ରାତି 1ରେ କଣ ଚାଲିଛି ଥାନାରେ ? || A Reality Check of Police Station || Bhubaneswar || Odisha Reporter

Поделиться
HTML-код
  • Опубликовано: 17 дек 2024

Комментарии • 429

  • @rajeshkumarsahu4436
    @rajeshkumarsahu4436 3 месяца назад +167

    ସବୁ ମେଡ଼ିଆ ଭାଇ ଙ୍କୁ ଅନୁରୋଧ emite ସବୁ ଦିନ ରାତି ରେ hospita ଆଉ ପୋଲିସ ଷ୍ଟେସନ ଉପରେ ଭିଡ଼ିଓ କରନ୍ତୁ ତାହେଲେ ଜାଣିବେ

    • @SujataRoyDailyVlogs
      @SujataRoyDailyVlogs 3 месяца назад +5

      Right

    • @TNayak304
      @TNayak304 3 месяца назад +4

      ଏଇସବୁ ବାହାନା ମିଡିଆ ବାଲା ଆଗରୁ ଜଣାଇ ଯାଉଛନ୍ତି ସେମାନେ ଯେମିତି ସତର୍କ ଥିବେ? ମିଡିଆ ବାଲା ଙ୍କୁ ସାମ୍ନା କରିବା ପାଇଁ?

    • @murmubarial8904
      @murmubarial8904 3 месяца назад +1

      ମିଡିଆ ସାର୍ ମାନୋଙ୍କୁ ଅନୁରୋଦ ଯେ ଆପଣ ହି ତାଲା ଭାଙ୍ଗି ପାରିବେ ପୋଲିସ୍ ଷ୍ଟେସନ, ହସ୍ପିଟାଲ୍ ଏବଂ ରାତି ରେ ବୁଲୁଥିବା modo ପିୟା ଲୋକୋ ମାନକୁ,

    • @JogendraDas-rb2rn
      @JogendraDas-rb2rn 2 месяца назад

      😂​@@SujataRoyDailyVlogs

    • @satyanarayanasahoo702
      @satyanarayanasahoo702 2 месяца назад

      Llk​@@TNayak304

  • @loneeswain4332
    @loneeswain4332 3 месяца назад +135

    ଅଭିଯୋଗ କାରୀ ଆସିଲେ ଗେଟ୍ ତଳେ ଗଳିକି ଆସିବ।ନୁଆ ମୂଖ୍ୟ ମନ୍ତ୍ରୀ ଟିକିଏ ନଜର ପକାନ୍ତୁ।

  • @guruarvindaa4188
    @guruarvindaa4188 3 месяца назад +64

    ସବୁ ଥାନା ରେ ତାଲା .... ପୋଲିସ ଷ୍ଟେସନ ଉଠେଇ ଦିଅନ୍ତୁ ।।

  • @asitsarangi6511
    @asitsarangi6511 3 месяца назад +57

    ଥାନାରେ CCTV ଅଛି ନା ନାଇଁ ଯଦି ଅଛି କାମ କରୁଛି ନା ନାହିଁ। ଏହା ମଧ୍ୟ ଜାଣିବାର ଅଛି।

  • @dibyanuprapti4877
    @dibyanuprapti4877 3 месяца назад +31

    ଭାଇ ତୁମକୁ ନମସ୍କାର, ତୁମେ ହିଁ ମହାନ, ଏଭଳି ଅପରେସନ ହିଁ ପୋଲିସଙ୍କୁ ସାବାଡ଼ କରିବ

  • @brajakishorepadhi4022
    @brajakishorepadhi4022 3 месяца назад +56

    ମୋହନ ସରକାର ପୁଲିସ ବିଭାଗ ଉପରେ ତୀକ୍ଷ୍ମ ନଜର ଦୟାକରି ଦିଅନ୍ତୁ। ନବୀନ ପଟ୍ଟନାୟକ ସମୟରୁ ପୁଲିସ ଲଗାମ ହୀନ ।

