Ollywood News: ରାଣ୍ଡି ପୁଅ ଅନନ୍ତାକୁ ବିରୋଧ | Randipua Ananta Odia Movie | Ollywood | Odia News

Поделиться
HTML-код
  • Опубликовано: 20 ноя 2024

Комментарии • 306

  • @Goslow3037
    @Goslow3037 День назад +14

    ମାର୍ଗଶିର ମାସ ଗୁରୁବାର, ରେ ବଳରାମ ଦାସ ଙ୍କ, ଲକ୍ଷ୍ମୀ ପୁରାଣ ପଢାଯାଏ । ସେଇଥିରେ ବି ଲେଖା ହୋଇଚି ଅଛି, "ଶାଶୂ ରାଣ୍ତୀ" ।
    ତାହା ବୋଲି କଣ ସେଇୟା କୁ ବି ବଦଳାଇ ହେବକି ?
    ତାକୁ ନେଇ କାହିଁକି ବିଚାର ଓ ଆଲୋଚନା କରୁନାହାଁନ୍ତି ?
    ସେଇୟା ବି ତ ବଦଳିବା ଦରକାର ? କାରଣ ସେଇଟା ଓଡ଼ିଆ ଲୋକଙ୍କ ଘରେ ଘରେ ପଢ଼ା ଯାଏ

    • @ashokkumarbhuyan3937
      @ashokkumarbhuyan3937 День назад

      ଫକିର ମୋହନ ସେନାପତି ସେକାଳର ଅଦ୍ୱିତୀୟ ରଚନା ବଳରେ ଲୋକଂକ ମାନସ ପଟରେ ଛାପ ଛାଡ଼ିବା ପାଇଁ ସେ ସବୁ ଶବ୍ଦ ର ବ୍ୟବହାର କରିଥିଲେ। ଲୋକଂକ ମନରେ ପ୍ରଭାବ ପକାଇବl ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏବଂ ଆଦୃତ ହୋଇଥିଲେ। ଗଳ୍ପ ର ନାମକରଣ ସେ କାଳର ମନଛୁଆଁ ଶବ୍ଦ ହୋଇଥିବାରୁ ଦେଢ଼ଶହ ବର୍ଷ ଧରି ଆଦୃତ ହୋଇଆସୁଛି, ବିଜ୍ଞ ବ୍ୟକ୍ତି ଗଣ ମନଛୁଆଁ ସୃଷ୍ଠି କରି ଦେଖାନ୍ତୁ, ପ୍ରକୃତ ଅର୍ଥ ନ ବୁଝି ନିୟମ ଭିତର କୁ ଘୋସlରନ୍ତୁ ନାହିଁ, ସେତେବେଳେ ଏ ଆଇନ୍ କାନୁନ୍ ନ ଥିଲା।ବେକାର ସମୟ ନଷ୍ଟ କରନ୍ତୁ ନାହିଁ।

    • @Goslow3037
      @Goslow3037 День назад

      ଫିଲ୍ମ ରେ କିଏ କାହାକୁ ଭଲ ପାଇଲେ ବା ମାରିଦେଲେ ବା କିଛି ଖରାପ ଇଙ୍ଗିତ କଲେ କଣ ସେଇୟା ସତରେ ହାଇ ଯାଉଛି କି ?
      କିମ୍ବା, ସିନେମା ରେ ଭଲ ଦୃଶ୍ୟ ଦେଖି କଣ ଲୋକେ ଭଲ/ ଖରାପ ହୋଇ ଯାଉଛନ୍ତି କି ?
      ରଣ୍ଡି ପୁଅ ଅନନ୍ତା ଏକ ଫିଲ୍ମ । ଲୋକେ ଫିଲ୍ମ ହଲ ଯାଇ ଦେଖିବେ ବା ବାହାରେ ପୋଷ୍ଟର ଦେଖିବେ ।
      ଯଦି ସେନ୍ସର ବୋର୍ଡ କୁ ଲାଗିବ ଏଇ କଥା 12 ବା 16 ତଦୁର୍ଦ୍ଧ୍ବ କେବଳ ଦେଖିପାରିବେ ତାହେଲେ ତାକୁ କିଛି ପ୍ରତିବନ୍ଧକ ଦେଇ ସେଇ ଚଳଚ୍ଚିତ୍ର କୁ ପ୍ରଦର୍ଶନ କରାଯିବ ।
      ସିନେମା ଦେଖିବା ଅର୍ଥ ନୁହେଁ ଯେ କେହି କାହାର ଝିୟ , ବୋହୁ, ଭଉଣୀ, ମାଆ କୁ ସେମିତି କିଛି ସମ୍ବୋଧନ କରୁଛି ।
      ଯିଏ, ରାଣ୍ଡିପୁଅ ଅନନ୍ତା, ର ସତ କାହାଣୀ ଜାଣିଥିବା ସେ ଏଇପରି ନିର୍ବୁଧୀୟା ଭଳି କଥା ନ ହେବା ଉଚିତ୍ ।

