PM Modi's Target To BJD; VK Pandian Responds | Know The Details

Поделиться
HTML-код
  • Опубликовано: 25 ноя 2024

Комментарии • 171

  • @Purna-GaonTOKA
    @Purna-GaonTOKA 6 месяцев назад +54

    ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କର ସୁବିଧା ପାଇଁ ରାସ୍ତା ଘାଟ ସ୍ୱାସ୍ଥ୍ୟ ଶିକ୍ଷା ବିଜୁଳି ଏବଂ ଗମନାଗମନର ବିକାଶ କରିବା ସହିତ ଓଡିଶାର ପ୍ରତିଘରକୁ ପାଇପଯୋଗେ ପିଇବା ପାଣି ଯୋଗାଇ ଦେଇଛନ୍ତି।

  • @NilimaKar-y6e
    @NilimaKar-y6e 6 месяцев назад +26

    ଓଡିଶା ବାସୀ ଆଜି ଗର୍ବିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ନବୀନ ଅଧ୍ୟକ୍ଷଙ୍କ ତତ୍ୱlବଧାନ ଫଳରେ ଓଡିଶା ଆଜି ଏକ ବିକଶିତ ରାଜ୍ୟ ରୂପେ ଗଢି ଉଠିଛି l

    • @bibhuofficial5192
      @bibhuofficial5192 6 месяцев назад

      Banda bikasita 25 baraha sasana re etiki bikasita na

    • @diptiskumarbal3778
      @diptiskumarbal3778 6 месяцев назад

      Pm nije Kan karichi kahuni .kia Kan karuni kahuchanti

  • @RakeshDalai-x6p
    @RakeshDalai-x6p 6 месяцев назад +25

    ଓଡ଼ିଶାର ବିରୋଧୀ ବିଜେପି ଦଳ ସବୁବେଳେ ଲୋକଙ୍କୁ ମିଛ ପ୍ରତିଶୃତି ଦେବାର ଅଭ୍ୟାସ କରି ଚାଲିଛନ୍ତି , କିନ୍ତୁ ଭୋଟ ସମୟ ଆସିଲେ ଲୋକଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଏବଂ ଭୋଟ ସରିଗଲେ ସବୁ ପ୍ରତିଶୃତି ଭୁଲିଯାଆନ୍ତି।

  • @RaghunathMohanty-v4t
    @RaghunathMohanty-v4t 6 месяцев назад +21

    ଓଡିଶାର BJP ଦଳ କେବେବି ଉନ୍ନତି ଚାହିଁନାହାନ୍ତି କିମ୍ଵା କିଛି କାର୍ଯ୍ୟ କରି ନାହାନ୍ତି କିନ୍ତୁ ରାଜ୍ୟର ବିଜୁ ଜନତା ଦଳ ଲୋକଙ୍କ କଲ୍ୟାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଚିତ ପଦକ୍ଷେପ ନେଇଛନ୍ତି।

  • @Trupti-Animal
    @Trupti-Animal 6 месяцев назад +16

    ଅନ୍ୟାୟ, ଭାବରେ ଷଡ଼ଯନ୍ତ୍ର ଓ ଛଳନା ପ୍ରଦର୍ଶନ କରି ବିଜେପି ଆଗାମୀ ନିର୍ବାଚନରେ ପରିଣାମ ନିଶ୍ଚୟ ଭୋଗିବ ରାଜ୍ୟ ବିଜେପି ଦଳ

  • @SoliSethi-mq4tu
    @SoliSethi-mq4tu 6 месяцев назад +15

    ବିଜେପି ଓଡିଶା ନେତା ମାନେ ସବୁବେଳେ ହୀନ ରାଜନୀତି କରି ସାଧାରଣ ଜନତା ଙ୍କୁ ଠକୁଛନ୍ତି ଆଉ କିଛି ନୁହେଁ। ତେଣୁ ବରଂ ଭଲ ହେବ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପୁନର୍ବାର ଜୟଯୁକ୍ତ କରି ଓଡିଶା ର ଭଲ କାର୍ଯ୍ୟକ୍ରମ ଆଗରୁ ଜେମିତି ଆରମ୍ଭ ହେଉଥିଲା ପୁଣିଥରେ ଆରମ୍ଭ ହେବ।

