NEWS DESK Interview : ନ୍ୟୁଜ ଡେସ୍କରେ ବାତ୍ୟା ଯୋଦ୍ଧା ଶିବାନୀ| ASHA worker Shivani Mandal Odia News

Поделиться
HTML-код
  • Опубликовано: 23 ноя 2024

Комментарии • 759

  • @smrutiranjansamanta693
    @smrutiranjansamanta693 27 дней назад +207

    ଅତି ସୁନ୍ଦର ମାନସ ଭାଇ, ନିଉଜ ରୁମ୍ ର ଅତିଥି ଏମିତି ବ୍ୟକ୍ତିହିଁ ହେବା ଦରକାର

  • @nirmalkumarbehuria6411
    @nirmalkumarbehuria6411 27 дней назад +119

    ଧନ୍ୟବାଦ news 18 ଏପରି ଏକ ପ୍ରୋଗ୍ରାମ ପ୍ରସାରଣ ପାଇଁ

  • @Public-o4b
    @Public-o4b 27 дней назад +257

    ଖୁବ୍ ନିରୀହ ଶାନ୍ତ ଗର୍ବ ନଥିବା ଲୋକ ଆଜି ଦେଖିଲି ମୁଁ ❤
    ବାବା ଆଖଣ୍ଡଳମଣୀ ତମକୁ ସାହା ହୁଅନ୍ତୁ 🙏
    Har har Mahadev ❤️

  • @daridrabhanjandas466
    @daridrabhanjandas466 27 дней назад +109

    ଏମିତି ସରଳ ଲୋକଙ୍କୁ ପାଇଁ ଓଡିଶା ଗର୍ବିତ. ଧନ୍ୟବାଦ

  • @BhaskarBiswal-z2t
    @BhaskarBiswal-z2t 27 дней назад +65

    ଏମିତି ହିଁ ସାକ୍ଷାତ୍ କାର ଗଣମାଧ୍ୟମ ପାଇଁ ପର୍ଯୁଜ୍ୟ ❤❤❤

  • @kishorebiswal4298
    @kishorebiswal4298 27 дней назад +65

    ମାନସ ବାବୁଙ୍କୁ ଧନ୍ୟବାଦ। ଗୋଟିଏ ସରଳ ଭଉଣୀର କଥାକୁ ପ୍ରସାରଣ କରି ସମାଜ ରେ ସ୍ୱତନ୍ତ୍ର ପ୍ରେରଣା ଦେଇପାରିଛନ୍ତି। ଠାକୁରେ ଆଶୀର୍ବାଦ ଦିଅନ୍ତୁ।

  • @prafulladas.8377
    @prafulladas.8377 27 дней назад +103

    ମାନସ ବାବୁଙ୍କ ପ୍ରଶ୍ନ ପଚରିବାର ଶୈଳୀ ଅନ୍ୟ ସବୁ ସାମ୍ବାଦିକ ଭାଇମାନେ ଅନୁସରଣ କରିବା ଉଚିତ l ସ୍ନେହ ଓ ଭଦ୍ରାମି ସହିତ କି ମିଠା ହସର ସମୀକରଣ!!
    ଶିବାନୀ ଦିଦିଙ୍କୁ କୋଟି କୋଟି ପ୍ରଣାମ l ଏଇଟାହିଁ ପ୍ରକୃତ ଧର୍ମ l🙏🙏

  • @thetapanbiswal
    @thetapanbiswal 27 дней назад +79

    କଷ୍ଟ ସହିଥିବା ବ୍ୟକ୍ତିବିଶେଷ ହିଁ ଅନ୍ୟର କଷ୍ଟ କୁ ହୃଦୟଙ୍ଗମ କରିପାରନ୍ତି ।❤❤❤

  • @ratnakarmantry7671
    @ratnakarmantry7671 27 дней назад +51

    ଧନ୍ୟବାଦ୍ Manas sir
    ଏଭଳି ଜଣେ ସମାଜସେବୀ ଙ୍କୁ ସମ୍ମାନିତ କରିଥିବାରୁ।

  • @arjunsingha1186
    @arjunsingha1186 27 дней назад +47

    ପ୍ରଶ୍ନ ପଚାରିବାରେ ସାର୍ ବହୁତ ଧୁରନ୍ଧର।ସାରଙ୍କ କଥାରେ ମାଧୁରର୍ଯ୍ୟ ରହିଛି। ମୁଁ ଶୁଣିବାକୁ ସବୁବେଳେ ଇଛା କରେ। ସାରଙ୍କୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ।