  • @dr.rushinathnaik9756
    @dr.rushinathnaik9756 2 дня назад +33

    ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରେ ଅର୍ଥ - ବିଧବା, ବେଶ୍ୟା, ରକ୍ଷିତା ସ୍ତ୍ରୀ।

    • @Ashoka_the_great
      @Ashoka_the_great День назад +2

      Ancient 1850s ru 1950s ମଧ୍ୟରେ .. ରାଣ୍ଡୀ ପୁଅ , ପେଲେଇ ପୁଅ, ବେଇପୁଅ ଏଗୁଡା ସବୁ ଗୋଟେ ଦୁଷ୍ଟ ପିଲା ର ବା ତା ଦୁଷ୍ଟ ବାପାମାଆ ଗୁଣ ଚରିତ୍ର କୁ ଦେଖି ତା ନାମ ପୂର୍ବରୁ ଲଗେଇ ସ୍ନେହ ରେ ଡାକନ୍ତି .. କିନ୍ତୁ ଆଜି ସମୟରେ ଓଡ଼ିଆ ଭାଷା ଉପରେ ବେଶି ଗବେଷଣା ନ ଥିବା ଯୋଗୁଁ ଗୋଟେ ଶବ୍ଦ ର ବିଭିନ୍ନ ଅଞ୍ଚଳ କୁ ନେଇ ବିଭିନ୍ନ ପ୍ରକାର ଅର୍ଥ ଆସୁଛି..Ex- ଓଡ଼ିଆ ରେ କିଛି ଅଞ୍ଚଳ ରେ କଣ, କିରା , କିସ, କି, କିଅଣ, କହନ୍ତି ଏହାର English mean ହଉଚି " What" ସେଇଭଳି " ରାଣ୍ଡୀ ପୁଅ "ର ଅର୍ଥ ଅଲଗା ଆମେ କେବଳ ରାଣ୍ଡୀ ଶବ୍ଦ କୁ ନେଇ ବହୁତ criticize କଲେ କିଛି ହବନି

  • @Ashoka_the_great
    @Ashoka_the_great День назад +15

    ଓଡ଼ିଆ ସଭ୍ୟତା କେତେ ପୁରୁଣା civilization bharat ର ଆଉ ଓଡ଼ିଆ ପରମ୍ପରା , କଳା ସଂସ୍କୃତି, ଓଡ଼ିଆ ଭାଷା କୁ କେବଳ ଗୋଟେ ଓଡ଼ିଆ ବୁଝି ପାରୁଥିବା ଓଡ଼ିଆ ଲୋକ ବୁଝି ପାରିବ.. ଆଜି ର morden feminist ମାନେ ତ ancient ଓଡ଼ିଆ ବୁଝି ନାହାନ୍ତି ସେମାନେ English poet କି European writer ଓ translator ଙ୍କ book ରୁ ଓଡ଼ିଆ କୁ ବୁଝି ନିଜ ସଭ୍ୟତା ସଂସ୍କୃତି କୁ ଛୋଟ ଭାବୁଛନ୍ତି.. ପ୍ରତି 50 km ଭିତରେ ଓଡ଼ିଆ ଭାଷା ରେ କିଛି କିଛି ପରିବର୍ତ୍ତନ ଆସୁଛି ex- ବ୍ରହ୍ମପୁର ଓଡ଼ିଆ ଭାଷା, କଟକିଆ ଓଡ଼ିଆ ଭାଷା, ଯାଜପୁର ଓଡ଼ିଆ ଭାଷା, ସମ୍ବଲପୁର ଓଡ଼ିଆ ଭାଷା, ପୁରୀ ଓଡ଼ିଆ ଭାଷା, ବାଲେଶ୍ବର ଓଡ଼ିଆ ଭାଷା, ଢେଙ୍କାନାଳ ଓଡ଼ିଆ ଭାଷା etc କେବେ ଓଡିଶାର ସବୁ ଅଞ୍ଚଳ କୁ ବୁଲି ସେଠିକାର ଲୋକ ଭାଷା ଖାଦ୍ୟ କୁ ଦେଖନ୍ତୁ ତା ପରେ ଜାଣିପାରିବ ଭାଷା ବୁଝି ପାରିବ.. ଏମିତି newsroom re debate କରିବା ମୂର୍ଖାମି .. ସେ ସମୟରେ ସମାଜରେ ସମାଜ ରେ ମାଇପି ଯାହାର ଶାଲିନତା ନଥାଏ ଯେ ଅସଭ୍ୟ ଭାବେ ଉଞ୍ଚ ସ୍ଵର ରେ କଥା କୁହେ ତାକୁ ଙ୍କୁ ରାଣ୍ଡୀ କହନ୍ତି ....

