Aparajita Sarangi, Manmohan Samal & Suspended BJP Leaders | Kedar Mishra Reacts On Odisha BJP Chaos

Поделиться
HTML-код
  • Опубликовано: 17 дек 2024

Комментарии • 443

  • @rajibkumardas3394
    @rajibkumardas3394 3 месяца назад +40

    Aparajita should be recognised properly.
    She is the right candidate

  • @kishorechandrasekharmishra2658
    @kishorechandrasekharmishra2658 3 месяца назад +6

    ଏଥର ନିର୍ବାଚନର ତିନି ଚାରିମାସ ପୂର୍ବର ବିଶ୍ଳେଷଣ ଓ ଏବର ବିଶ୍ଳେଷଣ ଶୁଣିଲେ ଯେକେହିବି କହିଦେବ ଏ ମହାଶୟ ବିଜେଡିର ଜଣେ sleeper cell ଭାବେ କାମକରୁଛନ୍ତି। ମୁହଁରେ ଯେତେ କହିଚାଲିଲେ ଯେ ସେ ନିରପେକ୍ଷ ସାମ୍ବାଦିକତା କରୁଛନ୍ତି ଲୋକେ ଠିକ୍ ବୁଝୁଛନ୍ତି।

  • @sanjaynayak80
    @sanjaynayak80 3 месяца назад +42

    Right 👍

  • @prakashmahapatra2182
    @prakashmahapatra2182 3 месяца назад +26

    ଖାଦ୍ୟ ଯୋଗାଣ ମନ୍ତ୍ରୀ ଙ୍କ ର କଥାରେ ତାଳ ମେଳ ରହୁନି. ଜଣେ ଅଭିଜ୍ଞ ବିଧାୟକ କୁଂ ଯୋଗାଣ ବିଭାଗ ଦିଆଯାଉ.

    • @khagendrakumar7541
      @khagendrakumar7541 3 месяца назад +3

      ବିଜେଡି ର ମନ୍ତ୍ରୀ ହିଁ ନଥିଲେ

    • @Munakhilara
      @Munakhilara 3 месяца назад

      ​@@khagendrakumar7541 Sethi pain 24 barsa sasan karithile.

    • @mahendrakumarnayak3039
      @mahendrakumarnayak3039 3 месяца назад +1

      ସେ ଅଭିଜ୍ଞ ଲୋକଙ୍କ ନାମ ସୁପାରିସ କରନ୍ତୁ।

    • @Lat4666
      @Lat4666 3 месяца назад

      ଅଭିଜ୍ଞ ଲୋକର ଗର୍ବବି ଅଧିକା ଥାଏ ।

  • @upendranathswain2022
    @upendranathswain2022 3 месяца назад +4

    ଏହି ମହାଶୟ ବିଜେଡି ମୁଖପାତ୍ର ନା ବିଜପିର ? ତିନି ମାସରେ ଯଦି ଏତେ ତଥ୍ୟ ଦେଇ ପାରିଲେ ବିଜେଡିର 24 ବର୍ଷର ଆପଣଙ୍କୁ କେତେଦିନ ଲାଗିବ ? ସେ ବିଷୟରେ କିଛିଟା ବକ୍ତବ୍ୟ ପ୍ରଦାନ କରନ୍ତୁନା ?

