Это видео недоступно.
Сожалеем об этом.

କାହିଁକି କାନ୍ଦୁଛନ୍ତି ଆଜି ପୁରା ପରିବାର / Rupa Pin2 Khushi

Поделиться
HTML-код
  • Опубликовано: 7 июн 2024

Комментарии • 370

  • @pramilanayak7325
    @pramilanayak7325 2 месяца назад +110

    ପିଲାଟି, କୌଣସି ବଡ଼ ଲୋକଠୁ କାମ ନୁହେଁ 😭😭😭😭😭ସତରେ ବାପା ମା ଜେଜେ ବାପା ଜେଜେମା ଥିବା ଘରଟି କେତେ ସୁନ୍ଦର ❤❤❤❤❤

  • @pinkirani5182
    @pinkirani5182 9 дней назад +4

    Bahuta sundar lekhichanti sir suni ki khusi hoi jaichi yemiti sabu time Rupa pintu khusi express family kun bhala paiba diyantu ❤u Jay shree jagarnath pintu Bhai bhauja khusi maa runa dei mamuni bhauni ramdev baba bapun Bhai all' family members kun Jay shree jagarnath 🙌❤️❤️❤️🙏❤️❤️❤️

  • @swapnaranimallick6735
    @swapnaranimallick6735 2 месяца назад +16

    ସ୍ନେହ ଶ୍ରଦ୍ଧାରେ ବାନ୍ଧି ହୋଇଯାଇଥିଲେ ସେଥି ପାଇଁ ଏମିତି ମନ ଦୁଃଖ ।ଆପଣଙ୍କ ପରିବାର ଭାରି ସ୍ନେହୀ ପରିବାର❤❤❤❤

  • @babulrout5603
    @babulrout5603 2 месяца назад +5

    ଆଜିକାଲି ମା ବାପା ତ ନିଜ ସମର୍କୀୟ ଠାରୁ ଖୁସିରେ ଖୁସିରେ ଦୁରେଇ ଯାଉଛନ୍ତି ହେଲେ ଆଜି ଏଇ ଛୋଟ ପିଲାଟି ସିକେଇ ଦେଲା କି ନିଜ ସମ୍ପର୍କୀୟଙ୍କ ଠାରୁ ଅଲଗା ହେଲେ କେତେ କଷ୍ଟ ଲାଗେ 😢 love you cute baby good bless you

  • @gulubarshahunalifestyle
    @gulubarshahunalifestyle 2 месяца назад +11

    ସତରେ ପିଲାଟି ର କାନ୍ଦ ଦେଖି ଆଖିର ଲୁହକୁ ସମ୍ଭାଳି ହେଉନି 😢 Really heart touching 😭

  • @debendradey6407
    @debendradey6407 2 месяца назад +51

    Bhai mo akhire luha asigola❤😢

  • @gitanjalibehera7069
    @gitanjalibehera7069 2 месяца назад +14

    🎉🎉🎉🎉🎉 god bless you sabubele success milu au sabu bipadaru rakya karantu god 🎉🎉🎉🎉🎉all time favourite rupa bhuja au Pintu bhain mo cuty khusi ma

  • @sandhya854
    @sandhya854 2 месяца назад +38

    Bhai ajira vedio bohut emotional thila 😭😭bhai jhia kanda dekhiki mo akhire bi luha asigala satare bhai bahare jia rahichi sa janichi kete kasta 😓

  • @MohanKumar-tp3bc
    @MohanKumar-tp3bc 2 месяца назад +137

    ଗାଁ ରେ ଜୁ ଭଲ ପାଇବା ସିଟିଂ ରେ ସେ ଭଲ ପାଇବା ନାହିଁ ଗାଁ ସେ ଭଲ ପାଇବା ପାଇଛି / ଛୋଟ ଝିଅ ଭୂଲି ପାରୁନି ସେ all family love you ❤

