ପୃଥିବୀ ବାହାରୁ ବୁଲିକି ଆସିଥିବା କୁକୁର ଦେଖିଲି ||  details about first dog astronaut

Поделиться
HTML-код
  • Опубликовано: 26 ноя 2024

Комментарии • 935

  • @RajkumarSurin-g6g
    @RajkumarSurin-g6g 5 месяцев назад +23

    କାହାକୁ ଏଇ ଭିଡିଓ ଟି ଭଲଲାଗିଲା ଲାଇକ୍ କରି Coment ରେ କୁହନ୍ତୁ ❤❤❤
    😂

  • @nalinimajhi5348
    @nalinimajhi5348 5 месяцев назад +81

    ତୁମକୁ ମୋର ଅଶେଷ ଶୁଭକାମନା ଲବ ଭାଇ, ଏମିତି ସୁନ୍ଦର video ଆମ ପାଖକୁ ଆଣି ପାରୁଥିବାରୁ ତୁମକୁ ହୃଦୟ ରୁ ଅନେକ ଅନେକ ଶୁଭେଚ୍ଛା ❤❤❤❤❤❤

  • @bijaymaster96
    @bijaymaster96 5 месяцев назад +11

    ଲବ ଭାଇ ତମେ ହିନ୍ଦୀ ଭାଷା ଭିଡ଼ିଓ କର ବହୁତ like ଆଉ subscriber ବହୁତ୍ ବଢ଼ିବେ

  • @manumurmu4511
    @manumurmu4511 5 месяцев назад +73

    ସତରେ ଭାଇ ମୁଁ TV ରେ ଓ ବହିରେ ଦେଖିଥିଲି ତମେ ତ ଇତିହାସ ସୃଷ୍ଟି କରିଦେଲ, ଆଜି ଆମକୁ ଦେଖାଉଛ..
    Woh woh Laba bhai ସେମିତି ଆଗକୁ ମାଡ଼ିଚାଲ God bless you 🦚🦚🦚🦚🦚

  • @ranjansahoo1519
    @ranjansahoo1519 5 месяцев назад +7

    ବହୁତ ସୁନ୍ଦର ବ୍ଲଗ୍ , ସନ୍ଧାନ ମୂଳକ ତଥ୍ୟ ପାଇଁ ଲବ ତୁମକୁ ଧନ୍ୟବାଦ୍ ।

  • @ShyamSundar-on9ok
    @ShyamSundar-on9ok 2 месяца назад +2

    Most learning video

  • @Itsdebworld
    @Itsdebworld 5 месяцев назад +208

    ଲବ ଭାଇଙ୍କ ସବୁ ଭିଡିଓରେ Comment କରୁଛି ହେଲେ ଲାଇକ ମିଲୁନି ❤
    Waiting for China Vlog

    • @theanimal3153
      @theanimal3153 5 месяцев назад +1

      👌👍👍👍👍👍👍

    • @OWNTELLENTEDBHAI
      @OWNTELLENTEDBHAI 5 месяцев назад +1

      Sia laiki dobo. Tome laiki nobo😊

    • @dinabehera123
      @dinabehera123 5 месяцев назад

      Supar video ❤️ bhai ❤

    • @rohits7421
      @rohits7421 5 месяцев назад

      Bhai ra time nai reply debaku seithi pai dil se welcome👍

    • @rahitking6384
      @rahitking6384 4 месяца назад

      Tate kia mo banda like deba😂😂😂😂😂😂

  • @SundaraDasa
    @SundaraDasa 3 месяца назад +2

    ଅତି ସୁନ୍ଦର ଜୟ ଜଗନ୍ନାଥ 🎉🎉🎉❤❤❤🎉

  • @durjyakumarsabar5032
    @durjyakumarsabar5032 5 месяцев назад +293

    କିଏ କିଏ ଲବ ଭାଇଙ୍କ ଭିଡିଓ କୁ ଅପେକ୍ଷା କରି ରହୁଛ ❤❤❤
    Thank you so much 🥰 200 like

  • @bharatipanda6463
    @bharatipanda6463 28 дней назад +2

    Good labo bapa ✋

  • @natamanicomedy
    @natamanicomedy 5 месяцев назад +46

    ଭାଇ ମୁଁ ଗଙ୍ଗାଧର ପୁର ବୈଷ୍ଣବ ସାହି ନାଟୁ ❤❤❤ ଭଗବାନ ଶ୍ରୀ ରାମ ପାଖରେ ମୋର ପ୍ରାର୍ଥନା ତମେ ସବୁବେଳେ ସୁସ୍ଥ ରହ

