Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Very nice 👏 congratulations sirAbe Potala chasa arambha kariheba
କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଅତି ଉପାଦେୟ ପ୍ରଚେଷ୍ଟା ପାଇଁ ଆପଣଙ୍କୁ ଆନ୍ତରିକ କୃତଜ୍ଞତା
ଧନ୍ୟବାଦ
@@krushisampada ସାର୍ ଭଲ ଫଳ ହେଉଛି ହେଲେପୋଟଳ କଷି ଅବସ୍ଥାରେ ଶୁଖି ଯାଉଛି କଣ କରିବାକୁ ପଡ଼ିବ
Keep it up bhala lagila
Corect information 😊
Thanks and welcome
Swarna aloukika chara keunthi miliba ? Sir
Good video
Nice 🙏👍
Excellent
Nice
Sirମତେପଟଲଚାରାଦେଇପାରିବକି
Kete dinare phaliba potal
Mancha kemite kareba. Kete distance re kareba
ନମସ୍କାର।
ନମସ୍କାର, sir
ପୁଟଳ ଆମ୍ଭର ଲଟା ମାଡୁଛି ଜମା ପଳ ହନାନି କଣ କରିବୁ❤❤
Potal chara keunthu miliba
great , how can some one get nursery for plantation?
Potala chara kauthu paibu sir
Potala roots kauthi miliba plz kuhantu
ଆପଣଙ୍କ ପୋନ ନଂ ଦିଅନ୍ତୁ
7008498896
Very good information.Keep posting such videos. Can you please share address of this place also?
Janardanpur gp, Nischintakoili block, Cuttack district। Sukadev pradhan 8763546490
Sir,ଫଳ ମାଛି କୁ କେମିତି ନିୟନ୍ତ୍ରଣ କରିବୁ ପୋଟଳ ଚାଷ ରେ
Cypermethrin 10%EC lit ପ୍ରତି 2ml ବା Spinosad 45%SC drum ପ୍ରତି 5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
@@krushisampada thank you so much sir for clearing doubtss
Cow farm upare kichi video banantu
Portal Re fula Kashi Nahin Kona kala fula asibo
9ଟି ମାଈ ଗଛ ସହିତ ଗୋଟିଏ ଅଣ୍ଡିରା ଗଛ ଲଗାନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac Plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Kau harmon dele prachura phala asiba
ପୋଟଳ ଫସଲରେ ଜୈବିକ ସାର BIOZYME ଏକର ପ୍ରତି 12kg ବା Sagarika10kg ପ୍ରୟୋଗ କରନ୍ତୁ।ହରମୋନ Fantac plus ବା Milistim lit ପ୍ରତି 1ml ବା Ishabion lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।10ଦିନ ଅନ୍ତରରେ 2/3ଥର ସ୍ପ୍ରେ କରନ୍ତୁ।
@@krushisampada thanks sir
Kete dinare phaliba
Bhadi re double porfit jemiti double expenses samiti
Sir ahi chara kemiti mu paiparibi.kahibe ki?sir apanka ph no send karantu.
Plz sir kahun
ମୋର ନାମ- ରବୀନ୍ଦ୍ରନାଥ ଚଇନି, ସା-ସୋଗଲ,ସମିତଂଗା ,କଟକମୁଁ ଘର ଛାତ ଉପରେ ଦୁଇ ମଂଦା ପୋଟଳ ଟିଣରେ ମାଟି ଓ ଗୋବର ଖତ ଦେଇ ଲଗାଇଛି ,ପୋଟଳ ଚାରା ରେ କେବଳ ମାଈ ଚାରା ଅଛି । ପୋଟଳ ଗଛରେ ବହୁତ କଷି ହୋଇ ଶୁଖି ଯାଉଛି କ'ଣ କଲେ ପୋଟଳ ଫଳିବ ଏବଂ ଅନଂଡିରା ଗଛର ଆବଶ୍ୟକତା ପଡିବ ନାହିଁ । ଦଯାକରି ଜଣାଇବେ ନମସ୍କାର
ପୋଟଳ ରେ ଅଣ୍ଡିରା ଗଛ ଓ ମାଈ ଗଛ ଅଲଗା ଥାଏ।ତେଣୁ ଅଣ୍ଡିରା ଗଛ ଲଗାଇଲେ ଅଣ୍ଡିରା ଫୁଲ ଫୁଟିବ ଓ ପରାଗ ସଙ୍ଗମ ହେଲେ କଷି ଝଡ଼ିବ ନାହିଁ
Please display the name of medicine and fertilizer on the screen.
You didn't tell about the medicine for pests and diseases.
