କହୁ କହୁ କାନ୍ଦି ପକାଇଲେ ମନୋଜ | Ollywood Actor Manoj Mishra Cried In News Room | Tutu Nayak
HTML-код
- Опубликовано: 20 ноя 2024
- କହୁ କହୁ କାନ୍ଦି ପକାଇଲେ ମନୋଜ | Ollywood Actor Manoj Mishra Cried In News Room | Tutu Nayak
Tears in Manoj Mishra's eyes... Actor Manoj Mishra was emotional in the newsroom... he cried while speaking his heart to his daughter... The girl is living with her ex-wife after her second marriage... As she could not talk on the phone, she sent a message on TV. ..when time comes my daughter will understand me: Manoj...
#mamatnanda #manojmishra #ollywoodcontroversy #tutunayak #sanjayanayak #odiafilm #odiacinema #iloveyou2 #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...
କଥା କୁହା କପିଳା ମନୋଜ ମିଶ୍ର
କୁହା ମୁଣ୍ଡା କପିଳା
ଯଦି ଏତେ ସମସ୍ୟା ଥିଲା ତାହେଲେ ଆଗରୁ ବାହା ହେଲେନି ଝିଅ ବଡ ହେଲା ପରେ କାହିଁକି ବାହା ହେଲେ. ଝିଅ କଣ କହିବ ବାପା ଅଉ ଗୋଟେ ବାହା ହେଉ. କାଇଁ ତାଙ୍କ ମା ଆଉ ଗୋଟେ ବାହା ହେଲେନି
Tanka ma ku hala kuha baha haba pai
Divorce ebe hela sethipae mrg kale
Correct
Right
Clear and straight forward answer ...some people cant understand ..i support manoj mishra
Yes I agree 👍
ମନୋଜ ମିଶ୍ର ଏ କଥା କହି ପାରିବ କି
ମମତା ତମକୁ ବଞ୍ଚେଇଥିଲା
କୋଉ ସମ୍ପର୍କ ଥିଲା ଯେ ବଞ୍ଚେଇ ଥିଲା
Film କରନି real life କୁ
ତମର ସ୍ୱାଇନ ଫ୍ଲୁ ସମୟ ରେ ତମେ ମମତା ସମ୍ପର୍କ ରେ।ଆସିଥିଲ
ସ୍ତ୍ରୀ କୁ ପଚାରୁନଥିଲ
କୋଉ ସ୍ତ୍ରୀ ବି ସହିପରିବାନି
ତମ କହିବା ଅନୁସାରେ ଜଣେ ଝିଅ ଅନାଧିକାର ଭାବରେ ଏତେ ଅନୁକମ୍ପା ତୁମ ପ୍ରତି କାହିଁକି ଦେଖାଇ ତମ ସବୁ ଘଟଣା ରେ ଜଡିତ ହେଉଥିଲା କଣ ପାଇଁ ତମେ ବିବାହିତ ଜାଣିକି ମଧ୍ୟ
ଆଉ ସେ ଗପ କୁହନି
ଗୋଟେ ସ୍ତ୍ରୀ କୁ ଧୋକା ଦେଉଥିଲେ
ତାହେଲେ ଏହା ସତ୍ୟ ଯେ ମମତା ହିଁ ଏ ସବୁ ପାଇଁ ଦାୟୀ
ଯଦି ସେ ଭଲ ଉଦ୍ଦେଶ୍ୟ ରଖି help କରିଥାନ୍ତା ତାହେଲେ ଆପଣ ଙ୍କର ସମ୍ପର୍କ ର ପରିଚୟ ଅଲଗା ହେଇଥାନ୍ତା
କିନ୍ତୁ ମମତା ଆଉ ତମ ଭିତରେ ସମ୍ପର୍କ ଥିଲା
ଯୋଉଥିପାଇଁ ମାନା ମିଶ୍ର ଚାହିଁଲେବି ସେଠି ପ୍ରବେଶ କରିପାରିନଥିଲେ
