Bhai Thik Katha Naveen no 1 CM. 10 years bhitarey hoyechi bjp government samayare. Modi sarkar Kouthi soyethila, 2024 rey seat bhaga chhidi Lani tenu Naveen Aparaga, pandian Tamil, pandian ru Pandu. Aji kali smart voter kahaku bujhyeeba Darkar paduni. Lekhiki rakha Naveen hariley bi CM heba. Bjp ra part 2 Bjd. Amey mara Mari Kintu modi, Naveen akhi thara thari. 24 Barsha ra samparka 24 dina Rey nasta huyena. Gujurat dry area Mada bikri nahi officially. Kintu sabuthu bada scam madara gujurat Rey.
Bhai tame kouthi acha odisha re na bahare...odisha re job bohut achi.. focus kara na hele dadan jiba ..jemti gujrat,Bihar au west bengal ru asiki odisha labour kama karunahanti
ସାମ୍ବାଦିକଙ୍କ ପ୍ରଶ୍ନ ବଢିଆ ଧନ୍ୟବାଦ୍
Vaduagire
Bjd tharu paisa neichi reporter
ବିଜେଡି ଏବଂ ନବୀନ ଏସମସ୍ତ କ୍ଷେତ୍ରରେ ୧ ନମ୍ରର କରିଛି, ଯଥା : - ମଦ ପିଆଇବାରେ , ବେକାର ରଖିବାରେ ,ଦାଦନ ଖଟାଇବାରେ , ଡାକ୍ତର ଓ ଶିକ୍ଷକ ଅଭାବରେ , ମହାନଦୀ ଶୁଷ୍କ କରିବାରେ , କୃଷିକୁ ଜଳାଭାବ କରିବାରେ ଏବଂ ଖଣି, ପାଣି, ଜମି ଓ ଜଙ୍ଗଲ ଲୁଟିବାରେ ବିଜେଡିର ଦାନ ଅତୁଳନୀୟ । ପ୍ରିୟ ମୁଖ୍ୟମନ୍ତ୍ରୀ ୨ ପଦ ଓଡ଼ିଆ କହିବା ପାଇଁ ଅକ୍ଷମ ସେମାନେ କି ସ୍ୱାଭିମାନ ଜାଣିବେ ? ବୋକଚା ବୁହା ଚାନେଲ କିଛି ଚାମଚାଙ୍କୁ ଏକ ତ୍ରିତ କରି ଏ ଗୋଟାଏ ପ୍ରହସନ ଲଗାଇଛି ।
👍👍👌👌❤️😂😂😂😂😂
Wow Bhai ...
Bhai Thik Katha Naveen no 1 CM.
10 years bhitarey hoyechi bjp government samayare.
Modi sarkar Kouthi soyethila,
2024 rey seat bhaga chhidi Lani tenu Naveen Aparaga, pandian Tamil, pandian ru Pandu.
Aji kali smart voter kahaku bujhyeeba Darkar paduni.
Lekhiki rakha Naveen hariley bi
CM heba. Bjp ra part 2 Bjd.
Amey mara Mari Kintu modi, Naveen akhi thara thari.
24 Barsha ra samparka 24 dina Rey nasta huyena.
Gujurat dry area Mada bikri nahi officially. Kintu sabuthu bada scam madara gujurat Rey.
BJD SARAKARA KU HOTA
Athere Pandu sasan chalichhi
Right
ଓଡିଶା, ଭାରତର ଦାଦନରେ NO-1
Google re search karo, ta pare comment kariba, kichi janiparuna
Pagal ta ki
Gujarat labour asiki khurda odisha industrial area re kana karuchanti.