    • @harekrishnaart2292
      @harekrishnaart2292 5 месяцев назад

      ଭାଇ ମୁଁ ତୁମ ସାନ ଭାଇ ହରି ମ ଘର ଗଙ୍ଗାଧର ପୁର

  • @rashmitabehera7095
    @rashmitabehera7095 5 месяцев назад +12

    ଲବ ଭାଇ ଋଷୁ ର ମିଉଜିଅମ ଦେଖିଲି ମାତେଭାରୀ ଭଲ ଲାଗିଲା ଲବ ଭାଇ ମୂଁ ପୁରୀ ଜିଲ୍ଲା ପିପିଲି ବ୍ଲକ ରୂପଦେଇପୁର ଦେଖୁଚି ❤❤❤❤❤❤

  • @umerkotelkncreation
    @umerkotelkncreation 5 месяцев назад +144

    ନବରଙ୍ଗପୁର ର ଭାଇ ଭଉଣୀ ହାତ ଟେକ୍

  • @ShyamSundar-on9ok
    @ShyamSundar-on9ok 2 месяца назад +2

    Good and inspiring

  • @SonaliPattnayk46
    @SonaliPattnayk46 5 месяцев назад +63

    Mote ଏ ସ୍ପେସ ଭିଡିଓ ଟା ବହୁତ୍ ଭଲ ଲାଗିଲା । ଏକା ସାଙ୍ଗରେ କେତେ ପ୍ରକାର ର space ଦେଖିଲୁ ।।
    ଜୟ ଜଗନ୍ନାଥ ⭕‼️⭕।

    • @manoj-jb5lk
      @manoj-jb5lk 5 месяцев назад +1

      Mun janichi Tate sabu bhala lage

  • @prakashkumardash9588
    @prakashkumardash9588 5 месяцев назад +4

    I'm proud of you .On behalf of Odisha you are just like a divider for us.

  • @Kunu-142
    @Kunu-142 5 месяцев назад +32

    Laba bhai pai gote like hei jau❤❤❤

  • @bhabanikandagari9721
    @bhabanikandagari9721 5 месяцев назад +1

    ଲବ ଭାଇ ମତେ ଭିଡିଓ ବହୁତ୍ ଭଲ ଲାଗିଲା thank you ଲବ ଭାଇ thank you so much 🙏🙏🙏 ❤️❤️❤️❤️

  • @aadilifestyle7378
    @aadilifestyle7378 5 месяцев назад +39

    ଭାଇ ହିନ୍ଦୀ ରେ ଏ ଭିଡ଼ିଓ ବନେଇକି ଛାଡ଼ 👍

    • @Sipun3131
      @Sipun3131 5 месяцев назад +2

      Good

    • @mrchaitanya1721
      @mrchaitanya1721 5 месяцев назад

      Kn pai odia ra dake la to gandi podu chu ki sola tu odia odia ra video dake la to gandi fatu chi

    • @Diffence_lovers123
      @Diffence_lovers123 5 месяцев назад +1

      Kai odia language kale problem kn... Odia language promote hebadar kar... 😊😊😊

    • @aadilifestyle7378
      @aadilifestyle7378 5 месяцев назад +1

      @@Diffence_lovers123 ଭାଇ ମୁଁ କହୁନି କି ଓଡ଼ିଆ ରେ ଭିଡ଼ିଓ ନ ବନାଓ ଓଡ଼ିଆ ରେ ବି ହିନ୍ଦୀ ରେ ବି ଛାଡ଼ ଓଡ଼ିଆ ରେ ଆମେ ଦେଖିବା ହିନ୍ଦୀ ରେ ଦେଖିବା ଅନ୍ୟ ରାଜ୍ୟ ର ଲୋକ ମାନେ କିନ୍ତୁ ଓଡ଼ିଆ ତ ବୁଝି ପାରିବେନି ହିନ୍ଦୀ ରେ ଭିଡ଼ିଓ ଛାଡିଲେ ସେମାନେ ମଧ୍ୟ ଭିଡ଼ିଓ ଦେଖିବେ ବୁଝିବେ ଆଉ ଜାଣିବେ ଲବ ହାଁସଦା କିଏ ଯେକି ଓଡିଶା ରୁ ଯାଇଁ ଦେଶ ଦେଶ ବୁଲି ଏ ଭଳିଆ ଭିଡ଼ିଓ ବନେଇ ଦେଖଉଛି

