Government should upgrade government hospitals, primary health centres, community health centres and dispensaries throughout Odisha. Public should be encouraged to get treatment at government hospitals. Apollo hospital is well known for unethical practices in healthcare. Government should either conduct enquiry against Apollo hospital or else close it down.
ଏହା ସାଙ୍ଘାତିକ ଘଟଣା, ଡାକ୍ତରଖାନା କର୍ତୃପକ୍ଷଙ୍କ ସମେତ ଯେଉଁ ମାନେ ଏହି କାଣ୍ଡରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବା ଉଚିତ ii
ଆପୋଲହାସପାତାଳ ଚିକିତ୍ସା ବଦଳରେ ଅର୍ଥ ଲୁଟିବାରେ ବ୍ୟସ୍ତ
ଖାଲି ଆପୋଲ ହସପିଟାଲର ଆଇସିୟୁରେ ଏମିତି ହୋଉନି ଓଡ଼ିଶା ରେ ଯେତେ ଆଇସିୟୁ ଆଛି ସେ ସରକାରୀ ହୋଉ କି ପ୍ରାଇଭେଟ୍ ସବୁଠୀ ଏମିତି ହେଉଚି।ସେଥିପାଇଁ ସେମାନେ ଆଇସିୟୁ ଭିତକୁ ସମସ୍ତଙ୍କୁ ଛାଡ଼ୁ ନାହାନ୍ତି କି କ୍ୟାମେରା ଲଗେଇକି ବାହାରେ ଅପେକ୍ଷା କରିଥିବା ରୋଗୀର ସମ୍ପର୍କୀୟ ଙ୍କୁ ଦେଖୋଉନହାନ୍ତି।
ମୁଁ ଅନୁଭବ କରିଛି ଆଉ ମୋ ହୃଦୟ ଆଜିବି କାନ୍ଦୁଚି ସେଦିନର କଥା ମାନେ ପଡ଼ିଲେ।
ମୋର ସରକାର ଙ୍କୁ ଏତିକି ଅନୁରୋଧ କି ପ୍ରତ୍ୟେକ ଆଇସିୟୁ ର ଲାଇଭ ଭିଯୁୟାଲ ବାହାରେ ଜଗିଥିବା ଲୋକଙ୍କୁ ଦେଖାଯାଉ।
Mu bi kanduchi aji SCB pai , mo husband nku maridele ICU vitare
Mu bi ange libhaichi hitech re
Hospital ବନ୍ଦ କର ।
ଜଣଙ୍କର ଭୁଲ ପାଇଁ ସବୁ କର୍ମଚାରି punishment ହଉ । ବହୁତ୍ ସେବା କରୁଛ doctor ନାଆ ରେ ଜାଣି ଶୁଣି ଟଙ୍କା ଲୁଟୁଛ । 😡😡 😡
Ok 😂😂😂😂😂
CM sir, please take immediate action close that hospital
ସ୍ବାସ୍ଥ୍ୟ ସେବା ନାମରେ ଆପୋଲୋ ହସ୍ପିଟାଲରେ ଏଭଳି ଘଟଣା ଓ ମଝିରେ ମଝିରେ ଅନେକ ରୋଗୀଙ୍କ ପ୍ରତିକ୍ରିୟା ଶୁଣି ଅନେକ ସାଧାରଣ ଲୋକ ମର୍ମାହତ ଓ ବିଶ୍ବାସ ହରାଇବା ସର୍ବ ସାଧାରଣରେ ଦେଖିବାକୁ ମିଳୁଛି। ଏଥିପାଇଁ ପ୍ରଶାସନ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଅତ୍ୟନ୍ତ ଜରୁରୀ ଅଟେ। ନଚେତ୍ ସାଧାରଣ ଜନତା ଯେତେବେଳେ ଆଇନକୁ ହାତକୁ ନେବେ ସେତେବେଳେ ଯାଇ ପ୍ରଶାସନର ନିଦ୍ରା ଭଗ୍ନ ହେବ।
ଯେତେ ସବୁ ଘରୋଇ hospital କେବଳ ନିରୀହ ଲୋକ ଠୁ ପଇସା ଲୁଟୁଛନ୍ତି
ଘରୋଇ ହସ୍ପିଟାଲ ଗୁଡାକୁ ସରକାରୀ ହସ୍ପିଟାଲରେ ପରଣତ କରାଯିବା ଉଚିତ୍
