BJD Leader VK Pandian Addresses Massive Gathering At Nimapara Assembly Constituency

Поделиться
HTML-код
  • Опубликовано: 24 окт 2024

Комментарии • 248

  • @pgchanakya
    @pgchanakya 4 месяца назад +11

    First time hearing Odia language and that too through Pandian sir.
    It sounds so beautiful ❤️
    God bless Orissa!!

  • @srikantsahoo3504
    @srikantsahoo3504 3 месяца назад +3

    ଏବେ ଏ ସବୁ କମେଡି ଦେଖିକି ମଜା ଆସୁଛି😂😂😂

  • @LataNani833
    @LataNani833 5 месяцев назад +36

    ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।

    • @ARMAN-m-g
      @ARMAN-m-g 5 месяцев назад +2

      ଆଜି କାଲି ତେଲ ମାରି ବାକୁ ବି ଗୋଟେ ଗୋଟେ ଭଡା ଟିଆ ମିଳି ଲାଣି

  • @LataNani833
    @LataNani833 5 месяцев назад +28

    ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।

  • @Swayampanda-e2y
    @Swayampanda-e2y 5 месяцев назад +9

    Education was another focal point in Pandian’s speech. He discussed the government’s measures to improve the quality of education in rural areas, including the recruitment of qualified teachers and the provision of better educational infrastructure.

  • @SuniSethi88
    @SuniSethi88 5 месяцев назад +22

    ସେ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର । ସେ ସାହାଭରସା ଓ ସାହସ ସାଢେ ୪ କୋଟି ଓଡିଶାବାସୀଙ୍କର... ନବୀନ ! ନାଁ ହିଁ ଯଥେଷ୍ଟ...

  • @bharathchidambaram-7729
    @bharathchidambaram-7729 5 месяцев назад +5

    As a Tamilian I am proud of Mr.pandiyan, my village also near his village in Tamilnadu, he has grown no 2 in Biju Janadal party.

  • @somnathroutia7052
    @somnathroutia7052 5 месяцев назад +6

    ଜୀବନରେ ଉଚ୍ଚ ଲକ୍ଷ୍ୟ ରଖିଲେ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ ବୋଲି 5t ଅଧ୍ୟକ୍ଷ କହିଛନ୍ତି l ଧନ୍ୟବାଦ ପାଣ୍ଡିଆନ ସାର ।

  • @saniray884
    @saniray884 5 месяцев назад +12

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @Abhinna_Sundar_Nayak
    @Abhinna_Sundar_Nayak 5 месяцев назад +5

    Whatever BJD and Naveen sir had done earlier for us, I think Pandiyan sir will go ahead and do even better.

  • @GuruMajhi-
    @GuruMajhi- 5 месяцев назад +16

    ଅଭାବରୁ ଉନ୍ନତୀ, ଭୋକରୁ ଭରା ଭାତହାଣ୍ଡି, ବିପର୍ଯ୍ୟୟ ମୁକାବିଲାର ବଡ ସଫଳତା, କ୍ରୀଡାର କ୍ୟାପିଟାଲ ଓଡିଶା ... ରାଜ୍ୟର ଅଦ୍ଭୂତପୂର୍ଣ୍ଣ ବିକାଶ ଏବେ ବିଶ୍ୱ ପାଇଁ ସଫଳତାର ଶିକ୍ଷାକେନ୍ଦ୍ର ।

  • @johnrajnayagam4680
    @johnrajnayagam4680 4 месяца назад +1

    ஆசீர்வாதம் முக்கிய மந்திரி போன்ற தமிழ் வார்த்தைகள்

    • @aravind-456
      @aravind-456 4 месяца назад

      அது சமஸ்கிருதம் தமிழ் இல்லை...

  • @Swayampanda-e2y
    @Swayampanda-e2y 5 месяцев назад +4

    The massive turnout at the event was a testament to VK Pandian’s popularity and the strong support base of the BJD in Nimapara. The enthusiastic response from the crowd underscored the party’s significant influence in the constituency.

