ମୋତେ ବି ଡାଇରେକ୍ଟର ଭକୁଆ ବନେଇଛନ୍ତି ; ଲୁଟିଛନ୍ତି | Sridhar Martha | Ollywood Updates| Manoranjan Mishra|

Поделиться
HTML-код
  • Опубликовано: 25 дек 2024
  • ମୋତେ ବି ଡାଇରେକ୍ଟର ଭକୁଆ ବନେଇଛନ୍ତି ; ଲୁଟିଛନ୍ତି | Sridhar Martha | Ollywood Updates| Manoranjan Mishra|
    #ollywoodcontroversy #breakingnews #trendingnews #ollywoodgossip #sridharmartha #manojmishra #filmdirector #newsroom #manoranjanmishra

Комментарии • 223

  • @Nayakvlogs-c2s
    @Nayakvlogs-c2s Месяц назад +24

    ବହୁତ୍ ବଡ଼ିଆ ଲାଗିଲା , ମାର୍ଥା ସାର୍ ଙ୍କର
    କଥାଟି .ଏମିତି ବସି ବୁଝାଇଲେ , ମୋନଜ୍
    ସାର୍ ଙ୍କୁ ❤❤❤you ମାର୍ଥା ସାର୍

  • @Abhi-panda
    @Abhi-panda Месяц назад +15

    ଜିନ୍ଦାବାଦ ଜିନ୍ଦାବାଦ
    ଆରେ ଆରେ ଶ୍ରୀଧର ମାର୍ଥା ଜିନ୍ଦାବାଦ
    ଜିନ୍ଦାବାଦ ଜିନ୍ଦାବାଦ
    ଆରେ ଆରେ ମନୋଜ ଭାଇ ଜିନ୍ଦାବାଦ।

  • @sanjibmuna1821
    @sanjibmuna1821 Месяц назад +33

    Martha Babu is very very nice and good man of odia film industry

  • @dayaanddaya1920
    @dayaanddaya1920 Месяц назад +15

    ମାର୍ଥାବାବୁ ଙ୍କ ମତାମତ ମୋ ହ୍ରୁଦୟକୁ ଛୁଇଁଲା....ବହୁତ ବହୁତ ଧନ୍ଯବାଦ !

  • @mpchannelodia
    @mpchannelodia Месяц назад +52

    ଅତି ସାଧାରଣ ମଣିଷଟେ ପରି ଲାଗୁଛନ୍ତି ମାର୍ଥା ସାର୍, କିନ୍ତୁ ଅତି ସରଳ ଭାଷାରେ ସେ ଓଡ଼ିଆ ସିନେମା ଜଗତର ଅଗ୍ରଗତି ଏବଂ ସୁରକ୍ଷା ପାଇଁ ଯେଉଁ ମୂଲ୍ୟବାନ କଥା କହିଛନ୍ତି ତାହା ବାସ୍ତବିକ୍ ଗ୍ରହଣୀୟ ଏବଂ ହୃଦୟସ୍ପର୍ଷୀ..☺️👌👏🙏

    • @AnilJalli-ji3fy
      @AnilJalli-ji3fy Месяц назад +1

      Param bedhachhua magia ta

    • @pdlite4101
      @pdlite4101 Месяц назад +1

      @@mpchannelodia କଥା ଭଲ କହିଛନ୍ତି । ହେଲେ ମନୋଜ ମିଶ୍ରଙ୍କ ହାତ ବାରିସ ହେଇ ଚାଲିଛନ୍ତି।

    • @JitendraMandal-l1e
      @JitendraMandal-l1e Месяц назад

      କୁକୁର ମାର୍ଥା

    • @krushnajena5892
      @krushnajena5892 Месяц назад

      Cha 🍵🍵🍵 rakhi ki katha hua

    • @suniljena5880
      @suniljena5880 29 дней назад +1

      Aita kichhi janini Manoj Mishra yaku hata barishi karuchhi Manoj yaku mind game re budeidela tathapi yar munda nhi bujhiparuni

