VK Pandian Gets Angry By Seeing Paan And Tobacco Stains In Walls Of Srimandir

Поделиться
HTML-код
  • Опубликовано: 20 сен 2024
  • For the latest Odisha News Follow us:
    Visit: kanaknews.com/
    RUclips: / kanaktvonline
    Twitter: / kanak_news
    Facebook: / kanaknews
    Playlists-
    Big Debate- • Big Debate: Grounded A...
    One to One- / watch
    v=OvDWzu1jCco&list=PLAfchLMlcCeUPb0xj4SZtmDbVvP0iF-14
    Loka Nakali Katha Asali: • Loka Nakali Katha Asal...
    Manoranjan Mishra Live: • Manoranjan Mishra Live...

Комментарии • 612

  • @bjena34
    @bjena34 4 года назад +50

    ମୁଁ ପିଲା ଦିନୁ ଦେଖି ଆସୁଛି ସାରେ ସେ ସେବାୟତ ପଣ୍ଡା ମନେ ହିଁ ମନ୍ଦିର ଚାରିପଟେ ଛେପ ପକାଉଛନ୍ତି।

  • @amarendrabehera1302
    @amarendrabehera1302 4 года назад +70

    ମୁଁ ଜାନୁୟାରୀ 12 ତାରିଖ ପୁରୀ ଯାଇଥିଲି. 5ଟଙ୍କା ଟିକେଟ କାଟି ରୋଷଘର ଦର୍ଶନ ମଧ୍ୟ କରିଥିଲି. ଏବଂ ସେଠି ଦେଖିଲି ପଣ୍ଡାମାନେ ଲୁଡୁ ଖେଳୁଥିଲେ ଏବଂ କାନ୍ଥରେ ମେଞ୍ଚା ମେଞ୍ଚା ପାନ ଛେପ ପଡିଥିଲା ଏବଂ ସେଇ ପାନ ଛେପ ପଣ୍ଡା ମାନେ ପକାଉ ଥିବାର ମୁଁ ଦେଖିଛି.

    • @manujmanuj1163
      @manujmanuj1163 4 года назад

      Ethire nua kan

    • @c.k.p7605
      @c.k.p7605 4 года назад +1

      ପୁରୀ ମନ୍ଦିର ର ରେ ସବୁ ସେବାୟତ ପଣ୍ଡା ନୁହଁ ।ଖାଲି ପଣ୍ଡା ମାନଙ୍କୁ criticize କରିବେ

    • @jayramkalu839
      @jayramkalu839 4 года назад +2

      @@manujmanuj1163 athiree nuaa kichhi naanhi booli..
      Aama hindu dharma ra ishta
      Aau aama sanskriti ku paan chhepa re poti dabaa..
      Khyamaa karibee bhai.. Aitaa kana aama swabhab

    • @manujmanuj1163
      @manujmanuj1163 4 года назад

      @@jayramkalu839 sir same ehi katha ko puri mandir re panda nd sevayata nko tharote kahibe ta pare tume setho chaliki asi paribani thik bujhi pari mu comment re replie debe mon thik na apana thik 😆😆😆

    • @debasishdas3716
      @debasishdas3716 4 года назад

      Munda kharap achi apnka treatment krantu kichi v hele panda...tame jadi ete smaja pania achi tebe jantu jouthi durnti hauchi sura uthantu ...kichi kama nai hote post kari na naba ku asuchnti..panda sevayat ku kahi ki..munda dosha achi apnka.

  • @aksanshkrutiodisha6693
    @aksanshkrutiodisha6693 4 года назад +111

    ଶ୍ରୀ ମନ୍ଦିର ଭିତରେ ପାନ ଛେପ ପକାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ସମସ୍ତ ସେବାୟତ ମାନଙ୍କ ପ୍ରତି କତୃପକ୍ଷ ନଜର ରଖିବାକୁ ମୋର ଅନୁରୋଧ 🙏🙏🙏🙏🙏
    ଜୟ ଜଗନ୍ନାଥ

  • @beingodia1227
    @beingodia1227 4 года назад +64

    ଆଗ ସେବାୟତ ମାନଙ୍କୁ ସାବାଡ କର ସବୁ ଆପେ ଆପେ ଠିକ୍ ହେଇଯିବ ଧନ୍ୟବାଦ ପାଣ୍ଡିଆନ୍ ବାବୁ

  • @arunmusicpresents6796
    @arunmusicpresents6796 4 года назад +169

    ମୁ ନିଜେ ଦେଖିଛି ସେବାୟତ ମାନେ ଛେପ ପକାଇ

  • @rissipandayt
    @rissipandayt 4 года назад +61

    Puri Mandira ra bahut kharap impression achi. Aama loka kebe bhi thik hebeni.

