ପ୍ରଥମ ଥର ଦେଖିଲି ଏମିତିକା ମନ୍ଦିର || first time visiting Buddhist temple in Thailand

Поделиться
HTML-код
  • Опубликовано: 4 июл 2024
  • ପ୍ରଥମ ଥର ଦେଖିଲି ଏମିତିକା ମନ୍ଦିର || first time visiting Buddhist temple in Thailand #mutraveller
    #travel #labahansda

Комментарии • 862

  • @sankarsoren6314
    @sankarsoren6314 5 дней назад +280

    ଲବ ଭାଇ ତମକୁପୁରୀକୁ ଅସିବାକୁ ପଡିବ ନିହାତି ଆସିବେ ଜଗନ୍ନାଥମହା ପ୍ରଭୁ ଙ୍କ ପାଇଁ ଆସିବେ। ଆମ ପରିଚୟ ପୁରୀ ଜଗନ୍ନାଥ ମନ୍ଦିର ନିହାତି ଆସିବେ। କିଏ କିଏ ଚାହୁଁଚ ଲବଭାଇ ଆସନ୍ତୁ ଜଗନ୍ନାଥ ମନ୍ଦିରକୁ like କର

    • @Sujeet_babu
      @Sujeet_babu 5 дней назад +13

      ସତରେ ଲବ ଭାଇ କୁ ଆସିବାକୁ ପଡ଼ିବ ପୁରୀ ❤❤❤

    • @nirmal2254
      @nirmal2254 5 дней назад +8

      Jagannath nku Kain majhire puraucha kn ratha Yatra re na asile au kebe darsan Kari habani ?

    • @dainupujari5677
      @dainupujari5677 5 дней назад +2

      ଲବ ଭାଇଭଲଯାଗାର ବିଡିଓ ବନେଇଲ ଏମିତି ଯାଗା ଦେଖି ଭାମିଳିଳା ❤❤❤❤❤❤ 👍👍👍

    • @krushnajani3224
      @krushnajani3224 5 дней назад +3

      Bahut badhiya labo bhai Buddha Dharma balambi bisayare janibar thila , mandir kete utkrishta heichi wow, great video bhagaban apananku dirgha ayush diantu🙏 Alek mahima 🙏

    • @user-jb4bs4cc2b
      @user-jb4bs4cc2b 5 дней назад +1

      Laba. Bhai. Puri. Jibe. But. Puri jaganatha temple re cemera drone udaiparibani cemera phone allow nahi bhai jay jagannath

  • @bijayalaxmibehera2997
    @bijayalaxmibehera2997 5 дней назад +54

    କାଲି ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ହିର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଭାଇ ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @FFGaming-vo7kr
    @FFGaming-vo7kr 5 дней назад +35

    ଆମ ଭାରତ ରେ Recharge ଦାମ୍ ବଢିଲା ❤❤❤❤ କିଏ କିଏ ଖୁସି ନାହିଁ like karo

  • @Aryan_Creation967
    @Aryan_Creation967 5 дней назад +130

    କଉଁ କୁକୁର କାମୁଡ଼ି ଦେଇଛି ଭାଈ, ବୁଲା କୁକୁର ନା ଘର କୁକୁର , ଭଲ ରେ ଚିକିତ୍ସା ହୁଅ ଭାଈ ସେଇଟା ବହୁତ ବିପଦ।

  • @binodkumar-px7ld
    @binodkumar-px7ld 5 дней назад +13

    ଥାଇଲାଣ୍ଡ ର ମନ୍ଦିର ବହୁତ୍ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ତା ବାଦେ ନିୟମ ବହୁତ୍ ଭଲ କରିଛନ୍ତି 👍👌🙏

  • @Jy_215
    @Jy_215 5 дней назад +30

    ବହୁତ ସୁନ୍ଦର୍ ହେଇଛି ବୁଦ୍ଧିଷ୍ଟ ମନ୍ଦିର ଭାଇ ❤❤

  • @hrudanandasankhua5824
    @hrudanandasankhua5824 5 дней назад +12

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @Jmbankira-ul4kk
    @Jmbankira-ul4kk 5 дней назад +29

