ପଚିଶି ବର୍ଷ ପରେ ଆମ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ରେ କହିବାର ସାରା ଓଡ଼ିଶା ଦେଖିଲା। ଜୟ ଜଗନ୍ନାଥ Good news for Odisha.... Within 5 years everything changes in Bjp Government Everybody see Honorable CM speech We are proud of our honorable CM.
Modi fans gujarat ra development dekhinia au Odisha ra dekhinia..if Odisha ra Bhubaneswar fully developed only within last 10years then thik achi na Modi ra gujarat ra Dholera au gift City ta till now under construction project will be completed by 2042 n as per finance sign sei duita failure adaku run karuchi..bhai jaiki dekhinia kou city kte developed loka nku pachariki khali bhasana re mati gale kichi hbni.. odisha 1 no. Re thila hi other aspects re rapidly growing state hisab re ebe kan haba abastha dekhineba
Humble Attitude, Slow to speak and decent conversation...no proudness...he excels more experience since from greass root...so Mohan Sir capable of doing things. ....He deserves.....!!!
Thnak you argus channel to meet our new Cm❤❤
ଦୀର୍ଘ ୨୫ ବର୍ଷ ପରେ ଓଡ଼ିଆ ଭାଷାରେ ଜଣେ ମୁଖ୍ୟମନ୍ତ୍ରୀ କଥା ହେଉଛନ୍ତି ବହୁତ୍ ଖୁସି ଲାଗୁଛି.
Yes
ସେମାନେ ସାନ୍ତାଳୀ ହେଇ କେତେ ସୁନ୍ଦର ଓଡ଼ିଆ କହୁଛନ୍ତି
Can I get the Email ID of Hon'ble Chief Minister to apprise him of any emergency local problem! Thanks & regards.
Odia bhasa re heigale kan heijiba???? Kan cm post na seita odia language class teacher post... Lol😅😅😅
@@nsahoo548 ore chudi LOL odisha cm hoie odiya janiva minimum requirement..
ମୁଖ୍ୟ ମନ୍ତ୍ରୀ ଙ୍କ କଥା ଶୁଣି ଖୁବ୍ ସୁନ୍ଦର ଲାଗୁଛି। ଏଭଳି ସୁନ୍ଦର ମଣିଷ ପଣିଆ ଥିଲେ
ରାମ ରାଜ୍ୟ ହେବ ନିଶ୍ଚିତ
Right bro
🙏 ମଦ ବନ୍ଦ କରି ଏକ ସୁନାର ଓଡ଼ିଶା ଆରମ୍ୱ କରନ୍ତୁ, ଜଗନ୍ନାଥ ଆପଣକୁ ଦୀର୍ଘ ଜୀଵୀ କରନ୍ତୁ
ଆମେ ବହୁତ ଖୁସି ଯେ , କେତେ ବର୍ଷ ପରେ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଙ୍କୁ ପାଇଛୁ, ଧନ୍ୟବାଦ ସନମନୀୟ ମହୋନ ଚରଣ ମାଝୀ ସଆର
ଓଡ଼ିଆ ଭାଷାରେ ମୁଖ୍ୟମନ୍ତ୍ରୀ ଙ୍କ ଭାବପୂର୍ଣ୍ଣ ଆଲୋଚନା, ବହୁତ୍ ଖୁସି ଲାଗିଲା ... ଆମେ ଓଡ଼ିଆ ଭାରି ବଢିଆ , ଆଗକୁ ବଢନ୍ତୁ sir.. ସାରା ଓଡ଼ିଶାବାସୀ ଆପଣଙ୍କ ସାଥିରେ ଅଛନ୍ତି ...🙏👍
Besi katha kuhani majhi babu.... Kama kara...
ଭଲ କାମ କଲେ ସାଥୀରେ😊 ହେନ୍ତା ନି ହେଲେ ଚଠା ମାନେ ପଛେ ଥିସନ 😂😂😂
ଏତେ ସୁନ୍ଦର ଭାବେ ଖୋଲା ହୃଦୟ ରୁ ଏମିତି ମିଡିଆ ସାମ୍ନା ରେ କଥା ହେବା.. ସ୍ବାଗତ ଯୋଗ୍ୟ.. ମୋଦି ଜି ଙ୍କ selection ku salute.. ଏମିତି 24 ବର୍ଷ ରେ ଥରେ ବି Ex CM Nabin Patnaik loka kna Saha କେବେ କଥା ହେଇ ନାହାନ୍ତି।।
Ex CM nku odiya asunathila ki odiya bujhunathile au lokmane englis re katha heijanunathile ta sethipain kehin interview neunathile
Ri8
💯
@@AnilKanhar-u3m odisha ro sikhya yajana ku bjd sarkar khau thila auu english loko kemiti janibe
Good bro
ସଂଗ୍ରାମ ଭାଇ ଏବଂ ଶ୍ରୀଯୁକ୍ତ ମୋହନ ମାଝି ସାର୍ ଙ୍କ ସାକ୍ଷାତକାର ବହୁତ ମନମୁଗ୍ଧକର ଲାଗିଲା ।
ମୁଖ୍ୟମନ୍ତ୍ରୀ ସାର୍ ଆପଣଙ୍କ ହୃଦୟ ବହୁତ ବିଶାଳ। ଆପଣଙ୍କୁ ସେ IIC ବହୁତ ଖରାପ ବ୍ୟବହାର କରିଥିଲା। ଆପଣ ତାକୁ କ୍ଷମା କରିଦେଇ ଆପଣଙ୍କ ମହାନତାର ପରିଚୟ ଦେଇଛନ୍ତି। ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ।
ସୁନା ହୀରା ହେବାକୁ ଚାହୁଁ ନାହିଁ... ପବିତ୍ର ମାଟି ହେବାକୁ ଚାହୁଁଛି... Whaaa🙏... ଅତି ସୁନ୍ଦର cm sir.... Apanankara personality 🙏
ତ୍ରିନାଥ ବିଷୟରେ ଯାହା କହିଲେ ସାର୍ ମୋତେ ବହୁତ୍ ବହୁତ ଖୁସି ଲାଗିଲା ସାର୍ ଆପଣ ବହୁତ ମହାନ୍।ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ।
Seyita feature kohibo
Tabaco ku ban karantu...
