Golden Chance for You. All Truck Drivers, Village mates, Farmers and Others whose demand has not been fulfilled by Govt. This is time to change Govt, otherwise once again you have to sit at lower PMG after election. It is Universal Truth. Dear Keonjhar Truck Owners remember rail connection will be there Gandhamardan Suakati to Guhaldihi.
The success of the Mo Sarkar program depends on an effective feedback mechanism, leading to actions like compulsory retirement for officials with negative feedback.
We have been witnessing Naveen Babu's rule since childhood, he has served Odisha and the people of Odisha selflessly. Today, he has become a popular ruler for his clear politics, efficiency and great policy ideals
Naveen Patnaik's strategic leadership has positioned Odisha as a hub for innovation and skill development, setting a benchmark for other states to follow.
ଏତେ ଆଗେଇବା ଏକାଥରେ ତାମିଲନାଡୁରେ ପହଂଚିଯିବ.... 🙏
😂😂😂😂 aau kichhi din gale jadi bjd jitiba 😂😂
❤❤❤❤❤ very good Pandian Sir
Aap bhaut handsome he sir or bhaut smart my one of the Favourite #VK Pandiyan ❤❤your smile voice and way of talking in odia Bhaut achi he 🙏🏻🙏🏻🥰😘
ଯିଏ ଯାହା କରନ୍ତୁ ନା କାହିଁକି,ଆଗାମୀ ନିର୍ବଚନ ରେ ନବୀନ ପଟ୍ଟନାୟକ ନିଶ୍ଚିତ ସବୁଠୁ ଅଧିକ ଭୋଟ ପାଇବେ ଓ ସରକାର ଗଢିବେ।
High school teacher recruitment scam Aso scam Ossc scam Opsc scam
Bala Naveen jitiba only bjp
ଆଛା ସରକାର ଗଢ଼ିବା ପରେ ବୁଢ଼ା ଯଦି ମରିଗଲା ... ତା ପରେ କଣ କରିବା ??
Iam very lucky ki me VK Pandiyan se mili hu wo bhaut smart he her way of talking in odia is very nice her smile 😊😊😊😊❤❤❤🥰🥰😉😘aap Ek good person he
💚🐚💚ଜନ୍ନସମୁଦ୍ର ହେବା ପଛରେ, ବିଜୟ ମହାପାତ୍ର ଙ୍କ ବଡ଼ ଭୂମିକା
500 tankara bohut bada bhumika 😂😂
Golden Chance for You. All Truck Drivers, Village mates, Farmers and Others whose demand has not been fulfilled by Govt. This is time to change Govt, otherwise once again you have to sit at lower PMG after election. It is Universal Truth. Dear Keonjhar Truck Owners remember rail connection will be there Gandhamardan Suakati to Guhaldihi.
ଓଡିଶା ବାସୀଙ୍କ ହୃଦୟରେ ସ୍ଥାନ ପାଇଆସିଥିବା ଦଳ ହେଉଛି ବିଜୁ ଜନତା ଦଳ ଏବଂ ଆଗକୁ ସ୍ଥାନ ପାଇଆସୁଥିବ।
Naveen Patnaik's 'Mo Sarkar' initiative, integrated into the 5T model, focuses on gathering feedback from citizens to improve government services .
Naveen Patnaik commitment to improving the ITI system and making it aspirational has reshaped the perception of vocational education in Odisha.
ବିଜେଡି ସରକାର ଥିଲା ପର୍ଯ୍ୟନ୍ତ ଓଡ଼ିଶାରେ ଗରିବ ଲୋକଙ୍କ ଖାଦ୍ୟ ରେ ଅଭାବ ରହିନି କି ରହିବନି ଆଜି ଦୁଖୀ ଗରିବ ଙ୍କ ପାଇଁ ଆଉ ଏକ ବଡ ପଦକ୍ଷେପ ନେଇ ନବୀନ ବାବୁ ଙ୍କ ହୃଦୟ ଗରିବ ମାନଙ୍କ ପାଇଁ କେତେ ବଡ ତାହା ଦର୍ଶାଇଛନ୍ତି।
Naveen Patnaik's emphasis on creating role models from successful ITI alumni has inspired a new generation of skilled workers in Odisha.
