Odisha Custodial Abuse: CM Majhi Provides False Info to Assembly; Advocate Gen. Misleads High Court

Поделиться
HTML-код
  • Опубликовано: 29 сен 2024

Комментарии • 134

  • @kishorebiswal4298
    @kishorebiswal4298 6 дней назад +33

    ଧନ୍ୟବାଦ ଆପଣଙ୍କ ବିସ୍ଲେଷଣ। ଦୃଢ଼ତା ର କଥା ପାଇଁ 👌। ସର୍ବୋପରି ଏକ କଥା -ପୋଲିସ ର କାର୍ଯ୍ୟ ଆଦୌ ସମାଜ ର ସେବା ପାଇଁ ଉଦିଷ୍ଟ ନୁହେଁ। ପୋଲିସ ସେବା ରେ ପରିବର୍ତନ ଓ currupted ପୋଲିସ ଦଣ୍ଡ ନପାଇଲେ ସମାଜ ଏ ସରକାର କିମ୍ବା ବିଚାର ବିଭାଗ ଉପରେ ଆସ୍ଥା ହରାଇବେ। ଜନ ଅସନ୍ତୁଷ୍ଟ ସରକାର ପତନ ର କାରଣ ହେବ। ବିଗତ 24 ବର୍ଷ ରେ ପୋଲିସ, ପାଣ୍ଡିଆନ,ନବୀନ ଭ୍ରଷ୍ଟାଚାର ତଦନ୍ତ ଓ ଦଣ୍ଡ ନହେଲେ ସମାଜ ର ଶାନ୍ତି ଆସିବ ନାହିଁ।

  • @biranchinarayanmohanty4699
    @biranchinarayanmohanty4699 6 дней назад +15

    ମୁଖ୍ୟମନ୍ତ୍ରୀ ଙ୍କ ଭଣଜା ଏ ଘଟଣାରେ ସଂପୃକ୍ତ

  • @Jagannath-oc9ht
    @Jagannath-oc9ht 6 дней назад +13

    ଠିକ୍ କଥା କହୁଛନ୍ତି ଆପଣ। ହେଲେ ଏହା ବିଜେପି ସରକାର, ମୋହନ ମାଝୀ ମୁକ୍ଷ ମନ୍ତ୍ରୀ ତେଣୁ କହିପିରୁଛନ୍ତି। ବିଜେଡ ସରକାର ଙ୍କ ପାପ ବିଜେପି ମୁଣ୍ଡେଇଛନ୍ତି ।ବିଜେଡି ଥିଲେ ଆଇନ ତାବାଟେ ସେ ଯାଇଥାନ୍ତା ଆଉ ଗଣମାଧ୍ୟମ ପାଟା ସିଲେଇ ବସିଥାଆନ୍ତେ।

  • @rajeshdigal6234
    @rajeshdigal6234 4 дня назад

    ବହୁତ ମିଛ ସରକାର ବିଜେପି sir. ଜୟ ନବୀନ sir

  • @sudarsanmallick
    @sudarsanmallick 5 дней назад

    💯 correct satya bro

  • @swarupsahoo5046
    @swarupsahoo5046 5 дней назад

    Excellent Analysis. Thanks.

  • @sadhudas2758
    @sadhudas2758 5 дней назад

    ମୋହନ ସରକାର କୁ ପୋଲିସ ମାନୁ ନାହାଁନ୍ତି

  • @satishchandrabehera7291
    @satishchandrabehera7291 6 дней назад +1

    ଯେ କୌଣସି ତଥ୍ୟ ଯଦି ମିଥ୍ୟା ହୋଇଥାଏ, ତେବେ ତଥ୍ୟ ପ୍ରସ୍ତୁତକର୍ତ୍ତା ଦାୟୀ ନା ତଥ୍ୟ ଉପସ୍ଥାପକ ଦାୟୀ?
    ୟାର ଯଥାର୍ଥ ଉତ୍ତର କ'ଣ ହେବ, ସତ୍ୟବାବୁ କହିବେ
    କି ବୁଝାଇ?
    ଜୟ ଜଗନ୍ନାଥ!!!