  • @simadripradhan6339
    @simadripradhan6339 27 дней назад +68

    ଆମ ରାଜନଗର ର ଶିବାନୀ ଦିଦି। ବହୁତ ଭଲ ମଣିଷ।❤

  • @coolmuna143
    @coolmuna143 27 дней назад +79

    ମୋ ମା ର ଏହି ମୋହତ୍ କାମ ପାଇଁ ମୁଁ ବହୁତ୍ ଖୁସି

  • @SUSHANTsusj
    @SUSHANTsusj 26 дней назад +18

    ମୂଲିଆ କାମ ବି କରେ ମୁ -- ସୁନ୍ଦର ଲାଗିଲା ମା ଙ୍କ କଥା ,ମାଟିର ମଣିଷ ଟିଏ ଆପଣ.ବହୁତ୍ ସରଳ❤❤❤

  • @ranjanapanda6538
    @ranjanapanda6538 27 дней назад +46

    ନାରୀ ନୁହେଁ ନାରାୟଣୀ❤

  • @omofficial7788
    @omofficial7788 27 дней назад +35

    ଆଶା ମା ମାନଂକୁ ଦରମା ବହୁତ୍ କମ୍ ଦିଆଯାଉଛି ତେଣୁ ମୋହମ ସାର୍ ଆସାମାନକୁ ଦରମା ଵଡାନୃ

  • @manikeswarshabar5934
    @manikeswarshabar5934 27 дней назад +52

    ଆପଣ ଙ୍କୁ କୋଟି କୋଟି ନମସ୍କାର ଶିବାନୀ ଦିଦି 🙏🏻🙏🏻🙏🏻🙏🏻🙏🏻

  • @sagarsamantasinghara59
    @sagarsamantasinghara59 27 дней назад +55

    ଧନ୍ୟବାଦ୍ ଶିବାନି ଦିଦି

  • @swadhinmaharana5989
    @swadhinmaharana5989 27 дней назад +29

    ଶିବାନୀ ଦିଦି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ମାଆ ସୁଭଦ୍ରା ଭଲ ରେ ରଖିବେ ଆଶା କରୁଛି......

  • @SanjayMahakul-k5n
    @SanjayMahakul-k5n 27 дней назад +42

    ବହୁତ ବହୁତ ଧନ୍ୟବାଦ ଭଉଣୀ,
    ସେବା ପାଇଁ 🙏

  • @143sairam4
    @143sairam4 27 дней назад +29

    ଏହି ମହିୟସୀ ମହିଳା ଙ୍କୁ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ଦେବା କୁ ଦାବୀ ମୋର ଅନୁରୋଧ .👆
    ନ ହେଲେ କେବଳ ପୁରସ୍କାର IAS,IPS,ସାମ୍ବାଦିକ,ଲେଖକ,ଅଧ୍ୟାପକ ଙ୍କ ଭିତରେ ସୀମିତ ରହିଯିବ...
    ପୁରସ୍କାର ଭୁବନେଶ୍ୱର,ଦିଲ୍ଲୀ ବାହାର ଲୋକ ଙ୍କୁ ତ ମିଳୁ!
    🙏🙏

  • @manumurmu4511
    @manumurmu4511 27 дней назад +15

    ଜୟ ନାରୀ ଶକ୍ତି,ଆପଣଙ୍କ ବହୁତ ବହୁତ ଧନ୍ୟବାଦ ମା.....

  • @souravpanda-ox6fx
    @souravpanda-ox6fx 26 дней назад +4

    ବହୁତ୍ ସୁନ୍ଦର ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ୍ କାର୍ କରିଥିବାରୁ ଧନ୍ୟବାଦ 🙏

  • @kalpanapadhi1147
    @kalpanapadhi1147 27 дней назад +23

    ଧନ୍ୟ ନାରୀ , ନାରୀ ରୂପ ରେ ଜଗଦମ୍ଭା।

  • @satyabehera7658
    @satyabehera7658 27 дней назад +26

    ଆପଣଙ୍କୁ କୋଟିକୋଟି ନମସ୍କାର ଶିବାନୀ ଦିଦି ଆପଣଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖିଥାନ୍ତୁ