ଘରୋଇ ହସ୍ପିଟାଲ ଆମ ଓଡ଼ିଶା ରେ ଆବଶ୍ୟକ ନାହଁ।ଏହା ସରକାର ଙ୍କ ଅଯୋଗ୍ୟତା ପ୍ରମାଣ କରୁଛି।ସରକାର ଏହା ଉପରେ କଠିନ କାର୍ଯ୍ୟାନୁଷ୍ଠାନ ନେବାକୁ ଆମର ଅନୁରୋଧ ଓ ଦାବି।
Apollo hospital ku kahi jantunahi .samaste marijib
ଏଇଟା ନୂଆ କଥା ନୁହେଁ ସବୁବେଳେ ଚାଲିଛି ଚାଲୁଛି ଚାଲିଥିବ କାରଣ ଦୋଷୀ ଙ୍କୁ କଠିନ ଦଣ୍ଡ ନାହିଁ, ଏମିତି ମେଡିଆ ରେ ଆମେ ତିନି ଚାରି ଦିନ ଦେଖୁ ଶୁଣୁ । ମୁର୍ଦାର କୁ ଦିଅନ୍ତି ନାହିଁ ଦଶ ପନ୍ଦର ଲକ୍ଷ ହିସାବ ଦେଖାନ୍ତି
Appollo hospital ରେ ବହୁତ୍ ମାଡ଼ ମାରନ୍ତି,ଏଣୁ ଏହି hospital କୁ ଯାଆନ୍ତୁ ନାହିଁ
ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ନେବା ଜରୁରୀ ପ୍ରଶାସନ
ମୋହନ ସରକାର 🎉 ନ୍ୟାୟ ଦିଅନ୍ତୁ 🎉🎉🎉🎉 ପୋଲିସ୍ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ତଦନ୍ତ ରେ ସହାୟତା ପାଇଁ ନିବେଦନ 🎉🎉
Stop Apolo Hospital in BBSR.
ଆପଣ ମାନେ ଟିକେ ଚିନ୍ତା କରନ୍ତୁ ଯଦି ଜଣେ ଡାଇରେକ୍ଟର ଙ୍କୁ ମାନେ ଜଣେ IAS ଅଫିସର ଙ୍କ ର ଏଇ ଅବସ୍ଥା ତାହେଲେ ଥରେ ମାତ୍ର ଚିନ୍ତା କରନ୍ତୁ ଯେ ସାଧାରଣ ଲୋକଙ୍କ ପ୍ରତି ହସ୍ପିଟାଲ ଵାଲା ଙ୍କ ର କି ପ୍ରକାର ବ୍ୟବହାର ହେଉଥିବ 🙏🙏🙏 ଜୟ ଜଗନ୍ନାଥ 🙏🙏🙏
ଯେଉଁ ମାନେ ଶବୁ ଏ,ପରି, ଅମାନୁଷିକ କାର୍ଯ୍ୟ , କରୁଛନ୍ତି,, ସେମାନଙ୍କୁ ଉପଯୁକ୍ତ, ଦଣ୍ଡାଦେଶ ହେବ, ଉଚିତ ଆଉ, ହସ୍ପିଟାଲ ଉପରେ,,ଦୃଢ଼, କାର୍ଯ୍ୟନୁଷ୍ଠାନ ଗ୍ରହଣ ,, କରାଯାଉ
Apollo hospital upare strict action niajau
ଦେଖିବା ନୂଆ ସରକାର ଏ ଦୁର୍ନୀତି ଦୂରବ୍ୟବହାର କରୁଥିବା hospital ବିରୁଦ୍ଧରେ କଣ ପଦକ୍ଷେପ ନେଉଛନ୍ତି
Sabu khali sarakara lokamanankara manisapania Kn sarkar karibe
Nurse ra bapa maa ନାହାନ୍ତି । ତୋର ବାପା କୁ କଣ ଏମିତି ସେବା କରୁଚୁ। Father is Hero. GOD
Apoll. Hospital. Licence. Ku. rad. Karajao
ଏତେ ବଦମାସ୍ ଲୋକ Apolo ରେ ଅଛନ୍ତି
କେତେ ସାହସ ସେ ବଦମାସ ନର୍ସ ର. ସେଇଟାକୁ jail ପଠାଅ
ସମସ୍ତ ଆପୋଲୋ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ
ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଉପରେ କଠିନ କାର୍ଯ୍ଯ ଅନୁଷ୍ଠାନ ନିଆଯାଉ। ଏବଂ ସଂପୃକ୍ତ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଏବଂ ଚାକିରିରୁ ବହିଷ୍କୃତ କରାଯାଉ। ନଚେତ୍ ଅବସ୍ଥା ଆଡକୁ ଆହୁରି ଅଧିକ ସାଙ୍ଘାତିକ। ହେବ।
