Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଲବବାବୁ ଆପଣଙ୍କ ଭିଡ଼ିଓ ଦେଖିଲି ବହୁତ ଭଲ ଲାଗିଲା, କିନ୍ତୁ ଆପଣଙ୍କୁ କୁକୁର କାମୁଡ଼ିଲା, ଏହା ଜାଣି ବହୁତ ଦୁଃଖ ଲାଗିଛି, କୁକୁର କାମୁଡା ଇଞ୍ଜେକସନ ନିୟନ୍ତୁ, କାରଣ କୁକୁର କାମୁଡା ବହୁତ ଡେଂଜର l 🙏ଜୟ ଜଗନ୍ନାଥ 🙏
ଲବ ଭାଇ କୁକୁର କାମୁଡା ବହୁତ୍ ବଡ Danger
Yes
Right
Hmmm
Fast check up karao medicine nia plz🎉
Malikare lekha achhi labaku kukura kamudiba kaliyuga ra sesa haba
ଶୁଭ ସକାଳ,,ତୁରନ୍ତ ଇଞ୍ଜେକସନ ନେଇଯାଅ ନହେଲେ ପରେ ହଇରାଣ ହେବାକୁ ପଡିବ,, କୁକୁର ପ୍ରତି ସାବଧାନ , ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤
ଭାଇ ତମେ ନରେନ୍ଦ୍ର ମୋଦି କୁ ମଧ୍ୟ ଦେଶ ବୁଲିବାରେ ପଛରେ ପକାଇଲ ❤️❤️😍god bless u
😂
ଭାଇ କୁକୁର ପ୍ରତି ସାବଧାନ ରହିବ କାରଣ Street କୁକୁର ବହୁତ୍ ପାଗଳ। Very nice video. ଜୟ ଜଗନ୍ନାଥ
Great person... ବିପଦ ରେ ବି ଖୁସି ରହିବାର ମନ୍ତ୍ର ଜଣା ଅଛି।।
ଥାଇଲାଣ୍ଡ ଯାଇଛ ଧଳା ହାତୀ 🐘 ଦେଖେଇବ ।
Ok
ଧଳା ହାତୀ ?? 😂 ସତରେ ଧଳା ହାତୀ ବୋଲି ଜୀବ ଅଛି ଏ ଜଗତେ? 😅
24 hours ପୁର୍ବ ରୁ ନେଇଯାଅ ଭାଇ 👍 and carefully travel କର ଭଗବାନ ତୁମକୁ ଭଲ ରେ ରଖନ୍ତୁ 🙏 ଜୟ ଜଗନ୍ନାଥ 🙏
ଲବ ଭାଇଙ୍କୁ ଭଲ ପାଉଥିବା ଭାଇ ଓ ଭଉଣୀ like କରନ୍ତୁ. 👍🏻🌿🤗❤️
hau hela
@@stenodictationforsscandjud1758 🤗
ବାବୁ ଅତି ଶୀଘ୍ର କୁକୁର ଇଞ୍ଜେକସନ ନେଇ ଯାଅ ଭାରି ବିପଦ।
Hmmmm😢
@@jyotipanda7079hlw
Yes...💉💉💉
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । କଣରେ ତୋତେ କୁକୁର କଣ ପାଇଁ କାମୁଡ଼ୁଛି। ଭଲରେ ଭଲରେ ଓଡିଶା ଶୀଘ୍ର ଫେରି ଆ।
Mayurbhanj ru joumane Laba Bhai nku support karu6 like karantu ❤️❤️❤️💝
Injection ନିଅ କୁକୁର କାମୁଡ଼ା ଭଲ ନାହିଁ
