କାରଣ କ'ଣ ଆସିଲାନି ସୁଭଦ୍ରା ଟଙ୍କା କହିଦେଲେ ଉପମୁଖ୍ୟ ମନ୍ତ୍ରୀ ! ଭଲରେ ବୁଝନ୍ତୁ ଆସିବ ଟଙ୍କା ।
HTML-код
- Опубликовано: 5 фев 2025
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Odisha Bhaskar Online Presence:
linktr.ee/Odis...
RUclips - www.youtube.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ସୁଭଦ୍ରା ଟଙ୍କା ନମିଲିଥିବା ମହିଳାଙ୍କୁ ଯଦି ଘରେ ଦେଲେ , ଅଧିକ ଲୋକପ୍ରିୟତା ବଢିବ l
ଆମ ଘରେ 3 ଜଣ ସ୍ତ୍ରୀ ଲୋକ ଅଛନ୍ତି କିନ୍ତୁ କେହି ଜଣେ ବି ଏପର୍ଯ୍ୟନ୍ତ ଟଙ୍କା ପାଇ ନାହାନ୍ତି
Same
Amra ghrae 4 Jana ame kehi painu
Same aamar bi mili ni
Moro bi asini
Ama ghare b 4 ame b painu
ଆମକୁ ମିଳିଲା ନାହିଁ ସୁଭଦ୍ରା ଟଙ୍କା ,
ମେସେଜ୍ ଚେକ୍ କରି କରି ମୁହଁ ହେଲାଣି ବଙ୍କା ..😏
ଯିଏ ପାଇଲେ ତାଙ୍କ ଆକାଉଣ୍ଟ୍ ଫୁଲ୍
ହେଲେ ଆମର ଫାଙ୍କା😫
ରାଗରେ ମନ ହେଉଛି
ଚୋବେଇବାକୁ କେଜିଏ ଲଙ୍କା...😡😡
Thike 😂😂
😂😂
@@ambikaprasadbadajena7126 ye shayari ta pravati ku dm kara 😅😅 ta miliba
😂😂😂😂😂
😂😂😂😂😂😂😂
ଗୋଟେ ଡ୍ରାମା ଚାଲିଛି ଆଉ
Aita soto bhai bohut drama
Na doba jodi Monakaridio gota pala chilouchanti Baloa milibo 😤😡😡😡😡😡😡😡
Next CM change kara all odisha lokamane ..
Kahinki magana milini boli...khatunu khaibu..magana khaibaku aneichu kahinki
Right
Ok arathara chanje
Ok
Right
ବାଳ ମିଳିବ ଏଇଟା କେବଳ କୁଜି ନେତା ମାନଙ୍କ ସମ୍ପର୍କୀୟ ପାଇବେ
ବାଳ ସବୁ ଠିକ୍ ଅଛି ହେଲ ରାସନ୍ କାର୍ଡ ରେ ନା ନାହିଁ ବୋଲି ମିଳିଲାନି
Bhai ration card re jahara name nahi bi asichi
Jahara achhi bi aasini😂😂@@SaumyaRanjan-u5c
@@stylesrjsatya7667 example -mo wife ra asichi kali
Right kahilo
@@SaumyaRanjan-u5ckhain amar to asini kan taa hele
ମୁଁ ଜଣେ ସାଧାରଣ ଚାଷୀ ଅଟେ । କିନ୍ତୁ ସୁଭଦ୍ରା ଟଙ୍କା ମିଳି ନାହିଁ ।
2029 ରେ କଂଗ୍ରେସ ସରକାର
Bikiba odisha ku congress 😂
@@Patnaik_G.bau bjp kn karuchi ki biki r sarichi khani au baki achhi airport bikiba
ମହାଜନ ଲୋକ କେ ଦେଇ ଶ ଗରିବ ଲୋକ କାଣା କରବା ବିଜେପି damage ହେଲନ next election re🥰 ନାହି ଅଛ ନ
ଏବେ ଆମେ ଦେଖୁଛୁ ପଇସା ନ ଆସିଲେ, 2029 ରେ ତମେ ଦେଖିବ
Thik kahila bhai 🤣
Jete sabu badaloka manaka pain jojana gariba mane khali daudi daudi maribe😢
Right
Right bro
Right sister
Right sistar❤❤❤
ସିଧା ସିଧା କହୁନ ପଇସା ଆଉ ନାହିଁ ବୋଲି
ଆଉ ୨' ୪ ଜଣଙ୍କୁ ରେଡ କଲେ gst ପଇସା କିଛି ଆସିଲେ ଦେବୁ
Only Bjp sarkar 🗿🚩🗿 Jay Shree Ram 🙏🚩🗿
ସତ କଥା😂😂😂
Nirat sata.