ସେ ମମତା ହିଁ ଏ ସବୁ ପାଇଁ ଦାୟୀ
ଗୋଟେ ନାରୀ ହେଇ ଆଉ ଗୋଟେ ନାରୀ ର
ଜୀବନ ବର୍ବାଦ କରିଦେଲା
ଆଉ ତମେ ପୁଣି ex parte devorce କାହିଁକି କରିଛ
ମନୋଜ ମିଶ୍ର ଭୁଲ କଥା କୁହନି
ଗୋଟେ ସ୍ତ୍ରୀ ର ଜୀବନ ନଷ୍ଟ କରିଦେଇଛ
ତା ଛଡା ତାଙ୍କ ଭଉଣୀ କଣ ଆପଣଙ୍କୁ ପୂଜା କରିବେ
ଶେଷ ରେ ଭଲ ବାପା ଟିଏ ବି ହେଇପାରିଲନି
ସେ ଝିଅ ତା life ରେ ବହୁତ କଷ୍ଟ ପାଇଲାଣି
କେବଳ ଦାୟୀ ତମେ ମନୋଜ ମିଶ୍ର
ବାପା ସ୍ନେହ ଦାୟୀତ୍ୱ ରୁ ବଞ୍ଚିତ ପୁଣି ଏବେ ବାପା କରିଥିବା ଭୁଲ କାମ ପାଇଁ ଝିଅ କୁ ଶୁଣିବାକୁ ପଡୁଥିବ
ଏଥିରୁ ଜଣା ପଡୁଛି କେମିତିକା ବାପା ତମେ
ଆଉ ତମ ଝିଅ କୁ କେତେ ଭଲ ପାଉଥିଲ
ଆଉ ତା ପାଇଁ କେତେ ଚିନ୍ତା କରୁଥିଲ
ହଁ ଆଉ କଣ କହିଲ ତମ ମା ର ସେବା ପାଇଁ ବାହା ହେଇଛ
ତମର ବଡ ଭାଇ ଭାଉଜ ପରା ଅଛନ୍ତି ସେମାନେ କଣ ମା କଥା ବୁଝୁନଥିଲେ
ତା ମାନେ ତମ ଭାଉଜ ବି ତମ ମା ର ଯତ୍ନ ନେଇ ପାରୁ ନଥିଲେ
କେବଳ ସେଇ ମମତା ନେଉଥିଲା
ତାହେଲେ ତ ତମ ଭାଇ ତମ ଭାଉଜ କୁ ଛାଡି ଦେବା କଥା
ଗପ କୁହନି ମନୋଜ ମିଶ୍ର
ଏ ମମତା ପାଇଁ ତମେ ତମ ସ୍ତ୍ରୀ , ଆଉ ଝିଅ ଠାରୁ ଦୂରେଇ ଯାଇଛ
100 percent ସତ ଯେ ସେ ମମତା ଏ ସବୁ କରିଛି
ତା ସହିତ ସେ ମମତା ର ପରିବାର କେମିତି
ମମତା ପାଇଁ ଗୋଟେ ଭଲ ବର ପାତ୍ର ବାଛି ପରିଥାନ୍ତେ ଏ ବିବାହିତ ବୟସ୍କ ଗୋଟେ ବଡ଼ ଝିଅ ର ବାପା ମନୋଜ ମିଶ୍ର କୁ ନୁହେଁ
ଏ କଥା ସ୍ପଷ୍ଟ ଯେ ସେ ମମତା ସହିତ ମନୋଜ ମିଶ୍ର ର ଅବୈଧ ସମ୍ପର୍କ ଥିଲା
ଯାହା କି ମମତା ର ପରିବାର ଜାଣିଥିଲେ
ସେଥିପାଇଁ ମାନା ମିଶ୍ର ଆଉ ମନୋଜ ର ଝିଅ
ଭବ୍ୟ ର ଜୀବନ ମଧ୍ୟ ପ୍ରଭାବିତ ହେଲା
ମନୋଜ ମିଶ୍ର ତା ସ୍ତ୍ରୀ ଆଉ ଝିଅ କୁ ଧୋକା ଦେଲା ମମତା ନନ୍ଦ ପାଇଁ
ସେ ମମତା ନନ୍ଦ କୁ ଘୃଣା ଲାଗୁଚି ଏବେ
Right sister 👍👍👍mamata chanhithile swami stree ku misei parithanta but se nije se jaga neigola
Kete poisa milichhi ki🧐🧐🧐🧐kohiba ku 🙄🙄
@@SudhirkumarBisoi-me1ttsata kahuthiba loka ku paisa mileni
To bhali michhua chora mananku paisa mile
It's sad, but we cannot blame the other woman 100%. The responsibility of loyality lies on those who got committed to marry. Our society always blames the woman and gives full freedom to men, which is why there are so many insatnces of infidelity.