  • @prafullamohanty5557
    @prafullamohanty5557 3 месяца назад +6

    BJD ଦଲାଲ ଭଳି ଲଗୁଛନ୍ତି

  • @anadi323jan
    @anadi323jan 3 месяца назад +39

    ,,,ଆପଣଙ୍କର ବକ୍ତବ୍ଯ ବିଜେଡି ପ୍ରତି ସମର୍ଥନ ଥିବା ଜଣା ପଡୁଛି

    • @susantanayak9728
      @susantanayak9728 3 месяца назад

      ଏହାର କାମ,, ସକାଳୁ ଉଠି କେବଳ ବିଜେପି ବିରୋଧରେ ରାସ୍ତା କଡ଼ରେ ଛିଡା ହୋଇ ଗପିବା

    • @sarojkumarsahoo9268
      @sarojkumarsahoo9268 3 месяца назад

      Hmm Bhai se pandu chamcha.bjd ...harigala pare ya Munda b kama karuni😂😂😂

    • @rabindrakumarsahoo4920
      @rabindrakumarsahoo4920 3 месяца назад +3

      ବିଜେଡିର ଚାମଚା ମୁଖପାତ୍ର।ବଦ୍ଧ ପାଗଳଟା।

    • @surendranayak6448
      @surendranayak6448 3 месяца назад

      Tu kn BJP ra pada chata kukura

    • @pramodapradhan9257
      @pramodapradhan9257 3 месяца назад +2

      ତୋର କଣ ପାଇଁ ଫାଟୁଛି
      ଏହାତ ଗଣତନ୍ତ୍ର ଆଉ କଣ ନବୀନ ଭଳି ଖାତା ଖତୀୟନା ପାଣ୍ଡୁକୁ ଦେଇ କର୍ମୀଙ୍କୁ କ୍ରୀତଦାସ କରି ଏକ ଛାତ୍ରବାଦ ଶାସନ କରିବ
      ମୋତେତ ଲାଗୁଛି ତୁ ନିଜେ ଗୋଟେ ଚାମଚା କାରଣ ଦିନେ ନବୀନର ଓ ପାଣ୍ଡୁର କିଛି ଭୁଲ ଦେଖାଯାଉନହ୍ନି ପ୍ରଶାସନ ସ୍ଥାଣୁ ହଵାଦରକାର କାରଣ ଏ ଅଫିସରଙ୍କ ଔଧାତ୍ୟ ପାଣ୍ଡୁ ଯୋଗୁ ବହୁତ ବଢିଥିଲା
      ଦିନେ କାହ୍ନି ନବୀନ ପଂଶୁ କଥା କହୁନ କଣ ସେମାନେ ପୁରା ତୁଳସୀ ଆଉ ଏମାନେ ବିଛୁଆତି ତେଣୁ ତୋର ଗଲୁ କରୁଛି

  • @qxztr
    @qxztr 3 месяца назад +4

    ସତ କହିଲେ ବୋଲି ଆପଣ ବିଜେଡିର ଚାଟୁକାର। କିନ୍ତୁ ଆଗେଇ ଚାଲନ୍ତୁ କାରଣ ସ୍ୱାଧୀନ ମଣିଷ ସରକାରଙ୍କ ଦୋଷ ତ୍ରୁଟି ବାହାର କରିବା ମଧ୍ଯ ମୌଳିକ କର୍ତ୍ତବ୍ଯ।

  • @brajasundarsahoo1590
    @brajasundarsahoo1590 3 месяца назад +26

    ଏବେ ଟ୍ରେଲର ଚାଲିଛି ଆଗକୁ ପୁରା ଫିଲ୍ମ ଅଛି l

  • @giridharibehera7793
    @giridharibehera7793 3 месяца назад +3

    ମିଶ୍ର ବାଵୁ ନିଜର ଓଜନ କମେଇ ଦେଉଛନ୍ତି !

  • @santoshkumarmishra2620
    @santoshkumarmishra2620 3 месяца назад +2

    ଅପରାଜିତା ଜିନ୍ଦବାଦ.

  • @bhimasenswain8481
    @bhimasenswain8481 3 месяца назад +19

    Right

  • @UpendraBehera-o1z
    @UpendraBehera-o1z 3 месяца назад +36

    କେଦାର ବାବୁ ତୁମେ ଜଣେ ସାମ୍ବାଦିକ ବୋଲି ମୁଁ ଭାବୁନାହିଁ। ବିପକ୍ଷ ଦଳ ତୁମକୁ କେତେ ଦେଇଛନ୍ତି ଅପରାଜିତା ମାଡାମ ଙ୍କ ବିରୁଦ୍ଧରେ କହିବାକୁ ।

    • @nbhuyan3040
      @nbhuyan3040 3 месяца назад +1

      Right କଥା 🙏🙏🙏🙏🙏🙏😂😂😂😂😂😂😂😂

    • @sashmitarout2537
      @sashmitarout2537 3 месяца назад

      😂😂

    • @sibashankarparida4548
      @sibashankarparida4548 3 месяца назад +3

      ନବୀନ ଦାସ ଭଳି କିଏ ହବ 😂

    • @sudhanshusekharapadhy9436
      @sudhanshusekharapadhy9436 3 месяца назад +1

      Andha bhakta

    • @sudhanshusekharapadhy9436
      @sudhanshusekharapadhy9436 3 месяца назад +3

      @@sibashankarparida4548 Are bhai kaha katha kahila tame.... Nabin Das au andha bhakta hei nahin..... Se andha bhakata nka head master

  • @GeetajiBehera
    @GeetajiBehera 3 месяца назад +4

    ବିଜେପି ରେଭେନ୍ସା ର ନାମ ପରିବର୍ତ୍ତନ ଚାହୁଁ ନାହିଁ, ସେଦିନ ଥିଲା ଧର୍ମେନ୍ଦ୍ର କଂ ବ୍ଯକ୍ତି ଗତ ବାଚାଳାମି... ଜୟ ଶ୍ରୀରାମ, ଜୟ ରେଭେନ୍ସା, ଜୟ ବିଜେପି, ଜୟ ଓଡ଼ିଶା🙏🙏🙏🙏🙏🙏

  • @saraswatisahoo5171
    @saraswatisahoo5171 3 месяца назад +14

    ଯାହାର ସରପଞ୍ଚ ହେବାର ଯୋଗ୍ୟତା ନାହିଁ ସେ ବିଧାନ ସଭା କୁ ଯାଇ ଛନ୍ତି ତେଣୁ ଜାହା ହେବା କଥା

    • @gyanendramohapatrs5841
      @gyanendramohapatrs5841 3 месяца назад +2

      ନବୀନ ବାବୁ kebe😂ସରପଞ୍ଚ ହେଇଥିଲେକି ? ସେତ ପୁଣି ୨୪ବର୍ଷ ଶାସନ କଲେ

    • @saraswatisahoo5171
      @saraswatisahoo5171 3 месяца назад

      @@gyanendramohapatrs5841 କାହିଁ ରାମଚନ୍ଦ୍ର କାହିଁ ରାମ ଭଣ୍ଡାରୀ କାହା ସହିତ କାହାକୁ ତୁଳନା କରୁଚ।