ସତରେ ଆମ ମୁଖ୍ୟମନ୍ତ୍ରୀ ଙ୍କ ମନରେ ଟିକେ ବି ଗର୍ବ ନାଇଁ ଏମିତି ଲାଗୁଚି ଯେମିତି ଆମ ପରି ଜଣେ ସାଧାରଣ ଲୋକ ଟିଏ ❤️🙏
ଯେତେ ଶୁଣିଲେ ବି ଭାରି ଖୁସି ଲାଗୁଛି respected CM sir ଙ୍କ ମନ ଖୋଲା କଥା
ଏତେ ସରଳ ଲୋକ ଟିଏ ମୁଖ୍ୟ ମନ୍ତ୍ରୀ ହୋଇ ପାରନ୍ତି
Realy u are great sir ❤❤
Hn bala gote press conference aga rakahntu 1 yr pare ame janibu📌..amti godi channel ku interview re kichi labha nahi
ବାଣ୍ଡୁ ହେଇଚି
@@AkLion-s4qgodi chanel habani aau kn papu meadia haba
ଓଡ଼ିଶା ବାସୀ କେବଳ ପରିବର୍ତ୍ତନ ଚାହାଁନ୍ତି..
ବାର୍ତ୍ତା ରେ ନୁହେଁ ବରଂ କାର୍ଯ୍ୟରେ ବିଶ୍ଵାସ ରଖନ୍ତି..
ଖୁବ୍ ସୁନ୍ଦର୍ ଉପସ୍ଥାପନା...❣️🙏
Heba laguchi
Haba laguchi because tankara jhalak sie dekhei chhanti when he was bidhayak ❤❤
@@Lowdevicevloger143 ... ଆଶାନୁଯାୟୀ ଫଳପ୍ରଦ ହେଉ... 🙏 ଓଡ଼ିଶାବାସୀ ପ୍ରତିଶ୍ରୁତି ନୁହେଁ ବରଂ ପ୍ରତିବଦ୍ଧ ସଂପୂଣ୍ଣ ରୂପେ ଦେଖିବା ପାଇଁ ଏଇ ନିଷ୍ପତି ରଖିଛନ୍ତି ନୂଆ ସରକାର ଙ୍କ ପାଖରେ..
ଆଉ ଏହି ଉନ୍ମାଦ ନିଶ୍ଚିତ ନୂଆ ଶୃଙ୍ଗାରଭିମୁଖୀ ହେବ ✓କହିବା କିଛି ଅତ୍ୟୁକ୍ତି ହେବ ନାହିଁ 🪩🥇
Jai jagaath
Apanka thru bahut Asa rakhichanti ama odisha basi Sarbada niriha dukhi gariba, samanya loka nku sahayata karantu Bhagwan apankara Mangala karibe
Perfect...
ବହୁତ୍ ସୁନ୍ଦର୍ ମଣିଷ ଏବଂ ଆଶା କରୁଛୁ ଓଡ଼ିଶାର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ହେବ।
ମୁଁ ବହୁତ ଖୁସି ଏମିତି ମୁଖ୍ୟମନ୍ତ୍ରୀ ଓଡିଶାରେ ଜନସାଧାରଣ ଙ୍କ ଆଦର୍ଶ, ବହୁତ ଧନ୍ୟବାଦ ଜଣାଉଛି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ। ମୋ ହୃଦୟ ରୁ ଧନ୍ୟବାଦ ଜଣାଉଛି
ଯାହା ହେଉ ମୋହନ ସାରଙ୍କ କଥା ଶୁଣି ଆମର ହୃଦୟ ଚୁଈଗଲା ❤❤thnk you sir
ସାର ଆପଣ ଜଣେ ଖୋଲା ହୃଦୟର ମଣିଷ ଆପଣଙ୍କୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପାଇ ନିଜକୁ ଧନ୍ୟ ମନେ କରୁଛୁ 🙏🙏
ଯାହା ହଉ ବହୁତ୍ ବର୍ଷ ପରେ ଆମ ମୁଖ୍ୟ ମନ୍ତ୍ରୀ ଙ୍କ ସହ ସିଧା ସଳଖ କଥାବାର୍ତ୍ତା ଶୁଣିବାକୁ ମିଳିଲା , ବହୁତ୍ ଖୁସି ଲାଗିଲା ❤❤❤
Ama mantri nabin patnaik😊😊
Right
V nn no km nhi। Kbb।
।😊 ko@@shivarampradhan8049
BJP channel re interview BJP ra
Kahi khalitare prahasana karuchha
ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ପାଇଁ ଆମେ ବହୁତ୍ ଖୁସି । ସବୁବେଳେ ଓଡ଼ିଶା ବାସୀଙ୍କ ସହିତ ରହିବେ ତାଙ୍କର ସବୁ ସମସ୍ୟାର ସମାଧାନ କରିବେ । ଜୟ ଜଗନ୍ନାଥ 🙏🙏
Jaha hou sar,nk katha suni ବହୁତ୍ ଖୁସି ଲାଗୁଚି,ଆମର ସବୁ ଅସୁବିଧା ଦୂର ହେବା ,ମୋହନ sir nk ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି,sir ଜାହା କହୁଛନ୍ତି କରିକି ଦେଖାଇ ଦିଅନ୍ତୁ ଯେମିତି ସମସ୍ତେ ନବୀନ sir ଙ୍କୁ ଭୁଲି ଯିବେ
ଏ inerview ଟି ଶୁଣି ଆଉ ଦେଖି ସାରିଲା ପରେ, ମୋ ପାଖରେ ଆଉ ଭାଷା ନାହିଁ କିଛି ଲେଖିବାକୁ.....