@@RajasmitaMohanty pura thik kahichha sis. 👍stree au jhia jiwan ku nasta karidela.... Naa... Gote bhala bapa hoi parile, naa... Gote bhala swami hoi parile...mote lguchi je eiye Maa, bapa nka ra bhala pua te b hoinathibe....
କାନ୍ଦୁଚି ଓଡ଼ିଆ ଙ୍କୁ emotional କରି ବକର। ବନେଇବା ପାଇଁ 🎉 🎉 ଓଡ଼ିଆ ଙ୍କୁ ଭକୁଆ ବୋଲି ଭାବିଛି ୟେ ଲୋକ 🎉🎉🎉ନିଜକୁ କେବଳ ଚତୁର 🎉 ଭାବୁଚି 🎉
Mana mishara b interview re Kahuthile j Manoj Mishra sabubele nijaku chalak bhabanti. Au sabu murkha. Se odisha ku bhakua bhaibani au kana kariba
Pure straight forward person manoj sir u r best actors ❤❤
ମନୋଜ ମିଶ୍ର ଙ୍କ ଅଭିନୟ ଭଲ ଲାଗେ ସତ, କିନ୍ତୁ ତାଙ୍କର ଚରିତ୍ର ଆଉ ବ୍ୟକ୍ତିତ୍ଵ ଆଦୌ ଭଲ ଲାଗେ ନାହିଁ। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କଥା ଭାବିଲା ବେଳକୁ ଦୁଃଖ ଲାଗୁଛି। ଏଇ କେତେ ଜଣ ଙ୍କ ପାଇଁ ଇଣ୍ଡଷ୍ଟ୍ରି ବନ୍ଦ ହେବାକୁ ବସିଲାଣି।😢
Abhinaya b bekar nja ku nawaz bgauchii
@@JAGAMAMALIJS Eita gote bruhata pagala, prabala jhia dosha, pashima Odisha pain kalanka…
❤❤❤❤❤ you monoj bhai
ଯାହାର ଯାହା ଇଛା ସେ ସେୟା କରିବ, ତମେ ମମତାଙ୍କୁ ବାହା ହୋଇ କିଛି ଭୁଲ କରିନ, ମୁଁ କଣ ଖାଇବି ସେଇଟା ମୋ ଇଛା, ତାହେଲେ ଜୀବନଟା କଣ ନିଜ ଇଛାରେ ଚାଲି ପାରିବନି kahniki, ତମେ ଦୁହେଁ ଭଲରେ ରୁହ, Happy married life, 💖💖💖
ଏ ଲୋକ ଟା ବହୁତ ବହୁତ ଖତରନାକ....
ଉପସ୍ଥାପକଙ୍କ ଉପସ୍ଥାପନା ଶୈଳୀ 👌🏻👌🏻👌🏻
He is my school senior..ssvm Sambalpur student..very good speaker since childhood❤
Manoj Mishra appears to be a straightforward & genuine person.👌
Basically a nice human being!
He is just acting in his real life also 😂
E bhai😂
Abhay best action Manoj mishraa👌👌
Manoj Mishra sir always right 👍👍❤❤❤
Very good acting of Manoj Mishra
ଏଠି ବି ଅଭିନୟ କରୁଛି ଏଇ ଲୋକ ମନୋଜ୍ ମିଶ୍ର
Correct 💯
😮😮
Manoj Mishra is an excellent actor ❤... don't blame someone due to ongoing Oollywood quarrel,east West region matter
kanak news ru kebe asigale news18...?
