Aage Aage Balia | Sricharan Mohanty | New Jagannath Bhajan | Odisha Bhajan Records
HTML-код
- Опубликовано: 18 окт 2024
- Odisha Bhajan Records Presents Aage Aage Balia, Sricharan Mohanty New Jagannath Bhajan ...
Song Credits:
✽ Song: Aage Aage Balia
✽ Singer: Sricharan Mohanty
✽ Music: Sagar Pradhan
✽ Lyrics: Puspak Parida
✽ Arranger: Anshu
✽ Making/Edit: Chiku
✽ Poster: RN Dash
✽ Recorded At: Smruti Studio, BBSR
✽ Mixing By: Smruti Ranjan
✽ Banner: Odisha Bhajan Records
✽ Producer: Shubhransu Nayak
✽ Music Label: Odisha Bhajan Records
#aageaagebalia #odiabhajan #odiajagannathbhajan #sricharanmohanty #odishabhajanrecords
Listen To The Song Now On:
JioSaavn:
Wynk:
Spotify:
Amazon Music:
Apple Music :
RUclips music:
Song Lyrics:
Aage Aage Balia Pachhe Pachhe Kalia
Majhire Haladi Munhi ...
Daka Die Dakhuka Danda Sara Bhakata
Ratha Gadhe Ghai Ghai...
Mane Mane Khoje Jaga Ene Tene Chahin
Asichi Ki Puribuli Gopa Radha Maain...
Mana Bhangijae Taku Na Pai...
Aage Aage Balia Pachhe Pachhe Kalia
Majhire Haladi Munhi ...
Daka Die Dakhuka Danda Sara Bhakata
Ratha Gadhe Ghai Ghai...
Kie Tane Ratha Daudi, Kie Die Luha Nigadi
Chaka Madi Nandi Ghosare, Sabu Dekhe Kala Kaudi
Mausi Maa Hata Gadha Podapitha Khai ...
Bada Khia Aau Tike Pare Maribare Hai ...
Raja Aaji Para Ta Pain...
Aage Aage Balia Pachhe Pachhe Kalia
Majhire Haladi Munhi ...
Daka Die Dakhuka Danda Sara Bhakata
Ratha Gadhe Ghai Ghai...
Haribola Hula Hulire, Bada Danda Aaji Uchule ...
Jhanja Mada Kara Talire, Jaga Aase Dhali Dhalire...
Kie Kahe Dekhitaku Bhaba Binodia
Kie Kahe Punitaku Paka Rasikia...
Rahijae Kie Taku Chahin...
Aage Aage Balia Pachhe Pachhe Kalia
Majhire Haladi Munhi ...
Daka Die Dakhuka Danda Sara Bhakata
Ratha Gadhe Ghai Ghai...
