Dharmendra Pradhan vs Aparajita Sarangi war Begins in Odisha BJP ! ଧର୍ମେନ୍ଦ୍ର vs ଅପରାଜିତା

Поделиться
HTML-код
  • Опубликовано: 17 окт 2024
  • News Adda is an excellent Web News Channel. News Adda analyses deeply and explain issues with minute detail without any biases..
    Stay tuned for best analytical and interesting videos.
    #NewsADDA
    Facebook / newsaddaodisha

Комментарии • 256

  • @ranjanmallik4227
    @ranjanmallik4227 2 года назад +2

    ଅପରାଜିତା ସରଙ୍ଗୀ best

  • @purusottamjena6436
    @purusottamjena6436 3 года назад +23

    ମାଡାମକଂ ମତ ଠିକ ମତ ଅଟେ। ବି ଜେ ପିର ଅନ୍ୟ ନେତାମାନେ ବିଜେଡିର ନେତାମାନଂକ ଚାଲ ବୁଝି ପାରିନଥିବେ

  • @m.rprabhat6270
    @m.rprabhat6270 2 года назад +2

    Aparajita our cm

  • @deepaknaik9947
    @deepaknaik9947 2 года назад +3

    ବହୁତ ସୁନ୍ଦର news

  • @durgaprasadmahabhoi9112
    @durgaprasadmahabhoi9112 8 месяцев назад +4

    Mdm aparajita is the only and one suitable candidate for c m of odisha

  • @Mahadevlover07
    @Mahadevlover07 3 года назад +15

    Aprajita mam is great 👍 Leader...IAM heartly salute to her❣️❣️❣️

  • @pranaballavaprusty6696
    @pranaballavaprusty6696 2 года назад +3

    ଧର୍ମେନ୍ଦ୍ର ଜଡିସାହସ ଅଛି ଓଡିଶାରୁଥିୟାହୋଇ ଏମଲ ପାଇଁ ଲଢ଼

  • @ashokmoharana1751
    @ashokmoharana1751 7 месяцев назад +1

    Aparajet. Ok

  • @adyashabehera9390
    @adyashabehera9390 3 года назад +7

    ରାଜ୍ୟର ଆନ୍ତରୀଣ ବିକାଶରେ ଏ ଦୁଇ ଜଣ ହେଉଛନ୍ତି ମୁଖ୍ୟ କଣ୍ଟା ରାଜ୍ୟରେ ହେଉଥିବା ବିକାଶ କାଯ୍ୟ ଏ ଦୁଇ ଜଣ ଦେହରେ ଯାଏନାହିଁ ତେଣୁ ଏ ଦୁଇ ଜଣ ସଦାବେଳେ ଗଣମାଧ୍ୟମ ସାମ୍ନାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥାନ୍ତି

  • @sasanksekharaswain9208
    @sasanksekharaswain9208 3 года назад +17

    Aparajita madam ଭଳି ଓଡ଼ିଶାରେ ନେତ୍ରୀ ନାହାଁନ୍ତି, ତାଙ୍କ ଗୋଡ ଟାଣ ନ୍ତୁ ନାହିଁ

  • @bijaykumarbehera1825
    @bijaykumarbehera1825 2 года назад +3

    ମନ୍ଦିର ସମ୍ମୁଖରେ W.W.S.Y....DHARA ର
    ଏକ ଅଫିସ ରହିବା , ନିହାତି ଦରକାର ଅଛି ।

  • @lingarajdalua524
    @lingarajdalua524 2 года назад +8

    ଧର୍ମେନ୍ଦ୍ର ପ୍ରଧାନ ଗୋଟେ ବଧ ପାଗଳ ଅଜୋଗ୍ୟ ଅପାରଗ ଦିତୀୟ ନବୀନ ଶ୍ଵାଥପର ଗାଲୁଆ ଧର୍ମେନ୍ଦ୍ର ବୋପାକିଏ

