ରଜର ରାଜାକୁ ରଜର ରାଣୀ / Rupa Pin2 Khushi

Поделиться
HTML-код
  • Опубликовано: 16 июн 2024

Комментарии • 1,2 тыс.

  • @AffectionateAtom-kz1dp
    @AffectionateAtom-kz1dp 27 дней назад +365

    Pintu bhai ତମ ମନକୁ ଏତେ ମଜା କଥା କୋଉଠୁ ଆସୁଛି ଆଜିର ରଜ।ମଜା। ବହୁତ ମଜା ଲାଗୁଛି ଆପଣ ଙ୍କ ଯୋଗୁ ଆମେ ଟିକେ ଖୁସି ହୋଇପାରୁଛି ଆଜିର ଯୁଗରେ ଖୁସି କୋଉଠୁ ମିଳୁଛି ଯେତେ ଚିନ୍ତା ଥିଲେବି ଆପଣଙ୍କ ଭିଡିଓ ଦେଖି ମଣିଷ ଟିକେ ହସି ପାରୁଚି ସେଥିପାଇଁ ବହୁତ ଧନ୍ୟବାଦ

  • @user-vx7ze8kl7m
    @user-vx7ze8kl7m 27 дней назад +242

    ଜେେବାପା ଓ ଜେଜେମା ମନରେ ଏହି ଭଳି ଖୁସି ଦେଖିବା ବହୁତ କମ୍ ଲୋକଙ୍କ ଭାଗ୍ୟ ରେ ଥାଏ। ଧନ୍ୟବାଦ ପିଣ୍ଟୁ ଭାଇ।

  • @user-px6np9tk2t
    @user-px6np9tk2t 27 дней назад +104

    ଜେଜେବାପା ଜେଜେମା ବହୁତ ସୁନ୍ଦର ଦେଖା ଯାଉଥିଲେ Happy marriage life ଜେଜେମା ଜେଜେବାପା ❤❤❤❤

  • @satyajitbariki103
    @satyajitbariki103 27 дней назад +114

    ସୁନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ହେଁ ନୂଆ ଦିଶୁଥାଇ.

  • @Ms.-355
    @Ms.-355 27 дней назад +179

    କିଛି କମେଣ୍ଟ ଦେବିନି ଏଇ ଭିଡିଓ ଦେଖୀ ସାରିଲା ପରେ ଏଇ ଦୁନିଆରେ ଆଉ ୟା ଠାରୁ ପୂର୍ଣ୍ୟ କାମ ନ ଥିବ all the best ❤❤❤❤❤❤❤❤❤❤❤

  • @Khanewalichuni
    @Khanewalichuni 27 дней назад +362

    ଆମ କାଳିଆ ରଜା ପାଇଁ ଗୋଟେ ଲାଇକ ହେଉ ଜୟ ଜଗନ୍ନାଥ।👍👍❤️❤️❤️

  • @trinathapradhan3669
    @trinathapradhan3669 27 дней назад +34

    ଜେଜେଙ୍କ ର ଜେଜେ ମା ଙ୍କ marriage anniversary ରେ ଏମିତିଆ କରିଥିଲେ ବହୁତ ସୁନ୍ଦର ଲାଗିଥାନ୍ତା ❤❤❤❤❤

  • @iteeshreerana7512
    @iteeshreerana7512 27 дней назад +18

    ଓଃ ସବୁ vlogs ଠାରୁ କିଛି ନିଆରା ଥିଲା vlogs ଟି ତୁମେ ସମସ୍ତଙ୍କୁ ବହୁତ୍ ଭଲପାଇବା ଦେଉଛ ଭଉଣୀକୁ ଭଉଣୀ ସ୍ନେହ ଭାଇକି ଭାଇର ସ୍ନେହ ସମସ୍ତଙ୍କୁ ସବୁପ୍ରକାର ସ୍ନେହ ଦେଇପାରୁଛ ତୁମ ଭଳି ପୁଅ ସମସ୍ତଙ୍କର ଥାଉ । ରୂପା ପିନ୍ଟୁ ଖୁସିରେ ରୁହ । ଖୁସି କଥା ଆଜି ବହୁତ୍ ଭଲଲାଗିଲା ଛୋଟପିଲା ବଡପିଲlଙ୍କ ପରି କଥାକହୁଚି। Love u khusimaaaaaaa❤❤❤