ନିର୍ଯାତନା ଦେଇଥିବା ସେହି କର୍ମଚାରୀ ମାନଙ୍କୁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରି କଠୋର ଦଣ୍ଡ ଦିଆଯିବାକୁ ଅନୁରୋଧ।
Apollo hospital ଗୋଟେ ମୃତ୍ୟୁର ଯନ୍ତା ।
ଆଗରୁ ବି ବହୁତ ଘଟଣା ଘଟିଛି । ରୋଗୀଙ୍କ ତଣ୍ଟିଚିପି ପଇସା ନେବାରେ ଓସ୍ତାତ । କାହିଁକି ଲୋକମାନେ ସେଠିକୁ ଯାଉଛନ୍ତି । କେହି ଆଉ ଯାଆନ୍ତୁ ନାହିଁ please ।
Govt should take immediate action
Stop private Hospitals in our state take step BJP Govt, please improve our Government Medical.
ଅତ୍ୟନ୍ତ ନୀନ୍ଦନୀୟ
In past many complain against appolo hospital. Govt should take strong action and proper enquiry should be done. Truth should reveal.
ଆଇନ୍ ହାତକୁ ନିଅ ,ଏକାଧିକ ଲୋକ ଏକାଠି ହୋଇ ପ୍ରହାର କର,କୋଉ ଆଇ ଆଇ ସି ଆପଣଙ୍କୁ ନ୍ୟାୟ ଦେବେ ନାହିଁ, ରାଜ୍ଯ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ,ଥାନା ବାଲା ପରମ ଡକାୟତ।
One crore compensation to be paid by the hospital.
ପଇସା ଲୁଟିବା ରେ ମାହିରି ଏବେ ମାଡ଼ମାରିବାରେ ମାହିରି 😜
Appollo hospital ku seal kara jau...sabu bele appollo hospital name re complain asuchi...faltu hospital
ଯେଉଁ ଦଣ୍ଡ ଦେବା କଥା ତାହା ଶିଘ୍ର ହେଉ କଲିକତା ଭଳି ଗତି ଗଡ଼ିକା ନଯାଉ
Stop this medical
ଏହି ବିଷୟ ସତ ହେଇ ଥିବ କାରଣ ଆପୋଲ ହସ୍ପିଟାଲ ଷ୍ଟାଫ୍ ଏବଂ ଗାର୍ଡ ଙ୍କର ବ୍ୟବହାର ଠିକ୍ ନୁହେଁ, କିନ୍ତୁ ଡକ୍ଟର ମାନଙ୍କର ବ୍ୟବହାର ଠିକ୍,
Sabu private hospital band kari govt. Hospital ku develop karaajau
CM ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରନ୍ତୁସାର ସରକାର କିଛି ପଦକ୍ଷେପ ନନେଲେ ଅନସନ କରନ୍ତୁ ଓଡ଼ିଶାର ଲୋକଙ୍କୁ ବୋକା ଭାବୁଛନ୍ତି ଅଣା ଓଡ଼ିଆ ମାଲିକ ନିଶ୍ଚିତ ହୋଇଥିବ
ଆମର ଅନୁରୋଧଯେ ଏଇଭଳି ବେସରକାରୀ ହସ୍ପିଟାଲକୁ ବନ୍ଦ କରାଯାଉ. 💪ଏମାନେ ଶୋଷଣ କରିବା ସଂଗେ ସଂଗେ ସେମାନଙ୍କର ବଡ଼ିର ପାର୍ଟକୁ ମଧ୍ୟ ବିକିଦେଉଛନ୍ତି. 💪💪ଏଇ ଅନ୍ୟାୟକୁ ବନ୍ଦ karajau💪💪💪💪💪💪💪
Aswini hospital, KIMS hospital same story
ଏ ଶଳା ପଇସା ପାଇଁ କଣ ହେଉଛନ୍ତି
ନର୍ସ କୁ ଜେଲ ରେ ପରାଇ ଦିଆ ଯାଉ
ଏ ଵ ଉଅଁ ବିଧି ବଧ ତଦନ୍ତ ହେଉ
Appolo haspital ku block karajau.