Subscribe Our Channel For More New Bhajan Songs...
Odia Bhajan | Ratha Jatra Odia Bhajan Jagannath | Odia Jagannath Bhajan | Odia Jagannath Song | Sricharan Mohanty Bhajan Hits | Sricharan Bhajan | Sricharan New Bhajan | Sricharan Mohanty Bhajan | Jagannath Bhajan | Jagannath New Bhajan | Odia New Bhajan | Odia New Bhajan 2024
Jay shree Jagannath ⭕‼️⭕🙏🙌❤️
Jayjagannaththakurbharash❤😂❤❤❤😂😂😂❤❤😂❤😂
Bhaiya jai jagannath is gaane ko hindi mai bhi please
Vijay Shri Jagannath😂❤
Jai jagannath Swami
Jay jagannat
ଏ ତେ ଦିନ ପରେ ଗୋଟେ ଭଜନ ପାଇଲି ମନକୁ ଶାନ୍ତି ଲାଗିଲା ପରି ସୁନ୍ଦର କଣ୍ଟ ଚରଣ ବାବୁ ତମଙ୍କୁ କୋଟିକୋଟି ଜୁହାର
ଶ୍ରୀ ଚରଣ ଙ୍କ ବିନା ଏ ଗୀତ ଅଧୁରା ❤
Ati sundar bhajan ❤❤❤
Just loved it
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏
ବହୁତ୍ ସୁନ୍ଦର ପ୍ରଭୁ ଜଗନ୍ନାଥଙ୍କ ଭଜନ ❤❤ ଜୟ ଜଗନ୍ନାଥ ❤
ଆଃ କି ସୁନ୍ଦର ଭଜନ ଟି ଆତ୍ମା ଶାନ୍ତି ଏମିତି ମୋ ଜଗା ର ଭଜନ ଶୁଣିକି।
ଜୟ ଜଗନ୍ନାଥ।
ଚମତ୍କାର ରଚନା ଏବଂ ସ୍ୱର ସଂଯୋଜନା ଜୟ ଜଗନ୍ନାଥ ଚରଣ ଭାଇ ବୋହୁତ ବୋହୁତ ଧନ୍ୟବାଦ୍
Super hit bhajan ❤ JAY SRIJAGANNATH SWAMI 🙏
Iv🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👌👌👌👌👌👌👌👌👌👌👌👌👌👌👌🫷👍👍👍👍👍👍👍👍👍
जय जगन्नाथ बहुत सुंदर लगा सुनकर ।। Best
ବହୁତ୍ ସୁନ୍ଦର୍ ହୋଇଛି ଭଜନ ଟି, mu,ମୋ ଝିଅ ବାର ବାର ଶୁଣୁଛୁ ,ମନ varuni❤ଜୟ ଜଗନ୍ନାଥ
ମୋ ପ୍ରାଣ ପ୍ରିୟ ଜଗା ମୋ ଧନ ମୋ ପ୍ରାଣ ନାଥ ଜଗନ୍ନାଥଙ୍କ ର ଆଜି ରଥଯାତ୍ରା ମୁଁ ଆଜି ବହୁତ୍ ଖୁସି 😊 ଏ ଭଜନ ଶୁଣି ଆଖିରେ ଲୁହ ଆସିଗଲା ବନ୍ଧୁ ଧନ୍ୟବାଦ୍ ଜଣାଉଛୁ ଆଜି ରଥଯାତ୍ରାରେ ଆପଣଂକ ସହ ଆପଣଙ୍କ ପରିବାରକୁ ଭଗବାନ ଘଣ୍ଟଘୋଡେ଼ଇ ରଖିଥାନ୍ତୁ କାଳିଆସାଆନ୍ତ.. ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ 🥺❤❤❤
❤❤❤❤❤
Jay jagannath ⭕‼️⭕
Jay Jagannath 🙏
କେଡେ ସୁନ୍ଦର ଭଜନ ଟିଏ ସତରେ ମୁଁ ଓଡ଼ିଆ ହୋଇଥବାରୁ ଗର୍ବିତ
ଜୟ ଜଗନ୍ନାଥ🙏🙏🙏🙏⭕‼️⭕
ଜୟ ଜୟ 🕉️ଜଗନ୍ନାଥ🪷ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🏻♥️🙇🏻♂️🪷🚩❤️
Jay Jagannath
❤❤❤❤❤❤❤ପ୍ରଭୁ ଜୟ ଜଗନ୍ନାଥ ପ୍ରଭୁ ଜୟ ଜୟ ଜୟ ❤❤❤❤❤❤❤
ବହୁତ ସୁନ୍ଦର
ଧନ୍ୟବାଦ ଶ୍ରୀଚରଣ ଭାଇ
ପ୍ରଭୁଙ୍କ କୃପା ସଦା ଆପଣଙ୍କ ଉପରେ ରହିଥାଉ l
ଜୟ ଜଗନ୍ନାଥ 🙏