Bhai tame kouthi acha odisha re na bahare...odisha re job bohut achi.. focus kara na hele dadan jiba ..jemti gujrat,Bihar au west bengal ru asiki odisha labour kama karunahanti
😂@@bhajamanadas1293
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଏକ ନମ୍ବର ଶକ୍ତିଶାଳୀ ଦେଶରେ ମାନ୍ୟତା ପାଇଛି ଆମ ଦେଶକୁ ସବୁ ଦେଶ ଭୟ କରୁଛି
bhaya kole kn hoba
ଯୟ,ଶ୍ରୀରାମ,ଭାରତରଜେଙନେତାଆସିଲେମଧ୍ୟକେହିଵୀଭଲକାମକରୁନାହାନ୍ତିଓପ୍ରତିପଞ୍ଚାୟତୱଓକୗଣସିଘରଘରବୁଲିଶ୍ଵଚ୍ଅପରେଶନ୍କକରୁନାହାନ୍ତିଓଜାଗାଵତ୍ସିଭାଗିଂଦେଉଛନ୍ତିଓଭୂମିହୀନଲକକୁଦେଉନାହାନ୍ତି।।।।ମନେମନେନେତାହୋଇଛନ୍ତିଓତାଙ୍କମୁହଃରେପୋକଫୁଟିଵହେପରତ୍ମାଆପଣଵୁଝୀଵେ।।,।ଜୟ ଶ୍ରୀ ରାମ।।।ରେଢାଖୋଲ
ବିଜେଡି ଚାଷୀଙ୍କ ପାଇଁ କିଛି କରି ନାହିଁ ।
Sata katha 💬 kahile
ଚାଷୀ ର ଉନ୍ନତି ହୋଇନାହିଁ
ବିଜେଡି ରାଜ ଲାଗି୨୦ ବାହରେ କଣ କରିଛି
@@dipupradhan951800😢😢 ki
,😢😢😮6u😢😢😢😢😢😮😢😢😢
ଭାଇ ଚାଷୀ ଙ୍କ ପାଇଁ କାଳିଆ ଅଛି
ସମ୍ବଡି ଙ୍କ ଭାଇ ବହୁତ ଧନ୍ୟବାଦ୍ ମାଗଣ ଚାଉଳ ବନ୍ଦ ହେହୁ ଯୁବସଂଗ ଙ୍କୁ ବେକାରୀ ଦୁରୀ କାରଣ ହେଉ❤❤❤
କେନ୍ଦ୍ର ଟଙ୍କା ରାଜ୍ୟ ସରକାର ଖାଉଛି ଏଠି ଯୋଜନା କେମିତି ହେବ
Knowledge ra abhab thakor ,bhala bhabare knowledge nai ,katha bahut badalauchha ,Santosh karaka nai
Bijayi Kumar... rightly said
ପ୍ରକୃତରେ ଚାଷ ଆଉ ଚାଷୀର ଅବସ୍ତା ବହୁତ୍ ଖରାପ! ବହୁତ୍ ଜମି ପଡିଆ ପଢିଛି! କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀମାନେ କୃଷି କୃଷି ରୁଣ ରୁ ବଞ୍ଚିତ ହେଉଛନ୍ତି କାରଣ Balasore ଜିଲ୍ଲା ରେ ବହୁତ୍ ଗ୍ରାମ ଓ ଅଞ୍ଚଳ ରେ ଚକବନ୍ଦୀ ଓ ବନ୍ଦୋବସ୍ତ କରାଯାଇନାହିଁ ତେଣୁ କୃଷି ରୁଣ ଆପ୍ଲିକେସନ କରିବା ସମୟରେ EC ବାହାର କରିବା ପାଇଁ ବହୁ ଖର୍ଚ ଲାଗୁଛି! ଅନେକ ଦିନରୁ ପ୍ରାୟ 1969 ମସିହା ପର ଠାରୁ ବନ୍ଦୋବସ୍ତ ହେଉନଥିବାରୁ ସବୁ ଜମିରେ ଅନେକ୍ ଜଣ ସମ୍ପର୍କୀୟ ବ୍ଯକ୍ତିଙ୍କ ମିଳିତ ମାଲିକାନା ଥିବାରୁ ନିଜ ଅଂଶ ଭାଗ ଜମି ବିକ୍ରି କରିବାରେ ଅସମର୍ଥ ହେଉଛି!
