SUPERHIT OLD ODIA SONGS ARE MY PERSONAL HIRA MOTI AND MANIKA.THESE SONGS WILL BE IN MY MIND TILL THE END OF LIFETIME. AGAIN THE OLD ODIA ROMANTIC SONGS ARE THE DESTRUCTION POWERS TO MAINTAIN THE EVERYDAY LIFE IN A HAPPY WAY. THANKS TO YOU TUBE ORGANIZATIONS AND THE SELECTORS OF THESE SONGS. Retired Army JCO Harekrishna Patra DOB-12 5 52.
ଅଭିମାନିନୀ ଏ ......ଅମାନିଆଁ ଢେଉ ........ । ବହୁତ ସୁନ୍ଦର ହୃଦପଦ୍ମ ରେ ବସିଥିବା ସଂଗୀତ । ଖୁବ୍ ମନ ମୁଗ୍ଧକର । 👍
Super .
ଧନ୍ୟବାଦ ଆପଣ ଙ୍କୁ ମୋ ତରଫରୁ ଧନ୍ୟ ଧନ୍ୟ ତୁମେ ମା ❤
ପୁରୁଣା ଓଡ଼ିଆ ଗୀତ ଗୁଡିକର ସଂକଳନ ର ଏକ ଉତ୍ତମ ପ୍ରୟାସ। ଆଜିକାଲି ରେ ଆଧୁନିକ ସିନେମା ଗୀତ ର ଭିଡ଼ ଭିତରେ ଏସବୁ ହଜିଯିବାକୁ ବସିଲାଣି। ଯାହାହେଉ ଆପଣଙ୍କ ଏ ପ୍ରୟାସ ପାଇଁ ଅନେକ ଅନେକ ଧନ୍ୟବାଦ ବନ୍ଧୁ
ଅସଲି ଗୀତ ପାଖରେ ଏହା କିଛି ନୁହେଁ ।
Thank u very much
But request plz collect all the songs original it will be better not better the best. Hope u will
Thank u
OLD is GOLD always.
These songs are so sweet and meaningful songs. One can listen so many times and still enjoy.
These are TIMELESS CLASSIC ♥️.
👍👍👍👍👍👍
Mind Blowing
ପ୍ରକୃତ ପୁରୁଣା ଓଡିଆ ଚଳଚ୍ଚିତ୍ର ଗୀତ ହେବା ଦରକାର ନାଁ କି ରିମେକ୍।।।।
ପୁରୁଣା ଗୀତ ଗୁଡ଼ିକ ଵେଶ୍ ହୃଦୟଛୁଆଁ। ଏସବୁ ଶୁଣିଲେ ପିଲାଦିନ କଥା ମନେ ପଡେ।
SUPERHIT OLD ODIA SONGS ARE MY PERSONAL HIRA MOTI AND MANIKA.THESE SONGS WILL BE IN MY MIND TILL THE END OF LIFETIME.
AGAIN THE OLD ODIA ROMANTIC SONGS ARE THE DESTRUCTION POWERS TO MAINTAIN THE EVERYDAY LIFE IN A HAPPY WAY.
THANKS TO YOU TUBE ORGANIZATIONS AND THE SELECTORS OF THESE SONGS.
Retired Army JCO
Harekrishna Patra
DOB-12 5 52.
THANK YOU
ବହୁତ ପୁରୁଣା ଯାହାକି ଆମ ରାଜ୍ୟରେ ବହୁତ ଆଦର ଥିଲା
THANK YOU
Always old is best.nice collection.thalnks.
Namaskar to the old singers,
ଅତୀତର ଅନ୍ୟନାମ ଇତିହାସ, ଆମ ଓଡ଼ିଶାର ଏତେ ହୃଦୟ ଭରା ଗୀତ ଅଛିଯେ ଶୁଣିଲେ ବିଭୋର ହୋଇଯାଉ, ଏଇ ଗୀତ ଆମକୁ ସେଇ ଅତୀତକୁ ନେଇଯାଉଛି, ହେ ସଂଗୀତ ଶିଳ୍ପୀ ତୁମ ମାନଙ୍କୁ ମୋର ବାରମ୍ବାର ନମସ୍କାର.
Really l 💯 enjoying songs all times golden songs old is gold
Prphphulla
THANK YOU
Old is gold. Nice collection 👌👌👍
THANK YOU
ଆମେ ପିଲା ବେଳେ ଏ ଗୀତ ରେଡ଼ିଓ ରେ ଶୁଣୁଥିଲୁ ଭାରି ଭଲ ଲାଗୁଥିଲା
Very nice song as well as best of my knowledge
ବହୁତ ସୁନ୍ଦର ହେଇଛି
❤❤❤😂😂🎉old is gold❤ବର୍ତ୍ତମାନ ଗୀତ ଭାବେର ହଇପାରୁ ନାହିଁ
Thank you 🙏🙏 Jay Jagannath ❤❤ for your sharing 🙏🙏
Old odia song s my fevourite song's
Refreshing....
ଭାରି ବଢିଆ ଲାଗୁଛି
Awesome brilliant songs thanks for uploading.
ପିଲା ବେଳେ ର କଥା ମନେ ପଡିଲେ ବେଶୀ ଦୁଃଖ ଲାଗେ ସବୁ କଥା ମନେ ପଡ଼େ
Excelent I remember childhood
Most missing this loving song
Old is very best in and gold,the real singar of those song's. I congratulations to them
EXCELLENT ONE, KINDLY KEEP IT CONTINUOUS PROCESS IF POSSIBLE, DON'T THINK OTHERWISE,ZGOD BLESS THIS COMMUNITY FOR EVER.THANKS A LT.
alwaya old is good.outstanding performance.thanks.
