Indian Army Major Assault Case : ଡ୍ୟୁଟିରେ ଥାଇ ନାଇଟ ପିନ୍ଧିଛ? ପଚାରିଦେବାରୁ ଏତେ କଥା..|| Odisha Reporter

Поделиться
HTML-код
  • Опубликовано: 18 сен 2024
  • ମୋ ଝିଅ କ'ଣ 7 ଜଣ ପୋଲିସ ଅଧିକାରୀଙ୍କୁ ବାଡେଇ ପାରିବ? ତାହା ପୁଣି ପୋଲିସ ମାନଙ୍କର କିଛି ହେବନି ଝିଅର ମୁହଁରେ ଗଭିର ଆଘତ ଲାଗିବ? ଏହା କେମିତି ସମ୍ଭବ? ବାସ୍ତବରେ ଡ୍ୟୁଟିରେ ଥିବା ମହିଳା ପୋଲିସ ଅଧିକାରୀଙ୍କୁ ନାଇଟ ପୋଷାକରେ କାହିଁକି ଅଛନ୍ତି ବୋଲି ପଚାରିବାରୁ ସେମାନେ ଉତକ୍ଷିପ୍ତ ହୋଇ ଏମିତି କରିଛନ୍ତି। ଶୁଣନ୍ତୁ ଆଉ କ'ଣ କହୁଛନ୍ତି
    ପୀଡିତ ସେନାଅଧିକାରୀଙ୍କ ବାନ୍ଧବୀଙ୍କ ବାପା...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #arrmyofficer #bharatpur #PoliceAction #womenpolice #bhubaneswar #odisha #OdishaReporter

Комментарии • 510

  • @swadhikarbetaj3768
    @swadhikarbetaj3768 День назад +167

    ଡ୍ୟୁଟି ରେ ଥାଇ ମହୀଳା ପୋଲିସ ଯଦି ଲଙ୍ଗଳା ହୁଅନ୍ତି ତେବେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ଦିଆଯିବା ଉଚିତ।

  • @ODISHABHAI-eq8jq
    @ODISHABHAI-eq8jq День назад +195

    ଓଡ଼ିଶା ପୋଲିସ, ସବୁ ଥାନା କୁ ନିଜ ଆକ୍ତିଆ ର ନେଇ ଗଲେଣି, ରାତି ଡ୍ୟୁଟି ରେ ଥାଇ ନାଇଟ ଡ୍ରେସ୍ ପିନ୍ଧି ଛନ୍ତି, ସେଥି ପାଇଁ ତ CC କ୍ୟାମେରା ଲଗାଇ ନାହାନ୍ତି 🙏🏻

    • @pradeeppalai
      @pradeeppalai День назад +10

      Night pindhile iic sidha direct maribe😂

    • @user-bp5zg9mx5f
      @user-bp5zg9mx5f День назад +4

      Ama odisha police ku film style treatment darkar sadan action no suspention only bf mada

    • @thedancinggirlmeenakshimah7408
      @thedancinggirlmeenakshimah7408 День назад +1

      😂​@@pradeeppalai

    • @saratkumarpanda7007
      @saratkumarpanda7007 День назад +10

      ଡିଉଟି କରୁଥିଲେ ନା ରାଶଲୀଳା କରୁଥିଲେ। ସମ୍ବେଦନଶୀଳ ହୀନ ମହିଳା ପୋଲିସ

    • @Riderff001
      @Riderff001 22 часа назад

      @@pradeeppalai 😂🤭🤭🤭

  • @lilunayak5276
    @lilunayak5276 День назад +155

    ଥାନାରେ ନାଇଟି ପିନ୍ଧିଥିଲା ରାତିରେ କାମ କରିବାକୁ ସୁବିଧା ହବବେଳି 😂

  • @pradeepkumardas4439
    @pradeepkumardas4439 День назад +126

    ଓଡ଼ିଶା ରେ ଆର୍ମି ଶାସନ ହେଉ

    • @Eagleeye774
      @Eagleeye774 21 час назад +3

      ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ପ୍ରତି ଥାନାର ମୁଖ୍ୟ କରାଯାଉ..

    • @asit_mohanty
      @asit_mohanty 13 часов назад +3

      Tame nua sambhidhan lekhiba re

    • @sanatandharma2011
      @sanatandharma2011 9 часов назад +2

      Odisha army sashan hele aau banchibani pakistan bhali paristhiti heba

    • @pradeepkumardas4439
      @pradeepkumardas4439 7 часов назад

      @@sanatandharma2011 Indian army pakistan army bhalia nuhen

    • @sanatandharma2011
      @sanatandharma2011 7 часов назад

      @@pradeepkumardas4439 abe government under chalichi boli na hele sabu seiya

  • @bapisadangi3373
    @bapisadangi3373 День назад +76

    ଓଡ଼ିଶାରେ ଅଭଦ୍ର ପୋଲିସ

  • @kalucharanpatra5767
    @kalucharanpatra5767 22 часа назад +39

    ଓଡିଶା ପୋଲିସ୍ ସଂସ୍କାର ଶିଖନ୍ତୁ । ବିଜେଡି ସରକାର ନାହିଁ ଆଉ ।ନହେଲେ ନାମ ନେବ । ଜନସାଧାରଣଙ୍କ ଙ୍କୁ ସୁରକ୍ଷା ଦିଅ

  • @pritiranjandas5875
    @pritiranjandas5875 День назад +56

    ମୋ ସହିତ ମଧ୍ୟ ଏମିତି ଘଟିଛି... ଓଡିଶା ପୁଲିସ ର bjd ସରକାର ସମୟରେ କରିଥିବା ଅଭ୍ୟାସ ଏଯାଏ ଭୁଲିନାହିଁ...