    • @ramaniroutray2262
      @ramaniroutray2262 День назад +2

      @@Ashoka_the_great correct. ଏମାନେ ଏମିତି ଆଧୁନିକ ହେଇ ଗଲେଣି ଯେ ଆମ ପୁରାତନ ଭାଷା, ଢଗଢମାଳି, ଲୋକଭାଷା, ସାମାଜିକ ଚଳଣି ସବୁକୁ ଆକ୍ଷେପ କରି ଇତିହାସ ରୁ ଉଡେଇ ଦେବାକୁ ବସିଲେଣି l ହଜାର ହଜାର ବର୍ଷର ଭାଷା, ସଂସ୍କୃତି ଓ ବୋଲିବାଣୀ କୁ ଏମାନେ ଟିଭି ରେ ବସିକି ପୂରା କେଇଟା ଦିନରେ ଉଡେଇଦେବେ, ହଟେଇଦେବେ,ଲିଭେଦେବେ l ଆଉଥରେ ବୋଧେ ନିଜ ମନକୁ ପାଇଲା ଭଳିଆ ଓଡିଆ ଜାତିର ଗୋଟେ ନୂଆ modern hiphop style ଵାଲା ଇତିହାସ ମୂଳରୁ ଲେଖିବେ ଏମାନେ l

  • @PrasantaSethi-u8i
    @PrasantaSethi-u8i День назад +14

    ଏହା ଏକ ମନୋରଞ୍ଜନ ପାଇଁ କରାଯାଇଥିବା ଚଳଚିତ୍ର. କାହାକୁ ବ୍ୟକ୍ତିଗତ କୁହା ଯାଉ ନାହିଁ. ଏତେ କାହିଁକି ବକ ବକ ହେଉଛ

  • @amiyaranjancreation1837
    @amiyaranjancreation1837 2 дня назад +37

    ବବି ଇସଲାମ
    1. ପାଞ୍ଚାଳୀ ଶବ୍ଦ କୁ ପରିବର୍ତନ କରି ପାରିବେ କି
    2. ମନ୍ଦିର ରେ ନଗ୍ନ ଚିତ୍ର କୁ ପରିବର୍ତନ କରି ପାରିବେ କି
    3. ମୋତେ କହିଥିଲେ ମନୋଜ ମିଶ୍ର ଆସିବେ କାହିଁକି ଆସିଲେନି
    4. ସେନସର ବୋର୍ଡ଼ ଚେଞ୍ଜ କହିବ
    ପୁରା ଅଭଦ୍ର ଲୋକ ଜଣା ନାହିଁ କୋଉଠି ବସିଛି, କୋଉ ବିଷୟରେ କଥା ହଉଛି
    News Odia କୁ ଅନୁରୋଧ ଏଭଳି ଅଭଦ୍ର ଲୋକଙ୍କୁ media ସାମ୍ନା କୁ ଆଣନ୍ତୁନି 🙏🙏

    • @ramaniroutray2262
      @ramaniroutray2262 День назад +1

      3 number point ku ଛାଡିଦେଲେ ତାଙ୍କ logic ଠିକ.

    • @prakashbal1616
      @prakashbal1616 День назад +1

      ସିଏ ଗୋଟେ ମହାମୁର୍ଖ

    • @mstylishlybabu1896
      @mstylishlybabu1896 День назад +2

      ଆଗରୁ ତ ମାଆ ଭଉଣୀ ସ୍ଵାମୀ ମଲା ପରେ ଅଗ୍ନି ରେ ଝାସ ଦେଇଥିଲେ ଏବେ କାହିଁକି କରୁନ.??

    • @kanhurasmientertainment8858
      @kanhurasmientertainment8858 День назад +1

      Achha bidhabaku kan sadhaba kahiba tthik😊

    • @kalandimajhi5574
      @kalandimajhi5574 День назад +4

      ବବି ishlam ଜଣେ ଅଭଦ୍ର ଲୋକ

  • @anadisethy1378
    @anadisethy1378 День назад +27

    ହଇରେ ବବି ପଠାଣ, ତୁ ଇଣ୍ଟରଭିୟୁ ଦେଇ ଆସିଛୁ ନା ମନୋଜ ମିଶ୍ର, ମନୋଜ ମିଶ୍ର ହଉଛୁ।ଡହରା ବବି।ତତେ ମନୋଜ ମିଶ୍ର ଚାବୁଛି କି।

  • @lokanathbehera8577
    @lokanathbehera8577 День назад +16

    ଆଜି ର ସମାଜ କଥା କହୁଛନ୍ତି ଯାତ୍ରା ପାର୍ଟି ରେ ନଙ୍ଗଳି ନୃତ୍ୟ କଲେଣି ସେ ସମୟରେ ଏ ବେଶ୍ୟା,ଦାରି ନାରୀ ଜଣକ କାଉଠି ଥିଲେ । ବିରୋଧ କରୁନି କାହିଁକି ବେଶ୍ୟା ମୋନାଲିସା । ତାହେଲେ ତୁମେ ବି ସେଇଆ 😂

  • @DhaneswarDas-v6q
    @DhaneswarDas-v6q День назад +3

    100%Right
    ଆପଣ ଙ୍କୁ ନାମ ବଦଳାଇବାକୁ ଅଧିକାର ଦେଲା କିଏ.