  • @bijayineemoharana3231
    @bijayineemoharana3231 26 дней назад +7

    ଶିବାନୀ ଦିଦୀଙ୍କୁ ପୁରସ୍କୃତ କରାଯାଉ।

  • @rabisahu230
    @rabisahu230 26 дней назад +12

    ସତରେ ଏପରି ନିର୍ମଳ ହୃଦୟଥିବା ମହିଳାକୁ କୋଟି କୋଟି ନମନ

  • @rashminayak4584
    @rashminayak4584 27 дней назад +16

    ବହୁତ ଧନ୍ୟବାଦ ଶିବାନୀ ଦିଦି
    ଭଗବାନ ତୁମ ଜୀବନ କୁ ଖୁସି ଭାରି ଦିଅନ୍ତୁ

  • @rameshchandrasing7080
    @rameshchandrasing7080 27 дней назад +16

    Sibani maa ଆପଣ ଙ୍କୁ ଶ୍ରୀ ଜଗ୍ନାଥଙ୍କର କୃପା ସବୁ ବେଳେ ବରୁସୁ ଥାଉ।

  • @chinmayagadanayak5239
    @chinmayagadanayak5239 27 дней назад +30

    ଭଗବାନ ଆପଣ ଙ୍କୁ ଭଲ ରେ ରଖନ୍ତୁ ମାଉସୀ ❤🙏

  • @prabirjena2147
    @prabirjena2147 27 дней назад +24

    ଏ ମଧ୍ଯ ଜଣେ ନାରୀ, ମିଷ୍ଟଭାଷୀ, ସ୍ନେହୀ, ସମସ୍ତଙ୍କ ସମ୍ମାନ ଭଲ ପାଇବା ଅର୍ଜିଛନ୍ତି , ସ୍ଵୟଂସିଦ୍ଧା 🙏🏻
    ଆଶା ଦିଦି ମାନେ ଏତେ ଆନ୍ଦୋଳନ କରିଲେ
    କିନ୍ତୁ ଜଣେ ନିଜ କର୍ମ ଦ୍ଵାରା ସମସ୍ତଙ୍କ ଆଖି ଖୋଲିଦେଲେ
    42 ବର୍ଷ ବୟସରେ ସେ ଝିଅଙ୍କୁ ବାହାଘର କରି, ପୁଅକୁ ପାଠ ପଢାଇ କେତେ କାମ କରିଛନ୍ତି 🙏🏻🙏🏻🙏🏻🙏🏻🙏🏻🙏🏻

  • @sashikantasethi6944
    @sashikantasethi6944 27 дней назад +13

    ବହୁତ ବହୁତ ଧନ୍ୟବାଦ ଦିଦି ଜଗନ୍ନାଥ କରନ୍ତୁ ଆପଣ ଏହିଭଳି ସେବା ଜାରି ରଖନ୍ତୁ 🙏🙏🙏

  • @manasranjandash2464
    @manasranjandash2464 27 дней назад +22

    ସେବା କରିବାକୁ ଭଲ ପାଉଥିବା ଶିବାନୀ ଦିଦିଙ୍କୁ ଆନ୍ତରିକ ସମ୍ମାନ।

  • @TrilochanPradhan-hw9gu
    @TrilochanPradhan-hw9gu 26 дней назад +15

    ଅଳସୁଆ ଆଶା ଦିଦି ମାନେ ସମସ୍ତେ ଏହି ଆଶା ଦିଦି ଙ୍କ ଠାରୁ ଶିଖ । ଇଏ ହେଲା ସେବା, ମଣିଷ ପଣିଆ..... ସେବା ହିଁ ଧର୍ମ 🎉🎉🎉

    • @Lifewithbithika2023
      @Lifewithbithika2023 26 дней назад

      Right

    • @Lifewithbithika2023
      @Lifewithbithika2023 26 дней назад

      Ama asha didi khali khaiba khaiba kahiki munda kharapa karideba

    • @Anitapata
      @Anitapata 25 дней назад

      Jadi asha didi Mane alasuaa heithante savani mandol bhali asha didi kauthu aasithante

