Nandighose Bije Nanda Nandana | Rupa Pin2 Khusi | Aseema Panda | New Odia Bhajan Video

Поделиться
HTML-код
  • Опубликовано: 3 июл 2024
  • KHUSHI ENTERTAINMENT PRESENTS...
    Song :- Nandighose Bije Nandanandana
    Producer :- Rupa, Pintu
    A Music Video By :- Sajan - Ruchika
    Staring :- Rupa
    Dance Artist :- Punam, Adyasha,Tulasi & Adyasha
    Director & Choreography :- Sajan-Ruchika
    D.O.P :- Krishna
    Editing :- Ranjan Khatei
    DI :- Digital Dreams
    Lyrics : Pramod Parida
    Music :- Biraja Prasad
    Singer :- Aseema Panda
    Makeup :- Manash
    Hair :- Runa
    Production Manager :- Dilu
    #rathyatraspecial
    #aseemapanda
    #rupapintukhusiexpress
    #newodiavideosong
    #odiabhajan
    #jagannathbhajan

Комментарии • 6 тыс.

  • @lizapanigrahi6020
    @lizapanigrahi6020 9 дней назад +1142

    ଏହି ଗୀତ🎶🎶ଟି କାହାକୁ ବହୁତ ବହୁତ ଭଲ ଲାଗିଲା 👍👍👍କର

  • @rajjcreation491
    @rajjcreation491 8 дней назад +57

    ପବିତ୍ର ରଥ ଯାତ୍ରା ରେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଭାଉଜ ଆମକୁ ଏମିତି ସୁନ୍ଦର ଗୀତଟିଏ ଶୁଣାଇ ଥିବାରୁ,,,Love From Your Dist I ❤Bhadrak 🎉🎉🎉🎉

  • @DeepikaGiri-dy4tb
    @DeepikaGiri-dy4tb 8 дней назад +129

    ଯେତେ ଦେଖିଲେ ବି ମନ ମାନୁ ନାହିଁ 😊😊 jay jagannath 🙏🙏🙏

  • @user-mc9yu7ym3x
    @user-mc9yu7ym3x 3 дня назад +10

    ପବିତ୍ର ରଥଯାତ୍ରା ରେ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ ଭାଉଜ ଆମକୁ ଏମିତି ସୁନ୍ଦର ଗୀତଟିଏ ଶୁଣାଇ ଥିବାରୁ,,,,❤ 🎉🎉🎉🎉

  • @biswajitswain2767
    @biswajitswain2767 9 дней назад +42

    Singer asima panda nka pain gote like to banti hai ❤❤

  • @Aishwarya-s7m
    @Aishwarya-s7m 9 дней назад +108

    କିପରି ସମୟ ଚାଲିଗଲା ,କିଛି ଜଣାପଡ଼ିଲା ନି ,ଗୀତ ଟା ବି ଶୁଣିବାକୁ ବହୁତ୍ ଭଲ ଲାଗୁଛି ।🥳 ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶର୍ବାଦ ସର୍ବଦା ତୁମ ଉପରେ ଥାଉ ,🥰
    Jya sree jagannath 🙏🙏🙏

  • @priyadarshinichakra9890
    @priyadarshinichakra9890 2 дня назад +4

    ମୋତେ ରାତିରେ ନିଦ ହେଉ ନ ଥିଲା ଗୀତ ଶୁଣିଲା ପରେ ଶୋଇଲି। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @be_jasmin27
    @be_jasmin27 2 дня назад +13

    ସବୁ ଭିଡିଓ song ଅପେକ୍ଷା ଏଇ ଭିଡିଓ ଟି ହୃଦୟଛୁଆଁ ହୋଇଛି ❤️🥹🥹....... ଜୟ ଜଗନ୍ନାଥ 🙌🏻☺️

  • @VlogsStationPandarungi91
    @VlogsStationPandarungi91 9 дней назад +86

    ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା...from bangaloreରୁ ହୃଦୟରୁ ପଦେ 🥥‼️🥥
    ବହୁତ ଭଲ ହୃଦୟସ୍ପର୍ଶୀ ❤❤❤❤