  • @sonupradhan3721
    @sonupradhan3721 4 года назад +18

    ମଦ ବିକ୍ରି କଲେ ପୁରସ୍କାର ଦେଉଚ ପାନ ଛେପ ପକାଇଲେ ଅପରିସ୍କାର ଦେଖାଦେଉଚି କିନ୍ତୁ ମଦ ବତଲ ରାସ୍ତା କଡରେ ପଡ଼ିଛି ଦେଖାଯାଉନି 5T ସଚିବ ନା ଆଉ କଣ ମୋ

  • @nrusinghabehers5966
    @nrusinghabehers5966 4 года назад +85

    ମୁଁ ପୁରୀ ର ହେଲେ କଣ ହେବ ପୁରୀ ଲୋକ କେବେ ସିଧା ହେବେନି
    ନିଜକୁ ଲାଜ ଲାଗୁଚି

    • @Sanjiv.Senapati
      @Sanjiv.Senapati 4 года назад +1

      I have seen this so many times and I once asked a panda, but he replied what can you do as you like do i don't care, that time i thought someone will create a big problem some day, and that day has come to picture, but people are very illritate can't understand.Pandian suppose to ban Alcohol in Odisha like Gujarat, then only I may appreciate him, only for this PAN he can't rewarded any good comments from peoples.

    • @tubesun28
      @tubesun28 3 года назад

      Suspend kara ସିଧା ହୋଇଯିବେ

    • @christianosimon5221
      @christianosimon5221 2 года назад

      ଖାଲି ସେତିକି ନୁହେଁ ଭାଇ beach ରେ ବି ବହୁତ ଲୋକ ଝାଡ଼ା ଫେରି ପୋତି ଦିଅନ୍ତି , tourist ମାନେ ଏଥି ପାଇଁ ବହୁତ୍ ହଇରାଣ ହୁଅନ୍ତି ଆଉ ହାତରେ cream ଲାଗିଲା ପରେ ଖାଲି ପୁରୀ ନୁହେଁ total ଓଡ଼ିଶା ବାସୀ ଙ୍କୁ ସୋଦନ୍ତି

  • @Dhirej12
    @Dhirej12 4 года назад +11

    ବାହାର ଲୋକ ନୁହେଁ ସବୁ ସେଇଁ ସେବାୟତ

  • @rohiitgouda9922
    @rohiitgouda9922 3 года назад +39

    I m belongs to Army and well known to Mr Pandian since 2008 when he has appointed Ganjam Collector. He is a honest and decent officer.

  • @pradeepbiswal1962
    @pradeepbiswal1962 4 года назад +23

    Good work...Jay jagannath swami

  • @biswamberbhutia3280
    @biswamberbhutia3280 4 года назад +11

    ସେବାୟତ ମାନେ ମନ୍ଦିର କୁ ଅଳିଆ ଭାଵୁଛନତି ସେମାନେ ସେଇଠି ଭଲ ଇନକମ କରନ୍ତି ତଥାପି,,,

  • @umakantatandi4187
    @umakantatandi4187 Год назад +3

    I love pandian

  • @prasantsethi4915
    @prasantsethi4915 4 года назад +2

    ପଣ୍ଡା ମାନଙ୍କର କିଛି ବି କରିପାରିବେନି ପଣ୍ଡିଆନ ।ରାଗିବେ କିନ୍ତୁ କିଛି ହେବନି ।ମନ୍ଦିର କୁ ଶୋଷଣ ଆଉ ଗୁଟଖ। ମୁକ୍ତ କରିକି ନିଜ ସାହସ ର ପରିଚୟ ଦିଅନ୍ତୁ ପଣ୍ଡିଆନ sir ।

  • @dollysahoo7234
    @dollysahoo7234 4 года назад +12

    very good decision fine should be, and a huge amount should be taxed.

  • @ramavanamalidas1010
    @ramavanamalidas1010 4 года назад +24

    Kuade gala JAGANATH sanskuti
    Tame mane kebala ISKCON pachare padicha
    Semane ta aahuri bhala karichanti

  • @girishkumardihudi2602
    @girishkumardihudi2602 Год назад +1

    Sir Namaskar Right Decision

  • @narendrasahu9773
    @narendrasahu9773 4 года назад +30

    Panda mane kahu chanti pana

  • @pitabashdash7013
    @pitabashdash7013 Год назад +3

    Pandya sir you are a good man

  • @sandeepsaurav647
    @sandeepsaurav647 4 года назад +5

    Good job Pandian sir.

  • @harinije8789
    @harinije8789 Год назад +3

    Your great job sir❤

  • @manmayabiswal4772
    @manmayabiswal4772 4 года назад +52

    କୁକୁର ଲାଙ୍ଗୁଡ କେବେ ସିଧା ହେଲାଣି?

    • @debasishdas3716
      @debasishdas3716 4 года назад

      Tame sidha ta..kouthi kichi bhul karunahnti nija dosha dekha ntu....corropted person hai thiba !!