  • @kishorebiswal4298
    @kishorebiswal4298 27 дней назад +18

    କେତେ ସରଳ ଭଉଣୀ ଟି। ଭଗବାନ ତାଙ୍କ ମନଭିତରେ ଭରିଦେଇଛନ୍ତି ସେବା ଭାବ। ଆମ ଓଡ଼ିଶାର ପୁର ପଲି ରେ ଏପରି ଅନେକ ଲୋକ ଦେଖିବାକୁ ମିଳେ। ଆମ ଓଡିଶା ମହାନ। ଜଗନ୍ନାଥ ଓଡିଶାକୁ ଏପରି ଲୋକମାନକୁ ଦେଇ ପୁଣ୍ୟ କ୍ଷେତ୍ର ର ମାନ୍ୟତା ଦେଇଛନ୍ତି। ଏ ଭଉଣୀକୁ ଶକ୍ତି ଦିଅନ୍ତୁ ଭଗବାନ। ପ୍ରାର୍ଥନା 🙏

  • @shyamsundarnath5181
    @shyamsundarnath5181 26 дней назад +10

    . ଆଜି ବି ଏଭଳି ମଣିଷ ଜନ୍ମ ନେଇଛନ୍ତି, ସେମାନଙ୍କର ସେବାଗୁଡିକୁ ପାରିଶ୍ରମିକ ଦିଅନ୍ତୁ

  • @pravakarrout3616
    @pravakarrout3616 27 дней назад +11

    ସୁନ୍ଦର ସାକ୍ଷାତକାର।❤

  • @jayantibehera5126
    @jayantibehera5126 27 дней назад +8

    ସୁନ୍ଦର ସାକ୍ଷାତକାର ।
    ପ୍ରଶ୍ନକର୍ତ୍ତା ଓ ଉତ୍ତରଦାତ୍ରୀ ଉଭୟଙ୍କୁ ସାଧୁବାଦ ।
    ସରଳତାର ଚରମ ନିଦର୍ଶନ ପାଇଁ ଉଭୟେ ପ୍ରଶଂସା ର ପାତ୍ର ।
    ଶିବାନୀ ଦିଦିଙ୍କୁ ଏକ ମଡେଲ ଭାଵରେ ନିଆଯାଇ , ତାଙ୍କ ସାମାଜିକ ସ୍ଥିତି କୁ ସରକାରୀ ସାହାଯ୍ୟ ଓ ପୁରସ୍କୃତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି ରେ ବିଳମ୍ବ ନ ହେଉ ।
    ।। ଜୟ ଜଗନ୍ନାଥ ।।

  • @deenabandhusahoo3380
    @deenabandhusahoo3380 27 дней назад +10

    ଶିବାନୀ ମାଆଙ୍କୁ ଶତ ଶତ ପ୍ରଣାମ

  • @BhaskarBiswal-z2t
    @BhaskarBiswal-z2t 27 дней назад +18

    ବହୁତ୍ ସୁନ୍ଦର୍ ଉପସ୍ଥାପନ ମାନସ ବାବୁ ❤❤❤❤

  • @bharatvlogs9077
    @bharatvlogs9077 27 дней назад +15

    ଏମିତି ମାଉସି ଖଜିଲେ ମିଳିବେନି କଟିଏରେ ଗୋଟିଏ ମାଉସି ❤❤❤😂😂😂ସୀବାନି ମାଉସି🎉🎉🎉

  • @GokulPradhan-d5t
    @GokulPradhan-d5t 27 дней назад +10

    ଧନ୍ୟବାଦ ମାଉସୀ ❤❤❤❤

  • @Amarjyotibiswal-m5d
    @Amarjyotibiswal-m5d 27 дней назад +8

    ଧନ୍ୟବାଦ ଶିବାନ ଦିଦି 🙏🙏🙏🙏🙏

  • @kumarnaresh3254
    @kumarnaresh3254 27 дней назад +9

    ଶିବାନୀ ଦିଦି ତମକୁ ବହୁତ ବହୁତ ଧନ୍ଯବାଦ 🎉🎉

  • @kcdaspresents9811
    @kcdaspresents9811 27 дней назад +16

    ମାଉସି ଙ୍କୁ କୋଟି କୋଟି ପ୍ରଣାମ । ତାଙ୍କର ଏ ସେବା ମନ ବୃତ୍ତିକୁ, ଭଗବାନ ତାଙ୍କୁ ଭଲରେ ରଖନ୍ତୁ ।

