Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Nice👍👍👍👍👍👍
ସାର୍ ମୁଁ ଏହି ଚାଶ କରିବା ପାଇଁ ଇଚା କରୁଅଛି ମାଇ ଓଅଣ୍ଡିରା ଚେର କେମିତି ଚିହ୍ନି ପାରିବା ଦୟା କରି ଲେଖି ପଠେଇଲେ ଓ ତାହା ଚେର ମୋତେ ଦେଲେ ଭଲ ହୋଇ ଥାନ୍ତା
Good
ବହୁତ ବଡ଼ିଆ ଭିଡିଓଟି ହୋଇଛି। ଅଶେଷ ଅନ୍ୟବାଦ ସାର୍ । କଲରା ଗଛର ରୋଗପୋକର ନିୟନ୍ତ୍ରଣ ପାଇଁ ଆପଣଙ୍କୁ ଅନୁରୋଧ।
କଲରା ଗଛ ର ପୋକ ନିୟନ୍ତ୍ରଣ ପାଇଁ ଗୋଟିଏ video ହୋଇଛି , ଦେଖି ପାରିବେ।ଧାଡି ଓ ଭାଡ଼ି ପଦ୍ଧତିରେ କଲରା ଚାଷ।
Nice
Perfect information 👍
Thank you
Sir very nice
Many Many thanks... Sir
Explanation of brother with white shirt is very sober. Thanks.
Very good Chanel best of luck
Good news sir
👍👍👍👍
👍🏻👍🏻
Sir Potala gachha kala rahibakemiti o bhala phala asiba sir apananku anurodha
Sir potol chasara falara o patra o lahara jau poka bisajare Kahibakua ausadha khantu sir
Lamba cheraku Kati ki lagei heba ki nahi sir
ଲମ୍ବା ଚେର କୁ କାଟି ଲଗାଯାଏ ନାହିଁ।ଅଣ୍ଡିରା ଚେର ଓ ମାଈ ଚେର ଚିହ୍ନଟ କରି ପୁରା ଚେର କୁ ଲଗାଯାଏ।
@@krushisampada mai chera lamba rahe 1 phut 2 phut ra thae kemiti laga heba
ପୋଟଳ ଗଛ 10cm -15cmହୋଇଛି । ଏହାର ଚେର ଗୁଡିକ ଫିମ୍ଫି ଲାଗି ପଚି ଜାଉଛି । ଏହାର ସମାଧାନ ଜଣାନ୍ତୁ ।
ପୋଟଳ ଫସଲରେ ମୁଳ ସଢା ବା ଚେର ସଢା ରୋଗ ଲାଗିଛି।ଏହା ଏକ କବକ ଜନିତ ରୋଗ।ପୋଟଳ ଚେର ଲଗାଇବା ପୂର୍ବରୁ ଚେର କୁ lit ପାଣିରେ 1gm Carbendazim 50%WP ସହିତ Plantomycine 1gm ଦ୍ରବଣ ରେ ବିଶୋଧନ କରନ୍ତୁ।ବର୍ତମାନ RIDOMIL GOLD lit ପ୍ରତି 2.5gm ବା Propiconazole 25%EC lit ପ୍ରତି 1ml ହିସାବରେ ମୂଳକୁ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ। Krushi Sampada କାର୍ଯ୍ୟକ୍ରମ ଦେଖି ଥିବାରୁ ଆପଣଙ୍କୁ ଧନ୍ୟବାଦ।
Bhanda patra modi hoi jaauchhi. Upaya kuhantu please.
ସାର, କଦଳୀ ଗଛ ରେ ପୋକ ଲାଗୁଛନ୍ତି, ଜୈବିକ ଉପାୟ ରେ କିଛି ଉପଚାର ର ଭିଡ଼ିଓ ବନାନ୍ତୁ.....