ଆଜିଯାଏ କୌଣସି ରାଜ ନେତା Balasore ଜିଲ୍ଲା ରେ ପୁନଃ ବନ୍ଦୋବସ୍ତ ଓ ଚକବନ୍ଦୀ କରିବା ପାଇଁ ଦୃଷ୍ଟି ଦେଇନାହାନ୍ତି!
ଏ କଣ ହଉଚି
ଆଜି ର ଅଧିକାଂଶ ନେତା ସବୁ congress.
ଭାରତ ରେ ମାଗଣା ଯୋଜନା ସବୁ ବନ୍ଦ୍ ହେବା ଦରକାର୍, ପରିଶ୍ରମ କରି ସମସ୍ତେ ଚଳନ୍ତୁ, ମାଗଣା ଦିଆ ନେତାଙ୍କୁ କେହି ଭୋଟ ଦିଅ ନାହିଁ,
right🎉
ଭାଇ ମାଗଣା ବନ୍ଦ ହେଇଗଲେ ସମସ୍ତେ ସ୍ବାବଲମ୍ବୀ ହେଇଯିବେ ନେତା ମାନଙ୍କୁ ପେଳରେ କେହି ଓହୋଳିବେନି ତାଙ୍କ ଭେଳା ବୁଡ଼ିଯିବନି, ଜନତା ହେଲେପରା ମାଗଣା ଖିଆ କୁକୁର
ଯଦି, ଦଶ ବର୍ଷ ଆର୍ଥିକ ବଜେଟ୍ ସହିତ ପିସି ଖାଇବାର ଡେଭେଲପମେଣ୍ଟ ପଥ ବନ୍ଦ କରି ଦିଆଯାଏ, ନେତାମାନଙ୍କର ଭୁକିବା ବନ୍ଦ ହୋଇଯିବ 🤔🤔🤔🤔😂😂😂😂
Right katha kahela
ଆପଣଙ୍କ ସହ ଏକମତ
ନମ୍ବର ୱାନ ରାଜ୍ୟରୁ ଦାଦନ ସବୁଠାରୁ ଅଧିକ
ବିଯେଡିକୁ ଧନ୍ୟବାଦ 🙏👍
ଚାଷୀ ମାନକର କିଛି ଊନତ ହୋଇନି ବରଂ ଚାଷୀ ମାନକ ପାଈଁ କେନାଲ ରେ ପାଣି ନାହଁ ୨୪ବର୍ଷରେ ଏକ ହାତ କେନାଲ ଖୋଳାଯାଇନି
ଏ ସରକାର ବଦଳିବା ଦରକାର , ଜୟ ଶ୍ରୀରାମ
ଯୟ କଂଗ୍ରେସ 🙏🙏🙏
ଏଠି bjd ଆଉ ସାମ୍ବାଦିକ ଏକ ହେଇ bjp ku ବହୁତ୍ ଚାପ ପକାଉଛନ୍ତି
ନିର୍ଲଜଙ୍କ ବାରବାଟୀ ଚାଷ। ଜୟ ଜଗନ୍ନାଥ ସଦ୍ବୁଧି ଦିଅନ୍ତୁ ଏଭଳି ରାଜନୀତିକୁ।
ସବୁ କଂଗ୍ରେସର ଯୋଜନା, ସବୁ କଂଗ୍ରେସର ପିଲା ମାନେ, ଦୁଇ ଜଣଙ୍କ କଳିରୁ ଅନ୍ୟର ଲାଭ 😊😊😊
BJP ବାଲାକୁ କିଛି ଦେଖାଯାଏ ନାହିଁ ଏମାନେ ସବୁ ଅନ୍ଧ
ମୁଦି ତା ଘରୁ ଚାଉଳ ଜଉଥିଲା♥️♥️
ମୁଦି ମିଛ କହେ♥️ଛିଛି
୧୦ଵର୍ଷ,୨୫ଵର୍ଷ ବହୁତ ହୋଇଗଲା,୫ଵର୍ଷରେ ଥରେ ସରକାର ବଦଳିବା ଦରକାର, ଏଥର ନିଶ୍ଚୟ ସରକାର ବଦଳାନ୍ତୁ