କେତେଦିନ ଆଉ ଭୁଆଁ ବୁଲାଇବେ ମହିଳାଙ୍କୁ ଏ ସରକାର ହେଉଛି ମିଛ ସରକାର ଗୋଟେ ପରେ ଗୋଟେ ମିଛ କହି ଚାଲିଛି
ଯେମିତି ଦିନ ଯାଉଛି ସେମିତି ସେତିକି ନୂଆ ନୂଆ କଥା ବାହାର କରୁଛନ୍ତି ଏ ମିତି କରନ୍ତୁ ହାତକୁ ହାତକୁ ଦିଅନ୍ତୁ
କେବେ ମିଳିବ ଶୁଭଦ୍ର ଟଙ୍କା ଶାମସ୍ତଙ୍କୁ ମିଳିଲା ଅମୁକୁ କଣପାଁଇ ମେଳିଲା ନାହିଁ 🙏
ତମେ ସବୁ ପ୍ରହସନ କରୁଛ ସୁଭଦ୍ରା ଯୋଜନା ନାମରେ 😂😂😂
Jadi prahasan den tame kn pai dekhucha ki na kn pai apply karucha
@@rjrani1606 not yet applied for that so called Subhadra Yojana,
ଆମର ସବୁ ଠିକ ଥାଇ ମଧ୍ୟ ଆସିନି କାହିଁକି ଆମେ କଣ ଯୋଗ୍ୟ ନୁହଁ କି ଏମିତି କଲେ ଆଉ ଗୋଟେ ବି ଭୋଟ ମିଳିବନି
2029 କଂଗ୍ରେସ 👍👍👍
ଜୟ ଜଗନ୍ନାଥ ଜୟ ମା ଶୁଭଦ୍ରା 🙏🌹🌹🙏
Madam bohut bada bhul karuchanti apna mane..joumane Fast apply karichnti semankra aga clrar ksriba katha Money Send..step vy stap apply date hidab re Paisa send Kariba katha but wrong way to subhadra Yojana money transfer process
ଟଙ୍କା 5000 ହଜାର ପାଇଁ 1 କୋଟି ମହିଳା
ତା ହେଲେ ଯଦି ପୁରୁଷ ମାନେ ହେବେ ସେ ବି 1 କୋଟି ରୁ ବେଶି
ତା ମାନେ ଓଡ଼ିଶାରୁ 4.5 କୋଟି ରୁ କେତେ ବେକାରୀ କେତେ ବକରା ସବୁ ଅଛନ୍ତି ଏଥିରୁ ଅନୁମେୟ😂😂
Right
100% right
Mu agust 9re abedan karithili mora kanki asini mora sabu dvt like achi
Sir ଆମେ ଗରିବ ଲୋକ କିନ୍ତୋ ଆମକୁ ମିଳିନି ଆମେ ଖଟିଲେ ଖାଇବା ଯାହାର ସବୋଅଛି ତାକୋ ମିଳୁଛି 😢 ଆମେ bjp କୁ ଜିତେଇଲୋ ଗରିବ କୁ ସାହା ହେବା ପାଇଁ କନ୍ ଏଇଦିନ ଦେଖିବା ପାଇଁ ଆମକୁ answer ଦରକାର କୋହନ୍ତୋ 😢
That is game boss
ଏମାନେ ମିଛୁଆ ସରକାର ଆଉ ଜିତିବନୀ ତ କେବେ ଭି ଜିତି ବନି ନବୀନ ଓଡ଼ିଶାରେ
ରାସନ କାର୍ଡ ନ ଥିଲେ ଟଙ୍କା ମିଳିବନି କହ
Ration card re jou mananka name nahin sei manka ra hin asu nahin
Thanku bhai
₹1/ ଟଙ୍କା ମେସେଜ 17 ସେପ୍ଟେମ୍ବର 2024 ରେ ଆସିଥିଲେ ମଧ୍ୟ 9 ଅକ୍ଟୋବର 2024 ସୁଦ୍ଧା ବାକି ₹4999/ଟଙ୍କା ଆକାଉଣ୍ଟ କୁ ଆସି ନାହିଁ ଆଜ୍ଞା ତାର କାରଣ କଣ ହୋଇ ପାରେ
Au Bala miliba
Mor to Milani sabu micho he
Michua sarkar
ଆବେଦନ ପୂର୍ବରୁ ଜଣାଇ ଦେବା ଉଚିତ ଯେ npci ବିଷୟରେ ଆଉ ଏବେ କହୁଛ npci ପରେ ପୁଣି କହିବ ଆଉ ଅନ୍ୟ କଉଠି ଭୁଲ ଥିବ ଏଇଟା ତ ରାଜନୀତିର ତରିକା ନା ଆଉ କଣ?