  • @pujabehera4475
    @pujabehera4475 2 месяца назад +39

    ସତରେ ଭାଇ ସେ ଝିଅ କୁ ଦେଖି ଆଖିରୁ ଲୁହ ଆସିଗଲା 😭😭😭😭😭😭

  • @litununayak8436
    @litununayak8436 2 месяца назад +26

    ମୁଁ ପ୍ରଥମଥର ପାଇଁ ସେତେବେଳେ କାନ୍ଦିଥିଲି😭 ଯେତେବେଳେ ମୋ ଦିଦି ଆମକୁ ଛାଡ଼ିକି ବାହାରେ ପା ଠପଢ଼ିଲା ଗଜପତି ରେ, ମୁଁ ଦିଦି ଙ୍କୁ bbsr ନେଇକି ଯାଏ buss ରେ ବସାଇବା ପାଇଁ 😢 ଦିଦି ଯେତେବେଳେ buss ରେ ଚଢ଼ିକି ଯାଏ ମୋତେ ଏମିତି ଲାଗେ ଯେମିତି ଦେହ ରୁ ଜୀବନ ଟା ପଳେଇଲା 😭😭😭 ବହୁତ୍ କାନ୍ଦିଚି ସେଇ time ରେ ବହୁତ୍ 😭😭😭😭 ଘରକୁ ଆସିବା ଯାଏ କାନ୍ଦିଚି 😭😭 ଦିଦି ର ପାଠ ପଢା b ସରିଗଲାନି but ମୁଁ ଏବେବି କାନ୍ଦୁଚି bczz ଦିଦି ଏବେ ତା ଶାଶୁ ଘରେ 😢ମୋ ଦିଦି କୁ ମୁଁ ବହୁତ୍ ଭଲପାଏ 😢Love uhh didu🥺 Misss uhhh very much didi 😭 ମହାପ୍ରଭୁ ଜଗନ୍ନାଥ ତୋତେ ସବୁବେଳେ ଭଲରେ ରଖନ୍ତୁ 😭🙋

  • @sibaprasadjena7333
    @sibaprasadjena7333 2 месяца назад +11

    Pintu bhai super hero jay jagannath sabubele khusire ruha

  • @hrudanandasankhua5824
    @hrudanandasankhua5824 2 месяца назад +40

    ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା
    ପିଣ୍ଟୁ ଭାଇ ସତରେ ବହୁତୁ ଦୁଃଖ ଲାଗିଲା ମୋ ଆଖିରେ ଲୁହ ଆସିଗଲା 😭ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ମୋ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ପଞ୍ଚାଳୀ ଜେଜେମା ମାତାଜୀ ମା ଖୁଡି ଲିଟୁ ଭାଇ ଭାଉଜ ରୂପା ଭାଉଜ ସଞ୍ଜୟ ଭାଇ ମନୋଜ ଭାଇ ପ୍ରୟାସ ଭାଇ ରୁନା ଦିଦି ମାମୁନି ସମସ୍ତ ଙ୍କ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ଲିଟୁ ଭାଇ ଭାଉଜ ଲିଟି ସଞ୍ଜୟ ଭାଇ ମନୋଜ ଭାଇ ପ୍ରୟାସ ଭାଇ ରୋମିଓ ଭାଇ ରୁନା ଦିଦି ମାମୁନି ବାପୁନି ରାମ ଦେବ୍ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ‌Mo Cute Khusimaa 😘 Love you Bhai Bhauja Khusimaa Litu Bhai Bhauja Lite Sanjay Bhai Manoj Bhai Prayash Bhai Romeo Bhai Runa Didee Mamuni Sister Bapun Ram dev Sister and all Family members💞❤️❤️❤️❤️❤️❤️❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
    ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️

  • @susantathatei8059
    @susantathatei8059 2 месяца назад +16

    ସତରେ ମୁଁ ଖାଉଥିଲି ଖାଇ ପାରିଲିନି ବହୁତ୍ କାନ୍ଦ ଲାଗିଲା 😢😢😢 କୁନି ଝିଅ ଟି କୁ ଦେଖିକି 😢😢😢

    • @manasinayak8432
      @manasinayak8432 2 месяца назад

      Hnn. Apananka comment mote bohut vala lagila. Mu apananka channel ku subscribe kali apana b mo channel ku subscribe karantu
      #musicloversumit

  • @mukeshdash3491
    @mukeshdash3491 2 месяца назад +11

    All time fevratie Rupa pintu Khushi express ❤❤❤

  • @user-tg4xs7ru5s
    @user-tg4xs7ru5s 2 месяца назад +6

    ଏତେ ଅସୁବିଧାରେ ଗଲେ car re neiki chhadidelani

  • @sumitra..n7782
    @sumitra..n7782 2 месяца назад +23

    ମୁଁ ସତ କହୁଛି ମୋ ଆଖି ରେ ଲୁହ ଆସିଗଲା 😢ଗାଁ କୁ ଛାଡି ବାହାରେ ରହିବା କେତେ ଯେ କଷ୍ଟ ମୁଁ ବାହାରେ ଅଛି ମୁଁ ଜାଣିଛି ଜୟ ଜଗନ୍ନାଥ 🙌