  • @RajaPanda-k3k
    @RajaPanda-k3k 5 месяцев назад +9

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

  • @Sunilkumarsamal456
    @Sunilkumarsamal456 5 месяцев назад +2

    ଓଡିଶାର ଲୋକମାନଙ୍କ ପାଇଁ ସବୁବେଳେ କାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଲୋକମାନଙ୍କ ଜୀବନକୁ ସୁନ୍ଦର କରିବାରେ ରହିଛି ତାଙ୍କର ପ୍ରମୁଖ ଭୂମିକା l

  • @GuruMajhi-
    @GuruMajhi- 5 месяцев назад +14

    ତାଙ୍କ ପାଇଁ ବଦଳିଛି ଓଡିଶାର ଚିତ୍ର । ଜନଜୀବନରେ ପ୍ରଗତି ଆଣି ପ୍ରତି ଘରେ ଘରେ ନବୀନ ପାଲଟିଛନ୍ତି ସଭିଙ୍କ ମିତ୍ର ।

  • @Anirudh-590
    @Anirudh-590 5 месяцев назад +19

    ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ । ଜନ୍ମରୁ ଜୁଇ, ବିଜେଡି ଚାଲେ ଜନତାଙ୍କ ସାଥି ହୋଇ ।

  • @ramaswamyshanmugam8920
    @ramaswamyshanmugam8920 4 месяца назад +2

    I am from Tamil Nadu. Though I could not understand the language he speaks, I could decipher that he announces so many welfare measures to the people of Odhisha. Mr. Pandian knows very well what needs to be done for the welfare of the state because he started his career as Sub Collector. He does not believe in hate speech, always smiling. Definitely the people will give another term to BJD and definitely Odhisha will flourish and become No.1 State in the country.

  • @PulakitDhal
    @PulakitDhal 5 месяцев назад +6

    ସେ ବିକାଶର ବିନ୍ଧାଣୀ, ନୂଆ ଓଡିଶାର ନିର୍ମାତା । ତାଙ୍କ ପାଇଁ ସମୃଦ୍ଧିର ଶିଖର ଛୁଇଁଲାଣି ଓଡିଶା, ଭାରି ଖୁସି ଉତ୍କଳର ଜନତା...

  • @Sipun303
    @Sipun303 5 месяцев назад +4

    ଏ ଜାତି, ଏ ମାଟି ଆଜି ଗର୍ବିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ । ଓଡିଶାକୁ ନୂଆ ପରିଚୟ ଦେଇ ଶ୍ରେଷ୍ଠ କରାଇଥିବାରୁ ହୃଦୟରୁ ଧନ୍ୟବାଦ ...

  • @BadalLenka-nt1hk
    @BadalLenka-nt1hk 5 месяцев назад +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡ଼ିଶା ପ୍ରଗତି ର ଶିଖର ଛୁଇଁ ପାରିଛି ଆଗକୁ ମଧ୍ୟ ତାହା ଜାରି ରହିବ।

  • @SuniSethi88
    @SuniSethi88 5 месяцев назад +8

    ସେ ଏ ଜାତିର ଜନନେତା, ମାଟିର ସେବକ, ନୂଆ ଓଡିଶାର କାରିଗର... ଜନସେବାକୁ ପରମ ଧର୍ମ ଭାବିଥିବା ମହାନ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ...