    • @bijayasankar1524
      @bijayasankar1524 3 года назад

      Pandia bhai puri panda kebe sudhuribeni ramakatha sabu pabira gara

  • @Deepaju
    @Deepaju 4 года назад +1

    ଯିଏ ଏପରି କରୁଛନ୍ତି ସେମାନଙ୍କ ଫଟୋକୁ ମନ୍ଦିର ବାହାରେ ଲଗାଇ ଦିଅ ଏବଂ ଲେଖାଯାଉ ଯେ ପାନ ଛେପ ପକାଇ ମନ୍ଦିର ର ସୌନ୍ଦର୍ଯ୍ୟ ବୃଦ୍ଧି ର ସହାୟକ ବ୍ୟକ୍ତିଗଣ।

  • @satyanarayanmahanta9185
    @satyanarayanmahanta9185 4 года назад +36

    ପାଣ୍ଡିଆନ ଜଣେ ଭଲ ପ୍ରଶାସନିକ ଅଧିକାରୀ।

  • @MunaCreation_10k
    @MunaCreation_10k 4 года назад +1

    ବହୁତ ବଢିଆ

  • @israelchhatria2200
    @israelchhatria2200 3 года назад +2

    We loves Puri, odisha, India, World.

  • @anantaprasadsahoo1794
    @anantaprasadsahoo1794 4 года назад +4

    Right,rule should be strong

  • @Bhubaneswarblues
    @Bhubaneswarblues 3 года назад +11

    Mr.Pandian worried about Paan strains but he forget to bring small change setting up small washrooms across temple area.
    I was surprised to see that there is no washroom in the market area which is hardly close to 1kms away from maha temple

  • @sangrambarick4579
    @sangrambarick4579 4 года назад +8

    I am very happy 5t squard and vk pandian

  • @pkcreation9095
    @pkcreation9095 4 года назад +17

    ଯାହାକୁ ଦେଖି ବୁ ଦେଖ୍ ସବୁ "M" ତକ ଏକ୍

    • @ranjankumarsahoo1816
      @ranjankumarsahoo1816 4 года назад

      Kana lekhilu be

    • @pkcreation9095
      @pkcreation9095 4 года назад +1

      @@ranjankumarsahoo1816
      ତୁ ଓଡ଼ିଆ ପଢି ପାରୁନୁ ବେ

  • @badrimahasuar670
    @badrimahasuar670 4 года назад +2

    ସମସ୍ତ ସେବକ ଓ ଭକ୍ତଙ୍କୁ ଅନୁରୋଧ ଏ ସବୁ କ୍ଷେତ୍ରରେ ଯତ୍ନବାନ୍ ହୁଅନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ଥାନକୁ ଅପବିତ୍ର କରନ୍ତୁ ନାହିଁ।

    • @ItishreeBag-ri3jw
      @ItishreeBag-ri3jw Год назад

      ଠିକ କଥା କହିଲ ସାର ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ

  • @shubhrajitpanda9277
    @shubhrajitpanda9277 4 года назад +3

    Nice work

  • @debashisjena7717
    @debashisjena7717 Год назад +1

    ଏଠାରେ ପାନଛେପ୍ ପକାଇବା ସୋଭାନୀୟ ନୁହେଁ।ବିଶେଷ କରି ଦେଖାଯାଉଛି ସେବାୟତ ଓ ନିୟୋଜିତ ପୋଲିସ କର୍ମଚାରୀ ମାନେ ପାଟିରେ ପାନ,ଗୁଟଖା ଖାଇ ପାଟି ନାଲିକରି ମନ୍ଦିର ଭିତରକୁ ଯାଉଛନ୍ତି।ତାଙ୍କୁ କହିବାକୁ କେହି ନାହିଁ । ବାଡହୋଇ ଫସଲ ନଷ୍ଟ କରୁଛନ୍ତି।ଏମାନେ ଠିକ୍ ହେଲେ ସବୁ ଠିକ୍ ହୋଇଯିବ ଜଗନ୍ନାଥ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ଏହାହିଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।ଜୟ ଜଗନ୍ନାଥ।,

  • @madhababehera575
    @madhababehera575 4 года назад +1

    🙏 🙏 🙏 ଜୟ 🌸 ଜଗନ୍ନାଥ 🌸 ସ୍ୱାମୀ 🌸 ନୟନ 🌸 ପଥ 🌼 ଗାମୀ 🌼 ଭବ 🌸 ତୁମେ 🌸 🙏 🙏 🙏 🙏 🙏

  • @suchitranandapatra733
    @suchitranandapatra733 2 года назад +2

    Good pandian sir 🙏 very good

  • @hrudanandabehera5013
    @hrudanandabehera5013 4 года назад +3

    It should not be. The activities of pandian sir is impressive.

  • @ranjanmohanty2788
    @ranjanmohanty2788 4 года назад +21

    Puri nana ta nije kheki pakauchanti...

    • @debasishdas3716
      @debasishdas3716 4 года назад

      Tu dekhi thilu ...jebe police duty re kn hauchi sethi ja dekhibu ..jadi himat achi media re jai ki kaha upabana ananda bazar re kn hauchi..