ଲବ ବାବୁ ! ବିଦେଶରେ ଟିକିଏ ସତର୍କ ରହିକି ଚଳ ।🌹
ଭାଇ କୁକୁର ପ୍ରତି ସାବଧାନ
ଅତି ଶୀଘ୍ର କୁକୁର ଇଞୀକସନ ନେଇ ଲବ ଭାଇ ଯାଅ ଭାରି ବିପଦ ଦେଖି ଚାଲ ଜୟ ଜଗନ୍ନାଥ
ଲବ ଭାଇ ଜଲଦି ଇଯେକ୍ସନ୍ ନିଅ କୁକୁର କାମୁଡି ରେ ବେଶୀ ସମୟ ଥିଲେ। ବିପଦ ପ୍ରଭୁ ଜଗନ୍ନାଥ କୃପରୁ ଲବ ଭାଈ ବଳ ରେ ଥାଉ ଜୟ ଜଗନ୍ନାଥ ♥️❤️
ଲବ ଭାଇ ଧଳା ହାତୀ ଦେଖାଅ,, 🐘🐘🐘🐘🐘🐘🐘🐘
ଲବ ଭାଇ ପ୍ଲିଜ ଆମିଷ ଜମାରୁ ଖାଇବ ନାହିଁ ନହେଲେ ବହୁତ୍ dengers ମୋ ସାଙ୍ଗ ଜଣେ କୁକୁର କାମୁଡ଼ା ରେ ମୃତ୍ୟୁ ହେଲା
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
କୁକୁର କାମୁଡି ବା ଭଲନୁହଁ ଭାଇ ❤❤❤
କେନ୍ଦୁଝର ପିଲା ❤️କର
ଜୟ ଜଗନ୍ନାଥ 🙏🙏🙏🙏🙏🙏ସେ କୁକୁର. ଯୋଉଠି ଥିବ ସେହିବାଟେ ଆଉ ଯାଆନ୍ତୁନାହିଁ 🙏🙏❤️❤️❤️❤️❤️
God Bless You ଲବ ଦାଆ , ମାରାଙ୍ଗ ବୁରୁ ଜାହେର ଆୟ ତୁମ ଦାଳେ ତେ ନାପାୟ ରେ ତାହେନ ମେ ବାଳେ , ନିଆ ଗେ ନେହର ଜାହେର ଆୟ ଠେନ
ଲବ ଭାଇ ଥାଇଲାଣ୍ଡ ରେ ପିମ୍ପୁଡ଼ି ନାହିଁ ବୋଲି ଶୁଣିଥିଲି, ସତକି ଟିକେ ନଜର କର।❤❤
ଲବ ଭାଇ ଟିକେ ସାବଧାନ ♥️♥️♥️♥️ଟିକେ ଦେଖି କି ଚାଲ, କୁକୁର ବହୁତ danger
ଲବ ଦାଦା କୁକୁର କାମୁଡି ଦେଇଛି ଅତି ଜଲ୍ଦୀ ଟିଟିମେଣ୍ଟ କର ଜୟ କୋଶଳ ❤❤❤i love you laba dada
ଭେସ୍କିନି ନେଇଜାଓ
ଭାଇ କୁକୁର କାମୁଡି ଦେଲା 😥😥😥....rabbies ବହୁତ danger....କିଛି ନ ହେଉ ତମର... ଜୟ ଜଗନ୍ନାଥ
Very nice view 👌👌👍👍God bless you ଜୟ ଜଗନ୍ନାଥ
Doctor ଦେଖାନ୍ତୁ ଲଭ ଭାଇ ❤
Injection ନେଇଯାଅ ଭାଇ ଦେହ କୁ ଭଲ ଲାଗିବ😢😢ଜୁଆଡ଼େ ଗଲେ ବି କୁକୁର ପ୍ରତି ସାବଧାନ ରୁହନ୍ତୁ। ନିଜର ଜିନିଷକୁ ହଜାନ୍ତୁ ନାହିଁ ଦାଇତ୍ୱ ରେ ରଖନ୍ତୁ ।👍👍👍
Love from କେନ୍ଦ୍ରାପଡ଼ା ❤️❤️❤️
ଲବ ଭାଇ ଶିଘ୍ର ଔଷଧ ନେଇଯାଅ ଅତି ଶିଘ୍ର
Laba bhaii respect button 🙏
Immedietly କୁକୁର କାମୁଡା ଇଞ୍ଜେକସନ ନେଇଯାଅ । ନୋହିଲେ ଅସୁବିଧା ଅଛି। ବହୁତ danger.