ଠିକ୍ କଥା କୋହିଲୋ ପ୍ରତ୍ୟେକ 5 ବର୍ଷ ରେ ସରକାର ବୋଦଳିବା ଦରକାର
ବିଜେଡି-ଆମ ପାଇଁ ସବୁକରିଛନ୍ତି..ଜୟବିଜେଡି♥️♥️♥️
ଦୁର୍ନୀତି ଅପରାଧରେ ଓଡିଶା ୧ ନମ୍ବର। ଛି।
Kaha pain ,bpj ,BJD pain
ଯାହା DEVELOPMENT ହେଈଛି କଂଗ୍ରେସ ସରକାର ସମୟରେ ଓ ଆଉ ବିଜେଡି ସରକାର ସମୟରେ ହେଈଛି II
ଧର୍ଷଣକାରୀରେ ନଂ-1, ଦଙ୍ଗାରେ ନଂ-1,ଅନାହାରେ ନଂ-1,,,,,,,,,
ସାମ୍ବାଦିକ ଭାଇ ଯୋଉ ଯୋଉ କଥା କହୁଛନ୍ତି ପୁରା ରାଇଟ କଥା ସେଥିପାଇଁ ବିଜେପି କୁ ବଧୁଚି
ସବୁ ଦଳରେ ଛୋଟ ବଡ ଚୋର ଅଛନ୍ତି କିନ୍ତୁ କଂଗ୍ରେସ ଦଳରେ ଦେଶଦ୍ରୋହୀ ଭର୍ତ୍ତି ଅଛନ୍ତି. ଯାହାକୁ ଭୋଟ ଦେଲେ ଦେବେ ଦେଶଦ୍ରୋହୀ ଦଳକୁ ନୂହେଁ.
ମହିଳା ସଶକ୍ତିକରଣ ହେଲେ ଆଉ ଧର୍ଷଣ ମଧ୍ୟ ହେଲେ
One and only congress 💯💯💯💯💯💯💯💯💯
ଜାତୀୟ କଂଗ୍ରେସ ଜ଼ିନ୍ଦାବାଦ
ଆମ ରାଜ୍ୟ ସରକାର କେନ୍ଦୁଝର ରୁ ଅଧିକ ଅର୍ଥ ରାଜକୋଷକୁ ଯାଉଛି ହେଲେ ସରକାର କେନ୍ଦୁଝର ଜିଲ୍ଲା ପାଇଁ କଣ କରିଛନ୍ତି ।ମାଇନ୍ସ ବହୁତ ଗୁଡ଼ିଏ ବନ୍ଦ କରିଦେଲା ।ମଦ ଭାଟି ବହୁତ ଖୋଲା ଯାଇଛି। ଲୋକ ମଦୁଆ ହୋଇ ମରୁଛନ୍ତି
କେବଳ ବାଲେଶ୍ୱର ଜିଲ୍ଲାରେ deployment କର ଆଉ ବାକି ଜିଲ୍ଲା କିଏ ପଚାରିବ
Jay Jagannath Jay Naveen sir ❤❤❤❤❤❤💐💐💐💐💐🙏🙏🙏👍👍👍👍👍
Student ପାଠ ଜାଣୁ ନାହାନ୍ତି bjd ଭୁଲ ବାଟ ଦେଖାଉଥିଲା ସ୍କୁଲ ରେ cc tv ଲଗାଯାଉ ନିଶ୍ଚୟ ପାଠ ପଢା ସୁଧୁରି ଯିବ 100%ମୁଁ ଗେରେଣ୍ଟି ଦେଉଛି
