Throw eggs at BJP president Manmohan Samal

Поделиться
HTML-код
  • Опубликовано: 15 сен 2024
  • ନିଜ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅଣ୍ଡାମାଡ । ଚାନ୍ଦବାଲି ପିରାହାଟ ବଜାରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗାଡିକୁ ଅଣ୍ଡାମାଡ଼ ସହ କଳା ପତାକା ପଦର୍ଶନ କଲେ ବିଜେଡି କର୍ମୀ ।
    #manmohansamal #bjp #chandbali #bhadrak #statebjppresident #sunstartv #sunstarnews #latestnews #bhadraknews
    ★★★
    SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
    ★★★
    SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
    ★★★
    “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
    ★★★
    “ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★
    SUBSCRIBE NOW !!!
    ➠Visit Our Website: sunstartv.com/
    ➠News in Odia: sunstartv.com/...
    ➠RUclips: / sunstartvodia
    ➠Facebook: / sunstartvodia
    ➠Twitter: / sunstartvodia
    ➠Instagram: / sunstartvodia
    ★★★
    #Sunstartv

Комментарии • 377

  • @BasantaMurmu-o7b
    @BasantaMurmu-o7b 11 дней назад +176

    ପରିବର୍ତ୍ତନ ର ପ୍ରଥମ ଅଣ୍ଡା ମାଡ଼, ପୁଣି ସଭାପତିଙ୍କୁ। ସାବାସ ଜନତା 😮

    • @user-jz6tq7ff2j
      @user-jz6tq7ff2j 11 дней назад +5

      Bjp jindabad

    • @satyajitbiswal562
      @satyajitbiswal562 11 дней назад +3

      Tama ku jie 24yr pelila bahut bhala laguthila chi chi lajya

    • @saisankarsahoo8365
      @saisankarsahoo8365 11 дней назад +5

      ପରିବର୍ତ୍ତନ ର ଅନ୍ୟ ନାମ ବାପି ରାଉଳ ବିଧାୟକ ଅଛି କିନ୍ତୁ
      ତାକୁ ସଭାରୁ ଡକା ଗଲା ଇଆ ଠାରୁ ଲଜ୍ଜ୍ୟା ଆଉ କ'ଣ ହେଇ ପାରେ ସେଥିପାଇଁ ଲେକଙ୍କୁ ଲଗେଇ କି ଧର୍ମ ଘଟ କଲା ଆମକୁ ନିଅ ଯେଉଁ ଠି ବାପି ରାଉଳ କରିବ ସଭା କରିବ ଗୁଅ ମାଡ଼ ହେବ ଏ ସରକାର ବିଜେପି ସରକାର ହିନ୍ଦୁ ସରକାର

    • @subhransudalai8360
      @subhransudalai8360 11 дней назад

      ​@@saisankarsahoo8365କେଉଁ ଦିଗରୁ ହିନ୍ଦୁ ସରକାର

    • @subhransudalai8360
      @subhransudalai8360 11 дней назад +5

      ​@@satyajitbiswal562ଲୋକ ବୋକା ନୁହନ୍ତି, ଅନ୍ଧ ଭକ୍ତ କିଛି ବୁଝିପାରନ୍ତି ନାହିଁ

  • @SMILAN_143
    @SMILAN_143 11 дней назад +77

    ଭଲ ହେଇଛି, ଧନ୍ୟବାଦ୍

  • @biswambharmanahira966
    @biswambharmanahira966 11 дней назад +62

    ଭଲ ହେଇଛି

  • @rabinarayan2414
    @rabinarayan2414 11 дней назад +42

    ଯାଦୁ ମଲମ କୁ ଠିକ୍ ହେଇଛି

  • @ashokpraharaj2492
    @ashokpraharaj2492 11 дней назад +113

    ପ୍ରତ୍ୟେକ କାମରେ ଏ ସରକାର ଗରିବଲୋକଙ୍କୁ କନ୍ଦେଇ ସାରିଲାଣି

  • @SanatanchattarChattar
    @SanatanchattarChattar 11 дней назад +149

    ମୁଁ କଂଗ୍ରେସ କର୍ମୀ ହିସାବରେ କହୁଛି ମନମୋହନ ସାମଲ କୁ ଅଣ୍ଡା ମାଡ଼ ସହିତ ପଥର ମାଡ କର । ଚନ୍ଧା ମୁଣ୍ଡ କୁ ଫଟେଇ ଦିଅ ।