  • @winnerhabbit9927
    @winnerhabbit9927 День назад +12

    ଓଡ଼ିଆ ଭାଷାକୋଷ ଆଉ ଲୋକମାନଙ୍କର ହଜମ ହେଉ ନାହିଁ , ତେଣୁ "ରାଣ୍ଡିପୁଅ ଅନନ୍ତା" ଆମ ଓଡ଼ିଶାର ପୁରାତନ ଭାଷା ଆଉ ଲେଖକର ଚିନ୍ତାଧାରା
    ରାଣ୍ଡିପୁଅ ଅନନ୍ତା - Perfectly fine

    • @mstylishlybabu1896
      @mstylishlybabu1896 День назад +1

      ସର୍ଵ ପୁରାତନ ଭାଷା ପାଳି ପ୍ରକୃତି ତାକୁ କାହିଁକି ବ୍ଯବହାର କରୁନ.??

    • @winnerhabbit9927
      @winnerhabbit9927 День назад +1

      @mstylishlybabu1896 ତାହେଲେ ମନ୍ଦିରରେ ନଗ୍ନ ମୂର୍ତ୍ତି କୁ ବଦଳା ଯିବ କି??
      ରୂଢି ଅର୍ଥ ସମ୍ପୂର୍ଣ ଧାଡ଼ିକୁ ପଢାଯାଏ, ଅଧା ଅଧୁର ରୂଢି ରେ - କୁ ଅର୍ଥ ହୋଇ ପାରେ,
      Ex- ବାପରାଣ ଢ଼ିଙ୍କି ଗିଳ, ବାହାଘର ବେଳେ ବାଇଗଣ ରୁଆ
      ରୂଢି is not 🚫 reels or shorts,
      Execute meaning by reading partly - purely blunder ,
      ରାଣ୍ଡିପୁଅ ଅନନ୍ତା - perfectly alright ✅✅✅
      ଖାଲି ରାଣ୍ଡିପୁଅ 🚫- prohibited 🚫❌❌❌
      RUclips re ରାଣ୍ଡିପୁଅ ଅନନ୍ତା search 🔍 କଲେ ଅନେକ video ଆସୁଛି, କାହିଁକି ଆଜି ଯାଏଁ ବିରୁଧ ହୋଇ ନଥିଲା - ତେଣୁ It's a promotional topics

  • @bikramkesharisahu3591
    @bikramkesharisahu3591 День назад +8

    ବବି ଇସଲାମ ଗୋଟେ🦮

  • @NAYAKSTUDIO1987
    @NAYAKSTUDIO1987 2 дня назад +14

    ଫକୀର ମୋହନ ଙ୍କ ସବୁ ଲେଖା ପଢ଼ିଛି

  • @BabitaTandi-q4y
    @BabitaTandi-q4y День назад +16

    Manoj Mishra sir right say odia film titile change

    • @JayakrushnaPradhan-w2k
      @JayakrushnaPradhan-w2k 22 часа назад

      Manoj mishra is God of odisha ! You admit manasbabu and monanalisha madam is odisha culture and editor of Kalinga either koala state promote

  • @ramaniroutray2262
    @ramaniroutray2262 День назад +13

    ସେତେବେଳର ସମାଜ ଆନନ୍ତାକୁ ଯୋଉ ନାଁରେ ଡାକୁଥିଲା ସେଇ ନାଁ ଟା ଫିଲ୍ମ ର ଟାଇଟେକ ରହିଲା l ଅସୁବିଧା କଣ l କୌଣସି individual କୁ ତ କୁହାଯାଉନି l

    • @killanjha9790
      @killanjha9790 День назад +1

      Film re kn setebela ra scene dekhajiba naa ebeka scene dekha jiba jadi setebela ra ghatana kuneiki karucha then no problem jadi film re tike bi masala chunka dia jaithae tebe naa change nihati abasyak
      Fakir mohan nka story ku jadi copy paste karicha then name rahiba,kintu jadi film makers tike bi change karichanti fakir mohan nka gapa ku then title change kara jiba uchit

  • @Cruz089
    @Cruz089 День назад +5

    ଦିଦି ଆପଣ ଜଉ କହିଲେ ଠିକ୍ କହିଲେ କିନ୍ତୁ ଏବେ ଜଉ ସାହୁ ଭାଉଜ . ନିଶା ମହାରଣା ଏମାନେ ଜଉ ଏମିତି ସବୁ କରୁଛନ୍ତି କାଇଁ ସେ ଉପରେ ତ ଆଇନ ନାହିଁ କି ! ମହିଳା ମାନଙ୍କ ହାନମାନି ହଉନି କି ! ସେ topic re କାଇଁ କଥା ଉଠୁନି ତ !
    ବିରୋଧ କରୁନାହାନ୍ତି ତ !