  • @ajitakumarsahoo9458
    @ajitakumarsahoo9458 3 месяца назад +1

    ଅପରାଜିତାଙ୍କୁ ❤ ସ୍ଵାଗତ

  • @himansupatra9717
    @himansupatra9717 3 месяца назад +12

    BJD ର ପୁରୁଣା ମୂଷା. ବଟି ଅଭାବରୁ ବାଉଳି ଚାଉଳି ହେଇ ଗାଉଚି

    • @sarojkumarsahoo9268
      @sarojkumarsahoo9268 3 месяца назад

      ପୁରୁଣା ନୁହ,ଚୋର କେଦାର ୟ ମୁଣ୍ଡ କାମ କରୁନି ବିଜେପି ଜିତିଲା ପରେ😂😂😂

    • @bijayanandamishra9306
      @bijayanandamishra9306 3 месяца назад

      Hann Naveen das volia

    • @hrudayaranjankhamari6174
      @hrudayaranjankhamari6174 3 месяца назад

      Fact​@@sarojkumarsahoo9268

  • @NarendraSemarlia
    @NarendraSemarlia 3 месяца назад +2

    Thik kahile agya👍

  • @susantanayak9728
    @susantanayak9728 3 месяца назад +16

    ମିଶ୍ର sir, ଆପଣ ଙ୍କ ର କଣ କିଛି କାମ ନାହିଁ,, କି? ଆପଣ ତ କୌଣସି କଂଟ୍ରାକଟର ନୁହଁ, କି କୌଣସି ଆଗଧାଡିର ନେତା ନୁହଁନ୍ତି ବିସ୍ଲେସକ ଅଛନ୍ତି କିନ୍ତୁ ଗୋଟେ ନିର୍ଦ୍ଧିଷ୍ଟ ଦଳର ବିରୋଧ ରେ ଗପିବା କଣ ଜଣେ ରାଜନୀତି କ ବିସ୍ଲେସକ କାମ କି? ବିସ୍ଲେସକ କର କାମ ସବୁ ଦଳର ଭୁଲ କୁ ବିସ୍ଲେସଣ କରିବା..... ଯୋଉଟା ତୁମ ଠାରେ ନାହିଁ....... ଗୋଟେ କୋଉ ଚାନେଲ କୁ ଡାକି ରାସ୍ତା କଡରେ ବସି ଫୁଟାଣି ଗପ କରିବା ବାହାଦୁରି କାମ ନୁହଁ........

  • @sarangadharpradhan2264
    @sarangadharpradhan2264 4 дня назад

    ଏ ବ୍ୟକ୍ତି ଜଣାକ ବି ଜେ ଡି ର ଚାକର I ତେଣୁ ଯେତେ ଛୋଡି ଛାଡି ହେଲେ ବି ୫ ବର୍ଷ କେହି ତାଡି ପାରିବେନି I ଜୟ ଶ୍ରୀରାମ ।

  • @santoshbarik146
    @santoshbarik146 3 месяца назад +5

    Right point

  • @ajayaonlinevideo
    @ajayaonlinevideo 3 месяца назад +10

    Jay nabeen

  • @prafullachandrasahoo9688
    @prafullachandrasahoo9688 3 месяца назад +36

    ସେମାନେ କେଉଁଠି ମୁହାଁ ମୁହିଁ ହେଉଥିଲେ ଆପଣ ବୋଧେ ଦେଖିଛନ୍ତି ?

    • @sudhanshusekharapadhy9436
      @sudhanshusekharapadhy9436 3 месяца назад +4

      Andha Bhakta

    • @comedytadaka6865
      @comedytadaka6865 3 месяца назад

      ​@@sudhanshusekharapadhy9436 tu

    • @susantanayak9728
      @susantanayak9728 3 месяца назад +3

      ଏ ଲୋକ କୁ ଲଜ୍ୟା ଟିକେ ବି ନାହିଁ,, ଘରୁ ଖାଇ ପି ଆସୁଛି ସକାଳୁ ସକାଳୁ କେବଳ ବିଜେପି ବିରୋଧରେ ରାସ୍ତା କଡ଼ରେ ଛିଡା ହୋଉ ଗପିବା କୁ

    • @mastermahaveer5796
      @mastermahaveer5796 3 месяца назад +1

      Tora asubidha... Argus otv kahile ta Tate bhal laguthiba​@@susantanayak9728

    • @sarojkumarsahoo9268
      @sarojkumarsahoo9268 3 месяца назад

      ​@@susantanayak9728alajya bjp jitiba pare kedar Munda kharap😂😂😂

  • @sangitasahoo5504
    @sangitasahoo5504 3 месяца назад +38

    BJP mukt Bharat 😢😢😢😢😢

    • @SanjayaBahuka143
      @SanjayaBahuka143 3 месяца назад

      ghaita congress na bjd contractor

    • @ashishrout8646
      @ashishrout8646 3 месяца назад +2

      Congress Mukata ଭାରତ Haba... 🤔
      Himacha ରେ Free Taka Tak ଦେଇ.. Abey Salery & Pension ଦେଇ ପାରୁନି... 97 masiha ଆଗରୁ.. Congress ଯତେବେଳେ ଓଡିଶା ରେ ଥିଲା.. State Gov.. Emply 3 ମାସ, 6ମାସ ପରେ ଦରମା ପାଉଥିଲେ 😂😂😂😂...
      ... ଏବେ ହିମାଚଳ ପ୍ରଦେଶ ର ସେହି ଅବସ୍ଥା 😂😂.., ଆ ପରେ କର୍ଣ୍ଣାଟକା Line ରେ ଅଛି 😂😂😂😂...
      .... କଂଗ୍ରେସ କୁ ଆଣି Desh & ଓଡିଶା ରେ ସବୁ ଅବସ୍ଥା ଆଣିବାକୁ ଦେବୁନି... 😡😡😡