  • @SwornalataMallick-xi7uk
    @SwornalataMallick-xi7uk 2 месяца назад +8

    Love you pintu bhai ❤❤ Rupa bhauja khushi maa ❤❤

  • @user-et8go5tq2n
    @user-et8go5tq2n 2 месяца назад +5

    Nice video Bhai and bhauja love you all 🙏🙏🙏🙏🙏🙏

  • @flipkartsupercoin8228
    @flipkartsupercoin8228 2 месяца назад +15

    ଛୋଟ ଛୁଆ କୁ ଦେଖି ବହୁତ ଲୁହ ଆସିଗଲା

    • @lijarout4719
      @lijarout4719 2 месяца назад

      😭😭😭😭😭😭😭

  • @Bapun_geming
    @Bapun_geming 2 месяца назад +19

    Bhai satare ai chote pila tira Kanda dekhiki akhi ru luha asigala 😭😭❤️❤️

  • @Act_world99
    @Act_world99 2 месяца назад +6

    ସତରେ ମୋ ଆଖିରୁ ଲୁହ ଝରିଗଲା 😢😢😢

  • @user-be8uc7ld5x
    @user-be8uc7ld5x 2 месяца назад +12

    ମାପି ଫାମିଲି ଭଗବାନ ତାଙ୍କୁ ‌ଭଲରେ ଭଲରେ ପହଞ୍ଚିଯାଆନୁ ସତରେ ଆଖିରେ ଲୁହ ଆସିଗଲା ଭଗବାନ ସେମାନଙ୍କୁ ଭଲରେ ରଖନ୍ତୁ ଖୁସି ରେ ରଖନ୍ତୁ ଜୟ ଜଗନ୍ନାଥ ଲଭ୍ ୟୁ ଦିଦି ଭାଇ ଖୁସି ମା ଅଲ୍ ଫାମିଲି ମେମ୍ବର ❤❤❤❤

  • @ronidasranu4244
    @ronidasranu4244 2 месяца назад +9

    ବହୁତ କାନ୍ଦ ଲାଗିଲା 😭😭😭😭

  • @jitendrakumarsahoo1735
    @jitendrakumarsahoo1735 2 месяца назад +7

    😂😂Very emotional... Specially, the emotion of the baby was heartbreaking💔

  • @sailipsaswain-ol8rr
    @sailipsaswain-ol8rr Месяц назад +1

    Bhai satare ae video dekhi mote mo jeje maa kun chadiba ra kasta bujha paduchi ❤❤

  • @user-qf9kq4ho5s
    @user-qf9kq4ho5s 2 месяца назад +24

    ଭାଇ ମୋ msg ଦେଖିବ କି ନାହିଁ ମୁଁ ଜାଣି ନି କିନ୍ତୁ କିଛି କଥା ହୃଦୟରୁ କହିବି। ତମ ଭିଡିଓ ରେ ହସ ମଜା ସେଂହ ଭଲ ପାଇବା କେତେ ଅଛି ଯିଏ ବୁଝି ପାରୁ ଥିବ ସେହି ଜାଣି ବ। ପ୍ରତି ଟି ଲୋକ କ ପାଇ ତୁମ ମନରେ ସମ୍ମାନ ଭଲ ପାଇବା ଅଛି ତମେ ସମୁସ୍ତୁକୁ ନିଜ ପରିବାର ଲୋକ ପରି ଦେଖୁଚ ତମ ଖୁସିରେ ସେମନୁକୁ ଖୁସି ଦେଉଛ। ଭଗବାନ କ ପାଖରେ ଏତିକି ପ୍ରାଥାନା ତୁମକୁ ସବୁ ବେଳେ ଖୁସି ରଖନ୍ତୁ ମୋତେ ଖୁସିମା ବହୁତ ଭଲ ଲାଗେ ଗୁଡ଼ିଲି ଟା ତା କଥା ଶୁଣିବାକୁ ମଜା ଲାଗେ ସବୁ ଭିଡ଼ିଓ ଦେଖେ ଆଉ ଲାଇକି ବି କରେ କିନ୍ତୁ ଏଇ ଭିଡିଓ ସବୁ ଠୁ ଭଲ ଲାଗିଲା। ସାହି ପଡିଶା ଲୋକ କ ପାଇ ତୁମେ ଆଉ ତୁମ ପରିବାର ର ଲୋକ କର ଯୋଉ ଭଲ ପାଇବା ଦେଖି ଖୁସି ଲାଗିଲା 🥰🤗♥️😘🥹ରହୁଚି ଜୟ ଜଗନ୍ାଥ