    • @christianosimon5221
      @christianosimon5221 2 года назад

      @@debasishdas3716 ତମେ ବି ଗୋଟେ ନନା କି ଭାଇ

    • @saratbohidar144
      @saratbohidar144 2 года назад

      @@christianosimon5221 se nana, bulei debe akhaa kanaa... 😝

  • @manoranjantripathy1969
    @manoranjantripathy1969 Год назад

    ପଣ୍ଡା ମାନଙ୍କ ଆଗରେ ସବୁବେଳେ ସରକାର ବି ହାର ମାନୁଛି, ଆଉ ଏମାନଙ୍କ ସାଥିରେ କଳି ଲାଗି ଲାଭ କିଛି ହେବନି l ବରଂ ମନ୍ଦିର ରେ ଏ ପାନ ଠାକୁର ଖାଉଛନ୍ତି ବୋଲି କହି ଚୁପ ରହିବା ଭଲ l ଉତ୍ପାତ ଅସହ୍ୟ ହେଲାଣି ସାରା ପୃଥିବୀ ଲୋକ ନିନ୍ଦା କରୁଛନ୍ତି ପଣ୍ଡା ଙ୍କ ପାଇଁ l ଯଦି ପୁରୀ ରେ କେବେ ବଡ଼ ଅଘଟଣ ହେବ ତ ୟା ଙ୍କ ଉତ୍ପାତ ର ଦମନ ପାଇଁ 🙏🏼ଜୟ ଜଗନ୍ନାଥ l ଭୁଲ ଥିଲେ କ୍ଷମା କରିବ ପ୍ରଭୁ l 🙏🏼

  • @ramkrushnapanda3828
    @ramkrushnapanda3828 2 года назад +2

    Great HERO Mr pandian

  • @prakashprakashchandrabhoi8986
    @prakashprakashchandrabhoi8986 4 года назад +1

    Right

  • @ashiskumargochhayat7764
    @ashiskumargochhayat7764 3 года назад

    jAy jagannath
    Jay tetiskoti Deva Devi

  • @suryakantaswain5891
    @suryakantaswain5891 4 года назад +1

    Very good 5t sir

  • @pramodkumarmallick7543
    @pramodkumarmallick7543 4 года назад +1

    Verry nice
    Jay jagannatha

  • @sudipkumarparida3029
    @sudipkumarparida3029 4 года назад +1

    ପାନ ଛିପ ଅଧିକାଂଶ ପଣ୍ଡା /ସେବାୟତ ମାନେ ବ୍ୟବହାର କରୁଛନ୍ତି,,,, ଭକ୍ତ ମାନେ କେବେବି ଏମିତିକା କରିବେ ନାହିଁ....
    "ଜୟ ଜଗନ୍ନାଥ "

  • @priyacharandas7352
    @priyacharandas7352 3 года назад +2

    ଜୟଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ

  • @bijaykhatua8279
    @bijaykhatua8279 4 года назад +1

    Good

  • @adityatudu126
    @adityatudu126 4 года назад +2

    Good jobs sar

  • @ratikantanayak348
    @ratikantanayak348 6 месяцев назад +1

    ପାନ ଛେପ ରେ ରାଗିଗଲେ କିନ୍ତୁ ପଠାଣ ପୁରେଇଲେ

  • @Ronitchhotaray
    @Ronitchhotaray 2 года назад +1

    Yes it's true , but I really think Naveen Patnaik is no more CM of Odisha , rather Pandiyan is the CM , I thinking !!

  • @holykhuntia2995
    @holykhuntia2995 4 года назад

    ସବୁ ସେବାୟତ ମାନେ ଅଭଦ୍ର ନୁହନ୍ତି,ମାତ୍ର କିଛି ସେବାୟତ ଅଭାଦ୍ରାମି ର ଚରମ ସୀମାରେ ଯାଇ ପହଞ୍ଚିଛନ୍ତି,ଭକ୍ତଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା,ଚୋରି କରିବା,ମହିଳା ମାନଙ୍କୁ ଦୁର୍ବ୍ୟବହାର କରିବା ଆଦି,ଆଉ ଶ୍ରୀମନ୍ଦିର ରେ ପାନ ଛେପ ପକାଇବ ଭଳି କାମ ବି କରନ୍ତି।ଏ ମାଂନଙ୍କ ପାଇଁ ଆଗ ଦଣ୍ଡବିଧାନ ହେଉ।

  • @jenendrapanika245
    @jenendrapanika245 Год назад

    Kanak news କୁ ମୁ କହୁଛି
    ନେତା ଓ ଅଫିସର ବିଷୟ ରେ କିଛି କୁହ ଖାଲି
    ପୂବ୍ଲିକ ବିଷୟରେ କୋଉଥିବ କଣ ଡୋରଲାଗୁଚି