  • @Spandan643
    @Spandan643 6 месяцев назад +11

    ଦେଶର ସବୁ ପ୍ରାନ୍ତରୁ BJP Party କୁ Out କରିବା ପାଇଁ ଲୋକମାନେ ସଚେତନ ହେଲେଣି।କାରଣ ନା ଆସିଲା ଅଛେ ଦିନ୍, ନା ସୃଷ୍ଟି ହେଲା ଦୁଇ କୋଟି ରୋଜଗାର, ନା ଆସିପରିଲା କଳାଧନ ବିଦେଶ ରୁ, ନା ଆସିଲା ୧୫ ଲକ୍ଷ ଲୋକଙ୍କ ଆକାଉଣ୍ଟ କୁ। କିନ୍ତୁ ନୀରବ ମୋଦୀ ଚଉଦ ହଜାର କୋଟି ଟଙ୍କା ଫାଙ୍କି ଦେଇ ବିଦେଶ ରେ ଲୁଚିଛି, ଆଦାନୀ ର ସମ୍ପତି ବଢ଼ି ବଢ଼ି ଚାଲିଛି, Amit Shah ର ପୁଅ ଜୟ ସାହ ବସିଛି ଆଜି ସବୁଠାରୁ ଧନୀ BCCI ର Secretary ପଦ ରେ , ଚାଲିଛି ଧର୍ମ ନାମରେ ଦଙ୍ଗା ।BJP ଶାସିତ Manipur ଆଜି ଜଳୁଛି ହିଂସା ରେ, ଶହ ଶହ ମା ଭଉଣୀଙ୍କ ଇଜ୍ଜତ ନିଲାମ ହଉଚି, Ladakh ର ସୁନ୍ଦର ପରିବେଶ ଉପରେ ପଡ଼ିଛି ବ୍ୟବସାୟୀଙ୍କ ଲୋଭିଲା ଆଖି, ଗ୍ୟାସ ସିଲିଣ୍ଡର ଠାରୁ ପେଟ୍ରୋଲ, Groceries ସବୁ ଉପରେ ମହଙ୍ଗା ଛାଟ।ଓଡ଼ିଆ ରେ କଥା ଅଛି, "ନିଆଁ କୁ ଅଣ୍ଟି ରେ ପୁରେଇଲେ ସେଇ ନିଆଁ ଅଣ୍ଟି ପୋଡ଼ିଦିଏ" ।ତେଣୁ ସାରା ଦେଶ ଯେତେବେଳେ ଏଇ ନିଆଁ କବଳରୁ ମୁକ୍ତ ହେବା ପାଇଁ ଏକଜୁଟ ହେଲେଣି, ସେ ସମୟରେ ଓଡ଼ିଶାବାସୀ ଯଦି ପରିବର୍ତ୍ତନ ଆଶା ରେ ଏହି ଭୟଙ୍କର ନିଆଁ କୁ ଅଣ୍ଟି ରେ ପୁରେଇବେ, ତେବେ ଆମ ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶା ଛାରଖାର ହେବାକୁ ବେଶୀ ସମୟ ଲାଗିବନି। ତେଣୁ ସଚେତନ ହେବ ଆବଶ୍ୟକ । Jumla BJP Party ର ମିଛ ଭାଷଣ ଓ Agenda ରେ ଫସିବା ଉଚିତ୍ ନୁହେଁ ।
    For our state CM Naveen patnaik and BJD is the best.