  • @bishnupadanayak7869
    @bishnupadanayak7869 5 месяцев назад +53

    ବାଲେଶ୍ୱର ପିଲା ହାତ ଟେକ 👍👍👍

  • @chakradharamuduli5006
    @chakradharamuduli5006 5 месяцев назад +4

    ମାଲକାନଗିରି ଜିଲ୍ଲା ରୁ ଭାଇ laik kara

  • @KamallochanBhatra-w4h
    @KamallochanBhatra-w4h Месяц назад +1

    Thank you lovo bhi

  • @judhisthiranaik2503
    @judhisthiranaik2503 5 месяцев назад +5

    Video ଦେଖି ବହୁତ ବହୁତ ଖୁସି ଲାଗିଲା, ବହୁତ କିଛି ଜାଣି ହେଲା l

  • @gopalsamantaray7664
    @gopalsamantaray7664 5 месяцев назад +14

    ବହୁତ ଭଲକଥା

  • @PramodSha-e1w
    @PramodSha-e1w 5 месяцев назад +37

    Nice video ଲବ ଭାଇ

  • @KamalakantaMadhei-qq4tb
    @KamalakantaMadhei-qq4tb 5 месяцев назад +1

    ଭଲ ଲାଗିଲା ଏଇ episode ଟା

  • @AratiNayak-tv3se
    @AratiNayak-tv3se 5 месяцев назад +3

    ବହୁତ ସୁନ୍ଦର ହେଇଛି ଭିଡିଓ ❤❤❤

  • @somethingforyou-tv2cv
    @somethingforyou-tv2cv 5 месяцев назад +1

    ଲବ ଭାଇ ଙ୍କ ସହ କୁ କିଏ କିଏ ପସନ୍ଦ କରନ୍ତି ଲାଇଟ୍ କର

  • @jyotiranjannayakvlogs367
    @jyotiranjannayakvlogs367 5 месяцев назад +7

    ଏଇ ଭିଡ଼ିଓ ସବୁଠୁ ମସ୍ତ ଲାଗିଲା ଲବ ଭାଇ ❤frm ଆନନ୍ଦପୁର

  • @sirdharthmunda9614
    @sirdharthmunda9614 5 месяцев назад

    ଲବ ବ।ଇ ବ‌ଉତଭଲ ଲାଗଚଛି

  • @hrudanandasankhua5824
    @hrudanandasankhua5824 5 месяцев назад +4

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @budhansing4721
    @budhansing4721 5 месяцев назад +1