It's a very good representation,when I see your video I never get bored 😊
❤❤❤ love from Sonepur 🎉🎉🎉
ଫିଲ୍ମ ଲାଇନ୍ ରେ ଏମିତି ହୁଏ ଦିଟା ବାହାଘର ସ୍ବଭାବିକ କଥା ଏଇ ଫିଲ୍ମ ରୁ ସାଧାରଣ ଜନତା ଶିଖୁଛନ୍ତି 😮 ରେଫ୍. ମଡର.ଚୋରି...ଆଗରୁ ଏମିତି ଫିଲ୍ମ ହଉ ନଥିଲା ଏବେ ଫିଲ୍ମ ପୁରା ଖରାପ ହେଇଗଲା ❤
100% straight forward honest person 👌👌👌👌
ଲୋକ ସନ୍ଯାସ ନେଉଛନ୍ତି ଆପଣ ଏତେ ମୂଲ୍ୟବାନ , ଦାୟିତ୍ୱ ସମ୍ପର୍ଣ୍ଣ କଥା କହୁଛନ୍ତି କ'ଣ ପାଇଁ ଦ୍ବିତୀୟ ବିବାହ କଲ ? ଏଡେ ବଡ ଝିଅ ଥାଉଁ ଥାଉଁ , ଝିଅ ଉପରେ କୁପ୍ରଭାବ ପଡିବ ।
Manoj Babu Tume Jane Bhala Abhineta Hei Para, Kintu Manare Bahut Garba Achhi, Seita Bhagawan Sahibeni......🙌
Right
Manoj sir A1 acting .. upcoming movie 1st preference U....
Manoj Mishra always speak the truth 🔥🔥🔥🔥🔥🔥🔥🔥🔥
Gote hatare kebe tali bajeni jadi manoj sir nkar bhul achhi tebe tank stree r bi kichhi bhul thib aji manoj sir bahaheigale boli tank stree news channel re asiki bait dauchhanti manoj r sabu bhul bolika sir ku sabu dosh dauchhanti agaru kouthi thil nija swami kemiti achhi kete dipression re achhi kebe bujhin jadi aji kou stree manoj sir is right ❤❤❤
ଜୟ ଜଗନ୍ନାଥ ଜୟ ମା ସମଲେଇ ଜୟ ଓଡ଼ିଶା,,,,,,,,
Thank u bhai
Anchor trying his 100% to show him negative..but he failed....grt answer with every question ❤👍
Manas bhai tamaku best journalist ❤ award 🥇 miliba katha
ରାବଣ ରାକ୍ଷସ ରାଜା ହୋଇପାରେ, କିନ୍ତୁ ଚରିତ୍ରହୀନ ନଥିଲା
ରାମାୟଣ ଭଲରେ ବୁଝିବାର ଅଛି। ମୋର ବି ମନୋଜ କୁ ପସନ୍ଦ ନାହିଁ। କିନ୍ତୁ ରାବଣ ଚରିତ୍ର ହୀନ ନଥିଲା?😅
ୟେ ମଞ୍ଜ ମିଶ୍ର ହଉଚି ଚରିତ୍ର ହୀନ
Thick
Manoj bhai is telling right and true
Verry verry talented real odia acting nice voice
You are right Manoj sir
Manoj Mishra bhala abhineta sathipai bhala abhinaya karuchanti 👍
Monaj bhai right
Monoj sir Love From Kalahandi ❤
Thanks u Ramesh sir and Manoj sir
Monoj Dada Love u Proud of Westurn Odia..🔥🔥🔥
He is absolutely right
ତୁ ଦିନେ କହୁଥିଲୁ ଓଡିଆ ର ଲୋକ ମୋ ପାଖରେ ଅଛନ୍ତି ଏବେ ସେହି ଓଡ଼ିଶାର ଲୋକ ତତେ ଶୋଧୁଛନ୍ତି
To maa ku gehuchhi
Mr.Recording😂😂
@@manasipanda5748poisa kete milichhi ki 🧐🧐
@@manasipanda5748 👍
ଓଡ଼ିଆ Cinema ପାଇଁ Monoj ସହିତ ଏବେ ବି ଅଛୁ, ତୁ ପାରିବାରିକ ବିବାଦ ଓ cinema subject ର ଅନ୍ତର ନ ଜାଣି ଏମିତି ଭୁଲ୍ ମତ ରଖ ନି,
Khub. Sundar. Sata. Katha. Vedio. Khub. bevor. But. Bahut. Vala. Lagila. Swagat
Jie b negative comments deucha please totally video dekha
True speaker
Sabuthi sabubele abhinaya.....wow
Acha, jhiaa Mane kana kama abhinaya karuchanti .
