Exclusive podcast with Ex-City DSP Sarat Chandra Sahu on Gangwar, Encounters, and Corruption | EP-33

Поделиться
HTML-код
  • Опубликовано: 12 сен 2024
  • ହାର୍ଡକୋର କ୍ରିମିନାଲଙ୍କ ନିଦ ହଜାଇଥିବା ପୋଲିସ ଅଫିସର ...
    #ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #saratchandrasahu
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    RUclips- / @argusdigital.official
    Instagram: / argustvdigital

Комментарии • 346

  • @sushantjena3081
    @sushantjena3081 19 дней назад +16

    ପ୍ରଣାମ ଅଙ୍କଲ୍ । ବାପା ଆପଣଙ୍କ ପାଖରେ ଷ୍ଟେନୋ ଥିବା ସମୟକୁ ତାଙ୍କ ଚାକିରୀ ଜୀବନର ଏକ ଅଭୁଲା ସମୟ ଭାବେ ଗଣନ୍ତି। ସେ ତ ଆଉ ନାହାଁନ୍ତି। ଥିଲେ ନିଶ୍ଚିତ ଭାବେ ମତେ ଡ଼ାକି ଦେଖେଇଥାନ୍ତେ ଆପଣଙ୍କୁ। ବହୁତ୍ ଖୁସି ଲାଗିଲା ଆପଣଙ୍କୁ ଦେଖି।

  • @debapattanayak982
    @debapattanayak982 25 дней назад +61

    ଭାଇନା ଆମ ପ୍ରିୟ ଜିଲ୍ଲା କେନ୍ଦୁଝର ର, ଅତି ସ୍ୱାଭିମାନୀ, ସନ୍ନମାନ ପ୍ରିୟ, ନିର୍ଭୀକ କର୍ମଯୋଗୀ, ସ୍ପଷ୍ଟବାଦୀ, ସ୍ନେହୀ, ଦରଦୀ ଓ ପରୋପକାରୀ,,
    ହୃଦୟରୁ ସଂମାନ 🙏🙏🌹🌹🙏🙏

    • @golekhasethi4327
      @golekhasethi4327 25 дней назад

      Xs ?!?!?JP
      ,

    • @JRDFA
      @JRDFA 12 дней назад +1

      Khali se nuha Odisha ra Bartamana CM Kjr ra

  • @user-tm1kk4sd3q
    @user-tm1kk4sd3q 25 дней назад +175

    ଆପଣଙ୍କ ପ୍ରତି ବହୁତ ସମ୍ମାନ ଅଛି ସମାଜର । ଆପଣ ଜଣେ ସାହାସୀ ଏବଂ ସଚ୍ଚୋଟ ଅଫିସର ବୋଲି ସମାଜରେ ଗଣା ହୁଅନ୍ତି। ମୋର ଆପଣଙ୍କ ସଂଗରେ ବ୍ୟକ୍ତି ଗତ ପରିଚୟ ନାହିଁ । ତଥାପି ମୋର ସନମାନ ଅଛି ।

    • @bsn8527
      @bsn8527 25 дней назад +13

      Aji kali Public Neta Mananku Adhika Respect Douchanti 😡😡Sei Neta Mane Emiti Sochot Officer Mananku Thik re Kama Karibaku Dou Nahanti😡

    • @amiyaranjandalei6349
      @amiyaranjandalei6349 21 день назад

      Welldone

    • @tunanag320
      @tunanag320 14 дней назад

      😢

  • @narasinghasahu3501
    @narasinghasahu3501 25 дней назад +34

    ଅତି ସୁନ୍ଦର ଓ ସାହସୀ ବ୍ୟକ୍ତିତ୍ଵ। ଶରତ ବାବୁଙ୍କୁ ହୃଦୟର ସହିତ ସଲାମ୍ କରୁଛୁ।

  • @user-wi8xi4me8v
    @user-wi8xi4me8v 25 дней назад +40

    ଶରତ ସାର୍ ଙ୍କୁ ଭଗବାନ ଦୀର୍ଘଜୀବି କରନ୍ତୁ ଆଉ ସୁସ୍ଥ ରଖନ୍ତୁ।ସାର୍ ଙ୍କୁ ଅନୁରୋଧ କରୁଛି କିଛି ଅସାଧୁ ପୋଲିସ ମାନଙ୍କ ପାଇଁ କିଛି ଭଲ ବାର୍ତ୍ତା ଦିଅନ୍ତୁ