  • @Bidisha7809
    @Bidisha7809 5 месяцев назад +2

    ଜୟ ଶ୍ରୀ ଜଗନ୍ନାଥ 🙏କେବଳ ନବୀନ ବାବୁ❤️ଏବଂ BJD❤ ଓଡିଶାର ଉନ୍ନତି ପାଇଁ।ଗତ 25 ବର୍ଷରେ ଓଡ଼ିଶା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିଥିଲେ ମଧ୍ୟ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଆଜି ସବୁ କ୍ଷେତ୍ରରେ ଉନ୍ନତି କରିପାରିଛି| 1999 ସୁପର ସାଇକ୍ଲୋନ୍, ଫାଇଲିନ୍, ହୁଡ୍ ହୁଡ୍, ଫନି, ତିତଲି ଇତ୍ୟାଦିରୁ ଓଡ଼ିଶାର ପୁନରୁଦ୍ଧାର ହୋଇଥିବା ସହ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଶକ୍ତିଶାଳୀ ବିପର୍ଯ୍ୟୟ ପରିଚାଳନା ମଡେଲ ଜାତିସଂଘ ଦ୍ୱାରା ଏକାଧିକ ଥର ପ୍ରଶଂସିତ ହୋଇପାରିଛି। ଆଜି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଏହାର ଅନନ୍ୟ ସ୍ଥିତିକୁ ପ୍ରମାଣ କରିଛି । ଆଇଟି କମ୍ପାନୀ Accenture, Dellotte, IBM, Cognizant, Pwc, EY, Capgemini, Mindtree,Wipro,LTI, Concentrics, Infosys2 ଠାରୁ Core କମ୍ପାନୀ ଯେମିତିକି JSPL,JSW, Bhusan, AM/NS,Vedant etc ହେଉ କିମ୍ବା ପର୍ଯ୍ୟଟନ ହେଉ କି ମନ୍ଦିର, ତୀର୍ଥସ୍ଥଳ ରୁପନ୍ତରିକରଣ ହେଉ କି ଆଇଆଇଟି, ଆଇଆଇଏମ ଭଳି ବିଶ୍ଵସ୍ତରୀୟ ଅନୁଷ୍ଠାନ ହେଉ କି ବିମାନବନ୍ଦର, ସ୍ୱାସ୍ଥ୍ୟ କ୍ଷେତ୍ର, କ୍ରୀଡା, ନିରାପତ୍ତା ହେଉ କି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ହେଉ କି ସଫଳ ମିଲେଟ ମିଶନ୍, ସବୁଥିରେ ଆମ ରାଜ୍ୟ ଓଡ଼ିଶା ର ସଫଳତା ପ୍ରତିପାଦିତ ହୋଇଛି । ସଫଳ ମିଲେଟ ମିଶନ କୁ ବିଲ୍ ଗେଟ୍ସ ମଧ୍ୟ ବହୁତ୍ ପ୍ରଶଂସା କରିଥିଲେ।

  • @niranjansahoo1883
    @niranjansahoo1883 5 месяцев назад +3

    ଯେଉଁ ହଜାର ହଜାର କାଗଜ ନେଇଥିଲେ ସେଥିରୁ କେତେ ସମାଧାନ ହେଲା?

  • @gourav_sharma12
    @gourav_sharma12 5 месяцев назад +2

    V.K. Pandian's short story "Did the Sea Come Here Today?" delves into themes of change, nostalgia, and the passage of time through the lens of a simple yet profound question. Set in a coastal village

  • @somnathroutia7052
    @somnathroutia7052 5 месяцев назад +1

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି l

  • @sibaprasadsahoo693
    @sibaprasadsahoo693 5 месяцев назад

    ହର ହର ମୋଦି ଘର ଘର ମୋଦି ❤❤❤❤❤❤❤ ପଚିଶି ବର୍ଷ ଓଡ଼ିଶା ଲୋକଙ୍କୁ ଭୁଆଁ ବୁଲାଇଲ ଆଉ ନୁହେଁ

  • @sbnk-u3x
    @sbnk-u3x 5 месяцев назад +8

    ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଜୁନ୍ ମାସ ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ

  • @EswaranEswaran-l8p
    @EswaranEswaran-l8p 4 месяца назад +1

    Pandiyn,veri,mas👍👍👍

  • @Sipun303
    @Sipun303 5 месяцев назад +3

    ଜାତିର ଶ୍ରେଷ୍ଠ ସେବକ, ଜନତାଙ୍କ ଜନନାୟକ- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @prasantasahoo9450
    @prasantasahoo9450 5 месяцев назад +1

    🙏ଜୟ ଜଗନ୍ନାଥ ଓଡ଼ିଶା ଜନ ସାଧାରଣଙ୍କୁ ଅନୁରୋଧ ୫ ତାମିଲି ଅଫିସର 5T ଓଡ଼ିଶା ସରକାର ଶାସନ ହଟାଓ ଓଡ଼ିଆ ସ୍ୱଭିମାନ ରକ୍ଷା କରନ୍ତୁ 🙏।ଓଡ଼ିଶା ଲୋକ ମୂର୍ଖ ନାହାନ୍ତି❗ପାଣ୍ଡୁ ଖଣି ଲୁଟିବା ଯୋଜନା ହେଇଚି କଂଗ୍ରେସ ଓ ବିଜେପି ଭୋଟ୍ ଦିଅନ୍ତୁ