  • @radheradhe0803
    @radheradhe0803 Месяц назад +17

    Martha Sir and Manoj Sir always Right

  • @SANJAYDAS-lc6bo
    @SANJAYDAS-lc6bo Месяц назад +30

    ସବୁ କିଛି ଦର୍ଶକ ଙ୍କ ପାଇଁ। ମୁଁ ବହୁ ବର୍ଷ ଆଗରୁ ଗୋଟିଏ ଓଡ଼ିଆ ଫିଲ୍ମ ଦେଖିଥିଲି। ତା ପରେ ଆଉ ଯିବାକୁ ଇଚ୍ଛା ହେଉନି । ଏଣୁ ଏହି producer ଯାହା କହୁଛନ୍ତି ଓ ମନୋଜ ମିଶ୍ର ଯାହା କହୁଛନ୍ତି ତାହା ଠିକ୍ କହୁଛନ୍ତି । ଯଦି ଯାହା ଇଚ୍ଛା ଫିଲ୍ମ କରିବାର ଅଛି , ତେବେ ଲୋକଙ୍କୁ ମାଗଣା ଫିଲ୍ମ
    ଦେଖାଅ। ଲୋକେ ଯାହା ତାହା ଫିଲ୍ମ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ବାଜେ ଫିଲ୍ମ ଦେଖିବାକୁ ଯିବେ କାହିଁକି???

    • @pravatkumarnayak6578
      @pravatkumarnayak6578 Месяц назад +1

      Mora 1st au last odia movie hall re heuchi mu tote love karuchi .tapare au kebe dekhini.

    • @anilkumarmaharana2206
      @anilkumarmaharana2206 Месяц назад

      ❤❤❤❤ mu magana re dekhibini ❤❤❤

  • @AP92Sports
    @AP92Sports Месяц назад +12

    ପୁରା ପୁରି ସତକଥା କହୁଛନ୍ତି ମାର୍ଥା ବାବୁ।। ମାନ କମି ଯାଉଛି ଓଡିଆ ଚଚ୍ଚିତ୍ରର

  • @pabhi1825
    @pabhi1825 Месяц назад +25

    ମାର୍ଥା ସାର୍ ଠିକ୍ କଥା ଟେ କହିଲେ।

  • @anilkumarmaharana2206
    @anilkumarmaharana2206 Месяц назад +2

    ❤❤❤❤❤ Full support Manoj Mishra Sir...baje Film karantu nahi... Bhala film karantu ❤❤❤❤❤❤

  • @anilkumarmaharana2206
    @anilkumarmaharana2206 Месяц назад +2

    ❤❤❤❤❤❤ Full support Manoj Mishra Sir...❤❤❤❤❤

  • @pradeepbehera9288
    @pradeepbehera9288 Месяц назад +4

    Acttually right katha

  • @pradipkumarpatra5160
    @pradipkumarpatra5160 Месяц назад +4

    ମାର୍ଥା sir ବହୁତ ଭଲ କଥା କହିଲେ।

  • @tanmaya28
    @tanmaya28 Месяц назад +6

    ଭାଇ ପୁରା କଞ୍ଚା କଥା କହୁଛନ୍ତି ମାର୍ଥା ବାବୁ

  • @GaganpratapSingh-xx7vu
    @GaganpratapSingh-xx7vu Месяц назад +5

    Good answer martha sir

  • @mpchannelodia
    @mpchannelodia Месяц назад +5

    Very good educating talking by Martha sir..👏👌☺️🙏

  • @dayaanddaya1920
    @dayaanddaya1920 Месяц назад +3

    ବର୍ତମାନ ସିନେମାର ମାନ ,କ୍ବାଲିଟି ବଢିବା ବଦଲରେ କମିଯାଉଛି, କାହିଁକି ଯିବେ ସିନେମା ଦେଖୀବା ପାଇଁ ? ସିନେମା ଅପେକ୍ଷା ଯାତ୍ରା ଭଲ ବୋଲି କହୁଛନ୍ତି !