I proud of you sir ....
Modi bhali na heu kahli.katha kuha kapila
Alajya Nabin thu ta dher bhala manisha Mohan😊@@AbhishekPradhan-q6b
ଭାଷା ନାହିଁ ବୋଲି କଣ English ର ମା ଭଉଣୀ କରିବେ ନା କଣ
Right❤❤
@@AbhishekPradhan-q6bକ୍ରୀତଦାସ
ସବୁ ର ମୂଳ ରେ ଚକାଡ଼ୋଳା ର ଆଶୀର୍ବାଦ ......ଜୟ ଶ୍ରୀ ଜଗନ୍ନାଥ
ଅତି ସୁନ୍ଦର ଆଲୋଚନା କରିଥିଲେ ଆମ ମୁଖ୍ୟମନ୍ତ୍ରୀ ଆମେ ଏପରି ମୁଖ୍ୟମନ୍ତ୍ରୀ ପାଇଁ ଆମେ ଗର୍ବିତ।
ରାମ ରାଜ୍ୟ ଆଗମନ ର ସଂକେତ 🎉
ମୋହନ 🎉 ବାସ୍ତବରେ ମହାନ୍ 🎉
ମନ 🎉 ମୋହିବେ ମୋହନ 🎉
ମୋହନ ସରକାର 🎉 ମହାନ୍ ସରକାର 🎉
ଜୟ ଜଗନ୍ନାଥ 🎉 🎉 🎉
ସରଳ ଶୁଦ୍ଧ ସ୍ଵଭାଵ ମଣିଷ ଆମ ମୁଖ୍ୟମନ୍ତ୍ରୀ l
Ama tribal samaj bahut Santa Priya ❤
ପଚିଶି ବର୍ଷ ପରେ ଆମ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ରେ କହିବାର ସାରା ଓଡ଼ିଶା ଦେଖିଲା। ଜୟ ଜଗନ୍ନାଥ
Good news for Odisha....
Within 5 years everything changes in Bjp Government
Everybody see Honorable CM speech
We are proud of our honorable CM.
ଅତି ସୁନ୍ଦର ଆଲୋଚନା ଏମିତି ରୁହନ୍ତୁ ସବୁଦିନ ଲୋକଙ୍କ ଭଲ ପାଇବା ବାଢ଼ିବା ସହିତ ନବୀନ ପଟ୍ଟନାୟକ ଙ୍କୁ ଲୋକ ଭୁଲିଯିବେ
Who is nabin Pattanayak
Tui ta chhua aau kana karbu jaani kari 😂😂😂@@Yuthfggf
ଓଡିଶା ଗଞ୍ଜାମ ଜିଲ୍ଲା ରେ ସବୁଠୁ ଅଧିକ ମଦୁଆ ଶୀଘ୍ର ବନ୍ଦ କରନ୍ତୁ sir 🙏🙏🙏🙏🙏🙏
ମୁଖ୍ୟମନ୍ତ୍ରୀ ହେବେତ ଏମିତି. Sir ଙ୍କ ଭଳି, ଲୋକଙ୍କ ସରକାର, ଆମ ସରକାର, ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ, ଭବ ତୁମେ ଭବ ତୁମେ 🙏
ଆପଣ ଙ୍କ ବହୁତ୍ ବଡ଼ ହୃଦୟ, ତ୍ରିନାଥ ବାବୁଙ୍କୁ କ୍ଷମା କରି ଦେଲେ, ସେ IIC ସାର୍ ଭଲ ପୋଲିସ୍ ହୋଇଦେଖାଇବା ଦରକାର୍ ସରକାର ଯେ କୌଣସି ଦଳର ହୋଇପାରେ କିନ୍ତୁ ଜନତା ଙ୍କ ବିଶ୍ଵାସ ଯେମିତି ପୋଲିସ୍ ଉପରୁ ନ ଉଠୁ
ମୁଁ ହେଇ ଥିଲେ ମାଲକାନଗିରି ପଠେଇ ଦେଇ ଥାଆନ୍ତି ସତରେ 😊
Manonio mohon sir great aji emiti cm Amo orissa re heichi ame orissa basi ta pai khusi Amo vote bekar gola nahi sir dirghaau hou
Right bro❤❤❤
IIC ku malkangiri ku pathao kete dama acchi... Mu pathei debi sanyasamantu ta gandire guli packing karajiba
Amo Adiwasi heart semiti hin
ଏତେ ଖୁସି ଲାଗୁଛି ଯେ ମୁଁ ଭାଷାରେ ବ୍ୟକ୍ତ କରି ପାରୁନି ଆମର ଜଣେ ଓଡ଼ିଆ ଆଦିବାସୀ ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଭାଷଣ
Mahan sir,we are with you,,emitihin karjya karijaantu
ପ୍ରକୃତ ରେ ଅନୁଭବୀ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝୀ
ଉଚ୍ଚ ହେବ ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା ଆମ ଓଡ଼ିଆ ଭାଷା କହି ପାରୁଥିବା ଆମ ଓଡ଼ିଆ ଭାଷା କହି ବୁଝି ପାରୁଥିବା ମୁଖ୍ୟ ମନ୍ତ୍ରୀ ଟିଏ ପାଇ ଆମେ ଆଦିବାସୀ ପରିବାର ବହୁତ୍ ଖୁସି ଜୟ ଜଗନ୍ନାଥ
Seithi pain ta bjp ru kehi musalman nahanti ,Bhai ku Bhai pari dekha
A Bala katha kuhani
@@was2zur-holle Kain kahile badhuchhi
@@mrclassic6194 tu adivasi jungle re raha ,
Mote first kaha tu mgh kau jugare banchuchhu
ଓଡ଼ିଶା କେବେ ଭାବିନଥିଲା ଆପଣ ଙ୍କ ଭଳି ଜଣେ ସଚ୍ଚୋଟ ମଣିଷ ଙ୍କୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଭାବେ ପାଇବ ବୋଲି। proud to get a chief minister like u sir
ଆମ ମୁଖ୍ୟ ମନ୍ତ୍ରୀ ଙ୍କ କଥା ବହୁତ ସୁନ୍ଦର ଲାଗିଲା ଆମ ଓଡିଶା ସୁଧୁରି ଯିବ ଧନ୍ୟବାଦ
ମୋହନବାବୁ ସବୁବେଳେ ଆଦରଣୀୟ , ଜୟ ବିଜେପି , ଜୟ modiji
ବହୁତ ସୁନ୍ଦର ଉପସ୍ଥାପନା ଏତେ ବର୍ଷ ପରେ ଆଜି ଓଡ଼ିଶା ଜଣେ ଓଡ଼ିଆ ମୁଖ୍ୟ ମନ୍ତ୍ରୀ ପାଇଛି,
ଆଲୋଚନା ବହୁତ ହୃଦୟ ଶ୍ରପ୍ସି , ଓଡିଶା ନିଶ୍ଚିତ ଭାବରେ ଅଗ୍ରଗତିଶୀଳ ହେବ ମୋର ବିଶ୍ଵାସ , ଜୟ ଶ୍ରୀରାମ 🙏🙏🙏
Banda taa haba..ei BJP hindu muslaman karibe athu 5 yrs..
I didn't expect this much of faithful and promise talk from our cm mohan sir , just luv it and hope to see odisha will rise in upcoming days.
ଧନ୍ୟବାଦ ପ୍ରଥମେ ଅରଗସ୍ ଚ୍ୟାନେଲ କୁ ଆମ ମୂଖ୍ୟମନ୍ତ୍ରୀ କୁ ସାକ୍ଷାତ କରିଥିବାରୁ
Thank you
ଧନ୍ୟବାଦ ସାର🎉
ଆପଣ କୁ ମୁଖ୍ୟମନ୍ତ୍ରୀ ଭାବରେ ପାଇ
ଓଡ଼ିଶା ଆଜି ଗର୍ବିତ 🎉
❤ଜୟ ଜଗନ୍ନାଥ❤ ଜୟ ଶ୍ରୀ ରାମ❤
ଜୟ ଭାଜପା🎉
ସାର୍ ଆପଣଙ୍କୁ ଅନୁରୋଧ ଓଡ଼ିଶା ରେ ମଦ ବନ୍ଦ କରାଯାଉ ❤❤
Prathamey Keonjhar ry mada band karntu😂😂😂
ରାଇଟ 👌🏻
ଆଗ ଲାଞ୍ଚ ମୁକ୍ତ ସରକାରୀ ଅଫିସ ହେଉ ଆଉ ମଦ ଦୋକାନ ରେ ନିଆଁ ଲଗା ଜାଉ 🙆🏻♂️😂🙆🏻♂️
ତାପରେ ୟେ ସରକାର କୁ ମୁ ହୃଦୟର ରୁ ସନମାନ ଦେବୀ ❤️
Bhai a au kichhi kara se jinisa karani
ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ୍ ଚରଣ ମାଝିଙ୍କ ସାକ୍ଷାତକାର ଦେଖି ଅଭିଭୂତ ହେଲି। ବହୁତ ଭଲ ମଣିଷ ଓ ତାଙ୍କର ବକ୍ତବ୍ୟରେ ତାଙ୍କର ଅଭିଜ୍ଞତା ପ୍ରତିଫଳିତ ହେଉଛି।
ଏଥିରୁ ଠିକ ଠିକ ଠଉରେଇ ହୁଏ ଆମ ନୂଆ ମୁଖ୍ୟମନ୍ତ୍ରୀ କେତେ ଶାନ୍ତ ସରଳ ଆଉ ଜନ ପ୍ରତିନିଧି ...🙏🙏🙏🙏 ଧନ୍ୟବାଦ ଅର୍ଗସ୍ ଏବଂ ଉପସ୍ଥାପକ
Thank you
କେଓଁଝର ଜିଲ୍ଲା ରେ ଆପଣ ନା ବୋହୁତ ଲୋକ ପ୍ରିୟ ବୋଲି ସୁଣି ଥିଲି ଆଜି ଆପଣ ସାମ୍ବାଦିକ କୁ ଯେପରି ଉତ୍ତର ଦେଉଛନ୍ତି ସୁନ୍ଦର ଅତି ସୁନ୍ଦର ❤
ସତ
ଖୁବ୍ ସୁନ୍ଦର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ....
ଭଲ ଲାଗିଲା।
ସେଥିପାଇଁ ଅଶେଷ ଧନ୍ୟବାଦ୍।
ଜୟ ଜଗନ୍ନାଥ....