ଜଗନ୍ନାଥ ଙ୍କ ଆସରିବାଦ ଯୋଗୁଁ ୨୪ ବର୍ଷ ତଳର ଓଡ଼ିଶା ଆଉ ବର୍ତ୍ତମାନ ର ଓଡ଼ିଶା ମଧ୍ୟରେ ଦେଖାଦେଇଛି ବହୁତ ବଡ଼ ପରିବର୍ତ୍ତନ, ଆଜି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବାକୁ ଯାଉଛି l
The success of the Mo Sarkar program depends on an effective feedback mechanism, leading to actions like compulsory retirement for officials with negative feedback.
The Odisha Right to Public Services Act ensures time-bound delivery of public services.
Jay Jagannath
ଓଡିଶା ବାସୀଙ୍କ ଜଣେ ନେତା ଜଣେ ହୃଦୟ ରେ ଅଛନ୍ତି ସେ ହେଉ ଛନ୍ତି ଆମ ଅତି ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!
ଜୟ ଜଗନ୍ନାଥ ❤
ଘରେ ଘରେ ଶଙ୍ଖ ଘରେ ଘରେ ନବୀନ
We have been witnessing Naveen Babu's rule since childhood, he has served Odisha and the people of Odisha selflessly. Today, he has become a popular ruler for his clear politics, efficiency and great policy ideals
The popularity of Hon'ble Chief Minister and 5T leader VK Pandian is clear and pure despite all the conspiracies already known by the opposition
୨୪ ବର୍ଷର ସ୍ଥିର ସରକାର କାହିଁକି କ୍ଷମତା ହରାଇ ନାହିଁ ତାହାର କାରଣ କେବଳ ଜନତାଙ୍କ ପ୍ରତି ରାଜ୍ୟ ସରକାରଙ୍କ ଭଲ ପାଇବା ଏବଂ ସେବା ମନଭାବ।
ବିଜୁ ଜନତା ଦଳ ର ନିଷ୍ପତ୍ତି ଉପରେ ଆଜି ନିର୍ଭର କରୁଛନ୍ତି ଓଡ଼ିଶା ବାସୀ କାରଣ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା କାମ କରନ୍ତି।
ଶିକ୍ଷା ଠାରୁ ଆରମ୍ଭ କରି ନାରୀ ସଶକ୍ତିକରଣ, ଶିଳ୍ପାୟନ, କୃଷି ସବୁ କ୍ଷେତ୍ରରେ ଓଡ଼ିଶା ର ବିକାଶ ସମ୍ଭବ ହୋଇପାରିଛି ଆମ ନବୀନ ବାବୁଙ୍କ ଚେଷ୍ଟା ଫଳରେ
ଓଡ଼ିଶାବାସୀ ଆଖି ଖୋଲନ୍ତୁ
ମିଛୁଆ ବିଜେପି କୁ ଓଡ଼ିଶାରୁ ବିଦା କରନ୍ତୁ
5t ଅଧକ୍ଷ ଭିକେ ପାଣ୍ଡିଆନ ଙ୍କ ପ୍ରଚାର ଓ ପ୍ରସାର କରିବାର ଶୈଳୀ ଲୋକମାନଙ୍କୁ ବହୁତ ଅନୁପ୍ରାଣିତ କରୁଛି l
ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ। ବିକାଶ ଆମରି ଧର୍ମ, ଓଡ଼ିଶାବାସୀଙ୍କ ଖୁସି ଆମର ଲକ୍ଷ୍ୟ। ଏକଥା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି l
ନବୀନବାବୁଙ୍କ ନେତୃତ୍ୱରେ ଓଡ଼ିଶାର ଜନଗଣଙ୍କ ଲାଗି ସେବା ମୂଳକ କାର୍ଯ୍ୟ ବିଜେଡି ଦଳ ସୁଚାରୁରୂପେ କାର୍ଯ୍ୟ କରିଚାଲିଛି. ଆଗକୁମଧ୍ୟ କରିଚାଳିବ l
ଓଡ଼ିଶାର ବିକାଶ ଓ ସ୍ୱଚ୍ଛସାଶନ ବୁ ଆଧାର କରି ସମସ୍ତ ପଦକ୍ଷେପ ଗ୍ରହଣ କରିଥାଆନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'l
ରାଜ୍ୟର ସର୍ବାଙ୍ଗୀନ ବିକାଶ କହିଲେ ଆମ ମୂଖ୍ୟମନ୍ତ୍ରୀ ନବୀନ ବାବୁ ମନ୍ଦିର ରୂପାନ୍ତରଣ କାର୍ଯ୍ୟ ହଉ ବା ଗମନାଗମନ, ସବୁଥିରେ ଓଡିଶା ସରକାର ଆଗରେ l
Naveen Patnaik's strategic leadership has positioned Odisha as a hub for innovation and skill development, setting a benchmark for other states to follow.