ଖପୁଙ୍ଗ ଖା -ଲାପୁଙ୍ଗ ଖା 🙏🙏🙏🙏😄😄😄
ଲବ ଭାଇ ଯୁହାର 🎉🎉🎉🎉 ଦୁଃଖ ର କଥା କୁକୁର କାମୁଡ଼ି ଦେଲା ଭଲ ନାଇଁ ଇଞ୍ଜେକ୍ସନ କନ୍ଟିନିଉ କର
ଆରେ ଭାଇ karala bhaja ନା କଲରା ଭଜା❤❤❤
Nice travel video brother 🔥👍🏻
ଲବ ଭାଇ ତମେ ମାଡି ଚାଲ ଆମେ ତମ ସାଙ୍ଗ ରେ ଅଛୁ ❤🙏
କିଏ କିଏ ଯାଜପୁର ପିଲା ଅଛ ଲାଇକ କର 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤❤❤❤😂😂😂😂😂😂😂😂😂😢😢😢😢😢😢😢😢😢😮😮😮😅😅😊😊😊😅😅😮😮😢😢🎉🎉🎉🎉😂😂❤😂😂🎉😢😢😮😮😮😅😅😊😅😮😮😢😢🎉🎉❤😂🎉😢😮😅😊😊😅😮😮😢😢🎉🎉🎉😂❤😂🎉🎉😢😮😅😅😊😊😅😮😢😢🎉🎉😂❤❤🎉😢😮😅😊
କୁକୁର ପ୍ରତି ସାବଧାନ ଲବ ଭାଈ ତୁରନ୍ତ ଇଜେକ୍ସନ ନିୟ
ଲବ ଭାଇ ଥାଇ ମସାଜ୍ କରି ଆସ 🙏🙏🙏ଥାଇଲାଣ୍ଡ ରେ ଅଛ ଯଦି 😂😂😂
Mu ଅପେକ୍ଷାରେ ଥିଲି new video pain
Johar ge laba da❤❤
Koun koun Loba Bhai ka vlog video video dekhne se pehle like karta hai ❤
ଜୟ ଜଗନ୍ନାଥ ଭିଡିଓ ବୋହୁତ ଭଲ ଲାଗିଲା
I watching😍i like your vlog🤗
Thank u for watching laba videos...
R u understand odia language...
Are u understanding odia language?
ଲବ ଭାଇ ଆମିଷ ଖାଦ୍ୟ ଖାଇବ ନାହିଁ କାହିଁକି ନା ତୁମକୁ କୁକୁର କାମୁଡିଛି ଆମିଷ ଖାଇଲେ ବହୁତ୍ dengers
Very good job nice
Bhala heijiba jaga asirbad achhi
ଲବ ଭାଇ ! ପ୍ଲିଜ୍ ସୁବିଧା ଦେଖି Banana-Roti Lady of Bangkok ସାଙ୍ଗରେ ଯାଇ ଟିକିଏ ଭିଡିଓ ବନାଅ ଭାଇ। ଜୟ ଜଗନ୍ନାଥ, ଶ୍ରୀଜଗନ୍ନାଥ ଧାମ ପୁରୀ ରୁ...