    • @LaxmipriyaRaul-j9v
      @LaxmipriyaRaul-j9v 3 месяца назад

      Mohan sarakar ku nibedan police balaku rakhiba darakar nahi

    • @sangrambarada8485
      @sangrambarada8485 2 месяца назад

      ଆପଣ ଠିକ କହୁଛନ୍ତି ଭାଇ ,ନବୀନ ପଟ୍ଟନାୟକଙ୍କ ସମୟରେ....ମୋହନ ମାଝୀ ସାରଙ୍କୁ କିପରି ପୋଲିସମାନେ ବ୍ୟବହାର କରିଥିଲେ ସେ ଜାଣିଛନ୍ତି 😂😂😂

    • @ashokdash6211
      @ashokdash6211 2 месяца назад

      Right

  • @AntaryamiSamal-nc6uo
    @AntaryamiSamal-nc6uo 3 месяца назад +38

    ଏ ସକଳେ ସବୁ ସୁଅନ୍ତି ଏବେ ନୁଆ ନୁଆ ଗୋଟେ କେସ ହୋଇଚି ବୋଲି ଏମାନେ ଠିକ୍ ସେ ଡ଼ିଉଟି କରୁଛନ୍ତି

  • @superhoproduction143
    @superhoproduction143 3 месяца назад +25

    Medical ଉପରେ ଏକ ଭିଡିଓ ବନାନ୍ତୁ ❤

  • @rohitkumarmahapatra6742
    @rohitkumarmahapatra6742 3 месяца назад +20

    Odisha need cm like Yogi Adityanath...

  • @dhrubasahoo4373
    @dhrubasahoo4373 3 месяца назад +22

    ପୋଲିସ ମାନେ କୁ ସାହସ ଦେଲା କିଏ ଏ ବିଜେଡି ସରକାର

    • @sanatandharma2011
      @sanatandharma2011 3 месяца назад +3

      Kn tume janin Manipur case ta bjp Thai bi dinare ate bada durkhatana heigala aau sethiki bjp jiba pai bi daruchi

  • @manasranjanmohanty3270
    @manasranjanmohanty3270 3 месяца назад +14

    ମାଓବାଦୀ ପଶି ମାର ମାଘ୍ୟା ପୋଲିସ କି ସବୁ ପଳେଇ ଆସ ଭୁବନେଶ୍ୱର ବଢିଆ ସୁଯୋଗ 😄😄😄

  • @chandrasekhar01
    @chandrasekhar01 2 месяца назад +2

    Very good reporting. Keep on ❤

  • @krushnasahoo155
    @krushnasahoo155 3 месяца назад +44

    ଏଵେଵି ଵିଜେଡି ପ୍ରେମ ଛାଡିନି

    • @jaijawan5461
      @jaijawan5461 3 месяца назад +3

      Very good 😂😂😂😂

    • @sunilkumarpatnaik6953
      @sunilkumarpatnaik6953 3 месяца назад +1

      BJD & BJP bhitarey understanding chali thila. ..chalichi...agaku bhi chaliba ...BOTH ARE TWO SIDES OF COIN.

    • @SatyaranjanBarik-gc8xy
      @SatyaranjanBarik-gc8xy 2 месяца назад +1

      Bjd jindabad

    • @ranjitbehers3715
      @ranjitbehers3715 2 месяца назад

      BJP କି ବlଳ ଛୁଡୁଚି । Mahan majhi

  • @SureshKumar-xg3qw
    @SureshKumar-xg3qw 3 месяца назад +18

    ଆରେ ତମେ media ବାଲା ଗଲେ ସେମାନେ ଭଲ ରେ ହିଁ କଥା ହେବେ....ତମେ ସାଧାରଣ ଲୋକ ହେଇକି ଯଦି ଯାଇଥାନ୍ତ ଜାଣି ପାରିଥାନ୍ତ police ର ବ୍ୟବହାର କେମିତି