  • @AshokBehera-fr7vg
    @AshokBehera-fr7vg 9 дней назад +462

    ପବିତ୍ର ରଥଯାତ୍ରା ପାଇଁ ଏହି ଗୀତ ଟି ବହୁତ୍ ସୁନ୍ଦର ହୋଇଛି ଲାଇକ କର ❤❤❤❤❤🎉🎉🎉🎉🎉🎉🎉🎉🙏🙏🙏🙏🙏🙏🙏

  • @gyanaranjangiri1810
    @gyanaranjangiri1810 5 дней назад +8

    Jate ଦେଖି ଲେ ନୂଆ ଦେଶୁ ଥାଇ ଯେତେ ଶୁଣିଲେ ନୂଆ ଲାଗୁଥାଏ❤❤❤❤❤ God bless you Rupa ପ୍ରଭୁ ଜଗନ୍ନାଥ ତୁମ ପରିବାରକୁ ଘଣ୍ଟ ଘୁଡେ ଇ ରଖିଥାନ୍ତୁ❤❤❤❤❤❤

  • @munmunbeti6032
    @munmunbeti6032 6 дней назад +4

    ମୁ ବହୁତ ଥର କହିଲିଣି କି ଓଡିଶୀ ଗଟେ କର ମୋ କଥା ସୁଣୁ ହିଁ ନାହାନ୍ତି ମୁ କୁନି ଝିଅ munmun ଓଡିଶୀ ଡ୍ୟାନ୍ସର ❤️ 💞💞💞 ମୋ ଜଗନ୍ନାଥ ଙ୍କ ଦୟାରୁ ମୁ ଓଡିଶୀ କରୁଛି ❤️❤️❤️🙏🙏🙏

  • @sanjuktanayak6868
    @sanjuktanayak6868 9 дней назад +205

    ରଥ ଯାତ୍ରା ରେ ପୁରୀ କୋଉ ମାନେ ଯିବା ଲାଇକ 👍👍 ଜୟ ଜଗନ୍ନାଥ 🙏🙏🙏🙏♥️♥️ହରିବୋଲ

  • @dipaamareshashu1601
    @dipaamareshashu1601 9 дней назад +169

    ଅସୀମା ପଣ୍ଡା song mast❤❤ ମୁଁ ଠିକ୍ କହିଲି ନାଁ?? 😊

  • @rasmitaodiablogger5778
    @rasmitaodiablogger5778 6 дней назад +3

    ❤Jay Jagannath ‼️ ⭕ 🙏 ⭕ ‼️ ❤so beautiful song 🙌💖🙌 I am Rasmita 🙏

  • @Unique_Tilo
    @Unique_Tilo 7 дней назад +15

    💫ଜୟ ଶ୍ରୀ ଜଗନ୍ନାଥ ✨❤🙌
    #Tilo ❤️

  • @sizzlingsweety
    @sizzlingsweety 9 дней назад +37

    Bahut sundar heichi song❤ heart touching sunile akhire luha asi jauchi 🥺 କେଡେ ଭାବ ବିନୋଦିଆ ସେ ଚକା ଆଖି ଦେଖି ଦେଲେ ଥରେ ତା ଚକା ଆଖି ଆପେ ଲୁହରେ ଭରି ଯାଏ ଭକତ ଆଖି🥺🥺🥺 ଏତେ ସୁନ୍ଦର ଗୀତ ଟି ହେଇଚି ବର୍ଣ୍ଣନା କରି ହବନି 🙏🏻🙏🏻 ଜୟ ଜଗନ୍ନାଥ 😍🥰❤️

  • @multitalented_girl_archu6444
    @multitalented_girl_archu6444 8 дней назад +39

    Jete dekhile b Ma mana bujhuni😢😢😢😢...Jay jagannath❤❤❤❤

  • @expressionqueenpratima443
    @expressionqueenpratima443 8 дней назад +14

    ପବିତ୍ର ରଥଯାତ୍ର ପାଇଁ ଏହି ଗୀତ ଟି ବହୁତ ସୁନ୍ଦର ହୋଇଛି ଜୟ ଜଗନ୍ନାଥ🙏🙏🙏🙏❤️❤️❤️❤️❤️⭕‼️⭕

  • @user-nb7ed1uh8j
    @user-nb7ed1uh8j 3 дня назад +4

    ସୁନ୍ଦର ଗୀତ ପାଇଁ ମୋ ତରଫରୁ ବହୁତ ବହୁତ ଅଭିନନ୍ଦନ ପିଣ୍ଟୁ ଭାଇ ରୁପା ଭାଉଜ ଗୀତଟି ବହୁତ ଭଲ ଲାଗିଲା ଭାଇ ଜୟ ଜଗନ୍ନାଥ👍👍👍