  • @ranjanmallik4227
    @ranjanmallik4227 Год назад

    ଯେତେ ବେଳେ ସହ ସହ ଜନତା ରାଜ ରାସ୍ତା କୁ ଓଲ୍ହାଉଛନ୍ତି ସେତେ ବେଳେ ତମ ସେବା କୁଆଡେ ଯାଉଛି ଧିକ ଶଳା ତମ ଶାସନ

  • @toothlessanakonda3298
    @toothlessanakonda3298 4 года назад +1

    Thik kale,prathame sebayata ebam pratyeka prasasna karmakrta mane ehaku kada kadi bhabe palana karantu,jepari ghare thiba puja ghare pana chhepa pakaiba ebam parisra na kariba,thik sehibhali 10 acre bisistha srimandira Ku dekhiba uchhit,seita public toilet nuhen je parisra kari pani fingideba 😠,shame on them who is doing these kinda things 😡,mora 35 yrs ra experience, I've seen a lot wrong things that people do in Sri Jagannath temple,, Jai Jagannath 🙏🏻, Puri, Odisha

  • @kishkumar7295
    @kishkumar7295 4 года назад +1

    Very gd sir

  • @Meherbabu1
    @Meherbabu1 4 года назад +5

    Ragi gale kana heba.. dam achhi tahele kichhi kari ki dekha

  • @murmuthakur7573
    @murmuthakur7573 Год назад

    Very good sir

  • @sibasethi6915
    @sibasethi6915 4 года назад +1

    ସାର ଟିକେ ରୋସେଇ ସାଳ ଅାଡେ ବୁଲିକି ଅାସ. ଚଣ୍ଡାଳ ସେବାୟତ ମାନେ ପାଣି କୁଅ ପାଖରେ ବସିକି ମୁତୁଚତି ମୁ ନିଜେ ଦେଖିଚି, ପାନ ଛେପ କେବେ ଭକତ ପକେଇବାକୁ ସାହାସ କରିବନି. ସେବାୟତ ମାନେ ବେକରେ କୋଟି ଟକାର ସୁନା ଚେନ ହଲେଇ ହଲେଇ ଭିତରେ ବୁଲୁଚତି ସଳା ପୁଜା ପାଠ କଲେ କଣ ଏତେ ପଇସା ମିଳିଜାଏ. Mandira ଚାବି ହଜିଜାଇଛି ଜେ ଏ ଜାଏ ମିଳୁନି. ଖାଲି ଅଫିସର ବଦଳି କରିଦେଲେ ସେବାୟତ ଚଣ୍ଡାଳ ମାନକର ମୁକାବିଲା କରିହେଇପାରିବନି. କଣ ସତରେ ଅାଉ କିଳିଅା ଅଛତି କି ?

  • @kaliamallik2803
    @kaliamallik2803 4 года назад +1

    Super step

  • @AjayKumar-rr2mv
    @AjayKumar-rr2mv 4 года назад

    ତମାଖୁ ବିକ୍ରି କେବେଠୁ ନିଷେଧ ହେଲାଣି କିନ୍ତୁ ଖୁଲମ ଖୁଲା ବିକ୍ରି ଚାଲିଛି, ଅବକାରୀ ବିଭାଗ କରୁଛି କଣ? ପୁରୀ ବଡ ଦାଣ୍ଡ ସବୁ ପାନ ଦୋକାନରେ ଖୁଲମ ଖୁଲା ବିକ୍ରି ହେଉଛି ସବୁ ଏଥି ମଧୁ ଚନ୍ଦ୍ରିକା ଚାଲିଛି ଖାଲି ପୂର୍ବଲିସିଟ ପାଇଁ ଏ ରାଗ

  • @People-judge-from-name
    @People-judge-from-name 4 года назад +1

    ପାଣ୍ଡିଆନ ପ୍ରଥମ ଥର ପାଇଁ ପୁରୀ ଯାଇଛନ୍ତି ବୋଧେ । ଶଳା 5 ବର୍ଷୀୟ ଶିଶୁବି କହି ଦେବ ଶ୍ରୀମନ୍ଦିର ଭିତରେ ପଣ୍ଡା ସେବାୟତ ମାନେ ରୋଷଶାଳା ପାଖରେ ପରିସ୍ରା ବି କରନ୍ତି । ଆଉ ୟାଙ୍କୁ ଆଜି ପାନ ଛେପ ଦେଖାଗଲା । ଭାରତର ସବୁଠୁ ବେଶି ଅପରିଷ୍କାର ମନ୍ଦିର ହେଉଛି ଆମ ଶ୍ରୀମନ୍ଦିର

  • @manojkumargochhayat5521
    @manojkumargochhayat5521 4 года назад +1

    Right ruls sir

  • @swapneswarpaikaray1229
    @swapneswarpaikaray1229 Год назад

    ନାମକୁ ମାତ୍ର ନବୀନ ପଟ୍ଟନାୟକ ମୂଖ୍ଯମନ୍ତ୍ରୀ ନ ରହି ପାଣ୍ଡିଆନ ମୂଖ୍ଯମନ୍ତ୍ରୀ ହେବା ଦରକାର ।ରାଜ୍ୟ ବହୁତ ଆଗେଇ ପାରିବ।