  • @srikantaharichandan1464
    @srikantaharichandan1464 25 дней назад +54

    ଏଇ ଭିନ୍ନ କର୍ଯ୍ୟକ୍ରମ ପାଇଁ ବହୁତ୍ ଧନ୍ୟବାଦ୍

  • @chandannayak7635
    @chandannayak7635 25 дней назад +22

    ଆପଣଙ୍କ ଏଇ prodcast ବହୁତ୍ ବଢିଆ ପ୍ରୋଗ୍ରାମ। ବହୁତ୍ ଜିନିଷ ଯାହା ଆମେ ଜାଣିବାକୁ ଚାହୁଁ ଆପଣ ପଚାରିକି clear କରି ଦେଉଛନ୍ତି। ଧନ୍ୟବାଦ୍।👍

  • @rankanayak9953
    @rankanayak9953 25 дней назад +47

    ରିଅଲ ହିରୋ ସାର ସାଲୁଟ ଆପଣକୁଂ

  • @biswaranjansahoo1199
    @biswaranjansahoo1199 25 дней назад +11

    ଏତେ ସ୍ପଷ୍ଟବାଦୀ ମଣିଷ ଟିଏ ତାହା ପୁଣି ପୋଲିସ ଜୀବନରେ... ଆପଣଙ୍କୁ ହୃଦୟରୁ ନମନ କରୁଛି..

  • @user-oy8sm8cn6t
    @user-oy8sm8cn6t 25 дней назад +32

    ଖୋଲା ହୃଦୟ ବ୍ୟକ୍ତି ଧନ୍ୟବାଦ ସାର୍ 🇮🇳🤝⚔️

  • @ashokkumarsahoo7041
    @ashokkumarsahoo7041 24 дня назад +6

    ଏଭଳି police officer ଓଡିଶା ପାଇଁ ଗର୍ବ. I salute you Sir.

  • @sushilsamal3789
    @sushilsamal3789 25 дней назад +10

    ସାର୍ ନମସ୍କାର ଅନେକ ଅକୁହା କଥା କହିଥିବାରୁ ସାର୍ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ l

  • @comedytadka1
    @comedytadka1 25 дней назад +23

    ସୁନ୍ଦର ଉପସ୍ଥାପନା 🙏

    • @jobforall560
      @jobforall560 17 дней назад

      Bhai Jabra Fan . ... Gote relpy dia mo comment ra

  • @skindoctor21
    @skindoctor21 25 дней назад +30

    ଇଚ୍ଛା ଅଛି ନିଜର ଜନ୍ମ ମାଟିରେ ଶେଷ ଜୀବନ ବିତେଇବା ପାଇଁ...

  • @ukn9258
    @ukn9258 25 дней назад +7

    ଏପରି ଜଣେ କର୍ମ ପ୍ରତି ନିଷ୍ଠା ରଖୁଥି ବା ବ୍ୟକ୍ତିତ୍ଓ ନ୍କୁ ସାଖ୍ୟାତ କରାଇଥିବା chanel ତଥା ଉପସ୍ତାପକ ମହାଶୟ ନ୍କୁ ବହୁତ ବହୁତ ଧନ୍ୟବାଦ୍

  • @akshayakumar8712
    @akshayakumar8712 12 дней назад

    ଆପଣଙ୍କ ପ୍ରତି ବହୁତ୍ ସମ୍ମାନ ଅଛି ଏ ସମାଜର ,ଆପଣ ଜଣେ ସାହାସୀ ଏବଂ ସଚ୍ଚୋଟ Officer ବୋଲି ଏ ସମାଜ ଗଣା ହୋଅନ୍ତି , ଆପଣଙ୍କର ଏ ସଚ୍ଚୋଟ ପଣିଆ କାମ ପାଇଁ ମୋରେ ଆନ୍ତରିକତା ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏................