Date 4/9/24 re apply karithili aji ja a Mililanahi mana echa tanka deuchanti nua sarakar ame gadhi bhulu kalu 🙏🙏
Amara bi 4 ସେପ୍ଟେମ୍ବର re apply ହୋଇଥିଲା ହେଲେ ଆଜି ଆସିଲା ନାହିଁ
@@prakashmanahira2794rasana card jadi achi tanka miluchi nathile miluni
Vote nele beloku ta ei sobu pala kori ni thile.....amor Naveen Babu bohut bhala thile .....bjp gariba lokonko sahita kheluchi
Bjp zero
ଓଡ଼ିଶା ରେ କଣ ୧କୋଟି ମହିଳା ଅଛନ୍ତି? ଯଦି ଅଧିକ ଅଛନ୍ତି ତାହାହେଲେ କେବଳ ୧କୋଟି ଙ୍କୁ ହିଁ କାହିଁ କି ସମସ୍ତ ଙ୍କୁ କାହିଁକି ନୁହେଁ???
Jay. Hoo. Congres
ଆସିଲାରେ🎉🎉🎉🎉
Many Many Thanks
ତାଂକ ଜିବନ ରେ ସିଏ କାହାକୁ ସାହାଯ୍ୟ କରିଚନ୍ତି ନା କାହା ଦୁଆରକୁ ଜାଇଚନ୍ତି କେମିତି ଉପମୁଖ୍ୟମନ୍ତ୍ରି କେମିତି ହେଲା ସେଇଦିନ ଠୁ ସୁଭଦ୍ରା ଛଡ଼ା ଆଉ କିଛି କହୁଚନ୍ତୀ ବହୁତ୍ ଲୋକ ଆଜିବି ଅଛନ୍ତି ଖାଇବାକୁ ପାଉନାହାନ୍ତି ଖାଲି ଟଙ୍କା ଦେଇ ସବୁ ରାସନ୍ ଜିନିଷ ରେଟ୍ ବଡୁଚି ଗରିବ ଲୋକମାନେ କଣ ଖାଇବେ କେଵେ ଚିନ୍ତା କରିଚନ୍ତି
Next କଂଗ୍ରେସ
🙏🙏mor🥀na🙏🙏
ସଵୁ ଠିକ୍ ଅଛି ହେଲେ ସୁଭଦ୍ରା ଟଙ୍କା ଆସିନାହିଁ କାହିଁକି
Mana echha sabu karucha
ଯାହାର ରାସନ କାର୍ଡ ନାହିଁ ସେମାନଙ୍କର ପଇସା ଆସୁନାହିଁ କାହିଁକି
ଜନସେବା କୁ ଅଧିକାର ଦେଇଛି ତ ସରକାର. ତେବେ କାଇଁ ଜନ ସେବା କରୁ ନାହାନ୍ତି
ଆମ ଘରେ 4 ଜେଣ ଲୋକ କିନ୍ତୁ ଆମେ ଏପଯ୍ୟନ୍ତ କେଇ ଜେଣବି ପାଇନୁ😂😂😂😂
Right.kahila.