  • @Subhusaroj
    @Subhusaroj 27 дней назад +36

    Really great person pintu Bhai family ku khusi re rakhiba tama too sikhiba katha

  • @pujalifestylepuja
    @pujalifestylepuja 27 дней назад +31

    Odisha ra ate loka nku entertainment karuthibaru bahut bahut dhanyavad god bless your family love you

  • @manjarinaik1756
    @manjarinaik1756 22 дня назад +2

    Jeje bapa jeje maa tame bahut sundar lagucha happy marriage life ❤❤❤

  • @VibhorPanda-E
    @VibhorPanda-E 27 дней назад +20

    ଜେଜେ ଓ ଜେଜେମା ଙ୍କର ଖୁସି ଦେଖି ବହୁତ ଖୁସି ଲାଗିଲା ଭଗବାନ ତାଙ୍କ ଭଲରେ ରଖନ୍ତୁ

  • @hrudanandasankhua5824
    @hrudanandasankhua5824 27 дней назад +36

    ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ପିଣ୍ଟୁ ଭାଇ ସତରେ ଜେଜେ ଜେଜେମା ବହୁତୁ ସୁନ୍ଦର ଦେଖାଯାଉଛନ୍ତି Happy Marriage life ଜେଜେ ଜେଜେମା💐💐💞 ରଜରେ ରାଜା ରାଣୀ ବହୁତୁ ସୁନ୍ଦର ଲାଗୁଛନ୍ତି ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ଜେଜେ ଜେଜେମା ମାତାଜୀ ମା ରୂପା ଭାଉଜ‌ ସୁନା ଦିଦି ଅରୁଣ ଭାଇ ସଞ୍ଜୟ ଭାଇ ପ୍ରୟାସ ଭାଇ ରୁନା ଦିଦି ମାମୁନି ରାମ ଦେବ୍ ସମସ୍ତ ଙ୍କ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ସତରେ ମୋ ପିଣ୍ଟୁ ଭାଇ ଙ୍କ ମଜା କଥା ଶୁଣି ବହୁତୁ ହସ ଲାଗିଲା 😂ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ସୁନା ଦିଦି ଅରୁଣ ଭାଇ ସଞ୍ଜୟ ଭାଇ ପ୍ରୟାସ ଭାଇ ରୁନା ଦିଦି ମାମୁନି ରାମ ଦେବ୍ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ‌Mo Cute Khusimaa 😘 Love you Bhai Bhauja Khusimaa Suna Didee Arun Bhai Sanjay Bhai Prayash Bhai Runa Didee Mamuni Sister Ram dev Sister and all Family members💞❤️❤️❤️❤️❤️❤️❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
    ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️

  • @madhushmitabehera294
    @madhushmitabehera294 27 дней назад +68

    ରଜା ସହିତ ରାଣୀ ସୁନ୍ଦର ଲଗୁଛନ୍ତି ❤❤❤❤❤

  • @arunmaity4693
    @arunmaity4693 26 дней назад +3

    ରଜର ରାଜା ଆଉ ରାଣୀ ସଂସାରରେ ବିରଳ । ରାଜା ଓ ରାଣୀ ଖୁସି ପରିବାରର ଅତି ଲୋଭନୀୟ ହୃଦୟସ୍ପର୍ଶି ଚେହେରା ।

  • @swarajsekharnandi8887
    @swarajsekharnandi8887 27 дней назад +1

    So beautiful funny vlogs❤happy family❤bahuta sundar lagucha tie jaj maa ❤ jaj bapa

  • @sagarikamohanty2944
    @sagarikamohanty2944 27 дней назад +12

    Satare Bhai bhauja apana nka tharu bhala youtuber odisha re nahanti😍❤ Love U jeje & jejema😘😘

  • @anupamanayak4024
    @anupamanayak4024 27 дней назад +8

    ସତରେ ଏଥର ରଜ ର ରାଜା ରଜ ର ରାଣୀ ବହୁତ୍ ସୁନ୍ଦର ଲଗୁଛନ୍ତି ରଜରେ ବହୁତ୍ ଭଲ ଲାଗିଲା ରାଜା ରାଣୀ କୁ ଦେଖି ଏମିତି ସବୁ ଦିନ ପାଇଁ ସାଥୀ ହୋଇ ଥାଆନ୍ତୁ ❤❤❤