  • @kalandimajhi5574
    @kalandimajhi5574 День назад +9

    ବବି ishlam ଜଣେ ପାଗଳ ଓ ଉଦ୍ଧତ director

  • @amiyaranjancreation1837
    @amiyaranjancreation1837 2 дня назад +12

    ବବି ଇସଲାମ କଣ କରୁଛନ୍ତି, ଖାଲି ଆଙ୍ଗୁଠି ଦେଖେଇ ଛନ୍ତି | 😂😂😂😂

  • @gurubhailifestyle
    @gurubhailifestyle День назад +12

    ମନୋଜ sir best

  • @debarajsahu5633
    @debarajsahu5633 15 часов назад +1

    ଏହା ଏକ ରୁଡ଼ି, କାହାକୁ ଅପମାନ ନୁହେଁ

  • @JASHOSTUDIO
    @JASHOSTUDIO День назад +3

    ଆରେ ଭାଇ ଫିଲ୍ମ ଯାହା ବି ହେଉ କିଏ ପଚାରୁଛି 😂ତମ ଫିଲ୍ମ କିଏ ଦେଖୁଛି ଯେ 🤣🤣

  • @soumyaranjanswain8855
    @soumyaranjanswain8855 День назад +10

    ସ୍ରଷ୍ଟା ର ସୃଷ୍ଟି ଉପରେ ପ୍ରଶ୍ନ ଚିହ୍ନ ତାହା ଫୁଣି ଯୁଗ ସ୍ରଷ୍ଟା ଙ୍କ ଉପରେ ......ହଉ ମ କୋଉ ପଇସା ପଡୁଛି

  • @bijuharpal8821
    @bijuharpal8821 День назад +14

    Manoj Mishra sir right say because odia film titile change

  • @maharananaresh-rn7nj
    @maharananaresh-rn7nj День назад +6

    ବବି ଇସଲାମ ଖାଲି ପାଞ୍ଚାଳୀ ବିଷୟ ରେ କହୁଛନ୍ତି, ସେ ପୁରାଣ ବିଷୟରେ କଣ ଜାଣିଛନ୍ତି,,

  • @jeetstudiesacademy
    @jeetstudiesacademy День назад +4

    Odia book ru epari rudhi gudak change karidia jadi samastanku badhuchi odisha education department ku kuha se odia syllabus change karidebe

  • @pintupadhan2299
    @pintupadhan2299 День назад +1

    ଫିଳିମ ହିଟ୍ ହେବା ପାଇଁ ନୁଆଁ ଫରମୁଲା

  • @bytk.productions490
    @bytk.productions490 2 дня назад +7

    ଅତିଥି ଙ୍କ କଥା କୁ କାଟି ବା କଥା ର ମଝିରେ ନିଜ ର ପ୍ରଶ୍ନ ପଚରିବା ଏଟା ଅନିତ୍ୟ ବ୍ୟବହାର କୁ ସୂଚାଏ

  • @SunilSahoo-p5m
    @SunilSahoo-p5m День назад +9

    Manoj Mishra right angul ru

  • @RohitSahu-z7n
    @RohitSahu-z7n День назад +14

    ତମ ଫିଲ୍ମ ଚାଲୁ କର ତମ ଓଡିଆ ଫିଲ୍ମ ଦେଖିବା ପାଇଁ କିଏ ଯିବେନି ଆମେ ଦେଖିବା କୁ ଯିବୁ ପୁଷ୍ପା 2 କୁ wait କରିଛୁ

  • @surenA1
    @surenA1 День назад +3

    manoj Mishra is right 6

  • @sureshchmohanta1209
    @sureshchmohanta1209 День назад +6

    ମୋନଜ ଜିତିଲା

  • @gargilenka1a520
    @gargilenka1a520 День назад +9

    Manoj sir right

    • @narayanparida5469
      @narayanparida5469 День назад

      ରାଣ୍ଡିପୁଅ ଅନନ୍ତା ଗଳ୍ପ ଉପନ୍ୟାସ ନୁହେଁ।

  • @sudhirkumarsahu2621
    @sudhirkumarsahu2621 День назад +3

    Manoj mishra right kathha kahichhanti

  • @dhabaleswarratha6904
    @dhabaleswarratha6904 День назад +1

    Manoj Mishra is right

  • @arunkumarmishra9212
    @arunkumarmishra9212 День назад +1

    ଚ୍ୟାନେଲ ମାନଙ୍କରେ ଏମିତି ଭୋ ଭୋ ହୁଅନ୍ତି, ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟାକୁ ସମାଧାନ କରି ପାରୁନାହାନ୍ତି କି କରିପାରିବେ ନାହିଁ, ପ୍ରହସନ ପ୍ରହସନ ପ୍ରହସନ

  • @bibhutipradhan9098
    @bibhutipradhan9098 День назад +2

    କିଛି ମହିଳା ସହ ଉଲଗ୍ନ ହୋଈ ଜଣେ ଶୋଇବା ଲୋକ କଣ ଜାତୀୟ ପିତା ହୋଇପାରିବେ ମୋନାଲିସା ମାମ୍

  • @RakeshPradhan-kz5jt
    @RakeshPradhan-kz5jt 2 дня назад +9

    ❤ Manoj misha

  • @SambeetPadhy
    @SambeetPadhy День назад +1

    ପ୍ରଫୁଲ୍ଲ ରଥ sir🙏

  • @bhaktaranjansutar5077
    @bhaktaranjansutar5077 2 дня назад +16

    Monoj mishra right ✅️

  • @dineshchouhan7495
    @dineshchouhan7495 День назад +6

    monoj mishra ❤❤❤❤right

  • @sagarnayak4136
    @sagarnayak4136 2 дня назад +11

    Monoj Mishra right

  • @bubunentertainment
    @bubunentertainment День назад +15

    Manoj Mishra bhai is right

  • @RahulNaik-bp3dq
    @RahulNaik-bp3dq 2 дня назад +6

    E guda Khali fass chaleichanti fakir mohan senapati kn bhanga khaiki lekhichanti se sete belara nari manaku neiki gote puo ku neiki story achhi seita ku sanmana diajau