କେତେ ସୁନ୍ଦର ଭଜନ ସତରେ ମନ ଓ ପ୍ରାଣ ପୁରା ଶାନ୍ତି ଲାଭ କଲା ଜୟ ଜଗନ୍ନାଥ 🙏🚩‼️⭕‼️⭕‼️
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଆତ୍ମା କୁ ଶାନ୍ତି ଲାଗିଲା ପରି ଭଜନ ଟିଏ... ସାର ଆପଣଙ୍କ ଭଏସ ବହୁତ୍ ସୁନ୍ଦର 🙏
I like you
❤❤❤❤❤❤
Bahut dina pare shree Jagannath Swami nka Bahut sundar bhajan tie sunili.. jabardast bhajan song....Jay Jagannath Swami 🙏🙏
ଗାୟକ ଙ୍କ କଣ୍ଠ ରେ ଆଉ ଏକ ହୃଦୟ କୁ ସ୍ପର୍ଶ କଳା ଭଳି ଭଜନ। ନିଆରା ପ୍ରୟାସ।ସମସ୍ତ ଙ୍କୁ ହୃଦୟ ରୁ ଧନ୍ୟବାଦ୍ ।
ବହୁତ ସୁନ୍ଦର ଭଜନ ଧନ୍ୟବାଦ ଶ୍ରୀଚରଣ ❤❤
ଜୟ ଜଗନ୍ନାଥ
ଆଗେ ଆଗେ ବଳିଆ ପଛେ ପଛେ କାଳିଆ ମଝିରେ ହଳଦୀ ମୁଁହି 🙏 ସୁନ୍ଦର ଭଜନ ଟିଏ
ପ୍ରଭୁ ଙ୍କର ଆଜି ପର୍ଯ୍ୟନ୍ତ ମୁଁ ଯେତେ ସବୁ ଭଜନ ଶୁଣିଛି । ସବୁଠୁ ଏ ଭଜନ ନିଆରା 😊 I
Right
100 % right bro....
Jay prabhu jagannath
ruclips.net/video/pvYuJHduKA4/видео.htmlsi=_9vefcNsKUZA6IYs
0:49 0:50 0:50
ଜୟ ଜଗନ୍ନାଥ ❤❤❤❤
ଏ ଗୀତ ଶୁଣ ଆନନ୍ଦ ମିଳୁଛି
ଇ ଗୀତ ଶ୍ରୀଚରଣ ହିଁ ଗାଇପାରିଥାନ୍ତି nice love sricharan alway
ମୁଁ ଗର୍ବିତ ଭାରତୀୟ ହୋଇ ଥିବା ରୁ ।
ମୁଁ ଗର୍ବିତ ଓଡ଼ିଆ ହୋଇ ଥିବା ରୁ ।
ମୁଁ ଗର୍ବିତ ହିନ୍ଦୁ ହୋଇ ଥିବା ରୁ ।
Jai jagannath mahaprabhu ❤❤❤🙏🙏🥰
4:06 4:06 4:06 4:06 4:06 4:06
@@santanudas6948 matlab?
Mu garbita boudh hei thiba ru😂
ଗର୍ବ ଭାରି ଖରାପ୍ ଯିନିଷ ଭାଇ 😂
😊😊😊😊@@AhalyaMohapatra-m9m
ସମସ୍ତ ମାନଙ୍କୁ ବହୁତ ବହୁତ୍ ଧନ୍ୟବାଦ୍ କାରଣ ସମସ୍ତେ ଓଡ଼ିଆ ରେ କମେଣ୍ଟ ଦେଇଥିବାରୁ 🙏🙏🙏 #ଓଡ଼ିଆ ହେଇ ମୁଁ ଗର୍ବିତ 🚩 ଜୟ ଜଗନ୍ନାଥ
ଆମ ମହାପ୍ରଭୁ ଜଗନ୍ନାଥ 🙏 ଙ୍କ ପାଇଁ ଆମେ ଗର୍ବିତ ଗୀତ ତୋ ଖୁବ୍ ସୁନ୍ଦର ହୋଇଛି ଏମିତି ଆଗ କୁ ଆଗ ନୂଆ ଗୀତ ଆନ ❤❤
ଏହି ଗୀତ ବହୁତ ଭଲ ଲାଗୁଛି ମୁଁ ଆଜି 10 ଥର ଶୁଣିଲି
Jai Jagannath 🙏
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା,ଜୟ ଜଗନ୍ନାଥ🙏⭕️❗️⭕️🙏
I am from Lucknow up but i love Odisha
jay Jagannath
ବଳଭଦ୍ର ମହାରାଜ କି ଜୟ ❤ ଜୟ ମାତା ସୁଭଦ୍ରା ❤ଜୟ ଜଗନ୍ନାଥ ସ୍ଵାମୀ କି ଜୟ ❤ଜୟ ମାତା ଲକ୍ଷ୍ମୀ❤ଜୟ ଶ୍ରୀ ଗଣେଷ 🕉️❤🙏🏽🚩🚩🚩
❤❤😮😮
Ati sundar❤❤
😮Jay shree Jagannath ❤❤❤❤
ମୋ ପ୍ରଭୁ ଜଗା 🙏🙏... ଜୟ ଜଗନ୍ନାଥ
ଯେତେ ଥର ଶୁଣିଲେ ଭି ପୁଣି ଶୁଣିବାକୁ ଇଚ୍ଛା ହେଉଛି...ମୋ କାଳିଆ ସତରେ କେତେ ସୁନ୍ଦର ....