    ଅତି ସୁନ୍ଦର ଜୟ ଜଗନ୍ନାଥ🎉🎉❤❤🎉

  • @SaraSarasuyti-sz9mz
    @SaraSarasuyti-sz9mz 5 месяцев назад +13

    ଜୟ ଜଗନ୍ନାଥ ଭିଡିଓ ବୋହୁତ ଭଲ ଲାଗିଲା

  • @bhualpali9631
    @bhualpali9631 5 месяцев назад

    ଲବ ଭାଇ ତୁମର ଭିଡିଓ dekhbar ଲାଗି ଭଲ ବହୁତ୍ ଭଲ ଲାଗେ ମୁ ବହୁତ୍ ଖୁସି

  • @SujatPanuan
    @SujatPanuan 5 месяцев назад +23

    Bahut bhal laguche hoo

  • @Babuli26
    @Babuli26 5 месяцев назад

    ବହୁତ ଭଲ ଲାଗିଲା

  • @STFOOTBALLWORLD
    @STFOOTBALLWORLD 5 месяцев назад +24

    Baripada pila like karo ❣️❣️

  • @anupamadas6512
    @anupamadas6512 5 месяцев назад +1

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ଖୁବ୍ ସୁନ୍ଦର ଭିଡିଓ ।

  • @Shreecharankpngok
    @Shreecharankpngok 5 месяцев назад +13

    Kandhamalru kia kia dekhucha like kara. I love u laba bhai❤️❤️❤️👍👍👍👍👍❤️❤️👌👌👌

  • @userow1ht4kb6z
    @userow1ht4kb6z 5 месяцев назад +1

    କିଏ ,କିଏ ମୟୂରଭଞ୍ଜ ରୁ ଭିଡିଓ ଦେଖୁଛ like କର🎉🎉🎉❤❤❤😅😅😅

  • @ranjitpradhan5027
    @ranjitpradhan5027 5 месяцев назад +13

    Very nice post thanks 👍👍👍👍

  • @harekrishnaart2292
    @harekrishnaart2292 5 месяцев назад

    ଭାଇ ମୁଁ ହରି ମ ଘର ଗଙ୍ଗାଧର ପୁର 🙏🙏

  • @shansdah1077
    @shansdah1077 5 месяцев назад +2

    Space mission ଭିଡ଼ିଓ ସୁନ୍ଦର ହେଇଚି 🎉🎉🎉

  • @dumbimunda7992
    @dumbimunda7992 5 месяцев назад +8

    Very nice baut Bala heichi

  • @durjyakumarsabar5032
    @durjyakumarsabar5032 5 месяцев назад +12

    One like from #Rayagada👍👍👍

  • @GARESHMAJHI
    @GARESHMAJHI 5 месяцев назад +2

    Bharat Mata ki jay

  • @BHIKARIDAS-z2e
    @BHIKARIDAS-z2e 5 месяцев назад +9

    😮nice bahuto Sundar morning ta bhola re jibo laguchi❤

  • @arunSahu-lo7vu
    @arunSahu-lo7vu 21 день назад

    Jay jaganntha

  • @mohanpujari581
    @mohanpujari581 5 месяцев назад +7

    ଲବ ଭାଈ ବହୁତ ଭଲ ଭିଡ଼ିଓ, ଭଲରେ ଥା ସବୁବେଳେ। ❤❤❤

  • @basantisoren757
    @basantisoren757 5 месяцев назад +1

    ଲବ ଏଇ ଭିଡ଼ିଓ ରେ କିଛି କମେଣ୍ଟ ପାଇଁ ମୁଁ କିଛି ଭାଷା ପାଉନି ବାସ ଖାଲି ଏତିକି କହିବି ତମେ ବହୁତ ବହୁତ ଆଗକୁ ବଢ l ❤❤❤❤❤❤❤ ସବୁବେଳେ ସୁସ୍ଥ ରୁହ ଭଗବାନଙ୍କୁ ମୋର ପ୍ରାର୍ଥନା

  • @kumarakshaya5013
    @kumarakshaya5013 5 месяцев назад +12

    Beautiful 😍😍😍 loba bhai

  • @motilalsinku4867
    @motilalsinku4867 5 месяцев назад

    ଆଚର୍ଯ୍ୟ ଭିଡିଓ ଭାଇ ଭଲ ଲାଗୁଛି

  • @aadilifestyle7378
    @aadilifestyle7378 5 месяцев назад +6

    ଲବ ଭାଇ ଆଜି ଭିଡ଼ିଓ ରେ ମଜା ଆସିଗଲା ❤️❤️❤️

  • @PurnaChandraSwain
    @PurnaChandraSwain 5 месяцев назад

    Proud of you Laba, bhala jagare gote pahanchichha sheshaku jeunthi India garbare reflect heuchi e video re.

  • @namitapanda4093
    @namitapanda4093 5 месяцев назад +3

    Mu dekhili bhai first ru last 😊mast video ❤kichhi new jinisha ଦେଖିବାକୁ ମିଳିଲା

  • @OdiaFood116
    @OdiaFood116 5 месяцев назад +1

    କୋଉ କୋଉ ମାନେ keonjhar ଡିଷ୍ଟିକ ରୁ ଦେଖୁଛନ୍ତି like କର

  • @YT.TKG.official
    @YT.TKG.official 5 месяцев назад +292

    ମୋ comment ଦେଖା ଯାଉଛି କି ନାହିଁ ଟିକେ କୁହ pz😢 ମୋ comment' ରେ କିଏ ବି like କରନ୍ତି ନାହିଁ

    • @Jyoti-2000
      @Jyoti-2000 5 месяцев назад +9

      Samastanku dekha jauchi tume kanda ni😊

    • @summondalabehera1001
      @summondalabehera1001 5 месяцев назад +5

      ତୁମେ କିଏ କି?

