Madam film is basically a creative thing and it is used to give massage to society.You must see it before arrive at a conclusion.Sobafter seeing the film if you find any thing objectionable that is tarnishing the image of any woman or widow ,than you go for filing FIR in police station or being an advocate you can bring the Producer to court by filing a case. This is my personal opinion with due respect to you and your sentiments.John Robert Rao
Agaru sabu chup basithile but Manoj mishra jetebele kahile setebele emananku bahut kharap laguchhi. Jadi seita ete kharap then agaru kehi ta kichhi kahu nathile. mo hisabare e film name thik achhi bcz eita Fakirmohan nkara story.
ଶବ୍ଦ ଟା ଅଶ୍ଳୀଳ ଲାଗୁଚି ସତକଥା କିନ୍ତୁ ମେଡମ୍ ଗୋଟିଏ ଶବ୍ଦ ପାଇଁ ଆପଣ ପୋଲିସ ଷ୍ଟେସନ ଚାଲିଗଲେ ହେଲେ ଯୋଉ କିଛି ଝିଅ ଖୋଲାଖୋଲି ଲଙ୍ଗଳା ହୋଇ ନାଚୁଛନ୍ତି, ସମାଜକୁ କଳୁଶିତ କରୁଛନ୍ତି ସେଥିପାଇଁ ଆପଣ କ'ଣ ପଦକ୍ଷେପ ନେଇଛନ୍ତି ଟିକେ କହିବେକି
Right bro
Thik katha sir
ଶଳାବୁଢା ଚଳଚ୍ଚିତ୍ର ର ନାମ ବଦଳାଇ ଦିଅନ୍ତୁ, ମୋନାଲିସା ମାଡାମ।ଏ ବିଷୟରେ ବିବାଦ ନକରି, ମଞ୍ଚ ତଳେ ବସି ନିଶା ମହାରଣା ର ନଗ୍ନନୃତ୍ୟ ରେ ଝୁମୁଥିବା ଦର୍ଶକ ମାନଙ୍କୁ ବଦଳାନ୍ତୁ। ଏହାଦ୍ବାରା ସମାଜର ସଂସ୍କାର ହେବ।
Yes
ବାସ୍ କହିଲା ପରି କଥାଟି କହିଛ ଭାଇ । ଆର ଉତ୍ତର କେବଳ ଆଉ କେବଳ ମନୋଜ ମିଶ୍ର ହିଁ କହିପାରିବେ।
ଆମ ଗ୍ରାମୀଣ ସମାଜରେ ଏବେବି ମହିଳାଟିଏ ବିଧବା ହେବାପରେ ତାର ସଂଜ୍ଞା ବଦଳିଯାଇ ବେୱା ହୋଇଯାଉଛି। କଚେରୀରେ ମଧ୍ଯ ସେ ଶବ୍ଦକୁ ବ୍ୟବହାର କରାଯାଉଛି। ମୁକ୍ତା ବେହେରା ବିଧବା ହେଲା ପରେ ତାଙ୍କ ନାମ ମୁକ୍ତା ବେୱା ହେଇଯାଉଛି। ବେୱା ମାନେ ବିଧବା। ତେବେ ଆମେ ମୁକ୍ତାଙ୍କୁ ମୁକ୍ତା ବିଧବା ବୋଲି ଡାକୁଛେ। କଚେରିରେ ଅର୍ଦଳି ଏବେବି ଡାକ ପକାଉଛି ମୁକ୍ତା ବେୱା ହାଜିର୍ ହୋ!! ତାହା ତେବେ କଣ ମୁକ୍ତାଙ୍କ ପ୍ରତି ଅସମ୍ମାନ ନୁହେଁ କି? ରାଣ୍ଡ ବିଧବା ଶଦ୍ଦ ର ପ୍ରତିଶବ୍ଦ ଯାହା ଗ୍ରାମାଞ୍ଚଳରେ ବହୁଳ ପ୍ରଚଳିତ । ସାଧାରଣ କଥାରେ ରାଣ୍ଡ କହିଦେଲେ ଅସମ୍ମାନ ଜନକ ବୋଲି କୁହା ଯାଉନଥିଲା ସତ କିନ୍ତୁ ଗାଳି ଦେବା ସମୟରେ ଏହି ଶବ୍ଦକୁ ବ୍ୟବହାର କଲେ ସମ୍ମାନରେ ଆଞ୍ଚ ଆସୁଥିଲା। ଏବେ ରାଣ୍ଡ ବା ରାଣ୍ଡୀ ଶଦ୍ଦ କେହି ବ୍ୟବହାର କରୁନାହାଁନ୍ତି, ଆଉ ଗୁରୁତ୍ଵ ବି ଦେଇ ନଥାନ୍ତେ ଯଦି