  • @aswininayak4636
    @aswininayak4636 11 дней назад +62

    BJP ପ୍ରତି ଏ ତ ଆରମ୍ଭ ମାତ୍ର ଅପେକ୍ଷା କର ଆଗକୁ ଆହୁରି ହଉଛି କଣ

  • @soubhagyasamal3507
    @soubhagyasamal3507 11 дней назад +76

    ଯେ ପର୍ଯ୍ୟନ୍ତ 300ୟୁନିଟ୍ ବିଦ୍ୟୁତ୍ ମାଗଣା ଏବଂ 3000 ଭତ୍ତା ନମିଲିଛି ସେ ପର୍ଯ୍ୟନ୍ତ Bjp କୁ ଜନସାଧାରଣଙ୍କର ଆକ୍ରୋଶର ଶିକାର ହେବାକୁ ପଡ଼ିବ କୌଣସି ସହାନୁଭୂତି ମିଳିବ ନାହିଁ.

    • @manojparida2880
      @manojparida2880 11 дней назад +3

      ଠିକ୍ କଥା

    • @prakshbehera2229
      @prakshbehera2229 11 дней назад

      😡😡😡😡😡

    • @prakshbehera2229
      @prakshbehera2229 11 дней назад

      Tu kia ba mgh

    • @Cisplatin-r7b
      @Cisplatin-r7b 11 дней назад +3

      ​@@prakshbehera2229tu sola ghusuri sola BJP ro palito kukuro 😂😂

    • @subhransudalai8360
      @subhransudalai8360 11 дней назад +2

      ​@@prakshbehera2229ଭାଷା ରୁ ସ୍ପଷ୍ଟ ନାଗରିକ ନା ଅନ୍ଧଭକ୍ତ

  • @ashokdas5443
    @ashokdas5443 11 дней назад +6

    ବାପି 10ବର୍ଷ ହେଲା ଗରିବ ଲୋକଙ୍କୁ ଯଉ ହଇରାଣ କରିଛି ଏ ଭୁଗିବ ଏ ଆରମ୍ଭ ମାତ୍ର କିଛି କରିପାରିବନି ଖାଲି ଆନ୍ଦୋଳନ କରିବ ନିଜକୁ ପଚାର ବିଜେପି ସରପଞ୍ଚ କାମ କରିଥିବା bill ବାପି ଦଉଥିଲାନି ଏବେ ନିଜେ ହଇରାଣ ହଉଛି

  • @mrutyunjayaacharya
    @mrutyunjayaacharya 11 дней назад +58

    ମନମୋହନ ଯାଦୁ ମଲମ

    • @i_amhbb
      @i_amhbb 11 дней назад +6

      Thik nekhija bhai😂😂

  • @ashirbadpal8678
    @ashirbadpal8678 10 дней назад +6

    ଚାନ୍ଦବାଲିରେ ଯିଏ ବିଧାୟକ ଅଛନ୍ତି ସେ ଅତିଥି ହବା କଥା ମନମୋହନ ସାମଲ କଣ ପାଇଁ ସେଇଠିକି ଯାଇଛି

    • @satyapirsubhajit5512
      @satyapirsubhajit5512 10 дней назад

      Tanku daka jaichi

    • @smrutiranjanbal680
      @smrutiranjanbal680 10 дней назад

      Principal Sir BJP supporter Hatrick Hariba loka nku dakuchant,,Kintu Chandbalia loka Bapi Bhai sahita achhanti seita Hatrick win re Parichaya Deichanti..