    • @sushantasahu6107
      @sushantasahu6107 5 дней назад +2

      Hann thik katha je hele ଉଭୟ ତ ସେଇ ଗୋଟିଏ system ରେ ଅଛନ୍ତି ନା। ଯଦି ଜଣେ ଭୁଲ ତଥ୍ୟ ଦେଲେ ଯିଏ ବି ଭୁଲ ତଥ୍ୟ ଦେଲେ ତାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନାଇ ଯାଇଛି?? କାଇଁ ଯିଏ ଭୁଲ ତଥ୍ୟ ପ୍ରସ୍ତୁତ କରିଛନ୍ତି ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରିବା ର ଦକ୍ଷତା କିମ୍ବା authority sarakar ପାଖରେ ଅଛି ନା।

  • @akpanda833
    @akpanda833 5 дней назад

    Well analysed

  • @biswanathbehera1125
    @biswanathbehera1125 5 дней назад

    This is high time on part of CM to open the truth.The name of officer who fed wrong data to CM should be not only reprimanded but also his name & designation should be properly publicised .Also this kind of lapses should be appeared in his performance diary to stop his promotion.Minimum 4 increment should be downed & he should be transferred soon to a remote area where he should repent.Also his activities should be watched in a vigilant eye.This sorts of actions taken by authorities should be circulated for knowledge of all departments of govt.offices.

  • @hrudayaranjankhamari6174
    @hrudayaranjankhamari6174 5 дней назад

    ବିଶ ବୃକ୍ଷ ରୋଇଲା କିଏ
    ଫଳ ତୋଳିବ ଇଏ

  • @hemantadash6520
    @hemantadash6520 6 дней назад

    Assembly ରେ ସତରେ ଗଲୁଆ ଙ୍କ ବାରବାଟି ଚାଷ ଚାଲେ 😂 ସେଥିଲାଗି ବୋଦେ ମିଡିଆ ବଲlଙ୍କୁ ଛଡାଜଉ ନଥିଲ 😅 ହେଲେ ଓଡ଼ିଶା ର no 1 Media channel ଏ news ଦେଖଉ ନାହାନ୍ତି କାହିଁକି 😊

  • @kashinathdash4772
    @kashinathdash4772 6 дней назад

    ନୂଆ ସରକାର୍ ପାଇଁ ନୂଆ ଜୋତା, ନୂଆ ଛତା,ନୂଆ ପୋଷାକ,ନୂଆ ଟୋପି ର ଆବଶ୍ୟକ ଅଛି।। ତେଣୁ ନୂତନ ସରକାର୍ ପୁରାତନ ସଜ ବାଜ କୁ ଆଉ କାମ ଚଳା ନକରି ଏମିତି ଜାଗାରେ ରଖନ୍ତୁ ଯାହାକି ସବୁଦିନ ପାଇଁ ସ୍ମୃତି ହୋଇ ରହିଯିବ ନତୁବା ରଦୀ ରେ ଗଣା ଜୀବ।। ଅନ୍ୟଥା ତିନି ତୁଣ୍ଡ ରେ ଛେଳି କୁକୁର ହୋଇ ରହିଯିବ।।

  • @Sena-326
    @Sena-326 6 дней назад +2

    ପ୍ରକୃତରେ ଘଟଣାର ସତ୍ୟତା ହେଉଛି ଯେ ଓଡିଶାର ପୁରା ପୋଲିସ ସିଷ୍ଟମକୁ #NaveenPatnaik ଏବଂ #VKPandian କଂ ଦ୍ୱାରା ଅପହରଣ କରାଯାଇଥିଲା। ତେଣୁ ଓଡିଶା ପୋଲିସର ମାନସିକତା ଏବେବି ଉପନିବେଶବାଦୀ। ଓଡିଶାର ନୂତନ ସରକାର ପୁରା ପୋଲିସ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସମୟ ନେବେ।

  • @nirodranjanjena6420
    @nirodranjanjena6420 5 дней назад

    Road romio, Mohana Majhi nka bhanaja , ayha kan Satya ?
    Road romio nka details kan saymanay kiya kouthu

  • @jibananandasarangi
    @jibananandasarangi 5 дней назад

    Modiji ka model.