  • @DEVILud2wi
    @DEVILud2wi День назад +3

    Byomakesh sir nku daka jau ❤

  • @ManoramaMohapatra-du1lb
    @ManoramaMohapatra-du1lb 2 часа назад

    ଏ ପ୍ରସଙ୍ଗରେ କୌଣସି ମହିଳା ଙ୍କ ଅପମାନ ହେବନି ।ସେହି ସମୟର ଗାଁ ଗହଳି ର ଗାଳିକୁ ସେ ଉପସ୍ଥାପନା କରିଛନ୍ତି।ଏବେ ଯୁଗ ସଭ୍ୟ ଓ ଶିଖିତ ।କେହି ଏ ଭାଷା ପ୍ରୟୋଗ କରି ବାକୁ ଚାହାନ୍ତି ନାହିଁ। କିନ୍ତୁ ସେଇ ନିର୍ଦ୍ଦିଷ୍ଟ ଗଳ୍ପ ର ନାମ ପରିବର୍ତ୍ତନ ଏ ଉତ୍କଳ ମାତାର ଯୁଗ ପୁରୁଷ ଙ୍କୁ ଅପମାନ।

  • @gopalsahu3211
    @gopalsahu3211 День назад +5

    ମନୋଜ ମିଶ୍ର ସତ କହିଛନ୍ତି

  • @OdishaAjit
    @OdishaAjit 2 дня назад +7

    name change karajau🙏🏼

  • @JagajjibanMallik
    @JagajjibanMallik День назад +1

    puspa 2 kia dekhib like kar❤❤

  • @Krishna_00008
    @Krishna_00008 День назад +5

    Manoj mishra...right

  • @shibaprasadbarik8793
    @shibaprasadbarik8793 6 часов назад

    ଯଦି ଓଡ଼ିଆ ଭାଷାର ଅର୍ଥ ଜାଣିପାରୁନାହାନ୍ତି ପ୍ରଥମେ
    ପାଲା ଦେଖନ୍ତୁ ପରେ ସବୁ ବୁଝିପାରିବେ ଜୟ ଜଗନ୍ନାଥ 🙏

  • @narmadapalo3147
    @narmadapalo3147 День назад +1

    Monalisha is right

  • @felixnayak6317
    @felixnayak6317 День назад +3

    ବାବୁ ଜଣକ, ବାରବାଂର “ମୋ ନାମରେ କେସ କର ବୋଲି କହୁଛନ୍ତି”, ଏଥିରୁ ଅନୁମାନ କରି ହେଉଛି ଯେ୍ ଏ ଲୋକ କୋର୍ଟ ଓ ସନସର ବୋର୍ଡ କୁ ମୋଦି ଭଳି ନିଜ ଆୟତରେ ରଖିଛି।

    • @rabindrakumarmohanty9415
      @rabindrakumarmohanty9415 День назад

      @@felixnayak6317 ମୋଦୀ ତମର କଣ କଲା ମୋଦୀ ଯୋଗୁ ଖୀଷ୍ଟ୍ରୀୟାନ ମାନେ ଗରୀବ ହିନ୍ଦୁ ମାନଙ୍କର ଧର୍ମ ପରିବର୍ତନ କରିବାରେ ଅସୁବିଧା ହେଉଛି, ହିନ୍ଦୁ ମାନେ ଏକଯୁଟ ହୋଇ ସାରିଲେଣି,ଆଉ ମୋଦୀ ଙ୍କୁ ହଟାଇବା ସହଜ ନୁହେଁ,

  • @dascreations_official543
    @dascreations_official543 День назад +2

    ମାନସ ଭାଇ ଏହି ଏପିଶୋଡ ଦେଖିଲା ପରେ ମତେ ଲାଗୁଛି କୋଉ ଗାଁ ଗହଳି ଝଗଡ଼ା ପରି, କଥା କଥା ରେ "ରାଣ୍ଡିପୁଅ"