    • @ajayajena1410
      @ajayajena1410 2 месяца назад

      😄😄😄😄😄

  • @nishikantabirabar1385
    @nishikantabirabar1385 3 месяца назад +2

    100 💯% right

  • @BasantaBehera-gl3li
    @BasantaBehera-gl3li 3 месяца назад +8

    Right sir 🙏

  • @manojroutray18
    @manojroutray18 3 месяца назад +10

    କେତେ ପଇସା ନେଇଛନ୍ତି ବିଜେଡି ଠାରୁ, ଅପରାଜିତା ମାଡାମ ଜଣେ IAS ଥିଲେ, ସେ ଯାହା କରୁଛନ୍ତି ଠିକ କରୁଥିବେ

  • @pravakarsasmal4206
    @pravakarsasmal4206 3 месяца назад +2

    Right actual thought

  • @sadhudas2758
    @sadhudas2758 3 месяца назад +7

    ପ୍ରଶାସନ ଆଗକୁ ଯାଉନି କି ପଛକୁ ।
    କାରଣ, ସରକାର ବା ଶାସନ ଦିଶା ଦେଖେଇ ପାରୁନାହାଁନ୍ତି ପ୍ରଶାସନ କୁ

  • @manishapattanayak2152
    @manishapattanayak2152 3 месяца назад +1

    Right👍
    ବାଇଆ ପଣ୍ଡାର ବି ଗୋଟେ ଗୋଷ୍ଟି ଅଛି

  • @bighnarajjena7215
    @bighnarajjena7215 3 месяца назад

    Excellent analysis 👌

  • @Prakashdas-x7u
    @Prakashdas-x7u 3 месяца назад +2

    Right sir

  • @sibanarayanpanda-fx6fb
    @sibanarayanpanda-fx6fb 3 месяца назад +2

    କେଦାର ବାବୁ ଆମେ କିଛି କରିପାରିବ ନାହିଁ କେବଳ ମନ୍ତବ୍ୟ ଦେବା

  • @SomanathaMahapatra-p4o
    @SomanathaMahapatra-p4o 3 месяца назад

    U R RIGHT SIR

  • @debarajsarangi8819
    @debarajsarangi8819 3 месяца назад

    ତୁମେ ଏକାଠି କରେଇ ଦିଅ ,ଜଣେ ଅନୁଭବୀ ସାମ୍ବାଦିକ ,ଖାଲି ଭାଷଣ ଦେଲେ ହବନି ।ବିଜେପି ର ଉପର ଲେବଲ ରେ ଖବର ପହଞ୍ଚନ୍ତୁ ।

  • @gabakshyanayak5748
    @gabakshyanayak5748 3 месяца назад +3

    ଆପଣଙ୍କର କଥାରେ ମୂଲ୍ୟ ଅତୁଳନୀୟ.

  • @kamakalantamohapatra4015
    @kamakalantamohapatra4015 3 месяца назад

    You are right,,, no doubt your explain

  • @nagenmishra2948
    @nagenmishra2948 3 месяца назад +2

    Very beautiful presentation and based on fact.

  • @ashokmoharana1751
    @ashokmoharana1751 3 месяца назад +1

    Good

  • @mitudash8807
    @mitudash8807 3 месяца назад

    Thanks.sir❤❤❤

  • @purnachandrasahoo2847
    @purnachandrasahoo2847 2 месяца назад

    ଚେତନା ଆସିବ ମୁଁ ଭାବୁଛି ଧନ୍ୟବାଦ

  • @odishatourist523
    @odishatourist523 3 месяца назад

    100%right

  • @SibanandaPrida
    @SibanandaPrida 3 месяца назад

    ଏ ସମସ୍ତ କାର୍ୟ୍ଯ ଦଳ କିଛି remedy କରୁନାହିଁ।।।।

  • @bijaypatnaik8081
    @bijaypatnaik8081 3 месяца назад

    ଅପରାଜିତା ଙ୍କ ବ୍ୟତୀତ tume😊ଜଣେ କିଏ ଭୁବନେଶ୍ୱର ରୁ ଜିତି ପାରିବ କି

  • @Rurusingh
    @Rurusingh 3 месяца назад +3

    ମାଗହିଆ ସବୁ ଠିକ୍ ଟା କହୁଚୁ ପୁଣି ଛୋଡ଼ି ହଉଚୁ

  • @padmanavsahoo8432
    @padmanavsahoo8432 3 месяца назад +1

    ଭାଇ ତୁମକୁ ବିଜେଡି ଵାଲା

  • @JkPany
    @JkPany 3 месяца назад +4

    ଅପରାଜିତା ବାଳ ଖାଇଯିବ.....