  • @BRP3488
    @BRP3488 9 дней назад +40

    ପବିତ୍ର ରଥଯାତ୍ରା ଉପଲକ୍ଷେ ସଂଗ୍ନିତ ଓ ଭିଡ଼ିଓ ଟି ମୋନକୁ ଛୁଇଁଲା,,,❤❤❤❤❤❤❤❤❤

  • @Tadkatopic
    @Tadkatopic 9 дней назад +34

    ସୁନ୍ଦର ଭଜନ ରଥଯାତ୍ରା ପାଇଁ Thank You Pintu Bhai ଗୀତ ଟିକୁ ଆଣିଲ

  • @simanchalabarik7795
    @simanchalabarik7795 2 дня назад +2

    ମୁଁ ଗର୍ବ କରେ କି ମୋ ଓଡିଶା ରେ ମହା ପ୍ରଭୁ ଜଗନ୍ନାଥ ଅଛନ୍ତି⭕❗⭕🙏

  • @monishapradhan8012
    @monishapradhan8012 6 дней назад +11

    ସୁନ୍ଦର ଗୀତ ପାଇଁ ମୋ ତରଫରୁ ଵହୁତ ବହୁତ ଅଭିନନ୍ଦନ ପିଣ୍ଟୁ ଭାଇ ଏବଂ ରୂପା ଭାଉଜ। ଗୀତଟି ବହୁତ ବହୁତ ଭଲ ଲାଗିଲା❤❤❤❤❤

  • @gayatrisasmal2185
    @gayatrisasmal2185 9 дней назад +135

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ଚାରି କୋଟି ଓଡିଆଙ୍କ ମୋଉଢମଣି ଜୟ ଜଗନ୍ନାଥ 🙏🙏🙏

  • @user-yr2dh4gs7b
    @user-yr2dh4gs7b 9 дней назад +27

    ପବିତ୍ର ରଥଯାତ୍ରୀ ପାଇଁ ଏହି ଗୀତ ଟି ବହୁତ୍ ସୁନ୍ଦର ହୋଇଛି ⭕️‼️⭕️❤️❤️❤️❤️

  • @madhusmita316
    @madhusmita316 2 дня назад +2

    ⭕❗⭕ଏହି ଗୀତଟି କାହାକୁ🚩🚩🚩🚩 ଭଲ ଲାଗିଲା କୁହ 👍👍କର. ସତରେ ଏଇ ଗୀତ ଟି ମନକୁ ପୁରା ଛୁଇଁ ଗଲା 🙏🙏🙏ଜୟ ⭕❗⭕ଜଗନ୍ନାଥ 🙏🙏🙏🙏

  • @manaspradhan4252
    @manaspradhan4252 6 дней назад +7

    ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ ଜୟ ଜଗନ୍ନାଥ

  • @khushiranimajhi8684
    @khushiranimajhi8684 9 дней назад +29

    ବୋହୁତ ସୁନ୍ଦର ହେଇଛି ଗୀତଟି ଭାଇ ଭାଉଜ ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ସବୁବେଳେ ଆପଣଙ୍କ ଉପରେ ଏମିତି ଥାଉ ଜୟ ଜଗନ୍ନାଥ ❤❤❤

  • @sudhachandandas5633
    @sudhachandandas5633 9 дней назад +38

    ଭଜନ ଟି ବହୁତ ସୁନ୍ଦର୍ ହୋଇଛି, ମୁଁ ପୁରା ଭାବ ବିହ୍ବଳ ହୋଇଗଲି ଆଖି ରୁ ଲୁହ ଆସିଗଲା, ବହୁତ ବହୁତ ଶୁଭେ୍ଛା ଆଉ ଅଭିନନ୍ଦନ ରୂପ ପିଣ୍ଟୁ,ଆଉ ଖୁସି entartainment କୁ,best of luck ❤🎉

  • @MamaLipi
    @MamaLipi 2 дня назад +1

    100+ Time Dekhi Sarilini... But Phir Bhi Dekhibaku Ichha Heuchi... Aau Song Ette Sundar Heichi ... Sunila Pare Ette Santi Laguchi .. ❤🙏
    Jay Jagannath

  • @golloriappalanaidu2975
    @golloriappalanaidu2975 День назад

    ఈ పాట విన్న ,,,తెలుగు వారు ఎవరైనా ఉన్నారా❤❤

  • @Ritikasubhashfen
    @Ritikasubhashfen 9 дней назад +80

    ବହୁତ ସୁନ୍ଦର ହେଇଛି ଗୀତ ଟି ଭାଉଜ ଜୟ ଜଗନ୍ନାଥ ❤❤❤😊😊

  • @KiranBaby92
    @KiranBaby92 9 дней назад +28

    ବହୁତ ବହୁତ ସୁନ୍ଦର ହେଇଛି ଗୀତ ଟି❤ଜୟ ଜଗନ୍ନାଥ 🙏❤️

  • @smrutirekhanayak5550
    @smrutirekhanayak5550 7 дней назад +2

    ରୂପା ଭାଉଜ ଯଉଟି ଥିବେ ସେଥି ସାରା ଓଡ଼ିଶା ବାସୀଙ୍କ ମନକୁ ଜିଣି ନେବେ । ଧନ୍ୟବାଦ୍ ଭାଉଜ 🙏🏻❤️😘 ଆପଣ ଙ୍କ ନୃତ୍ୟ ବହୁତ ସୁନ୍ଦର । love U Vabi❤😘🫂