  • @jyotirmayeesahu5163
    @jyotirmayeesahu5163 Год назад

    Good effort

  • @Namosibhay
    @Namosibhay 4 года назад +4

    ପାନ, ଗୁଟକା ଆଦି ନିଶା ନ ଖାଇଲେ , ସେବାୟତ ମାନେ ବଞ୍ଚି ପାରିବେନି ।

  • @lingarajdalua524
    @lingarajdalua524 Год назад

    ନିୟମ ଅଛି ଜେ ଲାଞ୍ଚ ନବାଅପରାଧ ପାଣ୍ଡିଆନ କେମିତି ଟିଚର ପାଇଁ ୧୫ ଲକ୍ଷ୍ୟ ଆଉ ଟିକେ ବଡ ପୋଷ୍ଟ ପାଇଁ ୩୦ ଲକ୍ଷ୍ୟ ନ ଉଚି ପାଠ ପଢି ସର୍ବ ହରା ହେଇ ଲାଞ୍ଚ ନଦେଇପାରି ଆତ୍ମହତ୍ୟା କରିମରୁଛନ୍ତି ଏକଥା କୁ ବାଳରେ ଖାତିରି ନାହିଁ କାହାର ପାନ ଛେପ କେହି ପକେଇ ନାହାନ୍ତି ଏହା ସୂପର ପ୍ଲାନ୍ ଭୋଟ ପାଇଁ ପାନ ଛେପ ଆଗରୁ କାହାକୁ ଟଂକା ଦିଆଜାଇ ପକେଇ ରୋଲ୍ କରୁଚି ମୁଁ ସଫାକରିଦେବି ଏତେ ସଫା କରବା ଲୋକଟା ମେଡିକାଲ ରେ ସଫାକଲୁ ଦେଖିବା ସଳା ତତେ ଆଉ ତୋ ଜେଜେ ନବୀନ କୁ ଚିହ୍ନିବ ଜାହା ସଳା ବୋପାକୁ ଚିହ୍ନିବ ସଳା ଆଗେ ନିଜ ଅନ୍ତର ସଫାକର ପରେ

  • @mithunabhoi8732
    @mithunabhoi8732 Год назад

    VK Pandian ଭାଇ ଛେପ ଛାଡ
    ପଣ୍ଡା ଭାଇନା କୁ ଧର 😁😁😁😁😁😁😁

  • @ramaniranjanswain711
    @ramaniranjanswain711 4 года назад

    ଓଡିଶାରେ ଏମିତି କେହି ମୁଖ୍ୟମନ୍ତ୍ରୀ ନାହାଁନ୍ତି ଯେ କି ଶ୍ରୀମନ୍ଦିର ର ମୁଖ୍ୟ ମନ୍ଦିର ରୁ ପାନଛେପ ପକାଇବା ବନ୍ଦ କରିପାରିବେ।
    ପଣ୍ଡିଆନ୍‌ ତ ବହୁତ ଦୂରର କଥା।
    ଏହା ମୋର ଧୃଷ୍ଟତା ନୁହେଁ କଟୁ ସତ୍ୟ।
    ଥରେ ମୁଁ ନିଜେ ଜଣେ ସେବାୟତ କୁ ମୁକ୍ତି ମଣ୍ଡପ ସାମ୍ନା ପ୍ରବେଶ ନିକଟରେ ଛେପ ପକାଇବାର ଦେଖିଲି। ମୁଁ ତାକୁ ଏପରି ନ କରିବାକୁ ଅନୁରୋଧ କଲି।
    ସେବାୟତ ଟି ମତେ ଅଭାଷା କହିଥିଲା।
    ଓ କହିଥିଲା ଆମେ ଦିନମାନ ଏଠି ରହିବୁ ଛେପ ଏଇଠି ନ ପକାଇ କଣ ତମ ଘରେ ପକାଇବୁ ?
    କେହି ଆମକୁ ବନ୍ଦ କରିପାରିବେ ନାହିଁ |

  • @saktimishra3339
    @saktimishra3339 4 года назад +1

    ରାଗିବା ସ୍ୱଭାବିକ

  • @hrushikeshparida367
    @hrushikeshparida367 4 года назад +2

    ମୁଁ ନିଜେ ଦେଖିଛି ପଣ୍ଡା ମାନେ ସେବାୟତମାନେ ପାନ ଖାଆନ୍ତି ଛେପ ପକାନ୍ତି,।

    • @manujmanuj1163
      @manujmanuj1163 4 года назад

      ଆବେ ତୁ କିଛି କହିଲୁନି ତାଙ୍କୁ ପ୍ରତିବାଦ କଲୁନି ଏଠି ଫୁଟାଣି ମାରିଲେ କଣ ହେବ Hurshikesh

  • @rabindrapalai5955
    @rabindrapalai5955 3 года назад

    I think but not sure till Now.