    • @YT.TKG.official
      @YT.TKG.official 5 месяцев назад +3

      @@summondalabehera1001 ମୁଁ ବି ତୁମ ବଳିଆ ଲୋବ ଭାଇଙ୍କ fan

    • @YT.TKG.official
      @YT.TKG.official 5 месяцев назад +1

      @@Jyoti-2000 bhai tume taku amiti kuho ni

    • @YT.TKG.official
      @YT.TKG.official 5 месяцев назад +2

      @@Jyoti-2000 thank you 🥰

  • @K_Ram_Babu
    @K_Ram_Babu 5 месяцев назад +1

    ଲବ ଭାଇଙ୍କ ଭିଡ଼ିଓ କୁ କିଏ କିଏ like 👍କଲ 💯 like 👍କର

  • @SRUTIRANI-gx2df
    @SRUTIRANI-gx2df 5 месяцев назад +2

    ଲବ ଭାଇ ତମ ଭିଡିଓ ଯେତେ ଦେଖିଲେବି ନୂଆ ନୂଆ ଲାଗୁଛି ଆହୁରି ଦେଖିବାକୁ ଇଚ୍ଛା ହେଉଛି ଜୟ ଜଗନ୍ନାଥ 🙏🙏🙏

  • @AnantaMadkami-nj5kv
    @AnantaMadkami-nj5kv 3 месяца назад +1

    Malkangiri

  • @ajitdalabehera6608
    @ajitdalabehera6608 5 месяцев назад +12

    Gajapati pila❤❤

  • @Keonjhar_09
    @Keonjhar_09 5 месяцев назад

    କିଏ କିଏ କେନ୍ଦୁଝର ରୁ ଭିଡ଼ିଓ ଦେଖୁଛ comments କର

  • @laxmidhrabisi371
    @laxmidhrabisi371 5 месяцев назад +17

    କିଏ କିଏ ନବରଙ୍ଗପୁର ଜିଲ୍ଲାର ଲାଐକୀ କର❤❤❤

  • @pareshkumar5664
    @pareshkumar5664 5 месяцев назад +2

    ଭିଡିଓ ଭଲ ଲାଗିଥିଲେ Like kar,👍

  • @mpanchu7847
    @mpanchu7847 5 месяцев назад +6

    କିଏ କିଏ କେ।ରାପୁଟ ଦେକୁଛ ❤❤❤❤

  • @saisasmita3152
    @saisasmita3152 5 месяцев назад

    ମତେ ବହୁତ ଭଲ ଲାଗିଲା ଆପଣଙ୍କୁ ବହୁତ ଧନ୍ୟବାଦ, ଏମିତି ଅନେକ ଭିଡିଓ ବନାଅ ଏବଂ ବହୁତ ଆଗକୁ ଜାଅ, ଜଗନ୍ନାଥ ଙ୍କ ପାଖରେ ମୋ'ର ହୃଦବୋଧ ପ୍ରାର୍ଥନା 👨‍👩‍👧🙏🙏🙏🙏

  • @NPradhanVlog
    @NPradhanVlog 5 месяцев назад +7

    Good job bhai. Tama pain ame desh bahar sabu jinisa dekhiparuchu

  • @grsentertainment6989
    @grsentertainment6989 3 месяца назад +1

    It has very interesting for me so thank you so much Laba bhai ❤❤❤, I seen it completely bro without skip because it was very interesting history for me, thank you again ❤❤❤

  • @bkvlogger24
    @bkvlogger24 5 месяцев назад +5

    Good morning laba Bhai ❤❤❤sakalu sakalu find fresh heigala.bhainka pai like gote hei jau❤❤❤❤