ସେ ନର୍ସକୁ ଏ ବଡ଼ଭାଇ ସହିତ ଗୋଟିଏ ରାତି ଛଡାଯାଉ।ସେ ରାତିସାରା ଥରେ ବାଡାଓ୍ବ ଆଉ ଟେକ୍ନିସିୟାନ୍ କୁ ତାଙ୍କର ବେଡ୍ ସଫାକରାଯିବାର ବ୍ୟବସ୍ଥା କରାଯାଉ।
BBBSR and big Private Hospital, ଏମିତି ସାଧାରଣତଃ ହୁଏ , ଏମିତି ଅବହେଳା ଅନେକ ଥର ଦୃଷ୍ଟି ଗୋଚର ହୋଇଥାଏ ।
CM. ଙ୍କୁ ଅଭିଯୋଗ କରନ୍ତୁ
ଏମିତି ହୁଏ ପ୍ରାୟ ହସ୍ପିଟାଲ ରେ ମାନଙ୍କ ରେ ମୁଁ ମଧ୍ୟ ଅନେକ ଦିନ ତଳେ ଏମିତି ଭଗିଚି ।
BJP Govt don't follow BJD Govt rule.take action soon.
ତମେ ଚିକିତ୍ସା ଜାଣିନ । ମାତ ଟା ହିଁ ପ୍ରକୃତ Treatment.❤❤❤
Odisha government kn soechhi ?
ରୋଗୀଙ୍କର ଅଭିଯୋଗ ହସ୍ପିଟାଲ ବିଲ୍ କୁ ନେଇ ହେଇଥାଇପାରେ । ସରକାରୀ ହସ୍ପିଟାଲ ଯିବାର ଥିଲା ।
ସେହି ଡାକ୍ତରଖାନା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ରାଜ୍ୟରେ private hospital ରହୁ ଅଥବା ସରକାରୀ ହସ୍ପିଟାଲ ରହୁ ଏବଂ ଏହା ଉପରେ ସରକାରଙ୍କର control ରହୁ .. ସରକାର ଖାଲି privatisation କରି କମିଶନ ନେଇ ସୋଇ ପଡିଲେ ହେବନି, କିଛି ନୈତିକ ଦାୟିତ୍ୱ ମଧ୍ୟ ରଖନ୍ତୁ l
କିଛି ଭଲ ନୁହେଁ.. ସବୁ ପଇସା କାଙ୍ଗାଳି.. Sum ହସ୍ପିଟାଲ ବି ସେୟା ଛିଃ ଛିଃ
ପ୍ରାଇଭେଟ ସଂସ୍ଥା ଗୁଡିକ ଉପରେ ସରକାର ତୀକ୍ଷ୍ଣ ଦୃଷ୍ଟି ଦେବା ଉଚିତ। ଚିକିତ୍ସା ନା'ରେ ଶାରୀରିକ , ମାନସିକ ,ତଥା ଆର୍ଥିକ ନିର୍ଯ୍ୟାତନା ଦେବାର ଦୃଷ୍ଟାନ୍ତ ଅନେକ ରହିଛି। ସରକାର ନିରବ ରହିବା ଠିକ୍ ନୂହେଁ।
ମାଗ୍ୟା ରାଜଧାନୀ ବାସୀ।
ମୋହନ ମାଝୀ ସରକାର କଣ କରୁଛି
Are Mohan Majhi Sarak kana Kariba..Thana re FIR to kara
ଆପମଙ୍କ ପାଇଁ ଆପୋଲ ଯାହା କଲା ତାହତ ନୀନ୍ଦନୀୟ ।