ବିଜେପି ଆଉ ବିଜେଡି ଗରିବ ଲୋକଙ୍କୁ ଲୁଟିବାରେ no. 1ଆଉ ନାରୀ ଧର୍ଷଣ ରେବି ଫାଷ୍ଟ ଆଉ ନାରୀ ଜାତି ମଧ୍ୟ ଏଗୁଡ଼ାକ ବହୁତ ପସନ୍ଦ କରନ୍ତି ସେଥିପାଇଁ ଏହି ଦୁଇ ଦଳଙ୍କୁ ବହୁତ ପସନ୍ଦ କରନ୍ତି ଧନ୍ୟବାଦ ନାରୀ ଜାତି କଂଗ୍ରେସ ପାର୍ଟି ଜିନ୍ଦାବାଦ 👍👍👍
Hmm aama desa ku Pakistan re biki debaku desa basi tayar hei congress ku vote dei pariba
ଏ ଗୋଟିଏ ପାଗଳ ସବୁ କେନ୍ଦ୍ର ମନ୍ତ୍ରୀ କରିବେ କହୁଛନ୍ତି, ତମେ ମାନେ କଣ ପାଇଁ ଅଛନ୍ତି
2cr job deba katha BJP ମିଛ କହି vote ନେଇଛନ୍ତି,ତେଣୁ ଏଥର congress କୁ ଭୋଟ ଦେଇ ଦେଖିବା
ବୀଜେପି ସବୁ କଂପାନୀ ଖାଇଛି
No -1 ଏବେ ହେଇଚି ଫ୍ୟୁଚର ରେ super no-1 ହେବ
ଧନ୍ୟବାଦ ସ୍ୱାମ୍ବାଦିକ ବନ୍ଧୁ-ଆଉ ସବୁ ଉଡ଼ୁଆ
Double Padma
ଶିକ୍ଷା ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ନବୀନ ସରକାର ଫେଲ।
News18 anchor ଡରୁଛନ୍ତି BJP ପ୍ରତିନିଧି ଙ୍କୁ କହିବା ବେଳେ disturb କରୁଛନ୍ତି।
BJP uneducated kn pai BJP ku support korucho
ଚି ଟିପଣ୍ଡଟଙ୍କା ନେଇ ବିଜେଡି ସରକାର ଗଢIGE25😂
ବିଜେପି ଗେରେଣ୍ଠି ଦେଉଛି ଆଉ ଭୂଳିଯାଉଛି
ସାମ୍ବାଦିକ ଭାଇଙ୍କୁ ମାନିବାକୁ ପଡ଼ିବ କଥା ଗୁଡାକ ପୁରା ପଏଣ୍ଟ ଉପରେ ପଚାରୁଛନ୍ତି
Right kahile sambadika bhai
ସବୁ ମିଛ କଥା ୭୦ ବର୍ଷରେ karipaarilenaaho ୨୫ବର୍ଷରେ karipaarilenaaho ବିଜେପି ନେତା କହଛନ୍ତି ୫ବର୍ଷରେ କରିଦେବେ ସବୁ ମିଛ
ଗାଣ୍ଡି ମରେଇ ହୁଅ ତମେ 😂
New bhala lagi thibaru aapanamanku dhanyawad
ବିଜେପି ସବୁ ଜାଗାରେ ଏମିତି କଥା ଗୋଲାଏ
Yes
Naveen Patnaik is great CM