  • @technicalsanjaya4569
    @technicalsanjaya4569 4 года назад +2

    Nona mane heithibe

  • @saiynakrishna5075
    @saiynakrishna5075 Год назад

    Justice for AWW 5T SACHIBO ....

  • @sudilraban3942
    @sudilraban3942 4 года назад

    ଆମ ପଶ୍ଚିମ ଓଡିଶା କୁ ଥରେ ବୁଲି ଦେଖ ଆଉ ଆମଠାରୁ ସୋଚ କଣ ଯେ ଶିଖ

    • @christianosimon5221
      @christianosimon5221 2 года назад

      ହଏ ପୁରୀ beach ର ଗୁହୁ ଆଉ ହୀରାକୁଦ dam ର romantic view ଭିତରେ ବହୁତ୍ ଫରକ୍ ଅଛେ

  • @dineshmohanty3483
    @dineshmohanty3483 3 года назад

    Great job sir

  • @bimalhota8043
    @bimalhota8043 Год назад

    Request the administration for ban guthukha, ,pan fish, motton and chicken shop around 1 km surrounding the temple, From bangalore few of my friend came for Darshan puri Jagannath, same feed back given, it's very shame for us.

  • @chandrasekharsahoo2730
    @chandrasekharsahoo2730 3 года назад

    ସେବାୟତ ମାନେ ପାଟିରେ ପାନ ପୁରାଇ ପୂଜା କରୁଛନ୍ତି ।

  • @uttampradhan6362
    @uttampradhan6362 2 года назад

    Good notice

  • @anilkumarsahu4079
    @anilkumarsahu4079 2 года назад +4

    Take firm action for the benefit of all the administration and devotees of the Jagannath Temple 🙏🙏

  • @rabindrasethi5842
    @rabindrasethi5842 4 года назад

    ଏ ସଳା ସେବାୟତ ମାନେ ହିଁ ହାରାମି ପରିସରକୁ ଆସନା କରୁଛନ୍ତି

  • @munapati786
    @munapati786 4 года назад +2

    Jay Jagannath ji ki jai

  • @YouTubefast75
    @YouTubefast75 4 года назад

    Right sir

  • @sambhasita_sahitya_prustha
    @sambhasita_sahitya_prustha Год назад

    ଏହା ସମ୍ପୂର୍ଣ୍ଣ ଭାବେ ସେବାୟତ ଭାଇ ମାନଙ୍କ କାମ.. ଅବଶ୍ୟ ଏବେ ଟିକେ କମିଛି... କିନ୍ତୁ ସେମାନେ ଓଡିଶାର ଆରାଧ୍ଯ ଓ ବିଶ୍ଵ ପ୍ରସିଦ୍ଧ ଶ୍ରୀମନ୍ଦିର ର ମର୍ଯ୍ୟାଦା ଓ ସୁନାମ ରକ୍ଷା ଦିଗରେ ଆଦୌ ସଚେତନ ନୁହଁନ୍ତି... ସେମାନଙ୍କ ଖାମଖିଆଲି ମନୋଭାବ ପାଇଁ ମନ୍ଦିର ପ୍ରଶାସନ ଦାୟିତ୍ଵ ରେ ଥିବା ଅଧିକାରୀ ମାନେ ପୂର୍ଣ୍ଣମାତ୍ରା ରେ ଦାୟୀ.. ତୁରନ୍ତ ଉଚିତ୍ ପଦକ୍ଷେପ ନିଆ ଯିବାର ଆବଶ୍ୟକତା ରହିଛି..
    ଜୟ ଶ୍ରୀ ଜଗନ୍ନାଥ.. 🙏 🙏

  • @shrinibassutar7763
    @shrinibassutar7763 4 года назад

    ସେବାୟତଙ୍କର ରୋଜଗାର ଦରକାର ସେଥିପାଇଁ ନିତି ବନ୍ଦ କରିପାରନ୍ତି , ବ୍ରହ୍ମ ବିଭ୍ରାଟ କରିପାରନ୍ତି , ଶ୍ରଦ୍ଧାଳୁ ଙ୍କୁ ଛୁରୀ ଭୁସିପାରନ୍ତି , ପାନଛେପ କଉ ବାଳ ର ବାଳ ।

  • @staylsbijay1901
    @staylsbijay1901 4 года назад +1

    Thanky pandian sir

  • @sknayak6607
    @sknayak6607 4 года назад

    ଏତେ ଯଦି ବାଧୁଛି ତମ୍ବାକୁ ବନ୍ଧ କରି ଦିଅ ,,, ନା ସେଇଟା ହେଇ ପାରିବନି କାରଣ ରାଜସ୍ୱ ବଡ଼ିବ କେମିତି,,, କିନ୍ତୁ ତାମିଲନାଡୁ ରେ ଦେଖ ତମ୍ବକୁ ବନ୍ଧ ହେଇଚି,,, କିନ୍ତୁ ମାଗୀଆ ପ୍ରଦୀପ ମହାରଥୀ ତୁମ ମନ୍ତ୍ରୀ ବିଧାନସଭା ରେ କ୍ୟାମେରା ଆଗରେ ପାନ ଖାଉଛି . ଯେଉଁଠି ଖୁଦ୍ ନେତା ମନ୍ତ୍ରୀ ପାନ ଗୁଟଖା ଖାଇ ମାତାଲ୍ ସାଧାରଣ ଲୋକେ କଣ କରିବେ