  • @Sunilkumarsamal456
    @Sunilkumarsamal456 5 месяцев назад +1

    ମଧ୍ୟବିତ ପରିବାର ହେଉଛି ଓଡିଶା ର ମେରୁଦଣ୍ଡ l ନୂଆ ଓଡିଶା ଗଠନ ପାଇଁ ମଧ୍ୟ ମଧ୍ୟବିତ ବହୁତ ଗୁତୁତ୍ୱ ପୂର୍ଣ୍ଣ ବୋଲି 5t ଅଧକ୍ଷ ଭିକେ ପାଣ୍ଡିଆନ ମତ ରଖିଛନ୍ତି l

  • @M.VIMALRAJA
    @M.VIMALRAJA 5 месяцев назад

    அந்த மக்களுக்கு வாழ்க்கையை அற்பனித்த உங்களுக்கு நன்றி❤🎉

  • @Sunilkumarsamal456
    @Sunilkumarsamal456 5 месяцев назад

    ଆଜି ମହିଳା ମାନେ ସବୁ କ୍ଷେତ୍ରରେ ଆଗୁଆ ସେଥିପାଇଁ ମହିଳା ମାନଙ୍କୁ ଆହୁରି ଆଗକୁ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି!

  • @BadalLenka-nt1hk
    @BadalLenka-nt1hk 5 месяцев назад

    Those Struggling Days And Now Enjoying Days Hardwork Always Pays Off
    ○This Is The First Time I Watched Your Video…. I Was Stunned By The Editing! You Have Done A Great Job.

  • @IRaja-wu8og
    @IRaja-wu8og 5 месяцев назад

    Love from Tamil Nadu ❤❤❤❤

  • @somnathroutia7052
    @somnathroutia7052 5 месяцев назад

    ମାନ୍ୟବର ନବୀନ ପଟ୍ଟନାୟକ ବାବୁ ଓଡ଼ିଶା ବାସୀଙ୍କ ଭଲ ପାଇଁ ସର୍ବଦା ଲଢ଼ିଛନ୍ତି ଓ ଆଗକୁ ବି ଲଦିବେ l

  • @PujaKumari-xe6kc
    @PujaKumari-xe6kc 5 месяцев назад +3

    ତାଙ୍କ ନାଁ ଯେମିତି, ତାଙ୍କ ନୀତି ଓ ନିଷ୍ପତ୍ତି ସେମିତି । ଜୀବନ ଯାହାଙ୍କ ଶୃଙ୍ଖଳିତ, ଶାସନ ବ୍ୟବସ୍ଥା ବି ପରିମାର୍ଜିତ । ସେଇଥିପାଇଁ ତ ‘ନବୀନ’ ଓଡିଶା ଆଜି ବିଶ୍ୱ ବିଦିତ ।

  • @Sunilkumarsamal456
    @Sunilkumarsamal456 5 месяцев назад

    ନବୀନ ବାବୁ ଓଡିଶାରେ ଥିବା ସମସ୍ତ ମା ଭଉଣୀ ମାନଙ୍କୁ ଖୁସିରେ ରଖିବା ପାଇଁ ସଦା ସର୍ବଦା ଚେଷ୍ଟା କରିଥାନ୍ତି l

  • @subhraodishavlogs
    @subhraodishavlogs 5 месяцев назад

    ଆରେ ଲୋକମାନେ କାହିଁକି କିଛି ପାଣ୍ଡିଆଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି। କିଛି ଗୋଟାଏ ପରିବର୍ତ୍ତନ କରିବେକି ? 🌼ଜୟ ଜଗନ୍ନାଥ 🌼

  • @BadalLenka-nt1hk
    @BadalLenka-nt1hk 5 месяцев назад

    Such an inspirational video this is.
    ○Feeling so inspired and positive after this video, thanks!
    ○Listening to this song for the last four months and still haven’t stopped.

  • @raaj-nadar
    @raaj-nadar 5 месяцев назад

    Every CM should be like NBP and they will get loyal senapati like VKP. NBP should become PM

  • @somnathroutia7052
    @somnathroutia7052 5 месяцев назад

    ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି ବିକାଶ ପାଇଁ ସେଥ୍ ପାଇଁ ଓଡ଼ିଶା ବାସୀ ତାଙ୍କୁ ଏତେ ଭଲପାଇବା ଦେଉଛନ୍ତି ।

  • @Swayampanda-e2y
    @Swayampanda-e2y 5 месяцев назад

    Pandian began his speech by expressing gratitude to the people of Nimapara for their unwavering support to the BJD over the years. He emphasized the party’s commitment to development and progress in the region, citing various initiatives undertaken by the state government.