Very nice Dada
What he says about film is absolutely correct
Thanks ❤🎉
ଯଦି ଝିଅ କୁ ଝୁରୁଥିଲୁ ତାହେଲେ ମମତା କୁ ଝିଅ କଲୁନୁ. ମାଇକିନା କାହିଁକି କରୁଥିଲୁ ରେ ଭାଡୁଆ
😂😂😂😂
Manoj Sir always right 👍
କି ମୁହଁ ଟାଣ
Love you manas sir yr talking style....
ଟାଉଟର୍ ସଳା , ଭଲ ରୋଲ୍
Thik katha kahichhanti
Manoj sir greet
Bekar loka ta useless nonsense
Correct..
I am very close to Manoj Mishra. I know him closely. He loves his daughter very much. He is a good human being
You may know him, you you won't know a couple's marital problems.
Manoj sir bhaouta bhalo manisha
Manoj Bhai u r write....
U r write....😮😅😂😂😂😂kn lekhibe ulaa keuti kaat😂😂😂😂
Write spelling thik karantu
Super bhai
ଆଉ ଗପ କହନି ମୁଁ ବି ଗୋଟେ ବାପା, ଗୋଟେ ବାପା ପାଇଁ ଝୀଅ କ'ଣ ମୁଁ ଜାଣିଛି ତୁ ଯଦି ସତରେ ତୋ ଝୀଅକୁ ସେତିକି ଭଲପାଇଥନ୍ତୁ ତୋ ଝୀଅପାଇ କିଛିବି କରିଥାନ୍ତୁ ସବୁ ସହିଥାନ୍ତୁ
Kn paien sahi thanta...bala jhia
@@rituprajna9835 kana pain nuhen? jhia ra maa auu thare baha heithile kana seia kahi thaante?
😅😅😅😅@@rituprajna9835😂
As a father you don’t know everything….. Manoj Mishra is a correct person…. Manoj Mishra As an actor he knows even all Odisha and legendary actor late shri Vijay mahanty also Uttam Mohanty knew that how ollywood industry has been fallen now a days. Manoj mishra As a newcomer in politics it’s his primary duty to show their constituency problems including their part of western Odisha. Manoj Mishra as a humanbeing it’s his personal matter regarding their family issues to overcome and make a happy pleasant life with anyone….. I particularly belongs from keonjhar not in western odisha… but Manoj as an actor, father, and also a politician, it’s his duty which he did in a right way.
@@rituprajna9835To Bala besi bodhichhi .Tu kemiti bujhibu jhioro ro srodha sneha
News maker manas bhainka pachrariba saili bahut volo👌👍🏻🍍
Manoj mishra is a good human being person and his way of talking also good
Manoj Mishra one of the greatest father
Sir ଆପଣ କାହିଁକି କନକ news ଚଡ଼ିଲେ please kuantu
Very. Good.