  • @sbstyle5130
    @sbstyle5130 Месяц назад +11

    ଗୁଲୁଆ Comedy ରେ ମାର୍ଥା ବାବୁ ଭଲ ଏକ୍ଟିଂ କରିଛନ୍ତି 😅😅

  • @TeerthanandaPradhan
    @TeerthanandaPradhan Месяц назад +12

    Martha sir I love you

  • @godtk5384
    @godtk5384 Месяц назад +3

    Wow mast sridhar sir 😊

  • @manasjena3740
    @manasjena3740 Месяц назад +2

    Martha Babu n Manoj Bhai sata kahuchanti, regards ❤❤

  • @Manu-nz8gx
    @Manu-nz8gx Месяц назад +4

    Right

  • @DhirenMohanta-kb6wc
    @DhirenMohanta-kb6wc Месяц назад +6

    ଯଉ poducer କମ ପଇସାରେ film କାକରୁଛନ୍ତି, ସେହି film ସେନେମା ହୋଲ ରେ ନପକେଇ youtude ରେ ଛାଡ଼ନ୍ତୁ,
    ଆଉ କେତେଦିନ ଓଡ଼ିଶା ଲୋକଙ୍କୁ ଠକୁଧିବ ଲୋକ ବର୍ତମାନ ଚାଲାକ ହେଇଗଲେଣି ଓଡ଼ିଆ ସେଥିପାଇଁ ଦେଖୁନାହାନ୍ତି
    ସାଧାରଣ ଲୋକଙ୍କର ପଇସା କୁ କଣ କଣ ଭାବୁଛନ୍ତ?

  • @SMS_bapun
    @SMS_bapun Месяц назад +17

    Manoj Mishra pain 👏👏👏👏

  • @nareshtandi6114
    @nareshtandi6114 Месяц назад +2

    Manoj Mishra is rite

  • @bibekanandadas1235
    @bibekanandadas1235 Месяц назад +9

    Manoj misra krk of ollywood

  • @LipsaMohapatra-bt9xm
    @LipsaMohapatra-bt9xm Месяц назад +4

    Martha sir right

  • @Jyotiraajan
    @Jyotiraajan Месяц назад +6

    Martha sir is right ❤

  • @PuspaBhoi-h8j
    @PuspaBhoi-h8j Месяц назад +1

    Very good sir .🙏🙏🙏

  • @1Jayprakash
    @1Jayprakash Месяц назад +1

    Martha babu love from Keonjhar ❤

  • @RajubisiRaju
    @RajubisiRaju Месяц назад +4

    I love you ❤️ mt

  • @SMS_bapun
    @SMS_bapun Месяц назад +13

    Manoj Mishra nka chalange ku accept kari bhala film karuna
    Afire dele kan kariparibo

    • @bhagabansadangi1996
      @bhagabansadangi1996 Месяц назад +1

      Sie nije first vala film karu

    • @pravatkumarnayak6578
      @pravatkumarnayak6578 Месяц назад +3

      ​@@bhagabansadangi1996bokachoda ta ki re se actor director nuha j movie baneiba

    • @bhagabansadangi1996
      @bhagabansadangi1996 Месяц назад +1

      @@pravatkumarnayak6578. Se ta director, writter sabukichhi se janichhanti kie vala kari pariba so nije producer cum lead actor heiki gote vala film karidebe mun sei katha kahuchhi.

    • @Himanshu1913
      @Himanshu1913 Месяц назад

      Afire nuha re murkha sieta F.I.R.😂😂😂😂

  • @sadashivsahoo1505
    @sadashivsahoo1505 Месяц назад +5

    ମୋର ପ୍ରିୟ ଭାଇମାନେ, ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ମନ୍ତବ୍ୟ ଦିଅନ୍ତୁ, ଅଧା ଦେଖିବା ପରେ ମନ୍ତବ୍ୟ ଦିଅନ୍ତୁ ନାହିଁ |🙏🏻🙏🏻🙏🏻

  • @hapichand9494
    @hapichand9494 Месяц назад +3

    Perfect

  • @akshayakumarbaliarsingh1062
    @akshayakumarbaliarsingh1062 Месяц назад +7

    ପୁରୁଣା ଓଡ଼ିଆ ସିନେମାର ଗୋଟିଏ ଡାଇଲଗ କୁହନ୍ତୁ ମୁଁ କହିଦେବି ଏହା କୋଉ ସିନେମାର କିନ୍ତୁ ଏବେ
    11ବର୍ଷହେଲା ସିନେମା ଦେଖିନି କାରଣ ସିନେମା ସେଇଭଳି ହେଉନି