Thank you
Charno mein koti koti pranam Jay Shree Radha 🙏🙏
" ମୁଁ ସୁନା କି ହୀରା ହେବାକୁ ଚାହୁଁ ନାହିଁ, ଓଡ଼ିଶା ହେଉଛି ମୋର ମାଁ ଓ ମୁଁ ସେ ମାଟି ହେବାକୁ ଚାହୁଁଛି।" ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି ପଦୁଟିଏ କଥା ମୋର ମନ କିଣି ନେଲା। ଆଶା କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ କଥା ରଖିବେ ଓ ଓଡ଼ିଆ ଲୋକ ଏବଂ ଓଡ଼ିଶା ପାଇଁ ବହୁତ କିଛି ଭଲ କାମ କରିବେ।
Beautiful lines ❤❤
Media Bala script lekhideichhanti😅
@@he_michhare_comedyhm Tu jaiki lekhizhilu bodhe jemity atamo Nebaeen jjane lekhidele se padhivi paruno thile
To the pm sir only bhubaneswar, Cuttack, puri development hi nahi amaraa koraput, rayagda, ramnaguda develop karantu.
Yes
ଶାନ୍ତ, ଶରଳ, ଲୋକଙ୍କ ଦୁଃଖ ବୁଝିପାରୁଥିବା ମୁଖ୍ୟମନ୍ତ୍ରୀ ଆମେ ଆଜି ପାଇଛୁ ସବୁ ସେଇ ଜଗତର ନାଥ ଜଗନ୍ନାଥଙ୍କ ଲୀଳା ଆପଣ ଦୀର୍ଘାୟୁ ରୁହନ୍ତୁ ଆଉ ଆପଣଙ୍କ ପରିବାର ମଧ୍ୟ ଭଲରେ ରୁହନ୍ତୁ ଆମର ଆଶା ଓ ଭରସା ଆପଣ ଜଣେ ଭଲ ମୁଖ୍ୟ ମନ୍ତ୍ରୀ ହୋଇ ଲୋକଙ୍କ ମୌଳିକ ସୁବିଧା ଯୋଗାଇଦେବେ
ଏମିତି ମୁଖ୍ୟମନ୍ତ୍ରୀ ଦରକାର ସବୁ ରାଜ୍ୟ ପାଇଁ। ଯିଏ କି ନିଜ ଭାଷା କହିପରୁଥିବ ଓ ବୁଝିପରୁଥିବ।
Sabu rajya re thile khali odiaha re na thile
Katha re nuhae Kama re biswas rakha
Asu asu khani kholichaliki durniti badheichaliba with zero employment.
ଅନ୍ୟ ସବୁ ଜାତି ଲୋକେ ଥିଲେ ଯେଉଁ ମାନଙ୍କର ନିଜ ଦେଶ କି ରାଜ୍ୟ ପାଇଁ ଦରଦ ଅଛିକି ?କହିଲେ 3 ଟା ପ୍ଲଟ 6 ଟା ଫ୍ଲାଟ୍ ଯିଏ ରଖିଛନ୍ତି ସେ କହୁଛନ୍ତି ଆମେ ଘୋଡ଼ା ଦୌଡ଼ିବା ଭଳି ସବୁଥିରେ ଆଗରେ । ଘୋଡ଼ା ଆମେ ଗଧ ନୁହଁ କିନ୍ତୁ କହିପାରିବ । ଦଉଡି ଦଉଡ଼ି କେଉଁଠି ଅଛ ? ଅଧେ ଦୁର୍ନୀତି କରି ଅଧେ ଅନ୍ୟ ବ୍ୟବସାୟ ଛଡେଇ ନେଇ । ଅଧେ ଜେଲରେ ଅଧେ ବିମାରିରେ ।
Modi fans gujarat ra development dekhinia au Odisha ra dekhinia..if Odisha ra Bhubaneswar fully developed only within last 10years then thik achi na Modi ra gujarat ra Dholera au gift City ta till now under construction project will be completed by 2042 n as per finance sign sei duita failure adaku run karuchi..bhai jaiki dekhinia kou city kte developed loka nku pachariki khali bhasana re mati gale kichi hbni.. odisha 1 no. Re thila hi other aspects re rapidly growing state hisab re ebe kan haba abastha dekhineba
ଆଜି ମୋ ଓଡ଼ିଶା ଦେଖିଲା ନୂଆ ଆଶା ନୂଆ ସମ୍ଭାବନା ର ସରକାର, ଲୋକଙ୍କ ମନ କୁ ଭୁଝି ପାରୁଥିବାର ସରକାର, ଜୟ ଓଡ଼ିଶା, ଜୟ ଓଡ଼ିଆ, ଜୟ ଜଗନ୍ନାଥ ❤
25 years pare Odisha ra CM nka interview dekhili🙂 khusi lagila
ପ୍ରଭୁ ଜଗନ୍ନାଥ ଦୟାରୁ ଓଡ଼ିଆଙ୍କୁ ଅତି ସୁନ୍ଦର , ଲୋକପ୍ରିୟ ଓ ମହାନ୍ CM ମିଳିଛି, ଜୟ ଜଗନ୍ନାଥ।👏💐🙏🙏
ଇଏ ହଉଛନ୍ତି ପ୍ରକୁତ ମୁଖ୍ୟମନ୍ତ୍ରୀ ଆମ ରାଜ୍ୟ ଓଡିଶା ❤❤
Very nice interview jay shree jagannath 🙏🙏🙏
ମଦ ବନ୍ଦ କରିବ ବିଜେପି..