    • @PradeepKanhar-i4n
      @PradeepKanhar-i4n 3 месяца назад

      ତୁ ତ ଲେଖିବାପାଇଁ ବି ଯୋଗ୍ୟ ନୁହେଁ ବେସି ବିରୁଦ୍ଧରେ ଯିବାକୁ ଆଉ ଚେଷ୍ଠା କରେ ନାହଁ ବେକାରେ ଲାଜରେ ପଡ଼ିବ

  • @sarojkumarnayak9448
    @sarojkumarnayak9448 2 года назад +11

    ଧର୍ମେନ୍ଦ୍ର ପ୍ରଧାନ କେବେବି ମାଡାମ ଅପରାଜିତା ଙ୍କ ସହିତ ସମକକ୍ଷ ହୋଇପାରିବେ ନାହିଁ। ସେ ଜ୍ଞାନ ଧର୍ମେନ୍ଦ୍ର ପ୍ରଧାନର। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅପରାଜିତା ଷଡଙ୍ଗୀ ମାଡାମ ହିଁ ଉପଯୁକ୍ତ ଯିଏ କି ଓଡିଶା ବାସୀ ଙ୍କୁ ସଠିକ୍ ଶାସନ ଦେଇପାରିବେ।

  • @malayabhoi261
    @malayabhoi261 3 года назад +7

    ବିଜେପି ଚାହୁଁନାହିଁ କି ଓଡିଶାର ବିକାଶ ହେଉ ତେଣୁ ଓଡିଶା ସରକାରଙ୍କ ଓଡିଶା ବିକାଶ କାର୍ଯ୍ୟ ଦେଖି ସହ୍ୟ କରିପାରୁନାହାନ୍ତି

  • @prasantchinara9911
    @prasantchinara9911 7 месяцев назад +1

    Aprajita be cm candidate of odisha

  • @susilpalata
    @susilpalata 2 года назад +1

    Aparajita is great

  • @rakeshmohapatra5501
    @rakeshmohapatra5501 3 года назад +8

    ବିଜେପି ଦଳ ରାଜ୍ୟ ସରକାର ଙ୍କ ବିକାଶ ରେ ଆଉ ବାଧା ସୃଷ୍ଟି କରିବା ପାଇଁ ସାହସ ମଧ୍ୟ କରୁନି , କିନ୍ତୁ ବିହାରୀ ମାଡ଼ମ ଆମ ଓଡିଶାର ନୁହଁ ସେଥିପାଇଁ ରାଜ୍ୟ ସରକାର ଙ୍କ ବିକାଶ ରେ ବାଧା ସୃଷ୍ଟି କରିବା ପାଇଁ ପ୍ରଣା ପ୍ରଣେ ଚେଷ୍ଟା ଚଳେଇଛନ୍ତି 🙄🙄🙄🙄🙄

  • @msatapathy4480
    @msatapathy4480 3 года назад +17

    Aparajita mam is the best

  • @banshidharpatra5160
    @banshidharpatra5160 6 месяцев назад +1

    ଏ ଦୁହେଁ ଯାକ ଓଡ଼ିଶା ପାଇଁ ଅନ ଫିଟ, ବହୁତ୍ ଭୋଟ ରେ ହାରିବେ

  • @nandakishorepanigrahi5307
    @nandakishorepanigrahi5307 2 года назад +1

    Aparajita madam ku daruchanti natamane karana Aparajita madam bhala leader

  • @dasharathiroutray7176
    @dasharathiroutray7176 2 года назад +2

    Aparajita madam will be a good honest corruption free CM for suffering backward Odisha

  • @pranaballavaprusty6696
    @pranaballavaprusty6696 2 года назад +2

    ଧର୍ମେନ୍ଦ୍ର ବାବୁ. ତୁମସାକାଶେ ଓଡିଶା ବି ଯେ ପି ତଳକୁ ଯାଉଛି ତୁମକୁ ବଇଲ ବିଷୟରେ ତୁମକୁ ଜଣାନାହିଁ. ଅପରାଜିତାକୁ ବ୍ଲେମେକାରୀକୁ ଛାଁହୁଛ ଟାଟୁ୍ମଜୀବନରେ. ତୁମେ ମୁଖ୍ୟମନ୍ତ୍ରୀ ହୋଇପାରିବନାହିଁ.