ଆମ ଘରେ ୫ ମହିଳା ମାନଙ୍କୁ ମିଳିନାହିଁ ମିଳିବ ବ କି ନାହିଁ ସଦେୟ ହେଲାଣି ଆଉ କେବେ ମିଳିବ
ଯନ ସେବାରେ ଆମେ ଦେଖିଲୁ ସବୁ ଠିକ୍ ଅଛି ହେଲେ ଆଶି ଲାନି
ଆମକୁ ମିଳିନି ଟଙ୍କା 😂😂😂😂😂😂
bina otp re apply kariba paae 13 .10.24 pargyant thila jaumane 13 bitare pakaechanti 2nd phase re praya mahilankara asini
ଯଦି ଦେଇ ପାରିବେନି ମଣିଷକୁ ଏମିତି ହନ୍ତସନ୍ତ କରନି
Mora asilani 😢😢😢😢
Balo sarkar
ଆମକୁ ଆରମ୍ବରୁ ମିଳିନାହିଁ ସୁବାଦ୍ରା ଟଙ୍କା
JayJagannathPrvu
ସରକାରୀ ଚାକରିଆ ମାନଙ୍କ ପତ୍ନୀ ମାନଙ୍କୁ ମଧ୍ୟ ମିଲୁଛିକି
ନାଇଁ ମୁଁ ରଙ୍ଗ ମିସ୍ତ୍ରୀ ହେଵୀ... ଡାରତ ମାତା କି ଜୟ ଲେଖିବି.... ଆଉ ପାଲା ଗାୟକ ଭଲି ଦିନ କୁ 10 ହଳ ଡ୍ରେସ ଚେଞ୍ଜ କରି ଓଡ଼ିଆ knu ଲୁଟିଵୀ... ଗୁଜୁରାଟୀ ଭାଡୁଆ ଆଉ ଝାଡ଼ଖଣ୍ଡି ଭାଡୁଆ ଙ୍କ ସାଙ୍ଗରେ ହାତ ମିଳେଇ ଓଡିଶା କୁ ଋଣ କରି କରି 5 ବର୍ଷ ରେ କାଙ୍ଗାଳ କରି ଓଡ଼ିଆ ଲୋକ knu. ଲୁଟିବି .. ଗୁଜୁରାଟ ପାଖରେ କ୍ରୀତଦାସ ସଜେଇବି ଓଡ଼ିଆ knu.... ଆଉ ଓଡିଶା କୁ ଖୋଳ କରି ସାରିବା ପରେ ଶେଷ ରେ ଲେଖିବି ଉତ୍କଳ ବନ୍ଦେ ଜନନୀ 😀😀😀😀😀😀😀
ସାର ରାସନ କାଡ ନଥିଲେ ଆସୁନାହି ସଭଦା ଟକାଂ
ଆରେ ମଗିହା news ବାଲା ଜନସେବା କେନ୍ଦ୍ର ରେ ପେଳ ମିଳିବ।
ଆମର ସବୁ ଠିକ୍ ଥାଇ ଆମର ଆସି ଲାନି ସୁଭଦ୍ରା ଟଙ୍କା କାହିଁକି
ଜନ ସେବା କେନ୍ଦ୍ରରେ ବାଳ ଟା ଚେକ ହବ। କିଛି ତ Option ନାହିଁ। ଖାଲି Toll Free ନମ୍ବର ଦେଇଛନ୍ତି ଯେ ପ୍ରାୟ ସବୁବେଳେ ସେଟା ବିଜି ଦେଖାଉଚି ଏବେ।
Right
Good morning 🌄🌄🌄🌄
ଗରିବ ଲୋକଙ୍କୁ ଦେଇ ନିସୁଭଦୋରାପଇସା,ସବୁଟକ,ଧନିଳୋପାଇଳେ,ଆମେନାଇ
ଆମକୁ ମିଲିନ, ସବୁ ମାୟାରେ ବାୟା ମୋର ସବୁ ଠିକ ଠାକ୍ ଅଛି ତଥାପି ମୋର ଭରସା ନାହିଁ, ମୋ ପାଇଁ ମିଛ ପ୍ରତିଶ୍ରୁତି
ଆମକୁ ବି ସୁଭଦ୍ରା ଟଙ୍କା ମିଳିଲା ନାହିଁ, ଅଯଥା ରେ ଭିଡିଓ କରି ଲୋକଙ୍କୁ କିଛି ବି କୁହନ୍ତୁ ନାହିଁ,next time re vote ମାଗିବାକୁ କିଏ ଆସୁଛି ଦେଖିବା
ଗରିବ ମାନଙ୍କୁ ମେଲୁନି ଧନୀ ଲୁଙ୍କକୁ ମେଲୁଚି ମି ମମ୍ ମୁ bjp
ଆମ ଘର ଦୁଇ ଜଣ ପାଇଁ ନାହୁଁ ଶୁଭଦ୍ରା ଟଙ୍କା