ଏବେ ବିବାଦ ସୃଷ୍ଟି ହୋଇ ନଥାନ୍ତା। ଶ୍ଳିଳ ଆଉ ଅଶ୍ଳିଳ କଥା ଉଠିଲେ ବହୁତ କଥା ଆଗକୁ ଆସିବ। ଆମେ ଦୈନନ୍ଦିନ ଜୀବନରେ କିଛି ଭାଷା ପ୍ରଯୋଗ କରିଥାଉ ଯାହାର ସ୍ଥାନ କାଳ ଓ ପାତ୍ର ଅନୁସାରେ ଅର୍ଥ ବଦଳି ଥାଏ। ସେସବୁ କୁ ବାଛିବାକୁ ବସିଲେ କମ୍ବଳ ବାଳ ଶୂନ୍ୟ ହୋଇଯିବ। ବାଳ ଶଦ୍ଦ ଟି ଶ୍ଲିଳ ନା ଅଶ୍ଳିଳ? ଜଣେ ଯଦି ମହିଳାଙ୍କୁ କହେ ଆପଣଙ୍କ ବାଳ ସୁନ୍ଦର ଓ ଘନ, ସେଠାରେ କଣ ମହିଳା ଜନକୁ ଅପମାନ ବୋଧ ହେବ? କିନ୍ତୁ ମହିଳାଙ୍କୁ ଗାଳି ଦେଲାବେଳେ ଯଦି ବାଳ ଶଦ୍ଦ ପ୍ରଯୋଗ କରାଯିବ ତେବେ ନିହରିଭାବେ ତାକୁ ଖରାପ ଲାଗିବ। ରାଣ୍ଡୀ ପୁଅ ଅନନ୍ତା ରେ ରାଣ୍ଡୀ ଶଦ୍ଦ କଦାପି ପ୍ରାସଙ୍ଗିକ ନୁହେଁ, ସେ ଶଦ୍ଦ ଗଳ୍ପ ଆଉ ଚଳଚ୍ଚିତ୍ର ପାଇଁ ପ୍ରଯୁଜ୍ୟ, ତାକୁ ଆମେ ଅଯଥା ବିବାଦକୁ ଟାଣିବା ଠିକ୍ ହେଉନାହିଁ। ଏହାଦ୍ବାରା ପୂଜ୍ୟ ପୂଜାର ଅସମ୍ମାନ ହେଉଛି। ଏବେକାର ପିଢ଼ି ଆମର ପୂର୍ବଜଙ୍କୁ ଭୁଲ୍ ବୁଝୁଛନ୍ତି। ଏପରି ବିରୋଧ ବା ଯୁକ୍ତି ସବୁ ଗଣମାଧ୍ୟମରେ ପ୍ରସାରିତ ହେଲେ ସେମାନେ ହୁଏତ ଭାବୁଥିବେ ଫକୀର ମୋହନ ଜଣେ ଶସ୍ତା ସାହିତ୍ୟିକ । ଭାଷା ସାହିତ୍ୟ ସବୁବେଳେ ପରିବର୍ତ୍ତନଶିଳ, ତାକୁ ଯଥା ଯଥ ସମ୍ମାନ ଜରୁରୀ। ଝିମିଟି ଖେଳରୁ ମହାଭାରତ କରି ଏକ ପ୍ରହସନ କରାଇବା ଠିକ୍ ହେଉନାହିଁ। ବିରୋଧ ଗଠନ ମୂଳକ ହେଉ।
କେବେ ଆପଣ ସେ ନିଶା ମହାରଣା... ରାଖୀ.... ସାହୁ ଭାଉଜ ଙ୍କୁ କହିଛନ୍ତି... ବୁଝେଇଛନ୍ତି ଯେ ତାଙ୍କ କାର୍ଯ୍ୟକଳାପ ଦ୍ୱାରା କେତେ bad effect ହେଉଛି ସମାଜ ଉପରେ... କାଇଁ ସେତେବେଳକୁ ଆପଣଙ୍କ law କୁଆଡେ ଯାଉଛି
ମ୍ଯାଡମ ବର୍ତମାନ କେତେ ସଭ୍ୟତା ରେଅଛନ୍ତି ଆଜି ନାରୀ ମାନେ ଲଙ୍ଗଳ। ହେଉଛନ୍ତି ଵନ୍ଦ କରୁନାହିଁ
Seita kemiti band haba seita para women empowerment
କେଦାର ଵାବୁ ଅଶେଷ ଧନ୍ୟବାଦ. ଜୟ ଶ୍ରୀ ଜଗନ୍ନାଥ. ଆପଣଙ୍କ ଭଳି ସମ୍ମାନୀୟ ବ୍ୟକ୍ତିତ୍ୟ ପାଇଁ ସାହିତ୍ୟ ବଞ୍ଚିଛି
କେଦାର ସାର ଙ୍କ ସହିତ ସହମତ👍
ଏ ସବୁ ଅଯଥା (ସେ କଥା ଫିଲ୍ମରେ ଅଛି ସମସ୍ତେ ନିଜଆଡ଼କୁ କଣ ପାଇଁ ନେଉଛ) .... ରାଣ୍ଡି ଅର୍ଥ ମାନେ ବିଧବା ଲୋକ ସେତେବେଳେ ବି ଜାଣି ଥିଲେ ସବୁ ଜାଣି ଥିଲେ ତାମାନେ ସେତେବେଳେ ଲୋକ ଯେତେ ବିଧବା ଥିଲେ ରାଜରାସ୍ତା କୁ ଓଲାଇ ଓଃ ହାଲା କରିଥାନ୍ତେ ... ଫିଲ୍ମ କୁ ଫିଲ୍ମ ରେ ରହିବାକୁ ଦିଅ ସବୁ ନିଜ ଆଡକୁ ନେଇଯାଉଛନ୍ତି
Right
ଏ ମିଡିଆ ମାନେ ହେଉଛନ୍ତି ପ୍ରକୃତ ବଦମାସ୍।
ରାଣ୍ଡୀପୁଅ ଅନନ୍ତା ବ୍ୟାସକବି ଫକୀରମୋହନ ସେନାପତିଙ୍କର ଏକ classic story. ତେଣୁ ଜଦି ବି ଫିଲ୍ମ ହେବ, ତା ହେଲେ ଏହି ନାମରେ ହିଁ ହେବ 👍👍👍
Right
ତାଙ୍କ Story କୁ ଅବିକଳ ଚିତ୍ରଣ କରାଯାଇଛି କି ଏହି ସିନେମା ରେ ?