  • @gopabandhumahapatra6722
    @gopabandhumahapatra6722 3 года назад +1

    Aparajita is much much much much much much much much much much much much much much much much much much much much much much much much much much BETTER than Dha..............................

  • @hemantasatapathy6665
    @hemantasatapathy6665 6 месяцев назад +1

    Dharmendra Bhai is not at all equivalent with Aparajita Sarangi from any sides.He may be a leader but his leadership not appreciable.Within few days in politics Aparajita takes lots of drastic steps for the people of Odisha.She should be thenext CM of Odisha.

  • @saisupravanayak
    @saisupravanayak 2 года назад +8

    If Aparajita mam declared as CM candidate of Odisha BJP party then coming election will win BJP sure otherwise BJP has no chance to win again and again

  • @debaparhi2535
    @debaparhi2535 3 года назад +24

    ଫୁଲ ଗଛ ଲଗେଇଲେ ବିକାଶ ହେବନି। ଚୁତିଆ ଙ୍କ ଭଳି କଥା କୁହନି।

  • @salilkumar9703
    @salilkumar9703 8 месяцев назад +8

    ଧର୍ମେନ୍ଦ୍ର ପ୍ରଧାନ ବିଜେଡି ଦଳକୁ ଚାଲିଯାଆନ୍ତୁ ଏଥିରେ ତାଙ୍କର ହିଁ ମଙ୍ଗଳ ହେବ

  • @stylestar486
    @stylestar486 3 месяца назад

    ଧର୍ମେନ୍ଦ୍ର ପ୍ରଧାନ ✅✅✅✅✅✅✅✅✅✅

  • @trinathbeuria4202
    @trinathbeuria4202 3 года назад +3

    ପ୍ରତ୍ୟେକ ଜାତୀୟ ଦଳରେ କିଛି କିଛି ମତ ପାର୍ଥକ୍ୟ ସ୍ଵାଭାବିକ ଭାବରେ ରହିଥାଏ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଏହାର ଅର୍ଥ ନୁହେଁ ଏହା ଏକ ଦଳୀୟ କନ୍ଦଳ ।

  • @Debakinandan.odisha
    @Debakinandan.odisha 3 года назад +13

    Aparajita sarangi best

  • @chinmaya4894
    @chinmaya4894 2 года назад +2

    ଏଇ ଉପସ୍ଥାପକ ଧର୍ମେନ୍ଦ ବାବୁ କି ନବୀନ ବାବୁ ଙ୍କ ଠାରୁ ଟଙ୍କା ନେଇଛନ୍ତି

  • @janardanpanda5378
    @janardanpanda5378 2 года назад

    ଜଣେ ସପୋଟ କରିବା ଆଉ ଜଣେ ବିରୋଧ କରିଛନ୍ତି

  • @srisaidesignvastu9209
    @srisaidesignvastu9209 3 года назад +4

    Aparajita good administrator

  • @prakashchandraacharya119
    @prakashchandraacharya119 3 месяца назад

    ଓଡ଼ିଆ ଅସ୍ମିତା ପାଇଁ ଆପଣ ମାନେ କହୁଛନ୍ତି ଆଉ ଆପଣ ମାନେ ଇଂଲିଶ ରେ ପଢ଼ିଦେଉଛନ୍ତି ଓଡ଼ିଆ ବାଲେ କିପରି ବୁଝିବେ ସମସ୍ତେ ସମସ୍ତଙ୍କୁ critisize କରିଜଣନ୍ତି

  • @ashokkumarparida2774
    @ashokkumarparida2774 8 месяцев назад +1

    Ok Thanks

  • @rajendrakumarpandarajendra5530
    @rajendrakumarpandarajendra5530 3 года назад +13

    Actually people of odisha favoring to aparajita sadangi. Because aparajita sadangi was a good administrator she is a honest person.. If she will take leadership of bjp party there is chance to come bjp in Odisha coming election.