  • @pancha15071984
    @pancha15071984 3 месяца назад

    Exactly 💯

  • @kumarcreation9858
    @kumarcreation9858 3 месяца назад

    You r right

  • @swadhinmaharana5989
    @swadhinmaharana5989 3 месяца назад

    ମନ୍ତବ୍ୟ ଗୁଡିକ ପୁରା bjd ସପକ୍ଷରେ କହିଲେ ବିଜେପି କୁ ଦେଖାଇ କିନ୍ତୁ କେଉଁ ଦଳ taa ଭଲ କହିଲେନି ମନଦୁଖ ଓଡ଼ିଶା ବାସୀ ଙ୍କର sir....

  • @SantoshKanhar-ly8eg
    @SantoshKanhar-ly8eg 3 месяца назад

    Right sir ❤❤

  • @debarajsarangi8819
    @debarajsarangi8819 2 месяца назад

    ଅସୁବିଧା କଣ,ସମସ୍ତେ qualified leader, କିନ୍ତୁ ଅନ୍ୟ ଦଳ ଭଳି ମୂର୍ଖ କି କ୍ରିତଦାସ ନାହାନ୍ତି ।

  • @akr261
    @akr261 3 месяца назад

    Aparajita jindabad❤❤❤❤🎉🎉🎉

  • @iTechAction
    @iTechAction 3 месяца назад

    Truly said sir😂

  • @prasantakumarswain3419
    @prasantakumarswain3419 3 месяца назад +1

    ବିଜେପି କେମିତି ଜିତି ଗଲା ନିଜେ କହି ପାରିବ ନାହିଁ କିନ୍ତୁ ହାରିବ ନିଜ ଗୁଣ ପାଇଁ ।

  • @MrSwarajdas
    @MrSwarajdas 3 месяца назад +4

    ବାବୁ ସିଂ ପ୍ରଶାନ୍ତ ଜଗଦେବ ପରି ନେତା ଦିନେ ବିଜେଡି ରେ ଥିଲେ

  • @bijaymohanty4807
    @bijaymohanty4807 3 месяца назад

    ଯଦି ଏହିପରି ଶାସନ ଚାଲେ ଖୁବ କମ ଦିନରେ ବିତାଡିତ ହେବେ l ରାଜ୍ୟସଭାରେ ସଂଖ୍ୟା ବଢ଼ାଇ ବିଧାନସଭା ଛାଡିବ l

  • @swapneswarpaikaray1229
    @swapneswarpaikaray1229 3 месяца назад

    ବିଶ୍ଳେଷକ ଅର୍ଥ ବୁଝ ପରେ ବିଶ୍ଳେଷଣ କରିବ ।

  • @dharmendrasahoodharmendras6513
    @dharmendrasahoodharmendras6513 3 месяца назад

    100% Right.

  • @BirenMishra-d3g
    @BirenMishra-d3g 3 месяца назад +26

    BJP mukta bharat

  • @s.mohapatra-i1k
    @s.mohapatra-i1k 3 месяца назад

    ଅପରାଜିତା ଷଡ଼ଙ୍ଗୀ ଜଣେ ବରିଷ୍ଟ ଆଇଏଏସ ସେହି ହିସାବରେ 2019 ପରେ ତାଙ୍କୁ କେନ୍ଦ୍ର ରେ ମନ୍ତ୍ରୀ ପଦ ଦେବା କଥା କିନ୍ତୁ ତାଙ୍କୁ
    କଣ ଠେଶା କରି ରଖିଛନ୍ତି ଆଉ 2019 ମସିହାରୁ କେନ୍ଦ୍ର ସରକାରଙ୍କ ସାଂସଦ ହୋଇ କିଛି କାମ କରି ନାହାନ୍ତି ଖୋର୍ଦ୍ଧା ଜିଲ୍ଲାରେ

  • @subudhakumarjena001
    @subudhakumarjena001 3 месяца назад +1

    ତୁମେ ବିଜେପି ବିଷୟରେ ମୁଣ୍ଡ ପୁରା ଉଛ କାହିଁକି ତୁମେ ତୁମ BJD ପାଇଁ କହୁଥିଲ ତ କହିଚାଲ ! ତୁମେ ମନ୍ତ୍ରୀଙ୍କ ଉତ୍ତର ବୋଧେ ଶୁଣୁନ ! ତୁମେ ସତ କହୁଛ BJD ଏ ପର୍ଯ୍ୟନ୍ତ ଜାଣିପାରୁନି ସେ ବିରୋଧୀ ଦଳରେ ଅଛନ୍ତି ବୋଲି !ପରାଜୟକୁ ସ୍ଵୀକାର କରିପାରୁନି !ତୁମ ଦଳର ବିରୋଧୀ ନେତା ଓ ଉପନେତା ଆସୁ ନାହିଁନ୍ତି ତେବେ BJD କୁ କିଏ ଚଲାଉଛି

  • @debiprasadmishra2699
    @debiprasadmishra2699 3 месяца назад +1

    ଅପରାଜୀତା ଙ୍କ ଶଶୂର ତାଙ୍କୁ ପ୍ରଥମରୁ ହିଁ ଓଡିଶାର ମୁଖ୍ଯମନ୍ତ୍ରୀ ପଦ ପାଇଁ ସମସ୍ତଙ୍କ ଠୁ ଅଧିକ ଯୋଗ୍ଯ ବୋଲି କହିଛନ୍ତି।