Miliba kouthi
Chara
ପୋଟଳ ଚାରା ପାଇବା ପାଇଁ ଆପଙ୍କ ଅଞ୍ଚଳର ପୋଟଳ ଚାଷୀ ବା block horticulture officer ଙ୍କ ସହ ଯୋଗାଯୋଗ କରନ୍ତୁ।କିମ୍ବା CHES, AIGINIA, BHUBANESWAR ଙ୍କ ସହ ଯୋଗାଯୋଗ କରନ୍ତୁ।
Good video but one request. You never mentioned the average yield per acer in any of your videos. Plz share that details as well, as it will be very helpful
Chara lagi phone number darkar
Thanks
Very nice 👏 congratulations sir
Abe Potala chasa arambha kariheba
କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଅତି ଉପାଦେୟ ପ୍ରଚେଷ୍ଟା ପାଇଁ ଆପଣଙ୍କୁ ଆନ୍ତରିକ କୃତଜ୍ଞତା
ଧନ୍ୟବାଦ
@@krushisampada
ସାର୍
ଭଲ ଫଳ ହେଉଛି ହେଲେ
ପୋଟଳ କଷି ଅବସ୍ଥାରେ ଶୁଖି ଯାଉଛି
କଣ କରିବାକୁ ପଡ଼ିବ
Keep it up bhala lagila
Corect information 😊
Thanks and welcome
Swarna aloukika chara keunthi miliba ? Sir
Good video
Nice 🙏👍
Excellent
Nice
Sirମତେପଟଲଚାରାଦେଇପାରିବକି
Kete dinare phaliba potal
Mancha kemite kareba. Kete distance re kareba
ନମସ୍କାର।
ନମସ୍କାର, sir
ପୁଟଳ ଆମ୍ଭର ଲଟା ମାଡୁଛି ଜମା ପଳ ହନାନି କଣ କରିବୁ❤❤
Potal chara keunthu miliba
great , how can some one get nursery for plantation?
Potala chara kauthu paibu sir
Potala roots kauthi miliba plz kuhantu
ଆପଣଙ୍କ ପୋନ ନଂ ଦିଅନ୍ତୁ
7008498896
Very good information.Keep posting such videos. Can you please share address of this place also?
Janardanpur gp, Nischintakoili block, Cuttack district। Sukadev pradhan 8763546490
Sir,
ଫଳ ମାଛି କୁ କେମିତି ନିୟନ୍ତ୍ରଣ କରିବୁ ପୋଟଳ ଚାଷ ରେ
Cypermethrin 10%EC lit ପ୍ରତି 2ml ବା Spinosad 45%SC drum ପ୍ରତି 5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
@@krushisampada thank you so much sir for clearing doubtss
Cow farm upare kichi video banantu
Portal Re fula Kashi Nahin Kona kala fula asibo
9ଟି ମାଈ ଗଛ ସହିତ ଗୋଟିଏ ଅଣ୍ଡିରା ଗଛ ଲଗାନ୍ତୁ।
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac Plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Kau harmon dele prachura phala asiba
ପୋଟଳ ଫସଲରେ ଜୈବିକ ସାର BIOZYME ଏକର ପ୍ରତି 12kg ବା Sagarika10kg ପ୍ରୟୋଗ କରନ୍ତୁ।ହରମୋନ Fantac plus ବା Milistim lit ପ୍ରତି 1ml ବା Ishabion lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।10ଦିନ ଅନ୍ତରରେ 2/3ଥର ସ୍ପ୍ରେ କରନ୍ତୁ।
@@krushisampada thanks sir
Kete dinare phaliba
Bhadi re double porfit jemiti double expenses samiti
Sir ahi chara kemiti mu paiparibi.kahibe ki?sir apanka ph no send karantu.
Plz sir kahun
ମୋର ନାମ- ରବୀନ୍ଦ୍ରନାଥ ଚଇନି, ସା-ସୋଗଲ,ସମିତଂଗା ,କଟକ
ମୁଁ ଘର ଛାତ ଉପରେ ଦୁଇ ମଂଦା ପୋଟଳ ଟିଣରେ ମାଟି ଓ ଗୋବର ଖତ ଦେଇ ଲଗାଇଛି ,ପୋଟଳ ଚାରା ରେ କେବଳ ମାଈ ଚାରା ଅଛି । ପୋଟଳ ଗଛରେ ବହୁତ କଷି ହୋଇ ଶୁଖି ଯାଉଛି
କ'ଣ କଲେ ପୋଟଳ ଫଳିବ ଏବଂ ଅନଂଡିରା ଗଛର ଆବଶ୍ୟକତା ପଡିବ ନାହିଁ । ଦଯାକରି ଜଣାଇବେ ନମସ୍କାର