    Mayurbhanj ❤

  • @JssardarLife
    @JssardarLife 5 дней назад +38

    ଲବ ଭାଇ ଆପଣଙ୍କୁ ରଥ ଯାତ୍ରା ପାଇଁ ବୋହୁତ ଦୁଃଖ ଲାଗୁଛି କଣ କରିବ ଆଉ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ତମ ଉପରେ ଥାଉ ❤❤❤❤❤

    • @Necherlover240
      @Necherlover240 5 дней назад +1

      Laba bhai nahi bbsr paleiasileni❤❤ratha jatra pai

  • @judhisthiranaik2503
    @judhisthiranaik2503 5 дней назад +10

    🙏ଜୟ ଜଗନ୍ନାଥ 🙏ଲବବାବୁ ଆପଣ ଓଡିଶା ଚାଲିଆସନ୍ତୁ ଏବଂ ପୁରୀ ରଥଯାତ୍ରା ଦେଖନ୍ତୁ, ଆଉ କୁକୁର କାମୁଡା ଇଂଜେକ୍ସନ ନିୟନ୍ତୁ, ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା l

  • @ମାତନ୍LitanAyushman
    @ମାତନ୍LitanAyushman 5 дней назад +28

    କାଲି ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଭାଇ 🙏🙏🙏

  • @travelentertainmentvlog199
    @travelentertainmentvlog199 5 дней назад +8

    ସବୁଠାରୁ ଭଲ ଲାଗିଲା ମନ୍ଦିର ଆଉ ଘର ଗୁଡିକ
    ବହୁତ ସୁନ୍ଦର ଭାଇ ଧନ୍ୟବାଦ

  • @suranjankalet1570
    @suranjankalet1570 5 дней назад +38

    ବଲାଙ୍ଗିରିଆ ମାନେ 👍 କର ❤😍💪🎉

  • @nipunpradhan7537
    @nipunpradhan7537 5 дней назад +9

    ଭାଈ ଆପଣଙ୍କ ପାଈଁ ଆମେ ଦେଶ ଦେଖି ପାରୁ ଧନ୍ୟବାଦ ଭାଇ love from Jharsuguda ❤

  • @dhanurjaygundua7446
    @dhanurjaygundua7446 4 дня назад +1

    ପବିତ୍ର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ସମସ୍ତ ଓଡ଼ିଶା ବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା । ଜୟ ଜଗନ୍ନାଥ ⭕❗⭕

  • @mrsubrat12345
    @mrsubrat12345 5 дней назад +3

    ଲବ ଭାଇ ତମେ ନିହାତି ପୁରୀ ଜଗନ୍ନାଥ ମନ୍ଦିର ଙ୍କୁ ନିହାତି ଆସିବ🙏

  • @BaijayantibalaBarik
    @BaijayantibalaBarik 5 дней назад +3

    ଲବ ବେଟା ଆଗ ଓଡିଶା ଫେରିଆସି କୁକୁର କାମୁଡା ଇଯେକ୍ସନ ନେଇ ଯାଆନ୍ତୁ, ଜୟ ଜଗନ୍ନାଥ

  • @narayangouda4721
    @narayangouda4721 5 дней назад +3

    ଥାଇଲାଣ୍ଡ ଦେଶ ଠା ବହୁତ ସୁନ୍ଦର ଲାଗୁଛି ❤️❤️

  • @anupamanayak8568
    @anupamanayak8568 5 дней назад +9

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ ।ହଉ ତୁ ଶୀଘ୍ର ଆମ ଓଡିଶା ଫେରି ଆସ ।ଇଜେକ୍ସନ ନେବା ନିହାତି ଆବଶ୍ୟକ ।ଜୟ ଜଗନ୍ନାଥ ।