Jai jaganath😊❤❤❤❤❤😊
ଜୟ ଜଗନ୍ନାଥ 🙏🏻🙏🏻🙏🏻, ବହୁତ ସୁନ୍ଦର ଜଗନ୍ନାଥ ଭଜନ💐💐💐 🚩🚩🚩
Tu kn karuchu
Jay Jagannath swami nayana patha gami mora eita favorite song
Jay shree jagannath
Jai jagannath 🙏 ✨️
ଜୟ ଜଗନ୍ନାଥ
Love From Kalahandi ❤️⭕‼️⭕🙏
Sandar song Ratha Yatra special
Mana kini nauchi jay Jagannath 🙏🙏🙏🙏
ସବୁ ସେଇ ଜଗା ର ଲୀଳା ❤❤❤
କେତେବେଳେ ସରି ଯାଉଛି ଜାଣି ହଉନି। ଲାଗୁଛି ଆଗକୁ ବି ଭାବିନୋଦିଆକୁ ଗୀତ ମାଧ୍ୟମରେ ଏମିତି ଶୁଣୁଥାନ୍ତି କି।❤
❤यदचतछणत
ଜୟ ଜଗନ୍ନାଥ ❤ ❤🎉
ଅତି ସୁନ୍ଦର ଗୀତ 🎉🎉
Jai Jagannath🙏🚩
Jay sri jaganaath 🙏🙏🙏
Bhai Mane bhuni mane satare mu bahut thara Gita ta sunili bahut badhia lagila pura mana kana heijauchi suniki plz ame samaste misiki million Kariba ok
Super Goda song❤
ଲେଖା ଅତି ସୁନ୍ଦର...❤ ଆଉ ଶ୍ରୀ ଚରଣ ଭାଈ ଆପଣଙ୍କ କଣ୍ଠ ରୁ ଗୀତଟି ବହୁତ୍ ଭଲ ଲାଗୁଛି...❤
Jay Jagannath
Jayshreejagannath
ଅତି ସୁନ୍ଦର ଜୟ ଜଗନ୍ନାଥ 🙏🙏🙏
Jaganath mote bhala batere nea jay jaganath ❤❤❤❤
ଅତି ସୁନ୍ଦର ଭଜନ ଟିଏ 😊❤🙏🙏🥰🥰
ଜୟ ଶ୍ରୀ ଜଗନ୍ନାଥ 😊
Bahut sundar vajan... Aau sunile laguchi Kalia samna re basichhi ....