  • @bhaktaranjansutar5077
    @bhaktaranjansutar5077 Месяц назад +3

    Right ✅️

  • @justsunil8720
    @justsunil8720 Месяц назад +4

    make a polling of odisha's people you get to know how odia movies become a joke today's time ,କଉ ହୱା ରେ ଅଛନ୍ତି ଏମାନେ କେଜାଣି ହଲ୍ କୁ ଯିବା କଥା ଅଲଗା ଆମେ ତୋ ଓଡ଼ିଆ ସିନେମା କଥା ଭାବୁବି ନାହୁ😅🤷🤦

  • @SMS_bapun
    @SMS_bapun Месяц назад +4

    Good talk

  • @jiteshsahu9550
    @jiteshsahu9550 Месяц назад +1

    Right Martha sir

  • @Hiradhar
    @Hiradhar Месяц назад +1

    Right sir

  • @Mood.6900
    @Mood.6900 Месяц назад +1

    ❤❤

  • @itzsaroj
    @itzsaroj Месяц назад +3

    Martha Babu ❤

    • @rajanikantabiswal4247
      @rajanikantabiswal4247 Месяц назад +1

      Bhala film ra definition ta kana Martha Babu tike kahibe ki...Film start kala belaku taku kemiti janibe...taku tike bujhei dele bhala huanta

  • @prajyotkumar6148
    @prajyotkumar6148 Месяц назад +2

    Bhala kahiba agaru manoj mishra semiti kichi kariki dekhau

    • @Abhi-panda
      @Abhi-panda Месяц назад

      କାଲି ଗୀତା ଦେଖିବୁ ରେ ଧନ

  • @patitapabanjena-w3l
    @patitapabanjena-w3l Месяц назад +8

    ତାହା ହେଲେ ଓଡ଼ିଆ ଗ୍ରାମାର ବହି ମଧ୍ୟରେ ଦଶମ ଶ୍ରେଣୀରେ କାହିଁକି ଲେଖାହୋଇଛି

    • @smpresent591
      @smpresent591 Месяц назад

      Seita bahut barsa purbara re vai mora

    • @shadananmeher
      @shadananmeher Месяц назад +4

      ଫକୀର ମୋହନ ସେନାପତି " ରାଣ୍ଡି " ଶବ୍ଦର ବ୍ୟବହାର ବହୁ ବର୍ଷ ପୂର୍ବରୁ କରିଥିଲେ ଯାହା ଏବେ ମଧ୍ୟ ପାଠ୍ୟକ୍ରମରେ ଅଛି, ଆପଣ ଠିକ ଭାବରେ ଜାଣିବା ଉଚିତ ଯେ ବର୍ତମାନ ର ଯୁଗରେ ସେହି ଶବ୍ଦ ଶୁଣିବା ଓ ଉଚ୍ଚାରଣ କରିବା ଗୋଟିଏ ଶିକ୍ଷକ କିମ୍ବା ଛାତ୍ରୀ ଛାତ୍ର ଙ୍କ ଠୁ ଶୋଭାପାଏ କାରଣ ବିଦ୍ୟାଳୟରେ କେହି ରାଣ୍ଡି ନ ଥାନ୍ତି, ଆପଣଙ୍କ ସମାଜରେ ଯେକୌଣସି ବିଧବା ନାରୀକୁ ରାଣ୍ଡି ବୋଲି ତାର ସମ୍ମୁଖରେ କହିପାରିବେ କି ? ଯଦି କହି ପାରିବେ ତାହେଲେ ଆପଣ ଏ ସମାଜ ପାଇଁ ଗୋଟିଏ କଳଙ୍କ