    • @dhanumunda7630
      @dhanumunda7630 23 часа назад

      BJP sarkar Bhai BJP sarkar

    • @SumankumarBehardalai
      @SumankumarBehardalai 22 часа назад

      ​@@dhanumunda7630not BJP sarakar , it's Mohan Majhi sarakar , BJP sarakar re abhali police nku phula mala padithanta

    • @Broo401
      @Broo401 5 часов назад

      କାହିଁକି ସେ bjd, BJP ହଉଚ, ସେ ଯୋଉ ସରକାର ହଉ , ସେ କିଛି change ହବନି, BJD ଥିଲାବେଳେ atleast senior citizen ଙ୍କ care nauthila police

  • @satyasankar1
    @satyasankar1 День назад +55

    ଏ ପୁଲିସ ଗୁଡ଼ାକ ସବୁଠାରୁ ବଡ ବଦମାସ୍, ସେଥିପାଇଁ ତ ଭୁବନେଶ୍ବର ରେ ଚୋରି, ଡକାୟତି, ମର୍ଡର, gang war ଭଳି କାର୍ଯ୍ୟ ନୀତି ଦିନିଆ କଥା ହେଇଗଲାଣି।
    ଏମାନେ ସାଧାରଣ ଲୋକଙ୍କୁ କେବେ ବି ସାହାଯ୍ୟ କରନ୍ତି ନାହିଁ, ଏମାନଂକୁ ଚରମ ଶାସ୍ତି ଦରକାର।
    We support the Army couple.

    • @sanatandharma2011
      @sanatandharma2011 9 часов назад +1

      Jemiti ki bhubaneswar chadiki pura Bharat Santi re achi na

    • @satyasankar1
      @satyasankar1 9 часов назад +2

      @@sanatandharma2011 ଦେଶ କଥା ଭାବିବା ଉତ୍ତମ କଥା, କିନ୍ତୁ ଆଗ ରାଜ୍ୟ କଥା ଭାବ ।

  • @manojsahu2039
    @manojsahu2039 День назад +29

    କାହିଁ କେଜାଣି ପୋଲିସ ବାବୁ ମାନେ ଖାକି ପୋଷାକ ପିନ୍ଧିଲା ପରେ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ହେଉଛି ,ଆରେ ଖାକି ପୋଷାକର ମର୍ଯ୍ୟାଦା ,ସମ୍ମାନ ବଜାଇ ରଖ , ତେବେ ଯାଇ ଲୋକେ ସାରା ପୋଲିସ department କୁ ସମ୍ମାନ ଦେବେ ନଚେତ୍ ସୋସିଆଲ ମିଡିଆରେ କେମିତି ଲେଖୁଛନ୍ତି ଜାଣି ପାରୁଥିବେ

  • @prasannajena5461
    @prasannajena5461 День назад +79

    ରାତିରେ ମହିଳା ପୋଲିସ ନାଇଟ୍ ପିନ୍ଧୁଛନ୍ତି, ପୁରୁଷ ପୋଲିସ ଗାମୁଛା ଏ ସବୁ କଣ ପୋଲିସ ନାଁ ରେ କଳଙ୍କ ।

  • @chittaranjanrath3088
    @chittaranjanrath3088 День назад +71

    ଜୟ ଜଓ୍ବାନ୍ ,ଜୟ କିଷାନ୍। ରାଜ୍ୟ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଆମେ ଖୁସି।

  • @SubashRout-g5k
    @SubashRout-g5k День назад +21

    ସୁରକ୍ଷା ଆଜି ଅସୁରକ୍ଷିତ ଦୁଃଖ ଲାଗୁଛି , ଜୟ ଜଗନ୍ନାଥ 🙏🙏🙏

  • @iindia8565
    @iindia8565 23 часа назад +15

    ନାଇଟ୍ ପିନ୍ଧିଲେ ବହୁତ ସୁବିଧା ମିଳିପାରିବ 30 minutes କାର୍ଯ୍ୟ 3 minutes ରେ ହେଇପାରିବ

  • @pradhanashok5005
    @pradhanashok5005 20 часов назад +18

    ଜଉ ଥାନା ରେ Lady Police officer ରାତି ରେ ନାଇଟୀ ରେ ଡିଉଟି କରେ, ସେ କି ଡିଉଟି କରୁଥିଲା ବୁଝି ହଉଛି...
    ସେଟା ଥାନା ନା ବେଶ୍ୟାଲୟ😂😂😂

    • @pratapchandramahanand1405
      @pratapchandramahanand1405 7 часов назад +1

      Jaha stree ki jhia hoithiba se lady ra. Abe semane comments padhile kemiti laguthiba

  • @bijay1680
    @bijay1680 День назад +14

    ଜଦି ମିଛରେ କେସ କରିଚି ପୋଲିସ, ତାହେଲେ , strictly punishment for police

  • @ramaniroutray2262
    @ramaniroutray2262 День назад +36

    ଯଦି ପ୍ରତ୍ୟକ ଘଟଣା ପାଇଁ ଏମିତି ସବୁ ଯବାନ, ବୁଦ୍ଧିଜୀବୀ ଆଉ ସାଧାରଣ ଜନତା ଆନ୍ଦୋଳନ କରିବେ, ତେବେ ପୋଲିସ ମାନେ କାହିଁକି ଦୁଃସାହସ କରବେ? ପ୍ରତିଦିନ ଶହ ଶହ ଗରିବ ଲୋକଙ୍କୁ ପୋଲିସ ନାନା ପ୍ରକାର ଅତ୍ୟାଚାର କରୁଛନ୍ତି l କାହିଁ ସେତେବେଳକୁ କାହାରି ପାଟି ଫିଟୁନି ତ !