  • @AnkitaLakra-hp3wg
    @AnkitaLakra-hp3wg День назад +1

    Jai Siya Ram 🚩🙏❤Jai Jagannath ❤

  • @jitendrapatel1168
    @jitendrapatel1168 9 дней назад +69

    ପବିତ୍ର ରଥଯାତ୍ରା ପାଇଁ ଏହି ଗୀତ ଟି ବହୁତ ସୁନ୍ଦର ହେଇଛି ଭାଇ ଓ ଭାଉଜ ଜୟ ଜଗନ୍ନାଥ 🙏🙏🙏🙏🙏🙏❤️❤️❤️❤️❤️❤️❤️👌👌👌

  • @DE__MUSIC__PRESENT
    @DE__MUSIC__PRESENT 9 дней назад +20

    ପବିତ୍ର ରଥଯାତ୍ରା ପାଇଁ ଗୀତଟି ବହୁତ ସୁନ୍ଦର ହୋଇଛି ❤ ଜୟ ଜଗନ୍ନାଥ 🙏🙏🙏

  • @Shrabani-pj8rv
    @Shrabani-pj8rv 8 дней назад +3

    ବହୁତ୍ ସୁନ୍ଦର୍ ହେଇଛି ❤❤ ରୂପା ଭାଉଜ ଙ୍କ dance ଆଉ ଅଭିନୟ ଖୁବ୍ ସୁନ୍ଦର୍ ❤❤🎉

  • @dharamraj100
    @dharamraj100 День назад

    बहुत ही सुन्दर प्यारा प्रभू जगरनाथ जी का भजन जय महा प्रभू जगरनाथ ❤☺️🙏

  • @SwornalataMallick-xi7uk
    @SwornalataMallick-xi7uk 9 дней назад +13

    ସୁନ୍ଦର ଭଜନ ରଥଯାତ୍ରା ପାଇଁ Thank you pintu bhai and bhauja ଗୀତ ଟିକୁ ଆଣିଲ Jay Jagannath 🙏🚩❤️😘🙏🙏❤️❤️

  • @tapaswinisamal211
    @tapaswinisamal211 9 дней назад +31

    ପବିତ୍ର ରଥଯାତ୍ରା ପାଇଁ ଏହି ଗୀତ ଟି ବହୁତ ବହୁତ ସୁନ୍ଦର ହେଇଛି ଭାଇ ଦିଦି ଲଭ୍ ୟୁ ଦିଦି ଜୟ ଜଗନ୍ନାଥ 🙏🙏🙏🙏

  • @manojpanda1434
    @manojpanda1434 3 дня назад

    ରୁପା ଓ ପିଣ୍ଟ ବହୁତ ଦିନ ପରେ ଗୋଟିଏ ଭଜନ ମୋ ହୃଦୟରେ ସ୍ଥାନ ପାଇଲା। ଏହା ଆଗରୁ ନନ୍ଦିଘୋଷ ତୋର ଅଟକି ଗଲା ପାଇଛି।
    ଗୋଟିଏ ଭଜନ ପାଇଁ ଦୀର୍ଘ ୧୫ ବର୍ଷ ର ଅପେକ୍ଷା କରିବାକୁ ପଡ଼ିଲା।
    ⭕❗⭕ ଜୟ ଜଗନ୍ନାଥ

  • @kunu-jv7xn
    @kunu-jv7xn 8 дней назад +3

    ବହୁତ ସୁନ୍ଦର ହେଇଛି video 🔥(🌸📍🌸)