  • @bdillipk
    @bdillipk 5 дней назад +6

    ବହୁତ ସୁନ୍ଦର ଫୋଟୋ ହୋଇଛି

  • @SabseAageSanatan
    @SabseAageSanatan 5 дней назад +10

    जय श्री जगन्नाथ 🚩🚩🚩

  • @SHREYAGURUNG123
    @SHREYAGURUNG123 5 дней назад +33

    Ab dekhne suru kari😍

  • @saiashispanda6599
    @saiashispanda6599 5 дней назад +9

    ଏପରି ଗଛ କୁ Bonsai କୁହାଯାଏ । ଏହା ଏକ japanese technology। ପୁରୁଣା ଗଛକୁ ଏପରି ଯତ୍ନ କରି ରଖାଯାଏ

  • @gendumahapatra
    @gendumahapatra 5 дней назад +2

    Jay Jagannath

  • @subham1954
    @subham1954 5 дней назад +6

    ବହୁତ୍ ସୁନ୍ଦର୍ ଭିଡିଓ ❤❤❤❤ ଲବ ଭାଇ ତମକୁ ଧନ୍ୟବାଦ ❤❤❤❤

  • @cutesasmita057
    @cutesasmita057 5 дней назад +11

    ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ 👍☺️,, ତୁମ ପାଇଁ ଆମେ କେତେ ନୂଆ ଜିନିଷ ଦେଖିବା ପାଇଁ ପାଉଛୁ ☺️🤩,,

  • @DeepakMallik-wg7ih
    @DeepakMallik-wg7ih 5 дней назад +2

    ଲବ ଭାଇ କୁ ଦେଖିଲା ବେଳକୁ ଗୋଟେ ଖୁସି ଲାଗୁଛି ବହୁତ୍ ଭଲ ଟୋକା😊😊😊ଜଯ ଜଗନ୍ନାଥ ❤❤❤

  • @banmalibehra.i.organicmen
    @banmalibehra.i.organicmen 5 дней назад +1

    ଭାଇ ପୁରୀ ନିଶ୍ଚିତ ଅସିବ❤❤❤❤❤❤🎉🎉🎉

  • @sundarmohanmarndi7979
    @sundarmohanmarndi7979 5 дней назад +5

    ବହୁତ ସୁନ୍ଦର ହେଇଛି ଏହି ମନ୍ଦିର 🎉🎉🎉🎉

  • @jharananaik6049
    @jharananaik6049 5 дней назад +3

    Very beautiful Buddhist temple ❤❤❤🙏🙏

  • @villaingamerofficial5666
    @villaingamerofficial5666 5 дней назад +4

    ଧନ୍ୟବାଦ୍ ଲବ ଭାଈ ଆମମାନଙ୍କୁ ଏତେ ସୁନ୍ଦର ସୁନ୍ଦର ଭିଡିଓ ଦେଖାଉ ଥିବାରୁ ❤❤GOD BLESS YOU 🙏🙏🙏.................................. THANKS LAVA BHAI❤❤❤❤..........................................................................❤

  • @uttamscreativity1436
    @uttamscreativity1436 5 дней назад +10

    ଭାଇ ଓଡିଶା ପଳେଇ ଆସ, କୁକୁର ଇଞ୍ଜେକ୍ସନ୍ ନେଇ ଭଲ ହେଇକି ଯିବେ...@KEONJHAR , ଜୟ ଜଗନ୍ନାଥ...

  • @MR.All_rounder18
    @MR.All_rounder18 5 дней назад +4

    Jay kosal Jay Maa Sambleswari and Jay Jagannath 🙏🙏

  • @narayangouda4721
    @narayangouda4721 5 дней назад +1

    କାଳି ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭକାମନା ଲବ ଭାଈ ଜୟ ଜଗନ୍ନାଥ 🙏🙏❤️❤️

  • @MadhusudhanMajhi-up2vt
    @MadhusudhanMajhi-up2vt 5 дней назад +5

    ଲବ ଭାଇ i miss you ଲବ ଭାଇ 🌹❤️🌹

  • @ChandrayMajhi-we9rm
    @ChandrayMajhi-we9rm 5 дней назад +5

    ଅତି ସୁନ୍ଦର 🎉🎉🎉🎉🎉❤❤❤❤❤

  • @RabilochanMurmmu-pv8he
    @RabilochanMurmmu-pv8he 5 дней назад +5

    Nice video in Thailand

  • @ganeshpati22
    @ganeshpati22 5 дней назад +31

    କେବଲ ହିଁ କେବଲ ବୁଦ୍ଧ ହିଁ ସର୍ବୋ ପରି , ସର୍ବ ବ୍ୟାପି ନମୋଃ ବୁଦ୍ଧୟ ।
    ପୁରୀ ମଧ୍ୟ ଗୋଟେ ବୋୖଦ୍ଧ ପିଠ