  • @kalipadamandal1830
    @kalipadamandal1830 27 дней назад +9

    ନିଛୁକ ସରଳ ହୃଦୟର କଥା।

  • @jyotsnaraul1364
    @jyotsnaraul1364 16 дней назад

    ମାଉସୀ ଅତି ସରଳ। ବହୁତ୍ ବଡ ହୃଦୟ।ବହୁତ୍ ସ୍ନେହୀ ଓ ପରୋପକାରୀ ମଣିଷ।ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଭଗବାନ ଆଶୀର୍ବାଦ କରନ୍ତୁ। ଆହୁରି ଆଗକୁ ଯାଆନ୍ତୁ

  • @RAJIBPILA
    @RAJIBPILA 24 дня назад

    ମାନସ ଭାଇଙ୍କ କଥା ବାର୍ତା ଅତି ସୁଶୀଳ
    God Bless You Brother for respective behaviour towards guest🙏🙏🙏🙏🙏

  • @pranabandhurout2818
    @pranabandhurout2818 27 дней назад +4

    ଏ ହେଉଛି କର୍ମ ର ଫଳ। ଭଲ କର୍ମ ର ଫଳ ସବୁବେଳେ ଭଲ ହିଁ ହୋଇଥାଏ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଧନସମ୍ପତ୍ତି ମଣିଷ ର ପରିଚୟ ନୁହଁ। ମଣିଷ ପଣିଆ ମାନବିକତା ଆପଣ ଙ୍କୁ ସାରା ବିଶ୍ୱରେ ପରିଚୟ ଦେଇପାରିବ। ଏତେ ଚର୍ଚ୍ଚିତ ହେଲାପରେ ଯିଏ ଖୋଲା ହୃଦୟ ରେ ବିନା ସଂକୋଚ ରେ, କହିପାରେ ସେ ମୂଲିଆ କାମ କରୁଛନ୍ତି ସେ ପରି ମହାନ୍ ମହିୟସୀ ମହିଳା ଙ୍କୁ ମୁଁ ହୃଦୟ ରୁ ସଲାମ କରୁଛି। ମାନସ ସାର୍ ସତରେ ଯଦି ଥରୁଟିଏ ଆପଣ ମାଉସୀ ଙ୍କ ଘର କୁ ଯାଆନ୍ତେ ବହୁତ ଭଲ ହୁଅନ୍ତା। ସାର୍ ମାଉସୀ ଙ୍କ କଥା ରଖିବେ। ଶେଷରେ ଗୋଟିଏ କଥା କହିବି ଯେଉଁ ନାରୀ ମାନେ ଏହି ଇଣ୍ଟରଭିୟ୍ୟୁ ଦେଖୁଛନ୍ତି ମାଉସୀ ଙ୍କ ଠାରୁ ପ୍ରେରଣା ନିଅନ୍ତୁ। ନିଜର ପରିଚୟ ତିଆରି କରନ୍ତୁ।

  • @Sahoo.odia.vlog.
    @Sahoo.odia.vlog. 27 дней назад +5

    ଧନ୍ୟବାଦ୍ ଆଶା ଦିଦି

  • @SumitraMallick-i3y
    @SumitraMallick-i3y 26 дней назад +3

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ❤❤

  • @manjulatamuduli3002
    @manjulatamuduli3002 26 дней назад +2

    ଆଶା ଭଭଉଣୀ ଶିବାନୀ ଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ବି ଜଣେ ଆଶା ଦିଦି ଭଗବାନ୍ ସମସ୍ତ ଙ୍କୁ ଭଲରେ ରଖନ୍ତୁ ❤🙏🙏🙏👍👍👍

  • @naraharimishra7098
    @naraharimishra7098 27 дней назад +7

    À lot of respect to you.God bless you.

  • @ssBiranchi
    @ssBiranchi 27 дней назад +4

    ମା ର କାମ ପାଇଁ ସମସ୍ତଙ୍କ ହ୍ରୁଦୟ ଜିତିଗଲେ ❤❤🎉

  • @KhirodMohanty-by2gg
    @KhirodMohanty-by2gg 27 дней назад +3

    Mausi namaskar au apana nku bahut bhaut dhanyabad mausi , pravu jagannath apana nka family ku sabu bele khusi re rakhantu .....