Remember one thing :- manoj mishra is a actor
Manoj. Vai. Nka . Behen. Serial. Ra. Acting.mote. Bahuta. Vala .lagithila. Super 👍👍👍👍😍😍😍
ଭଲ ହେଲା ଦ୍ୱିତୀୟ ବିବାହ କରିଲେ।ଦ୍ୱିତୀୟ ବିବାହ କରିବା ବେଆଇନ ନୁହଁ ଯଦି ଆପଣଙ୍କର ଛାଡ଼ପତ୍ର ହେଇଛି।ଆଉ ଯେଉଁ ମାନେ ଆପଣଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରୁଛନ୍ତି ସେମାନେ ସୁପ୍ରିମକୋର୍ଟ ଯାଇ କୁହନ୍ତୁ ଦ୍ୱିତୀୟ ବିବାହ ବନ୍ଦ କରାଯାଉ।ଆଉ ଏମିତି ଅନେକ ମଣିଷ ଅଛନ୍ତି ଯେଉଁମାନେ ଦ୍ୱିତୀୟ ବିବାହର ନ କରି ବି ଆଉ ଶାରୀରିକ ସମ୍ପର୍କ ଲୁଚି ଲୁଚି ରଖନ୍ତି।ସେମାନେ ମଧ୍ୟ ନିଜ ପରିବାର କୁ ଧୋକା ଦେଇଛନ୍ତି।ଆଉ ଯଦି ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ବାରମ୍ବାର ମନୋମାଲିନ୍ୟ ଦେଖା ଦିଏ, ଆଉ ସେଥିପାଇଁ ଝଗଡ଼ା ହେବା, ବାଡ଼ିଆ ବାଡି ହେବା ଅପେକ୍ଷା ଅଲଗା ହୋଇଯିବା ଭଲ।
Thik katha bhai
Right
Mate ta laguchi a mamata pain nhi mana mishra nku chhadichi
Right bhai
Correct bhai
Monoj Mishra best and better bohut bhala
Manoj sir is very honest . He is true
Correct answer.
ତାଙ୍କ ମା ଆଉ ଗୋଟେ ବାହା ହେଲେନି ତ.
ଅନ୍ୟ ମାନଙ୍କ ନାଁ ନେଇ ନିଜ ରାଗର ପ୍ରତିଶୋଧ ନେଉଛି । ଆରେ ଆମେ ବି ପ୍ରତିଭା ଧରି ବସିଛୁ । ଆମକୁ ଯିଏ ସୁଯୋଗ ଦେବ,ଆଗକୁ ନେବ,ସେ ଆମକୁ ତିଆରି କଲା । କଣ ଖରାପ୍ କଥା ? ତୁ ଖାଲି କାମୁଡି ହେଉଛୁ । ଯା ସିଆଡେ ପଳେଇ ଗଲା କି ଆଉ କାହା ପାଖକୁ ।
ଆକୁ ଓଡ଼ିଆ ଫିଲ୍ମ ରୁ ବାହାର କର
Odisha ru mu bhabuchi
Se nije bahari jaichi au bhala subject re movie eka banauchi
Mu wate karithili ketebele manash Manoj misra ra interview nebe 👍🏼👍🏼
I like Manoj sir's speech He is a straightforward and very active person ,
Tu sure koshali hei thibu
Super Daharaa taa.
Manas Sir tk Camera quality tk improve karibaku kuhantu
I like ur spirit... Very good personality
Saport manoj mishra dada
Why people support such a Nonsense Monaj Mishra
I love you too monoj
Thats why manoj mishra is the best actor,
Manoj sir good and best
Super ମିଛୁଆ ମନୁ
ଜଏ କୋଶଳ 🚩 ମନୋଜ ମିଶ୍ର ଜଏ କୋଶଳ 🚩🚩
Congratulations for your marriage, enjoy your life
From I'm Keonjhar
Apannku Salute 🫡 karuchi 💗Manoj sir 👍🙏💖
Tanka icha hela mrg kale au khusire ruha monaj sir
MANAS. SIR KO BAHUT DINA. PARE 🎉🎉 DEKHUCHHI🎉🎉
କିଛି ଭଲ ଲୋକ ର ଖବର ନିଅ
କଣ ସବୁ ଏମିତି 😂😂😂
apana thik karichanti manoj sir
ଆମେ ଭାବିଥିଲୁ ଇଏ ଗୋଟେ ଭଲ ଲୋକ କିନ୍ତୁ ଏଟା ଗୋଟେ ଭାଡୁଆ ଟେ 😅😅
Manaj Mishra good Actor
Logic best achhi ...bas samaste bujhi pariba darkar .....
Great anchor manas
ବଡ ଜ୍ଞାନୀ ନିଜକୁ ଭାବିବା ଭୁଲ l ବାହାପିଆ ଗପ ଆଉ ଶୁଣାଇଲେ ଲୋକେ ହସିବେ l ଜିତିବା ତୁମପାଇଁ ଅସମ୍ଭବ l
Manoj bhai thik. Kahicha
30:35 Ye odisha ku bhaga karideba re.......🥺🥺🥺🥺😘😭😭😭
Right monaj Bhai