ବିଜୁ ଜନତା ଦଳ ଦେଶର ସମସ୍ତ ରେକର୍ଡ ଭାଙ୍ଗିବାକୁ ଯାଉଛି, ଏହାର କାରଣ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ସ୍ବଚ୍ଛ ଶାସନ ନୀତି l
ଓଡ଼ିଶାରେ କେବଳ ନବୀନ ଗେରେଣ୍ଟି ଚାଲିଛି ଆଉ କିଛି ଗେରେଣ୍ଟି ଆବଶ୍ୟକ ନାହିଁ
ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ସେ ହେଉଛନ୍ତି ଜଣେ ପ୍ରମୁଖ ନେତା l ତାଙ୍କର ପ୍ରତିଟି କାର୍ଯ୍ୟ ସାରା ରାଜ୍ୟବାସୀ ପାଇଁ ଆଦର୍ଶ l
ଆଜି ଓଡିଶା ର ଯେଉଁ କୋଟିଏ ମହିଳା ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅବଦାନ ପାଇଁ l
ଆମ ରାଜ୍ୟ ସରକାର ଥିବା ପଯ୍ୟନ୍ତ ଓଡ଼ିଶା ବାସୀଙ୍କର ଓ ଛାତ୍ର ସମାଜର କୌଣସି ଅସୁବିଧା ହେବ ନାହିଁ।ଆମ ରାଜ୍ୟ ସରକାର ନବୀନ ବାବୁ ହେଉଛନ୍ତି ଗରୀବ ଜନତା ଙ୍କ ସାଥୀ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଜନ କଲ୍ୟାଣ କାରି ଯୋଜନା ଯୋଗାଇ ଦେଇଛନ୍ତି ଓ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରୁ ଛନ୍ତି!
ଶ୍ରୀ ମନ୍ଦିର ଓଡିଶା ର ଏକ ମହତ୍ତ୍ୱପୂର୍ଣ୍ଣ ଧାର୍ମିକ ପୀଠ ସ୍ଥଳୀ l ତାହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ l
ମୋ ସରକାର ତଥା 5T ମାଧ୍ୟମରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି ନବୀନବାବୁ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦେଶରେ ମଡେଲ ରାଜ୍ୟହିସାବରେ ପରିଗଣିତ।
ନବୀନ ବାବୁଙ୍କ ପ୍ରଗତିଶୀଳ କାର୍ଯ୍ୟରେ ଓଡିଶାର ଲୋକମାନେ ଖୁସି ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ରକ୍ଷା କରି ଓଡିଶାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଦେଶ ର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସାଧାରଣ ଜନତା ଙ୍କ ହୃଦୟ ରେ ନିଜ ସ୍ଥାନ ସୃଷ୍ଟି କରି ପାରିଛନ୍ତି ଓ ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ ହିସାବରେ ପାଇଁ ଖୁସି ଅଛନ୍ତି l
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଲୋକଙ୍କ ସୁବିଧା ପାଇଁ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କୃଷି ଓ ରାସ୍ତାଘାଟ ସବୁ କ୍ଷେତ୍ରରେ ସୁବିଧା କରିଛନ୍ତି!
ବିଜୁ ଜନତା ଦଳର ପ୍ରକୃତ ଉଦ୍ଦେଶ୍ୟ ଓଡ଼ିଶାରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ପାନୀୟ ଜଳ ଏବଂ ବିଜୁଳି ଆଦିର ବିକାଶ କରି ଓଡ଼ିଶାବାସୀଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇବା ।
ରାଜନୀତି ରେ ଅନ୍ୟ ଦଳର ନେତା ମାନେ ଯୋଉଁଭଳି ଭାବେ ମିଛ ରାଜନୀତି, ମିଛ ପ୍ରଚାର କରନ୍ତି ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଶ୍ରୟ ଦିଅନ୍ତି ନାହିଁ।
Sri Temple is an important religious place in Odisha. Our Chief Minister has completed his work.
