Lageide to Bhabara Dori | Manke | Priti Ranjan Pradhan (bekaria nuka) | New Odia Bhajan Video

Поделиться
HTML-код
  • Опубликовано: 5 июл 2024
  • MR CREATION PRESENTS...
    Song :- Lageide To Bhabara Dori
    Producer :- Raja Pattnayak
    A Music Video By :- Priti Ranjan Pradhan
    Staring :- Priti Ranjan,Puja,Shibani,Manke,Chandan,Kanhu,Jitu,Bulu
    Story & Direction :- Priti Ranjan Pradhan
    D.O.P :- Raja P
    Editing :- Raja P
    DI :- Chiku
    Lyrics : Kiran Nayak
    Music :- Priti Ranjan Pradhan
    Singer :- Dr. Chandan Gantayat
    Production Manager :- Srinu Badatya
    Key Board Programming arrange- Preetish & Chinmay
    Poster- Raja P
    Mixing & Mastered- Smruti Studio ( BBSR )
    Copyright - MR CREATION
    #rathyatraspecial
    #mankeviralvideo
    #pritiranjanpradhan
    #newodiavideosong
    #odiabhajan
    #jagannathbhajan
    #mankecomedy
    #bekarianukacomedy
    #annacomedy #hejaga
    #souravbharadwaj
    #SouravBharadwajSong
    #SouravBharadwajOdiaSong
    #SouravBharadwajOdiaBhajan
    #Mrcreation
    #jagannathbhajan
    #odiajagannathbhajan
    #jagannathpuri
    #jagannathlover
    #SoumyaRanjanBalOdiaSong
    #SoumyaRanjanBalOdiaBhajan
    #OdiaBhajan
    #OdiaBhajanDj
    #jagannathBhajanNew
    #jagannathtemple
    #jagannathstatus
    * ANTI-PIRACY WARNING *
    This Content is Copyright to MR CREATION. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
    2024.All copyrights reserved with MR CREATION.

Комментарии • 471

  • @Sumanta_100
    @Sumanta_100 21 день назад +75

    ଏମିତି ରେ ମୁଁ ଆରମ୍ଭରୁ ଆପଣଙ୍କର ବଡ଼ ପ୍ରଶସଙ୍କ ଓ ଫ୍ୟାନ, ମୁଁ ଜଣେ ସଂଗୀତ ର ଜଣେ ଛୋଟ ପୂଜାରୀ, ଗୀତ ନିଶ୍ଚିତରୂପେ ହିଟ ହେବ ଏଥିରେ ସନ୍ଦେହ ନାହିଁ, ଜୟ ଜଗନ୍ନାଥ, ମୋତେ ଟିକେ ରିପ୍ଲାଏ ଦେଲେ ମୁଁ ବହୁତ ଖୁସି hebi

  • @tanujkumarsahoo2437
    @tanujkumarsahoo2437 14 дней назад +11

    ସବୁ କିଛି ଠିକ୍ ଯେ ହେଲେ କାହାଣୀ ଟା କିଛି ବୁଝି ହେଲାନି ଗୀତ ସହିତ କାହାଣୀ ର ସଂଯୋଗ କଣ ଜାଣି ହେଉନି 😮

  • @Nakula-Jena
    @Nakula-Jena 21 день назад +8

    ଭଲ ହୋଇଛି ।ଗୀତ ଅଭିନୟ ଭଲ ଲାଗିଲା । କିନ୍ତୁ ଗୋଟିଏ କଥା ଖରାପ ଲାଗିଲା ସେଇଟା ହେଉଛି ଜଗନ୍ନାଥଙ୍କୁ ଆସନ ବା ଲୁଗା ନ ଦେଇ ବସାଇବା । ଏବଂ ଜଗନ୍ନାଥଙ୍କୁ ରଖିଲା ପରେ ଯଦି ମୁଣ୍ଡିଆ ମାରିଥାନ୍ତେ ଆଉ ଟିକିଏ ଭକ୍ତି ଭାବ ସୃଷ୍ଟି ହୋଇଥାନ୍ତା ।

  • @payalmusic355
    @payalmusic355 День назад +3

    ବୋହୁତ୍ ସୁନ୍ଦର୍ 👌 ♥️ ❤️ 💖 😍 ✨️ 👌 ♥️ ❤️ 💖 😍 ✨️ 👌 ♥️ ❤️ 💖 😍 ✨️ 👌 ♥️ ❤️ 💖 😍 ✨️ 👌 ♥️ ❤️ 💖 😍