ଯଦି ହଁ ColorGrading ବି ସେମିତି ହେବା ଦରକାର🎉
Right
Moive name fakira Ananta diantu😂😂😂😂😂😂😂
Gala gala Sala Sala pare Odisha randi randi haba seita thik haba 😅
Kedar sir, ଆପଣ adv Monalisa ଙ୍କୁ ବି ଆଇନ୍ ର ପାଠ ପଢାଇଦେଲେ 👍
Yes
ନଗଳା ହେଇ ଝିଅ ମାନେ ନାଚୁଛନ୍ତି ଦେଖା ଯାଉନି କି ଅନ୍ଧ ମହିଳା କୁ.. ଅଧିକାର ପାଇଛ ବୋଲି କଣ ବିକିନି ପିନ୍ଧି ବୁଲିବ
ଯଦି କାହାଣୀକୁ ବଦଳେଉ ହବନି ତାହେଲେ ତାର ନାଁ କୁ କାହିଁକି ବଦଳେଇବାର ପ୍ରୟାସ ?
କେଦାର ଵାବୁ ଅଶେଷ ଧନ୍ୟବାଦ. ଜୟ ଶ୍ରୀ ଜଗନ୍ନାଥ ❤
Kedar sir pura right katha kahile
Right sir 👍 kedar sir ଙ୍କ କଥାରେ ଏକମତ୍ତ ।
ମୂଁ ବି ରାଣ୍ଡିପୁଅ କେଦାର sir ଆଉ ରାଣ୍ଡିପୁଅ ମନୋରଞ୍ଜନ sir ଙ୍କ କଥାରେ ଏକମତ.
@DrishtiDivyaa ଏତେ କାହିଁକି ବାଧୁଛି : ନିଜ ମା କୁ ରାଣ୍ଡ ହିବାରୁ ଅଟକା ଅ ରାଣ୍ଡ ଜାଗାରେ ଆଉ କି ଶଦ୍ଧ ବ୍ୟବ ହାର ହେବ ବାହାର କରୁନ 😆
ମହିଳା ମାନଙ୍କୁ ଏତେ ସମ୍ମାନ ଦିଅନ୍ତୁ ନାହିଁ l ବେଶି ଦେଲେ ଝିଅ ମାନେ ଲଙ୍ଗଳା ହେଇ ଡେଇଁ ବେ
Apananku namaste devi jaha sata kathati kahile❤❤❤
କିଛି ଜିନିଷ/ଘଟଣା ଖରାପ ହେଲେ ମଧ୍ୟ ସମାଜ ତାକୁ ଗ୍ରହଣ କରୁଛି
Ex. ମନ୍ଦିର ଦେହରେ ସ୍ଥାନିତ ଚିତ୍ର
ଅବା, ସାହିତ୍ୟ ଲିଖିତ ଭାଷା
ବିଦ୍ର:ମାତ୍ର ଏହାକୁ କିଭଳି ଭାବରେ ବ୍ୟବହାର କରାଯାଉଛି ଓ ଉପସ୍ଥାପନ କରାଯାଉଛି ତାକୁ ବୁଝିବା ଆବଶ୍ୟକ ❤
ମୋନାଲିସା ମାଡାମ ଆପଣ କେତେ ଥର ରାଣ୍ଡି ଶବ୍ଦ ପ୍ରୟୋଗ କଲେ ଜାଣିଛନ୍ତି
ଖାଲି ମହିଳାଙ୍କ ବିଷୟରେ ଭାବୁଛନ୍ତି....ନା ପୁରୁଷ ସପକ୍ଷ ରେ କେବେ ଠିକ କଥା କହିଛନ୍ତି....କଣ ଜାଣିଛନ୍ତି ଆପଣ ସାହିତ୍ୟ ବିଷୟରେ...ଫକୀର ମୋହନ ଙ୍କ କୋଉ ଗୁଣକୁ ସରି ଆପଣ ମାଡାମ
ରାଣ୍ଡି ଓ ବିଧବାର ଅର୍ଥ ଯଦିଓ ଏକ୍, ରାଣ୍ଡି ଗୋଟିଏ ଗାଳି କରିବା ଶବ୍ଦ କିନ୍ତୁ ବିଧବା ନୁହେଁ। ସାହିତ୍ୟରେ ସ୍ଥଳ ବିଶେଷରେ ଓଡ଼ିଆ ଗାଳି ଶବ୍ଦ ବ୍ଯବହାର କରାଯାଏ ଯଥା ଶଳା, ଚିତା କାଟିବା, ଛତରଖିଆ ପ୍ରଭ୍ରୁତି। ଲୋକପ୍ରିୟ ସମ୍ବଲପୁରୀ ଟେଲେ ସିନେମା ଶଳାବୁଢାର ଟାଇଟଲ୍ ଉପରେ କେହି ପ୍ରଶ୍ନ କରି ନାହାନ୍ତି। ଚିତା କଟା ଭଗିଆ, ଛତରଖିଆ ଟୋକା ସାହିତ୍ୟ ରେ ବ୍ୟବହୃତ। ତେଣୁ original title ରାଣ୍ଡି ପୁଅ ଅନନ୍ତା ରହିଲେ ଭଲ।
ଓଡ଼ିଆ ଚଳଚ୍ଚିତ୍ରରେ itam ଗୀତ ରଚନା ଓ ଦ୍ବିଅର୍ଥ ବୋଧକ ଶବ୍ଦ ଏବଂ ଛୋଟ ଜମା ପ୍ରଦର୍ଶନ ବନ୍ଦ କରନ୍ତୁ। ଖାସ୍ କରି ଓଡ଼ିଶାର ରାଜଧାନୀ 'ଭୁବନେଶ୍ବର ' ରେ ଛୋଟ ଛୋଟ ଜମା ପିନ୍ଧି ବୁଲୁଛନ୍ତି ଅଙ୍ଗ ପ୍ରଦର୍ଶନ କରୁଛନ୍ତି ଏସବୁ ତ ବନ୍ଦ କରୁନ। ଏସବୁ ଆମ ସଂସ୍କୃତିରେ ନାହିଁ । ଯଦି ଏସବୁ ଚାଲିବ ତାହେଲେ କଣ ଏ ଶବ୍ଦ ଟା ଏତେ ଖରାପ ହେଇଗଲା। ବାରେ ନାରୀ ଜାତି ଧନ୍ୟ ତମ ଚିନ୍ତା ଧାରା 🙏