  • @saisankarsahoo8365
    @saisankarsahoo8365 11 дней назад +8

    ବାପି ରାଉଳ ର ଆଉ ଚାନ୍ଦବାଲି ରେ ଲୋକ ଗେଇଣ୍ଠା ମାରିକି ସଭାରୁ ବାହାର କରି ଦେଲେ ତୁ ବିଧାୟକ ଅଛୁ ତତେ ସଭା କୁ ଡାକୁ ନାହାନ୍ତି ଲଜ୍ଜ୍ୟା ଘେର ଲଜ୍ଜ୍ୟା ବିଧାୟକ କୁ ଲଜ୍ଜ୍ୟା ଲାଗିବା ଦରକାର କର୍ମ କରିଣ ଫଳ ପାଇ ପ୍ରାଣୀ ଅବଶ୍ୟ ବଞ୍ଚୟି ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @sudarsanmallick6250
    @sudarsanmallick6250 11 дней назад +8

    ଏ ବିଜେପି ସରକାର ଗରିବ ମାନଙ୍କୁ କନ୍ଦାର ସାରିଲାଣି

  • @bijayparida8085
    @bijayparida8085 10 дней назад +4

    ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି

  • @Sarat-wh3yj
    @Sarat-wh3yj 11 дней назад +8

    ବିଜେଡ଼ିର ରାଜୁତି ସରିଯାଇଛି ।।

  • @sabyasachimahala7020
    @sabyasachimahala7020 11 дней назад +33

    , ମନମୋହନ ଙ୍କୁ ଚାନ୍ଦବାଲି ବାସି ଜିତେଇ ଥିଲେ ସେ ହୁଏତ ଓଡିଶା ର ମୁଖ୍ୟମନ୍ତ୍ରୀ ହୋଈ ଥାନ୍ତେ, ଏହା ଭଦ୍ରକ ଜ଼ିଲ୍ଲା ର ଗୌରବ ହୋଈ ଥାନ୍ତା, ନବୀନ ସରକାର 24ବର୍ଷରେ ଭଦ୍ରକ ଜ଼ିଲ୍ଲା କୁ ନା ମେଡିକାଲ କଲେଜ ଦେଲେ, ନା ଭଦ୍ରକ କଲେଜ କୁ ବିଶ୍ୱବିଦ୍ୟାଳୟ କଲେ, ନା କୋଷ୍ଟାଲ high way ତିଆରି କଲେ, ନା ଧାମରା ରେ ଶିଳ୍ପ କଲେ, ନା ଧାମନଗର ଛକ ରେ ଥିବା idco ଲେଣ୍ଡ ରେ ଶିଳ୍ପ କଲେ, ଏକ ଠକ ସରକାର ଯାଇଛି

    • @AsitKumarSa
      @AsitKumarSa 11 дней назад +3

      Ebe heijibo😅😅😅

    • @santoshpadhan5551
      @santoshpadhan5551 11 дней назад +3

      ମନମୋହନ ଗୁଟେ ବେଶ୍ୱା ଟାଉଟର ଦଲାଲ

    • @satyapirsubhajit5512
      @satyapirsubhajit5512 10 дней назад

      Right brother...chandabali loka budhi kichhi nahi...sabu gobar Ganesh 😂😂😂

    • @smrutiranjanbal680
      @smrutiranjanbal680 10 дней назад +1

      Monomohan Jadu Malam jete thara stand Kariba Chandbali re sete thara Ame hareibu kahniki na sea anachandbalia.. Chandbali re Hatrick kehi harinathile Monomohan harila aau Chandbali re Hatrick kehi win kari nathille Bapi Bhai win kale ,aeita hauchi Chandbali loka nka Bhala paiba..