  • @mahendrakumarnayak3039
    @mahendrakumarnayak3039 3 месяца назад

    ଆରେ ବାବୁ ଏହି ସବୁ ଗୋଷ୍ଠି କନ୍ଦଳ ପ୍ରତି ରାଜନୀତି ଦଳ ରେ ରହିଛି। ଆରମ୍ଭରୁ ବିଜେଡି ରେ ମଧ୍ୟ ଦେଖା ଦେଇଛି ଏବଂ ତାହା ହାରିଲା ପର୍ଯ୍ୟନ୍ତ ବଜାୟ ରହିଥିଲା। ଏହା କେଉଁ ବଡ଼ କଥା କି.....। ହଁ..... ବିଜେଡ଼ି ବେଳେ ତାଙ୍କ ସୁପ୍ରିମୋ ଗୋଛି କାଟି ଘରେ ବସେଇ ଦେଉଥିଲେ ଯାହା ଏହି ସରକାରଙ୍କ ଅମଳରେ ହୋଇ ପାରୁନି କାରଣ ଏମାନଙ୍କ ମଧ୍ୟରେ ଅନ୍ୟତମ ବିଚାରଧାରା ରହିଛି। ଗୋଚ୍ଛି କଟାକଟି ନାହିଁ, ଦଳରୁ ବହିସ୍କାର ବି ନାହିଁ। କାରଣ ବିଜେଡି ଭଳି ଅଧୋପତନ ହେବାକୁ ଦେବାର ନାହିଁ। ଯେମିତି ବହୁ ବର୍ଷ ଧରି ବିଜେଡି ଶାସନ ରେ ଥିବା ଯୋଗୁଁ ସେ ବି ଭୁଲି ପାରୁନି ତେଣୁ ଏବେବି ରାଜକୀୟ ଭଙ୍ଗୀରେ ଆପଣ ଲୋକଙ୍କୁ କହି ଚାଲିଛନ୍ତି। ସେମିତି ବିଜେପି ମଧ୍ୟ ଶାସକ ହୋଇ ବିରୋଧୀ ର ବ୍ୟବହାର କରୁଛି କାରଣ ସେ ଶାସକ ବୋଲି ଜଣେ ଭ୍ରଷ୍ଟ ଅଧିକାରୀ ଙ୍କ ଗୁଣଗାନ କରି ପୁଣି ବିଜେଡି ଭଳି ଅବସ୍ଥା ହେବାର ନାହିଁ। ତେଣୁ ଆମେ ଯେଉଁଟା ମୂଳରୁ ଧାରଣା କରି ସାରିଲୁଣି ତାକୁ ଆପଣ ଅନେକ ଦିନ ପରେ କହି ମୂର୍ଖ ମାନଙ୍କୁ ଭୁଆ ବୁଲେଇ ପାରିବେ ଆମକୁ ନୁହଁ। ଆଛା...... ଆପଣ ପ୍ରଦୀପ ପାଣିଗ୍ରାହୀ କଥା କାହିଁକି କହି ପାରୁନାହାନ୍ତି କାରଣ ସେ ରାଜଧାନୀରେ ଆବିର୍ଭାବ ହୋଇ ନାହାନ୍ତି ହେଲେ ଗଞ୍ଜାମ ଅଞ୍ଚଳରେ ବିଜେପି ମଧ୍ୟରେ ଏହିପରି ଫାଟ ରହିଛି। ତାର ଅର୍ଥ ନୁହେଁ ଲୋକେ ବିଜେଡି କୁ ଆଦର କରୁଛନ୍ତି। ଏହା ଭାବିବା ଆପଣଙ୍କ ମୂର୍ଖାମି।

  • @satishchandrabehera7291
    @satishchandrabehera7291 3 месяца назад

    ଏଠି ତ ସବୁ କ୍ଷମତା କାଙ୍ଗାଳ।
    ସେବା ବାହାନାରେ ଚୌକି ପାଗଳ।।

  • @DebendraJena-g2o
    @DebendraJena-g2o 3 месяца назад

    Sir,
    Your view absolutely correct.

  • @debabratasahoo6771
    @debabratasahoo6771 3 месяца назад +16

    Odisha is just suffering because of a weak Chief minister . BJP destroys the odisha economy

    • @bipinbiharikisan
      @bipinbiharikisan 3 месяца назад

      Aagaru destroy heinathila ki
      Bjd bjp Bhai bhai

    • @debabratasahoo6771
      @debabratasahoo6771 3 месяца назад +1

      @@bipinbiharikisan agaru bi hau thila kuntu abe besi hauchi centre government Odisha au eastern states ku kichi bi mega projects dauni. Khali Odisha ra minirals darkar bada factory nahi na manufacturing re na defence re

  • @shantanyurout9445
    @shantanyurout9445 3 месяца назад

    Very good analysis.

  • @pk5993
    @pk5993 3 месяца назад

    ଅପେରାଜିତା madam ଏଭଳି କଲେ ଥକି
    ଯିବେ

  • @rabindranath2244
    @rabindranath2244 3 месяца назад

    Aparajita sarangi is the right person . We support Aparajita sarangi. She is 100% right.