  • @shivambeherakitu
    @shivambeherakitu 9 дней назад +13

    ଗୀତ ଟୀଏ ହୃଦୟ କୁ ଛୁଇଁଲା ଆଖି ରୁ ଲୁହ ବାହାରୀ ଆସି ଲା ❤

  • @rasmi5005
    @rasmi5005 9 дней назад +42

    ପବିତ୍ର ରଥଯାତ୍ରା ପାଇଁ ଏହି ଗୀତ ଟି ବହୁତ ସୁନ୍ଦର ହୋଇଛି ଭାଉଜ 🙏🙏❤❤❤❤🥰🥰🥰

  • @odiavloggersourav
    @odiavloggersourav 5 дней назад +1

    Jay jagannath ❤

  • @PallaviRai-v5j
    @PallaviRai-v5j 8 дней назад +12

    ଏହି ଗୀତ ଟି ଶୁଣି ମୋ ଲୁହ ଆଖି ରୁ ଝରିଗଲା । ଜୟ ଜଗନ୍ନାଥ ।🙏

  • @amarjyotisahoo4156
    @amarjyotisahoo4156 9 дней назад +13

    ବହୁତ ସୁନ୍ଦର ହେଇଛି ପବିତ୍ର ରଥ ଯାତ୍ରା ପାଇଁ ରୂପା ଭାଉଜଙ୍କ ସୁନ୍ଦର ଭଜନ ଜୟ ଜଗନ୍ନାଥ 🙏🙏🙏

  • @Routdhuleswar
    @Routdhuleswar 9 дней назад +11

    ପବିତ୍ର ରଥଯାତ୍ରା ପାଇଁ ଆମ ପରିବାର ତରଫରୁ ଆପଣଙ୍କ ପରିବାର ବହୁତ ସାରା ଅଭିନନ୍ଦନ happy rathajatra
    ଗୀତଟି ବହୁତ ସୁନ୍ଦର ହେଇଛି ❤❤❤❤❤❤❤❤❤

  • @suchitrasabar
    @suchitrasabar 7 дней назад +2

    ହେ କାଳିଆ ସାଆନ୍ତ ମୋ ପରିବାର କୁ ଭଲରେ ରଖ ଠାକୁରେ❤❤❤

  • @batakrushnasahoo2016
    @batakrushnasahoo2016 7 дней назад +2

    JAY SHREE JAY JAY JAGANNATH SWAMI NAYAN PATHAGAMI BHABA TUME PRABHU RADHE KRISHNA JANMASHTAMI GOBINDA PRABHU BAPA MAA 🙏🙏🙏🙏🙏

  • @dikupradhan
    @dikupradhan 9 дней назад +83

    ଦାରିଙ୍ଗ ବାଡ଼ି ରୁ ମୁଁ ପାଷ୍ଟ ଲାଇକ୍ କମେଣ୍ଟ କରିଛି ଭାଇ ଭଜୋନ ବହୁତ ଭଲ ହେଇଛି ସମନ୍ତ ଙ୍କୁ ମୋର ନମସ୍କାର ❤❤❤❤❤

    • @RakeshRakesh-sz2lf
      @RakeshRakesh-sz2lf 9 дней назад

      Super ❤️❤️❤️❤️❤️❤️

    • @sureshbadara4135
      @sureshbadara4135 9 дней назад

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤​@@RakeshRakesh-sz2lf

  • @user-ge2im2bj6y
    @user-ge2im2bj6y 9 дней назад +54

    ପବିତ୍ର ରଥଯାତ୍ରା ଉପଲକ୍ଷେ ସୁନ୍ଦର ଗୀତ ବହୁ ଭଲ ଲାଗେ 🎉😂❤ ଲାଇକ କର

  • @madhurijena6321
    @madhurijena6321 7 дней назад

    Bhauja nkara expression au dance mind blowing jete dekhile b next time dekhi Baku icha hauchi ..love you bhauja

  • @rajeshrimohanty1131
    @rajeshrimohanty1131 7 дней назад +1

    Kede sundara iye gita ta bhauja tama pofamans ta kede sundara 😊 ratha jatra upalakhe samas tanku anek anek subecha jay jagannatha Swami Nayan patha gami bhaba tume 😢😢❤❤❤

  • @dilliproul2658
    @dilliproul2658 9 дней назад +62

    ଏ ଗୀତ ଶୁଣି ଲୁମ ଟାଙ୍କୁରି ଉଟୁଚି । ବହୁତ୍ ସୁନ୍ଦର୍ ହୋଇଛି। ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻

  • @rajukhanda6148
    @rajukhanda6148 9 дней назад +10

    ପବିତ୍ର ରଥଯାତ୍ରା ଉପଲକ୍ଷେ ଭଜନ ଟି ବହୁତ ସୁନ୍ଦର ହେଇଛି ❤❤❤❤ ପୁରା ହୃଦୟ କୁ ଛୁଇଁଲା 🛕🛕🛕🛕🛕🛕ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @SaraswatiGouda-hh2fo
    @SaraswatiGouda-hh2fo 3 дня назад +1