  • @subaschandrasahoo7106
    @subaschandrasahoo7106 2 месяца назад +5

    All Time My Favourite Jodi Rupa Bhauja,Pintu Bhai and Khushi Maa❤️❤️❤️❤️.......

  • @renubalamishra6997
    @renubalamishra6997 2 месяца назад +11

    ହେ ପ୍ରଭୁ ଦେଖି ହଁ ଉନି ଝିଅର କାନ୍ଦ ଭଲ ପାଇବା ପରିବାର

  • @prakashswain2569
    @prakashswain2569 2 месяца назад +2

    ଭାଇ ଏମିତି ଭିଡିଓ କରିକି ମତେ ଵି କନ୍ଦେଇ ଦେଲ,ସତକଥା କହୁଛି ମୁ ଘରେ ବସି ଭିଡିଓ ଦେଖୁଥିଲି ନିଜକୁ ଆଉ control କରିପାରିଲିନି ବାଧ ହୋଇ ଆମ ନଇ କୁଳକୁ ପଳେଇଲି,ସେଠି ମୋ ଆଖିରୁ ଵି ଲୁହ ଝରିଛି, ଆଜି କାଲି ଯୁଗରେ ଗୋଟେ ଛୋଟ ପିଲାର ଜେଜେ ମା ପ୍ରତି ଏତେ ଭଲପାଇବା ଦେଖି ବହୁତ ଖୁସି ଲାଗିଲା, ପ୍ରଭୁ ଜଗତର ନାଥ ଜଗନ୍ନାଥ 🙏🙏🙏 ପିଲାଟିକୁ ଭଲରେ ରଖ

  • @urmilahomekitcheninodia
    @urmilahomekitcheninodia Месяц назад

    Satare 😢 very emotional moment😢chuatira Kanda dekhi ki ama akhi ru bi luha asi jauchi satare tama paribar ta😊 bahut bhal ❤❤

  • @pramilanayak7325
    @pramilanayak7325 2 месяца назад +11

    Really ❤❤❤😭😭😭😭😭😭😭Maa.... Mati.. Janani janm bhumi ଶ୍ଚ ସ୍ବର୍ଗଦପୀଗରୀୟଶୀ 😭😭😭😭😭

  • @shreejithofficialyoutubech9948
    @shreejithofficialyoutubech9948 2 месяца назад +3

    ବହୁତ ଦୁଃଖ ଲାଗିଲା ଭାଇ ଭିଡ଼ିଓ ଦେଖି 😢❤😢😢

  • @m..s7626
    @m..s7626 2 месяца назад +3

    ଭାଇ ସେ ଛୋଟ ପିଲା କୁ ଦେଖି ବହୁତ ଦୁଃଖ ଲାଗିଲା 🥹🥹 ବାହାରକୁ ଗଲେ ସବୁ ଭଲ ପାଇବାରୁ ବଞ୍ଚିତ ରହିବ 🥹🥹😊

  • @Mona_mn_life
    @Mona_mn_life 2 месяца назад +10

    Jhia ra କାନ୍ଦ ଦେଖି ସତରେ ମନ ପୁରା ଦୁଃଖ ହେଇଗଲା ଝିଅ ତା jejebaba ଜେଜେମା ଙ୍କୁ ବହୁତ୍ bhala pauchi

  • @allvideos3069
    @allvideos3069 2 месяца назад +3

    Bahut dukha lagila bhai aaji ra vdo re 😭😭😭😭love you always bhai.... 🥰😘😘😘😘

  • @PushpaPadhi-sk1kk
    @PushpaPadhi-sk1kk 2 месяца назад +2

    Bhai jhio ro kanda dekhi mo akhire luha asigola😂😂

  • @biswajitnayak311
    @biswajitnayak311 2 месяца назад +2

    Mu a video dekhiki 10 minite kandichi

  • @khushbugupta9975
    @khushbugupta9975 2 месяца назад +1

    So beautiful family members 💕💕💕💕ajira video dekhi ki bahuta dukha laguchi😭😭 Jay jagannath samastanku bhala rakhantu🙏🙏🙏🙏