  • @a.r.sgamer4051
    @a.r.sgamer4051 3 месяца назад

    ଆଗରୁ ସବୁ ନେତା କହୁଥିଲେ ନବୀନ କହୁଛନ୍ତି ସବୁ ସଚିବଯାଣିଛନ୍ତି ନେତା କିଛି ଜାଣିନାହାନ୍ତି ଏଠାରେ ସମସ୍ତେ ଷଣ୍ଢ

  • @fakirmohankhatua2832
    @fakirmohankhatua2832 3 месяца назад

    ଆରେ ଭାଇ ଭାଡୁଆ ସାମ୍ବାଦିକ ତମକୁ କିଏ ବଳରେ ପଚାରୁଛି, କାହିଁକି ବକର ବକର ହଉଛ

  • @sandhyaranipatra9729
    @sandhyaranipatra9729 3 месяца назад

    ଯେହେତୁ ସମସ୍ତେ କଂଗ୍ରେସ ରୁ ବାହାରିଛନ୍ତି

  • @BulakiSwain-n4c
    @BulakiSwain-n4c 3 месяца назад +5

    ବିଜେପି ଦଳ ବିରୁଦ୍ଧରେ ଗପିବା କୁ କେଦାର ମିଶ୍ର ବିଶ୍ଳେଷଣ ବୋଲି ଭାବୁଛନ୍ତି।ପାଣ୍ଡିଆନ୍ ଠାରୁ କେତେ ଟଙ୍କା ଖାଇଛନ୍ତି ?

    • @debarajsarangi8819
      @debarajsarangi8819 2 месяца назад

      ଏଇଟା ର ପାଣ୍ଡୁ ସହ ଭିତିରି ସମ୍ପର୍କ ଅଛି,ସେଥିପାଇଁ ସେ ବିଜେପି ବିରୋଧରେ ଗପୁଛି।

  • @jayakrushnarana4501
    @jayakrushnarana4501 3 месяца назад +1

    ଜନସାଧାରଣ ତାଙ୍କ ପିଠ ଛଡେଇ ଦେବେ।

  • @PareshRout-ui1oy
    @PareshRout-ui1oy 3 месяца назад

    Sir sabu thik katha kahichhanti.

  • @ପ୍ରତାପବେହେରା
    @ପ୍ରତାପବେହେରା 3 месяца назад +8

    ଆପଣ ଜଣେ ନିହାତି କଥାକୁହା କପିଳା ଭଦ୍ରବ୍ୟକ୍ତି
    ଆପଣଙ୍କର ତ ରାଜନିତୀରେ ବହୁତ ଗ୍ୟାନ
    କଂଗ୍ରେସ ବିଷୟରେ କହିଲେ , ବିଜେପି ବିଷୟରେ କହିଲେ
    କାଇଁ ବିଜେଡି ବିଷୟରେ ପଦୁଟିଏତ କହିଲେନି
    ଓହୋ ତମେ ତାହେଲେ ବିଜେଡିର ଚାମଚା

  • @studypoint7961
    @studypoint7961 2 месяца назад

    Aparajita is unique we like her
    We want her as CM

  • @khagendrakumar7541
    @khagendrakumar7541 3 месяца назад +1

    ବିଜେଡି ପୂର୍ବରୁ ବିଜେଡି ନେତା ଙ୍କ ର ପୂର୍ବ ଦଳ କଣ ଥିଲା

  • @ashishrout8646
    @ashishrout8646 3 месяца назад

    Samal Babu Ta Election କୁ ଜିତି ପାରୁ ନାହାନ୍ତି.. 😂😂😂ଅପରାଜିତା ତ ନବୀନ Power ରେ ଭି ଜିତିଥିଲା.... ଆଉ ଅପରାଜିତା Public ଲାଗି କାମ କରନ୍ତି.. Samal Babu.. ନିଜ ଲାଗି... ସାଥି ଲାଗି ହାରିଲେ... 😂🤐🤔

  • @bharatbhusansahoo5413
    @bharatbhusansahoo5413 3 месяца назад +1

    This person is telling his own opinion. He is not a political exporter.

  • @santoshkumarmohapatra78
    @santoshkumarmohapatra78 3 месяца назад

    ଇଏ ଗୋଟେ ସାମ୍ବାଦିକ ଆଉ ଅସରପା ଗୋଟେ ଚଢ଼େଇ

  • @sanjuktamohanty9668
    @sanjuktamohanty9668 3 месяца назад

    Justified statement.

  • @Allinone-ug2cz
    @Allinone-ug2cz 3 месяца назад

    ଠିକ୍ କଥା କହିଛନ୍ତି

  • @sabanpanda2438
    @sabanpanda2438 3 месяца назад

    Apariji mam right parson

  • @radhanathrath2307
    @radhanathrath2307 3 месяца назад

    ଅନେକ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜଇ କଳି

  • @uvapatnaik9346
    @uvapatnaik9346 3 месяца назад

    correct

  • @manoranjanpradhan3509
    @manoranjanpradhan3509 3 месяца назад

    👍👍👍👏

  • @GitanjaliPanda-zs6tu
    @GitanjaliPanda-zs6tu 2 месяца назад

    Jay jagannath vote pain jatara karuchi BJP
    Aparajita is fit for C.M.Jay Janatajawab ❤❤❤

  • @NabakishorBariknaba
    @NabakishorBariknaba 3 месяца назад

    Aparajita madam is a strong lady

  • @guguluentertainment
    @guguluentertainment 3 месяца назад

    ଭାଇ ଆପଣ ଜଣେ ରାଜନୈତିକ ବିଶେଷଜ୍ଞ ନ କହିକି BJD ମୁଖ୍ୟ ପ୍ରବକ୍ତା କୁହନ୍ତୁ।ଯେତେବେଳେ ଦେଖ ଖାଲି BJP ବିରୋଧ ରେ କହୁଛନ୍ତି

  • @NityanandaSahoo-ny1ko
    @NityanandaSahoo-ny1ko Месяц назад

    କେଦାର ମିଶ୍ର କୁ ରାଞ୍ଚି ହସ୍ପିଟାଲ ପଠାଓ. ପାଗଳ ହେଲେଣି.