    • @Motivational__video56
      @Motivational__video56 23 часа назад

      Ki pain fitibo be . Loko mane fiteiba katha.Army ku misbehave hela Sethi pain semane kale tume mane soithao

    • @chitrasenasamal1116
      @chitrasenasamal1116 16 часов назад +2

      Paisa neiki vote deuthiba janasadharana prathame nijaku thik karantu.. system aape change heijiba

  • @Jit007Z
    @Jit007Z День назад +34

    Direct Dismiss..kara .se Lady Police ku🤬

  • @shreeexpress5745
    @shreeexpress5745 День назад +25

    ସମସ୍ତଙ୍କୁ ଆରେଷ୍ଟ କରାଯାଉ

  • @RanjanKumar-mx1ki
    @RanjanKumar-mx1ki День назад +20

    Se lady police ନାଇଟ ରେ ଥିଲେ ଓ କାହା ସହିତ ରତି କ୍ରୀଡା ରେ ଥିଲେ ତେଣୁ ତାଙ୍କର ଅସଲ ଚେହେରା ପଦା ରେ ପଡିଯିବା ଭୟରେ କ୍ରୋଧିତ ହୋଇ ଆକ୍ରମଣ କରିଛନ୍ତି

  • @pradipkumarbarik585
    @pradipkumarbarik585 День назад +20

    ନାଇଟିରେ କେତେ ସୋବିତା କିଅଣ ବୁଝିପାରୁନ?

  • @srikanta671
    @srikanta671 22 часа назад +7

    ସେ ଥାନାରେ ପୁରୁଷ ପୋଲିସ ଲେଡି ପୋଲିସ, ଗିଁହା ଗେଁହି ହୁଅନ୍ତି,, ଲଙ୍ଗଳା ହେଇ କି,, ବିନା ୟୁନିଫର୍ମ ରେ କଣ କରୁଥିଲେ,, ସିସିଟିଭି କ୍ୟାମେରା ନାହିଁ
    ସବୁ ବେଳେ ଗିଁହା ଗେଁହି ହୁଅନ୍ତି

  • @odfactduniya
    @odfactduniya День назад +12

    ଓଡିଶା ପୋଲିସ କିପରି ଜନସାଧାର ଙ୍କ ସେବା ଯୋଗାଇ ଦିଏ ତାର ଉଦ୍ଧାରଣ ତ ନିଜେ ଵର୍ତମାନ ର ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଯାହା କରିଥିଲା ଏଇ ଓଡିଶା ପୋଲିସ ତା ସାରା ଓଡିଶା ଦେଖିଛି।

  • @biranchinarayanmohanty4699
    @biranchinarayanmohanty4699 День назад +13

    ଏ ସରକାର କେବଳ ଦେଷକୁ ବିକିବାକୁ ବେସ୍ତ

  • @Arabindaroutray123
    @Arabindaroutray123 11 часов назад +7

    କି ମାଡ଼ ରେ ଭାଇ ଏଠି Army officer ଙ୍କ ଅବସ୍ଥା ଏମିତି ତାହାଲେ ସାଧାରଣ ଜନତା ଙ୍କର କନ୍ ହେବ . Strict action should taken against Bharatpur Police staff and proper judgement for future

  • @ChandraMohan-hh3vi
    @ChandraMohan-hh3vi День назад +10

    Sir ସାଧାରଣ ଲୋକଙ୍କ ଜୀବନ ତୋ ଝାଣ୍ଡ କରିଦେଇଛି police | sir ଯଦି କୁହାଯାଏ police ଉପେର ଭରସା କରିବେ ନା Army ଉପେର ତାହେଲେ ମୁଁ ଆଖି ବୁଜିକି ଆମ indian army କହିବି ||

    • @SANGRAMBEHERA-j4f
      @SANGRAMBEHERA-j4f 23 часа назад

      Bhai tama pari kichi lokamananku naei sangathan darkar pranam

  • @SadhabanandaPanda
    @SadhabanandaPanda 22 часа назад +4

    ପ୍ରକୃତ ଦୋଷୀଙ୍କ ବିରୋଧରେ କୋର୍ଟ ଯାହା ନିଷ୍ପତ୍ତି ନେବେ ଅପେକ୍ଷା କରାଯାଉ

  • @Thevenomx_
    @Thevenomx_ День назад +27

    Police station ❌
    Rxxdi khana✅

  • @biranchinarayanmohanty4699
    @biranchinarayanmohanty4699 День назад +10

    ସେଇଟା ଥାନା ନା ରଙ୍ଗସାଳା ଅଜୋଗ୍ୟ ମୁଖ୍ୟମନ୍ତ୍ରୀ

    • @bishnupadanayak7869
      @bishnupadanayak7869 День назад +5

      ହେଇରେ ବିଜେଡି ର ପେଳଟେକା ବୁଢ଼ା, ଯେତେବେଳେ ଯୋଗ୍ୟ ମୁଖ୍ୟମନ୍ତ୍ରୀ ଥିଲେ. ତାକୁ କାହଁକି ଚାକିରୀ ଦେଲେ.. ଅଭଦ୍ର ବୁଢ଼ା ଶଳା। 🙄

    • @melisha4236
      @melisha4236 День назад +2

      Navin to nije rangashala kholi thila...