THANK YOU
ଖୁବ୍ ସୁନ୍ଦର ମନଛୁଆଁ ଗୀତ
These are supergold and that time & men are also supergold
ବାଳକୃଷ୍ଣ ଦାଶ ଓ ସୁନନ୍ଦା ପଟ୍ଟନାୟକ ବିସ୍ମୃତ ପ୍ରତିଭା
Old is gold always.fantastic.
What a beautiful song ❤💚💞💞💞
Very nice song 🎵 👌
ଏପରି ଅରଜିନାଲ ଗୀତ ତିଆରି କରି ଓଡ଼ିଆ ଅସ୍ମିତା ବଜାୟ ରଖନ୍ତୁ, ନକଲ କରିବା ଠିକ୍ ନୁହଁ,
ମନଛୁଆଁ, ମନଲୋଭା,ମନମତାଣିଆ ସଙ୍ଗୀତ ଏହାକୁ ହିଁ କହନ୍ତି।
Cufl NBC czt5 ft😊
Old odia movie, song, videos, PATHAUNTU apana
Simply beautiful enchanting .we are missing songs like old Odia songs
ଅସଲି ଗୀତ ଥିଲାବେଳେ ନକଲ ଗୀତ କାହିଁକି l ପୁଣି ନାକ ରେ ଗାଉଥିବା କଳାକାର l
ମୁଁ ଆପଣଙ୍କ ମତ ସହ ଏକମତ ଭାଇ
ଏଇଟା ପଇସା ପାଇଁ ଆମ ପୁରୁଣା ହିଟ୍ ଗୀତ ଗୁଡ଼ିକ କଦର୍ଯ୍ୟ କରି ଗାଉଛି ।
Namita agrawal...or f.. nibedita Mohanty
😂right 👍 Sir 🙏
ମୁଁ ବେଳୁ ହିଁ ଏଇୟା ଭାବି ଆସୁଥିଲି, ଆପଣ ଠିକ୍ କହିଛନ୍ତି
ନକଲି ଗୀତ ଶୁଣି ବାକୁ ବାଜେ ଲାଗୁଛି ।
Nice songs and reall composition of music 🎵
Super old love 💕 odia song 🎉
Beautiful song... very melodious
ବାପାଙ୍କ ସହିତ ବସି ରେଡିଓରେ ଶୁଣୁଥିଲି। ଆଜି ସେସବୁ ସ୍ବପ୍ନ ହୋଇଯାଇଛି ମୋ ପାଇଁ।
ତମର ଅସୁବିଧା କଣ ପାଈଁ ହଉଚି ଭାଇ ଗୀତ ଗୋଟି ଲେଖିପାରୁନ କଥା ବହୁତ କହୁଚ ❤❤❤❤❤
Old is gold this is right
OLD is GOLD 👍👍👍👍👍
Woldisgold
thanks for collection
ଏ ନାକରେ ପେଁ ପେଁ କରୁଥିବା ଗାୟିକା copyright act ରେ ଦଣ୍ଡିତ ହେବାକଥା ।
Old odia song's my febaright song's
Outstanding
Old is gold.
T1
❤song fr ARBn❤❤❤❤❤❤❤❤❤❤❤
My favourite song ❤️❤️
Old is gold.
Nice. Song
Nice song❤️😊☺️🥰💞💞
Super se super best songs 👌👌👌👌
My febret old odia song forever.
💯 True
ଯେତେ ଶୁଣିଲେ ବି ଅହୁରି ଶୁଣିବାକୁ ଇଚ୍ଛା ହୁଏ
Always old is gold.
ସୁନ୍ଦର ଗିତ ର ସମାହାର
THANK YOU
Very nice song......
ଏବେ ସେ ପୁରୁଣା ଦିନ ଆସିବକି ଆଉ ସେ ଦିନ ଆସିବନି
Nice
Original song dayakari dele bhala huanta.
Very nice... Old is gold.
Very Good Old Songs
Very beautiful songs
Outstanding
Old is Diamond
THANK YOU
Very nice
Ati sundar
Mind refreshing songs of my life
Original post kara
Aha mana khushi heigala👌👌
Pl. Stop duplication in the name of original.
Right କଥା ପୁରା duplicate voice ନମିତା ଅଗ୍ରୱାଲ
Namita ma'am 🙏
Beautiful
ନକଲି ଗୀତ l ଅସଲ ରେ ଠକେଇ l
ଓରିଜିନାଲ ଗୀତ କାହିଁ କି ଦେଇନାହାନ୍ତି
Nice song
Duplicate is Duplicate
Refreshing
Very heart touching
Fantastic
Best song🎉🎉
Oh Kya song....
ଭଲ
No feelings
Speed a little
the voice of Namita Madam does get fit for such songs
Music and voice duplicate
KHUBSUNDAR❤JAISHRIRAM
Bast sangit
Sir....sata kebe luchi rahena ,,,movie ra all songs plzzzz
OK SIR
THANK YOU
Thanks for your. ..
Fully. Reality
Plz collect original singers.
ଏ ଡୁପ୍ଲିକେଟ କଳାକାର ଙ୍କ ଗୀତ ଏବେ ଆଉ କେହି ଶୁଣୁ ନାହାନ୍ତି।
Is it from original soundtrack....?
Excellent
Old odia heavenly songs
Thanks for sharing
Oldisgold
ପୁରୁଣା ଗୀତ ନୂଆ ଗାୟକ ଗାୟିକା
Not original song..kanaku bhala but not manaku