  • @Rhahulnaik1449
    @Rhahulnaik1449 День назад

    ରଜର ରାଜା ଓ ରଜର ରାଣୀ ବହୁତ ସୁନ୍ଦର ମଜା ମନ୍ତିହେଇଛି ପବିତ୍ର ରଜ ପର୍ବ ପାଳନ କରିଛନ୍ତି। ଜୟ ଜଗନ୍ନାଥ Super

  • @dambarujena2823
    @dambarujena2823 27 дней назад +1

    Ghare rosei basa kari pilamanaka katha bhuji time milire emmti vlog dekhi maja asijaychi ❤❤❤😂😂😂😂thanks

  • @Smileykingsuren
    @Smileykingsuren 27 дней назад +44

    ଜୟ ମା ତାରିଣୀ 🙏ଙ୍କ ପାଖରେ ଏତିକି ପ୍ରାର୍ଥନା କରୁଚି ସବୁବେଳେ ଏମିତି🥰 ଖୁସି ରେ ରଖନ୍ତୁ 🙏

  • @user-ko3hd3mf7w
    @user-ko3hd3mf7w 27 дней назад +3

    God jeje au jejemaanku bahut khusire rakhantu

  • @punilpathro5461
    @punilpathro5461 27 дней назад +20

    ଟିନ୍ ଏଜ୍ ସମୟରେ ଜେଜେମା ପୁରା ହିରୋଇନ ପରିଦେଖାଯାଉଥିବେ। କାରଣ ଏତେ ବୟସ୍କ ହେବାପରେ ବି ବହୁତ ସୁନ୍ଦର ଦେଖାଯାଉଛି❤❤❤❤

  • @sahoosubhasmita406
    @sahoosubhasmita406 26 дней назад +2

    Jeje maa bohut Sundar lagucha kaha najar na lagu 😊 sabubele khusi re ruha samaste

  • @SubratMohanta780
    @SubratMohanta780 27 дней назад +66

    ରଜ ର ରାଜା ମସ୍ତ୍ ଲାଗୁଛନ୍ତି

  • @mathuramahakur5994
    @mathuramahakur5994 27 дней назад +8

    ମୁଁ ତୁମ ପରିବାର କୁ ବହୁତ ଭଲ ପାଏ ଭଗବାନ ସମସ୍ତଙ୍କୁ ସବୁବେଳେ ଭଲରେ ରଖିଥାନ୍ତୁ ❤❤❤❤

  • @kiransa6625
    @kiransa6625 27 дней назад +1

    Bahuth bhal lagil bhai❤❤❤❤❤

  • @mukeshdash3491
    @mukeshdash3491 26 дней назад +2

    ବହୁତ ବହୁତ ସୁନ୍ଦର ଭାଇ ଆପଣଙ୍କ ଭିଡିଓ ଓଡ଼ିଶାର ସବୁଠୁ ଭଲ ❤❤❤❤

  • @jhiliranibarik1905
    @jhiliranibarik1905 27 дней назад +4

    ଆଇଡିଆ ଟା କାହାର ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 😂😂😂😂😂

  • @RadhaKisan-uc8xv
    @RadhaKisan-uc8xv 25 дней назад +3

    ଭାଇ ଭାଉଜ ଆପଣ ମାନଙ୍କୁ ଧନ୍ୟବାଦ୍ ଜଣାଉଛୁ ଆଜି ର ଭିଡିଓ ଦେଖୀ ବହୁତ ଖୁସି ହୋଇଗଲୁ ଆପଣଙ୍କ ଜେଜେବାପା ଜେଜେ ମା ଙ୍କୁ ଦେଖି ପୁରା ପୁରି ରାଜା ରାଣୀ ଭଲିଆ ଦେଖାଯାଉଛ ନ୍ତି

  • @puspanjaliprusty1177
    @puspanjaliprusty1177 27 дней назад +2

    Very beautiful blog. Grand bapa& grand maa best jodi. Sabubele khusire ruha😘😘😘😘😘😘