  • @sarojkumarmohanty6139
    @sarojkumarmohanty6139 25 дней назад +6

    Samaj Abhali mahan ,sachot ,nirvika police Officer nku sata koti pranam janauchi ,Jagannath mahaprabhu Abhili sachot Officernku sabu bele ghantaghodei rakhithaantu ,

  • @kabitapati9304
    @kabitapati9304 25 дней назад +9

    Sir nka ghara keonjhar ra padmapur Jani bahut khusi lagila..... Feeling proud for Him as a kendujharia....

    • @BhavyaPriyasarsini
      @BhavyaPriyasarsini 25 дней назад +3

      Same here

    • @kabitapati9304
      @kabitapati9304 25 дней назад

      @@BhavyaPriyasarsini 👍👍👍

    • @JRDFA
      @JRDFA 12 дней назад

      Sir khanti Keonjharia suniki khusi lagila

  • @Pradeepkumar-ly6lr
    @Pradeepkumar-ly6lr 25 дней назад +21

    Thanks Argus amiti podcast karuthibaru

  • @upendrakumarbiswal4682
    @upendrakumarbiswal4682 25 дней назад +4

    ଶରତ ସାର ଙ୍କୁ ମୋର ହୃଦୟରୁ ପ୍ରଣାମ, ପୋଲିସ ବିଭାଗର ଆପଣ ଜଣେ ଉଦାହରଣ
    ବର୍ତମାନ ବାଂଲାଦେଶୀ ବିଦେଶୀ କଟକରେ ସିମ ବକ୍ସ ରଖି ଆମ ଦେଶର ଗୁପ୍ତ ଖବର ବାହାରକୁ ଦେଉଛନ୍ତି ଅଥଚ ପୋଲିସ ଜାଣିପାରୁନି, ତେଣୁ ଶରତ ସାରଙ୍କ ସାକ୍ଷାତକାର ସବୁ ପୋଲିସ କର୍ମଚାରୀ ନିହାତି ଦେଖିବା ଦରକାର

  • @subhendudash3523
    @subhendudash3523 25 дней назад +15

    Sir please thare Ex DGP Bipin Bihari Mishra nku dakantu. Tankara family story bahut encouraging for all

  • @soumyakantapaikaray219
    @soumyakantapaikaray219 25 дней назад +8

    ଆପଣ ନିଶ୍ଚିନ୍ତ ଧନ୍ୟବାଦର ପାତ୍ର

  • @BiswanathPanda-d6n
    @BiswanathPanda-d6n 25 дней назад +5

    🙏🙏🙏Sir Many Many thanks to you for your proper duety !🙏🙏🙏

  • @angultoka5998
    @angultoka5998 25 дней назад +2

    ବହୁତ ଭଲ ଲାଗିଲା sir ଙ୍କ କଥା ଶୁଣିକି,,,

  • @PankajBehera-wl7eg
    @PankajBehera-wl7eg 25 дней назад +6

    ୟେହି podcast ରେ ଏହି ଗୋଟିଏ ଭିଡିଓ ପସନ୍ଦ ଆସିଲା, ଅନ୍ୟ ଭିଡିଓ ସବୁ ବେକାର ଥିଲା

  • @ayushbhaiofficial4542
    @ayushbhaiofficial4542 8 дней назад

    ସ୍ପଷ୍ଟ ବାଦି ପୋଲିସ୍ ଅଫିସର ହିସାବରେ ଆପଣଙ୍କୁ ହୃଦୟରୁ ପ୍ରଣାମ, ଈଶ୍ବର ଆପଣଙ୍କୁ ଦୀର୍ଘାୟୁ କରନ୍ତୁ.. ଆଜିର ପୋଲିସ ଅଫିସର ମାନଙ୍କ ପାଖରେ ଏ ବାର୍ତ୍ତା ପହଞ୍ଚିବା ଦରକାର୍.....