    So beautiful video ❤❤❤ God bless you all family members 🙏 ilove you Khushi maa ❤

  • @subhalaxmipalai7918
    @subhalaxmipalai7918 4 дня назад

    ଯେତେ ଦେଖିଲେ ବି ମନ ବୁଝୁନି ଇଚ୍ଛା ହେଉଛି ସବୁ ବେଳେ ଦେଖିବାକୁ ସମୟ ନଥାଇକି ବି ମତେ ଗୀତ ବାଇ କରିସାରିଲାଣି ସତରେ

  • @user-rm9dd5xd2g
    @user-rm9dd5xd2g 9 дней назад +16

    ଭଜନ ସୁପର ହେଇଚି ରଥଯାତ୍ରା ପାଇଁ ଭାଉଜ 🛕🛕🛕

  • @user-on3vf8pz3k
    @user-on3vf8pz3k 8 дней назад +12

    ରଥ ଯାତ୍ରା ପାଇଁ ଏହି ଗୀତ ଟି ବହୁତ୍ ସୁନ୍ଦର୍ ହୋଇଛି ❤❤❤❤❤❤❤😊🎉😊🎉😊🎉😊🎉😊🎉😊🎉❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉❤😊😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊😊❤😊❤😊❤😊🎉😊🎉😊🎉😊😊🎉🎉😊😊🎉😊🎉😊🎉😊😊🎉😊🎉😊🎉😊🎉😊🎉😊🎉😊🎉😊😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊❤😊😊❤😊❤😊❤😊😊❤😊❤😊😊❤😊❤😊❤😊❤😊❤😊❤😊❤😊❤😊😊❤😊❤😊❤😊❤😊😊❤😊❤😊❤😊❤😊❤😊❤😊😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊🎉😊❤😊❤😊❤😊❤😊❤😊❤😊❤😊❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉❤🎉

  • @rojalinisethi2548
    @rojalinisethi2548 5 дней назад +1

    Thanks Rupa bhauja for this beautiful song❤❤❤🙏🙏🙏

  • @Sonalispeaks
    @Sonalispeaks 6 дней назад +2

    ବହୁତ ବହୁତ ସୁନ୍ଦର ଗୀତ ଟି , ଓଡ଼ିଆ ଶୈଳୀ ରେ ଆମ ଜଗା ପାଇଁ ଗୀତ ଟି 🙏🙏🙏

  • @binodinibasantia3305
    @binodinibasantia3305 9 дней назад +34

    ପବିତ୍ର ରଥଯାତ୍ରା ପାଇଁ ଏଇ ଗୀତ ତି ବହୁତ୍ ସୁନ୍ଦର ହେଇଚି🙏🙏🙏

  • @PankajiniNaik-cu5ci
    @PankajiniNaik-cu5ci 9 дней назад +10

    ଗୀତ ଟି ବହୁତ ସୁନ୍ଦର ଲାଗୁଛି ❤ ଗୀତ ଶୁଣି ଆତ୍ମ ତୃପ୍ତି ହୋଇଗଲା ❤ ଜୟ ଜଗନ୍ନାଥ 🙏🏻 ପ୍ରଭୁ ସମସ୍ତଙ୍କୁ ମଙ୍ଗଳ ମୟ କରନ୍ତୁ 🙏🏻 ଜୟ ଜଗନ୍ନାଥ 🙏🏻⭕‼️⭕💛

  • @subendupradhan1963
    @subendupradhan1963 2 дня назад

    ଗୀତ ପୁରା heart touching ❤❤❤Jay jagannath 🙏

  • @krishnaswani2968
    @krishnaswani2968 6 дней назад +1

    Bohut shundar lagila video and song beshire ta Khushi lagila je rupa didi and Ashima gaichanti boli so sweet song mu dipti 💖💖💖💖💖

  • @LenkaDebiprasad
    @LenkaDebiprasad 9 дней назад +9

    ଜଗତର ନାଥ ଜଗନ୍ନାଥ ଙ୍କ କୃପାରୁ ଗୀତ ଟି ବହୁତ ସୁନ୍ଦର ଲାଗିଲା coriography ସାଙ୍ଗ କୁ ଭାଉଜଙ୍କ ଅଭିନୟ ବହୁତ ସୁନ୍ଦର ଲାଗୁଛି ଯାହା ହଉ ଏତେ ଦିନ ପରେ ପ୍ରଭୁ ଜଗନ୍ନାଥଙ୍କ ଏହି ସୁନ୍ଦର ଗୀତଟି ଆସିଲା ଫୁଣି khusi Entertainment ରେ ବହୁତ ଖୁସି ଲାଗିଲା love you all congratulation 🎉bhai au bhauja ❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @PriyaPriya-xc8jt
    @PriyaPriya-xc8jt 9 дней назад +12