  • @user-qk7xu7sy2o
    @user-qk7xu7sy2o 26 дней назад +1

    Ajira vlog bahut sundar
    Happy family 🎁🎁🎁
    God bless you 💖💖

  • @arunmaity4693
    @arunmaity4693 26 дней назад +3

    ପରିବାରର ମୁଖ୍ୟ ପୁଣି ରାଜା ଓ ରାଣୀ (ଜେଜେ ବାପା ଓ ମାଆ) । ପ୍ରକୃତରେ ବହୁଜନ୍ମର ତପସ୍ୟାରେ ଏମିତି ମୁରବୀ ଜେଜେ ଓ ଜେଜେ ମାଆ ମିଳନ୍ତି 🎉❤

  • @BPOvloggershorts
    @BPOvloggershorts 27 дней назад +5

    ଜେଜେବାପା ଓ ଜେଜେମା ଦେଖିବାକୁ ବହୁତ ତାଙ୍କର ଭାଗ୍ୟ❤❤❤❤❤❤❤❤❤❤

  • @puspalatabaral6342
    @puspalatabaral6342 27 дней назад +1

    Ajira vdo bahut bhala lagila❤sabubele amiti khusire ruha love you all

  • @user-zj8gu2ji5j
    @user-zj8gu2ji5j 27 дней назад +2

    ଭାଇଭାଉଜ ଏତେମଜକୋଉ୦ୁ ସିଖୀଲେ ଜେତେଦେଖୀଳେବି ଆଖିପୁରୁନି ଭାଈ ଜେତେଦୁଖରେଥିଲେବି ତୁମଭିଡିଓ ଦେଖିଲେ ବହୁଖୁସୀ ଲାଗେ❤❤🎉🎉

  • @smrutijmd
    @smrutijmd 27 дней назад +3

    Maa birajanka ashirbad sabubele apnka paribar upare sabubele rahichi rahithiba..

  • @madhusmitajoshi2348
    @madhusmitajoshi2348 27 дней назад +3

    Waa so beautiful ❤️ Raja and Rani Hamesha Krupa banai rehena bhagwan baba

  • @Rupaparishortsvideo
    @Rupaparishortsvideo 26 дней назад

    Happy marriage life jeje bapa jeje maa love you all family members ❤❤❤❤❤

  • @laxmipriya9349
    @laxmipriya9349 27 дней назад +2

    Bohot bhala lagila jeje au jejemaa nku dekhi 😊😊😊 happy family members 😊😊 sabubele Amiti Khushi ree ruha 😊😊😊😊

  • @prashantswain3406
    @prashantswain3406 27 дней назад +3

    Jeje au jeje maa beautiful ❤ boyasa thila bele kete sundar dekha jauthibe pura hiro hiroeni 😃😃😀😀😀😍love you jeje and jeje maa❤❤❤❤all❤ happy raja ra raja rani🙏🙏🙏

  • @nilamsahoo305
    @nilamsahoo305 27 дней назад +30

    ପିଣ୍ଟୁ ତମେ ଜୋଉ ଜେଜ ମା ସଜେଈ ଵଢିଆ ଲାଗିଲା

  • @debendramahakud2092
    @debendramahakud2092 27 дней назад +2

    Really great person Pintu Bhai family ku khusi re rakhiba tama too sikhiba katha❤❤❤❤❤❤❤❤❤❤❤❤❤❤❤❤❤❤

  • @user-sf9to8pb3x
    @user-sf9to8pb3x 27 дней назад +2

    Jeje au jeje Maa so beautiful❤❤❤❤❤❤❤so sweet family members❤❤❤love you Khushi Maa❤❤🥰Jay Jagannath🙏🙏🙏

  • @barshapriyadarsani184
    @barshapriyadarsani184 27 дней назад +27

    ପ୍ରଭୁ ଜଗନ୍ନାଥ ଜେଜେ ବାପା ଜେଜେ ମାଁ କୁ କୋଟି ପରମାୟୁ ଦେଇ ଥାନ୍ତୁ ଏମିତି ସବୁବେଳେ ଖୁସିରେ ରୁହନ୍ତୁ ❤❤❤❤❤❤❤❤❤❤❤❤❤❤❤❤ ଜେଜେମା ଜେଜେବାପା ପାଇଁ ଲାଇକ ଗୋଟେ ହଉ ❤❤❤