  • @SHREYAGURUNG123
    @SHREYAGURUNG123 5 дней назад +17

    iam regular viewer regular commenter❤

  • @Manas1980od
    @Manas1980od 5 дней назад +11

    ଭାଇ ପଲେଇଆସ ପୁରୀକୁ ରଥରେ ଜଗନ୍ନାଥ ଦର୍ଶନ କରିବ ।

  • @sumanttalent5874
    @sumanttalent5874 5 дней назад +72

    ମୁଁ ଭିଡିଓ ଅପେକ୍ଷା ରେ ଥିଲି ଭାଈ ❤

    • @FireManDipak
      @FireManDipak 5 дней назад

      😢Bhai Lok Ekk Bar Mera Vlog Dekho

  • @ganapatisabar6804
    @ganapatisabar6804 5 дней назад +6

    ଗଜପତି ରୁ କେଉଁମାନେ ଦେଖୁଛନ୍ତି like କରନ୍ତୁ।

  • @MahendraKisku-dy5hy
    @MahendraKisku-dy5hy 5 дней назад +2

    ଲବ ଭାଇ ମୋର ଫାଷ୍ଟ କମେଣ୍ଟ ଏହି ମନ୍ଦିର ଆମ ଓଡ଼ିଶାକୁ ଆଣି ଆସ ବହୁତ ସୁନ୍ଦର ହେଇଛି 😊😊

  • @jay.jagannath283.
    @jay.jagannath283. 5 дней назад +5

    Bhagaban tumaku sabubele vala re rakhantu mora atiki prathana🙏Laba vai❤️

  • @user-el1qv1sh7y
    @user-el1qv1sh7y 5 дней назад +1

    Very nice vedio bahut sundar mandira thila😊😊😊❤❤❤❤❤❤

  • @pranatisahoo9191
    @pranatisahoo9191 5 дней назад

    Bahut sundar heichi mandira

  • @dasarathimohapatra618
    @dasarathimohapatra618 5 дней назад

    କାଲି ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ଜଗନ୍ନା ଥ ଙ୍କ ଆଶୀର୍ବାଦ ରୁ ଭଲରେ ଓଡ଼ିଶା ଫେରିଆସ,ଵୁଦ୍ଧିଷ୍ଟ ମନ୍ଦିର ବହୁତ ସୁନ୍ଦର ଲାଗିଲା, ଭିଡିଓ ଟି ବହୁତ ଭଲ ଲାଗିଲା,ଜୟ ଜଗନ୍ନାଥ,