  • @himansubhusansamantaray696
    @himansubhusansamantaray696 11 часов назад +3

    ନାଇଟୀ ପିନ୍ଧିଲେ ତ ରାତି ଡ୍ୟୁଟି ର କଷ୍ଟ ଲାଘବ ହୁଏ ଆଉ ରାତି ଟା ରଙ୍ଗୀନ୍ ହେଇଯାଏ।

  • @jchoudhury274
    @jchoudhury274 День назад +64

    ଥାନା ରେ ପୁଣି ନାଇଟ୍ ପିନ୍ଧା କଣ ଚାଲିଛି

    • @TheBeardman35
      @TheBeardman35 День назад +9

      Quick action… ete khola kholi deri haba … nighty teki dele sabu khela start 😂😂😂

    • @kuldeepparida1608
      @kuldeepparida1608 День назад +6

      Bhai khela chalithiba ratire

    • @odisha-x-pro1056
      @odisha-x-pro1056 День назад +7

      ​@@TheBeardman35 khela chalithila army officer dekhidele

    • @Riderff001
      @Riderff001 День назад +3

      Sata kahidela to sethi pai tike ragi gale😂

    • @user-bp5zg9mx5f
      @user-bp5zg9mx5f День назад

      Night pindhile iic kama jaldi sarideba sethipain

  • @KedarJena-ki9el
    @KedarJena-ki9el День назад +9

    Thanks state govt,for immediate action

  • @khageswarseth5834
    @khageswarseth5834 День назад +18

    Police station re new uniform night 👗👗👗👗👗👗👗👗👗👗👗👗👗

  • @NilamaniSahu-de9rl
    @NilamaniSahu-de9rl 10 часов назад +2

    ପୋଲିସ୍ ର ଅମାନୁଷିକ ଅତ୍ୟାଚାର ନିନ୍ଦନୀୟ।ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରସ୍ଵରାଷ୍ଟ୍ର ମନ୍ତ୍ରୀ ଓ ଦେଶରକ୍ଷା ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ।

  • @JyotshnamayeeNayak-j1d
    @JyotshnamayeeNayak-j1d День назад +18

    Pcr kebal police nkar parsanal use paee.

    • @RupNarayanMajhi
      @RupNarayanMajhi День назад +1

      ଦାଦାବଟି ଆଦାୟ ପାଇଁ ?

  • @dr.surendranathdash8861
    @dr.surendranathdash8861 День назад +5

    Home minister should resign. Army officer should get justice

  • @binodinibiswal1622
    @binodinibiswal1622 День назад +11

    Seithipain ta ratire sabuthi chora pasuchanti...emane ta nighty pindhi ki soibe...

  • @sarthaksoubhagya258
    @sarthaksoubhagya258 23 часа назад +3

    ଓଡ଼ିଶା ପୋଲିସରେ ୨୪ବରଷ ଥିବା ସରକାର ୨୦ ଭାଗ ସିଟ୍ ପୂରଣ କରିବାକୁ ସମର୍ଥ ହେଲେ ନାହିଁ। ବର୍ତ୍ତମାନ ୫୦ ଭାଗ ସିଟ୍ ଖାଲି ଅଛି କେମିତି ସମ୍ଭାଳିବେ ଏତେ ଆଇନ ଶୃଙ୍ଖଳା ପରିସ୍ଥିତି ସେଥିରେ ୩୦ ଭଗ ମହିଳା ସଂରକ୍ଷଣ ରହିଲେ ଯାହା ହେବ.....

  • @niharranjandash8869
    @niharranjandash8869 День назад +7

    ଯଦି ନାଇଟ୍ ପିଧି ଥାନାରେ କଣ କରୁଥିଲେ ତାଙ୍କ ନାଇଟ୍ ଫୋଟ ଯଦି କୋଟ ରେ ଢେଖା ଦେଲେ ବିଜେପି ଶାସନ କଣ କହିବ?

  • @sipun5
    @sipun5 День назад +10

    Sabu bhaul tama jhia ra madam nighty pindhi kalana seba ra maja neu thila .pura thana jaka staff santi heu thile tuma jhia complaint debaku jai disturb kale .

  • @kishorchandra2531
    @kishorchandra2531 11 часов назад +1

    ଓଡ଼ିଶା ପୋଲିସଙ୍କୁ ଦଣ୍ଡ ଦିଆଯିବ ଉଚିତ୍।

  • @rajatkumarmishra5912
    @rajatkumarmishra5912 22 часа назад +2

    ସେ ପୋଲିସ କୁ ବଡ଼ାଇବା ଦରକାର

  • @HimansuKumarDas-c8e
    @HimansuKumarDas-c8e День назад +4

    May be fixed IPC 511,Hurt & assult,IpC 307.....,IPC,505. etc

  • @feelmydil
    @feelmydil День назад +4

    This is common in most of the police station across the state.