କଥାରେ ନୁହଁ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାରଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି l
ଓଡ଼ିଶାର ପ୍ରଗତି ପାଇଁ ନବୀନ ବାବୁ ହିଁ ଏକ ମାତ୍ର ବ୍ୟକ୍ତି ଯାହାଙ୍କୁ ଓଡ଼ିଶାବାସୀ ଆଶା ଏବଂ ଭରସା କରନ୍ତି |
କାଳିଆ ଯୋଜନା ରେ ଚାଷୀ ଭାଇଙ୍କ ଆର୍ଥିକ ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ।।।।
ଏହି ପରି ଲାଗୁଚି ଭାରତର ଅଧିକାଂଶ ରାଜ୍ୟରେ ଲୋକସଭା ନିର୍ବାଚନ ରେ ବିଜେପିର ଆସନ ହ୍ରାସ ପାଇବା ଭଳି ଦେଖାଯାଉଛି
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିପୁଳ ପରି ମାଣରେ ବିକାଶ କରି ଲୋକଙ୍କର ସବୁ ସମସ୍ୟାର ସମାଧାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଯୋଡ଼ି ଶଙ୍ଖ ରେ ମୋହର ମାରି ଆଗକୁ କରିବାର ସୁଯୋଗ ଦେବା ଉଚିତ!
Kendrapara re only Naveen
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ଚିନ୍ତା ଧାରା ପାଇଁ ଓଡିଶା ଆଜି ପ୍ରତି କ୍ଷେତ୍ରରେ ବିଜୟ ଲାଭ କରିପାରିଛି ଏବଂ ସଫଳତାର ଶୀର୍ଷରେ ପହଞ୍ଚିଵାରେ ସକ୍ଷମ ହୋଇଛନ୍ତି ।
ବିଜେଡି ଦଳର ଜଣେ ଲୋକ ପ୍ରିୟ ସଦସ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଭି କେ ପଣ୍ଡିଆନ ସାର. ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶରେ ଓଡିଶା ଆଜି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି.
ନବୀନ ପଟ୍ଟନାୟକ ଏପରି ଏକ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ହିଁ ତାଙ୍କର ପରିଚୟ ଓ ସେହି ପରିଚୟ ପାଇଁ ସେ ସାରା ଦେଶରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।
ଲୋକଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନ ରେ ହସ୍ପିଟାଲ ଲୋକାର୍ପଣ କରି ଅନେକ ରୋଗ ରୁ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି
ଓଡ଼ିଶା ବାସୀଙ୍କ ବିଶ୍ୱାସ ଓ ଭରସାର ପାତ୍ର ହୋଇ ପାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଓଡ଼ିଶାରେ ଡବଲ ଇଞ୍ଜିନି ର କିଛି ଆବଶ୍ୟକତା ନାହିଁ ଏଠି ନବୀନ ଇଞ୍ଜିନି ର କ୍ରେଜି ଚାଲିଛି ।
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କର ଆଶୀର୍ବାଦ ଏହି ଦୁଇ ଜଣଙ୍କ ଉପରେ ଅଛି ଆପଣମାନେ ଆଶୀର୍ବାଦ କରନ୍ତୁ ଦେଖନ୍ତୁ କିଭଳି କାର୍ଯ୍ୟ କରୁଛନ୍ତି!