  • @Swayampanda-e2y
    @Swayampanda-e2y 5 месяцев назад

    Pandian’s address was interspersed with anecdotes and personal stories that resonated with the audience, making his speech more relatable and impactful. His ability to connect on a personal level was evident throughout the event.

  • @Abhinna_Sundar_Nayak
    @Abhinna_Sundar_Nayak 5 месяцев назад

    “Every life is precious…” has always been the guiding principle of the Hon’ble Chief Minister Naveen Patnaik.

  • @AshisMallick-li8wn
    @AshisMallick-li8wn 4 месяца назад +1

    Nimapada re B-J-P 🪷🪷✅

  • @Swayampanda-e2y
    @Swayampanda-e2y 5 месяцев назад

    Throughout his speech, Pandian maintained a positive and energetic tone, frequently interacting with the crowd and responding to their cheers and slogans. His rapport with the audience was evident, as he effortlessly connected with them on various issues.

  • @subhasripanigrahi9576
    @subhasripanigrahi9576 5 месяцев назад

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ଓ ରୂପାନ୍ତର ପ୍ରକ୍ରିୟା କୁ ବହୁଳ ପରିମାଣର ଜନତା ପ୍ରଶଂସା କରୁଛନ୍ତି l ଯାହା କି ଖୁବ୍ ଚର୍ଚ୍ଚା ର ବିଷୟ।

  • @somnathroutia7052
    @somnathroutia7052 5 месяцев назад

    ମାନ୍ୟବର ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ବିକାଶ କୁ ଗୁରୁତ୍ୱ ଦେଇ ଆସିଛନ୍ତି ଯାହା ଦ୍ୱାରା ଓଡିଶା ବାସୀ ଅନେକ ମାତ୍ରାରେ ଉପକୃତ ହୋଇଛନ୍ତି lସେହି ଭଳି ମହାନ ବ୍ୟକ୍ତିଙ୍କୁ ଓଡ଼ିଶାବାସୀ ନିଶ୍ଚୟ ସ୍ୱାଗତ କରିବେ l

  • @niladri5954
    @niladri5954 5 месяцев назад +1

    ଭାଇ ତଳକୁ scroll କରନି paid commentor ମାନଙ୍କ comment ଭର୍ତ୍ତି 😂, ଶଳା ଗେଣ୍ଡା ଦଳିୟା IT cell

    • @tanupamash9189
      @tanupamash9189 5 месяцев назад

      Best comment paili scroll kari kari

  • @AjmalAjmal-s9i
    @AjmalAjmal-s9i 4 месяца назад

    Telungu,odisha ,singala are related languages.
    Well done PANTIYAN sir.
    your the next cm of odisa

  • @Sunilkumarsamal456
    @Sunilkumarsamal456 5 месяцев назад

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷ vk ପାଣ୍ଡିଆନ ପିଲା ମାନଙ୍କ ଭବିଷ୍ୟତ କୁ ନେଇ ବେଶ ଉତ୍ସାହିତ ଅଛନ୍ତି ତେଣୁ ସେମାନଙ୍କୁ ଏହି ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି!

  • @BadalLenka-nt1hk
    @BadalLenka-nt1hk 5 месяцев назад

    Just shared this video with my friends and family.
    ○Thanks for your video, it encourages me to take the first step toward my dreams.
    Everything about this video is simply perfect. Thank you.

  • @BadalLenka-nt1hk
    @BadalLenka-nt1hk 5 месяцев назад

    ○With such a positive video like this, you make my day.
    ○Keep doing the great work, this world needs more of it.
    ○The message you just shared in this video is truly touching. Agree with that.

  • @BadalLenka-nt1hk
    @BadalLenka-nt1hk 5 месяцев назад

    The message you just shared in this video is truly touching. Agree with that.
    ○I was feeling lost in life, glad that this video came at the right time.

  • @BadalLenka-nt1hk
    @BadalLenka-nt1hk 5 месяцев назад

    Thanks for your video, it encourages me to take the first step toward my dreams.
    Everything about this video is simply perfect. Thank you.