  • @swarajk314
    @swarajk314 6 месяцев назад +13

    Absolutely Correct , NH - 55 ର କାମ ଚାଲିଛି ଏବେ ବି , କେବେ ସରିବ ତାର କୌଣସି ଠିକ୍ ଠିକଣା ନାହିଁ , ସେଣ୍ଟର୍ ରେ ସବୁ କାଢ଼ୁଆ ନେତା ଅଛନ୍ତି ଯଦି ଏଇଟା କାହିଁ କାଢିକି ଓପାଡି ପାରୁ ନାହାନ୍ତି , ସବୁ ଓପାଡି ପକେଇବେ କହୁଛନ୍ତି , NH - 55 କାମ ତ ସେଣ୍ଟର୍ under ରେ but ସେ କାମ ଏବେ ଯାଏ ସରୁନି କାହିଁକି 😂🤣

    • @Pzxxxxxx
      @Pzxxxxxx 6 месяцев назад

      ସେଥି ପାଇଁ Dharmendra Pradhan ଉତ୍ତର ରଖି ଛନ୍। State government co operate କରୁ ନି।।। Forest। Clearance ଆସୁ ନାହିଁ under pass ପାଇଁ

  • @shibabehera3702
    @shibabehera3702 6 месяцев назад +26

    ବଡ଼ ମନ୍ଦିର କାଳିଆଙ୍କ ରତ୍ନ ଭଣ୍ଡାର ଚାବି କୋଉଠି ଅଛି କୁହୁନ

    • @Gdiwhsbdnxxhsjsnsn
      @Gdiwhsbdnxxhsjsnsn 6 месяцев назад

      Ratna bhandar chabi jauthi thau..tamaku kichi milibani ... Samaste bhaga-banti khaibe tame kukura bhalia aneithiba...
      hosh ku aasantu ..au bhabi chinti vote diantu

    • @sipaksahoo9054
      @sipaksahoo9054 6 месяцев назад +1

      ​@@Gdiwhsbdnxxhsjsnsn To gandi kn paen jaluchhi

    • @NetworkFFzone_Yt
      @NetworkFFzone_Yt 6 месяцев назад

      😅😅​@@sipaksahoo9054

    • @Gdiwhsbdnxxhsjsnsn
      @Gdiwhsbdnxxhsjsnsn 6 месяцев назад

      ​@@sipaksahoo9054aeita toro aukaad

  • @abhisekcreationabhi9644
    @abhisekcreationabhi9644 6 месяцев назад +3

    ପଦ୍ମ ଫୁଲ

  • @bishnuchjena6913
    @bishnuchjena6913 6 месяцев назад +2

    Pandiyan sir great
    & fight to all BJP leader
    Thanks

  • @Sivajinaik1
    @Sivajinaik1 6 месяцев назад +6

    ଓଡ଼ିଶା କାମ ପାଇଁ ଦାୟୀ ଓଡ଼ିଶା ସରକାର।

  • @vivekbaidya59
    @vivekbaidya59 6 месяцев назад +8

    Only BJP jay shree Ram

  • @sudeep1392
    @sudeep1392 6 месяцев назад +10

    Msp- central govt- 2100 and Chhattisgarh State Govt-1000 Total- 3100 (BJP ruled state)
    MSP- Central Govt- 2100 and Odisha BJD GOVT- 0 Total- 2100 (Genda ruled state)

  • @SasmitaSahoo-qf2bh
    @SasmitaSahoo-qf2bh 6 месяцев назад +2

    ଆମ pm ଙ୍କ କଥା ପ୍ରବଳ କାମ ପୁରା ଦୁର୍ବଳ 😂
    BJD ଥିଲା ଅଛି ରହିବ।ଆମ ନବୀନ ବାବୁ ଥିବା ପଯ୍ୟନ୍ତ କେହି ତାଙ୍କ ଜାଗା ନେଇ ପାରିବେନି 💚🤍

  • @prakashpanigrahi6393
    @prakashpanigrahi6393 6 месяцев назад +6

    ଏଠାରେ ତାଙ୍କ ସରକାର ନାହାନ୍ତି , ସରକାର ଆସିଲେ ଦେବେ, ଏବେ ଆପଣଙ୍କ ବିଜେଡି ସରକାର ଅଛି,
    ଦେଇକରି ଦେଖାନ୍ତୁ

  • @thinkgenuine6428
    @thinkgenuine6428 6 месяцев назад +3

    #Boycott BJD
    #Boycott TAMIL
    #SaveODISHA before everything looted

    • @JAGAMAMALIJS
      @JAGAMAMALIJS 6 месяцев назад +4

      Boycutt Gujurati

    • @sunilsahu1104
      @sunilsahu1104 6 месяцев назад

      Modi ku kuha kahibaku... Boycott Tamillians... Baliki...