Kaliya jojhona amo ghare jhono ku bee melila nhi but 3 months subhodra jojhana 60% melili ghola❤
ଆମକୁ ମଧ୍ୟ ଶୁଭଦ୍ରା ଟଙ୍କା ଆସିନନି
🎉🎉🎉🎉
Sabu michha Pravati mam
Mu September 11 re apply kariki b aasuni aau se madam kete michha kahibe odisha bhasinku
Bina OTP and Bina pinger kemiti heba
ସବୁ ନାଟକ
Athi samastankara asila Amara asilani😭😭😭😭😭😭😭
ଆ ସିଛି😂😢😮
ଆସିନି
ଆଉ ମିଳୁଥିଲା ଶୁଭଦରା ଟଙ୍କା ଛି
ଛାଡି ଥିଲେ ସିନା ମିଳିବ ଟଙ୍କା
Asiba kintu keba asiba
Ration card ନାହିଁ ତ ସୁଭଦ୍ରା ନାହିଁ
Bala asiba
Debeni boli mana kaleni emiti kariba kn darkar khali besta huani besta huani emiti kuha
ପାଇବା ଲୋକ ପାଉନାହାନ୍ତି ନପାଗବାଲୋକପାଉଚନ୍ତଗ
Janaseba kendra kahuchanti tanka ଆମକୁ ଆମର ପ୍ରାପ୍ୟ ପାଇନୁ ସୁଭଦ୍ରା check କରୁନାହାନ୍ତି
11/09/2024 apply kalu document ok achi tathapi asinahi au kebe daba rakha tama tanka
Bina ration card, bina otp 10,11,12,13 apply karithiba loka mana nkara Subhadra tanka asiba nahi😢
ରାସନ କାର୍ଡ଼ ତ ଓପେନ ହେଉନି ବାଳ ଯୋଜନା
Next vote bjp ku nahi
Mera bi a si nahi sir
Madam ଆଉ ଡ୍ରାମା କରନି ଲୋକ ଥକି ଗଲେଣି. ଲୋକଙ୍କ କଷ୍ଟ ଆପଣ ବୁଝି ପାରିବେନି
1st kisti asini 2nd kisti bi asila nahin😢
ଜନ ସେବା କେନ୍ଦ୍ର ରେ ଅପସନ ନାହିଁ କହୁଛୁ
OTP ମୁଳରୁ ନାହିଁ e kyc ନେଇ successful ହେଇଚି । ଏମିତି 2 lak ଲୋକକଂ ପଇସା ରଖିଦେଲ । ଯଦି ତୁମ ପାଖରେ ବାଳ ନାହିଁ 😂 କାହିକି ନକଲି ବାଳ ଦେଖଉ ଥିଲ
ଜଏଣ୍ଟ ଆକାଉଣ୍ଟରେ ସୁଭଦ୍ରା ଟଙ୍କା, ସରକାର କିପରି ଏତେ ବଡ଼ ଭୁଲ କଲେ ?????
ମୋର ବି ସୁଭଦ୍ରା ଟଙ୍କା ଆସିନାହିଁ.
ଆମକୁ ମିଳିଲା ନାହିଁ ସୁଭଦ୍ରା ପଇସା କାହିଁକି କଣ ପାଇଁ କହୁ
Cm change kara
Very bad government
Madam amo OTP asila kintu Subhadra tanka milini aau kn koriba pai podhibo. Aau aadhar seading or DBT bi thik achi hele bi asini