  • @biswaranjansahoo7495
    @biswaranjansahoo7495 2 месяца назад +1

    Bahut sunder lagila vlog ❤ full enjoyment vlog sabubele dekhe gote bi miss kareni vlog satre Bhai Bhauja All time favourite jodi pin2 Bhai Rupa Bhauja khusi maa 🙏🙏🤎

  • @padminidehury5371
    @padminidehury5371 2 месяца назад +2

    ଏମିତି ଭିଡିଓ ଦେଖିଲେ ବହୁତ କଷ୍ଟ ଲାଗୁଛି 😢

  • @DiluSahoo-pz2jg
    @DiluSahoo-pz2jg 2 месяца назад +2

    All time favourite jodi family for Rupa pintu khusi express
    Happy family love you all jay jagannath 🙏🙏🙏🙏🙏

  • @pramodrout8018
    @pramodrout8018 5 дней назад

    Pintu Bhai seriously aei video dekhi ma akhi kuha asigala pura

  • @sridhantagouda8284
    @sridhantagouda8284 2 месяца назад +14

    ଭାଈ ସତରେ କହୁଛି ଆଜି ବିଡିଓ ଟି ଦେଖ ମ ଆଖର ଲୁହକୁ ମୁ ରଖପାରି ଲିନି।

  • @santoshkumarsamantaray5389
    @santoshkumarsamantaray5389 2 месяца назад +4

    Aji vlog bahuta emotional thila😭😭😭 pintu Bhai jhia kanda dekhiki bahuta dhukha lagila😭😭😭 pila dina katha bahuta mane paduchi love you All Family members ❤️❤️❤️ Jay Jagannatha 🙏🙏🙏

  • @user-vb5ul6yd5m
    @user-vb5ul6yd5m Месяц назад +1

    Bhai mu pura Kandi pakeili😢😭😭

  • @milansasmal2609
    @milansasmal2609 2 месяца назад +1

    Bhai ajira vlog bohut emotional thila 😢😢 bhai boro jhia ra kanda dekhiki mo akhire bi luha asigala 😢satare bhai bahare rahiba all family ku chare ki kete kasta 😢bhai mubi bahare ruhiya mu jani chi sota ra kete kasta 😢so cute khushi maa 🥰 love family members ♥️

  • @suryabiswal2542
    @suryabiswal2542 2 месяца назад +2

    Happy family members

  • @AnilsahuAnil-tx4kc
    @AnilsahuAnil-tx4kc 2 месяца назад +2

    🙏ଜୟ ଜଗନ୍ନାଥ 🙏ସତରେ ଭାଇ ବାହାରେ ରହିବାଟା ବହୁତ କଷ୍ଟ ହଁ ଭାଇ ଛୁଆଟା ବହୁତ କାନ୍ଦିଲା ବହୁତ ଦୁଃଖ ଲାଗିଲା 😂😂😂

  • @anantadas4351
    @anantadas4351 2 месяца назад

    Pintu bhai mu bi aji a sen dekhiki kandichi bahuta love you all familly and khusi maa

  • @JamunaNahak-p3v
    @JamunaNahak-p3v 21 день назад

    I miss my family 😢😢😢😢😢😢😢so sweet 😂😂😂😂😂😂

  • @user-vp4rt4qv3h
    @user-vp4rt4qv3h Месяц назад

    Mu 😢 bi mo family ku, 6barsha helani dekhini semane , goa re au mu odisha re, mo bou katha bouthtu mane paduchi😢😢😢😭😭😭😭😭😭😫😫😫😫😫😫

  • @user-jc2kf8wt1s
    @user-jc2kf8wt1s 2 месяца назад +2

    So sad video jay jagannath 🙏🙏🙏 god bless you family members

  • @user-uq5ke5tg6b
    @user-uq5ke5tg6b 2 месяца назад +7

    ଜୟ ଜଗନ୍ନାଥ

  • @NamitaBarik-hx2jp
    @NamitaBarik-hx2jp 2 месяца назад +2

    Jay Jagannath 🙏🙏

  • @ommsubhasainacutechanel8685
    @ommsubhasainacutechanel8685 2 месяца назад +1