  • @bhanjbhankalkisku9134
    @bhanjbhankalkisku9134 День назад +1

    ନିଶ୍ଚିତ ମୁର୍ଖ ବୋବି ଇସ୍ଲାମ 😂😂😂😂

  • @FOODRECIPES-ki6ru
    @FOODRECIPES-ki6ru День назад +5

    Name change karna

  • @odiabhajankirtan
    @odiabhajankirtan День назад +1

    ଫିଲ୍ମ ଫ୍ଲୋପ ହେବ ନା ବଦଲାଅ

  • @biswanathpatra6627
    @biswanathpatra6627 День назад +3

    This name not accepted

  • @SaiSaina939
    @SaiSaina939 День назад

    Your right sir

  • @Bapa4207
    @Bapa4207 День назад +2

    ମନୋଜ ମିଶ୍ର ଗୋଟେ ଶଙ୍କୁନି........ ଆଉ ଏ ଗନ୍ତାୟତ କୁ ବ୍ୟମକାଶ ଠିକ ସମ୍ଭାଳି ପାରିବ... 😁😁😁

  • @SoumyaLifestyle-qp8kz
    @SoumyaLifestyle-qp8kz День назад +3

    ବବି ଇସଲାମ ଗୋଟେ ପାଗଳ

  • @amulyakumardas3
    @amulyakumardas3 День назад +2

    Prafula babu. And babi babu you are rong

  • @Krishnabal-ef2ry
    @Krishnabal-ef2ry День назад +1

    ମୋନାଲିସା | didi
    ଆପଣ ଠିକ୍ କହିଛନ୍ତି!

    • @susantnayak6585
      @susantnayak6585 День назад

      ବାଳ କହୁଛି ତାର କିଛି ଜ୍ଞାନ ନାହିଁ

  • @ChandrayMajhi-we9rm
    @ChandrayMajhi-we9rm День назад

    Manoj Mishra is Right ❤❤❤❤❤❤❤❤❤

  • @dharmendrabhoi442
    @dharmendrabhoi442 День назад +4

    Manoj dada thik kahithile

  • @basudevpradhani7767
    @basudevpradhani7767 2 дня назад +13

    Manoj Mishra right

  • @tapannayak9328
    @tapannayak9328 День назад +1

    ସେଟା ଉପନ୍ୟାସ ନାହିଁ ଗଳ୍ପ

  • @akashsethi3849
    @akashsethi3849 День назад +3

    Film title change karantu 🙏🏼

  • @JogendraBhoi-g7j
    @JogendraBhoi-g7j День назад +2

    Please change the flim name

  • @rudrapratapbehera6759
    @rudrapratapbehera6759 День назад +2

    Sabash madam 🙏

  • @jeetstudiesacademy
    @jeetstudiesacademy День назад +3

    Epari sabda jadi kharap laguchi ama nije sachetana hua auu ajikali ladies Mane jou chhoda dress pindhuchhanti segudak dekhiki kan kharap laguni egudak kan nari sanman egudak jogu nari sanman jauni khali ei sabda ta kharap laguchi age segudak sudhar anantu pare epari bakya gudak sudharibe ethire kan na nari asurakshit nije ta sajag habani Chhota Chhota dress pindhiba kan na se kharap drusti re dekhuchi

  • @swadhinmahar9830
    @swadhinmahar9830 День назад +1

    Manoj ❤❤

  • @bibhutibhusankhuntia5197
    @bibhutibhusankhuntia5197 День назад

    ବିଭିନ୍ନ ପୌରାଣିକ କାବ୍ୟ କବିତା, ଉପନ୍ୟାସରେ ଏହିଭଳି ଶବ୍ଦ ଅନେକ ଲେଖା ଅଛି।ସେହି ଲେଖାରୁ ଲୋକମାନେ କଟୁ ଶବ୍ଦ କାଢି କଥାରେ ବ୍ୟବହାର କରିଥାନ୍ତି।କିନ୍ତୁ ତା, ମାନେ ନୁହଁ ' ଏହି ଶବ୍ଦକୁ ହେଡଲାଇଁନ କରିବା?

  • @shantanukumaramanta3011
    @shantanukumaramanta3011 День назад +9

    Credit goes to manoj mishra .I'm damn sure that film name will be changed

  • @bhaktaranjansutar5077
    @bhaktaranjansutar5077 2 дня назад +10

    ବବି ବାବୁ ଆପଣଙ୍କର ପରିବାରରେ ମା ଭଉଣି ନାହାଁନ୍ତି

  • @skbbamanda2498
    @skbbamanda2498 День назад +1

    ଭଲ ଲାଗୁନି

  • @sanjibmuna1821
    @sanjibmuna1821 День назад +1

    Hindi movie Padmavati ru Padmavat hela

  • @bhagabansadangi1996
    @bhagabansadangi1996 День назад +3

    Jadi ete problem hauchhi then school ra syllabus ru bi change kara because film chhoto pila bahut kam dekhanti but school syllabus below 18 years pila padhuchhanti so koumane besi affect hebe. Animal film dekhichhanti se film re women ku kemiti dekha jaichhi. But se film bahut collection karichhi.Duniare kete problem achhi but e faltu discussion kariki khali time waste kariba katha. Se Manon Mishra gote pagala & apana mane bi pagala.

  • @biswanathbehera2885
    @biswanathbehera2885 День назад +2

    Madam thik kahu chhanti

  • @fusionofphenomenal4778
    @fusionofphenomenal4778 День назад +5

    Name should be change

  • @dharmendrabhoi442
    @dharmendrabhoi442 День назад +2

    Bhala sabda bevahar hele asubidha kana hoithanta

  • @ashishmohanty4940
    @ashishmohanty4940 День назад +1

    Madam thik kahuchhanti

  • @prakashpradhan6470
    @prakashpradhan6470 День назад +1

    Title should be change.....