  • @azubizu2534
    @azubizu2534 3 месяца назад +20

    ♥️♥️♥️ସରକାର ସୋଇଛନ୍ତି ♥️♥️♥️

  • @gajendramuduli.3295
    @gajendramuduli.3295 2 месяца назад +3

    Odisha ra ପ୍ରତ୍ୟେକ ଥାନାକୁ ରାତିରେ ଗଲେ ଆହୁରି ଗୁମର ଖୋଲିବ ❤❤

  • @SinuDasOdiaVlogs
    @SinuDasOdiaVlogs 3 месяца назад +9

    ସବୁ ସୋଇ ଥିଲେ ଖଣ୍ଡଗିରି ଥାନାରେ ମିଡ଼ିଆ ବାଲାଙ୍କୁ ଦେଖି ଉଠିଗଲେ 😄😄

  • @RAJESHpradhan01994
    @RAJESHpradhan01994 3 месяца назад +13

    90% ପୋଲିସ ଠକ।

  • @ranjitkumarsbr5759
    @ranjitkumarsbr5759 3 месяца назад +20

    ନବୀନ ସରକାର ଏମାନଙ୍କୁ ଅଭ୍ୟାସ କରେଇକି ଯାଇଛି

  • @bishnuprasadmishra8830
    @bishnuprasadmishra8830 3 месяца назад +7

    ମହିଳା ଥାନା ରେ କେହି ନ ଥିବାରୁ ଧନ୍ୟବାଦ। ମହିଳା ତ କାଳେ କିଏ କଣ କରିବ ସେଥିପାଇଁ ଘରକୁ ଚାଲିଯାଇଛନ୍ତି। ଧନ୍ୟ କମିଶନ ପୋଲିସ

  • @Rk_CLASSES_8031
    @Rk_CLASSES_8031 3 месяца назад +9

    Badhia kama karuchhanti reporter sir good job emiti hi sabu media Mane haba darkar

  • @umakantamohanty508
    @umakantamohanty508 3 месяца назад +14

    ଆଗରୁ ଥାନା ଭିଜିଟି ନ କରି ଏବେ ଭିଜିଟ୍ କଲେ କଣ ହେବ ଘଟଣା ଘଟିବା ପରେ ସମସ୍ତ େ ସତର୍କ ହୋଇ ଗଲେଣି

  • @Lipu-b6l
    @Lipu-b6l 2 месяца назад +1

    ସାମ୍ବାଦିକ ମାନଙ୍କୁ ପ୍ରଣାମ କରିବି ରାତି 1ଟାରେ ଜନସାଧାରଣଙ୍କୁ ସମ୍ବାଦ ପ୍ରେରଣ କରୁଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ❤ମୁଁ ଭୁଲ କହିଥିଲେ ମୋତେ କ୍ଷମା କରିଦେବେ 🙏ସମସ୍ତେ ଭଲରେ ରୁହନ୍ତୁ🙏ଜୟ ଜଗନ୍ନାଥ 🙏🙏🙏ଜୟ ହିନ୍ଦ 🇮🇳🇮🇳🇮🇳

  • @RasmitaSwain-ke4tt
    @RasmitaSwain-ke4tt 3 месяца назад +5

    Thank you so much ମିଡ଼ିଆ ଭାଇ 🙏

  • @KehKeLoonga
    @KehKeLoonga 3 месяца назад +17

    ଖଣ୍ଡଗିରି ଥାନା DCO ଶୋଇ ପଡି ଥିଲା ରେ

    • @AkashDash-b7w
      @AkashDash-b7w 3 месяца назад

      ମୋତେ ବି ଲାଗୁଚି, ଶୋଇଲା ପରି।

  • @niranjanpanda8574
    @niranjanpanda8574 2 месяца назад +1

    ଏ ଅବସ୍ଥା ବହୁ ବର୍ଷ ଆଗରୁ।ଏ ଭଳି ତଦନ୍ତ ଲାଗି ଧନ୍ଯବାଦ।

  • @sudhakarsamal6225
    @sudhakarsamal6225 3 месяца назад +5

    ଏମିତି ଅଚାନକ ଓଡିଶାର ସବୁ ଜିଲ୍ଲା ର ଥାନା କୁରାତିରେ ଦେଖାନ୍ତୁ

  • @sarangibibhu
    @sarangibibhu 2 месяца назад +2

    Thanks for doing reality check on bhubanswar police station .