  • @thirdeye9492
    @thirdeye9492 25 дней назад +2

    ....... above all sarat sir was very honest nd capable police officer at that time 👍❤️

  • @RiteshKumarRout-l8i
    @RiteshKumarRout-l8i 25 дней назад +14

    ବହୁତ ବଢିଆ ଲାଗୁଚି

  • @pabirana289
    @pabirana289 23 дня назад +2

    ଆଜି କାଲି ଆପଣଙ୍କ ଭଳି police ଦେଖି ବାକୁ ମିଳୁନି , ଆପଣଙ୍କୁ କୋଟି ପ୍ରଣାମ

  • @chinmayacreations3271
    @chinmayacreations3271 25 дней назад +7

    bahut bhal lagila.... keonjhar matira garba

  • @jayantiswain1732
    @jayantiswain1732 23 дня назад +2

    One kind of best interview. Thanks to Sangram Babu and Argus chanel

  • @BinodKumar-uw6hp
    @BinodKumar-uw6hp 25 дней назад +5

    ଅତି ସୁନ୍ଦର ❤

  • @prashantakumarpattanayak1962
    @prashantakumarpattanayak1962 25 дней назад +1

    Namaskar, sundar upastapana, aapananka discussion with guest bahut badhia,smiling face,marjit kathabarta,khola katha re manji
    pacharanti,
    Thank u...
    34:57

  • @TirtharajIsha
    @TirtharajIsha 25 дней назад +3

    Real hero and inspiration for many humans

  • @user-ck6mn1dg9i
    @user-ck6mn1dg9i 24 дня назад

    Proud of Odisha police. Lord Jagannath is always with u nd wish ur long, healthy nd prosperous life.

  • @binayakbehera5957
    @binayakbehera5957 25 дней назад +7

    ଅମିତାବ ଠାକୁର ବହୁତ ଭଲ ଲୋକ.

  • @srikantaharichandan1464
    @srikantaharichandan1464 25 дней назад +16

    Judicial system ରେ ଯେମିତି ଅପରାଧୀ ଖସିଯିବା ପାଇଁ ବାଟ ସହଜ ହେଉଛି ସେମିତି ରେ encounter ମୋଟେ ବି ଭୁଲ ନୁହେଁ।

  • @sarbajeetbehera9096
    @sarbajeetbehera9096 25 дней назад

    Keonjhar maati ra pua sahasika police officer real proud real hero🫡👏thanks to argus podcast thanks to Sangram sir..emiti byakti bises nka jibana kahani samasta nka aagaku asiba drkr..

  • @futurefauji8669
    @futurefauji8669 25 дней назад +2

    ଆପଣଙ୍କ ପ୍ରତି ବହୁତ ସମ୍ମାନ ସାର

  • @sachinsethy2235
    @sachinsethy2235 7 дней назад

    ସଂଗ୍ରାମ ସାର୍ ଆପଣକ କଥାକୁହା ଶୈଳୀ ଖୁବ ନିଆରା

  • @narendranathsahu6153
    @narendranathsahu6153 25 дней назад +4

    ଅତି ସୁନ୍ଦର କଥା

  • @geetanjalisahoo2641
    @geetanjalisahoo2641 25 дней назад +6

    Sudhanshu Sarangi sir nku invite karantu.. 🙏

  • @sujanbehera4816
    @sujanbehera4816 25 дней назад +1

    Ati sundar paribar & sir 🙏 pranam jagannath apankr mangal karantu bahut bhal bhabare police jibanare kichhi barnnana karithiba ru

  • @tulutripathy707
    @tulutripathy707 25 дней назад +1

    Thanks a lot.gote katha kahib police ta kamare sucess hoichhi apananka pain pura department ku salute....