  • @Swayampanda-e2y
    @Swayampanda-e2y 5 месяцев назад

    Pandian urged the people of Nimapara to continue their support for the BJD in the upcoming elections. He emphasized the need for stability and continuity in governance to ensure the ongoing development and prosperity of the region.

  • @PonkamTraders
    @PonkamTraders 5 месяцев назад

    Great person. Odhisa people are intelligents to have people like this.

  • @aravind-456
    @aravind-456 4 месяца назад

    ❤ from Tamilnadu

  • @subhasripanigrahi9576
    @subhasripanigrahi9576 5 месяцев назад

    ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳା ମାନଙ୍କ ସହିତ ଅଛନ୍ତି ତାଙ୍କ ସୁଖ ଦୁଃଖ ରେ ଛିଡା ହୋଇ ସେମାନଙ୍କ ସମସ୍ୟା କୁ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି ବିରୋଧୀ ବିଜେପି ମହିଳା ମାନଙ୍କୁ ଅସମ୍ମାନ କରି ହୀନ ମାନ୍ୟତା ର ପରିଚୟ ଦେଇଛି l

  • @butunasenapati990
    @butunasenapati990 5 месяцев назад

    Great 👍 news

  • @gourav_sharma12
    @gourav_sharma12 5 месяцев назад

    V.K. Pandian masterfully weaves together these elements to create a narrative that is both simple and profound, inviting readers to engage with its rich thematic layers and emotional depth. The story stands as a poignant reminder of the delicate balance between embracing change and honoring the past.

  • @Swayampanda-e2y
    @Swayampanda-e2y 5 месяцев назад

    Pandian's address also included references to the rich cultural heritage of Nimapara, appreciating the local traditions and festivals that bind the community together. He pledged the government's support in preserving and promoting this cultural legacy.

  • @nayakshorts5442
    @nayakshorts5442 5 месяцев назад

    ନିରୀହ ଆଦିବାସି ହିନ୍ଦୁ ଙ୍କୁ,ଖ୍ରୀଷ୍ଟିଆନ ଧର୍ମରେ କିଏ Convert କିଏ karuchi😡

  • @Swayampanda-e2y
    @Swayampanda-e2y 5 месяцев назад

    Environmental sustainability was another topic Pandian focused on. He outlined the state’s initiatives to preserve natural resources and promote eco-friendly practices, encouraging the people of Nimapara to actively participate in these efforts.

  • @BadalLenka-nt1hk
    @BadalLenka-nt1hk 5 месяцев назад

    I was feeling lost in life, glad that this video came at the right time.
    ○I can’t thank you enough for posting this video, it changed my perspective.

  • @Swayampanda-e2y
    @Swayampanda-e2y 5 месяцев назад

    Acknowledging the contributions of senior citizens, Pandian emphasized the government's pension schemes and other benefits designed to support the elderly. He assured them that their welfare is a top priority for the BJD.

  • @Swayampanda-e2y
    @Swayampanda-e2y 5 месяцев назад

    Highlighting the achievements of the Naveen Patnaik-led government, Pandian spoke about the improvements in infrastructure, healthcare, and education in Nimapara. He pointed to the construction of new roads, bridges, and schools as tangible evidence of the government’s dedication to the constituency.

  • @Swayampanda-e2y
    @Swayampanda-e2y 5 месяцев назад

    One of the key points in Pandian’s address was the emphasis on youth and employment. He spoke about the government’s efforts to create job opportunities and promote skill development programs to equip the youth with necessary skills for the job market.

  • @Swayampanda-e2y
    @Swayampanda-e2y 5 месяцев назад

    Pandian did not miss the opportunity to reiterate the BJD’s commitment to good governance and transparency. He highlighted the party’s efforts in maintaining a corruption-free administration and ensuring that government services reach the people efficiently.

  • @gourav_sharma12
    @gourav_sharma12 5 месяцев назад

    The villagers' reactions range from empathy to indifference, showcasing the complexity of human interactions and the varying degrees of sensitivity towards the elderly.