ଗୋଟେ classic ସିନେମା ଚରିତ୍ର ଦେଖାଏ, କାହାଣୀ ଦେଖାଏ, ସାମାଜିକ ଚଳଣି ଦେଖାଏ, ଆଉ ସମସାମୟିକ ବୋଲିବାଣୀ ବି ଦେଖାଏ l ନାୟକ କୁ ଦେଖାଏ, ତା ସହିତ ଖଳନାୟକ କୁ ବି ଦେଖାଏ l ଦର୍ଶକ ବି ଚିହିଁପାରେ ଭଲ କୋଉଟା, ମନ୍ଦ କୋଉଟା l ତେଣୁ ଏତେ ବିତର୍କ କାହିଁକି l ସିନେମାରେ ରାଣ୍ଡି ଶବ୍ଦ ନ ବ୍ୟବହାର କଲେ ଦର୍ଶକ ଜାଣିବେ କେମିତି ସେସମୟରେ ଲୋକଙ୍କ ଚିନ୍ତାଧାରା ଦୃଷ୍ଟିଭଙ୍ଗୀ ଆଉ ବ୍ୟବହାର କେମିତି ଥିଲା ଏକ ବିଧବା ମା ଆଉ ତା ବାଳୁଙ୍ଗା ପୁଅ ପ୍ରତି l କାରଣ ଗୋଟିଏ ଗୋଟିଏ ନାଁ କିମ୍ବା ସମ୍ବୋଧନ ହିଁ କେବଳ ବର୍ଣନା କରିପାରେ ସମ୍ପୂର୍ଣ ଚରିତ୍ରଟି ସମାଜରେ ପାଇଥିବା ତାର ସ୍ଥାନ ଆଉ ପଦମର୍ଯ୍ୟାଦାକୁ l
Super thinking bhai❤
ଆରେ ଭାଇ ଏ ଭଉଣୀ କେବଳ ପ୍ରଡୁସର ଉପରେ ରାଗିଛନ୍ତି ତମେ କେହିବି ଜାଣିପାରୁନ 😂😂😂
Right
ଅକ୍ଷୟ ମହାନ୍ତି ବିଶିଷ୍ଟ ସଙ୍ଗିଙ୍ଗୀତକାର ଯେତେବେଳେ ରାଣ୍ଡିପୁଅ ଅନତା ନାମରେ ଗୀତ ମାଧ୍ୟମରେ ବଳିଥିଲେ ସେତେବେଳେ କଣ ଲୋକଙ୍କ ପାଖରେ ଖରାପ ପ୍ରଭାବ ପଡି ନଥିଲା , ଏବେ ଚଳଚିତ୍ର ମାଧ୍ୟମରେ କେଉଁଠି ଦେଖାଇଲେ କେଉଁଠି ଅସୁବିଧା ରହିଲା l ତେଣୁ ଏଅ ସବୁ ପହଲତୁ ଯୁକ୍ତି l
ମୋନାଲିସା madam ଯେତେବେଳେ କଲେଜ ରେ ବହିରେ ପଢ଼ିକି ଆସିଲେ ସେତେବେଳେ ବୋଧେ ଜ୍ଞାନ ଉଦୟ ହେଇନଥିଲା madam ଙ୍କର, ଯଦି ସେ ଶବ୍ଦ ଟା ଭଲ ଲାଗୁନି ତା ମନେ ସବୁ ସଂକୁତି କୁ ଭୁଲିଯିବା, ଏ ବାଳ ଆଲୋକନ କିଛି ପ୍ରଭାବ ପକାଇବ ନାହିଁ ,ଏହା କେବଳ ଲୋକଙ୍କୁ ଭ୍ରମିତ କରିବା trp କମେଇବା ପଇସା ରୋଜଗାର କରିବା ପାଇଁ ଉଦ୍ଧିଷ୍ଟ ,
Jaunu ta Maa ki Bhouni ki aamparkiya Kia achhanti Tanku a Randi dakidekhibu .semane Tate Kete Bhala paiba debe dekhibu
Jadi ଉପନ୍ୟାସର ରୁ full film copy ହଉଚି ତାହାଲେ ନାମ ରାଣ୍ଡୀ ପୁଅ ଅନନ୍ତା ରହିବ ନାମ ଚେଞ୍ଜ habani Jadi ନାମ ଚେଞ୍ଜ କରୁଛ ଉପନ୍ୟାସ ରୁ କପି କରନି ନହେଲେ ଫକିର ମୋହନ ସେନାପତି କୁ ଅପମାନ ହବ
Inspire ହୋଇଛି
କପି ନୁହଁ😂
ମଧୁବାବୁ ପେନସନ ଯୋଜନା ରେ ଥିବା ବିଧବା ଭତ୍ତା ର ନାମ ପରିବର୍ତ୍ତନ କରାଯାଇ *ରାଣ୍ଡି ଙ୍କ ଭତ୍ତା * ନାମ ଦିଆଯାଉ ll
Right vai
Thik
😅😅😅😅
Ri8
Correct
Fakir Mohan is a. Famous writer
କେଦାର ବାବୁ ଧନ୍ୟବାଦ
ରାଣ୍ଡିପୁଅ ଅନନ୍ତା chalchitra ହେବ ki ନାହିଁ,se କଥା ଉପରେ ମୁଁ ମତାମତ ଦେଉନି, କିନ୍ତୁ ରାଣ୍ଡିପୁଅ ରହିଛି ରହିବ ଏହାକୁ କେହି ଅଟକେଇ ପାରିବେନି madam sorry