ଵିପର୍ଯୟଠୁ ଆରମ୍ଭ କରି ରାସ୍ତା, ପାନିଅ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ସବୁ କ୍ଷେତ୍ର ରେ ଓଡିଶା ଆଜି ଆଗରେ ଏହା କେବଳ ନବୀନ ବାବୁଙ୍କ ପାଇଁ ସମ୍ଭବ ହୋଇଛି l
ପାଟକୁରାରେ ବିଜୁ ଜନତା ଦଳର ଜୟ ଜୟ କାର ଧ୍ଵନି ଶୁଭା ଯାଉଛି ଏବଂ ଲୋକଙ୍କ ଭିଡ ଲାଗି ରହିଛି।
ଖାଦ୍ୟ ସୁରକ୍ଷା ଠାରୁ ମହିଳା ସଶକ୍ତିକରଣ । ମହାବାତ୍ୟା ମୁକାବିଲା ଠାରୁ ମହାମାରୀ ନିୟନ୍ତ୍ରଣ । ସ୍ୱାସ୍ଥ୍ୟରେ ଉନ୍ନତି ଠାରୁ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ... ସବୁଥିରେ ଅଗ୍ରଣୀ ଥିବା ଓଡିଶା ଆଜି ସାରା ବିଶ୍ୱରେ ପ୍ରଶଂସିତ
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏ ଭଳି ବିକାଶ ଓ ରୂପାନ୍ତର ପ୍ରକ୍ରିୟା କୁ ସାରା ଓଡ଼ିଶା ବାସୀ ସ୍ବାଗତ ଜଣାଉଛନ୍ତି
ଓଡ଼ିଶାର ଲୋକଙ୍କ ପାଇଁ ଜନକଲ୍ୟାଣ କାରି ଯୋଜନା ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଏବେ ନବୀନ ପଟ୍ଟନାୟକଙ୍କ ସବୁଠୁ ବଡ ପ୍ରାଥମିକତା
ମାନ୍ୟବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସ୍ୱାର୍ଥ ପାଇଁ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ପାଇଁ ସରକାର ଗଢିବା ରେ ସଫଳ ହେଇପାରିଛନ୍ତ
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ମିଶନ ଶକ୍ତି ମାଆ ମାନଙ୍କୁ ପେନସନ ଭୁକ୍ତ କରିଛନ୍ତି ଓ ବିଭିନ୍ନ ସହାୟତା ମାଧ୍ୟମରେ ମାମାନଙ୍କୁ ସ୍ୱାବଲମ୍ବୀ କରାଇ ଛନ୍ତି!
ମୁଣ୍ଡ ଖରାପ ନୁହେଁ ମୁଣ୍ଡ ଟିଣ ହେଇଗଲାଣି ବିରୋଧୀ ଙ୍କର
PROUD OF YOU SIR
Naveen Patnaik's focus on citizen-centric governance has led to significant improvements in public service delivery and disaster response in Odisha.
ପ୍ରିୟ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଓଡ଼ିଶା ଆଗକୁ ଆଗକୁ ବଢ଼ିବାରେ ଲାଗିଛି ଏବଂ ଓଡ଼ିଶା ବାସୀ ଙ୍କ ପାଇଁ ହିବିଜୁ ଜନତା ଦଳ କାମ କରିଚାଲିଛି।
The 5T model, conduct by Naveen Patnaik,That has revolutionized governance in Odisha, emphasizing transparency and citizen empowerment.
ଓଡ଼ିଶାରେ ଗରିବ ଲୋକଙ୍କ ଖାଦ୍ୟ ରେ ଅଭାବ ରହିନି କି ରହିବନି ଆଜି ଦୁଖୀ ଗରିବ ଙ୍କ ପାଇଁ ଆଉ ଏକ ବଡ ପଦକ୍ଷେପ ନେଇ ନବୀନ ବାବୁ ଙ୍କ ହୃଦୟ ଗରିବ ମାନଙ୍କ ପାଇଁ କେତେ ବଡ ତାହା ଦର୍ଶାଇଛନ୍ତି।
ସ୍ୱଚ୍ଛ ନିର୍ମଳ ତଥା ସ୍ଥିର ଶାସନ ପାଇଁ ଆଜି ଓଡ଼ିଶା ବିକାଶ ଦିଗରେ ଆଗେଇ ଚାଲିଛି ଆଉ ମଧ୍ୟ ଆଗେଇ ଚାଲିବ ।
ବିଜୁ ଜନତା ଦଳ ର ଯାହା କହେ ତାହା ନିଶ୍ଚିତ ଭାବରେ କାର୍ଯ୍ୟ କରି ଦେଖାଏ ପୁଣି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ହେବେ l
ରାଜ୍ୟର ବିଜୁ ଜନତା ଦଳ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଏବଂ କୃଷିର ମଧ୍ୟ୍ୟ ବିକାଶ କରିବା ସହିତ ଲୋକଙ୍କ ମଙ୍ଗଳ ଚିନ୍ତା କରନ୍ତି ରାଜ୍ୟ ସରକାର l
କାର୍ତ୍ତିକ ପାଣ୍ଡିଆନ ସାର ଓଡ଼ିଶାର ଲୋକଙ୍କ ଦୁଃଖ ବୁଝି ତାର ସମାଧାନ କରିବା ପାଇଁ ଜିଲ୍ଲା ରୁ ଜିଲ୍ଲା ଗସ୍ତ କରୁଥିଲେ .