  • @MRJMOfficial
    @MRJMOfficial 5 месяцев назад

    ଲବ ଭାଇ ଏମିତି ଭଲ ଭଲ ବିଷୟ ରେ ଓଡ଼ିଶାକୁ represent କରୁଥିବା ରୁ ❤ ଧନ୍ୟବାଦ and God bless you 👆🙏

  • @SibaSibanath-wq2vq
    @SibaSibanath-wq2vq 5 месяцев назад +1

    ଭାଇ ତମେ ଆମ ଓଡ଼ିଶାର ଗର୍ବ love you bro

  • @Rajendrakumarbishoyi6
    @Rajendrakumarbishoyi6 5 месяцев назад

    ବହୁତ ଭଲ ଲାଗିଲା ଭାଇ..
    ଆଉ ହଁ କିଛି ଜିନିଷ ରହିଗଲା. ଆଉ ଟିକେ ସମୟ ଦେଇଥିଲେ ଭଲ ହୁଅନ୍ତା.. ଗୋଟେ ଭିଡିଓ ରେ ତ ହବନି ଆଉ ଗୋଟେ ଭିଡିଓ ଅପଲୋଡ଼ କରିଥିଲା ଭଲ ହୁଅନ୍ତା.. ବହୁତ କିଛି ମିସ ହେଇଗଲା

  • @purnatiria237
    @purnatiria237 5 месяцев назад +1

    Bahut sundar video.

  • @SINGHATOZ1999
    @SINGHATOZ1999 5 месяцев назад

    Good 👍🏻 bhala lagila ❤

  • @ManjushreeMunda-fj4rv
    @ManjushreeMunda-fj4rv 5 месяцев назад +2

    ଆମେ କେନ୍ଦୁଝର ଟୋକା #ମୟୂରଭଞ୍ଜ ଟୋକା

  • @MadhusudhanMajhi-up2vt
    @MadhusudhanMajhi-up2vt 5 месяцев назад

    ବହୁଥ ଦିନ ପରେ ଭିଡିଓ ମୁଁ ଦେକୁଛି ଲବ ଭାଇ ଆଇ ମିସ ୟୁ ଲବ ଭାଇ 💕💕💕💕👌

  • @gajendraprasadsahu703
    @gajendraprasadsahu703 5 месяцев назад +5

    Bahut important bisaya aji amaku dekheila.bahut garva ra bisaya..suni thilu but sehi kukura bisayre.. but aji dekhi parilu thank you laba ❤️❤️

  • @pabitramohandandia274
    @pabitramohandandia274 5 месяцев назад

    ଭିଡ଼ିଓ ଇଣ୍ଟେରଷ୍ଟିଙ୍ଗ ନାଇ ଭାଇ ଭେରୀ ଭେରୀ ଇଣ୍ଟେରଷ୍ଟିଙ୍ଗ ଲାଗିଲା ❤️❤️❤️❤️

  • @sharmitakitchen
    @sharmitakitchen 5 месяцев назад +2

    Tumi original jinis dekhte parcho Tumi khub bhagoban...❤❤❤❤❤❤❤❤❤

  • @socialsubrat
    @socialsubrat 4 месяца назад

    Bahuta bhala video ta

  • @alakanaik9816
    @alakanaik9816 5 месяцев назад +2

    Sabu bele nua nua jinisha dekhibaku miluchi toma video re bhai .. bahut Bhala lagila

  • @kulamanipatra
    @kulamanipatra 5 месяцев назад

    Explore And Nice Shearing bro 💐 ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞

  • @dibyajyotimohanty0180
    @dibyajyotimohanty0180 5 месяцев назад +2

    Laba Bhãîī ସାନ୍ତାଳୀ ର ଗିରିଶ ଚନ୍ଦ୍ର ମୁର୍ମୁ ଓଡ଼ିଶାର ମୁଖ୍ୟମନ୍ତ୍ରି ହେଲେ ଭାଈ ❤

    • @parbatipradhan-io8ex
      @parbatipradhan-io8ex 5 месяцев назад +1

      Nai taa mohan majhi

    • @dibyajyotimohanty0180
      @dibyajyotimohanty0180 5 месяцев назад

      @@parbatipradhan-io8ex hnmm mohon majhi ସାନ୍ତାଳୀ ଆଦିବାସୀ..
      ତମର ପରିଚୟ ଦିଅ ତମ କିଏ କଥା ହେବା ଆଶ