ଏ ମିଡିଆ ମାନଙ୍କ ପାଇଁ ଆଜି ଏ ଶବ୍ଦ କୁ କଦର୍ଥ କରାଯାଉଛି।
ଭଉଣୀ ତୁମକୁ ଯଦି ସେ word ଭଲ ଲାଗୁନି ତେବେ ସେ ଫିଲ୍ମ କୁ ଦେଖ ନାହିଁ କିନ୍ତୁ Fir ଦେବା ଠିକ୍ ନୁହ ଫିଲ୍ମ କଥା ଦୂର ନିଶା ମହାରଣା , ସାହୁ ଭାଉଜ ଯେତେବେଳେ Stage ରେ ଦୁଧ ଦୁଇଟା ଖୋଲି ଦେଖାଉଥିଲେ ସେତେବେଳେ ତୁମ ଭଳି ଓକିଲ କଉଠି ସୋଇଥିଲେ କଣ ଗୋଟେ ଶବ୍ଦ ରେ ଏତେ ତୁମକୁ ବାଧୁଛି କିନ୍ତୁ ଏମାନେ Stage ରେ ଦୁଧ ଖୋଲି ଦେଖାଉଛନ୍ତି ଖରାପ୍ ଭାଷା ରେ ଗାଳି କରୁଛନ୍ତି ତୁମ ଭଳି ଓକିଲ Fir ଦେଇନଥିଲ କଣ ପାଇଁ ନିଶା ମହାରଣା ଆଉ ସାହୁ ଭାଉଜ ତୁମର ଗୁଆ ଦିଅ ବନ୍ଧୁ କି
ଓକିଲ mam ଆପଣ କୋର୍ଟ କୁ ଯାଆନ୍ତୁ। ମୁଁ ଦୃଢ଼ ନିଶ୍ଚିତ ଯେ ମାନ୍ୟବର କୋର୍ଟ ସେଇ ମତ ଦେବେ Film ର ନାମ ହେବ ରାଣ୍ଡି ପୁଅ ଅନନ୍ତା । କୋର୍ଟ ବି ଫକୀର ମୋହନ ସେନାପତି ଙ୍କ ଏହି ଶବ୍ଦ କୁ ବନ୍ଦ କରି ବେ ନାହିଁ। ସବ୍ୟ ଦାଦା ଆପଣ ଙ୍କ Film ର ବଢ଼ିଆ advt ହେଉଛି। ରାଣ୍ଡି ପୁଅ ଅନନ୍ତା Film ବଢ଼ିଆ ଚାଲିବ। ସମସ୍ତେ ଏହି Film ଦେଖିବେ।
ChopA dekhibe
Film ra nama Randi pua Ananda heba thik nunhe
ଧେତ ଏ madam ସହିତ argument କରିବା ଦରକାର ନାହିଁ
ସେ Court ଯାଇପାରନ୍ତି
ଫକୀରମୋହନ ଫକୀର ମୋହନ କାଳଜୟୀ ସେ ଦ୍ୱୀତିୟ ବ୍ୟାସ ତଂକୁ କୋଟି,କୋଟି ପ୍ରଣାମ
Film haba darkar... Monalisha madam kichhi jani nahanti
Right bhai
Kedar Babu is absolutely right, No argument is necessary, Thanks,
ମିଡିଆ ପ୍ରଥମେ କହୁ ଫାଲତୁ କଥା କୁ କାହିଁକି ପ୍ରଚାର ପ୍ରସାର କରୁ ଛି।
Byomokesh Babu can better explain in this incident
Mam ,Supreme court,,, ଗଲେ ବି ହାରିବେ ।
Please Listen the point of Mr Kedar Mishra
ଯାତ୍ରା ରେ ଦେହ ପ୍ରଦର୍ଶନ ଖୋଲା ପେଣ୍ଡାଲ ରେ କଣ କହିବେ
ମନୋଜରଞ୍ଜନ ବାବୁ ଯଦି ଅତିଥିଙ୍କୁ ଡାକୁଛନ୍ତି ତେବେ ତାଙ୍କୁ କଥା କହିବାକୁ ଦିଅନ୍ତୁ ନା, କାହିଁକି ଏମିତି ଉପରେ ପଡି ଗପୁଛନ୍ତି କଥା ନ ଶୁଣି ରଡି କରୁଛ, ଏ ଗୋଟେ ଭଲ ସାମ୍ବାଦିକର ଲକ୍ଷଣ ନୁହେଁ, ସଂଗ୍ରାମ ବାବୁଙ୍କଠୁ କିଛି ଶିଖ 🙏ଆଉ ଏମିତି ବେଶୀ ଜ୍ଞାନୀ ଦେଖନ୍ତୁନି ଶୁଣିବା ଶିଖନ୍ତୁ 🙏
Kedar Mishra 's point is absolutely right 👍
ସେହି ମହିଳା stej ରେ ଲୁଗାଖୁଲୁଛି ସେଇଟା ସନମାନ
ଇଏ ମାଡାମ ଙ୍କୁ ଅଯଥା ରେ ହାଇଲାଇଟ କରା ଯାଉଛି
ବିନା ବୁଦ୍ଧି, ଉପନ୍ୟାସ ନ ପଢି Women Empowerment ରେ Lime light କୁ ଆସିବା ପାଇଁ ମୋନାଲିସା madam ଭଲ ଚେଷ୍ଟା କରୁଛନ୍ତି। 😅
ଶଳାବୁଢା ଚଳଚିତ୍ର ହେଲାବେଳେ ମାଡାମଙ୍କୁ କଣ ଟିକିଏ ବାଧିଲା ?