  • @sushantakumarroutray1406
    @sushantakumarroutray1406 25 дней назад +2

    Thanks sir for your brave work
    You are great sir 👍

  • @arucharanpradhan5502
    @arucharanpradhan5502 25 дней назад +2

    ସାର୍ ଙ୍କୁ ଅଶେଷ ଧନ୍ୟବାଦ।

  • @sureshtripathy1806
    @sureshtripathy1806 25 дней назад +5

    ମୁଁ ବ୍ୟକ୍ତିତଭାବେ କହିବି ସାର୍ ରାଉରକେଲାରେ ବହୁତ୍ ଉତ୍ପାତ କରିଛନ୍ତି ଅପରାଧୀଙ୍କ ପାଇଁ l
    SP ସୁଶିଲ ପ୍ରଧାନ ସାହେବ ଙ୍କ ସମୟରେ ଆମେ ଦେଖିଛୁ l ଶରତ ସାହୁଙ୍କ ମାଡ଼ରେ ଭଲା ଭଲା ଗୁଣ୍ଡଙ୍କର ହଣ୍ଡା ଫାଟି ବାର୍ ଆମେ ଦେଖିଛୁ l ପ୍ଲାଣ୍ଟ ସାଇଟ୍ ଥାନାରେ ଥିଲା ବେଳେ ଅନେକ କିଛି ଦେଖିଛୁ l ଖୁବ୍ ଭଲ ଅଫିସର ମୁଁ କହିବି l

  • @mrkk6815
    @mrkk6815 15 дней назад

    Comment lekhiba ku mo.pakhare kichhi word nahi jete lekhile kam ,atiki kahibi you are real hero in odisha I salute sir ! Bande utkal janani

  • @bigyankumar4270
    @bigyankumar4270 16 дней назад

    Sir.. Bahut bhala lagila aapankara barta.. Thank u.. Aapana bhalare aapankar aabasista jibana bitantu.. Aama samastanka aasribad aapananka sathire achi

  • @user-tk9cw3ws3p
    @user-tk9cw3ws3p 25 дней назад +7

    ସୁନ୍ଦର ଲାଗିଲା

  • @pratapnayak1513
    @pratapnayak1513 25 дней назад +2

    ବହୁତ ସୁନ୍ଦର

  • @Sapatdey
    @Sapatdey 25 дней назад

    Thanks to Sangram sir and I heartily salute to Sarat Sir.

  • @Truth_Speaks
    @Truth_Speaks 25 дней назад +1

    Satisfactory service period of Sarat sir

  • @kndehury8388
    @kndehury8388 24 дня назад

    Sarat sir was my teacher.sir namaskar.He is the man of principle.God may bless him .

  • @ladlymamundancer3890
    @ladlymamundancer3890 16 дней назад

    ସରତ୍ ସାର୍ ଙ୍କୁ ହୃଦୟରୁ ସାଧୁବାଦ ସହିତ କୋଟି କୋଟି ପ୍ରଣାମ 🙏🙏🙏🙏🙏 ମହାପ୍ରଭୁ ଦିର୍ଘାୟୁ କରନ୍ତୁ ସାର୍ ଙ୍କୁ 🙏🙏

  • @kabitaparija-l1r
    @kabitaparija-l1r 24 дня назад

    ସାର ନମସ୍କାର, ବହୁତ ଭଲ କଥା ଜାଣିଲୁ, ଧନ୍ୟବାଦ ପୋଲିସ ଡି ପାର୍ଟ ମେଣ୍ଟକୁ

  • @sachinsethy2235
    @sachinsethy2235 7 дней назад

    ଶରତ ସାର ଦୀର୍ଘାୟୁ ରୁହନ୍ତୁ , ମା ତାରିଣୀ ତାଙ୍କୁ ଭଲରେ ରଖନ୍ତୁ , ଆଜି ଖୁସି ଲାଗୁଛି ତାଙ୍କ ଘର ମଧ୍ୟ କେନ୍ଦୁଝର ଗର୍ବ ଅନୁଭବ ହୋଉଛି ଏବଂ ତାଙ୍କପରି କାର୍ଯ୍ୟ କରିବାକୁ ଇଚ୍ଛା ହୋଉଛି 🙏