    • @nakulnaik1423
      @nakulnaik1423 Месяц назад +1

      ଓଡ଼ିଆ ଲୋକ କଥା ର କଦର୍ଥ ବାହାର କରି ଅଯଥା controversy କରିବା ମାନେ କଣ ବୁଝା ପଡୁନି

    • @shadananmeher
      @shadananmeher Месяц назад

      @@patitapabanjena-w3l ଫକୀର ମୋହନ ସେନାପତି " ରାଣ୍ଡି " ଶବ୍ଦର ବ୍ୟବହାର ବହୁ ବର୍ଷ ପୂର୍ବରୁ କରିଥିଲେ ଯାହା ଏବେ ମଧ୍ୟ ପାଠ୍ୟକ୍ରମରେ ଅଛି, ଆପଣ ଠିକ ଭାବରେ ଜାଣିବା ଉଚିତ ଯେ ବର୍ତମାନ ର ଯୁଗରେ ସେହି ଶବ୍ଦ ଶୁଣିବା ଓ ଉଚ୍ଚାରଣ କରିବା ଗୋଟିଏ ଶିକ୍ଷକ କିମ୍ବା ଛାତ୍ରୀ ଛାତ୍ର ଙ୍କ ଠୁ ଶୋଭାପାଏ କାରଣ ବିଦ୍ୟାଳୟରେ କେହି ରାଣ୍ଡି ନ ଥାନ୍ତି, ଆପଣଙ୍କ ସମାଜରେ ଯେକୌଣସି ବିଧବା ନାରୀକୁ ରାଣ୍ଡି ବୋଲି ତାର ସମ୍ମୁଖରେ କହିପାରିବେ କି ?

  • @myvillage1884
    @myvillage1884 17 дней назад

    ମାର୍ଥା ସାର୍ ଠିକ୍ କଥା କହୁଛନ୍ତି...

  • @dushmantakumarpradhani3646
    @dushmantakumarpradhani3646 Месяц назад

    good

  • @debasispadheedebasis1928
    @debasispadheedebasis1928 16 дней назад

    Manoj mishra sabu belay Right kahuchanti ..........kayhe bujhi parunahanty kahiki amanarka politics pae Odiya flim auu nehi Pura barbaat ...........

  • @srikantapattanayak1852
    @srikantapattanayak1852 Месяц назад +3

    Manoj Mishra aangya gote film kari koti koti tankaa rojgaar kari emaananka muha band karibaa kathaa. so that others can follow

  • @WorldYoutubar
    @WorldYoutubar Месяц назад

    Ming blowing movies is Ming game...❤

  • @mrdk1991
    @mrdk1991 Месяц назад +3

    Manoranjan babu apana youtube channel chalauchanti sata kintu apana jane mainstream media re kaama karichanti...tike ta baageikina katha baarta karantu...tike ta interview ethics maintain karantu agyaan...kie kana karuchi janaa nahi apana tike sanjamataa maintain karantu...thanks!

  • @abhaypadhan4666
    @abhaypadhan4666 Месяц назад +1

    Martha babu is a nice person.❤

  • @MrSumit200cc
    @MrSumit200cc Месяц назад +1

    ଆରେ ଭାଇ ତାକୁ ବୁଝା ତାହାଲେ ଦର୍ଶକ ହେଲା ସବୁଠୁ ବଡ଼ stakeholders

  • @susanta659
    @susanta659 Месяц назад +3

    Thik katha randi Pau taital this is a very bad ward 😂😂

  • @bulumeher4249
    @bulumeher4249 Месяц назад

    Super monoj super

  • @milumeher9275
    @milumeher9275 Месяц назад

    Martha Babunkar katha pura Satya....Bcoz Loko Manoj Mishra ra bites ko negative dekhuchanti.... Reality dekhu nanhnti

  • @susanta659
    @susanta659 Месяц назад +2

    Ama odiya bhasa baharo state ra kahi ଜାଣିନାହାନ୍ତି 😂😂😂

    • @rahullllllll-03
      @rahullllllll-03 Месяц назад

      Odisha re bi kia tamil janini 😢😢😂

  • @kalucharandash9478
    @kalucharandash9478 Месяц назад

    👍❤️🙏ସତ କଥା

  • @susanta659
    @susanta659 Месяц назад +2

    Odisha ro director sabu faltu director 😂😂😂😂

  • @Manu-nz8gx
    @Manu-nz8gx Месяц назад +2

    ସତ

  • @s.rmusic8709
    @s.rmusic8709 Месяц назад +2

    ତୁମେ 2 ଟା ଟା ଦେଶ ସେବା କରୁଛ ଆ ହା କି ଗଭୀର ଜ୍ଞାନ

  • @suryadas6795
    @suryadas6795 Месяц назад

    You're right but how can you change an exact word of a versatile writer?