  • @swagatdas1412
    @swagatdas1412 День назад +10

    Police nka dadagir juge juge rahi ashichi

  • @salkhubaskey1706
    @salkhubaskey1706 День назад +1

    ଯଦି ମୋହନ ମାଝି କୁ keonjhar ରେ ଏମିତି ହେଇଥିଲା ଏବେ ପୋଲିସ ଉପରେ କାର୍ଯାନୁଷ୍ଠାନ ହେବା ଦରକାର

  • @uttamkumarmunda8702
    @uttamkumarmunda8702 День назад +10

    Ghoda gehi duty re kon nighty ପିନ୍ଧିଥିଲା gandi ମେଲେଇକି ଶୋଇବ ବୋଲି na kon

  • @ajaykumarbehera5018
    @ajaykumarbehera5018 День назад +6

    Odisha,police,same,sema,lajya,lazya

  • @GaneshJena-mr1hf
    @GaneshJena-mr1hf 27 минут назад

    ଏ‌ହେଉଛି ଓଡ଼ିଆ ଶାସନର ଅସ୍ମିତା ର ଉଦାହରଣ ଆଉ ଏକ ଜଳନ୍ତ ଉଦାହରଣ।

  • @subratkumarnayak9653
    @subratkumarnayak9653 22 часа назад +1

    ଧନ୍ଯରେ ଇଲିସି ମାଛ ଖିଆ ବାବୁ କଣ୍ଟା ତଣ୍ଟି ରେ ଲାଗିଲା ଏଥର ।

  • @abhighibila9017
    @abhighibila9017 9 часов назад +1

    Odisha re army 💪 power Darkar 🇮🇳

  • @Faltutokarafaltuvideo
    @Faltutokarafaltuvideo 22 часа назад

    ଗୋଟେ ଲୋକ ବି ପୋଲିସ ଙ୍କ ସପୋର୍ଟ ରେ କମେଣ୍ଟ ଦେଇ ନାହାନ୍ତି କାହିଁକି ଏତେ ଭଲ ପାଇବା ପୋଲିସ ଙ୍କ ପ୍ରତି 👈

  • @rajivmishra2985
    @rajivmishra2985 21 час назад +2

    ଏହି ଲୋକର ଅବିବାହିତା ଝିଅ ଏତେ ରାତିରେ ସେ ମେଜର ସହ କେଉଁ ଆଡେ କଣ ପାଇଁ ଯାଇଥିଲା ସେ କଥା ଟିକେ ପଚାର ।

    • @sarojpatnaik8664
      @sarojpatnaik8664 20 часов назад

      Right katha

    • @sarfaroshkitamanna8388
      @sarfaroshkitamanna8388 20 часов назад

      Right

    • @sarfaroshkitamanna8388
      @sarfaroshkitamanna8388 20 часов назад

      Jadi ame sachetana na haba police kana ama gharaku neiki chadiba

    • @Smileheart63
      @Smileheart63 13 часов назад

      Se major nk girlfriend seta kan problems police ra jaha duty se seta kariba na night dress re rahi maja kariba thana re ata kan nua uniform polic station ra

    • @sonarammurmu8868
      @sonarammurmu8868 9 часов назад

      Tama Vali lokanka pain rape hauchi

  • @SatyaranjanSethy-u3l
    @SatyaranjanSethy-u3l 11 часов назад

    ଗୋଟେ ଝିଅ ଯଦି 7ଜଣ ପୋଲିସ ବାଡେଇଲା ପୋଲିସ ଵାଲା କ ଫେଟନସ ଉପରେ ସନ୍ଧେହ ହୋଉଛି ସମାନଙ୍କର ଫେଜିକାଲ ଟେଷ୍ଟ ନିଆଯାଉ ଇମାନେ ସାଥେପାଁଇ ଗଣ୍ଡ ଗୋଳ ହେଲେ ପୋଲିସ ଲଟେ ରେ ପହଚନ୍ତି ପୋଲିସ ମୁରୁଦାବାଦ ଅରିମ ଜିନ୍ଦାବାଦ 🙏🙏🙏👍

  • @dr.purnendutripathy5263
    @dr.purnendutripathy5263 21 час назад

    ନାଇଟି ରେ ଅଛି ମାନେ ସେ ସସ୍ପେଣ୍ଡ ହେବାକଥା ନୁହେଁ ବରଂ ବହିଷ୍କାର ହେବା କଥା।। ପୋଲିସ କଣ କରେ ସାଧାରଣ ଜନତା ଜାଣନ୍ତି

  • @manoranjantripathy7738
    @manoranjantripathy7738 11 часов назад +1

    ଆପଣ ଙ୍କ ଝିଅ ରାତି 2am ରେ ଜଣେ ଅଣଓଡିଆ ଯୁବକ ଙ୍କ ସାଥୀରେ ବୁଲୁଛନ୍ତି। ଆପଣ ଙ୍କ ପରିବାର ଏଇଟା କି ଶିକ୍ଷା ଦେଉଛନ୍ତି

    • @sonarammurmu8868
      @sonarammurmu8868 9 часов назад

      Ta hele ekela thile ta apana teki neijibe....

  • @avimanyupatri4365
    @avimanyupatri4365 21 час назад

    ନାରୀ ସଶକ୍ତିକରଣର ନିଚ୍ଛକ ଉଦାହରଣ. ପ୍ରକୃତରେ ଯୁଗେ ଯୁଗେ ଅଯୋଗ୍ୟ ମାନଙ୍କୁ ଯୋଗ୍ୟ ସ୍ଥାନରେ ବସେଇଲେ ସେମାନେ ନିଶ୍ଚୟ ଉଦ୍ଧତ ହେବେହିଁ ହେବେ. କିନ୍ତୁ ସେମାନଙ୍କର ଉଦ୍ଧତତା ବଢିଯାଏ ଯେତେବେଳେ ଅଦାଲତ ଅନ୍ଧ ପାଲଟିଯାଏ. Accountability is most essential.