  • @prasantbehera7268
    @prasantbehera7268 21 день назад

    ଧନ୍ୟ ତୁମେ ଶିବାନୀ ମାଉସୀ

  • @prakashsahu3775
    @prakashsahu3775 26 дней назад +3

    ମା ତୁମକୁ ମୋର କୋଟି କୋଟି ପ୍ରଣାମ ପ୍ରଭୁ ଜଗନ୍ନାଥ ତୁମ ପରିବାରକୁ ଭଲରେ ରଖନ୍ତୁ ଏ ନିରୀହ ଲୋକଙ୍କ ସେବା ପାଇଁ ଜୟ ଜଗନ୍ନାଥ 😭😭😭🙏🙏🚩

  • @BabitaMishra-yx2hr
    @BabitaMishra-yx2hr 27 дней назад +4

    ଧନ୍ୟବାଦ , ଭଉଣୀ । ଜୟ ଜଗନ୍ନାଥ ।

  • @pramodbhadra6920
    @pramodbhadra6920 26 дней назад +2

    This ma is worthy to be rewarded and praised
    May Lord Jagannath bless her
    She is an example before society I salute this Ma

  • @sudarshanmalla5489
    @sudarshanmalla5489 26 дней назад +1

    ବହୁତ୍ ବଢିଆ ଜୟ ଜଗନ୍ନାଥ

  • @Dhaneswar-o1y
    @Dhaneswar-o1y 22 дня назад

    ଖୁବ୍ ଶାନ୍ତ ସରଳ ନୀରିହ ଉପକାରୀ ସେବାକାରୀ ଓ ଦୃଢ଼ ଇଚ୍ଛାଶକ୍ତିର ଭାବ ପୂର୍ଣ୍ଣ ଯୋଦ୍ଧା ଶିବାନୀ ମଣ୍ଡଳ ଭଉଣୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଶୁଭେଚ୍ଛା ନମସ୍କାର। ଭଗବାନ ତାଙ୍କ ଦୃଢ଼ ଇଚ୍ଛାଶକ୍ତିର ସହାୟକ ହୁଅନ୍ତୁ।

  • @fakirmohansahoo2079
    @fakirmohansahoo2079 26 дней назад +2

    ମାଉସୀ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏

  • @arunmandal7362
    @arunmandal7362 24 дня назад

    ବହୁତ ସୁନ୍ଦର, ବହୁତ ବହୁତ ସୁନ୍ଦର

  • @amitavjena4475
    @amitavjena4475 26 дней назад +1

    ମାନସ ଭାଇ,, ନମସ୍କାର
    ଶିବାନୀ ଦିଦି,,
    ଗୋଟିଏ ଗୋଟିଏ ଦିନରେ ନୁହେଁ
    2006 ru ଏହିପରି ସେବା ଦେଇ ଆସୁଛନ୍ତି 🎉🎉
    Thank you your presentation

  • @swadhinmaharana5989
    @swadhinmaharana5989 27 дней назад +7

    ଆଗରୁ ଆପଣଙ୍କୁ ମୁଁ ବହୁତ ଅପମାନିତ କରିଥିଲି ଯେତେବେଳେ କନକ ରେ ଥିଲେ ସେତେବେଳେ ଆପଣଙ୍କ ସାକ୍ଷାତକାର୍ ଗୁଡ଼ାକ ଠିକ଼୍ ଠାକ଼୍ ନଥିଲା କିନ୍ତୁ ଆଜି ଆପଣଙ୍କୁ ସ୍ଵାଗତ ଜଣାଉଅଛି