  • @pankajLifestyle3548
    @pankajLifestyle3548 27 дней назад +6

    Bhai Raja ta raj bahuta Bhala laguchanti 👌👌👌👍😄🥰❤️🥰😆🥰so beautiful 😍❤️😍😍

  • @jaladharpalai327
    @jaladharpalai327 27 дней назад

    Jeje maa pura heroine ♥️❤️

  • @user-qi8ow5ux1c
    @user-qi8ow5ux1c 27 дней назад +2

    Pintu Bhai hasi ki peta bathahauchi❤❤🥰🥰💞💞😄😄

  • @srikantababu1984
    @srikantababu1984 26 дней назад +3

    Pintu bhai hasi hasi peta kn hei gala.... kou nati natuni ra kalija nahi je ate sundar jeje au jeje maa ku bahagara kari paribe....waooo bhai salute bhaiiiii ilve u puntu bhai

  • @tariniprasadsahu364
    @tariniprasadsahu364 27 дней назад +4

    ଜେଜେ ଆଉ ଜୀମାଙ୍କୁ ଏ ଖୁସି ପାଇଁ ପିଣ୍ଟୁ ଭାଇଙ୍କ ଅବଦାନ ଏ ବୟସରେ ଆନନ୍ଦ❤❤❤❤❤❤❤❤❤❤

  • @papubhoi3569
    @papubhoi3569 27 дней назад +2

    Pintu Bhai Rupa bhaoja 🙏🙏 Balck aaji jabardast heichi 👍👌❤️❤️ satare bahut maza lagila 👍

  • @user-pp2jq6nc4p
    @user-pp2jq6nc4p 27 дней назад +1

    So nice Bhai 😅😊😅

  • @sudhirkumarrout9799
    @sudhirkumarrout9799 27 дней назад +15

    Jeje maa pura Madhuri Dixit bhali dekhagauchanti👰‍♀️ , au jeje Dr. Nene🤵‍♂️👌. Es Rab 🛐ne bana di jodi👰‍♀️🕴🤵‍♂️💐🥳🧨💥😆👌. I love❤ you my 🤗cute😘 pintu 🕺🌹🌹🥰🌹🌹🧎‍♂️.

  • @deepaksethi7268
    @deepaksethi7268 27 дней назад +4

    Bhai amitika family bhagyare thile mile au tame semitika bhagya paecha amitika family paeki love you all family ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @user-ln9tj2xv2x
    @user-ln9tj2xv2x 27 дней назад +2

    Aji video dekhi bahut khushi lagila। Jagannath amiti hasa Khushi re rakhithantu tuma saparibaraku au mangalare rakhithantu।tuma video re amiti maja masti dekhile bahut bhala Lage । Au gote sabuthu bada katha hela tuma ghare sabu loka saport karuchhanti eita bahu Khushi ra katha । Jagannath amiti sabubele sukha Santi re rakhithantu samastanku ।Jay shree jagannath ❤❤❤❤❤

  • @Fusionofficial1124
    @Fusionofficial1124 27 дней назад +1

    Congratulations 🎉jeje and jejemaa love you so much 😊😊😊😊

  • @MitaliSaina
    @MitaliSaina 27 дней назад +3

    Bahut comedy thila aji tama comedian mind ku manite padiba😂😂😂jeje jejemaa nku Raja au rani karidela au🎉🤣🤣pura Raja mauja au❤❤❤

  • @simpleboyswadhin2224
    @simpleboyswadhin2224 27 дней назад +25

    Jeja nka pai gote like heu.

