Aparajita shows her power | ଦିଲ୍ଲୀରେ ଖୋଲିଲେ ସଂଗଠନ ପେଡ଼ି | The Quiver

Поделиться
HTML-код
  • Опубликовано: 18 сен 2024
  • #ଦିଲ୍ଲୀରେ_ଖୋଲିଲେ_ସଂଗଠନ_ପେଡ଼ି
    ଦମ ଦେଖାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ରାଜ୍ୟ ସଂଗଠନରେ ଚାଲିଥିବା କେଳେଙ୍କାରୀର ପେଡ଼ି ଖୋଲିଛନ୍ତି ଦିଲ୍ଲୀରେ । କେମିତି ଚାଲିଛି ଷ୍ଟାମ୍ପ ମରା କାମ, ସଂଗଠନକୁ କିପରି କରାଯାଉଛି ଦୁର୍ବଳ, ପଛପଟୁ କେମିତି ଚାଲିଛି ସଂଗଠନ ଝିଙ୍କା କାମ ସେ ସବୁକୁ ବଖାଣି ଦେଇଛନ୍ତି । ସରକାର ଆସିବା ପରେ ସଂଗଠନକୁ ସୁଦୃଢ଼ କରିବା ପରିବର୍ତ୍ତେ କାଳେ ଦୁର୍ବଳ କରାଯାଉଛି । ସଭ୍ୟ ସଂଗ୍ରହ କାର୍ଯ୍ୟ ପଛେଇ ଯାଇଛି । ସମସ୍ତେ କ୍ଷମତାରେ ଚୁର । ଯିଏ କାମ କରୁଛି ତାର ଗୋଡ଼ ଟଣା ଯାଉଛି ।
    #odisha #odishapolitics #bjp #MLA #MP #bjpsarkar #AparajitaSarangi #manmohansamal #mohanmajhi #narendramodi #modi_in_odisha #dharmendrapradhan #jueloram #naijayantjaypanda
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in RUclips! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews
    #thequiver #thequivernews #odishapolitics

Комментарии • 93