  • @kushaveraityvideo
    @kushaveraityvideo Месяц назад +2

    ଶତକଥା

  • @alokkumar-qr7tc
    @alokkumar-qr7tc Месяц назад +2

    Bhalu bhaina

    • @Ss-20245
      @Ss-20245 Месяц назад +1

      Bhai eita thik Kalani . Mo agaru bhalu boli comment deidela

    • @Chandankujena-bc4qr
      @Chandankujena-bc4qr Месяц назад

      ​@@Ss-20245❤❤

    • @shan_alok
      @shan_alok Месяц назад

      ​@@Ss-20245bhai tame bi kahidia

  • @Rupsinghkhadia-1350
    @Rupsinghkhadia-1350 28 дней назад

    Monoj mishra ku daka news sir...jabab debe

  • @amiyaedits108
    @amiyaedits108 Месяц назад

    Sir apana nije Chanel karichhanti kintu news bodhe OTV ru anuchhanti sethipain OTV chenel lagichi pachhare aau sir apna b follow karuchhanti ki OTV ku......😅

  • @susanta659
    @susanta659 Месяц назад +3

    Odiya industry ra full golmal aiche sathi pai odiya movi pachra aiche

  • @suryadas6795
    @suryadas6795 Месяц назад

    Fair Mohan senapati is the legend of odia literature

  • @AMAODISHAAMASAHITYA
    @AMAODISHAAMASAHITYA Месяц назад

    ମନୋଜ ନିଜ ପରିବାର ସମଳିବା କାଠିକାର ପାଠ
    ସିଏ ଓଡ଼ିଆ ଫିଲିମ କଥା କହିବ
    ମନୋଜ ମିଶ୍ର ଇଏ ତା pA

  • @aloksatpathy1680
    @aloksatpathy1680 Месяц назад +1

    Martha babu thik katha kahile.

  • @prakassahu8381
    @prakassahu8381 Месяц назад +3

    ଆରେ ଏଇ ଲୋକଟାକୁ ଭଲ ଭାବୁଥିଲି but ବେକାର contervercy ଲୋକଟା. ମନୋଜ mishra ଗୋଟେ ସାଧାରଣ ଅଭିନେତା. ତାର ଆଉକତା ନାହିଁ ଆକ୍ଷେପ କରିବା

    • @Abhi-panda
      @Abhi-panda Месяц назад

      ତୁ ଦର୍ଶକ ନୁହ ରେ ଦାଢ଼ିଆ

  • @pdlite4101
    @pdlite4101 Месяц назад +4

    ମଞ୍ଜ ମିଶ୍ରଙ୍କ ବୋଲକରା। ଭଲ ବାସୁଆ ବଳଦଟେ ପଟେଇଛନ୍ତି ମଞ୍ଜ ମିଶ୍ର। ନହେଲେ Mindgame ରେ ୫ କୋଟି ଖର୍ଚ୍ଚ ହୋଇ ନଥାନ୍ତା ।
    No doubt! It is a good film but, doesn't justify to be a 5 cr budget film.

    • @shan_alok
      @shan_alok Месяц назад

      Mind game 70lak film kn bala achi se film re

    • @dayaanddaya1920
      @dayaanddaya1920 Месяц назад +1

      no copy. contain really story in patnagarh

  • @susanta659
    @susanta659 Месяц назад

    Odiya film free ra dakhila thik only free ticket ra odiya movi ❤❤❤❤❤

  • @rajibbehera2539
    @rajibbehera2539 Месяц назад

    😂😂😂😂😂😂

  • @shan_alok
    @shan_alok Месяц назад

    Baya ta a au manoj mishra

  • @SMS_bapun
    @SMS_bapun Месяц назад +2

    Odia darsaka 60 yr ra loka bi dekhanti .
    Semane Karma film dekhichanti ..
    Copy paste kale kou odia darsaka dekhibe

  • @girjamahanti8563
    @girjamahanti8563 Месяц назад

    🥱 waree ate katha
    Good martha babu

  • @jagannathsamantaray922
    @jagannathsamantaray922 Месяц назад +2

    Manoranjan Mishra babu Odia movie ku ageibaku chahunahanti😅...