ମୋହନ ମାଝୀ କୁ ଯିଏ ଭଲ ପାଏ 👍 କର
Mada banda hebani ,sabu jumla
Mada kebebi band jabani
Mohan majhi
Mada band hele mohan rahibani
😂
ସାର୍ ଆପଣ କଂସମସ୍ତ ପ୍ରଶ୍ନ ର ଉତ୍ତର ରୁ ଜଣା ପଡିଲା ଯେ ଆପଣଙ୍କ ପାଖରେ ମହାନ୍ ହ୍ରୁଦୟ ଅଛି ଏଇଟା ଆପଣଙ୍କ ଉଦାରତା ଆପଣଙ୍କ ଭଳି ସିଏମ୍ କୁ ପାଇ ଆମେ ଓଡିଶା ବାସୀ ବହୁତ ଗର୍ବିତ 🙏🙏
This is modi selection........double engine
Yesss, srijaganath khusi
Naveen best
@@himanshusekharbal8909 Miluthhila ave au milibani best hebeni v kmt
ମଦ ବନ୍ଦ୍ ପାଇଁ ଲାଇକ କର ❤❤
Mada dokan km karajau, sampurna band na karajau
Desi mada band haba jauta Nabin sarkar 5 tanka bottle dauthila
Seita aga darkar
@@shaitansingh9698 kahin ki kebe kebe pi dia ki?
No😡
A milestone in Argus Digital Podcast.
ସାର ଆପଣ ଶିକ୍ଷା ଉପରେ ଫୋକସ ରଖିବା.. ସ୍ୱାଗତ you are great Sir 🙏
ସଂଘର୍ଷ ହିଁ ସଫଳତା ର ଚାବିକାଠି, କେବେବି କାହାକୁ underestimate, crtisize କରିବା ନୁହଁ, ନୂତନ ଜନତା ଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ହୃଦୟରୁ ନମସ୍କାର 🙏🏻
ବହୁତ ଦିନ ପରେ ପ୍ରକୃତ ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେଖୁଛୁ ଆମେ ମାନେ। ଜୟ ଜଗନ୍ନାଥ 🙏🙏🙏
Prakruto uneducated cm😂😢😅
100%right
Kn miliba eithiru development kichi karuchanti
Humble Attitude, Slow to speak and decent conversation...no proudness...he excels more experience since from greass root...so Mohan Sir capable of doing things. ....He deserves.....!!!
ଆଜି ତ୍ରିନାଥ ସେଠୀ ଶାନ୍ତିରେ ନିଶ୍ୱାସ ମାରିଲା ଓ ରାତିରେ ଭଲ ନିଦ ସେ ପାଇବ।
😂😂😂
😂😂😂😂
🤣🤣👍 odishare bi media gola 🤣🤣
Hahahahaha
😂😂😂😂
ବହୁତ ସୁନ୍ଦର ଆଲୋଚନା ଆମର ମୁଖ୍ୟମନ୍ତ୍ରୀ mohan sir
ଧନ୍ୟବାଦ ମୁଖ୍ୟମନ୍ତ୍ରୀ sir, ଆଶା ଏଥର ଓଡିଶା ର ପ୍ରଗତି ନିଶ୍ଚୟ ହେବ
no1 state ହିସାବେ ଖାଲି ନବୀନ ପଟ୍ଟନାୟକ୍ ପୁରସ୍କାର ପାଇଛନ.ଦେଖମା ଯେ 😂😂😂କେତେ ବିକାଶ କରବା ଯେ 😂😂
Thnak you argus channel to meet our New Cm
ବହୁତ ସୁନ୍ଦର ଆମ ମୁଖ୍ୟମନ୍ତ୍ରୀ ସାର ❤🎉 ଅଭିନନ୍ଦନ , ନିଶ୍ଚିତ ରୂପେ ଆମ ରାଜ୍ୟ ଓଡ଼ିଶା ର ଉନ୍ନତି ଓ ପରିବର୍ତ୍ତନ ଆଗାମୀ ଦିନ ରେ ହେବ ଏହା ଆମ ବିଶ୍ୱାସ ।
ଅତି ସୁନ୍ଦର କଥା ବାର୍ତ୍ତା ଆମ ମୁଖ୍ୟ ମନ୍ତ୍ରୀ ଙ୍କର।ଧନ୍ୟବାଦ ଅର୍ଗସ।
ଆପଣଙ୍କର ଚିନ୍ତା ଧାରା ଏମିତି ସବୁଦିନ ରହିଥାଉ Mohan sir i'm proud of you
ବହୁତ୍ ସୁନ୍ଦର୍ ❤ ଆଶା କରୁଛୁ ଆପଣ ଆମ ଓଡ଼ିଶା କୁ ବିକାଶ କରିବେ ❤🙏🙏🙏
ମୋହନ ବାବୁ ଜଣେ ମଣିଷ ଭଳି ମଣିଷ ଏବଂ ସେଥିପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ରାଜ୍ୟର ଏ ସଙ୍କଟ ମୟ ପରିସ୍ଥିରେ ରାଜ୍ୟ କୁ ସମ୍ଭାଳିବା ପାଇଁ ଗୁରୁଦାୟିତ୍ୱ ଦେଇଛନ୍ତି l ଓଡ଼ିଶାକୁ ମଦମୁକ୍ତ ଏବଂ ଦୁର୍ନୀତିମୁକ୍ତ କଲେ ବିକାଶ ହୋଇପାରିବ l ଜୟ ଜଗନ୍ନାଥ 🙏
ସୁନ୍ଦର ପ୍ରଶ୍ନ ଓ ଉପସ୍ଥାପନା
ଉଦାହରଣ ଫିଲ୍ମ ନାୟକ
ଗୋଟେ ଦିନର ମୁଖ୍ୟମନ୍ତ୍ରୀ
ଠିକ୍ ଜାଗାରେ ଠିକ୍ ସମୟରେ ପ୍ରୟୋଗ ହେଇଛି
Nabin bhalia spineless comedian pare ta Mohan ama pai dheer dheer bhala🙂🙂
ରାଜ୍ୟର ଉନ୍ନତି ଆଣିବାକୁ ହେଲେ ନିଶା ନିବାରଣ ଜରୁରୀ ଆବଶ୍ୟକ । ଏଥିପାଇଁ ସମସ୍ତେ ସ୍ବର ଉତ୍ତୋଳନ କରିବା ଉଚିତ୍ । ଜୟ ଶ୍ରୀ କୃଷ୍ଣ ନାରାୟଣ । ଧନ୍ଯବାଦ୍ ଆଜ୍ଞା ନମସ୍କାର ।
True, mada band haba uchit
Khola hrudaya ra sir🎉🎉....god bless u cm sir🎉🎉....