  • @trilochanpatnaik914
    @trilochanpatnaik914 3 года назад +4

    ମଠ ଗୁଡ଼ିକ ଯାହାର ସମ୍ପର୍କ ଶ୍ରୀ ମନ୍ଦିର ସହିତ ଶହ ଶହ ବର୍ଷ ଧରି ଥିଲା, ସେଗୁଡିକୁ ମାଟିରେ ମିଶାଇ ଦେବା କଣ ଜଗନ୍ନାଥ ମନ୍ଦିର ର ଓ ପୁରୀ ର ବିକାଶ? ଯଦି ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା BJD dala ର ମୁଖିଆ ଓଡ଼ିଶା ଇତିହାସ ରେ ଆଉ ପୁରାତନ ମଠ ଓ ଛୋଟ ଛୋଟ ମନ୍ଦିର ଗୁଡ଼ିକର ଆବଶ୍ୟକ ନାହିଁ, ତାହାହେଲେ ଓଡ଼ିଶା ବାସୀ କି ଈଶ୍ୱର କ୍ଷମା କରିବେନି।

  • @gajendranathjena356
    @gajendranathjena356 7 месяцев назад

    ଅରାଜୀତା ଆଗାମୀ ଦିନରେ ଭଲ ଭାବରେ ଓଡିଶା

  • @banshidharpatra5160
    @banshidharpatra5160 4 месяца назад

    ଅନେକ ଥର ଆମେ ଜଣlଇଛୁ BJP ରେ 9ଜଣ ମୂଖ୍ୟ ମନ୍ତ୍ରୀ ହେବା ପାଇଁ ଲଢେଇ
    ଜାରି ରଖି ଛନ୍ତି, କାଳେ କିଏ ସୁପର ସିଡ
    କରିଯିବ,ତେଣୁ ସମସ୍ତେ ସମସ୍ତଙ୍କୁ ହରେଇ
    ବା ପାଇଁ ଲାଗିଛନ୍ତି, ଅନ୍ୟ ଦଳ ପାଇଁ ଗାତ
    ଖୋଳୁ ଥିବା BJP ଏବେ ନିଜ ଦଳ ପାଇଁ
    କାଳ ହୋଇ ଗଲେଣି l ସମୟ ଆସିବ
    ବର୍ତ୍ତମାନର BJP ନେତା ମାନଙ୍କ ରାଜ ନିତି
    ହୋଇଯିବ l

  • @jtvodiaentertainment5879
    @jtvodiaentertainment5879 3 года назад +19

    ମୁଁ ଏଥିରୁ ଯାହା ବୁଝିଲି ଉପସ୍ଥାପନା କରୁଥିବା ଭଦ୍ର ବ୍ୟକ୍ତି ଜଣଙ୍କ bjd ର

  • @pradiptapradhan6672
    @pradiptapradhan6672 2 года назад

    ଏ bjp ଵାଲା ଓଡ଼ିଶାରେ ନବୀନ ଚାମଚା ଦୋଷୀ କୁ ସାହାଯ୍ୟ କରିବା ଲୋକକୁ ଦୋଷୀ କୁହାଯାଏ

  • @srisaidesignvastu9209
    @srisaidesignvastu9209 3 года назад +7

    She is fitest for future CM of Odisha.
    She not only BJP worker ,She is good leader.

  • @bikramkishornaik9074
    @bikramkishornaik9074 2 года назад +1

    Aprajita sarangi is great

  • @tezswotripathy7264
    @tezswotripathy7264 3 года назад +4

    ଏଇଟା ର କାମ କିଛି ନାହିଁ l ଖାଲି ଧର୍ମେନ୍ଦ୍ର ଆଉ ଅପରାଜିତା ବିରୁଦ୍ଧରେ କହ l ନିଜେ ନିଜେ ଗୋଟେ ଉପନ୍ୟାସ ଲେଖେ l

  • @patitakumar4902
    @patitakumar4902 3 года назад +2

    ଅପରାଜିତା ଗୋଟିଏ IAS , ନିର୍ବାଚିତ MP .
    ଧର୍ମେନ୍ଦ୍ର ଗୋଟିଏ ସାଧାରଣ ନେତା , ନିର୍ବାଚନ
    ସାମ୍ନା କରିବା କ୍ଷମତା ନାହିଁ . ( ଅଯୋଗ୍ୟ )