  • @farhenbarkha7853
    @farhenbarkha7853 6 месяцев назад +2

    BJD 🎉🎉🎉🎉

  • @santoshkumarsamantaray5389
    @santoshkumarsamantaray5389 6 месяцев назад +2

    BJP BJP BJP BJP BJP BJP BJP 🔥🔥🔥

  • @Gdiwhsbdnxxhsjsnsn
    @Gdiwhsbdnxxhsjsnsn 6 месяцев назад +35

    IAS V/S CHAIWALA 😅

    • @PGT_NPR_1
      @PGT_NPR_1 6 месяцев назад +10

      Bhai se chaiwala nunha ahuri bada loka se tanka bapa thile se nunha
      Michha parichaya deichhanti
      DHRUV RATHEE CHANEL KU JANTU❤❤

    • @Gdiwhsbdnxxhsjsnsn
      @Gdiwhsbdnxxhsjsnsn 6 месяцев назад +11

      @@PGT_NPR_1 thik kahile bhai... kintu gotie murkha hin heithiba jie Narendra Modi ku samarthan karuthiba

    • @Odishaboy-
      @Odishaboy- 6 месяцев назад

      Tuta ama pathua gendu 😂😂 Congress ,bjd supporter 😅😅 odisha ku 50 Barsha Congress,25 Barsha bjd sasan kala parebi dadana mukta hei paruni Sethi lagi bjp ku thare chance diajau 😅😅 sabu party odishaku lutile bjp thare lutu 😅😅

    • @Spandan643
      @Spandan643 6 месяцев назад +10

      Correctly said. ରାଜା ସିନା ପୂଜା ପାଏ ଆପଣା ଦେଶରେ
      ଜ୍ଞାନୀ ପୂଜା ପାଉଥାଏ ଦେଶ ବିଦେଶରେ।
      Kejriwal, Pandian ଙ୍କ ପରି ଶିକ୍ଷିତ ଲୋକ ରାଜନୀତି କୁ ଆସିଲେ ଦେଶ ର ଉନ୍ନତି ହେବ।
      ମୂର୍ଖ , ମିଛ କହୁଥିବା ଅଶିକ୍ଷିତ ଲୋକ କ୍ଷମତା ପାଇଲେ ଦେଶ ନିମ୍ନ ଗାମୀ ହେବ ଯାହା ପ୍ରକୃତ ଶିକ୍ଷିତ ଲୋକ ବୁଝି ପାରିବେ।
      Love and respect for one of the best IAS of INDIA who is dedicatedly working for our State MR VK Pandian .

    • @Odishaboy-
      @Odishaboy- 6 месяцев назад

      @@Spandan643 kejriwal bhali pandian bhi dine scam Kari jail ku jiba 🥲🥲Nua o scholarship dei vote maguchhi 😂😂Street loka nku 1000 dei vote maguchhi 😂

  • @SudhakarNayak-c8g
    @SudhakarNayak-c8g 6 месяцев назад +1

    ୫ ତାମିଲ୍ କୁ ଓଡ଼ିଶାରୁ ବାହାର କରାଯାଉ ମୁଁ ବି ଚାହେଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ

  • @VIBES_OD
    @VIBES_OD 6 месяцев назад +5

    Jay BJD 💚

  • @SHIBANSH265
    @SHIBANSH265 5 месяцев назад

    PANDIAN SIR THIK KAHUCHANTI

  • @BharatBandichhod
    @BharatBandichhod 6 месяцев назад

    ଛତିଶଗଡ ର ଲୋକ ମାନେ ବହୁତ୍ ଖୁସି ଅଛନ

  • @debubaba1987
    @debubaba1987 6 месяцев назад +10

    BJD hariba CG re dekhe Pandu Msp kete dauchi, NH 55 re to bapa jami daba ki work complete haba