    ଗୀତ ବହୁତ ଭଲ ହେଇଚି ❤❤❤ଜୟ ଜଗନ୍ନାଥ 🙏🙏🙏

  • @RahulRahul-k5k
    @RahulRahul-k5k 2 дня назад

    ଯିଏ ଭିଡ଼ିଓ ଦେଖୁଚ like comment kar ମୋନ ଛୁଆ ଭିଡ଼ିଓ jay jagannath

  • @chandrakantarout450
    @chandrakantarout450 2 дня назад

    Clg jaithili heri ta bhai nd bhauja seithpai vdo dekhinathili okkk aji dekhili beautiful cute 🥰🥰🥰🥰 jay jagannath ❤️😍

  • @chintumohanty7759
    @chintumohanty7759 9 дней назад +23

    ଗୀତ ବହୁତ ସୁନ୍ଦର
    ପିଣ୍ଟୁ ଭାଇ ଓ ରୁପା ଭାଉଜ ଙ୍କୁ କିଏ କିଏ ଭଲ ପାଅ Like କର ❤
    Jagatasihapura ରୁ ଯୋଉ ମାନେ ଦେଖୁଛନ୍ତି like କର❤
    ଜୟ ଜଗନ୍ନାଥ , ଜୟ ମା ଶାରଳା

  • @AjayDeepaOdiaVlogs99
    @AjayDeepaOdiaVlogs99 9 дней назад +6

    ପବିତ୍ର ରଥଯାତ୍ରା ପାଇଁ ଏହି ଗୀତ ତି ବହୁତ୍ ବହତ୍ ସୁନ୍ଦର୍ ହୋଇଛି ଭାଉଜ ଜୟ ନନ୍ଦ ନନ୍ଦନ ମହାବାହୁ 🙏🙏🌎

  • @user-Liza0567
    @user-Liza0567 9 часов назад +1

    Wow song ti mana ku chhuinla❤❤❤❤❤

  • @manishasahoomama6834
    @manishasahoomama6834 День назад

    Ati sundar Gita saha Rupa Bhauja ka acting bahut bhala heichi❤🥰

  • @saisaran8293
    @saisaran8293 9 дней назад +10

    ବହୁତ୍ ବଢିଆ ଲାଗିଲା ଭଜନ ଟି ଜଗନ୍ନାଥ ତୁମକୁ ଆହୁରି ଆଗକୁ ନିଅନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻

  • @kalpanapinky9154
    @kalpanapinky9154 9 дней назад +8

    Jay Jagannath 🙏 ବୋହୁତ ଭଲ ହେଇଛି ଏହି ଗୀତ ଟି। superb song.... acting is very good rupa bhauja❤❤❤❤❤❤

  • @bike_rider_king
    @bike_rider_king 4 дня назад +1

    Video bhala laguchi but au tike long video hei thile bhala heithanta Bhajan ta bhala laguchi

  • @sanju91780
    @sanju91780 7 дней назад +1

    ଖୁବ୍ ସୁନ୍ଦର ❤

  • @user-kh2cl4qc3z
    @user-kh2cl4qc3z 9 дней назад +5

    Bahut badia heichi Rupa Bhaujo nko gito ti.jagannath nko ases karuna tumo upare rahithau. Jai jagannath 🙏🌺🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @SujaBehera-qw5pz
    @SujaBehera-qw5pz 9 дней назад +5

    ଭଜନଟି ବହୁତ ସୁନ୍ଦର ହୋଇଛି ଭାଇ ❤❤❤❤ଜୟ ଜଗନ୍ନାଥ 🙏🙏🙏🙏

  • @subhalaxmipalai7918
    @subhalaxmipalai7918 4 дня назад

    ବହୁତ୍ ସୁନ୍ଦର୍ ଆଉ ମନ ଭାରୀ ଗୀତ ଟେ ବ❤❤

  • @MithileshPurty
    @MithileshPurty 6 дней назад +1

    Jay jagannath🙏🙏🙏 bahut sundar heichhi aei album ti bhagwaan shabubele aemiti tamo uare aahribad karantnu aemiti sabubele ageichalu thantu Rupa bhuja , pintu bhai and all your all family members🥰🥰🥰

  • @sarojinikanhar8416
    @sarojinikanhar8416 9 дней назад +8

    Wow nice ବହୁତ ସୁନ୍ଦର ହେଇଛି ଭାଉଜ ..... ରଥଯାତ୍ରା ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ହାର୍ଦ୍ଦିକ ଶୁଭକାମନା 🎉🎉🎉 ଜୟ ଜଗନ୍ନାଥ 🎉🥳