ଅବାନ୍ତର ଯୁକ୍ତି
ଫିଲ୍ମ ପ୍ରଦର୍ଶନ ପରେ କ'ଣ ହେଇଥାନ୍ତା ଜଣାନାହିଁ, କିନ୍ତୁ ଏହି କେଶ୍ ପରେ ନିଶ୍ଚୟ ଏହି ଶବ୍ଦଟି ହାଇଲାଇଟ୍ ହେବ।
ଏ film superhit ହେଇଯିବ 😅😅😅
@@hemantadash6520 ହବା ଉଚିତ୍
Very good question Manoranjan sir
କେଦାର. ବାବୁ କୁଁ ଧନ୍ୟବାଦ
ଆରେ ମା ମାନେ ବା ନାରୀ ମାନେ ଥିବାରୁ ଆମେ ଜନ୍ମ ହୋଇଛୁ । ସେହି ଶଦ୍ଧ ଦ୍ୱାରା ମା ମାନଙ୍କୁ କଷ୍ଟ ଦିଅନ୍ତୁ ନାହିଁ । ଆପଣ ସମୁଖ ରେ କିଏ ଯଦି ଜଣେ ନିଜ ମା ଙ୍କୁ ରାଣ୍ଡି କହିବେ ଆପଣ ଖୁସି ହେବେ କି.....
କେଦାର ସାର୍ ଧନ୍ୟବାଦ
ଓଡ଼ିଆରେ ସୁଭାଷଣ ଓ କୁଭାଷଣ ଶବ୍ଦ ସବୁ ଅଛି କି ନାହିଁ???
ସେଇ କାଳ ର ଭାଷା ରେ ସେକାଳେ ଲେଖା ହୋଇଥିବା ଗୋଟିଏ କ୍ଲାସିକ ର ଚିତ୍ର ରୂପକୁ ନେଇ ଏତେ ବିବାଦ କାହିଁକି??
ଖୋଲା ମଞ୍ଚରେ ସ୍ୱଇଚ୍ଛା ରେ ଅଶ୍ଳୀଳତା ର ନବ ନାୟିକା ହୋଇଛନ୍ତି.. ସେମାନଙ୍କ ବିରୁଦ୍ଧରେ ତ ମହାଶୟା କେବେ ମୁହଁ ଖୋଲିନାହାନ୍ତି....
କୋଣାର୍କ ଠୁ ଖଜୁରାହୋ ମନ୍ଦିର ଗାତ୍ର ରେ ଖୋଦିତ ଯୌନ କ୍ରିୟା ସମ୍ବଳିତ ମୂର୍ତ୍ତି ସବୁକୁ ହଟାଇବା ବା ପରଦା ଘୋଡାଇବା ନେଇ କୋଉ ଥାନା ଅଥବା ଅଦାଲତକୁ ଯିବାକୁ କଣ ପଦକ୍ଷେପ ନେଇଛନ୍ତି କି???
You are great mem 👍
His shortstory gives a good messages to the society
Ri8👍
Film heba darkar
ମନୋରଞ୍ଜନ ଭାଈ ଗ୍ରେଟ୍
Mam is correct 💯
The word which offend the dignity of women it need to be rejected whether it was used by fakirmoham or anyone else..
Kedar Sir right analysis
Thanks 💯
Many many super pandits are united together.
se maikinaa ku kai dakicha....😂 guests nka quality chk kruna au😂
Kedar sir excellent very cool this is intelligent journalism
ମୋନାଲିସା ତମେ ଜାଣିବା କଥା ରାଣ୍ଡିପୁଅ ଅନନ୍ତା ରେ ରାଣ୍ଡି ଶବ୍ଦ ର ମହାନତା କୁ ବର୍ଣ୍ଣନା କରାଯାଇ ଛି।ଏକଥା ତମର ସାହିତ୍ଯ ଜ୍ଞାନ ଥିଲେ ଜାଣନ୍ତ
Kedar sir 👍👍👍Great 👍
କିଛି ଶବ୍ଦ ର ପ୍ରକୃତ ଅର୍ଥ ସେ ଅଞ୍ଚଳର ଆଉ ସେ ସମୟର ଭାଷା ଚାଲି ଚଳଣିକୁ ନେଇ ଅର୍ଥ ଅଲଗା ଅଲଗା ଥାଏ, ଓଡିଶା ରେପ୍ରତି 50 km ରେ ଭାଷା, ଖାଦ୍ୟପେୟ ସବୁ change ହେଇଯାଉଛି .. ମୋନାଲିସା ମାଡାମ୍ Lawyer ହୋଇ କେଉଁ ହିସାବ ରେ ଫିଲ୍ମ୍ ନା ରେ fir କରି ମୂର୍ଖତାପୂର୍ଣ୍ଣ ତର୍କବିତର୍କ କରୁ ଛନ୍ତି 😂😂😂.. ଏହା ସମ୍ପୂର୍ଣ୍ଣ ରୂପେ ମୂର୍ଖାମି ର ପରିଚୟ ଓଡ଼ିଆ ଭାଷା ଉପରେ ଗବେଷଣା କର ବୁଝି ପାରିବ ତା ପରେ କଣ ଠିକ୍ କଣ ଭୁଲ୍ କହିବ
Kedar Mishra is very right ✅️ 👌 👏