  • @GaneshJena-mr1hf
    @GaneshJena-mr1hf 29 минут назад

    ମହୋନ ସରକାର ଙ୍କୁ ଜିନ୍ଦାବାଦ,ଭରତପୁର ଥାନାର ପୋଲିସ କୁ ମଧ୍ୟ ଜିନ୍ଦାବାଦ, ଲଜ୍ଜ୍ୟା ହୀନ ଓ ଵେହିଆ ଶାସନ । ନବିନ ଶାସନ ଠୁ ବଳିଗଲା ।

  • @rabijena4494
    @rabijena4494 День назад +3

    Jay hind jay bharat Jay jagannath

  • @ganeswarsingh7920
    @ganeswarsingh7920 7 часов назад

    ସେହି ଥାନାର ସବୁ ପୋଲିସ ବାଲାଙ୍କୁ ସସପେଣ୍ଟ୍ କରାଯାଉ।

  • @TusarNayak-im3qw
    @TusarNayak-im3qw 8 часов назад

    ଏତେ କଥା ହେଲା ମିଲିଟାରୀ ମାଡ଼ ଖାଇଲା ପୋଲିସ ଦ୍ବାରା,ଆମର ଜଣେ ମିଲିଟାରୀ ଭାଇ ସୋସିଆଲ ମିଡିଆରେ ବହୁତ ପ୍ରଚାର ପ୍ରସାର କରୁଥିଲେ ସେ କୁଆଡେ ଗଲେ

  • @dasarathynaidu3214
    @dasarathynaidu3214 День назад +2

    ପୋଲିସ କୁ ଗୁଳି କଲେ ଭଲ ହୁଅନ୍ତା

    • @user-pi1lc5ov3i
      @user-pi1lc5ov3i День назад

      ଗୁଳି କଲା ପରେ ତ ମାଆ ଭଉଣୀ କୁ କେହି ଗେହିଁଲେ ତୁ କାହା ପାଖକୁ ଯିବୁ 😅😅

    • @deepakbarik7795
      @deepakbarik7795 20 часов назад

      ​@@user-pi1lc5ov3ita maa bhauni ku gehibaku jiba

  • @sanjitkumarroy3313
    @sanjitkumarroy3313 3 часа назад

    ସବୁ duty ରେ ଥିବା police staff ମାନଙ୍କୁ କଡ଼ା ଦଣ୍ଡ ଦିଆଯାଉ,😠😠😠😠

  • @BapinaBhola-er5hs
    @BapinaBhola-er5hs День назад +7

    Mg chora odisha police.

  • @hiihlo99
    @hiihlo99 День назад +8

    Police mane fandi re gamucha a pidhuchanti

  • @SadhabanandaPanda
    @SadhabanandaPanda 22 часа назад

    ଆର୍ମି ଅଫିସର, ପୋଲିସ ସ୍ଥାନରେ ଏବଂ ପୋଲିସ ଆର୍ମି ଅଫିସର ଙ୍କ ସ୍ଥାନରେ ରହିବା ପରେ ନିଜେ ନିଜକୁ ଭଲଭାବରେ ବୁଝି ଯିବା ଦରକାର, ଅଯଥା ପକ୍ଷ ଙ୍କୁ ଯଥା ସରକାର ଏବଂ ଦୁଇ ସରକାରୀ ସଙ୍ଗଠନ କୁ ସମସ୍ୟା ରେ ପକାଇବା ଉଚିତ୍ ନୁହେଁ

  • @pramodjhankar9720
    @pramodjhankar9720 10 часов назад

    ପୋଲିସ କୁ private କରାଯାଉ, ଆମର ଦାବି

  • @abhimanyunayak4246
    @abhimanyunayak4246 22 часа назад

    ମେଜର ଯବାନ କୁ ଏଭଳି ସାଧାରଣ ଲୋକ କଥା ନହିଲେ ଭଲ

  • @sanjibnayak8445
    @sanjibnayak8445 19 часов назад

    JAY HIND... ଆରେ ଘୁସ ଖିଆ ପୋଲିସ ଦେଶ ପାଇଁ ଜୀବନ୍ ଦେଉଥିବା ଯବନ ମାନଙ୍କ ଉପରେ ହାତ ଉଠାଇଲ କେମିତି ରେ. ଭଢୁଆ. ଘୁସ ଖିଆ ପୋଲିସ.... JAY HIND KI सेना आप को मेरी तरफ से कोटि कोटि नमन था हो और रहेगा... JAY HIND. ❤

  • @basantasahu3719
    @basantasahu3719 21 час назад

    ଡିଜି ରାତିରେ ଥାନା ପରିଦର୍ଶନ କରନ୍ତୁ

  • @GaneshJena-mr1hf
    @GaneshJena-mr1hf 45 минут назад

    ଏହା କେବଳ ଆର୍ମି ଅଫିସ୍ କୁ ଏମିତି ହୋଇ ନାହିଁ, ଜନସାଧାରଣ ହୋଇଛି । ତେଣୁ ବିରୋଧ ହେଵା ଉଚିତ।

  • @akshayakumarbhol4132
    @akshayakumarbhol4132 20 часов назад

    ଓଡ଼ିଶା ପୋଲିସ ର ଅଧିକାଂଶ କର୍ମଚାରୀ ଉପଯୁକ୍ତ ଭାବେ ଖାକି ୟୁନିଫର୍ମ ପିନ୍ଧିବା ଶିଖିନାହାନ୍ତି । ଯେତେବେଳେ ସେମାନଙ୍କୁ ଖାକି ପୋଷାକ ସହିତ ପାଦରେ ହାୱାଇ ଚପଲ୍ ପିନ୍ଧିଥିବା ଦେଖିବାକୁ ମିଳେ, ସେତେବେଳେ ଭାରି କୌତୁକ ଲାଗେ ।