  • @sudeepcreatvolg2456
    @sudeepcreatvolg2456 27 дней назад

    Sabu bele amiti happy rahithaya❤

  • @gitanjalibehera7069
    @gitanjalibehera7069 27 дней назад +1

    Maa bahut sundar laguchanti must must🎉🎉

  • @ganapathikhatai9070
    @ganapathikhatai9070 27 дней назад +3

    ବହୁତ ସୁନ୍ଦରଦେଖାଯାଉଛିନ୍ତି ଯୋଡ଼ି ପୁରା ରାଜସ୍ଥାନୀ ଜୟ ଜଗନ୍ନାଥ 🙏🏽🙏🏽🙏🏽😁😁😁

  • @bhagirathikishan5415
    @bhagirathikishan5415 27 дней назад +12

    Very nice pintu.supar se upar ❤❤❤❤❤.so sweet of you.we love you so much ❤❤❤❤

  • @tapaswinipadhy4427
    @tapaswinipadhy4427 27 дней назад +2

    Jeje maa is really very beautiful ❤️❤️❤️❤️❤️❤️❤️. God bless both of them heartily

  • @subaschandrasahoo7106
    @subaschandrasahoo7106 27 дней назад +2

    All Time My Favourite Jodi Rupa Bhauja,Pintu Bhai and Khushi Maa❤️❤️❤️❤️.......

  • @abhisekmaharana5632
    @abhisekmaharana5632 27 дней назад +3

    ଜେଜେମା ଆଉ ଜେଜେବାପା ବହୁତ ସୁନ୍ଦର ଲାଗୁଛନ୍ତି ❤❤❤❤

  • @binodinibasantia3305
    @binodinibasantia3305 27 дней назад +24

    Bhai bhaujanku khusi maa nku sabubele bhagaban bhalare rakhantu❤❤

  • @kumarikisan3693
    @kumarikisan3693 27 дней назад +1

    Jeje maa so cute 🥰🥰❤❤❤👍👍

  • @AaratiNayak-tv2ud
    @AaratiNayak-tv2ud 26 дней назад +1

    Pintu .. Always great❤❤ Sabu bele hasa khushire ruha...Rupa pintu khushi family❤❤❤

  • @Bhaibhai-se1jz
    @Bhaibhai-se1jz 27 дней назад +3

    Sabu hela au tike maja heithanta anil thile ❤❤

  • @user-mx1tc8gd4q
    @user-mx1tc8gd4q 27 дней назад +3

    ଜେଜେମା ସତରେ ବହୁତ୍ ସୁନ୍ଦର୍ ଦିଶୁଛନ୍ତି oww

  • @soumya_star7588
    @soumya_star7588 27 дней назад +1

    Satare Bhai aajira vlog dekhiki maza aasigala 😊😊😊😊😊

  • @monalishajena9313
    @monalishajena9313 27 дней назад +2

    Bhai jejema jejebapa bohutu sunudara laguchhanti❤❤ Love you Bhai all femily ❤️❤️

  • @manojreddy1088
    @manojreddy1088 27 дней назад +3

    ସୁପର ହିଟ୍ ରଜ ର ରାଜା କୁ ଆଉ ରାଣୀ କୁ i love you bhai ❤❤❤❤❤❤

  • @Saritanath09
    @Saritanath09 27 дней назад +11

    Bhai amitika samasta nka echha Puran kara Jagannath tumaku sabu Khushi debe odisha best family raja ra raja rani so beautiful couple ❤❤

  • @sushreesushree
    @sushreesushree 27 дней назад

    Ajira Blog super duper hit 🎉🎉

  • @santoshkumarsamantaray5389
    @santoshkumarsamantaray5389 26 дней назад

    Happy marriage life Jaja and Jajamaa❤️💐🎉

  • @saswatsahoo7434
    @saswatsahoo7434 27 дней назад +17

    Happy Raja and safe Raja to everyone ❤❤❤

  • @dipunmama9616
    @dipunmama9616 27 дней назад +7

    ଜେଜେବାପା ଜେଜେମା ବହୁତ ବହୁତ ସୁନ୍ଦର ଲାଗୁଛନ୍ତି ❤❤❤

  • @puspapattnaik497
    @puspapattnaik497 27 дней назад +2

    Martya re Baikuntha .,Jeuthi ekathi ruhanti ekathi khanti ekathi hasanti . Esabu dekhi bhagaban bi khusi heuthibe God bless u pintu Rupa & your family 💞

  • @cutepuja7873
    @cutepuja7873 27 дней назад

    Bahut bahut khusi lagila Bhai happy family ❤❤

  • @snigdharaneemajhi2229
    @snigdharaneemajhi2229 27 дней назад +4

    Jeje and Jeje Maa nka manare kebe na kebe ai getup re dekhi baku nischita ichha thiba . Tanka ra ichha Purna heiala au photo capture hei rahi gala .Satare dui Jana nkara Jodi bahut sundar lagila .❤❤ Jai Jaganath 🙏🏻🙏🏻