Only AIMIM karibo Odisha 1 nambar❤
ରାଷ୍ଟ୍ରୀୟ ବାଦ ଚିନ୍ତାଧାରା ସମସ୍ତ ଙ୍କ ମନରେ ଜାତ ହୋଇଥିଲେ ରାଷ୍ଟ୍ର ସମୃଦ୍ଧ ହୋଇ ଥାନ୍ତା
ସୁପର୍ ମିଛୁଆ ଠାଉଟର
Sabunena..jub pidipain kn karichi subudha
ଟଙ୍କା ଖୀୟା ସାମ୍ବାଦିକ
ଆଆଆଆଆଆଆଆଆ। ଆୋଉ ଗୋଟେ କଥା😂😂😂😂😂
ଗାନ୍ଧୀ ପରିବାର ଥିଲା ଯାଏ କଂଗ୍ରେସ ଆସିବନି।
ଭାଇ କାମ ଆଜିନହେଲେ କାଲି ହବ ଶିକ୍ଷା କାଲିକି ହେବ ନାହିଁ ବୟସ ପଳେଇଯିବ
ଜାତୀୟ କଂଗ୍ରେସ ଜିନ୍ଦାବାଦ ଜୟ ଜଗନ୍ନାଥ
ଆଗରୁ ଅନେକ ଗଗ୍ରେସରେ ଥୀଲେ କିଛି ବିଜେଡିରେ ଥୀଲେ କିଛି,ଏବେ ବିଜେପିରେ ମିଶିଛନ୍ତି କିଛି ବିଜେପିର,ମୁଖୀଆ ନରେନ୍ଦ୍ର ମୋଦି ସମ୍ବିଧାନ ଆଣିଛନ୍ତି କିଛିଟା,ଏମାନଙ୍କର ଅମଳରେତ ଆମେ ସମ୍ବିଧାନ କଣ୍ ବୋଲି ଲୋକଙ୍କୁ ଜଣୋଉ ନଥୀଲେ ଏବେବି ଜଣେଇବାକୁ ଅସମଥ
ବିନେପି ହଟାଅ ଦେଶ ବଞ୍ଚାଅ
ଆରେ ଭାଇ ଶିଳ୍ପ କେତେବେଳେ ଚାଲିବ ଓ ବିକାଶ ହେବ, ଯେତେବେଳେ ଗରିବକୁ ଆର୍ଥିକ ସହାୟତା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଦେଶର ଛୋଟ ବଡ଼ ଶିଳ୍ପକୁ ଅର୍ଥ ବ୍ୟବସ୍ଥା କରାଯିବ ତେବେ ଶିଳ୍ପ ବ୍ୟବସ୍ଥା ଚାଲୁ ହେବ ଓ ଲୋକେ ସେହି ଶିଳ୍ପ ଜିନିଷ କିଣିବେ ଓ ଶିଳ୍ପ ଚାଲୁ ହେବ l ତୁମେ ଯଦି ପୁଞ୍ଜିପତିଙ୍କୁ ସବୁ ସମ୍ପତ୍ତି ଦେଇଦେବ ତେବେ ଭାରତରେ ରୋଜଗାର ତିଆରି କରୁଥିବା ଶିଳ୍ପ କେମିତି ବିକାଶ ହେବ ଏବଂ ଲୋକଙ୍କୁ କେତେବେଳେ ରୋଜଗାର ଦେବ???
ଦେଶରେ ଗରିବ ହିଁ ଦେଶର ବିକାଶ କରିପାରିବେ, ପୁଞ୍ଜିପତି ନୁହେଁ l ଗୋଟିଏ ଦୁଇଟି ପୁଞ୍ଜିପତିଙ୍କୁ ଦେଶର ସବୁ ସମ୍ପତି ଦେଲେ ଦେଶ କଣ ବିକାଶ ହେବ???