  • @nikunjasamal4673
    @nikunjasamal4673 27 дней назад +3

    ଏତେ ଖୋଲା କଥା, ହୃଦୟକୁ ଛୁଇଁ ଗଲା

  • @SukantaMajhi-h3o
    @SukantaMajhi-h3o 26 дней назад

    ବହୁତ ବହୁତ ଧନ୍ୟବାଦ sir ଏବଂ ଶିବାନୀ ଦିଦିଙ୍କୁ।

  • @sampleauto9751
    @sampleauto9751 27 дней назад +3

    ଜୟ ଜଗନ୍ନାଥ ପ୍ରଭୁ ତୁମ ସହ ସଦା ସହାୟ ହୁଅନ୍ତୁ ❤

  • @tusharakantabehera2587
    @tusharakantabehera2587 19 дней назад

    ହୃଦୟରୁ ନମସ୍କାର ମାଆ 🙏🙏🙏

  • @pramodbehera607
    @pramodbehera607 27 дней назад +4

    ଭଗବାନ ତମକୁ ସଦବୁଦ୍ଧି ଦିଅନ୍ତୁ

  • @santoshkumarojha3442
    @santoshkumarojha3442 27 дней назад +3

    ଶିବାନୀ ମା ଧନ୍ୟବାଦ

  • @kumardeepak4402
    @kumardeepak4402 27 дней назад +4

    ଦିଦିଙ୍କୁ ଯେତେ ପ୍ରଶଂସାକଲେ କମହେବ, ତାଙ୍କର ମହାନତାପାଇଁ କୋଟି କୋଟି ନମନ, ଭଗବାନ ସର୍ବଦା ଖୁସିରେ ରଖନ୍ତୁ 🙏ଜୟ ଜଗନ୍ନାଥ 🌹🙏🙏🙏

  • @BhaskarBiswal-z2t
    @BhaskarBiswal-z2t 26 дней назад +2

    ମାଆ ଙ୍କ ର କଥା ଶୁଣିଲା ବେଳେ ଆଖିରୁ ଲୁହ ଆସିଯାଉଛି ❤❤❤

  • @CHIKUN.CREATION.1234
    @CHIKUN.CREATION.1234 26 дней назад +1

    ମାନସ ଭାଇ ତମେ ଚମକେଇ ଦେଲ 😢😮❤ ସତରେ ମାନସ ଭାଇ ଗରିବ ଲୋକ ପାଇଁ ବି ତମର ସମ୍ମାନ ଅଛି ଧନ୍ୟବାଦ୍ ଭାଇ ମୋର😢❤🎉😊

  • @studyhub7503
    @studyhub7503 27 дней назад +2

    dhanyabad bhauni au dhanyabad news18 ku je se didi nkara interview neithibaru... Odisha ra loka e didi nku dekhi kichi sikhibe asha karuchi

  • @NiranjanHimirika-lv4ix
    @NiranjanHimirika-lv4ix 25 дней назад

    ଧନ୍ୟବାଦ new 18

  • @nirupamaswain311
    @nirupamaswain311 27 дней назад +4

    Whole episode re Manas babunka hasa sarini bahut khusi lagila , really hats off to mausi❤

  • @gitanjali5506
    @gitanjali5506 26 дней назад

    ବହୁତ ସୁନ୍ଦର ମଣିଷଟି ଏବଂ ନିଃସ୍ଵାର୍ଥପର ଭଗବାନ ତାଙ୍କର ମଙ୍ଗଳ କରନ୍ତୁ।

  • @amulyanayak2291
    @amulyanayak2291 27 дней назад +5

    ମା ଆପଣଙ୍କୁ ଆସାଦିଦି ନାମରେ ନାମିତ କରିଥିବା ମହାନ ବ୍ୟକ୍ତିତ୍ଵଙ୍କୁ ମୋର ଶତବାର ନାମରସ୍କାର🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @suvakantasethy8814
    @suvakantasethy8814 26 дней назад +1

    ମୋ ହ୍ରୁଦୟ ରୁ ମା ଆପଣ ଙ୍କୁ ସାଧୁବାଦ ଓ ପ୍ରଣାମ ଜଣାଇବା ସହ ଆପଣ ସର୍ବଦା ଖୁସି ରେ ରୁହନ୍ତୁ, ଏହା ହିଁ େମାର ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା🙏🙏🙏

  • @ranjankumarthattoi6332
    @ranjankumarthattoi6332 25 дней назад

    Bhai bahut khusi lagila emiti loka Mane hi ethi basibar jogya..Bhai apanku bahut bahut dhanyawad

  • @prithvirajgamer6612
    @prithvirajgamer6612 27 дней назад +2

    ବହୁତ ବହୁତ ଧନ୍ୟବାଦ ଭଉଣୀ 🙏🙏

  • @bimbadharbehera4543
    @bimbadharbehera4543 26 дней назад +3

    ଇଶ୍ୱର ଚରଣେ ପ୍ରଣତି ଦିଅ ପ୍ରଭୁ ଜୟ ଜଗନ୍ନାଥ ଇଶ୍ୱର ତୁମକୁ ଦୀର୍ଘାୟୁ କରନ୍ତୁ

  • @niranjannayak7425
    @niranjannayak7425 25 дней назад

    ଓଡିଶାର ମା, ଓଡ଼ିଆ ର ପରିଚୟ ଦେଇ ଆମକୁ ଗୌରବନ୍ନିତ୍ କରିଥିବାରୁ ମୁ ହୃଦୟରୁ
    ପ୍ରଣାମ କରୁଛି ଶିବନୀ ଦିଦି।