  • @bijaypradhan3233
    @bijaypradhan3233 11 дней назад +25

    Very good👍👍👍 salanku pita

  • @SibaramMohanty-ve4hv
    @SibaramMohanty-ve4hv 10 дней назад +3

    ମନମୋହନ ତୂଓଡିଶାର ରଜା ଜାଗୋ ଜାଗୋ ଓଡିଶା❤ଜାଗୋ

  • @Mamalinayak-iy5ui
    @Mamalinayak-iy5ui 11 дней назад +17

    ଯେତେ ଭୋକିଲେବି କିଛି ଲାଭ ନାହିଁ

  • @prashantachandrapanda
    @prashantachandrapanda 11 дней назад +8

    Local MLA should have been invited

  • @ODISHABHAI-eq8jq
    @ODISHABHAI-eq8jq 11 дней назад +13

    ଆଗ କୁ ଆହୁରି ହେବ

  • @NibeditaTripathy-x6v
    @NibeditaTripathy-x6v 11 дней назад +10

    Arambha matra

  • @SitakantaBarik9874
    @SitakantaBarik9874 6 дней назад

    ସ୍ଥାନୀୟ ବିଧାୟକ କେମିତି ମତୋ କଲେଜ୍ ରାସ୍ତାରେ ବିନା କାମ କରି ଫଳକ ମାରି ୬ ଲକ୍ଷ ଟଙ୍କା ଆତ୍ମସାତ୍ କରିଛନ୍ତି ଟିକେ ସେ ବିଷୟରେ ଆଲୋଚନା କରୁନ ପ୍ରିମିଶି ରାକେଶ ନାୟକ
    ତୁମର ଆହୁରି ଗଲୁ ମରିନି ବ୍ୟସ୍ତ ହୁଅନି ଖୁବ୍ କମ୍ ସମୟ ମଧ୍ୟରେ ଗଲୁ ମରା ହେବ ସେ ଭତ୍ତା ଚୋରର ଆଉ ତାର ପାଳିତ ପୋଶା ଗୁଣ୍ଡା ମାନଙ୍କର

  • @Samar-papun
    @Samar-papun 11 дней назад +12

    ଆରେ ମାଗିଆ ତମେ power ରେ ଥିଲା ବେଳେ ଏହି କଥା କରୁ ଥିଲ, ସବୁ ତ ଭୁଲି ଯାଉଛ ଆଉ

  • @satyabratasahoo2577
    @satyabratasahoo2577 11 дней назад +27

    ମନମୋହନ ଯୋଗ୍ୟ ପ୍ରାର୍ଥୀ ଙ୍କୁ ହରାଇ ଗୋଟିଏ ମୂଖକୁ ଜିତେଇ ବହୁତ ବାହା ବାହା ମାରୁଛ

    • @AsitKumarSa
      @AsitKumarSa 11 дней назад

      😅😅😅😅

    • @subhransudalai8360
      @subhransudalai8360 11 дней назад

      ବିଜେପି ଯୋଗ୍ୟ ଲୋକ ଅଛନ୍ତି ସତରେ, ସାରା ଭାରତ କୁ ନଷ୍ଟ କରିଦେଲେଣି, ଆର୍ଥିକ ସାମାଜିକ ସାଂସ୍କୃତିକ ସବୁ କ୍ଷେତ୍ର ରେ

    • @subashsamal3730
      @subashsamal3730 10 дней назад

      BJP ra manmohan Jadu malam Kam ku nuha Khali jumla bjp sarkar

  • @subhambehera6945
    @subhambehera6945 11 дней назад +31

    Bjd jindabad

  • @saisankarsahoo8365
    @saisankarsahoo8365 11 дней назад +6

    ବିଜେଡ଼ି ବାଲା ଚେର ଟାଉଟର ବିଧାୟକ ମାନେ ସବୁ କୁଜି ନେତାମାନଙ୍କ ଚେର ଟାଉଟର ବିଧାୟକ ଓଡ଼ିଶାର ଜନସାଧାରଣ ଭୂୟାଁ ବୁଲେଇ ଲୁଟ୍ କରିଛନ୍ତି ଝୋଟ ବ୍ୟାଗ୍ ରେ 294 କୋଟି ଖର୍ଚ୍ଚ ହେଇଛି ସବୁ ଲୁଟ୍ କରିଛନ୍ତି