  • @manjulatasahoo1179
    @manjulatasahoo1179 21 день назад +8

    ଆପଣଙ୍କୁ ଗୋଟିଏ ନୁଆ ଚରିତ୍ର ରେ ଦେଖି ଭଲ ଲାଗିଲା। ଗୀତ ଟି ମଧ୍ୟ ଶେଷ ସୁନ୍ଦର ହେଇଛି ଏବଂ ଆପଣ ସମସ୍ତଙ୍କ ଚରିତ୍ର ମଧ୍ୟ ମୋତେ ବହୁତ ଭଲ ଲାଗିଲା। ଜୟ ଜଗନ୍ନାଥ।

  • @BiswanathSethfilms1972
    @BiswanathSethfilms1972 21 день назад +3

    ବହୁତ ସୁନ୍ଦର, ଜୟ ଜଗନ୍ନାଥ 🙏

  • @rajendralaya4397
    @rajendralaya4397 14 часов назад +2

    Super 👍😍😍😍❤❤❤❤❤

  • @smrutiranjanmalik1095
    @smrutiranjanmalik1095 14 дней назад +1

    ବଢ଼ିଆ 👌👌👌

  • @swapnaranimallick6735
    @swapnaranimallick6735 19 часов назад +7

    ବହୁତ ସୁନ୍ଦର ହେଇଛି ଏ ଭିଡ଼ିଓ ଜୟ ଜଗନ୍ନାଥ🙏 ମାଙ୍କେ 👌👍❤❤❤

  • @lalatendunaik6284
    @lalatendunaik6284 День назад +1

    Wow very nice❤

  • @user-gk9or3hb8l
    @user-gk9or3hb8l 4 часа назад +2

    ଅତି ସୁନ୍ଦର ହେଇଛି।

  • @AshokMeher-cu5vo
    @AshokMeher-cu5vo 11 часов назад +1

    ବହୁତ ସୁନ୍ଦର ହେଇଛି ଜୟ ଜଗନ୍ନାଥ

  • @suramanisamala2106
    @suramanisamala2106 День назад +7

    ଭାବ ଭରା ଅଭିନୟ ତା ସଙ୍ଗେ ଅତି ସୁନ୍ଦର ଭାବରେ ଗାଇଛନ୍ତି ଗୀତି କାର ଭାଇ 🙏🙏ସମସ୍ତକୁ ବହୁତ୍ ବହୁତ୍ ଧନ୍ଯବାଦ୍ ଆପଣ ମାନେ ସମସ୍ତେ ମିଶି ଏମିତି ଏକ ସୁନ୍ଦର ଭାଜନ ଟି ବନିଇ ଥିବାକୁ ଆମେ ସଦା ସର୍ବଦା ଆପଣ ପାଖରେ ରୁଣି 🙏

  • @subhacreation.7552
    @subhacreation.7552 21 день назад +2

    ମହାପ୍ରଭୁ ଙ୍କ ଖୁବ ସୁନ୍ଦର ଗୀତ ସାଙ୍ଗକୁ ଆପଣଙ୍କ ଅଭିନୟ ଭି ବହୁତ ସୁନ୍ଦର ହୋଇଛି 🙏🏻🙏🏻❤️❤️Lv u manke ❤️❤️

  • @Chilun2004
    @Chilun2004 14 часов назад +2

    ଅତି ସୁନ୍ଦର ଅତି ଚମତ୍କାର ଅଭିନୟ ହୃଦୟରୁ love you ❤❤❤❤

  • @rajendradehury5125
    @rajendradehury5125 21 день назад +7

    ବହୁତ ସୁନ୍ଦର ଲାଗିଲା ହେଲେ ବେକାରିଆ ଅଙ୍କଲ ଧୋତି ପିନ୍ଧିବା କଥା 🙏👍

  • @anchalikakhabar6724
    @anchalikakhabar6724 21 день назад +4

    ମନଛୁଆଁ... ହୃଦୟସ୍ପର୍ଶୀ... ଭାବପୂର୍ଣ୍ଣ.... ନିଆରା.... ସମସ୍ତ ବିଭାଗ ଅତି ସୁନ୍ଦର ଓ ନିଖୁଣ... ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା... 💞

  • @theanimal3153
    @theanimal3153 21 день назад +4

    ଜୟ ଜଗନ୍ନାଥ 🙏🙏🙏 ଭଜନ ବହୁତ ଭଲ ହେଈଛି❤️❤️ଆପଣମାନଙ୍କ ଅଭିନୟ ଭଲ ହେଇଚି ❤️❤️❤️❤️❤️

  • @PinkiMeher-143
    @PinkiMeher-143 14 дней назад +2

    ବହୁତ ସୁନ୍ଦର ହେଇଚି ଗୀତ ଟି 👌👌👌ସତରେ wooooow🙏🙏🙏🙏jay jagannatha ⭕❗⭕

  • @shibuprashadbehera6544
    @shibuprashadbehera6544 9 часов назад +1

    ଜୟ ଜୟ ଜଗନ୍ନାଥ