ବହୁତ ସୁନ୍ଦର 🙏ଜୟ ଜଗନ୍ନାଥ⭕❗⭕
I'm rajasthani muslim believe in sufism...didn't understand the bhajan...but I loved it❤
Mana pura santi Jay jagannath ⭕❗⭕
Ohh kede Sundar laguchi Bhajan mana chui gala bhagwan Jagannath tama kanthare emiti bije heithantu au ratha Yatra lagi ade Sundar gita bolithibaru bahut bahut dhanyabad
Very beautiful bhajan, ଜୟ ଜଗନ୍ନାଥ
କେତେ ସୁନ୍ଦର ଏହି ଗୀତ ଏତେ ସୁନ୍ଦର ❤❤❤🛕🛕🛕👌ଜୟ ଜଗନାଥ❤
❤❤❤ the evergreen singer of Bhajans, Sricharan Mohanty🎉🎉
Love from chhattisgarh ❤❤❤❤ and i am भारतीय ❤
Bahut sundar geeta
Bahut sunder sunile mind pura relax i love this song
Best Bhajan for Jagannath ⭕‼️⭕🙏🙏
କି ସୁନ୍ଦର ଗୀତ ଖୁବ୍ ସୁନ୍ଦର ମନୋଲୋଭା ଗୀତ ଶ୍ରୀଚରଣ ଭାଇ❤ଜୟ ଜଗନ୍ନାଥ
Best of the best with fantastic music🎉🎉🎉🎉❤❤❤Jay Jagannath ❤❤
ଜୟ ଜଗନ୍ନାଥ ସ୍ବାମୀ ନୟନଃ ପଥଗାମୀ ଭବତୁ ମେ
ଆତ୍ମା ଆଉ ପରମାତ୍ମା ର ମିଳନ ର ମାଧ୍ୟମ ଏହି ସଂଗୀତ ❤
Bhall❤😊😊🎉🎉😮😮😮😮
@@Bnmantup😊 please 😊😊wp😊😊lw
A song suni ki ki aanand laguci..wow... Jay Jagannath.dura re Thai aeithi karuci dandabata
अति सुन्दर प्रस्तुति और सरंचना । जय जगन्नाथ।
Bahut sundar bhajan barambara suni baku ichha heuchhi jai jagannath 🙏🙏🙏🙏🙏🙏
Bahut mast bhajan hai dil ko chhu gya ❤❤❤🎉🎉🎉
କେତେ ସୁନ୍ଦର୍ ହେଇଚି ଗୀତ 🎉 Bhadia ଜୟ ଜଗନ୍ନାଥ
jay jagannath
ଝିପି ଝିପି ମେଘରେ
ଆସିଛି ମୁଁପୁରୀରେ
ରଥଯାତ୍ରା ଦେଖିବା ପାଇଁ ⭕❗⭕
😊
ଏ ଗୀତ ଶୁଣି ଆନନ୍ଦ ମିଳୁଛି ❤❤❤
Same ❤❤jaga 🥰
❤
Sata
❤
Jay Jagannath
No more words Jai jagannath ❤🙏
jay Jagannath ❤❤❤❤❤
ଏମିତି ଆହୁରି ବଢ଼ିଆ ବଢିଆ ଗୀତ ଗୀତ ପୋଷ୍ଟ କରନ୍ତୁ।❤❤❤🙏⭕❗⭕🙏
Bahut Dina pare sundar Bhajan te asilaa❤❤❤
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା
Beautiful song
କେତେ ସୁନ୍ଦର୍ ଭଜନ ଟିଏ ସତରେ ଆତ୍ମା ପୁରା ଶାନ୍ତି ମୋ ପ୍ରଭୁ ଜଗନ୍ନାଥ ଜୟ 🙏🙏🙏⭕‼️⭕
Jay Jagannath
Mu
❤❤❤❤❤❤❤
Yes
ଏଇଟା ସତ ଜେ ଭଲ ଲାଗୁଛି, କେବଳ କାନକୁ, କିନ୍ତୁ ଏଥିରେ ନୂତନତ୍ବ କିଛି ରହିଲାନି, music copy Kari Emiti Gita mb କେତେ କିଏ କରିବେ, ଏଇଟା ଓଡ଼ିଆ। ଆଧୁନିକ ଝିପି ଝିପି ବର୍ଷାରେ Song Sir
Bhutu sudara bhajan ❤jay🙏jagannath ⭕‼️⭕
ଜୟ ଜଗନ୍ନାଥ ମହାପ୍ରଭୁ 💝🙏🏻🌺💝😌🕉️
Jay jaganaath 🙏🙏🙏🙏🙏🙏
Mana pura nachi uthuchi Jay Jagannath 🙏
JAI PRABHU BALABHADRA
JAI PRABHU KALIA
JAI MATA SUBHADRA
JAI MATA BISHNUPRIYA
🙏🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏
Jay Shree Jagannath 🙏🙏🙏🙏🙏🙏🙏
Master piece
ମୋ ପ୍ରଭୁ ‼️
ହେ ଜଗା କର ନାହିଁ ମୋତେ ହତଭାଗା....🙏 ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ❤🙏🏼❤️