  • @sudhansukumarnayak9782
    @sudhansukumarnayak9782 6 дней назад

    Nothing doing. Majhi. Sarkar is. doing well. IT IS A ELECTED GOVT. THEY WILL. COMLETE THE TERM.

  • @rabijena4494
    @rabijena4494 5 дней назад

    Jay odisha fal cohr look

  • @jagannathmajhi4722
    @jagannathmajhi4722 5 дней назад

    Yah media wala hai ki neta hai

  • @ashokmohanty6513
    @ashokmohanty6513 6 дней назад

    24Brsara ate sigra Avys ta jiba teke time lagiba

  • @abhinnakumarsahoo3384
    @abhinnakumarsahoo3384 6 дней назад

    Pulisi ra atanka badhichhi Naari jeeban asurakhita ebebi bjd ra daman lila chalichhi au aapana CM ra dosha-chhidra-birudhha khojibare raajaniti khia undalibaare byasta....!!!!!!!!!!?????????

  • @saratmishra7100
    @saratmishra7100 5 дней назад +3

    କିଛି ସମାଧାନ ହୋଇନାହିଁ।
    ପୋଲିସ department ku ପୁରା reform ଦରକାର। ଏହା ଭିତରେ ପୋଲିସ ର 24ବର୍ଷ ର ପୁରୁଣା ଅଭ୍ୟାସ। ଏହା ଭାଙ୍ଗିବା ଦରକାର। ପୋଲିସ ଙ୍କୁ ଏକ ସବାକ ସିଖେଇବା ଦରକାର।

  • @RanjanBehera-ge1kf
    @RanjanBehera-ge1kf 6 дней назад +18

    ☀️ BJP ସରକାର କୁ ସୂଚାରୁ ରୁପେ ଶାସନ କାର୍ଯ୍ୟ ତୁଲାଇବାକୁ ହେଲେ ପୂର୍ବ ନବୀନଙ୍କ ଇକୋ ସିଷ୍ଟମ୍ କୁ🔥ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି... ନଚେତ୍ ଗୋଟିଏ ପରେ ଗୋଟେ ବଦନାମ୍ ହେଇଚାଲିଥିବେ । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ.........

  • @sadanandasahoo3707
    @sadanandasahoo3707 6 дней назад +4

    ସତ୍ୟ ବାବୁ ତଥ୍ୟ କିଏ ତିଆରି କରୁଛି, ସେଇଟା ବଡ କଥା ନୁହେଁ। କଥାହେଲା ଜଣେ ଅଧିକାରୀ ମିଛ ଖବର ଦେବାକୁ ସାହାସ କେମିତି ହେଲା। ଶାସନ ର କୋହଳ ଓ ଅପାରଗତ

  • @pradeepnayak8670
    @pradeepnayak8670 6 дней назад +3

    100 ଦିନରେ ହାଇକୋଟ, ଡବଲ ଇଂଜିନ, ଓଡ଼ିଆ ଓସ୍ମିତା ଓଡିଶା କୁ ଭଲ ଗିଫ୍ଟ ଦେଲ....