    • @VIBES_OD
      @VIBES_OD 6 месяцев назад +4

      Msp kia debo re andh bhakata
      Central ki rajya 🤣🤣🤣

    • @sudeep1392
      @sudeep1392 6 месяцев назад +3

      @@VIBES_OD AREE Gaja Murkha...
      Msp- central govt- 2100 and Chhattisgarh State Govt-1000 Total- 3100 (BJP ruled state)
      MSP- Central Govt- 2100 and Odisha BJD GOVT- 0 Total- 2100 (Genda ruled state)

    • @sanatkumarsenanayak4410
      @sanatkumarsenanayak4410 6 месяцев назад

      Re magya to bopa debo re Tamil kukuro chamcha

    • @Gdiwhsbdnxxhsjsnsn
      @Gdiwhsbdnxxhsjsnsn 6 месяцев назад +3

      @@sudeep1392 aga to jeje bapa dhramendra ku kaha education ru GST hateiba...

    • @sudeep1392
      @sudeep1392 6 месяцев назад

      @@Gdiwhsbdnxxhsjsnsn magane khia.. Coaching Institute re hi GST achi.. Aau besi aade nahi.. Murkha. Chamacha

  • @bibhutipradhan9098
    @bibhutipradhan9098 6 месяцев назад

    Har har modi ji ghar ghar modi ji 🚩🙏❤️ I love ou pm

  • @hostech
    @hostech 6 месяцев назад +1

    BJD jete katha kahile B BJP win😂😂

  • @rahulswain9990
    @rahulswain9990 6 месяцев назад +2

    Ye kie???

  • @MahandasGond
    @MahandasGond 6 месяцев назад

    Jay Naveen patnayak BJD jindabad jindabad jindabad jindabad

  • @BhaunmatinialBhaunmatinial
    @BhaunmatinialBhaunmatinial 5 месяцев назад

    Bjo❤❤❤❤❤❤❤🎉🎉

  • @taranisenrout7155
    @taranisenrout7155 6 месяцев назад +2

    ପାଣ୍ଡିଆନ,ବାବୁ,ଆପଣ,ଯଦି,ଏମିତି କଥାକହିଲେ ମୋଦି ର ଗାଣ୍ଡି ଫାଟି ଯିଵନି

  • @thinkgenuine6428
    @thinkgenuine6428 6 месяцев назад +11

    ଜୁନ ୪ ପରେ ED ଚଢ଼ାଉ ହଉଛି ରେ ପାଣ୍ଡୁ ତୋ ଉପରେ , ନବୀନ ନିବାସ ନୁହେଁ, ଝାରପଡ଼ା ଜେଲ ଯିବୁ ରେ ପୁଅ ... ତାମିଲନାଡୁ ଧାଇଁବ। ପୂର୍ବରୁ ଜେଲ୍ ରେ ଚକି ପେଶିବୁ, ଯେତେ ମାରିକି ଖାଇଛୁ, କଡ଼ା ଗଣ୍ଡା ଆଦାୟ ହେବ

  • @bhabanisankarnayak3537
    @bhabanisankarnayak3537 6 месяцев назад +1

    ଲୋକସଭାରେ ମୋଦୀ ନବୀନ ବାବୁଙ୍କୁ ପ୍ରଶଂସା କରିଥିବା ଭିଡିଓ ଘରେ ଘରେ ପହଞ୍ଚାଇବା ବ୍ୟବସ୍ଥା କରାଯାଉ ।

  • @mithunabhoi8732
    @mithunabhoi8732 6 месяцев назад

    ପାଣ୍ଡିୟାନ ତାମିଲ ବାବୁ ସୁପର ଫାଷ୍ଟ IAS ପାଠ ପଢ଼ି ଥିବା ଲୋକ
    ମନେ ପ୍ରଶ୍ନର ଉତ୍ତର ଅଭାବ ନାହିଁ
    ସେଥିପାଇଁ ତ IAS କରଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ❤❤🙏🙏🙏