ମହାମହିମ ଶ୍ରୀ ମୁଖ୍ୟମନ୍ତ୍ରୀ ମହୋଦୟ ଆମ ଓଡ଼ିଶା ରୁ ଗୋରୁ ଚାଲାଣ ବନ୍ଦ କରାନ୍ତୁ JAY JAGANNATH 🚩💕
Goru chalan band hele bahut vala heba gomatankara surakhya heipariba
ଅର୍ଗସ୍ ର ନୂଆ ମୂଖ୍ୟ ମନ୍ତ୍ରୀ ଙ୍କ ସହ ସାକ୍ଷାତକାର ବହୁତ ଭଲ ଲାଗିଲା। ଦୟାକରି ପୂର୍ବ ମୂଖ୍ୟ ମନ୍ତ୍ରୀ ଙ୍କ ସହ ଏକ ସାକ୍ଷାତକାର ନେଲେ ଭଲ ହୁଅନ୍ତା।
ନବୀନ ପଟ୍ଟନାୟକ କୁ ନନ୍ଦିଘୋଷ ସାକ୍ଷାତ କରିବ
ଓଡିଶା ଟିଭି କୁ ବାଇଟ ଦେବେ ନି ex-CM
Emane hauchhanti godi media .emane bhala lokanka bhala kathaku dekheibeni.khali michha apa prachara karibe
@@rajkishorebehera3086ଅପେକ୍ଷା ରହିଲା
Thank you
ମୋ କେନ୍ଦୁଝରର ହ୍ରୁଦୟ❤
ମୁଁ ହୀରା କିମ୍ବା ସୁନା ହେବାକୁ ନୁହେଁ, ମୋ ଓଡ଼ିଶାର ମାଟି ସହ ମିଶି ମାଟି ହେବାକୁ ଚାହେଁ ❤🙏💐
Osm words 🙏😮
ତୁମ୍ଭର ନିଜ ବାକ୍ୟ ଶୁଣି ଓ ନିଷ୍ଠାପର କର୍ତ୍ତବ୍ୟ କୁ ଧନ୍ୟବାଦ ଜୟ ଜଗନ୍ନାଥ
ଜୟ ବଜରଂଙ୍ଗ୍ ବାଲି ଜୟ ମାଁ ତାରାତାରିଣୀ ଙ୍କର କୃପା ଶଦୈବ୍ ଆପଣଙ୍କ ପ୍ରତି ଏ ମୋର ବହୁତ୍ ବହୁତ୍ ପ୍ରାର୍ଥନା
ଜୟ ସିତାରାମ୍ ଜୟ ସିତାରାମ୍
ସାର୍ ଆଗ ଦଣ୍ଡ ମୁକ୍ତ ଅଞ୍ଚଳ ଉଠାନ୍ତୁ ତାପରେ ପାଠ ହେବ। କଥାରେ ଅଛି ପରା ଛାଟ ବାଜିଲେ ପାଠ ଆସେ। (ଭୁଲ୍ ଥିଲେ କ୍ଷମା ଦେବେ)🙏🙏🙏 ଯେଉଁମାନେ ମୋ କଥାରେ ରାଜି laik👍 କର
ଶିକ୍ଷା ନିମନ୍ତେ ଏହା ଅପରିହାର୍ଯ୍ୟ । ଏଥିପାଇଁ ବ୍ୟାପକ ସ୍ବର ଉତ୍ତୋଳନ କରିବା ଉଚିତ୍ । ଜୟ ଶ୍ରୀ କୃଷ୍ଣ ନାରାୟଣ ।
Soto kotha abe teacher au student relationship modern heigola ni....
ମାରିବା ଶିକ୍ଷ୍ୟା ନୁହଁ
Right
ପ୍ରଥମ ଥର ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଙ୍କ ସାକ୍ଷାତ କାର ଦେଖି ବହୁତ୍ ଖୁସି ଲାଗିଲା... ରାଜ୍ୟ ରେ ଯେଉଁ ଚିଟ ଫଣ୍ଡ/ ଖଣି ଦୁର୍ନୀତି/ନିଯୁକ୍ତି ଦୁର୍ନୀତି ହେଇଛି.. ତା ଉପରେ ବି ଟିକେ ଧ୍ୟାନ ଦେବା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ🙏🏻
argus ଚେନେଲ କୁ bhaut baut ଧନ୍ୟବାଦ 🙏🙏🙏🙏
ଆପଣଙ୍କୁ ଆମର ମୁଖ୍ୟମନ୍ତ୍ରୀ ଭାବରେ ପାଇ ବହୁତ ଖୁସି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ରହୁ। ଜୟ ଜଗନ୍ନାଥ
Can start govt English medium school?
Excellent ଆଲୋଚନା ମାନିବାକୁ ପଡ଼ିବ ଏକ ଦୃଢ଼ ମୂଖ୍ୟମନ୍ତ୍ରୀ , ଜଣେ ଆମ୍ ଆଦମୀ ମୂଖ୍ୟମନ୍ତ୍ରୀ ........ ନିଶ୍ଚିତ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ ...........