  • @krishsmartlife
    @krishsmartlife 27 дней назад +3

    ଆଜିର Video ଟି ସବୁଠାରୁ must lagila 😊😊

  • @tharlover1367
    @tharlover1367 26 дней назад +1

    ଏଇଟା ହିଁ ଆମେ ଚାହୁଁ ବହୁତ ଖୁସି ଲାଗିଲା😂😂😂❤❤

  • @MamaliBehera-en7pf
    @MamaliBehera-en7pf 27 дней назад +7

    Pintu Bhai ajira video pura majadar thila Jay jagannatha

  • @monalisha9107
    @monalisha9107 27 дней назад +14

    Jejemaa amara bahut cute laguchnti mo heroine jeje maa 😊❤kaha najar na lagu 😊

  • @samaruseth9124
    @samaruseth9124 26 дней назад

    Happy marriage life jeje bapa jeje maa happy family and ❤❤shamashte mate bahut bhala laguchha Jay jagannath khushi maa❤❤❤ love you❤❤ God bless you

  • @ShubhashreePanda-do3hs
    @ShubhashreePanda-do3hs 27 дней назад

    Satare mind blowing 🎉

  • @monalisha9107
    @monalisha9107 27 дней назад +18

    Happy family sabubele khusi re ruhantu 😊❤kaha najar na lagu aapan nka family nku❤

  • @jagnaseniswain3736
    @jagnaseniswain3736 27 дней назад +8

    Doli jhulei bata bahut bhala lagila jeje maaa nkara ❤❤❤❤

  • @kabitadas2689
    @kabitadas2689 27 дней назад +2

    So beautiful jodi jaje o jijemaa ❤❤❤❤love you khushi maa ❤❤❤❤Jay Jagannath 🙏🙏🙏🙏

  • @user-tf9br2jo5p
    @user-tf9br2jo5p 27 дней назад +2

    super jodi sir & madam sabubele eamiti khusi re ruha

  • @deepakkamar9261
    @deepakkamar9261 27 дней назад +3

    ଜେଜେବାପା ଜେଜେମା ଖୁସିରେ ରୁହନ୍ତୁ ❤❤❤❤

  • @user-bk8vx4rc5q
    @user-bk8vx4rc5q 27 дней назад +3

    Jeje hero jejema love you so cute Khushi maa ❤❤❤❤❤

  • @SRK14309
    @SRK14309 27 дней назад

    Jeje au Jeje maa❤sabu thu best vlog aji parjanta ❤hasi hasi peta daraj 😂

  • @user-xu3yu9nh8z
    @user-xu3yu9nh8z 26 дней назад +2

    Pintu pari Nati samast nku milu Jeje Maa nka Asri bad VAR pur thau ❤❤❤jete kahile Kam heba 👍👍👍👍God bless you 🎉🎉🎉

  • @tapaswinisamal211
    @tapaswinisamal211 27 дней назад +3

    ଭାଇ କହିଲ ତୁମ ମନକୁ ଏତେ ମଜା କଥା କୋଉଠୁ ଆସୁଛି ଜେଜେ ବାପା ଜେଜେ ମା ବହୁତ ସୁନ୍ଦର ଦେଖା ଯାଉଛନ୍ତି❤❤❤❤

  • @asmitatanti1681
    @asmitatanti1681 27 дней назад +3

    Happy Family Members❤❤ Sabu Bele Amiti Khushi Re Ruhantu ❤❤ Kaha Nazar No Lagu Apana Nka Family Members Mano Nku ❤❤

  • @Archita1
    @Archita1 27 дней назад

    Amiti sabubele khusi re ruha❤

  • @damayantibemal5655
    @damayantibemal5655 27 дней назад

    Raja rani bahut sundra👌👌 bahut val lagila vedeo🥰🥰🥰

  • @monalishamahanty1617
    @monalishamahanty1617 27 дней назад +4

    Pintu bhai family ku khusi re rakhiba tama too sikhiba katha 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