  • @theanimal3153
    @theanimal3153 5 дней назад +2

    ବହୁତ ସୁନ୍ଦର ମନ୍ଦିର 🙏🙏🙏ଜୟ ଜୟ ଜଗନ୍ନାଥ 🙏🙏🙏🙏22

  • @Mr_Debagadia02
    @Mr_Debagadia02 5 дней назад +4

    ଜୟ ଜଗନ୍ନାଥ ⭕‼️⭕🙏🙏🙏🙏⭕

  • @rameshchampiya3042
    @rameshchampiya3042 4 дня назад

    Beautiful ମନ୍ଦିର ଲବ ଭାଈ ❤❤

  • @sorotokafashion
    @sorotokafashion 5 дней назад +6

    Jay Jagannath 🚩⭕❗⭕👑❤

  • @SS-lx4qs
    @SS-lx4qs 4 дня назад

    Jay Jagannatha 🙏 happy ratha jatra

  • @Ranjita-su7rl
    @Ranjita-su7rl 5 дней назад +5

    Jay Jagannath Bhai 🙏

  • @dhusasanmuduli6703
    @dhusasanmuduli6703 5 дней назад

    Bahut sundar video jay Jagannath

  • @managobindabariha3002
    @managobindabariha3002 5 дней назад +3

    ବହୁତ ଭଲ ଲାଗିଲା

  • @DiluNaik-su1qr
    @DiluNaik-su1qr 5 дней назад +88

    Keonjhar ରୁ ଯେଉଁ ମାନେ ଦେଖୁଛନ୍ତି likes କର jai jagannath ଲବ ଭାଈ😮😮😢

  • @ChandrayMajhi-we9rm
    @ChandrayMajhi-we9rm 5 дней назад

    WELCOME to ପୁରୀ। ⭕‼️⭕ ରଥଯାତ୍ରା

  • @bajuramsamad9009
    @bajuramsamad9009 5 дней назад +3

    Love bharat 🇮🇳jay hind 👌👌👌 jay laba bhai

  • @Shivoom616
    @Shivoom616 5 дней назад +4

    କେଉଁମାନେ ଲବ ଭାଇଙ୍କ ଭିଡିଓ ସବୁଦିନ ଦେଖୁଚ ❤

  • @gajendraprasadsahu703
    @gajendraprasadsahu703 5 дней назад +1

    Very very nice video. Bahut sundar place thailand Bank Kong...dekhi Baku bahut sundar sundar place rahichhi. . thank you 👍🏿👍🏿❤️❤️

  • @bijayalaxmibehera2997
    @bijayalaxmibehera2997 5 дней назад +4

    ଜୟ ଜଗନ୍ନାଥ 🙏🙏🙏 ଲଵ ଭାଈ ମୁଁ ଭିଡିଓ କୁ ଅପେକ୍ଷା କରିଥିଲି ❤❤❤

  • @bandhuanaik3782
    @bandhuanaik3782 5 дней назад

    Jai jagannath

  • @dumbimunda7992
    @dumbimunda7992 4 дня назад

    Baut badiya heichi vedio

  • @user-ru2lx7mu6v
    @user-ru2lx7mu6v 4 дня назад

    So beautiful temple Namo buddhay

  • @jyoshnamirdha
    @jyoshnamirdha 5 дней назад +2

    Jay jaganath

  • @swapnabaral3008
    @swapnabaral3008 5 дней назад

    ସୁନ୍ଦର ହୋଇଛି ମନ୍ଦିର 😊 କେତେ ସଫା ସୁତୁରା କରି ମନ୍ଦିର ସେମାନେ ରଖିଛନ୍ତି 😊 ଭଲଲାଗିଲା ଭାଇ ଭିଡିଓ 👍🤗

  • @niranjansahu9254
    @niranjansahu9254 3 дня назад

    Jay.jaganaath

  • @sudarshanking8587
    @sudarshanking8587 5 дней назад +1

    Jai jagannath bhai

  • @arupacrownnayak920
    @arupacrownnayak920 5 дней назад +2

    Bahut bhal dess

  • @narayantripathynarayantrip2865
    @narayantripathynarayantrip2865 5 дней назад

    Beautiful Thailand city 🏙️🏙️ trips safe journey beautiful Buddhist temple safe travels 🧳🧳 God bless you