  • @judhistirdas1763
    @judhistirdas1763 3 дня назад

    Oh! Many thanks to the students union of bhadrak college.united we stand. Thanks

  • @ManojBariha-bj8es
    @ManojBariha-bj8es 11 дней назад +12

    କିଛି ବାଳ କରି ପାରିବନି 🤣🤣

    • @user-uw1yk3pk7c
      @user-uw1yk3pk7c 11 дней назад

      300 unit 3000 vata nahele loka mantri ki chechibe micha kahile mada khaiba ame bi BJP ki vote deichu

  • @user-re4eq6mi1y
    @user-re4eq6mi1y 11 дней назад +6

    Thik karichhan

  • @ranjankumarprusti7950
    @ranjankumarprusti7950 11 дней назад +12

    ବିଜେଡି ଗଣତନ୍ତ୍ର ର ହତ୍ୟାକାରୀ ବିଜେପି ନୁହେଁ।

  • @jiyamishra7777
    @jiyamishra7777 10 дней назад +1

    କିଛି ସାମାଜିକ ଗଣମାଧ୍ୟମରେ କୁହନ୍ତୁନୀ । ପୋଲିସ ଖୋଜି ଖୋଜି ନେଇ ଦୁଇ ରୁ ଚାରି ଦିନ ଚର୍ଚ୍ଚା କରୁଛି।

  • @paridaprasannakumar3592
    @paridaprasannakumar3592 10 дней назад +2

    ଏହାତ, ଟେଲର, ଆଗକୁ, ନାଟକ, ଯୟ, ଜଗନ୍ନାଥ

  • @sushamanayak4316
    @sushamanayak4316 11 дней назад +18

    ବିଜେଡି ନେତାଙ୍କ ପୂର୍ବର କୁକର୍ମ ଜଗ୍ସନାଥଙ୍କ ଫଳ ବିଜେଡି ବାଲାଙ୍କ କାଳ

    • @sriballavmohanty4822
      @sriballavmohanty4822 11 дней назад +2

      O adarsha bani sunauthiba mad ..ammm . Dina asiba Jumla party b kshyamata ru jiba 25, 30, 50years b tame bhabuthiba au setebele b ehi commet deba ta? Jumla party jaha kukarma karithila sei phala bhoguchi .

    • @AsitKumarSa
      @AsitKumarSa 11 дней назад +1

      Ayodhya katha tike kuho😅😅😅

    • @satyapirsubhajit5512
      @satyapirsubhajit5512 10 дней назад

      Manamohan samal jiti thile CM hoi thante..but chandabali loke karai dele nahi...sala sabu murkh gudak

  • @CreationOdia1234
    @CreationOdia1234 10 дней назад +2

    BJP ଦଳ ଓଡ଼ିଶା ପାଇଁ କାଳ

  • @SanjayaKumar-i5h
    @SanjayaKumar-i5h 11 дней назад +2

    Good 👍

  • @manishapattanayak2152
    @manishapattanayak2152 11 дней назад +1

    Good Work 👍

  • @user-uk9xv6jk7r
    @user-uk9xv6jk7r 11 дней назад +5

    ଶଳା ତୋ ଉପରେ ମାଡ ହେଲେ ତୁ ଶଳା ସାଇଟ ହୋଇଯିବୁ

  • @patrikc3337
    @patrikc3337 11 дней назад +2

    ଶଳା ବିଜେଡି ଚାମଚା

  • @Maya-1001-w4i
    @Maya-1001-w4i 10 дней назад +1

    ହଉ ଠିକ୍ ଅଛି, ମୁଁ ମନମୋହନ କହି ମଦ 🍷 କାଉଣ୍ଟର ତୋ ବାପା ନାଁ ରେ କରେଇଦେବି😊

  • @SekharsambhitDhal
    @SekharsambhitDhal 10 дней назад

    ବିଜେପି ବାଲାଙ୍କୁ ସବୁ ଗାଁ ଗହଳି ରେ ମାଡ଼ ହେବା ଉଚିତ 👌

  • @kamalakantapanda8822
    @kamalakantapanda8822 11 дней назад +14

    ଆରେ ମାହାଗିଆ ଏ କଥା ବିଜେଡି କରୁଥିଲା.