  • @damodardash1273
    @damodardash1273 3 месяца назад +11

    ଡରି ଡରି କୀ reality check କରୁଛନ୍ତି

  • @srikantadalabehera1083
    @srikantadalabehera1083 3 месяца назад +9

    Good news...🙏🙏🙏

  • @ashokkumarbehera5306
    @ashokkumarbehera5306 3 месяца назад +4

    ଓଟିଭି କୁ ଅନୁରୋଧ କେବଳ ସହରରେ ଥେବା ଥାନା ବିଷୟରେ ପରିବେଷଣ କରୁଛନ୍ତି ସେଥିପାଇଁ ଆପଣଙ୍କଙ୍କୁ ଧନ୍ୟବାଦ କିନ୍ତୁ ଗ୍ରାମାଞ୍ଚଳରେ ଥେବା ଥାନା କୁ ଥରେ ଯାଆନ୍ତୁ ଜାଣିବେ କେତେ ଅବହେଳିତ ଅଛି?

  • @Mini.vlogger123
    @Mini.vlogger123 2 месяца назад

    Good job ❤️🙏ଏମିତି ବେଳେ cheak କରିବା ଦରକାର ଏମାନେ ମଣିଷ କୁ ମଣିଷ ପରି ଦେଖୁନାହାନ୍ତି..ଏମିତି ଦରକାର ଆଙ୍କ ମାନଙ୍କୁ 👍

  • @rajurupacreations.143
    @rajurupacreations.143 2 месяца назад

    Odisha Reporter nku bohut bohut dhanyabad🙏🏻

  • @sritamjena6428
    @sritamjena6428 3 месяца назад +5

    ଖଣ୍ଡଗିରି ଥାନା iic ପକ୍କା ଗାଲୁଆ behaviour ଠିକ ନାହିଁ

  • @rajmix3740
    @rajmix3740 3 месяца назад +5

    ଓଃ, ଇୟେ ଓଡ଼ିଶା ପୋଲିସ ଭାଇ, ଥାନା ରେ କେହି ନ ଥିଲେ ବି ଆଇନ ଶୃଙ୍ଖଳା ଠିକ୍ ଠାକ୍ ଚାଲିବ।

  • @randomthings-eh2lj
    @randomthings-eh2lj 3 месяца назад +1

    Very good work...keep it up 👍

  • @ramakantabehera4856
    @ramakantabehera4856 3 месяца назад +8

    ❤😂 ସବୁଠି ତାଲା କାହିଁକି ମହିଳା ଥାନାରେ ସରକାର ତଥା ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ

    • @sambhu1683
      @sambhu1683 3 месяца назад

      Women😂😂😂

  • @biswojeetjena8457
    @biswojeetjena8457 2 месяца назад

    Police reform must needed

  • @chitarajan9617
    @chitarajan9617 2 месяца назад

    Excellent Reporting

  • @Govinda986
    @Govinda986 Месяц назад

    Good ରିପୋର୍ଟର

  • @Narayan6u
    @Narayan6u 2 месяца назад +2

    ବେକାର କଥା ଆପଣ ତାଙ୍କୁ ଆଗରୁ ଜଣାଇ ଦେଇଛନ୍ତି ସେଥିପାଇଁ ସେମାନେ ଉପସ୍ଥିତିରେ ଅଛନ୍ତି

  • @jagannathascomputerstudych9769
    @jagannathascomputerstudych9769 3 месяца назад

    ଧନ୍ୟବାଦ୍ repoter ଭାଇ

  • @jaykrushnam9243
    @jaykrushnam9243 3 месяца назад

    Good reporting 💯👏👏👏

  • @tikchandisari3648
    @tikchandisari3648 2 месяца назад

    Media bhai apan nku many many thanks 👍

  • @saratachandramahanta2314
    @saratachandramahanta2314 2 месяца назад

    ପୁନ୍ଖାନୁ ପୁନ୍ଖ ଖବର ସଂଗ୍ରହକାରୀଙ୍କୁ ଧନ୍ୟବାଦ

  • @sanjaypandaias9981
    @sanjaypandaias9981 2 месяца назад

    ଆପଣ ଭଲ କାମ ଆରମ୍ଭ କରି ଛନ୍ତି।
    ପ୍ରତ୍ୟେକ ଥାନାରେ CCTV ଲାଗିଛି ଓ କାମ କରୁଛି କି ନାହିଁ ଏବଂ ରାତିରେ କେତେ ଜଣ ପୁରୁଷ ଓ ମହିଳା କର୍ମଚାରୀ ନିଯୋଗ ଓ ବାସ୍ତବରେ କେତେ ଜଣ ଥିଲେ ଭଳି ବିଷୟ ଦେଖି ଆଲୋଚନା କଲେ ଏହା ଅଧିକ ଫଳପ୍ରଦ ହେବ
    ଧନ୍ୟବାଦ୍ 🎉