ଅପଶବ୍ଦ ନୁହେଁ ଓଡ଼ିଆ ମାନେ ବାହାର ଭାଷାର ଶବ୍ଦକୁ ଆପଣାଇବା ଯୋଗୁଁ ଆଜି ଶବ୍ଦ ଟା ଖରାପ ଲାଗୁଛି ।
ଓଡ଼ିଆ ରେ ରାଣ୍ଡି ଅର୍ଥ - ବିଧବା
କିନ୍ତୁ ଉତ୍ତର ଭାରତରେ ରାଣ୍ଡି ଅର୍ଥ - ବେଶ୍ୟା
ତେଲୁଗୁ ରେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା
ରା - ଅର୍ଥ ଆ/ ଆସ
ସାମ୍ମାନ ଅର୍ଥ ରେ ରାଣ୍ଡି ( ଆସନ୍ତୁ )
ବ୍ୟବହାରିକ ଦୃଷ୍ଟି କୋଣରୁ ଶବ୍ଦ ର ଅର୍ଥ ଅଲଗା ହୁଏ, ଅଲଗା ଶୁଭେ । ଶଳା ଶବ୍ଦ କଣ ଖରାପ ଶବ୍ଦ ? ଅର୍ଥ କୁ ଖରାପ ଅର୍ଥ ରେ ବ୍ୟବହାର କଲେ ତା ଖରାପ ହେବ ।
ଦିନ ଆସିବ ଏମାନେ ବାପ ଶବ୍ଦ କୁ ବି ଖରାପ କହିବେ । ବାସ ଟଙ୍କା ରୋଜଗାର କରିବାର ଉଦ୍ଦେଶ୍ୟ ମାତ୍ର ।
ରାଣ୍ଡି ଶବ୍ଦ ଉଡିଆ ଜାତିଗତ ଭାଷା ନୁହେଁ କି ଉଡିଆ ଜାତିର ନୁହଁ ଏଟା ଏକ ଆଦିବାସୀ ଭୂମିଜ ସମାଜ ର ଭାଷା । ଏହା ଏକ ଗାଁଉଲି ଆଦିବାସୀ ଭାଷା । ତୁମ ଓଡ଼ିଆ ଭାଷାବିତ୍ ମାନେ କ ଣ କଲେ ରାଣ୍ଡି ଶବ୍ଦକୁ ବେଶ୍ୟା ମାନଙ୍କୁ ନାମିତ କଲେ । ସବୁ ଆଦିବାସୀ ମାନଙ୍କୁ ଭିତରୁ ଭୁମିଜ ଭାଷା ହେଉଛି ବହୁ ପୁରାତନ ।ଆଜି ସେହି ଭୁମିଜ ଭାଷାକୁ ଆଜି ବିଲୁପ୍ତ କରାଯାଉଅଛି...ଜୟ ଭୂମିଜ ଜାତି..
ଦିଦି ଠିକ୍ କହୁଛତି 🇮🇳🇮🇳🇮🇳🇮🇳🇮🇳🇮🇳
Anubhab auu barsa case re mam anubhab mohanti ku support karithile se o that ma'am is absolutely right raised voice.
Monalisa ku kehi support debeni😅😅😅
ସେ ଯାହା ବି ହେଉ ଝିଅପିଲା ମାନେ ପୁଅ ସହ ସମାନ ହୋଇପାରିବେ ନାହିଁ। ଏଇଟା ମୁଁ ବୋଲି କହୁନି ପ୍ରତ୍ୟେକ ଝିଅ ମାନେ ଯେତେ ଆସିକି news ଆଗରେ ଆସିକି କହୁଛନ୍ତି ସେମାନେ ବି ମନରେ ବି ଏହି କଥା ଭାବୁଛନ୍ତି 😅
ମହାଶୟା ଶଳାବୁଢ଼ା ଚଳଚିତ୍ର ଏକ ସମ୍ବଲପୁରୀ ଭାଷାର clasical ଷ୍ଟୋରୀ, ସେହିପରି ରାଣ୍ଡିପୁଅ ଅନନ୍ତା clasical story and ଜାତୀୟ ସମ୍ପତ୍ତି l
Good analysis by Kedar Sir..
ମୁଁ ଗୋଟେ କଥା କହିବି, ଆମକୁ ଓଡ଼ିଆ ଭାଷା ଶିଖାଇବା ବୋଧେ ଫକୀର ମୋହନଙ୍କ ଗୋଟେ ବଡ଼ ଭୁଲ, ନହେଲେ ଏ madam ଏମିତି କଥା କୁହନ୍ତେ ନୀ
ଏମିତି କାହିଁ ହେଉଛନ୍ତି ସବୁ ? ମନୋରଞ୍ଜନ ସାର,,,, ଯେତିକି ବିଧବା ମାଆ ଅଛନ୍ତି ସେମାନେ କଣ ଜାଣିନାହାନ୍ତି ଏମିତି ଏକ ଉପନ୍ୟାସ ଅଛି ବୋଲି । ଆପଣମାନେ ଆକା ଏଟାକୁ ଦେହକୁ ନେଇଯାଇଛନ୍ତି ।ସେ ସମୟ ଗୋଟେ କଥାକୁ ଜଣାଯାଇଛି ତା ଅର୍ଥ ନୁହେଁ ଯେ ଆଜି ଯେଉଁମାନେ ଅଛନ୍ତି ସେଭଳି ତାଙ୍କୁ ଅସମ୍ମାନ କରାଯାଉଛି । ବିଧବା ଗୋଟେ ଉପାଧି ନାହିଁ ସାର୍,,,,ଏଇଟା ଗୋଟେ ମାଆର କଷ୍ଟ । ମୋନାଲିସା ମେମ୍ ଆପଣ 2024 ରେ ଏ ଗୋଟେ ଅସୁନ୍ଦର କଥା ଶୁଣିଲେ ନା ଆଉ କିଛି ନାହିଁ । ତା ହେଲେ ସବୁ ଥିରେ ପରିବର୍ତ୍ତନ ପାଇଁ ନିଜେ ଲାଗିବେ କି ?