    • @soubhagyasamal3507
      @soubhagyasamal3507 11 дней назад +2

      ଆରେ ଅନ୍ଧଭକ୍ତ ଯଦି ବଗକୁ ଦେଖି କାଣ୍ଟିବଗ ଗେଣ୍ଡା ଗିଳିବ ତେବେ ଅବସ୍ଥା କଣ ହେବ ?ଓଡ଼ିଶା ଲୋକ ହୀରା ଖୋଜୁ ଖୋଜୁ କୋଇଲା ପାଇ ବହୁତ୍ ଦୁଃଖରେ ଅଛନ୍ତି। କଥାଟା ବୁଝପାରୁନାହ ବୋଧେ...

    • @prakshbehera2229
      @prakshbehera2229 11 дней назад

      ​totr kn gala

  • @user-uk9xv6jk7r
    @user-uk9xv6jk7r 11 дней назад +13

    ବିଜେପି ଜିନ୍ଦାବାଦ

  • @rajkishordash8353
    @rajkishordash8353 11 дней назад +3

    Tuma Sabu chora chandabali Loka

  • @bhimsen1248
    @bhimsen1248 11 дней назад +1

    24 ଧରି ତମେ ଯାହା କରି ଥିଲ କଣ ଗଣ ତନ୍ତ୍ର ର ହତ୍ୟା ହୋଇ ନ ଥିଲା???

  • @ShaktiKhuntia-h3w
    @ShaktiKhuntia-h3w 11 дней назад +1

    Really great 👍

  • @sushantsahoo8051
    @sushantsahoo8051 11 дней назад

    ବିଜେପି ପ୍ରେମ ଥିବା mp mla ଯଉ ମାନେ sc, st ସେମାନଙ୍କୁ ଵିରୋଧ ହେଉ କାହିଁକି ନା ସେମାନେ ସମ୍ବିଧାନ ବିରୋଧୀ

  • @koshalview7152
    @koshalview7152 11 дней назад +8

    Nahin Nabin Nabin Nabin Nabin Nabin

  • @jnanaranjansenapati4315
    @jnanaranjansenapati4315 11 дней назад +2

    Ee abhadranku yagi sasana darkar, emananku dhara nirdhum chhecha. Emana ganatantra ra dwahi deu chhanti, jie gunda gardi kariki jitiichhi tara chamcha tik sai prakruti ra hai thibe. Rs 10)- paile tara gua chatanti semane ganatantra ra definition sikhauchanti.

  • @tikulsahoo3830
    @tikulsahoo3830 8 дней назад

    Vary good 👍👍👍👍

  • @BrundabanSahoo-ty6vq
    @BrundabanSahoo-ty6vq 11 дней назад

    ସେଠାକୁ ଜନପ୍ରତିନିଧିଙ୍କୁ ଡାକିଵା ନିହାତିଜରୁରୀ ମହନ ମହନ ସାମଲ ଲୋକ ପ୍ରତିନିଧି ନୁହେ ସେଠାରେ ଵିରୋଧ ଠିକ୍ ଅଛି

  • @subashbarik377
    @subashbarik377 11 дней назад

    ଆହୁରି ମାର ସେ ଶଳାଙ୍କୁ, ଶଳା ସରକାର କୁ ଆସୁ ଆସୁ ଲୋକ ମାନଙ୍କୁ କନ୍ଦେଇ ସାରିଲେଣି ମାଗିଆ ବିଜେପି ସରକାର ☹️☹️☹️

  • @prakashmahapatra2182
    @prakashmahapatra2182 11 дней назад +4

    ଏଥିରେ ବୋଧେ ସମାଧାନ ହୋଇଯିବ. ଏଥିରୁ ଖ୍ୟନ୍ତ ରୁହନ୍ତୁ.