  • @siddharth0401
    @siddharth0401 Месяц назад

    Manoj and Martha will decide and certify odia films now, we hv given them this authority

  • @TILAkaraJuad
    @TILAkaraJuad 25 дней назад

    ଏ ଭାଇଠୀକ୍ କହୁଚେ

  • @susanta659
    @susanta659 Месяц назад +2

    Odiya film pura faltu movi 😂😂

  • @rameswarnanda4115
    @rameswarnanda4115 Месяц назад +1

    Manaj mishra para pratha film ra producer sonlisa madam ku ketehairan karichi

  • @SuryaP489
    @SuryaP489 Месяц назад

    Sabu bhala kahile je,,,,gote bhala lagilani.....janaku darile kn ame fir deba,,,,,,hele apan kahaku darile fir dianti ......😊

  • @aakashakkicreations6516
    @aakashakkicreations6516 Месяц назад

    Odisha re KRK pari jane critic thile kana karante e director maane

  • @SMS_bapun
    @SMS_bapun Месяц назад +2

    Sata katha odisha re bhala director nahanti

  • @sdcreator7717
    @sdcreator7717 Месяц назад

    Intrest tara jaha thau odia loka pa jau nahanti tanka intrest pain vala film bali padi jauchi

  • @Nimain-y8d
    @Nimain-y8d Месяц назад

    Katunu

  • @RKReaction94
    @RKReaction94 Месяц назад

    Jaha bi hau cha cup ta kintu 25 minute hatare dhariba Kam katha nuhe

  • @biswaranjanbarik7485
    @biswaranjanbarik7485 Месяц назад

    Sir discussion malaya Mishra
    Music director

  • @sk-pm2od
    @sk-pm2od Месяц назад

    Sabu thik j news room also mishra babunka get up tike thik haethile ahuri bhala haethanta..,....

  • @akashsethi3849
    @akashsethi3849 Месяц назад

    Martha Babu , Manoj Bhai thik kahuchanti 💯

  • @academicscuttack5673
    @academicscuttack5673 Месяц назад

    Martha babu nka hata daraj ହେଇଗଲାଣି ଚା କପ୍ ଧରି କି

  • @lalumalik2902
    @lalumalik2902 Месяц назад

    Good journalist....aguda bas nija movie promotion karuchanti aau sabu movie ku gali douchanti

  • @bhubanbehera2379
    @bhubanbehera2379 Месяц назад

    In Sambalpur all cinema halls,, heritage cinema halls,are closed.Converted to apartment or cold storage.Multi plex r out of reach .If such thing happens how people will see odia films.

  • @dillipkumarbehura8526
    @dillipkumarbehura8526 Месяц назад

    Jane sarala loka

  • @simanchalnayak130
    @simanchalnayak130 Месяц назад

    ଚା ଆଗେ ପିଅ ତା ପରେ କଥା ।

  • @sonunigam9866
    @sonunigam9866 Месяц назад

    ତମେ କହିବ ଫିଲ୍ମ ର ନା ବଦଳେଇ ଦିଅ ତମ ଇଚ୍ଛା ରେ ଓଡ଼ିଶାର ସାହିତ୍ୟ ସଂସ୍କୃତି ବଦଳିଯିବ

    • @jogindradandia5769
      @jogindradandia5769 Месяц назад

      ତୋ ବାପା ମରିଯାଉ ତତେ ଆମେ କହିବୁ ହଇରେ ରାଣ୍ଡିପୁଅ ଏଠି କି ଆ,ତତେ ଯଦି ଏହି ଶବ୍ଦ ଭଲ ଲାଗିବ ତାପରେ ଏହି comment ଦେବୁ ସଲା

  • @Rupsinghkhadia-1350
    @Rupsinghkhadia-1350 28 дней назад

    Namo ku change kale kana khyasi....

  • @kunamallick4789
    @kunamallick4789 Месяц назад +1

    କଥା କୁହା କପିଳା...

  • @nirmalsahoo753
    @nirmalsahoo753 Месяц назад +1

    A emiti loka manoj kahiba belai ra 5taa goda ea kahiba hn saram laguni martha babu ghara bhanga loka tama manoj ku jai jagannath kahiba kuha

    • @jogindradandia5769
      @jogindradandia5769 Месяц назад

      ବାଳ ସରମ ସବୁବେଳେ ସତ କଥା ଟା ହିଁ ଲୋକଙ୍କୁ ବାଧେ

    • @rrazex6345
      @rrazex6345 Месяц назад

      Kn jabardasti ..😂

  • @PrasanBarika-f4g
    @PrasanBarika-f4g Месяц назад

    ସେ ଭଲ ଲୁକ ନୁହଁ