  • @sadhudas2758
    @sadhudas2758 5 дней назад +1

    ଏବେବି ଅନେକ IAS, IPS,OAS ଅଫିସର ବିଜେଡିର ସଲାସୁତରାରେ ଅଛନ୍ତି

  • @HareKrushna-f3d
    @HareKrushna-f3d 6 дней назад +10

    ଶୁଣ ସତ୍ୟ ବାବୁ ସବୁ ବେବେ ନୁଆ ମୁଖ୍ୟ ମନ୍ତ୍ରୀଙ୍କୁ ଦୋଷ ଦିଅ ନାହିଁ ତୁମେ ଖୁବ୍ ଜୋର ରେ ବଡ ପାଟି କଲେ ତୁମର ଏ ଭାଷା ସମାଜ ରେ ଜୌଣସି ପ୍ରଭାବ ପକେଇବ ନାହିଁ ମୁ ତୁମ ଆଦର୍ଶ ଗତ ଆଚରଣ ଋ ଜାଣୁ ଛି ତୁମେ କଂଗ୍ରେସର ସ୍ବୋଗାନ୍ କାରି ।ତୁମେ ଜନେ ଏତେ ବଡ ସାମ୍ବାଦିକ ନବୀନ ସରକାର ସମୟରେ ଦିନଟିଏ ପାଇଁ ଭାଷା ଆନ୍ଦୋଳନ କୁ ସମର୍ଥନ କରିଛ ? କଲା ପତକାରେ ସାମିଲ ହୋଇଛ ?ଆଉ ମୋ ମୋହନ ଉପରେ କହିବାକୁ ତୁମେ କିଏ ?ଯଦି ମୋହନ ସରକାର ନ ଦିନରେ ପୋଲିସ୍ ଓ ଆର୍ମି ଅଫିସର କଥାକୁ କୋଉ ବାଟରେ ସମାଧାନ କଲେ ତାହା ତାଙ୍କର ଆଦର୍ଶର ପରିଚୟ ।ପୋଲିସ୍ ସମାଜର ମେରୁ ଦଣ୍ଡ ତାକୁ ସ୍ବୟଂ ପ୍ରଶାସନ ଧରିବ କିନ୍ତୁ ଏଠି କଥା ହେଉଚି ସବୁ ଦିପାଟମେଣ୍ଟ ରେ ଜେ ସବୁ ଲୋକ ଠିକ୍ ତାହା ଭାବିବା ଭୁଲ ,ସେମିତି ପୋଲିସ୍ ଦିପାଟମେଣ୍ଟା ରେ ଗୁଡେ ବେଇମାନ ଅଛନ୍ତି ଧରା ପଡିଲେ ସାରା ଜୀବନ ଜେଲ୍ ରେ ବି ଘଣା ପେଲନ୍ତି ମିଛ କିଏ କହୁନି କହିଲ ?ମୋ ମୋହନ ଶହେ ଦିନ ଭିତରେ ଦୁଇଟା ଯଦି ମିଛ କହି ଦେଲେ ସେଠୁ କଣ ଭାସି ଗଲା ।ନବୀନ ସରକାର ୨୪ ବର୍ଷ ରେ ଜାହା ଜାହା ମିଛ କହି ସାସନ କ୍ଷମତାକୁ ଜାବୁଡ଼ି ଧରି ଥିଲେ ଏବେ ଟିକେ ତାଙ୍କ ମିଛ କୁ ସର୍ବଜନିନ କରୁନ । ନୁଆ ସରକାର ର ଟିକେ ଟିକେ ଭୁଲକୁ ବଡ ପାଟିରେ ଚିତ୍କାର କରି କୁହ ନାହିଁ ମଂଗଳ ହେବ ଏତିକି ଜାଣିବା ଦରକାର ମୋ ମୋହନ ଜଣେ ସାଧାରଣ ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ଯଦି ଏ ସ୍ଥାନରେ ମା ଅପରାଗିତା ଥାନ୍ତେ ଓଡିଶା ଦେଖି ଥାଆନ୍ତା ସତ୍ୟ ଯୁଗ କାହାକୁ କୁହାଯାଏ । ସମସ୍ତଙ୍କ ସ୍ଥାନ ରେ ସମସ୍ତେ ଠିକ୍ ରେ ଅଛନ୍ତି କେବଳ ନିଜର ଅସଞ୍ଜତ ମନ ହିଁ ନିଜର ଶତୃ ଋପେ ଆସେ ଯାହା ଆର୍ମି ଅଫିସର ଓ ପୋଲିସ୍ ବାଲାଙ୍କ ମଝିରେ ପାଚେରି ଋପେ ଆସି ଥିଲା ।ସେ ଦୁଇ ଦିପାଟ୍ମେଣ୍ଟ ମଣିଷ ସମାଜର ଆଦର୍ଶ ନିଜର ଫାଇଦା ପାଇଁ ତାଙ୍କୁ ବଦନାମ କରନାହିଁ ,ନରେ ବା ଗୁଞ୍ଜରେ ଅଶ୍ୱଥମା ହତ ଧାରାକୁ ମନେ ପକାଇ ରାଜନିତି କରିବା ହି ଆଦର୍ଶ ।🙏🙏