  • @JayJagannath0307
    @JayJagannath0307 10 дней назад +1

    ଯାଦୁ ମଲମ ଲଗେଇ ଦିଅ

  • @BipinBapi-xf6mg
    @BipinBapi-xf6mg 10 дней назад

    Very good

  • @SomanathDas-jg2kr
    @SomanathDas-jg2kr 11 дней назад

    Good 👍👍👍👍 thanks boy

  • @sneha6303
    @sneha6303 11 дней назад +1

    Useless work

  • @manishapattanayak2152
    @manishapattanayak2152 11 дней назад

    Good Work BJD & Public👍

  • @davidpahad3
    @davidpahad3 9 дней назад

    Fantastic

  • @Sarojmohapatra19
    @Sarojmohapatra19 10 дней назад

    Very.good

  • @pradeepsahoo1469
    @pradeepsahoo1469 10 дней назад

    Right

  • @ShasikantaOjha
    @ShasikantaOjha 10 дней назад

    Very nice

  • @madhusmitadansana8902
    @madhusmitadansana8902 11 дней назад

    ରେଭେନ୍ସା ବିଶ୍ୱବିଦ୍ୟାଳୟ ବଦଳରେ ଧରମା ବିଶ୍ଵବିଦ୍ୟାଳୟ ରଖାଯାଉ।

  • @pramodapradhan9257
    @pramodapradhan9257 11 дней назад +8

    ତମ ନବୀନ କଣ ଗଣତନ୍ତ୍ର ରାକ୍ଷକରି ଥିଲା ନା ପାଣ୍ଡୁକୁ ଛାଡି ଘରେ ଶୋଉଥିଲା ସେତେବେଳେ ତୁମ ବିଧାୟକ କଣ କରୁଥିଲା ପଚାରିଛ

  • @bamansahu6900
    @bamansahu6900 11 дней назад

    Thanks

  • @sashibhusanmohapatra5976
    @sashibhusanmohapatra5976 3 дня назад

    ଆରେ ଛାତ୍ର ମାନେ ସେ ପ୍ରିନ୍ସିପାଲ ପାଳ କୁ ପଚା ଟମାଟୋ ମାର, se😂ବଦଳି ଯିବ.

  • @DharmendraSahoo-mz6xn
    @DharmendraSahoo-mz6xn 11 дней назад

    Good decission 👍

  • @saunetudu2032
    @saunetudu2032 11 дней назад

    Oho beutiful

  • @lalukanhar878
    @lalukanhar878 10 дней назад

    ଓଡିଶାରେ କିଏ ଶାସନ ଛାଲିଚି ବଲି କହୁତିଲେ ସିଆକୁ ପୁଣି ଅଢା ମାଡ଼ ହେଲା

  • @dibyajyotiray4263
    @dibyajyotiray4263 10 дней назад

    Good

  • @dear29
    @dear29 11 дней назад +3

    ଭାଡୁଆ mla କୁ ଦାକି ନାହାନ୍ତି।ଭଲ କରିଛନ୍ତି! Bjd କେବେ ଠୁ ଗଣତନ୍ତ୍ର ରଯା କଲେଣି। ନିର୍ଲଜ

  • @PrafulaDas-zw8xf
    @PrafulaDas-zw8xf 11 дней назад

    Bahut badhiya heichhi, PARIBARTAN ra SWADA CHAKHEI DELE JANATA

  • @debasismajhee7876
    @debasismajhee7876 11 дней назад

    ସବାସ ଭାଇ ମାନେ, ଏମାନଙ୍କୁ ଏମିତି କରିବା କଥା

  • @gitanjalidalabehera7114
    @gitanjalidalabehera7114 10 дней назад +1

    କାଇଁ ଗହଳି କରୁଚୁ 5 ବର୍ଷ ଚୁପ୍ ରହ

  • @rasmiranjanmishra9789
    @rasmiranjanmishra9789 10 дней назад +1

    BJP ku vote deiki bhul heigala

  • @user-vw5ik3fu6c
    @user-vw5ik3fu6c 10 дней назад

    Supar

  • @PramodKisan-on7qi
    @PramodKisan-on7qi 11 дней назад

    Thank you Bhai

  • @MalayaMalik-xp1er
    @MalayaMalik-xp1er 10 дней назад

    Nice

  • @SamuelMallick-u9t
    @SamuelMallick-u9t 8 дней назад

    ଭଲ ହେଛି ଭାଇ...