  • @143Travelindia
    @143Travelindia 3 месяца назад +5

    ଖଣ୍ଡଗିରି ଥାନା ରେ ପୋଲିସ ଓଟିଭି କ୍ୟାମେରା ଦେଖି କଣ ହେଲା 😂ଥାନା

  • @mayeshkumarbanchhor1374
    @mayeshkumarbanchhor1374 3 месяца назад +4

    Sabu media ku mora request, sabu dina night rea sabu police station and hospital ku jai lokanku or govt ku dekhantu.. Very nice work this media

  • @pintujena7850
    @pintujena7850 3 месяца назад +6

    Thanks otv

  • @kaliajana7857
    @kaliajana7857 2 месяца назад +1

    Gate.cover..(sequrity)..Gate.No.close

  • @oynarottamallmusicplayer6091
    @oynarottamallmusicplayer6091 3 месяца назад +1

    ମୋ ଓଡ଼ିଶା👌👌👌

  • @brainlicker5647
    @brainlicker5647 3 месяца назад +3

    ସାମ୍ବାଦିକ ବନ୍ଧୁଙ୍କ କାଯ୍ର୍ୟ ପ୍ରଶଂସାଯୋଗ୍ୟ

  • @HappyBeagle-iy5ph
    @HappyBeagle-iy5ph 2 месяца назад

    Sir apanku koti koti namaskar

  • @azharkkhan8822
    @azharkkhan8822 2 месяца назад

    😢 ବହୁତ୍ ଦୁଃଖୋ ରୋ ଖବର ସରକାରୀ ଚାକିରି କରୁଥିବା କର୍ମଚାରୀ ମାନେ ସରକାର କୁ ନିନ୍ଦା କରୁଛି କାମ କିଛି ନାହି ଖାଲି ମିଛଟା ବସି ବସି ଦରମା ନଉଛନ୍ତି ବହୁତ୍ ଦୁଃଖୋ ରୋ ବିଶୋଇ ଓଡ଼ିଶା କୁ ରକ୍ଷା କରିବା ଜାଗାରେ କିଛି ଉନ୍ନତି କାମ ଦେଖାଯାଉ ନାହିଁ😢🙏🌹

  • @Ajohn-zy5yr
    @Ajohn-zy5yr 3 месяца назад

    Great job by midea team....