  • @dypsandyp
    @dypsandyp 5 месяцев назад +1

    Electric bill free loka dekhania.first Tata power ku kou term conditions re deichanti ama Electric department ku seita angya aga kuhantu amaku

  • @virasselvammarson1918
    @virasselvammarson1918 4 месяца назад

    All students good study IPS
    Next go to helped people's next people select to minster or high posting thanks

  • @tumulocreation
    @tumulocreation 5 месяцев назад +1

    Congress

  • @mohantypapu8618
    @mohantypapu8618 5 месяцев назад

    Teacher ମାନେ retired ହେଲାପରେ ତାଙ୍କର ପେନସନ ଦଉନ. ଏଥର women ମାନେ ତମର ପେଣ୍ଟ ଖୋଲିବେ

  • @subashpatra6884
    @subashpatra6884 5 месяцев назад +3

    Pandia.utar.debeki..😊Ratnavandar.chabi.kipari.hajila😊.Ratnavandar.ratna.achhi..naa..Tamilinadu.neichha😊.Charidwara.Nakholibar.karan.kan?😊Jaganath a.jami.bedantaku..bikila.kanpai..se.land.too.bopara.ki?.😊Kalia.ku.vika.magaila.kan.paai😊..Odisare.gariba.Bekari.kete😊Laxmi.bus.re.dina.ku.lava.kete..lass.kete.😊😊

  • @Swayampanda-e2y
    @Swayampanda-e2y 5 месяцев назад

    Pandian also touched upon the importance of women’s empowerment, highlighting various schemes launched by the state government aimed at improving the socio-economic status of women. He praised the women of Nimapara for their resilience and contributions to the community.

  • @Abhinna_Sundar_Nayak
    @Abhinna_Sundar_Nayak 5 месяцев назад

    Pandian Sir thinks how everything will be good for the people in future.

  • @gourav_sharma12
    @gourav_sharma12 5 месяцев назад

    His question highlights a deep-seated fear of change and a desire for reassurance that some things remain the same. The sea, a symbol of timelessness and continuity, provides a stark contrast to the evolving landscape of the village, where modernity encroaches upon tradition.

  • @Sunilkumarsamal456
    @Sunilkumarsamal456 5 месяцев назад

    ଓଡିଶା ର ଥିବା ସମସ୍ତ ମଧ୍ୟବିତ୍ତ ପରିବାର bsky ନବୀନ କାର୍ଡ ପ୍ରଦାନ କରାଯିବ ବୋଲି କହିଛନ୍ତି 5t ଅଧକ୍ଷ ଭିକେ ପାଣ୍ଡିଆନ l

  • @Sunilkumarsamal456
    @Sunilkumarsamal456 5 месяцев назад

    ମାଗଣା ଚିକିତ୍ସା, ପେଟକୁ ଭାତ । ନବୀନ ସରକାରଙ୍କ ପାଇଁ ଜୀବନ ସୁରକ୍ଷିତ । ସାରା ଓଡିଶାକୁ ନିଜ ପରିବାର ଭାବନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @Abhinna_Sundar_Nayak
    @Abhinna_Sundar_Nayak 5 месяцев назад

    To take BJD forward, Pandiyan sir gives love and respect to everyone and solves their problems.

  • @KAIBALYATRIPATHY-m3g
    @KAIBALYATRIPATHY-m3g 5 месяцев назад +1

    Tamil chora pandian go 🔙

  • @Swayampanda-e2y
    @Swayampanda-e2y 5 месяцев назад

    BJD leader VK Pandian recently addressed a massive gathering at the Nimapara assembly constituency, showcasing his influence and the party's robust campaign machinery. The event was a significant display of the BJD’s mobilization capabilities, drawing a large crowd that filled the venue to capacity.

  • @Swayampanda-e2y
    @Swayampanda-e2y 5 месяцев назад

    Pandian also addressed the pressing issues faced by farmers in the region. He assured the gathering that the BJD government is continuously working on policies to improve agricultural productivity and ensure fair prices for crops, aiming to uplift the farming community.

  • @JituGouda-rk4ks
    @JituGouda-rk4ks 4 месяца назад

    ମାଗି ଆ ତୋ ବୋଉ ଵିଆ

  • @Swayampanda-e2y
    @Swayampanda-e2y 5 месяцев назад

    In his speech, Pandian did not shy away from attacking the opposition parties. He accused them of spreading false propaganda and attempting to mislead the people. He urged the electorate to see through these tactics and place their trust in the BJD’s proven track record.