  • @balaramsamal7233
    @balaramsamal7233 День назад

    ବବି ଇସଲାମ ବାବୁ ଉତ୍ତର ଦିଏ mdm

  • @bhaktaranjansutar5077
    @bhaktaranjansutar5077 2 дня назад +8

    ପ୍ରଫୁଲ୍ଲ ରଥ ବୁଢା ହେଲେଣି ତାଙ୍କର ସ୍ମରଣ ଶକ୍ତି କମିଗଲାଣି

    • @RinkuPradhan-u7l
      @RinkuPradhan-u7l День назад

      ତମେ ତାଙ୍କ ରୁମ ବାଳ କୁ ବି ସରି ନୁହେଁ,,,,

  • @RSCREATION-rv6qb
    @RSCREATION-rv6qb День назад +1

    Name change

  • @prakashbehera6412
    @prakashbehera6412 День назад

    BAbi babu right answer......ii

  • @UdhabBarik-q7z
    @UdhabBarik-q7z День назад

    Manoj mishra right

  • @Kalandicharansahoo-pz6gj
    @Kalandicharansahoo-pz6gj 9 часов назад

    ❤❤❤❤❤❤❤❤

  • @BenudharaBenua
    @BenudharaBenua День назад

    Thiki kathaa

  • @sekharrouta9908
    @sekharrouta9908 День назад +1

    Most useless topic for discussion

  • @JagadishJoshi-x9b
    @JagadishJoshi-x9b 15 часов назад

    Madam ମାନେ ବେଶ୍ୟା ମାନଙ୍କ ସର୍ଦାର
    ଏଇଟା Rajiv Dixit କହିଛନ୍ତି

  • @amulyakumardas3
    @amulyakumardas3 День назад +1

    Chala. Chitra ra nama paribartan Kara jau samaja upara. Bad impacket padiba.

  • @PK-tw2xh
    @PK-tw2xh День назад

    Thik achhi.. kichhi bhul nahi

  • @dilwaladkartik1602
    @dilwaladkartik1602 День назад +2

    Move name chenj kar

  • @gopalswain3024
    @gopalswain3024 День назад +1

    ଭୁଲୁ

  • @panchadas5277
    @panchadas5277 День назад

    ଓଡିଶା ଏବେ ଉନବନ୍ଶ ଶତାବ୍ଧୀ ଅଛି

  • @JagyseniOdia
    @JagyseniOdia День назад +1

    Are bhai simple katha gote word change karibare asubidha kana ete nata kana pai manoj sir write

    • @maashibadurgaeducationalco608
      @maashibadurgaeducationalco608 День назад

      Jagyseni ra bi au gote alaga na achhi taku aei samajare alaga vabe kuha jauchhi teba Tama na ku bi badala .mote lagu chhi Hindi film re jeu gali gudika dia jauchhi web series re jeu content asuchhi tame jama dekhu nathiba

  • @rabindrakumarmohanty9415
    @rabindrakumarmohanty9415 День назад

    ଏ ପର୍ଯ୍ୟନ୍ତ ଏମିତି କେହି ଗାଳ୍ପିକ ଜନ୍ମ ହୋଇ ନାହାଁନ୍ତି ଯିଏ ବ୍ୟାସକବି ଫକୀରମୋହନ ସେନାପତି ଙ୍କ ଲେଖା କୁ ସମାଲୋଚନା କରିଵ। ରେବତୀ, ଡାକମୁନିସୀ,ଧୁଳିଆ ଵାଵା ଇତ୍ୟାଦି ଗଳ୍ପ ଗୁଡିକ ଯିଏ ପଡ଼ିଛି ସେ ଜାଣିଛି କେତେ ମର୍ମସ୍ପର୍ଶୀ ହୃଦୟ କୁ ଛୁଇଁ ଯାଏ କଵିଙ୍କ ର ଲେଖା। ସେଇ ସମୟ ରେ ପ୍ରଚଳିତ ଭାଷାକୁ ନେଇ କଵି ଗଳ୍ପ ଗୁଡ଼ିକ ଲେଖିଥିଲେ ତାକୁ ସମାଲୋଚନା କରିଵା ମାନେ ନିଜର ଅଜ୍ଞାନତା କୁ ପ୍ରତିବାଦନ କରୁଛି, ଅଳ୍ପ ଵିଦ୍ୟା ଭୟଙ୍କରୀ।

    • @alexanderfleming7906
      @alexanderfleming7906 День назад +2

      Kintu tome mane tankri gopo ku copy koriki cinema boneibo nuho ki 😂😂, sola subidha badi loko au kn koriparibe 😂😂😂😂

  • @Arjunbibhar332
    @Arjunbibhar332 2 дня назад +9

    Nama change karantu

  • @Surjya7777
    @Surjya7777 День назад +3

    Manoj Mishra gote pagalata

  • @sukadevpagal3826
    @sukadevpagal3826 День назад

    Thik

  • @SahadevBehera-p3t
    @SahadevBehera-p3t День назад

    Right