  • @susantajena3466
    @susantajena3466 6 месяцев назад +2

    Pandian kea

  • @GOBADHANAKANHAR
    @GOBADHANAKANHAR 5 месяцев назад

    Sir please odisha

  • @RajendraKarna-x3t
    @RajendraKarna-x3t 5 месяцев назад

    Only BJD

  • @diptiranjanbarik9707
    @diptiranjanbarik9707 6 месяцев назад +1

    400 na Bala par haba

  • @Babuludeepa-ye8dz
    @Babuludeepa-ye8dz 6 месяцев назад

    Bjd ❤❤❤❤❤❤❤BJD

  • @bksethy1
    @bksethy1 6 месяцев назад

    Modi bhagao... Desha sahita Odisha ku bachao

  • @pravakarparida3745
    @pravakarparida3745 6 месяцев назад

    ଏ ମୁଖ୍ୟମନ୍ତ୍ରୀ ଙ୍କ 5T ପ୍ରଭାବ

  • @Basanta855
    @Basanta855 5 месяцев назад

    Jai bjd

  • @pravatchandrarout4595
    @pravatchandrarout4595 6 месяцев назад

    ଆବେ ସେଟା ବାସା ନୁହେଁ , ସେଟା ଭାଷା, ବାସି ପାଡ ଭାବିଲୁ କିରେ!

  • @SP-kf3zr
    @SP-kf3zr 6 месяцев назад +1

    Why is this actor talking so dramatically? Can't she present in a much calmer way?

  • @gaytrichoudhry8006
    @gaytrichoudhry8006 5 месяцев назад

    Pandayan sir write word

  • @rayadvocate7711
    @rayadvocate7711 5 месяцев назад

    High aspiration of Pandian killed BJD. Get him out.

  • @rahulswain9990
    @rahulswain9990 6 месяцев назад

    Wait for jail pandu

  • @BarshaMeher-f3m
    @BarshaMeher-f3m 5 месяцев назад

    Somewhere 💔 for Bjd

  • @sipaksahoo9054
    @sipaksahoo9054 6 месяцев назад +1

    KANAK NEWS bjd ra chatuchhi, khali bjd ra campaign ku live dekhauchhi

  • @Pzxxxxxx
    @Pzxxxxxx 6 месяцев назад +3

    ତୁ ମାଗିହା କୋଉ ଠି ଶୋଇ ଥିଲୁ ବେ 25 ବର୍ଷ ପରେ 100 unit line bill ଛାଡ ପାଇଁ ଘୋଷଣା କରୁ ଛୁ

  • @deepakrouta4149
    @deepakrouta4149 6 месяцев назад +1

    Reply ta MLA ki MP deithile odisha besi khusi heithante

  • @Cricket-r4p
    @Cricket-r4p 6 месяцев назад

    NAbin ❤ but pandian 😅

  • @abhisekcreationabhi9644
    @abhisekcreationabhi9644 6 месяцев назад

    ଗିହାଇବୁ ରହିଥା

  • @santoshkumarsamantaray5389
    @santoshkumarsamantaray5389 6 месяцев назад

    BJD bala Surata jiba radita 👍👍👍

  • @kalyankumar4166
    @kalyankumar4166 6 месяцев назад +1

    Modi shall jumla hi Manipur kareba 😂😂😂

  • @BijayShani-hn2qf
    @BijayShani-hn2qf 6 месяцев назад

    BJP 💐💐💐💐💐💐

  • @kunabarad531
    @kunabarad531 6 месяцев назад +9

    ପାଣ୍ଡୁ କୁ ପସନ୍ଦ କୁରୁନୁ

  • @jaydebmajhi236
    @jaydebmajhi236 6 месяцев назад

    OTV OUT KARA ODISHA RU 👎👎👎❌❌🚫❌🚫

  • @susildalai9183
    @susildalai9183 6 месяцев назад

    Pandian who is giving rice
    Center then why ur ???

  • @abhisekcreationabhi9644
    @abhisekcreationabhi9644 6 месяцев назад

    ଦାଦା ବଟି ପାଣ୍ଡିଆନ ଖାଉଛି ବିଜେଡି ଗୁଣ୍ଡା ଖାଉଛନ୍ତି

  • @PabitraMahanand-fc4yv
    @PabitraMahanand-fc4yv 6 месяцев назад

    Bjp party jumlabaji kariba nichadekheiba lekin ama Odisare tanka prabhab padiba nahi jai ho naveen jai ho bjd