  • @indianvlogs9341
    @indianvlogs9341 2 месяца назад

    Best news

  • @sisirBuda-id4dp
    @sisirBuda-id4dp 3 месяца назад +2

    Good news, l respect you

  • @subasissrichandanb7601
    @subasissrichandanb7601 3 месяца назад

    Nice Activity Driven. Hats Off

  • @LaxmanSabar-s8j
    @LaxmanSabar-s8j 3 месяца назад +1

    ରାଜ୍ୟ ଧାନୀ ର ଅବସ୍ଥା ଯଦି ଏମିତ ତେବେ ଅନ୍ୟ ଥାନା ର ଅବସ୍ଥା କେମିତି ନତିବ

  • @jchoudhury274
    @jchoudhury274 3 месяца назад +1

    ଅଭିଯୋଗ କାରୀ କେବେ ବି gate kholi ଯାଇ ପାରିବ ନି ସାଧାରଣ ଲୋକ ଙ୍କୁ ବାବୁ ଙ୍କ ଧମକ ମିଳିବ

  • @dharme4642
    @dharme4642 3 месяца назад +1

    Thank you sir 🎉

  • @mangeshmohanty6828
    @mangeshmohanty6828 3 месяца назад

    Great Reporting

  • @krishnachandrasahu7267
    @krishnachandrasahu7267 2 месяца назад

    Your advice is 100 percent correct sir

  • @pruthirajpal4155
    @pruthirajpal4155 3 месяца назад +8

    Sabu Naveen police hotao

  • @SanatanchattarChattar
    @SanatanchattarChattar 3 месяца назад +5

    ପୋଲିସ ରାତିରେ କେତେ ଡ଼ିଉଟି କରିବ ଟିକେ ଗିହା ଗେହୀ ହେବେ କି ନାହିଁ

    • @santoshkumarbaliarsingh
      @santoshkumarbaliarsingh 3 месяца назад

      Nice riplies

    • @anitamekap6584
      @anitamekap6584 3 месяца назад

      ନିଜ ଭାଷା କୁ ସୁଧାର ରେ। ଓଡିଶା ର କି image ହେବ ତମ ମାନଙ୍କ ପାଇଁ। ଆଉ ପୋଲିସ ତମ ରି ଭଳି କଥା ଭାଷା ହେଉଥିବା ଲୋକ। ଆଉ ତମ ମା ଭଉଣୀ ଙ୍କୁ ଏଇ ଭାଷା କୁହ ଘରେ ନିଶ୍ଚିତ।

  • @narendrapatra9985
    @narendrapatra9985 3 месяца назад +1

    Excellent

  • @ramaballavasahoo3791
    @ramaballavasahoo3791 3 месяца назад +1

    Good reporting

  • @sibapati8437
    @sibapati8437 3 месяца назад

    Right brother salam

  • @AjitMalik-qx6go
    @AjitMalik-qx6go 3 месяца назад

    Right bahi

  • @kasinathamallick4717
    @kasinathamallick4717 3 месяца назад

    Thanks otv ❤ good reporter

  • @bijayapppradhan4563
    @bijayapppradhan4563 3 месяца назад +5

    ବିଜେପି ସରକାର ପୂରା ପରଖନ୍ତୁ ସବୁ ଥାନାକୁ

  • @sachintarva
    @sachintarva 2 месяца назад

    Good new

  • @bhagabanbora1637
    @bhagabanbora1637 3 месяца назад +1

    Nice

  • @PunyabantaJal
    @PunyabantaJal 3 месяца назад +3

    ମୋର ପଇସା ପଡିଛି ହେଲେ ଖାତାରେ ଆସି ନାହିଁ ଖାଲି ମେସେଜ୍ ଆସିଛି ଆଉ ଖାତା ନମ୍ବର ଟା ଭୁଲ ଅଛି ସୁଭଦ୍ରା ପଇସା ପାଇଁ ଆମେ ବହୁତ ହଇରାଣ ହେଲିଣି କଲ centar କୁ କଲ କଲା ପରେ ଆମ ପାଖରେ ହେମିତି କିଛି ଅପଦେତ ନାହିଁ ବୋଲି କୁହିଲେ ମୋର village ଟା କଣ୍ଟାବାଞ୍ଜି ବଲାଙ୍ଗିର ଜିଲ୍ଲା ର ମୁଁ

  • @amiyadas8676
    @amiyadas8676 3 месяца назад

    ❤❤❤❤

  • @parsuramnayak4093
    @parsuramnayak4093 3 месяца назад +2

    Media bhainku bahut bahut dhanyabad night re buli news prasarana karithibaru .

  • @housekeepingwajba8781
    @housekeepingwajba8781 3 месяца назад +2

    Disciplinary action required against all the responsible people.

  • @ardhendubhusansinghdeo8652
    @ardhendubhusansinghdeo8652 2 месяца назад +2

    Khali police mane darama aau lancha nei ki aaram karuchhanty

  • @TrimanMajhi-fs4dk
    @TrimanMajhi-fs4dk 3 месяца назад +5

    Sabu chura goda basichhanti 😂😂😂😂😂😂

  • @PravaskumarSamantaray
    @PravaskumarSamantaray 3 месяца назад +1

    👍

  • @dillipkumarmishra8202
    @dillipkumarmishra8202 3 месяца назад +1

    CC TV ଦେଖନ୍ତୁ ଅଛି କି ନାହିଁ

  • @kapilcharanpadhan5114
    @kapilcharanpadhan5114 2 месяца назад

    ଯାହାହେଉ........