ଧନ୍ୟବାଦ ।କଦଳୀ ଫସଲ ଉପରେ ନିଶ୍ଚିନ୍ତ video କରିବୁ।
ବିହନ କେଉଁ ଠାରେ ମିଳିବ
Sir khara dine potolo kasi sukhi jhadi jauchi ta pain upaya daya kari kuhantu
🙏🏾🙏🏾
Sir apananka saha tika katha hae paribe please🙏🙏🙏🙏
Sir namaskar 🙏🙏🙏
Sar*namaskara*jilapuri+gramaogalapuramujanibakuchuachi*dalamachipaekoumedisini
Pachila potal mangi ru kemit mai gacha heba
ସାର୍ ପ୍ରଣାମ, ପୋଖରୀ ହୁଡ଼ାରେ ଦେଶି କାଙ୍କଡ଼ ପ୍ରାୟ ୫୦ ଗଛ ଲଗାଇଥିଲି । କାଳକ୍ରମେ ଅଣ୍ଡିରା ହେବାର କାରଣ କ'ଣ ହେଇପାରେ। ହରେକୃଷ୍ଣ।(ଜଗନ୍ନାଥ ପ୍ରସାଦ, ଗଞ୍ଜାମ)
କାଙ୍କଡ଼ ଅଣ୍ଡିରା ଓ ମାଈ ଗଛ ଥାଏ।ଅଣ୍ଡିରା ଚେର ମୋଟା ମାଇର ପତଳା ।ତେଣୁ 9ଟି ମାଈ ସହିତ 1ଟି ଅଣ୍ଡିରା ଗଛ ଲଗାନ୍ତୁ।
Potala mula kauthi miliba plz kuhantu
ଏତେ ସବୁ କାର୍ଯ୍ୟ କରିବାକୁ ପଡ଼େ ମତେ ଲାଗୁଛି ସାଧାରଣ ଲୋକ ଦ୍ଵାରା ଫଳେଇବା ସମ୍ଭବ ନୁହେଁ
Hiii
Bhala Potala chara kouthi miliba
Kau kisam bhala
Sir potal chara keunthi mili pariba
Kauthi miliba chara
Sir apana mob number dharka bahuta prasana janiba
ପୋଟଳ କେତେ ଦିନରେ ଫଳିବ
ଦେଷୀ କାଙ୍କଡ ଗଛରୁ ଫଳ ଖରସି ପଡିବା
କାଙ୍କଡ଼ ଫସଲରେ ପରାଗ ସଙ୍ଗମ ଠିକରେ ନହେବା ବା ଅଧିକ ବର୍ଷା ଯୋଗୁଁ ଫୁଲ କଷି ଝଡି ଯାଇଥାଏ।9ଟି ମାଈ ସହିତ ଗୋଟିଏ ଅଣ୍ଡିରା ଗଛ ଲଗାନ୍ତୁ।NPK 0:52:34 lit ପ୍ରତି 5gm ସହିତ Borax 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir sabu chera kn mota
Chara kmit auKuthii miliboPlzzz any contact number
10:1ratio re male female laga jaichi
Sir potala chasinka no ti debe
Growth hau nahin kana kariba
ପୋଟଳ ଗଛ ବୃଦ୍ଧି ପାଇଁ ଜୈବିକ ସାର BIOZYME ଏକର ପ୍ରତି 12kg ବା Agri humic granule ଏକର ପ୍ରତି 10kg ପ୍ରୟୋଗ କରନ୍ତୁ।NPK 0:52:34 lit ପ୍ରତି 3gm ସହିତ Borax 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଏହାର 3ଦିନ ପରେ hormon Fantac plus lit ପ୍ରତି 0.5ml ବା Ishabion lit ପ୍ରତି 1ml ବା Agri moss drum ପ୍ରତି 20ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15 ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada thanks sir
Sir can you provide roots of male and female pointed guard or any address or phone number
Sorry ,I can not provide, roots, pls contact your horticulture officer
Chara kauthi mideba
କିନ୍ତୁ ଏହାର ମୂଳ ମିଳିବ କେଉଁଠି ଟିକେ adress ଦିଅନ୍ତୁ
Sir contact number ଦିଅନ୍ତୁ
Nice👍👍👍👍👍👍
ସାର୍ ମୁଁ ଏହି ଚାଶ କରିବା ପାଇଁ ଇଚା କରୁଅଛି ମାଇ ଓଅଣ୍ଡିରା ଚେର କେମିତି ଚିହ୍ନି ପାରିବା ଦୟା କରି ଲେଖି ପଠେଇଲେ ଓ ତାହା ଚେର ମୋତେ ଦେଲେ ଭଲ ହୋଇ ଥାନ୍ତା
Good
ବହୁତ ବଡ଼ିଆ ଭିଡିଓଟି ହୋଇଛି। ଅଶେଷ ଅନ୍ୟବାଦ ସାର୍ । କଲରା ଗଛର ରୋଗପୋକର ନିୟନ୍ତ୍ରଣ ପାଇଁ ଆପଣଙ୍କୁ ଅନୁରୋଧ।
କଲରା ଗଛ ର ପୋକ ନିୟନ୍ତ୍ରଣ ପାଇଁ ଗୋଟିଏ video ହୋଇଛି , ଦେଖି ପାରିବେ।ଧାଡି ଓ ଭାଡ଼ି ପଦ୍ଧତିରେ କଲରା ଚାଷ।
Nice
Perfect information 👍
Thank you
Sir very nice
Many Many thanks... Sir
Explanation of brother with white shirt is very sober. Thanks.