ଓଡିଶାର ସ୍ବାସ୍ଥ୍ୟସେବା କୁ ବିଜେଡି ଦଳ ଓ ମୁଷ୍ଠିମେୟ IPS & IAS ବେସରକାରୀ ସ୍ବାସ୍ଥ୍ୟସେବା ଅନୁଷ୍ଠାନ କୁ ବିକ୍ରିକରି ନିଜର କଳାଧନ କୁ ଧଳା କରୁଛନ୍ତି ।
ଏଥିରେ ନବୀନବାବୁଙ୍କର ଆଗ୍ରହ ଥିଲା ।
ଏଣୁ ରାଜ୍ଯର ଶିକ୍ଷା , ସ୍ବାସ୍ଥ୍ୟ ଆଜି ରସାତଳଗାମୀ ।
ଅଧିକାଂଶ ଡାକ୍ତରଖାନାରେ ଏମିତି ଅକଥନୀୟ ଅତ୍ୟାଚାର ଚାଲିଛି । କେଉଁଠି ନିର୍ଯାତନା ଦେଉଛନ୍ତି ତ କେଉଁଠି ମାରିଦେଉଛନ୍ତି । ଅତ୍ୟଧିକ ଟଙ୍କା ବି ନେଉଛନ୍ତି । ଏହାର ଉଚିତ ପଦକ୍ଷେପ ନିଆଯାଉ ।
ସମସ୍ତ କୁଂଆରେଷୣକରି ଜେଲପଠାଯାଉ ଓମେଡିକାଲକୁ ବଧଂକରାଯାଉ
CM sir what you are waiting for. Please take immediate action
Action should be taken against Apollo hospital.
ଏମାନଙ୍କୁ ଗିରଫ କରି ହଉ ଧଣ୍ଡ ମିଳୁ
Right speech
Bahut sundar AMRI Hospital
କାଲି ଆପୋଲ କାହିଁକି କଟକ ରେ ଆସିନି ହସ୍ପିଲ ରେବୀ ସେମିତି ହେଉଛି ଆୟୁଷ ରେ ରକ୍ଷୀ ଖାଇବା ପାଇଁ ଠିକ ରେ ଦେଉ ନାହାନ୍ତି ରୋଗୀ ମରିବାର 4 5 ଦିନ ପଯ୍ୟନ୍ତ ଭେଟିଲେସନ ରେରଖି ପଇସା ଲୋଟୁଛନ୍ତି ପଇସା ନିଅ ହେଲେ ପେସେଣ୍ଟ ଭଲ କରିଦିଅ ଲୋକମାନେ କହୁ ଥିଲେ ଡାକ୍ତର ହାଓଛନ୍ତି ଦ୍ୱିତୀୟ ଭଗବାନ ହେଲେ ଡାକ୍ତର ହାଓଛନ୍ତି ଦ୍ୱିତୀଆ ଯମ ଯମ ରାଜା ଙ୍କର ଟିକେ ଦୟା ମାୟା ଅଛି ସେ ଡାକ୍ତର ମାନଙ୍କର ସେତିକି ବିନାହିଁ ମମତରେ ପିଲା ମାନଙ୍କୁ ଡାକ୍ତର କରିବା ଠିକ ନୁହେଁ ଜୟ ଜଗନ୍ନାଥ 😢😢😢
ଆପୋଲୋ ଗରିବ ମାନଙ୍କ ଠାରୁ ଲୁଟି କରି ନେଉଛନ୍ତି.
ଦୋଷି ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମି ଦିନରେ ମହାଆନ୍ଦୋଳନ ହେବ । ଦରକାର
Let Govt come forward to take immediate action. Another example of odia Asmita.