  • @prasantabehera4669
    @prasantabehera4669 26 дней назад +1

    Thankyou nuse 18 odia and Manas Bhai dill sea love you ❤❤❤

  • @SureshKumar-dh8dg
    @SureshKumar-dh8dg 24 дня назад +1

    A lot of respect to you God bless you 🙏🙏🙏🙏🙏❤️❤️❤️

  • @gayadharsethy4817
    @gayadharsethy4817 17 дней назад

    ବହୁତ ବହୁତ ଧନ୍ୟବାଦ ମାନସ ବାବୁ
    ଏହିପରି ନିଷ୍କପଟ ଓ ଅହଂକାର ଶୂନ୍ୟ ବ୍ୟକ୍ତି ବିଶେଷ ଙ୍କ ପାଇଁ ହିଁ ଦୁନିଆ ଚାଲିଛି
    ମା ବିରଜା ଙ୍କୁ ଏତିକି ପ୍ରାଥନା କରୁଛି ମାଉସୀଙ୍କୁ ନିରୋଗ ଓ ସୁଖଶାନ୍ତି ରେ ସଦାସର୍ବଦା ରଖନ୍ତୁ

  • @laxmidharmirror5500
    @laxmidharmirror5500 26 дней назад

    ଧନ୍ୟ ବାଦ ମାଉସୀ ଙ୍କୁ

  • @sagardas1130
    @sagardas1130 27 дней назад +7

    Thank you shibani didi

  • @dayanidhimahanta3335
    @dayanidhimahanta3335 19 дней назад

    ମାନସ ଭାଇ ଧନ୍ୟବାଦ 🙏

  • @pashupati55
    @pashupati55 27 дней назад +3

    ଶିଭାନି ମ୍ୟାଡମ୍ ଆପଣ ବହୁତ୍ ଭଲ ଲୋକ❤

  • @parthajagadev3204
    @parthajagadev3204 27 дней назад +3

    Thanku sibani

  • @prafulladas.8377
    @prafulladas.8377 27 дней назад +3

    ସେବାର ପ୍ରତୀକ ଶିବାନୀ ମଣ୍ଡଳ ମହୋଦୟା l କେବଳ ଆଧ୍ୟାତ୍ମିକ ଚେତନlର ମଣିଷଟିଏ ଏମିତି ସେବା ଓ ସତ୍ୟର ପୂଜାରୀ ହୋଇପାରେ

  • @prasantanayak1541
    @prasantanayak1541 27 дней назад +5

    2nd Dana Majhi.real and open hearted lady

  • @rasmitapriyadarsiniswain7741
    @rasmitapriyadarsiniswain7741 27 дней назад +2

    Sibani didi apananku bahut bahut dhanyabad. apana pain bahut khusi laguchi je aji ka samay re apana nka pari snehi maa achanti ❤❤❤❤❤❤

  • @DambruPujari-hk8sy
    @DambruPujari-hk8sy 26 дней назад +3

    Ati sundar👍🙏

  • @RajkishorJena-cb3kt
    @RajkishorJena-cb3kt 27 дней назад +6

    Thank you ❤❤

  • @SekharsambhitDhal
    @SekharsambhitDhal 25 дней назад

    ଅତି ସୁନ୍ଦର ଲାଗିଲା ନିୟୁସ 🙏🙏

  • @PrakashGouda-t8g
    @PrakashGouda-t8g 26 дней назад

    ବହୁତ ସରଳ ଲୋକଟିଏ ଜୟ ଜଗନ୍ନାଥ 🙏

  • @krushnakumarcollections.5545
    @krushnakumarcollections.5545 26 дней назад +1

    ଏଇ ମହୋଷି ମହିଳା ଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻.ମୋ ଆଖିରୁ ଲୁହ ଆସିଯାଉଛି 😥😥😥😥😥

  • @biswaranjansahoo6573
    @biswaranjansahoo6573 26 дней назад +1

    ମା ତୁମେ ମହାନ 🙏