  • @narayanpatra1149
    @narayanpatra1149 2 года назад

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେ କାମ କଲେ ଓଡ଼ିଶାର କାମ କଲେ କି ? ଯଦି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଉନ୍ନତି କଲେ ବିଜେଡି କ'ଣ କଲା

  • @debiprasadpanda3007
    @debiprasadpanda3007 3 года назад +14

    Dharmendra pradhan thu aparajita best

  • @ramanathnanda5995
    @ramanathnanda5995 2 года назад +8

    Aparajita madam is the daughter in law of Odisha.every people know about the role of the daughter in law for developing her home.aparajita madam is not only a good administrator but also a good politician too.she has proven it within few days .

  • @kailaschandrasahu4639
    @kailaschandrasahu4639 3 года назад +12

    Aparaji be c m candidate of ofishs

  • @bhagirathibehera2031
    @bhagirathibehera2031 7 месяцев назад

    BJP ଯଦି ଅପରାଜିତା ମାଡାମଙ୍କୁ ମୂଖ୍ଯମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରେ କିମ୍ବା ମୂଖ୍ଯ ଦାୟିତ୍ବ ଦିଏ ତା ହେଲେ BJP ଜିତିବା ନିଶ୍ଚିତ। BJP ଏହା ନ କରିବାର କାରଣ କଣ ଜଣା ପଡୁନାହିଁ।

  • @krushnaballavpatnaik6305
    @krushnaballavpatnaik6305 3 года назад +11

    Dharmendra has made petrol price more than Rs.100/- in Odisha. He will never be accepted by Odisha. When he became minister petrol price was Rs.48/-. He is absolutely an inefficient politician as well as leader.

  • @satyanarayanmishra3342
    @satyanarayanmishra3342 3 года назад +5

    No war-No peace !

  • @prunamahantw833
    @prunamahantw833 7 месяцев назад

    We support madam aparajita

  • @jagdishpingua9404
    @jagdishpingua9404 3 года назад +1

    ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ

  • @abhayapradhan5874
    @abhayapradhan5874 3 года назад +4

    Aparajita madam se win

  • @bikashbhusanmohanty1988
    @bikashbhusanmohanty1988 2 года назад +1

    Jay jagannath🙏🙏🙏🙏🙏🙏

  • @sushantadash9754
    @sushantadash9754 3 года назад +1

    DharmendraBabu bhalalokanuhanti

  • @ranjitmohanty335
    @ranjitmohanty335 3 года назад +2

    Aparajita Madam She's Best

  • @bhagabanpradhanbhagabanpra5497
    @bhagabanpradhanbhagabanpra5497 2 года назад +1

    Dharmendra Pradhan native is Odisha, but he is far away from there.

  • @anantacharanasahu2151
    @anantacharanasahu2151 3 года назад +1

    Aparajita is best in odisa

  • @AmrutDash
    @AmrutDash 7 месяцев назад

    ଏହାହିଁ ବିଜେପି ପାଇଁ ଦୁଇଟି ଉଇହୁଙ୍କା

  • @subashmishra5616
    @subashmishra5616 2 года назад

    PRABHU JAGANNATH BLESS YOU AROGYAM SANTI ANANDAM LlFELONG SERVING PEOPLE OF ODISHA...JOY JAGANNATH .

  • @GaneswarRout-f9e
    @GaneswarRout-f9e Месяц назад

    The role of Smt Aparajita Sarangi Hon'ble M P to earn popularity,confidence from people by her hard struggle is to be better understood.Her constructive attitude and involvement familiarly with people moving towards development is most appreciable and welcomed.
    With regards
    Ganeswar Rout.

  • @debiprasadpanda3007
    @debiprasadpanda3007 3 года назад +11

    Dharmendra pradhan paeen hin bjp haruchhi

  • @nageswarmaharana2562
    @nageswarmaharana2562 7 месяцев назад

    ଭାଇନା ଆପଣ କେତେ ମାଲ ପାଇଛନ୍ତି।

  • @kailashchandrapadhiary5512
    @kailashchandrapadhiary5512 3 года назад +5

    Both leaders are excellent !