Bjp ର ମିଛ ପ୍ରତିଶ୍ରୁତି
Chamcha ଗିରି ଗୋବର୍ଦ୍ଧନ
BJP amoku mari dobo modi ro jou second re micho kotha kohuchi chi chi
Abhimanyu Bhai bjp micha mu Tama ko gutie Question pacharu chhi kahila tame odisha bhitare kamadhnda karanti naa bahare
ବିଜେପି ଓଡ଼ିଶା ବସି ଙ୍କୁ କଙ୍ଗାଲ କରିଦେବ
Nabin babu is good
No1 ta heichhi dadana khatiba ta
ସାମ୍ବାଦିକ ଭାଇ ରାଇଟ କଥା କହିଛନ୍ତି
BJD 24 ବର୍ଷ ହେଲା ଶାସନ କରୁଛି ଓଡ଼ିଶା ରେ ଓଡ଼ିଶା ରେ ଖଣି ଖାଦାନ କୋଇଲା ଭର ପୁର ଅଛି ବହୁତ୍ devlopment ହେବା କ ଥା କିନ୍ତୁ BJD ନେତା ମନ୍ତ୍ରୀ ଅଫିସର ମାନଙ୍କ ବିକାଶ ହେଇଛି ଜୟ ଜଗନ୍ନାଥ
😢😢😢😢😢😢😢😢😢😢
ଚି ଟିପଣ୍ଡଟଙ୍କା ନେଇ ବିଜେଡି ସରକାର ଗଢIGE25
Reporter's Question Thank you very much 👏👏👏👏
ସଦର ନିରବାଚନ ମଣ୍ତଳି ରେ ୩୧ ଟି ପଞ୍ଚାୟତ ରେ କୌଣସି ଗୋଟିଏ ଯାଗାରେ ଖେଳପଡିଆ ସ୍ବତନ୍ତ୍ର ଭାବେ ନାହିଁ ! ସବୁଠୁ ବଡ ପଞ୍ଚାୟତ ସାରଥା ରେ ବିଲରେ କ୍ରିକେଟ,ପୁଂଟବଲ ଖେଳା ଯାଉଛି ସ୍ବାଧିନତା ର ୬୫ ବରଷ ହେଲାଣି...
ବିଜେଡି ଚାଷୀ ମାନଙ୍କୁ କଣ କରିଛି । ଚାଷୀ ବିଷ ପିଇ ଆତ୍ମହତ୍ୟା ଏ
ଦାଦନ ଜିବା ବଢୁଛି
ବିଜେପି,,କରିବ,ନା,,ବାଳକରିବ
ରାତି ପାହିଲେ ଓଡ଼ିଶା ରୁ ଅନ୍ୟ ରାଜ୍ୟ କୁ ହଜାର ହଜାର ଲୋକ ରୋଜଗାର ପାଇଁ ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗା, ମହାରାଷ୍ଟ୍ରର, ଗୁଜୁରାଟ, ରାଜସ୍ଥାନ, ହରିୟଣା, ଦିଲ୍ଲୀ ଯାଉଛନ୍ତି ତମେ କ'ଣ ଉନ୍ନତି କରୁଛ
ଶିକ୍ଷା ଓ ନାରୀ ମାନଙ୍କ ଅବସ୍ଥା କଣ ଅଛି.
ଦାଦନ ଯଦି ନ ଯିବ, ନିଜ ପେଟ ନିଜେ ମରିବ ଜଉ ସରକାର ବି ଆସିଲେ ଦାଦନ ଯିବ ସେ bjd, bjp, କଂଗ୍ରେସ ଜୀଏବି ଆସୁ ଦାଦନ ନିଶ୍ଚୟ ଯଉ ଜିନିଷ ଉପରେ ଭରସା noruha ସେଇ ଜିନିଷ କୁ ଗେ ରେ ଣ୍ଟି ଦିଆ ଯାଏଁ
Govt school re teacher nahin
Mp,mla ହେବା ପାଇଁ ଗୋଟେ qualifications ରଖିବା ଦରକାର୍,safaiwala job ପାଇଁ ଯଦି 10th ପାସ୍ ଦରକାର୍ ସେଇଭଳି mp mla pain higher qualification rakhiba ଦରକାର୍