  • @sadanandabudhia1413
    @sadanandabudhia1413 3 месяца назад

    Good job

  • @chitarajan9617
    @chitarajan9617 2 месяца назад

    Mohan Sarkar 😭😭😭😭

  • @yajnadutt
    @yajnadutt 3 месяца назад +1

    Keep up the good work media reporter, police is public servant who is very inefficient

  • @badal3012
    @badal3012 3 месяца назад

    Atul bhai

  • @chittaranjanbehera8173
    @chittaranjanbehera8173 3 месяца назад +1

    Many many congratulations for this type of adventurous steps, we request you please verify the the pernal property of police. Either they are earning money from salary or else,

  • @KehKeLoonga
    @KehKeLoonga 3 месяца назад +7

    ଜାଣି ଶୁଣି shooting ଆଗରୁ ସବୁ set

  • @jaijawan5461
    @jaijawan5461 3 месяца назад +2

    Very good 😂

  • @oldisgold1379
    @oldisgold1379 3 месяца назад +1

    Maximum ଥାନା ରେ ସମାନ,,,,, ପରିସ୍ଥିତି । ରାତିରେ gate ତାଲା ପକେଇ ଶୋଇ ପଡନ୍ତି 😅😅

  • @ganeshpanigrahi5866
    @ganeshpanigrahi5866 2 месяца назад

    ଏତେ ଅବ୍ୟବସ୍ଥା ବୃଦ୍ଧି ପାଇବାରେ କେବଳ ମୁର୍ଖ, ଅସଭ୍ୟ, ବିକୃତ ଓ ହୀନମାନସିକତା ଏବଂ ଭିକ୍ଷୁକ ମନୋବୃତ୍ତି ସମ୍ପର୍ଣ୍ଣ ମାଗଣାଖିଆ ବିଜଦ ସମର୍ଥକ ହିଁ ଦାୟୀ ଯେଉଁମାନଙ୍କର ଏପର୍ଯ୍ୟନ୍ତ ମଧ୍ୟ ଜ୍ଞାନୋଦୟ ହୋଇନାହିଁ !!!??? ...

  • @eatingranger9929
    @eatingranger9929 3 месяца назад

    ରାତିରେ ଥାନା ବାଲା ଗେଟ୍ ବନ୍ଦ ନକଲେ ଥାନାରୁ ବି ଚୋରି ହେବାର ସମ୍ଭାବନା ରହିଛି 😅😅😅

  • @debeshkumarbiswal4509
    @debeshkumarbiswal4509 3 месяца назад

    କେବଳ ମିଡ଼ିଆ ହିଁ ଜାଗ୍ରତ କରୁଛି,
    ସରକାର ଙ୍କୁ ଓ ଜନସାଧାରଣ ଙ୍କୁ,
    ନହେଲେ ସବୁ ସେମିତି ଚାଲିଥିବ.

  • @santoshmahanta2319
    @santoshmahanta2319 3 месяца назад +2

    I think Dinakrishna Mishra, Kulangara police officer is absent at at Bharatpur police station

  • @MasterGulu1
    @MasterGulu1 3 месяца назад

    BJP MP ର ଲିଙ୍କ ଥାନା ହେଇ ଥିବ ❤️❤️ ଯଦି କାର୍ଯ୍ୟ ଠିକ ସେ କଲେ ❤️❤️ମୋହନ ସରକାର ଶୋଇଲ କି ❤️❤️

  • @hrusikeshmallik3221
    @hrusikeshmallik3221 3 месяца назад

    ଏ ସରକାରଙ୍କ ଅପାରଗତା ଯୋଗୁଁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ପୋଲିସ ପ୍ରଶାସନ ଓଡ଼ିଶାର ଭବିଷ୍ୟତ ନଷ୍ଟ

  • @srn78610
    @srn78610 3 месяца назад +1

    ଆଜ୍ଞା ଚନ୍ଦ୍ରଶେଖରପୁର ଛକ ଆଡେ ଯିବା କଥା ନା। ସମସ୍ତେ ସେଇଠି ମିଳିବେ।

  • @gajendrabhue6993
    @gajendrabhue6993 3 месяца назад +1

    ଏମିତିକା news ଦେଖନ୍ତୁ

  • @prasannaparhi2875
    @prasannaparhi2875 2 месяца назад

    ଏମାନଂକ ଦରମା ବନ୍ଦ ହେଉ

  • @rajza_m4339
    @rajza_m4339 3 месяца назад +5

    Khanda giri police staffs acting Oscar level