  • @saisupravanayak
    @saisupravanayak 2 года назад +1

    All Odisha people knows that Dharmendra Pradhan is a corrupted leader he is not capable of sarpanch in his GP.. Odisha BJP commanded by Dharmendra Pradhan..So we don't like to Odisha BJP party..

  • @pksahoo1233
    @pksahoo1233 3 года назад +1

    Good

  • @kaushalbhoi3180
    @kaushalbhoi3180 3 года назад +14

    କୋଟିଆ ବିଷୟ ରେ କହିଲେ ଆମେ ବହୁତ ଖୁସି ହେବୁ l

    • @anjanchand7471
      @anjanchand7471 3 года назад +3

      Kotia bismaya re kahibe?Him at nai he is BJD pet...

  • @rasmitabehera3300
    @rasmitabehera3300 3 года назад +5

    ସରକାରଙ୍କ ବିକାଶମୂଳକକାର୍ଯ୍ୟ ଦେଖି ସହ୍ୟ କରିପାରୁନାହାନ୍ତି ବିଜେପି ନେତା ଓ ନେତ୍ରୀ |

  • @samirapatra4351
    @samirapatra4351 3 года назад +5

    ରାଜ୍ୟ ସରକାରଙ୍କ ଭଲ କାମ ଏହି ଦୁଇ ଜଣଙ୍କ ଦେହରେ ଯାଉନି l

  • @hrudanandakhandayatray433
    @hrudanandakhandayatray433 2 года назад +1

    Aparajita madam nk sahita Dharmendra pr saman nuhanti

    • @SKGbul
      @SKGbul 2 года назад

      Both are behari .

  • @hrudanandakhandayatray433
    @hrudanandakhandayatray433 2 года назад +1

    Dhrmendra telamari rajyasabha member aparajita madam elected member

  • @pramodpanda8976
    @pramodpanda8976 3 года назад +5

    Nabinababu Dharmendra Babu Gotia mudrar Duiti paswa

  • @sasikantkant4780
    @sasikantkant4780 2 года назад

    Dharmendra is our leader
    along with Madam also leader
    ଦୂର୍ଗା ଭାଇ sameer mnty ଗଡାଣିଆ

  • @kalandinayak463
    @kalandinayak463 3 года назад +6

    Telara ta vikas helani , au kan vikas heba . Really Aparajita madam is a great leader of Odisha bjp.

  • @sonupraharaj6030
    @sonupraharaj6030 3 года назад +4

    ମକୁ ଭାଇ ଓ ଅପରାଜିତା madam ଦୁଇ ଜଣ ଯାକ ଚାହୁଛନ୍ତି, କିପରି ଓଡ଼ିଶା ଜନସାଧାରଣ ଅଧିକରୁ ଅଧିକ ହଇରାଣ ହୁଅନ୍ତୁ, ଆଉ ଆମ ଗୋଡ଼ ତଳକୁ ଆସନ୍ତୁ, ସେମାନେ ଜାଣି ରଖିବା ଦରକାର ଯେ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ସାରା ଓଡ଼ିଶା ଜାତିର ବିକାଶ ହିଁ ହେବ।

  • @rabijena4494
    @rabijena4494 2 месяца назад

    Naveen Patnaik odisha Gava
    Jay jagannath

  • @debaparhi2535
    @debaparhi2535 3 года назад +6

    ଧର୍ମେନ୍ଦ୍ର ଟା ଚୁତିଆ

  • @gantarajeswari2156
    @gantarajeswari2156 2 года назад +1

    Nije hoiparibe nahi kahaku hebaku debe nahi

  • @TheEducationHub-dz9gn
    @TheEducationHub-dz9gn 7 месяцев назад

    Aparajita is a good leader. P. Patra.

  • @debiprasadpanda3007
    @debiprasadpanda3007 3 года назад +7

    Dharmendra pradhan bhitiria bjd saha misiki achhi...