  • @rajatkumarmishra5912
    @rajatkumarmishra5912 21 час назад

    ଆଜି ବାଂଲାଦେଶୀ ଓଡିଶା ରେ ବହୁତ ଅନୁ ପ୍ରବେଶ
    କରୁଛନ୍ତି, କେବଳ ଓଡିଶା ପୋଲିସ ଏଥି ପାଇଁ ଦାଈ

  • @RajibBehera-hw1tj
    @RajibBehera-hw1tj 22 часа назад

    Strong action against Odisha police

  • @RanjanSethy-w5u
    @RanjanSethy-w5u 4 часа назад

    ପୋଲିସ କୁ ଜେଲ୍ ପଠାଇ ଦିଅନ୍ତୁ

  • @mr0464
    @mr0464 10 часов назад

    BJD ଅମଳ ରେ ଏମିତି ଅନେକ ଅନେକ ଘଟଣା ଥାନା ଭିତରେ ହେଉଥିଲା। ଲୋକମାନେ ପୋଲିସ୍ ଉପରେ ଭରସା ବି କରିପାରୁ ନଥିଲେ। ଅନେକ ଲୋକ ତ ଥାନା କୁ FIR ଦେବା ପାଇଁ ଯାଉ ନଥିଲେ।

  • @piush.biswal3615
    @piush.biswal3615 22 часа назад

    ଉଚ୍ଚପଦସ୍ଥ ଅଧିକାରୀ ଙ୍କ କଥା କହିଲେ ନ ସରେ

  • @saraswatimarndi572
    @saraswatimarndi572 9 часов назад +2

    Odisha police chi chi,police ku uchit sikhya diyajaw,odisha police hay hay,chi chi

  • @GaneshJena-mr1hf
    @GaneshJena-mr1hf 32 минуты назад

    ମିଡିଆ ଏହାକୁ ବାରମ୍ବାର ପ୍ରଚାର ହୈଵା ଉଚିତ।

  • @ashishkumardash7628
    @ashishkumardash7628 23 часа назад

    ପୋଲିସ ମାନେ ଆମେ ବାଘ ବୋଲି ଭାବୁଛନ୍ତି

  • @user-wc3rq1ki5w
    @user-wc3rq1ki5w 5 часов назад

    ଝିଅ ଟି night ପିନ୍ଧି ଡିଉଟି ରେ ଥିଲା ସେଇଟା ତାର ଭୁଲ.. Army ମେଜର କୁ ରାତି ଅଧ ରେ କ୍ୟାମ୍ପ ଛାଡି gf ସହ ବୁଲିବାକୁ କିଏ order ଦେଲା... ଅଫିସର ବୋଲି ସିପାହୀ ହୋଇ ଥିଲେ.. ଓଲଟା ବଡ଼ ଅଫିସର କହି ଥାନ୍ତେ କୁଆଡେ g. ମରେଈ ହୋଉ ଥିଲୁ କ୍ୟାମ୍ପ ଛାଡିକି ରାତି ଅଧ ରେ..

  • @Eagleeye774
    @Eagleeye774 21 час назад

    ସେନା ଦାୟିତ୍ୱବାନ, କର୍ତ୍ତବ୍ୟନିଷ୍ଠ, ଦେଶ ପାଇଁ ଜୀବନକୁ ବାଜି ଲଗେଇଦିଅନ୍ତି କିନ୍ତୁ ଓଡିଶା ପୋଲିସ ଲାଞ୍ଚୁଆ, ମିଛୁଆ, ଅଭଦ୍ର, ନେତା କୁଜିନେତାଙ୍କ ଚାଟୁକାର (ଅବଶ୍ୟ ସମସ୍ତେ ଏପରି ହୋଇ ନ ପାରନ୍ତି).. ତେଣୁ ରାଶି ମେଳ ଖାଇବା ଅସମ୍ଭବ..😂

  • @GaneshJena-mr1hf
    @GaneshJena-mr1hf 34 минуты назад

    ଏହାର ବିଚାର ମୋହନ ସରକାର କେମିତି କରିଵେ,ତାହା ଉଦାହରଣ ହୋଇ ରହିବ,ଆଉ ଗୋଟେତ ଘଟଣା ଥିଲା ରାଜ୍ୟ ପାଳ ପୁଅ Luxury ଗାଡି ନ ପାଇଵାରୁ କେମିତି ପିଟି ଲହୁ ଲୁହାଣ କରିଥିଲେ , ତା'ର ତ ବିଚାର କିଛି ହେଲାନି ,ଏଇଟା ମଧ୍ୟ ସେମିତି ହୈବାର ଜଣାଯାଏ,ମହୋନ ସରକାର ଅମଳରେ ଏମିତି ହେଵାର ଉଦାହରଣ ମିଳେ ଏବଂ ହୁଏ ,ହେଵାର ଜଣା ଯାଉଛି ମଧ୍ୟ।