  • @Swayampanda-e2y
    @Swayampanda-e2y 5 месяцев назад

    Pandian also assured the gathering that the government is actively working on improving connectivity in Nimapara. He outlined future projects aimed at enhancing transportation facilities, making it easier for people to commute and do business.

  • @nayakshorts5442
    @nayakshorts5442 5 месяцев назад

    ରଥଯାତ୍ରା ବନ୍ଧୁ କରିବାକୁ ଚକ୍ରାନ୍ତ କିଏ କରିଥିଲେ 😂🤣 କୁହ

  • @Abhinna_Sundar_Nayak
    @Abhinna_Sundar_Nayak 5 месяцев назад

    The vision of Hon’ble Chief Minister has been to provide assurance of quality health care to all the citizens of the State, especially the vulnerable sections

  • @somnathroutia7052
    @somnathroutia7052 5 месяцев назад +1

    BJD ସରକାର ସବୁଠାରୁ ଲୋକପ୍ରିୟ ଅଟେ ସେଥି ପାଇଁ ସବୁବେଳେ ଓଡ଼ିଶା ବାସୀଙ୍କୁ ସବୁଠାରୁ ଲୋକପ୍ରିୟ ସରକାର l

  • @ffsoumyagamingxyz395
    @ffsoumyagamingxyz395 5 месяцев назад +1

    ଦିଲିପ୍ ନାୟକ କୁ ଆମେ ମାନେ ହରାଇବୁ

  • @36bp_srustisamikshya50
    @36bp_srustisamikshya50 5 месяцев назад

    Biju janta dala achi ta ama bhabisayata bhi ujawala achi boli ama mana kahuchi karana ama pachare naveen babu ka hata achi

  • @subhasripanigrahi9576
    @subhasripanigrahi9576 5 месяцев назад

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାର୍ଯ୍ୟ ବିଷୟ ରେ କହିବା ପାଇଁ ଏମାନଙ୍କ ପାଖରେ କିଛି ନାହିଁ ତେଣୁ କରିବେ କଣ ଏହିଭଳି କିଛି ମିଛ ନାଟକ କରିବାକୁ ପଡିବ ନ ହେଲେ ମିଡ଼ିଆ ବାବଲାଙ୍କ ପେଟ କେମିତି ପୁରିବ ।

  • @SaraSara-sx7wm
    @SaraSara-sx7wm 5 месяцев назад +2

    அண்ணா மக்களின் ஆதரவு உங்களுக்கு கிடைக்கும் தமிழன் என்றும் உதவி தான் செய்வான் என்பதை நிருபி உள்ளீர் வாழ்துக்கள் இந்தயா தமமிழனை கண்டு அஞ்சனும் நிச்சயம் வெற்றி பெறுவீர் நாம் தமிழர்

  • @gourav_sharma12
    @gourav_sharma12 5 месяцев назад

    Pandian's narrative technique is simple yet effective, using the old man's question as a refrain that punctuates the story and invites readers to ponder its deeper significance.

  • @Sunilkumarsamal456
    @Sunilkumarsamal456 5 месяцев назад

    ଦୁଇଟି ପର୍ଯାୟ ନିର୍ବାଚନ ସାରିବା ପରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ବିଧାନସଭା ଓ ଲୋକସଭା ରେ ରେକଟ ସୃଷ୍ଟି କରିବ ବିଜେଡି l

  • @BadalLenka-nt1hk
    @BadalLenka-nt1hk 5 месяцев назад

    କାର୍ଷିକ ପାଣ୍ଡିଆନ ସାର ଓଡ଼ିଶାର ଲୋକଙ୍କ ଦୁଃଖ ବୁଝି ତାର ସମାଧାନ କରିବା ପାଇଁ ଜିଲ୍ଲା ରୁ ଜିଲ୍ଲା ଗସ୍ତ କରୁଥିଲେ ତାଙ୍କ ସମ୍ପର୍କୀୟ ଙ୍କୁ ଦେଖା କରିବା ପାଇଁ ଓଡ଼ିଶା ବାସୀଙ୍କ ଟଙ୍କା ଖର୍ଚ୍ଚ କରୁନଥିଲେ |

  • @Swayampanda-e2y
    @Swayampanda-e2y 5 месяцев назад

    In a move to engage the younger audience, Pandian spoke about the importance of sports and extracurricular activities. He mentioned the government’s plans to build new sports facilities and organize events to nurture young talent in the constituency.