  • @chinmayagadanayak5239
    @chinmayagadanayak5239 25 дней назад +3

    Very interesting podcast this

  • @chinmayagadanayak5239
    @chinmayagadanayak5239 25 дней назад +3

    ମିହିର୍ ଦାସ ଙ୍କ ପୁଅ ଅମ୍ଳାନ ର କେବେ ଇଣ୍ଟର୍ ଭିଉ ନିଅନ୍ତୁ

  • @umeshsaran1403
    @umeshsaran1403 25 дней назад

    ସାର ଙ୍କୁ ବହୁତ ଭଲ ଭାବେ ଜାଣିଛି ରାଉରକେଲା ରୁ ଥିଲା ବେଳୁ ଭୁବେନେଶ୍ୱର ଥିଲା ଯାଏ. ସାର ଙ୍କ ସାଙ୍ଗରେ ବହୁତ ଥରେ ବସିବାକୁ ସୁଯୋଗ ମିଳିଛି.

  • @kamakshyasamal4574
    @kamakshyasamal4574 25 дней назад +2

    🙏🙏🙏🙏ଜୟ ଯବାନ 🙏🙏

  • @bipinbiharinayak5973
    @bipinbiharinayak5973 25 дней назад +3

    Respect always

  • @brahmanandabehera5652
    @brahmanandabehera5652 25 дней назад +4

    Thank s Argus

  • @rajanikantanayak6323
    @rajanikantanayak6323 25 дней назад +1

    Sangram sir nka New dekhiba pain bahut vala lage

  • @biswajitsahoo4739
    @biswajitsahoo4739 25 дней назад +3

    Thank you for a nice interview from our district's honest officer.

  • @tapaskumarpalei1976
    @tapaskumarpalei1976 25 дней назад +1

    Very Proud for Odisha SOIL. 💐💐.

  • @Travelwithpratyushh
    @Travelwithpratyushh 25 дней назад +5

    I proud for my district police sir 🫡

  • @dibyaranjantarai513
    @dibyaranjantarai513 25 дней назад +1

    Bahut humble person...ebe police bahut kichi sikhibara achi..

  • @pravatakumarsethi6368
    @pravatakumarsethi6368 25 дней назад +2

    Best police officer of Odisha

  • @dipakguru523
    @dipakguru523 25 дней назад +1

    Bahut Sunder police sir🙏🙏🙏🙏❤️❤️💖💖 your great

  • @pkmishra6256
    @pkmishra6256 25 дней назад

    Thousands Salutes to Sri Sarat Ch Sahu Retired honest, sincere dedicated Police Officer.I have heard your name during your service period. Today saw you and listened your interaction with Argus News Editor Mr Sadangi Babu is very much appriciable, free, frank and naked truth story about your success and the behavior of a good Police Officer who will be people friendly.Lord Jagannath Bless you Sir. With good health abd happiness in post retirement life .🙏🏾🙏🏾🙏🏾🙏🏾🙏🏾 PKMishra, Angul.🙏🏾🙏🏾🙏🏾

  • @krushnaprasadmohanty3831
    @krushnaprasadmohanty3831 25 дней назад

    ଶରତ ବାବୁଙ୍କୁ ପ୍ରଣାମ - ଜଗନ୍ନାଥ ତାଙ୍କ ପିଲାମାନଙ୍କୁ ସହାୟ ହୁଅନ୍ତୁ

  • @BiswajitDalei-x4o
    @BiswajitDalei-x4o 24 дня назад

    Jaa hou kichi katha ama ku argush news nua katha kohuchani mu bhout khushi

  • @ladlymamundancer3890
    @ladlymamundancer3890 16 дней назад

    ଆପଣଙ୍କ ପରି ବ୍ୟକ୍ତିଙ୍କର ଓଡିଶା ପାଇଁ ବହୁତ ଆବଶ୍ୟକ ଅଛି ସାର୍ 🙏

  • @sanjaypatra5975
    @sanjaypatra5975 15 дней назад

    Excellent ex police officer. God bless you sir . All the police in our country need to be like you and learn honesty from you .

  • @user-qp1yt4nf6i
    @user-qp1yt4nf6i 20 дней назад

    Sangram sir your question style very nice i really appreciate
    Very nice program thanks to Argos tv thanks to Sangram sir

  • @user-hj1yl6ch2h
    @user-hj1yl6ch2h 25 дней назад +1

    No doubt Sharat Babu was a very Competent and honest Police Officer.