    ପ୍ରୟାସ ଦେଖା ଯାଉଛି ବାବା ସାରଥି ଭଳି

  • @KanhaBehara-ei4zp
    @KanhaBehara-ei4zp Месяц назад

    Pintu Bhai love you family❤

  • @rakeshdeep4710
    @rakeshdeep4710 2 месяца назад +2

    Jay Jagannath 🙏🙏🙏

  • @swapnapadhan9072
    @swapnapadhan9072 2 месяца назад +2

    Bhai satare samastanka Kanda dekhi mu kandhipakauchi bahut dukha lagila 😭😭😭😭😭

  • @pramiladharua278
    @pramiladharua278 2 месяца назад +6

    ପିନ୍ଟୁ ଭାଇ କେଉ ଜାଗା କୁ ଯାଇଥିଲ।ବିଦେଶ ରେ ରହିବା ବହୁତ କଷ୍ଟ

  • @ArjunaSingh-yj7mu
    @ArjunaSingh-yj7mu 2 месяца назад +1

    Nice fyamily happy fyamily

  • @nikitanaik432
    @nikitanaik432 2 месяца назад +2

    Really jhio ro kando dekhi mu bi kandi pokeili 😢😢😢😢😢😢

  • @amritasahoo3335
    @amritasahoo3335 2 месяца назад +1

    Mu ate kebe kandini ....ae video dekhi jete kandichi 😭😭😭😭😭😭

  • @itibunuexpress
    @itibunuexpress 2 месяца назад +1

    Love you bro ❤️

  • @lilisahoo9179
    @lilisahoo9179 2 месяца назад

    Bhai video dekhi emotional lagila miss you bhai bhauja bhahare bhalare thaa❤❤❤

  • @NaveenKumar-gx5xb
    @NaveenKumar-gx5xb 4 дня назад

    ଭଉତୁ ଭଲ ଲାଗୁଚି ଭାଈ

  • @tapaskumarjena8587
    @tapaskumarjena8587 Месяц назад

    Akhire luha asigala, nice video pintu bhai😢😢😢😢

  • @sangitakarna2602
    @sangitakarna2602 2 месяца назад

    So sweet family members ajira video dekhi bahut dukha lagila bhagaban samastanku khushire rakhantu love you all❤❤❤❤

  • @sarojlenka2988
    @sarojlenka2988 2 месяца назад +2

    plz pintu bhai amitika sad video banantuni mubi kandi pakeili gara maja saharare kebebi milibani se kotia tanka pailebi 👍😭

  • @village_girl_mama
    @village_girl_mama 2 месяца назад +1

    Bhai jhia ku dekhi mo akhire luha asigala satare bahare rahile kete kasta hue 😭😭

  • @SagarikaMohanty124
    @SagarikaMohanty124 9 дней назад

    Bhai all family ❤️❤️🙏🙏 Good evening bhai tume kichhi bhulu kariba samaste karuchhanti kuhantu bhala kama kale kehi kuhantini bhala kama karuchi hele gote jadi kama kichhibi bhaulu haba seta dekha jaye kn kariba loko nk kama hela kahiba kuhantu