  • @rajkishormaharanamaharanak3818
    @rajkishormaharanamaharanak3818 3 года назад +1

    Puri ra bikas ku nei rajaniti karani....
    purusatam khetŕa ku nei rajaniti karani...bikas eaka samuhik udyam...eathire samaste sahajoga kariba darakar....chaka aakhi sabu dekhuchhi...samaya ku apekhya.....Joy jagannatha. .....

  • @pradeeppalei2995
    @pradeeppalei2995 3 года назад +1

    Jay Jagannath swami

  • @bharatapradhan6742
    @bharatapradhan6742 3 года назад +2

    Durga babu which channel is this?

  • @gantarajeswari2156
    @gantarajeswari2156 2 года назад +1

    Madam kuade odisha c.m. hoijibe boli tankar god tanhu chanti

  • @dineshrath2500
    @dineshrath2500 3 года назад +3

    Aparajita mdm does not want Odisha bikas hatao

  • @bhajanarghya8360
    @bhajanarghya8360 3 года назад

    ଓଡିଶା ପାଇଁ ଶାନ୍ତ ଶିଷ୍ଟ ବିଚକ୍ଷଣ ଊଦାରପନ୍ଥି ହେବା ଉଚିତ୍ ।

  • @ritamohanty7586
    @ritamohanty7586 6 месяцев назад

    👌👌👌👌🙏

  • @rakeshkumarmohantymohanty8620
    @rakeshkumarmohantymohanty8620 2 месяца назад

    🌷🤍🌷 Hari Om all BJP Members And Dharmendra Pradhan Madhya Odisha Pai Sabu thik thak kahuchhanti ❣️🌼❣️ bhala re sabu chaliba 🙏

  • @narayansahoo6088
    @narayansahoo6088 3 года назад +3

    Petrol paisa

  • @krushnaballavpatnaik6305
    @krushnaballavpatnaik6305 3 года назад +1

    Dharmender not acceped by odiya. That's why he is being ellected as Rajaya Sabha MP fro other state. I think you are a great idea.

  • @dineshrath2500
    @dineshrath2500 3 года назад +5

    Madam what about bylaw

  • @Gayatriojha269
    @Gayatriojha269 3 года назад +2

    Aparajita sadhangi is better knowledge than in our Odisha mp & mla even CM also
    Puri is now underdeloped compair with 4 dham Odisha is very lowest city in india

  • @sabitajena7681
    @sabitajena7681 3 года назад +2

    ଆପଣ ଦୁଇ ଜଣ ଭିତରେ ଝଗଡା ଲଗଉଛନ୍ତି

  • @ummalitu147
    @ummalitu147 2 года назад +1

    Mam nku abhahela karuchhanti g..mareiba bjp..Ei Sala goda Tana jagu kichhi udhei paribeni bjp..😂😅

  • @yashrajdas4996
    @yashrajdas4996 3 года назад +4

    ବିଜେପି ଦଳ ହିଁ ଓଡିଶା ବିକାଶ ରୋକିବାକୁ ଷଡଯନ୍ତ୍ର କରୁଥିବା ଦଳ

  • @simanchalaswain5809
    @simanchalaswain5809 3 года назад +3

    Dharmendra Pradhan tanka Bhagya balare, Modi ji nka Aasirbada ru Kendra Mantri hoechhanti,kahin BJD ku Dharmendra BABU caunter kala bhali laguni,
    Yadi Aparajita Medam nku BJP ra jete Netaa Mantri achhanti samaste sahajoga kale BJD ku paraasta kari huanta,
    Aparajita Medam Bina ODISHA Rajaniti re BJD ku kehi caunter kalaa bhali power full Netaa nahanti.

  • @prafulladash6726
    @prafulladash6726 3 года назад +1

    Dharmendra jogu odishare Bjp sthanu. Dharmendra bjd agent.

  • @bipinamallik2803
    @bipinamallik2803 7 месяцев назад

    Jaya Jagannatha Jaya Jahaheuchi Thik Heuchi Agaku Jahaheba Thik Heba Jaya Jagannatha Jaya