁନ୍ଦର..
ଦୟାକରି ଥରେ Pandian Babu ଙ୍କୁ ଡାକନ୍ତୁ..
ସେ ଆସିବେନି 😂
ଜୟ ଶ୍ରୀ ରାମ
A Matured personality...
ଆପଣକୁ ଅନେକ ଅନେକ ଶୁଭକାମନା ଓ ଧନ୍ୟବାଦ
ମୋହନ ମାଝୀଙ୍କ ଭାଇ ପରି ଲାଗୁଛନ୍ତି
ନରେନ୍ଦ୍ର ମୋଦିଙ୍କ ଡୁପ୍ଲିକେଟ୍ ଙ୍କୁ ଦେଖିଲେ ତମକୁ ଲାଗିବ ତାଙ୍କ ଜାଆଳ ଭାଇ ପରି 😂😂
@@SOUMYARANJANSAHOO-x4uhn
Sangram bhai thank..u
ବହୁତ ସୁନ୍ଦର ଦୃଶ୍ୟ
ଭାଗ୍ୟ କେତେବେଳେ ବି ବଦଳିଯାଏ ❤️❤️❤️❤️❤️❤️❤️
This man is very humble. Proud to be Jagatsinghpuria❤
Khub vala lagila
Jay Jagannath
Congratulations for your good gate up
ଅତି ସୁନ୍ଦର କିନ୍ତୁ କପାଳ ରେ ଅଧିକ ଲାଲ୍ ବିନ୍ଦୁ ହେଇଛି।❤😊
Good thinking sangaram babu
Joy jagannath swamy ❤❤
ଯାହାହେଉ,
ଆମ ପ୍ରଧାନ ମନ୍ତ୍ରୀ ମହୋଦୟ ପୂର୍ବରୁ ଚାହା ଦୋକାନ କରି ଥିଲେ, ଏଠି ଆମ ମୁଖ୍ୟ ମନ୍ତ୍ରୀ ମହୋଦୟ ନ କଲେ ବି ତାଙ୍କ ଅବିକଳ ଚେହେରା ଓ ବେଶଭୂଷା ଥିବା ବ୍ୟକ୍ତି ସେହି ଚାହା ଦୋକାନ ତାହା ପୁଣି CM ଙ୍କ ନାମରେ ବର୍ତ୍ତମାନ କରୁଛନ୍ତି ।
ଏହା ଏକ Co incident ହେଇ ପରେ ।
Sahoo is brand ❤
Ama jatibhai loka. Congratulations.
Jay shree jagannath
ଅବିକଳ ମହାତ୍ମାଗାନ୍ଧିଙ୍କ ପରି ଜଣେ ରିଟାୟର୍ଡ଼ ଶିକ୍ଷକ ଅଛନ୍ତି ଆଜି ପର୍ଯ୍ୟନ୍ତ ତାଙ୍କୁ କେହି ଅନୁସନ୍ଧାନ କଲେ ନାହିଁ।
Thanks sir. Nice story
sangram babu ,apankara prastutha karyakrama bhala laguchi
You are presenting very interesting topic like this & Kuni Dhabak '' Budhia Singh ' .Thanks.
Sangram Sir, aapono thore Ollywood superstar Sabyasachi Sirnku dakantu.
Se jone bholo actor sahit bholo manisa, Onek lokonko dukhoro sathi❤ please thore tankaro Podcast niontu🙏
Prati garib lokara podcast karantu
Good sangram sir
Sangram babu bahut dhaniyabat aapan good super news ku upastapna karithibaru jay Jay jaganth jay maa raneswar ramchandi ki jay
Podcast is a good👍 sangraam sir is a great👍
Fantastic 👌
Vai God bless you 🙏 apana dadan khaticha abe jadi vala post mile income rojgar orrissa ku development kariba thanks
ସଂଗ୍ରାମ ସାର୍ love ❤
Very nice...Thank you Sangram sir.
Sangram sir bahuta dukha😢 lagila 54 t podcast dekhi thili kebe b eamiti lagi na thila , apana nka ra podcast odisha re aka nua kranti aniba boli asa thila . Mate 25 yr mu 7 yr helani odisha re kebal apanku hni janichi au kou news anchor nku janibar ichha b nahni . Jemiti mohan majhi sir cm pada ra garima harauchhanti , dayakari apa na ye podcast ra garima ku harantu ni🙏. odisha re 4cr loka bahuta bada bada personality ra loka achhanti , apana nija chhati re hata rakhi kuhantu apanku lagu chi apa thik jaga re thik loka ku basai chhanti . 5% b look misiba vali laguni .. fur b apana kahuchhanti . Aha odisha re -ve impact pakai ba ....
Asa kare apa mo mantabya ku jibhi be , jadi kichhi bhulu thiba apanka bada pana re khyama kari debe.