ଆଜି ନିଜକୁ ବହୁତ୍ ଖୁସି ଲାଗୁଛି କାରଣ ମୋ ମତଦାନ ସଠିକ୍ ଥିଲା। Thank u sir 🙏♥️
Thankyou Argus Chanel
ଓଡ଼ିଶାରେ ମଦ ର ବହୁଳ ପ୍ରସାର ପ୍ରଥମେ ବନ୍ଦ ହେଉ. ବିଶେଷ କରି ପୂରୀ.
😂😂😂😂😂
kaen to area re band hau nahele tu mada chhadi de
Majhi Mane mohuli biku chhanti seita ago bond kari Baku koho taro cm ku😂😮😅
Desi mada band hau
କେବଳ ପୁରୀ ନୁହେଁ ଭାଇ.....କଳାହାଣ୍ଡି ହେଉଛି ବିଜେଡିର ଗଡ଼ ମଦ ଆଉ ମଦୁଆଙ୍କ ଗଡ଼
ମୂଖ୍ୟ ମନ୍ତ୍ରୀ ହବ ତ ଏମିତି । ମନକୁ ବହତ ଶାନ୍ତୀ ଲାଗିଲା । ପ୍ରଭୁ ଜଗନ୍ନାଥଙ୍କ ଆଶୀଷ ମହୋନ ମାଝୀ ସାରଙ୍କ ଉପରେ ସର୍ବଦା ଥାଉ ।
ବହୁତ୍ ବହୁତ୍ ଧନ୍ୟବାଦ୍ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣ ଏମିତି ମୁଖ୍ୟ ମନ୍ତ୍ରୀ ବାଛି ଛନ୍ତି ଓଡ଼ିଶା ନିଶ୍ଚୟ ପରିବର୍ତ୍ତନ ହେବା ଆପଣଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଳରେ ରଖନ୍ତୁ
SATAKATHAA BHAI.
Education life ✨🌝🧡 jibanara prakruta sata katha. ❤😊🙏❤️🩹☄️🫀✍️Jai maa saraswati 😊❤ good teacher.❤❤ super excited for everyone 😊 thank you sir ❤️😍.
ବହୁତ ସୁନ୍ଦର ଆଉ ବହୁତ ଖୁସି ଲାଗିଲା ଯେ ପ୍ରଥମ ଥର ଲାଗି ଜଣେ ଓଡ଼ିଶା ର ହୃଦୟସ୍ପର୍ଶୀ ମୁଖ୍ୟମନ୍ତ୍ରୀ କୁ ଏମିତି podcast ସୁନ୍ଦର ବାର୍ତ୍ତା ଦେଉଛନ୍ତି।
Thank you
ଯିଏ ନିଜେ ଦୁଃଖ କଷ୍ଟ ସଂଘର୍ଷ କରି ଏତେ ବାଟ ପହଞ୍ଚିଚନ୍ତି ଏବଂ ଦୁଃଖୀ ମାନଂକର ଦୁଃଖ ନିଜେ ଯାଇ ବୁଝିଛନ୍ତି ସିଏ ନିଶ୍ଚିତ ଆମ ରାଜ୍ଯ ର ଭାର ଭଲଭାବରେ ବୁଝିବେ 😊🧡❤
RIGHT KAHILE SIR
Thik katha madhu
Yes right 👍
Right 👍
Comments ta Val lekhile..kahile odisha re mada ban kareibe..majhi babu nka dum kete
ଜୟ ଜଗନ୍ନାଥ sir ମୋର ବିନମ୍ର ପ୍ରାଥନା ମୋ ଭଳି ଅନେକ ଦାଦନ ଶ୍ରମିକ ଙ୍କ ଙ୍କୁ ଓଡିଶା ରେ ନିଯୁକ୍ତି ଦିଆ ଯାଉ
Bepar badi pain rasta kholiba a sarkar, apan sabu ready ruhantu
Kichi koriparibu nahi lekhi ki deuchi
@@jamunatudu8761 tame Tama nija culture re acha na paisa lobhare convert hei jaicha??
Thumaku mukhyA mantri chakirre dhala
Hope this continue 5yrss......
ବହୁତ୍ ଧନ୍ୟବାଦ୍ ସାର। ଏମିତି ଆମକୁ ମୁଖ୍ୟମନ୍ତ୍ରୀ ଦରକାର ଅଛି ଓଡିଶା କୁ ❤❤❤❤।
ଓଡ଼ିଶା ରେ ଏତେ ଦିନ ପରେ ନୂଆ ମୁଖ୍ୟମନ୍ତ୍ରୀ ଙ୍କ କଥା ଶୁଣି ଖୁସି ଲାଗୁଛି , ଆମେ ହୀରା ହଜାଇ ନାହୁ ଆମେ ସୁନା ଦେଇ ହୀରା ଆଣିଛୁ I love my ଓଡ଼ିଶା
ଭୁବନେଶ୍ୱର ଶାନ୍ତି ସ୍ତୁପ ଧଉଳିଗିରି ନିକଟସ୍ଥ, ମୋର ନିବେଦନର କାରଣ ଓଡ଼ିଶା ସରକାରଙ୍କୁ ତୁରନ୍ତ (ଗୋରୁ ଚାଲାଣ ବନ୍ଦ୍ କରନ୍ତୁ)ଗୋ ଲକ୍ଷ୍ମୀ, ନୀରିହ ଜିବନ, ସମସ୍ତଙ୍କର ସୃଷ୍ଟିରେ ବଞ୍ଚିବାର ଅଧିକାର ରହିଛି । ଜୀବେ ଦୟା ।
Right sir
UP largest Exporter of Beaf in India...misery lies over here....
Mutton khaiba b band kara😢
@@rasmiranjanmishra3304beef me baffalo bhi hota he hum cow ko mana karte he
@@rasmiranjanmishra3304 buff not beef