  • @jaydebmajhi236
    @jaydebmajhi236 6 месяцев назад

    BJP OUT KARA ODISHA RU 👎👎👎👎❌❌🚫❌🚫❌🚫❌

  • @diptiranjanbarik9707
    @diptiranjanbarik9707 6 месяцев назад

    Gote loka lage
    Modi
    Delhi tu sabu mantri manaku
    Odisha pathauche
    Jadi modi ra dam aache
    Tu yeka prachara karna
    Tu janebu tho prachara re keyte dam aache
    Harebu modi

  • @AnshumanBehera-vi1gu
    @AnshumanBehera-vi1gu 5 месяцев назад

    Bjp❤

  • @amitavshreya
    @amitavshreya 6 месяцев назад

    ପାଣ୍ଡୁ ତୁମେ ଜଣେ ତାମିଲୀୟ ତେଣୁ ତୁମେ ନିଜ ରାଜ୍ୟକୁ ଫେରି ରାଜନୀତି କରିବା ଭଲ ଏବଂ ଆସନ୍ତୁ ଓଡିଆଙ୍କୁ ଆମର ଓଡିଆ ରାଜ୍ୟକୁ ଶାସନ କରିବା ଏବଂ ଆଗାମୀ ବର୍ଷ ପାଇଁ ଆମର ଭାବମୂର୍ତ୍ତି ଏବଂ ଗର୍ବକୁ ଅକ୍ଷୁର୍ଣ୍ଣ ରଖିବା |

  • @BarshaMeher-f3m
    @BarshaMeher-f3m 5 месяцев назад

    Ama balangir re bjp ra developmental result zero#😢 still the party win 😢

  • @Constructionbymotilal
    @Constructionbymotilal 6 месяцев назад +1

    Apan kn magena bijuli deiparibe strategy tk kahibeta

  • @meinhunnaa8277
    @meinhunnaa8277 6 месяцев назад

    Sir apan cm heiki odisha ra samastanku dadana ra 5T bhali dadania subidha te karantu dadan bhal se chadiki jibu karana ama odia loka gulami pain hi sabubele ready achhanti kichhi paribartan nai only vote dei khusi khusi dadan jibu sir apan mahan odisha kebe paribartan habani dukha laguchhi nirash

  • @JayantiTripathy-nr5cd
    @JayantiTripathy-nr5cd 5 месяцев назад

    25 barsa kana karrucha

  • @santoshmallick8032
    @santoshmallick8032 6 месяцев назад

    Everything is under Central Government you see sitting only for comedy

  • @BarshaMeher-f3m
    @BarshaMeher-f3m 5 месяцев назад

    Foreign particles bjp pain sei emotion ashuni jete BJD pain ase

  • @mr.tejrajofficial1245
    @mr.tejrajofficial1245 6 месяцев назад

    Bjp athar sabuthire hariba

  • @gitanjaliswain6684
    @gitanjaliswain6684 6 месяцев назад

    Modi jakari chhanti nibina karibani

  • @gitanjaliswain6684
    @gitanjaliswain6684 6 месяцев назад

    Pk panding odisaru Kia

  • @BarshaMeher-f3m
    @BarshaMeher-f3m 5 месяцев назад

    Amar ekachatrabad sashan bhala thila ho

  • @sumantapalei6094
    @sumantapalei6094 6 месяцев назад

    Mad man pandian

  • @manikapanda2993
    @manikapanda2993 5 месяцев назад

    Cura

  • @kumargaurab8189
    @kumargaurab8189 6 месяцев назад +1

    Tume 24 years ra hisaba dia

    • @Gdiwhsbdnxxhsjsnsn
      @Gdiwhsbdnxxhsjsnsn 6 месяцев назад +1

      Modi deipariba ki hisab ?
      Jadi deipariba gute conference madhyama re dau ..
      Mu janibi tame au tama Narendra Modi mard chhua tiye ..