  • @user-qv2lw6dm5y
    @user-qv2lw6dm5y 2 месяца назад +4

    Jay jagannath

  • @bikashdas3300
    @bikashdas3300 Месяц назад

    ପିଣ୍ଟୁ ଏକା ନଗେଇ ପାରିବାରୁ ୧୮ ଜଣ ଟୋକା ଙ୍କୁ ଘରେ ରଖିଛି ରୂପା କୁ ଗେଇବା ପାଇଁ😂😂😂😂😂

  • @dtrupti
    @dtrupti 2 месяца назад +2

    Sata kahile Bhai mu nije bi bahut kasta re achi ghara Katha bahut Mane baduchi😭😭

  • @SonyjenaSony
    @SonyjenaSony 29 дней назад +1

    Bhai bohut kasta lagila 😭😭

  • @bhagabanbehera413
    @bhagabanbehera413 2 месяца назад +3

    Radha krushana 🙏🙏🙏 sata re bhai aaji aakhire luha varigala

  • @rajalaxminath669
    @rajalaxminath669 2 месяца назад

    Pintu bhai ra hasa dekhi mora 2yea baby dudul hasi hasi muti dela

  • @pintumajhi4566
    @pintumajhi4566 2 месяца назад +1

    Love from Nuapada... ଆଖିରେ ଲୁହ ଝରିଗଲା pintu Bhai 😭

  • @jhilibhoi6186
    @jhilibhoi6186 2 месяца назад +1

    Hii khusi mama 👌👌

  • @mamatanaik3445
    @mamatanaik3445 2 месяца назад +1

    Bhai mo akhire luha asigala kahinki na mu bi bahare achhi mara bapa maa bhai bhauja katha bahut mane paduchhi bises kari mo putura chua au jhiari chua katha

  • @Nrusingha-1
    @Nrusingha-1 2 месяца назад +1

    Jay Jagannath ❤❤

  • @user-gz4zr3id6x
    @user-gz4zr3id6x 2 месяца назад +4

    Love you pintu Bhai

  • @ODISHADJSPOWER_99
    @ODISHADJSPOWER_99 19 дней назад

    Jhia ta kete kanduchi ❤

  • @prasanbehera5671
    @prasanbehera5671 2 месяца назад +1

    Bhai satare yaku kahanti valapaiba hele apanakara gadire semananku chhadithile bodhe bhala hoi thaanta

  • @prasantaroutray5075
    @prasantaroutray5075 2 месяца назад +1

    My love family ❤️❤️❤️🙏

  • @seemakandi123
    @seemakandi123 2 месяца назад +2

    Jay Jagannath 🙏

  • @promodsamal797
    @promodsamal797 2 месяца назад +4

    I. Love. You. Pintu. Bhai

  • @SasmitaBehera-vd7vp
    @SasmitaBehera-vd7vp 2 месяца назад +1

    Mote bohut kosto hela sei chua ti ku dekhi ki 😢

  • @sudhirkumarrout9799
    @sudhirkumarrout9799 2 месяца назад +7

    Aji vlog dekhiki bahut dukha lagila😌, se kuni jhia👧ta jeje au maa ku bahut miss kariba🙇‍♀️. I love❤ you cute😊 pintu 🤗🌹, Good night 🌌 and sweet dreams😴💭 🛌✨😘❣.

  • @PujaPatra-wh5jw
    @PujaPatra-wh5jw 2 месяца назад +1

    So beautiful family bhagwaan mo Bhai ka family ku sabu bele bhala re rakhatu Jay Jagannath 🙏 I love you Khushi maa 🥰 I love you all members ❤️

  • @avilashmohanty9071
    @avilashmohanty9071 2 месяца назад

    Beautiful video bhai ❤❤❤
    Super bhai ❤❤❤
    🙏🙏Jay Jagannath🙏🙏

  • @priyankasabat1497
    @priyankasabat1497 2 месяца назад

    Ae video dekiki mate bhaut Kanda lagila bhaut asa karuchi reply debe bhai mu tiktok ru follow karichi

  • @rajeswarinath5373
    @rajeswarinath5373 2 месяца назад

    Really aaji a video dekhiki mu bahut kandili🥺🥺🥺

  • @tejaswinidehury3702
    @tejaswinidehury3702 2 месяца назад +1

    Are bhai dui dui ta gadi rakhicha semane pila ku dhariki bike re jauchanti Lodge neiki ete risk re aau tanku gadi re neiki chadidele heinathanta khali dekhehele labha kn chi chi

  • @khusirajalaxmidiptiexpress5041
    @khusirajalaxmidiptiexpress5041 2 месяца назад +1

    ଜୟ ଜଗନ୍ନାଥ 🥰

  • @rinkujena7084
    @rinkujena7084 2 месяца назад +2

    I love you all ❤❤❤❤

  • @user-wu3tq9gb9x
    @user-wu3tq9gb9x 2 месяца назад

    Sata katha Bhai ga ra maja kouthi bi nahi 😢😢

  • @aparnamahunta5274
    @aparnamahunta5274 Месяц назад

    So sweet ❤

  • @rinkyrinky1203
    @rinkyrinky1203 2 месяца назад +2

    Nice video🥰🥰🥰🥰

  • @lizabisoyi5608
    @lizabisoyi5608 Месяц назад

    Happy family 🥰