  • @Story891
    @Story891 5 месяцев назад

    ଲବ ଭାଇ ଜିନ୍ଦା ବାଦ

  • @bibhutimuduli2318
    @bibhutimuduli2318 5 месяцев назад +49

    ଲବ ଭାଈ ଓଡ଼ିଶାରେ ବିଜେପି ସରକାର ଗଢ଼ିଲା ଜାଣିଚ ନା ନାଇ ମ ଜୟ ଜଗନ୍ନାଥ ଭାଇ

  • @MadhusudhanMajhi-up2vt
    @MadhusudhanMajhi-up2vt 5 месяцев назад

    ଲବ ଭାଇ ଆଇ miss ୟୁ ଇ from ମାଲକାନଗିରି

  • @appkaaheroranjan
    @appkaaheroranjan 5 месяцев назад +4

    Aapka video dekhkar dil khush ho jata😅😊😊 good job bro 👍👍👍👍⭕❗⭕ ♥️......

  • @dhirenlipunofficial369
    @dhirenlipunofficial369 5 месяцев назад

    ଆଜି ମତେ ଏତେ ଖୁସି ଲାଗୁଛି ମୁ ବିସ୍ଵାଶ ଵୀ କରି ପାରୁନି ଭାଇ ତମ ଭିଡ଼ିଓ ଦେଖିକି youtube ର ମାନେ କଣ ମୁ ବୁଝି ଗଲି କିସମତ୍ ରେ ଥିଲେ ଏମିତି ଭିଡ଼ିଓ ପାଇବ love u from sambalpur ❤❤❤😘

  • @Desiyoutuber174
    @Desiyoutuber174 5 месяцев назад +6

    Love from odisha laba bhai ❤❤❤❤❤❤❤❤❤❤❤❤ Dhenkanal

  • @biswajitdhir8047
    @biswajitdhir8047 5 месяцев назад

    Bohut bhala 👍

  • @Jagannathbhoi-dh2gj
    @Jagannathbhoi-dh2gj 5 месяцев назад +3

    Thanks laba bhai

  • @bijaypanda3597
    @bijaypanda3597 5 месяцев назад

    ମହାକାଶ ଗବେଷଣା କେନ୍ଦ୍ର ଦେଖି ବହୁତ୍ ଭଲ ଲାଗିଲା, ସମୟ ଅଭାବ ରୁ ସେ ସଂଗ୍ରହାଳୟ ରୁ କମ ଦେଖାଇଲ , ସେଥିପାଇଁ ଟିକେ ଦୁଃଖ ବି ଲାଗିଲା । ସେ ଯାହା ହେଉ ଭିଡିଓ ଟି ବହୁତ୍ ଭଲ ଲାଗିଲା

  • @iswarpradhan3070
    @iswarpradhan3070 5 месяцев назад +5

    କନ୍ଧମାଳ ରୁ ଲବ ଭାଇଙ୍କ ଭିଡ଼ିଓ କିଏ କିଏ ଦେଖୁଛ...✋️

  • @ganeshsahu3649
    @ganeshsahu3649 5 месяцев назад +2

    Nice video bhai

  • @DEBYOUTUBEOFFICIAL
    @DEBYOUTUBEOFFICIAL 5 месяцев назад +1

    ନବରଙ୍ଗପୁର ପିଲା ଲାଇକ କର

  • @sunitaomkarvlogs
    @sunitaomkarvlogs 5 месяцев назад +4

    Badanasi cuttack❤

  • @vlogdisbilitybapunu
    @vlogdisbilitybapunu 5 месяцев назад

    Ld ବହୁତ ଭଲ ଭିଡ଼ିଓ. ନ ଦେଖିଥିବା ଭିଡ଼ିଓ ଦେଖିଲେ. ବହୁତ ବହୁତ ଧନ୍ୟବାଦ.

  • @BasudebBadatya-u8i
    @BasudebBadatya-u8i 5 месяцев назад +3

    ❤❤❤ nice video

  • @PavanNayk-nl1ku
    @PavanNayk-nl1ku 4 месяца назад +1

    Nabarngpur..

  • @trending-x8g
    @trending-x8g 5 месяцев назад +2

    Super 😮 Bhai ki video dekhai dele