Jay Jagannath ⚫‼️⚫ , Bande utkal janani 🙏
ସଂଗ୍ରାମ ସାର ଥରେ ଶ୍ରୀରାମ ପଣ୍ଡା ସାରଙ୍କୁ ଆଣନ୍ତୁ ।ପ୍ଲିଜ ଯିଏ ଆମ ଓଡ଼ିଆ ସିନେମା ଜଗତ କୁ ଏକ ସ୍ୱତନ୍ତ୍ର ଛାପ ଦେଇଛନ୍ତି ।
Very nice answer
Nice video ❤❤
Bahut sundar
Suresh Bala (banku Bhai) nkara intervew niontu sir plz
Very good God bless you Jay Jagannath 🙏
Thanks. Urgus
କିନ୍ତୁ ରାଜ୍ୟ ରାଜକୋଷ ରୁ ହଜାର ହଜାର କୋଟି ଟଙ୍କା ହାରିଲୁଟ ଅଭିଯୋଗରେ ନବିନ ଓ ପାଣ୍ଡିଆ କୁ ଧରି ଗିରଫ ନ କଲେ କଂଗ୍ରେସ୍ ର ଅଭ୍ୟୁଥାନ୍ ହେବ ଓ ବିଜେପି ଆଗାମୀ ନିର୍ବାଚନରେ ପରାଜୟ ଲଭିବ।
ଆଶ୍ଚର୍ଯ୍ୟ ହେଲେ ବି ସତ।
ଆପଣଙ୍କର କ'ଣ ମତ!!!
Greater
Jai Shree Ram 🙏🏻
Sangram Bhai apan thare 'Mu Traveler' Laba Hansha Bhai nku invite karantu Plz....
Thanks Argus News 📰
Very nice sir
Thank you
Wow🎉🎉🎉
❤
Bahutbhalalagila
Jabar josth
ଭିନ୍ନକ୍ଷମ ଭାଇ ଓ ଭଉଣୀମାନଙ୍କସେମାେନ ସେମାନଙ୍କର ଯାହା ପ୍ରତିଭା ରହିଛି ଦେଖାଇବେ ଆପଣ ଡାକନ୍ତୁ
Good bro🙏🙏
World re 7jana nka chehera saha nija chehera mise..
ନରେନ୍ଦ୍ର ମୋଦୀ ଙ୍କ ଡୁପ୍ଲିକେଟ୍ କୁ ଆଣିକି ଆସନ୍ତୁ
Jay shree ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram
ଜୟ ଶ୍ରୀ ରାମ ଜୟ ମୋହନ ମାଝି ସାର୍
Sangram bhai gote teacher nkara interview niontu
Sangram sar gam kouthi
Majhinka bhai Paris dekha jauchanti❤❤❤❤
ସୁଷ୍ଟି ପରିବର୍ତନ ହେବ ପଛେ ଲାଞ୍ଚ ଯିବନି ଏବେ ବି ସେହି ପରିସ୍ଥିତି ଯାହା ବାସ୍ତବ ସତ୍ୟ...
ସଂଗ୍ରାମ ସାର୍ ଥରେ v.k pandian ଙ୍କୁ ଡାକନ୍ତୁ please
❤gudu bhahina
Bahuta valalaga cm 2 dekhi
ମୋହନ ଚରଣ ମାଝୀ ଙ୍କ ଜିନ୍ଦାବାଦ
Please plant a tree to reduce the global warming
ନବୀନ ପଟ୍ଟନାୟକଙ୍କ ଙ୍କ ଏପିସୋଡ କୁ ଅପେକ୍ଷା ରେ ରହିଲୁ
❤❤❤
By By Mohan 😊
Very good podcast
ବହୁତ ସୁନ୍ଦର podcast argus,. ନବୀନ ବାବୁ ଆଉ ପାଣ୍ଡିଆନ କୁ ଥରେ ଲେଖାଏଁ podcast ରେ interview ଦେବେ ବୋଲି ଆଶା. ଲୋକେ ସବୁବେଳେ ଆମ ନୂଆ cm କୁ ନବୀନ ସହିତ ତୁଳନା କରି ଅପମାନିତ କରୁଛନ୍ତି, ତେଣୁ ଥରେ ନବୀନ ପଟ୍ଟନାୟକ କୁ ଆଣନ୍ତୁ, କେତେ କଥା କହିପାରୁଛନ୍ତି ଦେଖିବା.
ଭାଇ ଜୟ ଶ୍ରୀ ଜଗନ୍ନାଥ,
ଆପଣ ତ ସି.ଏମ୍. ଗେଟ୍ ଅପ୍ ରେ ବାହାରୁ ଛନ୍ତି। ବର୍ତ୍ତମାନ ଆପଣ କିଛି ସାଙ୍ଗ ଙ୍କୁ ପୋଲିସ ଗେଟ୍ ଅପ୍ ରେ ସାଥିରେ ଧରି ବାହାରିଲେ କେମିତି ହୁଅନ୍ତା?
ଜୟ ଶ୍ରୀ ଜଗନ୍ନାଥ।
Sangram babu apana jane dakhy sambadika
Yes👍😜
Juel ଓରାମଙ୍କ duplicate SNH ରେ ଅଛନ୍ତି
Eta kou angel ru cM PARI DEKHA JAUCHI
😮😮
Sir please search young, 22:53 dynamic, energetic, talent who are interested to grow in the society
ଅଧିକ ଲାଞ୍ଚ ମାଗୁଛନ୍ତି।।।
Brother
iambabula❤❤❤
Baras priyadardini ki dakantu
... dolly chaibala😮😮😊😊
Mohon majhi tu a bro bala speech deu chanti
Ditto mohan sir
Try to discover PM's duplicate And make a podcast by him 😊