Journalisti Bhai Wow❤❤❤
ଯେତେବେଳେ ଜନତା ଚାହିଁବେ ନାହିଁ, ସେତେବେଳେ ବନ୍ଦ ହୋଇଯିବ।
ଚାଉଳ।
ନରେନ୍ଦ୍ର ମୋଦି ଖାଲି କଥା କୁହା ମଣ୍ଡା ଖାଲି ହାତ ହଲେଇ ଲୋକଙ୍କୁ ଭୁଆଁ ବୁଲୋଉଚି
B J P ଭାରତ କୁ ନଂ୧ କରିବାକୁ ଯାଉଛି
Only bjp jai odisha jai Shree Ram 🙏 ❤❤❤🎉🎉🎉🎉
ଜୟ ବିଜେଡି
ବିଜେପି କହେ କରେ ନାହିଁ ବିଜେଡି କହେ କରେ।
କୌଣସି ସରକାର୍ ଚାଷୀ ଙ୍କ ପାଇଁ କିଛି କରିନାହିଁ କି କରିବେ ନାହିଁ।
କଂଗ୍ରସ ଚାଉଳ ଦେଲା ରୋଜ ଗାର ଦେବ
ପ୍ରଧାନମନ୍ତ୍ରୀ ଙ୍କ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀ ଓ କେତେକ ରାଜ୍ୟର ମୂଖ୍ୟ ମନ୍ତ୍ରୀ ମାନେ ଆସି
କହିଦେଇଗଲେ ଓଡିଶାକୁ ନଂ୧ ହେବ । ତେବେ ଓଡିଶା ତଳକୁ କେଉଁ ରାଜ୍ୟ ରହିବ ?
Jay Bjd
Srikant jena most win 🏆
ମଦୁଆ ମାନେ ବି ବଢିଛନ୍ତି
ମନ୍ତ୍ରୀ କହିଲେ ଖାଦ୍ୟ production ରେ ନମ୍ବର ୱାନ । ଆଳୁ ପିଆଜ ମାଛ ଅଣ୍ଡା ଆଦି ଖାଦ୍ୟ ସାମଗ୍ରି ବାହାର ରାଜ୍ୟରୁ ଆସୁଛି ନାଜ ଲାଗୁନି ମନ୍ତ୍ରୀ କହୁଛନ୍ତି ଓଡିଶା ନମ୍ବର ୱାନ
Modi ji welcome to Odisha 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
Nice ❤❤❤❤❤❤❤
ଏତେ ଦିନ ଧରି ଓଡ଼ିଶା ରେ ଶାସନ ରେ ଥିବା ସମୟ ରେ ଗୋଟିଏ ବି କୋଲଷ୍ଟୋର କରି ପାରିଲ ନାହି
ଓଡ଼ିଶାର ଯେକୋୖଣସି। ପରିସ୍ଥିତି ପାଇଁ ନବିନ ପଟନାୟକ ହିଁ ଦାୟୀ ,୨୪ବର୍ଷ ଶାସନ ଦାୟୀତ୍ୱ ନେଇଥିଲା , ଜନତାଙ୍କ ର କୋଉ ଦିଗରେ ବିକାଶ କରିଛି , କୋଉ ଗୋଟିକର ଜବାବ ଦେଉ !!ନବିନକୁ ଦରକାର କେବଳ ଗାଦୀ , ହେଇ ଦେଖୁନାହାନ୍ତି ବିରୋଧି ଦଳର ନେତା ହେଇ ଅଧିବେଶନରେ ଅଂଶ ଗ୍ରହଣ କରୁନି ,ସବୁବେଳେ ଘର କୋଣରେ ଲୁଚି ରହୁଛି ,ଶାସନ ଚଳୁଥିଲା ବେଳେ ତ ମୂଳରୁ ଆସୁ ନ ଥିଲା କି ବହୁ ନ ଥିଲା ,ସିଏ କି ଶାସନ ର ମାନେ ବୁଝିବ ??ମାଗଣା ଖିଆ କେତେକ ଜନତା ଙ୍କ ଯୋଗୁଁ ଓଡ଼ିଶାରେ ଆଜି ନାନା ସମସ୍ୟା ଦେଖାଦେଉଛି ।।।
ସାମ୍ବାଦିକ ଭାଇ ଚିଟଫଣ୍ଡ ଚୋର କଥା ପଚାରୁନ