ପ୍ରକୃତରେ ରାଣ୍ଡି ଏ ମୂର୍ଖ ମହିଳା
Madam film is basically a creative thing and it is used to give massage to society.You must see it before arrive at a conclusion.Sobafter seeing the film if you find any thing objectionable that is tarnishing the image of any woman or widow ,than you go for filing FIR in police station or being an advocate you can bring the Producer to court by filing a case. This is my personal opinion with due respect to you and your sentiments.John Robert Rao
ଓଡିଆ ଭାଷାର ଜ୍ଞାନ ନାହିଁ ମ୍ୟାଡାମ ଙ୍କ ର। ଗୋଟିଏ ପବ୍ଲିସିଟି ପାଇବା କଥା।
👍 right
Agaru sabu chup basithile but Manoj mishra jetebele kahile setebele emananku bahut kharap laguchhi. Jadi seita ete kharap then agaru kehi ta kichhi kahu nathile. mo hisabare e film name thik achhi bcz eita Fakirmohan nkara story.
ସେଥିପାଇଁ ମୋନାଲିସା ସୁପ୍ରିକୋର୍ଟଙ୍କ ଦ୍ବାରସ୍ଥ ହୁଅନ୍ତୁ ମନା କଲା କିଏ
ରାଣ୍ଡି' ଓ 'ରାଣ୍ଡିପୁଅ ଅନନ୍ତା' ଦୁଇଟି ଅଲଗା ଶବ୍ଦ ଓ ଅର୍ଥ ବି ଅଲଗା। ଓଡିଆ ଭାଷାକୁ ବଞ୍ଚାଇଥିବା ଫକୀରମୋହନ ଙ୍କ ର ଏକ ଲେଖାକୁ ଏମିତି ସମାଲୋଚନା କରିବା, ଆଦୋୖ ଠିକ୍ ନୁହେଁ।
Monalisa mam ଆପଣ ଜଣେ ମୂର୍ଖ ଭଳି ଯୁକ୍ତି କଲେ,ଆପଣଙ୍କ ଷ୍ଟନ୍ ପୁରା ଦୁର୍ବଳ,ସମାଜ ଏତେ ମୂର୍ଖ ନୁହେଁ,କେଉଁ ଶବ୍ଦ କି ଉଦ୍ଦେଶ୍ୟ ରେ ବ୍ୟବହାର ହେଉଛି ସମସ୍ତେ ଜାଣିଛନ୍ତି
ମୋନାଲିସା ମାଡ଼ମ୍ ଙ୍କୁ ମୋର ଗୋଟିଏ ପ୍ରଶ୍ନ ପ୍ରୋଜୋଜୋକ ଯଦି ଏହି ନାଁ ବଦଳାଇ ନୂଆ ନାମ ଦେବେ ଆପଣ ମଧ୍ୟ ଏତଲା ଦେଇ ଥାନ୍ତେ l
Right
Right
କେଦାର ବାବୁ ଏକଦମ ଠିକ କହୁଛନ୍ତି 👌
କାହିଁ ରାଜା ରାମ ମୋହନ ରାମ ଆଉ କାହିଁ ମୋନାଲିସା ଗନ୍ତାୟତ
କେଦାର ସାର୍ ଠିକ୍ କହୁଛନ୍ତି
Monalisha you are right 👍
ଏଇଟା କିଛି ବୁଝି ପାରୁନି.
କିଛି ଲୋକ ନିଜ ନିଜର publicity ରେ ବ୍ୟସ୍ତ 🛑🛑🛑🛑🛑🛑 ଏ ସବୁ ପ୍ରସଙ୍ଗ କୁ ନେଇ। କେତେ ଉତ୍ପାତ ହଉଚ ରେ🛑🛑🛑🛑
Right manalisa mam..
Ryt Madam..
ସେତେବେଳେ ଦେଖିନଥିଲେ ନହେଲେ F.I.R ଦେଇଥାନ୍ତେ 😂😂😂
To Bala karithante
ଏ madam ଘରେ କିଛି କରୁ ନ ଥିବ ଖାଲି ଅଧିକାର ଉପରେ ଅଧିକ ଯୁକ୍ତି ବାଢ଼ି ଥାନ୍ତି ଲାଗୁଛି।
ଯଦି ଏବେବି ଗୋଟିଏ ନାରି ଗର୍ଭବତୀ ଥିବ ଆଉ ,ତା ସ୍ଵାମୀ ମୃତ୍ୟୁ କଲେ,ଯେତେବେଳେ ଛୁଆ ଟି ଜନ୍ମ ହେବ ତାକୁ ବି ରାଣ୍ତୀ ପୁଅ କି ଝିଅ ଲଗେଇ କି ଡାକିବା।ତାପରେ ସମାଜ କୁ ଭଲ ଲାଗିବ। ରାଣ୍ଡିି ଶଦ୍ଦ କୁ ବନ୍ଦ କରାଯାଉ।
ରାଣ୍ଡି ଶବ୍ଦ ଭଳି ଆଉ ମଧ୍ଯ ଅଶ୍ଳୀଳ ଶବ୍ଦ ଅଛି ତାହା ଉପରେ ଯୋର ଚର୍ଚ୍ଚା କଣ ପାଇଁ ଉଠୁନାହିଁ । ଏଣୁ ସେ ଶବ୍ଦ ରହିଲେ କଣ ଅସୁବିଧା ଅଛି । ଯଦି ଚାହୁଁଛନ୍ତି ତାକୁ ଅଭିଧାନ ରୁ ପ୍ରଥମରୁ ଉଠାଯାଏ।
👍👍👍👍👍👍