Request to the people of Odisha to vote for BJD and avoid voting to BJP.
ସବୁ ରାଜନୀତି, ଚଣନୀତି, ଚାଣକ୍ୟ ନୀତି କୁ ମୁଖ୍ୟମନ୍ତ୍ରୀ ପଛରେ ପକାଇ ଆଜି ଓଡ଼ିଶାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଲଷ୍ମୀ ଯୋଜନା, ଭତ୍ତା,ବିଜୁ ସ୍ୱାସ୍ଥ୍ୟ କାର୍ଡ଼, ମିଶନ ଶକ୍ତି ମାଆ ମାନଙ୍କୁ ପେନସନ ଓ କାଳିଆ ଯୋଜନା ଇତ୍ୟାଦି ବହୂ ଯୋଜନା ପରେ ଯୋଜନା ଦେଇ ଚାଲି ଛନ୍ତି!
Hon'ble Chief Minister Naveen Patnaik has set an example in terms of providing employment. Odisha's employment rate is higher than other states.
Naveen Patnaik's 5T model has not only enhanced governance but also fostered a culture of accountability and efficiency in public service delivery.
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତ ଓ କାର୍ଯ୍ୟ ଦକ୍ଷତା ତାଙ୍କୁ ଜାତୀୟ ସ୍ତରରେ ଏକ ନମ୍ବର ର ପରିଚୟ ଦେଇଛି l
ରାଜ୍ୟ ସରକାରଙ୍କ ବଡ଼ ବଡ଼ ପ୍ରୟାସ ଯୋଗୁଁ ଓଡିଶା ଦିନକୁ ଦିନ ଅଗ୍ରଗତି କରିବାରେ ଲାଗିଛି l
ଏକ ବିକଶିତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେଉଁ ଉଦ୍ୟମ ଓ ସଫଳତା ତାଙ୍କୁ ଦେଶ ର ଏକ ନମ୍ବର ମୁଖ୍ୟମନ୍ତ୍ରୀ କରିଛି!
ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ ଓ ବିକାଶରେ ନିୟୋଜିତ ହୋଇଛି ଓ ସାଡେ ଚାରି କୋଟି ଓଡିଶା ବାସୀ ରୂପାନ୍ତିକରଣ କୁ ବାସ୍ତବରେ ପରିଣତ କରୁଛନ୍ତି l
ଆସନ୍ତା ନିର୍ବାଚନ ରେ ଓଡିଶା ବାସି ବହୁ ସଂଖ୍ୟାରେ ଆସନ ଜିତାଇ ଷଷ୍ଠ ଥର ପାଇଁ ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ କରିବେ l
Hon'ble Chief Minister Naveen Patnaik has created a new historical victory of development with the steps of success in Odisha within 24 years
ଓଡ଼ିଶା ର ବିକାଶ ପାଇଁ ଓ ସାଢେ଼ ଚାରିକୋଟି ଜନତାଙ୍କ ସ୍ବାର୍ଥ ପାଇଁ ସବୁବେଳେ ଚେଷ୍ଟିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପର୍ଯ୍ୟଟନଠାରୁ ଆରମ୍ଭ କରି ପ୍ରାକୃତିୟ ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିକାଶ କରି ଓଡ଼ିଶାକୁ ଆଜି ବିକଶିତ ଓଡ଼ିଶାରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତାଙ୍କୁ ଷଷ୍ଠ ଥର ମୁଖ୍ୟମନ୍ଡୀ କରିବା ପାଇଁ ଆପଣମାନେ ଶଙ୍ଖରେ ଆର୍ଶିବାଦ କରନ୍ତୁ |
Our Chief Minister Naveen Patnaik has taken all the steps based on the development and prosperity of Odisha.