Thank you
Very good Chanel best of luck
Thank you
Good news sir
👍👍👍👍
👍🏻👍🏻
Sir Potala gachha kala rahibakemiti o bhala phala asiba sir apananku anurodha
Sir potol chasara falara o patra o lahara jau poka bisajare Kahibakua ausadha khantu sir
Lamba cheraku Kati ki lagei heba ki nahi sir
ଲମ୍ବା ଚେର କୁ କାଟି ଲଗାଯାଏ ନାହିଁ।ଅଣ୍ଡିରା ଚେର ଓ ମାଈ ଚେର ଚିହ୍ନଟ କରି ପୁରା ଚେର କୁ ଲଗାଯାଏ।
@@krushisampada mai chera lamba rahe 1 phut 2 phut ra thae kemiti laga heba
ପୋଟଳ ଗଛ 10cm -15cmହୋଇଛି । ଏହାର ଚେର ଗୁଡିକ ଫିମ୍ଫି ଲାଗି ପଚି ଜାଉଛି । ଏହାର ସମାଧାନ ଜଣାନ୍ତୁ ।
ପୋଟଳ ଫସଲରେ ମୁଳ ସଢା ବା ଚେର ସଢା ରୋଗ ଲାଗିଛି।ଏହା ଏକ କବକ ଜନିତ ରୋଗ।ପୋଟଳ ଚେର ଲଗାଇବା ପୂର୍ବରୁ ଚେର କୁ lit ପାଣିରେ 1gm Carbendazim 50%WP ସହିତ Plantomycine 1gm ଦ୍ରବଣ ରେ ବିଶୋଧନ କରନ୍ତୁ।ବର୍ତମାନ RIDOMIL GOLD lit ପ୍ରତି 2.5gm ବା Propiconazole 25%EC lit ପ୍ରତି 1ml ହିସାବରେ ମୂଳକୁ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
Krushi Sampada କାର୍ଯ୍ୟକ୍ରମ ଦେଖି ଥିବାରୁ ଆପଣଙ୍କୁ ଧନ୍ୟବାଦ।
Bhanda patra modi hoi jaauchhi. Upaya kuhantu please.
ସାର, କଦଳୀ ଗଛ ରେ ପୋକ ଲାଗୁଛନ୍ତି, ଜୈବିକ ଉପାୟ ରେ କିଛି ଉପଚାର ର ଭିଡ଼ିଓ ବନାନ୍ତୁ.....
ଧନ୍ୟବାଦ ।କଦଳୀ ଫସଲ ଉପରେ ନିଶ୍ଚିନ୍ତ video କରିବୁ।
ବିହନ କେଉଁ ଠାରେ ମିଳିବ
Sir khara dine potolo kasi sukhi jhadi jauchi ta pain upaya daya kari kuhantu
🙏🏾🙏🏾
Sir apananka saha tika katha hae paribe please🙏🙏🙏🙏
Sir namaskar 🙏🙏🙏
Sar*namaskara*jilapuri+gramaogalapuramujanibakuchuachi*dalamachipaekoumedisini
Pachila potal mangi ru kemit mai gacha heba
ସାର୍ ପ୍ରଣାମ, ପୋଖରୀ ହୁଡ଼ାରେ ଦେଶି କାଙ୍କଡ଼ ପ୍ରାୟ ୫୦ ଗଛ ଲଗାଇଥିଲି । କାଳକ୍ରମେ ଅଣ୍ଡିରା ହେବାର କାରଣ କ'ଣ ହେଇପାରେ। ହରେକୃଷ୍ଣ।(ଜଗନ୍ନାଥ ପ୍ରସାଦ, ଗଞ୍ଜାମ)
କାଙ୍କଡ଼ ଅଣ୍ଡିରା ଓ ମାଈ ଗଛ ଥାଏ।ଅଣ୍ଡିରା ଚେର ମୋଟା ମାଇର ପତଳା ।ତେଣୁ 9ଟି ମାଈ ସହିତ 1ଟି ଅଣ୍ଡିରା ଗଛ ଲଗାନ୍ତୁ।
Potala mula kauthi miliba plz kuhantu
ଏତେ ସବୁ କାର୍ଯ୍ୟ କରିବାକୁ ପଡ଼େ ମତେ ଲାଗୁଛି ସାଧାରଣ ଲୋକ ଦ୍ଵାରା ଫଳେଇବା ସମ୍ଭବ ନୁହେଁ
Hiii
Bhala Potala chara kouthi miliba
Kau kisam bhala
Sir potal chara keunthi mili pariba
Kauthi miliba chara
Sir apana mob number dharka bahuta prasana janiba
ପୋଟଳ କେତେ ଦିନରେ ଫଳିବ
ଦେଷୀ କାଙ୍କଡ ଗଛରୁ ଫଳ ଖରସି ପଡିବା
କାଙ୍କଡ଼ ଫସଲରେ ପରାଗ ସଙ୍ଗମ ଠିକରେ ନହେବା ବା ଅଧିକ ବର୍ଷା ଯୋଗୁଁ ଫୁଲ କଷି ଝଡି ଯାଇଥାଏ।9ଟି ମାଈ ସହିତ ଗୋଟିଏ ଅଣ୍ଡିରା ଗଛ ଲଗାନ୍ତୁ।NPK 0:52:34 lit ପ୍ରତି 5gm ସହିତ Borax 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir sabu chera kn mota
Chara kmit au
Kuthii milibo
Plzzz any contact number