  • @UmakantaBiswal-yy9eh
    @UmakantaBiswal-yy9eh 3 месяца назад +8

    BJP Is Bharatiya Jatra Party

  • @ANIL2562
    @ANIL2562 3 месяца назад

    ଆପଣ ବି ଜେ ଡି ର ପଇସାଖିଆ ମୁଖପାତ୍ର

  • @artabandhupatra5116
    @artabandhupatra5116 3 месяца назад

    Bjd ଦଳ ବିଷୟରେ କିଛି ଜାଣିନ ବୋଧେ??

  • @ashokkumarsahoo2174
    @ashokkumarsahoo2174 3 месяца назад

    Aparajita is a great ❤

  • @rameshchandrathatoi5148
    @rameshchandrathatoi5148 3 месяца назад

    ମୋଦିଜୀ ତୁରନ୍ତ ଓଡ଼ିଶାରେ ଧର୍ମେନ୍ଦ୍ର ଅପରାଜ ତା ମନମୋହନ ସାମଲ ସମ୍ବିତ୍ପାତ୍ର ବୈଜୟନ୍ତ ଏମାନଙ୍କୁନର୍ବିନ ଯେମିତି ତାଙ୍କ ଦଳରୁ ବିଜୟ ମହାପାତ୍ର ନଳିନି ମହାନ୍ତିଦାମ ରାଉତ ଭଳି ଟାଣୁଆ ନେତାଙ୍କୁ ବିଦା କରିଦେଲା ଆପଣBJP ରୁ ଏମାନଙ୍କୁ ବିଦା କରିଦିଅକିଛି ଅସୁବିଧା ହବନି ମୋହନ ମାଝି ସରକାର ଠିକ୍ ର କମ୫ବର୍ଷ ଚାଲିବ କେନ୍ଦ୍ରରୁ ବରିଷ୍ଠ ୨ ASଅଫିସର ୨ଜଣ ଫାନୁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ 5+ପାଣ୍ଡିଆନ୍ ଭଳି କାର୍ଯ୍ୟ କରିବେ ତୁରନ୍ତ ପଦକ୍ଷେପ ନିଅନ୍ତୁ ନଚେତ ଓଡ଼ିଶା ମନ୍ତ୍ରୀମଣ୍ଡଳ ପ୍ରତି ବିପଦ ଅଛି

  • @jagannathprasad3409
    @jagannathprasad3409 3 месяца назад

    Perfect analysis

  • @HareKrushna-f3d
    @HareKrushna-f3d 3 месяца назад

    ତମେ ଏ ତେ ବାକୁଚ କାହିକି ସବୁ B J P ନେତା ମାନେ ଠିକ୍ ରେ ଅଛନ୍ତି ତମେ ଅପରାଜିତା ମାଆଙ୍କ ଉପରେ କିଛି ଜ୍ଞାନ ଥିଲା ଭଳି କୁହା ସେ ଆଦୌଂ ରାଜନୀତିକୁ ଆସି ନଥାନ୍ତେ ଯେତେ ବେଳେ ସେ ଶିକ୍ଷ୍ୟା ସଚିବ ଥିଲେ ତମ ଆଖି ଫୁଟି ଯାଇଥିଲା ନବୀନ ବାବୁ ତାଙ୍କୁ ଯେଉଁ ପ୍ରକାର ହଇରାଣ ହରକତ କରିଛନ୍ତି ,ତୁମର କିଛିବି ଜ୍ଞାନ ନାହିଁ ଏ ହୀନ B J D ଦଲାଲ ଠୁ ପଇସା ଖାଈ ଏପରି କହିଲେ B J P ବାଲାଙ୍କର କିଛି ବଙ୍କା ହୋଇ ଜୀବନି ସେମାନେ ସମସ୍ତେ ଜେଝା ଜାଗାରେ ପୁରା ଠିକ୍ ରେ ଅଛନ୍ତି । ସାରା ଓଡିଶା ର ସାସନ ମୋ ଗୁରୁଙ୍କ ନିର୍ଦେଶ ରେ ହିଁ ଚାଲୁଛି ,ଠିକ୍ ସାସନ ନ୍ଦେଖି ସମ୍ଭାଳି ପାରୁନ ବୋଧେ ?

  • @pratapkumar9004
    @pratapkumar9004 3 месяца назад +1

    ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମେ ଶୂକରୀ କି ହୋଇବ ଗାଈ. ଏକଦମ ଠିକ କଥା କହିଲେ ଅଜ୍ଞ୍ୟା 👍🏽