ଏ ମିତି ସବୁ hospital ରେ ହୁଏ
He bhagawan ମେଡ଼ିକାଲ ରେ ସବୁ ପାଗଳ ହୋଇଗଲେଣି ନା କଣ
Right
Don't go for treatment to appolo hospital
ସବୁ hospital re ଏ ଦଶା,ବଡ ଘର ବଡ ଗୁମର କଥା
ଖାଲି ଆପୋଲୋ ନୁହେଁ ଆଦମୀ ରେ ମଧୟ ସେୟା
Govt should take strong action against Apollo hospital
Doctor ଆଉ ନର୍ସ manaku ଗୋଡେଇ ଗୋଡେଇ ମାରୋ, ଯିଏ ଭି ଏହି ଭଳି କାମୋ କରୁଛନ୍ତି, ଦେଖିବେ ବହୁତ୍ କମ୍ ଦିନରେ ସମସ୍ତେ ସାବାଡ୍ ହେଇଯିବେ👉 100%, ଆପଣ ସେ ମାନଙ୍କ ନା ରେ, 👉ଥାନା ରେ ଅଭିଯୋଗ କଲେ କିଛି ବି ପରିଣାମ ମିଳିବନି, ସବୁ ଠୁ ବଡ଼ ଚର, ଡକାୟତ ହଉଛି police department. ସତ କହିଲି ନା ଭାଇ ମାନେ , comment କୁ like Kara 👍 ସମସ୍ତେ ଜାଣିବା ଦରକାର୍ ।
Please take immediate action on this hospital
ଆମେ ତୁମ ଡାକ୍ତର ଙ୍କର। ଗୁଳକଟିବୁ❤❤❤❤❤❤
ଏହି କର୍ପୋରେଟ ଡାକ୍ତରଖାନା ଗୁଡିକ ର ଲମ୍ବା ହାତ ଓଡିଶା ତଥା ଭାରତ ସରକାର ଙ୍କ ଭିତର ପର୍ଯ୍ୟନ୍ତ ଅଛି|
ଏମାନଂକର କେହି କିଛି କରି ପାରିବେନି | କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇପାରିବନି |
Lock the hospital and see the cctv footage and suspend the peoples
Total seal କରିଦେବା ଦରକାର୍ ।
Shame Shame for APPOLO HOSPITAL BBSR
Hey prabhu 😭😭🙏🙏
Emided action please odisha sarkaar👍👍👍
Jay jagannath
ମୋହନ ସରକାର ଆପୋଲୋ ହସ୍ପିଟାଲ ର କିଛି କରି ପାରିବେ ନାହିଁ
ବଡ଼ ହସ୍ପିଟାଲରେ ଏଭଳି ନିର୍ଯ୍ୟାତିତ ହେଉଥିବା ଅଭିଯୋଗ ପୂର୍ବରୁ ସରକାରଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ କିନ୍ତୁ ନୁଆ ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରିବାପାଇଁ ଆମେ ଦାବି କରିବୁ
ଆଉ କେହି apollo hospital କେହି ଯିବେନି 👿👿👿👿
Very good
Government should upgrade government hospitals, primary health centres, community health centres and dispensaries throughout Odisha. Public should be encouraged to get treatment at government hospitals.
Apollo hospital is well known for unethical practices in healthcare. Government should either conduct enquiry against Apollo hospital or else close it down.
ସେହି ମେଡିକାଲ କୁ ସରକାର ବନ୍ଦ କରିଦିଅନ୍ତୁ
Yes , bele bele athi emiti huye
Stop. Appol. Hospital. In. Bbsr❤😂😢
Sir this facility now available at keonjhar ,so avail the facility there,at cheaper price with best behaviour.
Mohan sir ( CM) take serious action blody who all are evolve.. And request opposition leader Navin Babu to take this matter in Vidhan sabha
ପୋଲିସ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରୁ।
So sad😢
This hospital should be shut down immediately.The chief minister should intervene.
ବେକାର ହସ୍ପିଟାଲ..... ଏଠି ଡାକ୍ତର କୁ ଖଡା ଜଣାନାହିଁ..... କେବଳ ପଇସା ଲୁଟନ୍ତି...... କ୍ୟାପିଟାଲ ହସ୍ପିଟାଲ ରେ ଅଭିଜ୍ଞତା ଡାକ୍ତର ଅଛନ୍ତି....
Sir direct suprim court.
ମୋର ହାତ ଅପରେସନ କରିଚି ବର୍ଷେ ହେଲାନି ହାତ ଉଠୁନି