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤ ଲବ ଭାଇ ସବୁ ବେଳେ ଭଲରେ ରୁହ ❤❤❤
Hall bahut sundar heichhi bhai🎉🎉🎉🎉🎉
ଆମେ ଘରେ ଥାଇକିବି ସବୁ ଦେଶ ବୁଲୁଛୁ କେବଳ laba hansdah ଯୋଗୁଁ ସମ୍ଭବ ❤❤🎉🎉
Be careful bhai 🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺
କିଏ କିଏ ଏଇ flim ଦେଖିଛ ଦେଖିଲ
Mu dekhichi
ବହୁତ୍ ଭଲ ଲାଗିଲା ମୋ ପାଇଁ ଏହି ଭିଡିଓ ଜୟ ମା ମାଣିକେଶ୍ଵରୀ କି ଜୟ ❤ କଳାହାଣ୍ଡି ଜିଲ୍ଲା ନୁ ଲବ ଦାଦା ❤
କୁକୁର ପ୍ରତି ସାବଧାନ 😮😮😮
Very Nice ❤❤❤
Laba bhai nka ra 900k subscribers bahut jaldi complete hebaku jauchhi 😊 Congratulations bhai 👍
Very nice laba Bhai ❤❤❤❤❤❤❤❤❤
Jay jagannath Laba bahi ❤❤❤ Love from mayurbhanj bahalda bajar odisha ❤❤❤
Jay jagannath 🙏
Bhai tama video mate bahutu bhala Lage bhai love you
Au mate hele tikie support kari dia
Respect button laba Hansda ❤
Bahut sunder video bro 👍
Bahut sunder vedo bro
Labo Bhai blogger super
Bahut Sundar video Bhai 😊 careful 😳👍👍👍
ଜୟ ଜଗନ୍ନାଥ ❤
Super video
Jay Jagannath apanna ku bhala re rakhantu laba bhai,❤❤
Take care ❤️ ! 🙏 Lava Bhai 😄 always full support 💪🎉
ଯାଜପୁର ଜିଲ୍ଲା ପିଲା ଲାଇକ୍ କରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରରର
Abe tara kichi kama nahikii Khali rara kana be
ମୟୂରଭଞ୍ଜରୁ ଯେଉଁ ମାନେ ଦେଖୁଛନ୍ତି ,ଦିଲ୍ ସେ 👍👍❤️❤️
ଜୟ ଜଗନ୍ନାଥ ଲବ ଭାଇ ସବୁବେଳେ ଭଲରେ ଥାଆନ୍ତୁ
Laba bhai best 👍
Margburu hirla lob dada napay ge mayurbhonj khon
Boyha adi adi napay
Bhai super
Supar hechi video bhai ❤
ଜୟ ଶ୍ରୀ ରାମ ବହୁତ ସୁନ୍ଦର ା ଲବବେଟା ବାରଂବାର କୁକୁର କାମୁଡୁଛି ତମର ଦନ୍ତାଘାତ ଅଛି ାଏବେ ପଷୁ ଜନ୍ତୁ ପ୍ରତି ସାବଧାନ ରୁହ
ଭାଇ ନମସ୍କାର ଇସ୍ରାଏଲ ଦେଶ କୁ ଟିକେ ଯାଆନ୍ତୁ ଭାଇ କୁକୁର କମୁଡ଼ିଲେ ଭୋଲ ନାହିଁ injection ନିଅନ୍ତୁ 🙏
ଟିକେଟ କରୁଥିବା ଝିଅଟି ବହୁତ cute ଲାଗିଲା....ତାକୁ ଆସିଲା ବେଳେ India ନେଇ ଆସିବ
How one can even smile during his adverse condition..!!!!Really great soul you have...🎉.
thailand ରେ ଥିବା ନର୍କ ମନ୍ଦିର କୁ ଯାଅ
😢😢😢
Love you❤
Jay jagannath lava bhai
Laba bhai jay hai
Hello laba bhai 😢😢😢are you ok..👍👍
ଭଲ ସେ ଟ୍ରିଟମେଣ୍ଟ କର | ଷ୍ଟ୍ରିଟ୍ ଡଗ ପାଗଳ ନୁହଁ ତ ? ନ ହେଲେ ନାଭି ରେ Injection nebaku podibo.
Bahuta bhala bhai🥰🥰💗💗💗
Bhagaban nku varasa rakha sabu thick heigiba
Keonjhar କେଉଁମାନେ ଦେଖୁଛନ୍ତି like କର।
ଲବ ଭାଇ ଙ୍କୁ କଉ ମାନେ ଭଲ ପାଅ like କର 🥰✅
Jay Jagannath
Laba bhai nka pain like ❤❤
Kukura kamudile bohut dengerous

ଭାଇ ନମସ୍କାର ଇସ୍ରାଏଲ ଦେଶ କୁ ଟିକେ ଯାଆନ୍ତୁ
ଭାଇ କୁକୁର କମୁଡ଼ିଲେ ଭୋଲ ନାହିଁ injection ନିଅନ୍ତୁ 🙏
ଟିକେଟ କରୁଥିବା ଝିଅଟି ବହୁତ cute ଲାଗିଲା....ତାକୁ ଆସିଲା ବେଳେ India ନେଇ ଆସିବ
How one can even smile during his adverse condition..!!!!
Really great soul you have...🎉.