  • @rajanakumaerpradhanrkpradh6029
    @rajanakumaerpradhanrkpradh6029 11 дней назад

    Good news b j d

  • @ChandanKumar-ve6ks
    @ChandanKumar-ve6ks 11 дней назад

    କେତେଟା ଚୋଡି ପୁଅ ଅଛନ୍ତି ତାଙ୍କ ଗଲୁ ମରିନି 😂😂😂

  • @prafullachandrasethy6222
    @prafullachandrasethy6222 11 дней назад

    If we analyse this protocol then bjd had done such type of action.

  • @laxminarayanray4811
    @laxminarayanray4811 11 дней назад +7

    ବିଜେପି ର ଜୟ

  • @mamtapriyadarshini8188
    @mamtapriyadarshini8188 10 дней назад

    Manmohan samal is the real Hero in odisha....

  • @DillipkumarMohanty-fg6go
    @DillipkumarMohanty-fg6go 11 дней назад +1

    Chandbali voter ka bhagya kharap nahele manmohan samamal C M Houthanthe

  • @abhayakumarpanda2432
    @abhayakumarpanda2432 11 дней назад

    Very very good janta

  • @gobindasahoo3222
    @gobindasahoo3222 11 дней назад +4

    ମନମୋହନ କୁ ଏମିତି କରନି ସିଏ ରାଗିଲେ କଣ୍ ନାହିଁ କଣ୍ କରିବେ

  • @akshayabhoi2802
    @akshayabhoi2802 10 дней назад

    ଜୟ ନବୀନ ବାବୁ 👌

  • @raghunathsahoo3843
    @raghunathsahoo3843 10 дней назад

    ଭୋକ ବିକଳରେ ତାଟିଆ କାମୁଡ଼ିଲେ କଣ ହବ ଶଳା ମୂର୍ଖ

  • @bikashkhilar5412
    @bikashkhilar5412 5 дней назад

    ଭଲ କରିଛ ଭାଇ 😂😂😂

  • @nilanchalnaik1921
    @nilanchalnaik1921 11 дней назад +4

    BJP ❤❤jindabad

  • @ManasaJena-qc6zs
    @ManasaJena-qc6zs 10 дней назад

    ମାଡ଼ି ଚାଲ ଜୟ ବିଜେଡି

  • @MunaRout-tb9nw
    @MunaRout-tb9nw 10 дней назад

    ନରେନ୍ଦ୍ର ମୋଦୀ ମାଘିଆ ବଧେଛୁଆ ବିଜେପି ଚଟା ମାନେ

  • @JaganJena-hb3sx
    @JaganJena-hb3sx 11 дней назад +2

    ଚୁଟି ଉଠିବ ଚନ୍ଦl ମୁଣ୍ଡରେ 😂😂

  • @dillipkumarswain5728
    @dillipkumarswain5728 11 дней назад

    Super. ❤❤

  • @saibaba4092
    @saibaba4092 3 дня назад

    Val

  • @ChittaRanjanSahani
    @ChittaRanjanSahani 10 дней назад

    କମ ହୋଇଗଲା

  • @dillippradhan3536
    @dillippradhan3536 11 дней назад

    Very good boy

  • @sanjuktamohanty9668
    @sanjuktamohanty9668 11 дней назад

    Right ✅️.

  • @prabhakarswar1226
    @prabhakarswar1226 11 дней назад

    Is it new? Is it not happened earlier? Hence not thanks to public.