ଓଡ଼ିଶାର ବିକାସ ପାଇଁ 5t ଅଧକ୍ଷ ଲଗାତାର ଯୋଜନା ବନେଇବା ସହିତ ତାର ସଫଳ ରୂପାୟନ ପାଇଁ ମଧ୍ୟ ପ୍ରୟାସ କରୁଛନ୍ତି ।
ବିଜୁଳି ବିଲ ଛାଡ଼ ର ନିଷ୍ପତ୍ତି ରେ ବିରୋଧୀଙ୍କୁ ଶକ୍ତ ଝଟକା ଦେଇଛନ୍ତି ଆମ ନବୀନ ସରକାର।
ନବୀନ ବାବୁଙ୍କ ବିଭିନ୍ନ ଯୋଜନାରେ ଓଡ଼ିଶା ବାସୀ ଉପକୃତ ହେଉଛନ୍ତି, ଏଥିରେ ଲୋକେ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି କିନ୍ତୁ ଏମାନଙ୍କର ମୁଣ୍ଡ ବିନ୍ଧା କାହିଁକି ହେଉଛି l
ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ବାସୀଙ୍କ ପାଇଁ ବହୁତ ଉନ୍ନତି କରିଛନ୍ତି bsky କାର୍ଡ଼ ଯୋଜନା ଠାରୁ ଆରମ୍ଭ କରି ମମତା ଯୋଜନା ପର୍ଯ୍ୟନ୍ତ ଯୋଗାଇ ଦେଇଛନ୍ତି!
ଅନ୍ୟ ଦଳର ନେତା ମାନେ ଯୋଉଁଭଳି ଭାବେ ମିଛ ରାଜନୀତି, ମିଛ ପ୍ରଚାର କରନ୍ତି ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଶ୍ରୟ ଦିଅନ୍ତି ନାହିଁ।
ମାନ୍ୟବର ମୁଖ୍ୟମନ୍ତ୍ରୀ ସାଢେ ଚାରିକୋଟି ଓଡିଶା ବାସୀଙ୍କ ହୃଦୟରେ ବସିବା ସହ ଭଲ ପାଇବା ପାଇ ସାରିଛନ୍ତି।
One man army our great VK pandin sir the rebel Star ⭐ sallar 🔥🔥🔥
5T ର ଅଧ୍ୟକ୍ଷ ପାଣ୍ଡିଆନ ସାର ଙ୍କ ପରିଚାଳନା ପାଇଁ ଆଜି ଓଡ଼ିଶା ତୀବ୍ର ଗତିରେ ବଢ଼ିଚାଲିଛି ଓ ସାରା ଓଡ଼ିଶାର ବିକାଶ କାର୍ଯ୍ୟ ଦୃତ ଗତିରେ ଆଗକୁ ବଢ଼ିବାରେ ଲାଗିଛି।
Reedhan Patnaik's biggest priority now is to transform various sectors through Jankalyan Kari Yojana for the people of Odisha
5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପାଟକୁରା ଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନକଲ୍ୟାଣ କାରି ଯୋଜନା ବିଷୟରେ ଉପସ୍ଥିତ ଜନତାଙ୍କୁ ମନେ ପକାଇଛ ନ୍ତି ।
ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ସମର୍ଥନ ଓ ଭଲପାଇବାର ସୁଅ ଛୁଟୁଛି। ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ବିଶ୍ଵାସ ଓ ଭରସା ଅତୁଟ ରଖନ୍ତୁ, ବିଜୁ ଜନତା ଦଳକୁ ‘ଯୋଡ଼ିଶଙ୍ଖ’ରେ ଆଶୀର୍ବାଦ କରନ୍ତୁ।
ଆଜି ଓଡ଼ିଶାର ଗାଁ ଠାରୁ ସହର ଯାଏଁ ବିକାଶ ର କାର୍ଯ୍ୟ ସାରା ଦେଶଦେଖି ପ୍ରଶଂସା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଅନୁସରଣ କରିବା ପାଇଁ ଉତ୍ସାହିତ ହେଉଛନ୍ତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ '
ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ପ୍ରତି ପରିସ୍ଥିତିରେ ରହି ଓଡ଼ିଶାବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l
5T କାର୍ଯ୍ୟାନ୍ୱୟନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ତଥା ଜନ କଲ୍ୟାଣ କାର୍ଯ୍ୟ ତଥା ଓଡିଶାର ବିକାଶ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ଏକ ଭଲ ସ୍ଥିତିରେ ଅଛି।