  • @manjupravamishra8000
    @manjupravamishra8000 25 дней назад +1

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @sidhi_i4u
    @sidhi_i4u 10 дней назад

    Bahut good sir bahut khusi lagila😍😍😍😍😍

  • @ManoramaMohapatra-du1lb
    @ManoramaMohapatra-du1lb 25 дней назад +2

    ପ୍ରଣାମ ସାର୍।

  • @abanissssssss9621
    @abanissssssss9621 18 дней назад

    Daya kari police officer Alok Jena nkar podcast karantu. It's my humble request to Argus channel and respected Sadangi sir. 🙏🙏🙏

  • @monalisapalei70
    @monalisapalei70 24 дня назад

    Heart'iest Gratitude to Sharat sir fr all of your noble act🙏🥹

  • @smruti671
    @smruti671 24 дня назад

    ଅତି ଚମତ୍କାର ବ୍ୟକ୍ତିତ୍ୱ I🙏🏻

  • @pratapbagh7812
    @pratapbagh7812 25 дней назад +1

    Bahut bahut dhanyawad sangram babu

  • @DipakBehera-zo6qq
    @DipakBehera-zo6qq 25 дней назад

    Love this ❤ type of concepts,bring more like this..

  • @NNayak1672
    @NNayak1672 17 дней назад

    ଅତି ସୁନ୍ଦର ଭାବରେ ❤❤❤

  • @sureshkumarmishra4378
    @sureshkumarmishra4378 25 дней назад +1

    Jane Nirvika offcer.Bahut Bhala lagila

  • @manasrout9560
    @manasrout9560 25 дней назад +2

    Thank you sir Jai hind

  • @mudulidefencetayari2393
    @mudulidefencetayari2393 15 дней назад

    Real hero and inspiring salute sir. Jay Hind sir 🙏

  • @rajur.rayagada.odisha6996
    @rajur.rayagada.odisha6996 24 дня назад

    Very good show in odisha.

  • @rabindrakumarmohapatra8182
    @rabindrakumarmohapatra8182 23 дня назад

    A Bright illuminated Star in Odisha police. Example for all .Highly appreciated police officer.Cingratulation tohim.He is UNIQUE & Admired for his Bravery activity.

  • @sushilsamal3789
    @sushilsamal3789 25 дней назад +2

    Thank you Sir

  • @pintu9872
    @pintu9872 13 дней назад

    Fantastic article all most important all most important all every person who are operating in this article

  • @anantakishorprusty8481
    @anantakishorprusty8481 24 дня назад

    Prabhu Jagannath aap na nku vala re rakhantu Sarat Sir.

  • @gopalgopal3240
    @gopalgopal3240 6 дней назад

    Best interviews aorghs news.....

  • @RanjanMohanty-jv5rv
    @RanjanMohanty-jv5rv 17 дней назад

    Sir bahut bhala police officer achhanti next program re dakantu❤❤

  • @mkrout2402
    @mkrout2402 25 дней назад

    Thank uh sir❤❤ I am proud ,to leave in a same village with u❤❤❤

  • @abhilashparida1754
    @abhilashparida1754 16 дней назад

    I HATE POLICE BUT I THINK TODAY SIR U R THE BEST …APANKA BHALIA SABU JADE POLICE HONESTLY KAMA KAREBE ODISHA POLICE BE BHALA POSTION RE RAHEBA….TQ SIR WE WILL MISS U…🙏🏻🙏🏻

  • @sarathimallick2879
    @sarathimallick2879 18 дней назад

    Thank you Sangram sir and DSP sir...I want to see again ..

  • @priyabratabeheradipu
    @priyabratabeheradipu 11 дней назад

    Police ବାବୁ ମାନଙ୍କୁ କହିବି ଟିକେ ସମୟ ବାହାର କରିକି ଏ video ଟିକୁ ଦେଖନ୍ତୁ । ବହୁତ୍ କିଛି ଶିଖି ପାରିବେ, ଆଉ ନିଜକୁ ବଦଳେଇ ପାରିବେ।