  • @PratapMangaraj-l8y
    @PratapMangaraj-l8y 6 месяцев назад +1

    ତୁ କଣ ଆମ ଓଡ଼ିଆ ଲୋକଯେ ତୋ କଥା ଶୁଣିବୁ ତୁ କିଏକି କଣ ବାଇମୁଣ୍ଡି

    • @Gdiwhsbdnxxhsjsnsn
      @Gdiwhsbdnxxhsjsnsn 6 месяцев назад +2

      O bhai ! Suna tike Prathame sie Jane voluntarily retired IAS officer..tama modi ku Dharmendra ra AUKAAD nahi ta saha debate karibaku ...

    • @DocTapan
      @DocTapan 6 месяцев назад

      ​@@Gdiwhsbdnxxhsjsnsnjadi aukat achhi pandian ra Tamilnadu re jaiki sarpanch election re jiti ki dekha. Odisha re tumo bhalia loko pain sie ei level ku pahanchichhi..

    • @Gdiwhsbdnxxhsjsnsn
      @Gdiwhsbdnxxhsjsnsn 6 месяцев назад +2

      @@DocTapan aga modi kariki dekhau .... tapare Pandian katha bujhibu

    • @DocTapan
      @DocTapan 6 месяцев назад

      @@Gdiwhsbdnxxhsjsnsn sie ta gujrat ru election jitiki CM thile.

    • @DocTapan
      @DocTapan 6 месяцев назад

      @@Gdiwhsbdnxxhsjsnsn ethara pandian ku kaha Tamilnadu jaiki bikash karibo. Amara ethi bahut IAS achhanti.
      To bhalia golam mananka lagi Britishers mane india ku 100barsha sasan karithile

  • @routking8192
    @routking8192 6 месяцев назад

    nabinbabu jitisariba pare jodi pandian ku nabahata karnti tahale nabinbabu Sara bharatare badnamheijibe

  • @rakeshsahooofficial2402
    @rakeshsahooofficial2402 6 месяцев назад

    A... Tu ja re

  • @Mishkasgarden
    @Mishkasgarden 6 месяцев назад

    Chabi katha?

  • @PramodDaas
    @PramodDaas 5 месяцев назад

    Bjpikimudiknodia

  • @MenakaPanda-e3l
    @MenakaPanda-e3l 5 месяцев назад

    Galu aata.pandu

  • @susantajena3466
    @susantajena3466 6 месяцев назад

    Ta ghara kouthi se kana amaku sasan kariba ama odisa re kana talent neta nahanti

  • @BabuLal-lb7bd
    @BabuLal-lb7bd 5 месяцев назад

    Bjpmodimadurukothuasila

  • @bishnuprasadsundara1641
    @bishnuprasadsundara1641 6 месяцев назад

    😂😂😂😂 ପାଣ୍ଡୁ ମୁଁ jadi ପ୍ରଶ୍ନ ପଚାରିବି ପାଣ୍ଡୁ tuuu tuuu ମେ ମେ ହେବ 😅😅

  • @JayantiTripathy-nr5cd
    @JayantiTripathy-nr5cd 5 месяцев назад

    Chor

  • @Minatisamal-my7fg
    @Minatisamal-my7fg 5 месяцев назад

    Fobr uto

  • @premkumarprem2187
    @premkumarprem2187 5 месяцев назад

    Magya pandu

  • @SurendraSahu-mx1tg
    @SurendraSahu-mx1tg 5 месяцев назад

    Tu kana karuthilu au maichha

  • @RamaSutar-pq3pc
    @RamaSutar-pq3pc 6 месяцев назад

    Se magia pandu. Tu kie

  • @MahandasGond
    @MahandasGond 6 месяцев назад

    Bjp jumla party

  • @Sahoolittletrupti.
    @Sahoolittletrupti. 6 месяцев назад

    ପାଣ୍ଡୁ

  • @iconicindrajit3660
    @iconicindrajit3660 6 месяцев назад

    re tamil pandu tu kie be ta katha odusha loko sunibe aau biswas karibe. modi t desa r pm tanka katha sunibe manibe...tu aga jana pratinidhi ho then bak bak hele vala lagibo...jete jaldi parucha tamil polei ja..nahele ta abasta bht sanghatik haba re odisha re

  • @ghanashyamamahanta1297
    @ghanashyamamahanta1297 6 месяцев назад

    ତୁ ପାଣ୍ଡୁ କିଏରେ ମାଗିହା