  • @shreeexpress7722
    @shreeexpress7722 9 дней назад +5

    ବହୁ ସୁନ୍ଦର ହେଇଛି ଭିଡିଓ ଦେଖି ବହୁତ ଖୁସି ଲାଗିଲା ଓଡିଆ ର ଠାକୁର କାଳିଆ ସାଆନ୍ତଙ୍କ ରଥରେ ସୁସଜ୍ଜିତ ବିମାନରେ ବସାଇ ବଡ଼ ଦାଣ୍ଡରେ ଗଡିବ ମୁଁ ଅପେକ୍ଷାରେ ରହିଲି

  • @sagarkhuntia999
    @sagarkhuntia999 2 дня назад

    Ae gita ti ku jete sunile bi mana khali taku sunibaku chahuchi ❤❤❤❤❤❤❤ ai gita ti bahuta bahuta Sundar o mana ku chuideuchi ❤❤❤❤❤

  • @prakashcreation552
    @prakashcreation552 8 дней назад +1

    Jay Jagannath 🙏🙏🙏♥️♥️♥️

  • @munaanusaiexpress
    @munaanusaiexpress 9 дней назад +5

    ପବିତ୍ର ରଥଯାତ୍ରା ପାଇଁ ଏହି ଗୀତ ଟି ବହୁତ ସୁନ୍ଦର ହୋଇଛି Jay Jagannath

  • @tapasbehera315
    @tapasbehera315 9 дней назад +10

    ବହୁତ ସୁନ୍ଦର ଲାଗିଲା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ଲଭ୍ ୟୁ ଅଲ୍ ❤❤❤❤❤❤❤❤❤

  • @sudhiraswain5375
    @sudhiraswain5375 8 дней назад +1

    🚩🌺🙏ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🌺🚩

  • @user-my4sr1mf4q
    @user-my4sr1mf4q 7 дней назад

    Really rupa tume satare ete Sundar acting action puni odishi vi karucha satare tuma upare pravu nk Krupa rahichi ok ei barasa vajana ti bahut bahutt bahut vala hoichi nd am Goan pipili re kichhi shutting hoichi bahut Khushi mu ok Jay Jagannath 🙏

  • @barshaojha8902
    @barshaojha8902 9 дней назад +7

    ପବିତ୍ର ରଥଯାତ୍ରା ପାଇଁଁ ଏହି ଗୀତ ଟି ବତହୁତ ସୁନ୍ଦର ହୋଇଛି ଭଲ ଲାଗେ ଜୟ ଜଗନ୍ନାଥ ❤❤❤ଭାଇ ଓ ଭାଉଜ

  • @Jagannathloverbiswa
    @Jagannathloverbiswa 9 дней назад +22

    ମୁଁ ଆଜି ପ୍ରଥମ ସ୍କୁଲ ଯାଉଛି 🙏

    • @SwatiBehera-ue1mv
      @SwatiBehera-ue1mv 9 дней назад

      ସୁନା ପିଲା ❤❤❤❤🎉🎉🎉

  • @user-eo7zl7wq2n
    @user-eo7zl7wq2n 4 дня назад +1

    Bahut sunder heichi song ❤❤❤❤❤❤❤bhauja

  • @janakisahu190
    @janakisahu190 8 дней назад +1

    ସତରେ ଏଇ ଗୀତ ଟି ବହୁତ ଭଲ ହେଇଛି ସୁଣିବାକୁ ବି ଭଲ ଲାଗୁଛି 🙏⭕‼️⭕🙏

  • @gelhabatiswain7676
    @gelhabatiswain7676 9 дней назад +8

    ବହୁତ ସୁନ୍ଦର ହୋଇଛି ଗୀତ ଜୟ ଜଗନ୍ନାଥ ଭାଇ ଭାଉଜ ସମସ୍ତ ପରିବାର ❤❤❤❤❤❤❤❤❤❤

  • @jyotirmayeetripathy6939
    @jyotirmayeetripathy6939 9 дней назад +9

    ବହୁତ୍ ସୁ୍ଦର ହେଇଚି 😊😊, ପ୍ରଭୁ କ ଦୟା ରୁ ଏମିତି ସବୁବେଳେ ଆଗ ଯାଅ, ଆହୁରି ସୁନ୍ଦର ସୁନ୍ଦର ଗୀତ କରି ଚଳ 🙏🙏🙏

  • @AnitaNayak-kd5zw
    @AnitaNayak-kd5zw 8 дней назад

    A song suniki mote puri jaiki prabhu nku dekhibaku ichha helani....satare tanka krupa apara

  • @CooL_SWAG_VICKEY
    @CooL_SWAG_VICKEY 3 дня назад

    I am from Delhi but I want to know Odiya language because I love odia language ❤