  • @udayanathswain1569
    @udayanathswain1569 11 часов назад

    ପୋଲିସ୍ ବlଲl କୁ ବୋର୍ଡର ପାଖରେ ଡ୍ୟୁଟି ଦିଆ ଯାଉ ସବୁ ସlବାଡ ହୋଇଯିବେ....... discipline କଣ ଜାଣିପାରିବ........ ପୋଲିସ୍ ସୋଇ କରି ପେଟ ବାହାରୁଛି ଆଉ କଣ କରିବେ😢😢😢😢😢

  • @lambodarmallick2410
    @lambodarmallick2410 День назад

    I salute your public movement thanks bhai

  • @MKD886
    @MKD886 12 часов назад

    ସେ ଲେଡିସ୍ ପୋଲିସ କୁ କୁହ ରାତିରେ ବ୍ରା ପିନ୍ଧିକି ବୁଲିବ।କି ଯୁଗ ହେଲା, ବେଧେଇ ଛତିରି ପୋଲିସ ହେବେ ଭଲ ସଚୋଟ ଝିଅ କଣ୍ କରିବେ

  • @ashokkumarbehera5326
    @ashokkumarbehera5326 День назад +2

    This is the work of Mohan government

    • @RupNarayanMajhi
      @RupNarayanMajhi День назад

      ମଞ୍ଜି ବୁଣାହେଲା ନବୀନ ଶାସନରେ, ଦୋଷ ଦିଆଯାଉଛି ମୋହନ ଶାସନକୁ ।

    • @sandeepbaliarsingh8463
      @sandeepbaliarsingh8463 День назад +1

      Mohan na naveen sasana be. Sabu bedhua dhanda karuthile basiki. Balle balle dhaba mane achiti. 😂😂

  • @rabindrabehuria9354
    @rabindrabehuria9354 12 часов назад

    ଥାନା ଭିତରେ କାମ ଚାଲିଥିଲା, ଏମାନେ ଡିଷ୍ଟରବ କଲେ। ତେଣୁ ମାଡ ଖାଇଲେ ା

  • @Majhi997
    @Majhi997 8 часов назад

    ଓଡିଶା ରେ ଓଡିଶା ଲେଡୀସ police ଯୋଗୁଁ ଓଡିଶା ଡୁବିବ.।.

  • @MRTechnicalGyanmantra
    @MRTechnicalGyanmantra 9 часов назад +1

    Police is the new mafia at Odisha... Doing all illegal work... Including Cow smuggling.

  • @Skgbul470
    @Skgbul470 22 часа назад

    ପୋଲିସ ଗାମୁଛା ମହିଳା ପୋଲିସ ନାଇଟି ପିନ୍ଧି ଗିହା ଗୁହି ହେଉଥିଲେ ମେଜର ଆଉ ତାଙ୍କର ବାନ୍ଧବି ଆସି ଦିଷ୍ଟର୍ବ କଲେ ସେଥିପାଇଁ ପୋଲିସ ରାଗି ଯାଇ ଏମିତି କାଣ୍ଡ କରିଲେ, ଭୁଲ କୋଉଠି ହେଲା.

  • @ratnakarmallick3952
    @ratnakarmallick3952 12 часов назад +1

    Thanks BJP THANKS ❤MOHAN SARKAR

  • @manishkumar-kk7cb
    @manishkumar-kk7cb 13 часов назад

    ପୋଲିସ ଭୁଲ କଲେ ପବ୍ଲିକ ପିଟିବା ଉଚିତ

  • @bajunath3828
    @bajunath3828 15 часов назад

    ମାଘିଆ ପୁଲିସକୁ ଚାକ୍ରିରୁ ବାହାରକର

  • @ganeswarsingh7920
    @ganeswarsingh7920 7 часов назад

    ଆର୍ମି ଶାସନ ହେଉ ଓଡ଼ିଶାରେ

  • @charanyaaripada1960
    @charanyaaripada1960 День назад +3

    ପ୍ରକୁତ କଥା ହେଉଛି ଯେ ଓଡ଼ିଶାରେ ଜେତକ bjd ଅମଳରେ ବଡ ପୋଲିସ ଅଫିସର ଅଛନ୍ତି ତାଙ୍କୁ ସୁସ୍ପେଣ୍ଡ କରାଯାଉ ଆଉକିଛି ନୂଆ ପିଲାଙ୍କୁ ଓଡ଼ିଶାରେ ବଡ ବଡ଼ ପଦ ଦୀୟା ଯାଉ

  • @Theteensibling77
    @Theteensibling77 День назад +1

    Right sir

  • @bharatvlogs9077
    @bharatvlogs9077 12 часов назад

    ଝିଅ ଆସୁ ତାପରେ ଦେଖ ପୋଲିସ୍ ର ବହୁତ ଚାଲାକି ଦେଖେଇ ହେଉଛି

  • @jenabox765
    @jenabox765 4 часа назад

    Proud🇮🇳 for you defence ❤

  • @SantoshPatra-jb7ey
    @SantoshPatra-jb7ey 4 часа назад

    ଥାନାରେ କୋଣ ଅନୁ କୋଣରେ ସିସି ଟିଭି କ୍ୟମ ରା ଲଗା ଯାଉ ଜଣା ପଡିବ କିଏ ସାଧୁ କିଏ ଚୋର

  • @upendrasahoo2534
    @upendrasahoo2534 3 часа назад

    Fight for injustice