  • @tutunikumarjethy7899
    @tutunikumarjethy7899 5 дней назад +2

    ଜୟ ଜଗନ୍ନାଥ ଲବ ଭାଇ

  • @Aditya.aditya.
    @Aditya.aditya. 5 дней назад +1

    ପୁରୀ ଆସିଲେ ଦେଖା ହେବ ,jay jagannath

  • @dibakarmunda804
    @dibakarmunda804 5 дней назад

    Jay jaganath laba bhai🙏🙏🙏🌹🌹🌹🌹🌹👍

  • @Shiva_creation85
    @Shiva_creation85 5 дней назад +6

    Angul ru jie dekhu6 like kara 👍

  • @user-yh8jf2ss7w
    @user-yh8jf2ss7w 5 дней назад

    Bahut Sundar heichi mandira

  • @SaraSarasuyti-sz9mz
    @SaraSarasuyti-sz9mz 5 дней назад

    ଜୟ ଜଗନ୍ନାଥ ଭିଡିଓ ବୋହୁତ ଭଲ ଲାଗିଲା

  • @RanjanSing-officeall
    @RanjanSing-officeall 5 дней назад +1

    Bhai odisha ପଳେଇ ଆ ସୋ ଜୟ ଜଗନ୍ନାଥ ❤❤❤❤❤

  • @AngelRS1244
    @AngelRS1244 5 дней назад

    Bht badhiya

  • @khitishkumarroul7102
    @khitishkumarroul7102 5 дней назад +3

    Welcome to odisha bro❤ jay Jagannath🙏

  • @dalisahoo9447
    @dalisahoo9447 4 дня назад

    Jay jagannatha bhai🙏

  • @SubhamSubham-sl7gj
    @SubhamSubham-sl7gj День назад

    Jay jagannath lava bhai

  • @kalpanabehera8385
    @kalpanabehera8385 5 дней назад

    Jay jagannath 🙏❤

  • @user-wr4ee3gm6e
    @user-wr4ee3gm6e 4 дня назад

    Lava Bhai Tuma Pari kie Odisha Re Hero Number One Dhanyawaad

  • @santoshkhemundu358
    @santoshkhemundu358 5 дней назад +2

    Boy fan laba bhi ❤ things for information

  • @short_star.45
    @short_star.45 5 дней назад +4

    Jay Jagannath ❤

  • @AbhinashParua
    @AbhinashParua 5 дней назад +1

    First like and view ❤❤❤

  • @SR_Santali_Creation
    @SR_Santali_Creation 3 дня назад

    dron shoot ବହୁତ ବଢିଆ ଥିଲା 🤘

  • @SrinibasKumar5656
    @SrinibasKumar5656 5 дней назад

    Really nice temple❤❤❤

  • @akmasitkumarmuduli8788
    @akmasitkumarmuduli8788 5 дней назад +2

    Hiii , mora 1st 👍 like and comment , Super 👌 all the best

  • @monojbadyakar6671
    @monojbadyakar6671 5 дней назад

    Bahut hee achha aaga...

  • @susantadey9240
    @susantadey9240 5 дней назад +2

    Very nice

  • @bts_army2078
    @bts_army2078 5 дней назад +2

    ₹ 25000 ଖର୍ଚ୍ଚ ହେଉକି ₹100000 ଖର୍ଚ୍ଚ ହେଉ ଇଞସନ ନେଇଯାଅ କାରଣ ଟଙ୍କା ତ ଆସି ପାରିବ କିନ୍ତୁ ଗୁଟେ ଜୀବନ ଆସିପାରିବନି ଆପଣତ ଆମ ଓଡ଼ିଶା ବାସୀ ଙ୍କ ହୃଦୟ ରେ ଅଛନ୍ତି ❤❤❤❤❤❤❤

  • @BasantiMajhi-qv8fo
    @BasantiMajhi-qv8fo 5 дней назад +1

    Ate sundor sundor jaga dekhau ru bahut bahut dhanyavad laba vai ❤❤

  • @rabindrabarik-jr2fv
    @rabindrabarik-jr2fv 4 дня назад

    Bhai jay jaganath🙏

  • @user-kh6ho7fd1v
    @user-kh6ho7fd1v 5 дней назад +2

    ଜୟ ଜଗନ୍ନାଥ

  • @Mantubhesra
    @Mantubhesra 5 дней назад +1

    Namo budhay

  • @MukundPujari-pn6ri
    @MukundPujari-pn6ri 4 дня назад

    Love bhai ka 🎉🎉🎉🎉🎉

  • @ChhutunMohanta
    @ChhutunMohanta 5 дней назад +1

    Jay Jagannath Bhai🙏🙏🙏

  • @norihorihori4910
    @norihorihori4910 5 дней назад +1

    ଜୟଜଗନ୍ନାଥ

  • @linkunbehera3448
    @linkunbehera3448 5 дней назад +3

    Laba bhai no1 bro