  • @manojdas7825
    @manojdas7825 Год назад

    Pandian sir is great of Odisha

  • @prataprath3632
    @prataprath3632 4 года назад +1

    Good action Mr pandiane

  • @birajbehera1189
    @birajbehera1189 Год назад

    🙏🙏jay jagannath swami nayana pathagami vhaba tume

  • @nikeshmahapatra8167
    @nikeshmahapatra8167 4 года назад +5

    Bhaimane...pandiyan mausha is the next CM of Odisha!👍

  • @Ashborn_Dynasty
    @Ashborn_Dynasty 10 месяцев назад

    Wait a sec, i am watching this on November 2023, i recently visited Puri temple. And it's hilarious to see people spitting here and there.

  • @Invisible_TUNA
    @Invisible_TUNA 7 месяцев назад

    Jay jagannath

  • @basudevnayak5841
    @basudevnayak5841 3 месяца назад

    Jay jagannatha 🙏🏼🙏🏼🙏🏼⭕‼️⭕🙏🏼🙏🏼🙏🏼

  • @trilochanpatnaik914
    @trilochanpatnaik914 3 года назад

    ଗୋଟିଏ ମାତ୍ର ଅଫିସର Pandian ଆଉ ଓଡ଼ିଶାରେ କେହି ନାହାନ୍ତି। Dhanyare ଓଡ଼ିଶା ବାସୀ। ମନ୍ତ୍ରୀ ବିଧାୟକ ମାନେ ମଧ୍ୟ Pandian ର ଚାକର ହେଇଗଲ। ଛି ଛି।

  • @sanjeevpanda9650
    @sanjeevpanda9650 2 года назад +1

    In Hinduism, Brahman (Sanskrit: ब्रह्मन्) connotes the highest universal principle, the ultimate reality in the universe. In major schools of Hindu philosophy, it is the immaterial, efficient, formal and final cause of all that exists?

  • @laxmidharswain4028
    @laxmidharswain4028 4 года назад

    ସମସ୍ତ ହିନ୍ଦୁ ଜାଣିରଖିବା ଉଚିତ, ଜଗନ୍ନାଥ ଙ୍କୁ ବିକିବା ସମୟ ଆସିଗଲା, ନବୀନ ବାବୁ ବୋଧେ ଆମ ହିନ୍ଦୁ ଧର୍ମ ର ମୁଖ୍ୟ ଶଙ୍କରାଚାର୍ଯ୍ୟ ଙ୍କ ଉପରେ, ମୁସଲମାନ, ଆଉ ଖ୍ରୀଷ୍ଟିଆନ ଙ୍କ ଉପରେ କାଢୁ ପାଉଥିବ ବୋଧେ, କାରଣ ତାଙ୍କ ଘରେ ସବୁ ଧର୍ମ ଥିବ, ଆମ ଓଡିଶା ଲୋକ ତାଙ୍କ ଧର୍ମ କଣ ଆଗ ପରଖିବା କଥା, ଓ ତାଙ୍କର 400ବର୍ଷ ର ଇତିହାସ ଦେଖିବା କଥା କାରଣ ଏମାନେ କିଏ, ଓଡିଶା ରେ ରାଜା ଶାସନ ଥିଲାବେଳେ ଏମାନେ କିପରି ଶାସନ କୁ ଆସିଲେ

  • @tapanpalai6388
    @tapanpalai6388 4 года назад

    He Jagannath

  • @manojkumarsethy9414
    @manojkumarsethy9414 3 года назад

    very good decision sir,

  • @manoranjanswain2168
    @manoranjanswain2168 4 года назад +11

    Chhi chhi chhi chhi....Ama puri bamhuna nkara tike hele bi budhi nahi

  • @holykhuntia2995
    @holykhuntia2995 4 года назад

    ସେବୟତମାନଙ୍କୁ ଠିକ ଭାବେ check କରାଯାଇ ମନ୍ଦିର ଭିତରେ ପ୍ରବେଶ କରାଯାଉଏ,ପାନ ଛେପ ଆଉ ପଡିବ ନାହିଁ କି ପାଣ୍ଡିଆନ ବାବୁ ତୁମକୁ ଛେରା ପହଁରା କରିବାକୁ ପଡ଼ିବ ନାହିଁ। ଶୁଖିଲା ନାଟକ ।

  • @bholanathsahoo7302
    @bholanathsahoo7302 Год назад

    Jay Jagannath