    • @imshree99
      @imshree99 5 дней назад +3

      କେଉଁ ଶିକ୍ଷକ? ଜଣେ ଶିକ୍ଷକ କେବେ ବି ରାଜନୀତି ପରି କଦର୍ଯ୍ୟ ପେଶା କୁ ଆକର୍ଷିତ ହୁଏ ନାହିଁ। ବରଂ ମୋହନ ମାଝୀ ହେଉଛନ୍ତି ଜଣେ ଉଚ୍ଚାଭିଳାଷି ଆଉ ଅହଙ୍କାରୀ ବ୍ୟକ୍ତି। ସରସ୍ଵତୀ ଶିଶୁ ମନ୍ଦିରର ଜଣେ ଅଣ କୁଶଳୀ କର୍ମଚାରୀ ନିଜକୁ ଶିକ୍ଷକ କହି ଲୋକଙ୍କୁ ଭୁଆଁ ବୁଲାଇବା ହେଉଛି ଆକର୍ଷଣୀୟ ବ୍ୟକ୍ତିତ୍ବ? ଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କୁ ଶୃଙ୍ଖଳା ଜଣା ନାହିଁ ସେ ପୁଣି ଆଦର୍ଶ ମନ୍ତ୍ରୀ?

    • @SN-zn3op
      @SN-zn3op 5 дней назад

      Mohan majhi is going to be a best

    • @ganeswarpradhan6159
      @ganeswarpradhan6159 5 дней назад

      Original chata andhabhakta

    • @shishiramalik8196
      @shishiramalik8196 5 дней назад

      Rt

    • @kamaltarunpatnaikpatnaik1714
      @kamaltarunpatnaikpatnaik1714 5 дней назад

      WAH ! POLICE SAMAJA RA MERUDANDA , PRASASANA TAKU DHARIBA , AAU MUNDA UPARE BASEIBA , TARA SABU BHOOL AGARE HATHA TEKI DEBA , KARANA SAMAJA RA MERUDANDA , POLICE KANA NIJE NIJAKU MERUDANDA KARICHI ? TAKU SAMBIDHAN KARICHI AAU SEHI SAMBIDHAN TAKU MADHYA LAGU HAUCHI . BEIMAAN LOKA SABUTHIRE ACHANTI KINTU KATHA HAUCHI POLICE DEPTT. RE MATRADHIKA CHUTIYA ACHANTI AAU DINA KU DINA CHUTIYA NKA SANKHYA POLICE DEPTT. RE SPEEDILY BADHIBARE LAGICHI . EHARA SABUTHU BADA KARANA HAUCHI AMARA ATEE BHRAST POLITICAL SYSTEM . JOU PARTY RULLING RE THAU NA KAHINKI POLICE BIRUDHARE DUE ACTION SAKASE KEHI INTERESTED NATHANTI KARANA EHA DWARA TANKARA SWARTHA BADHAPRAPTA HABA . LOKA POLICE STATION NIHATI BADHYA NA HELE JIBENI AAU JOU LOKA ATEE BADHYA HEI GALA TA SAHA POLICE RA RESPONSE AT MOST OF THE TIME KAHAKU AJANA NAHI , AAU KI BALA MERUDANDA ?POLICE BIRUDHARE COMPLAIN RA TADANTA MADHYA POLICE KARIBA TA JOU BALA NYAYA MILIBA SABU JANANTI. POLICE JADI SAMAJA RA MERUDANDA TA PUBLIC AAU ARMY KANA SAMAJA RA BALA , UPADIKI PHOPADI DELE CHALIBA . SHAME ON THE THOUGHTS OF PEOPLE .

  • @jaleswarnews4448
    @jaleswarnews4448 5 дней назад +2

    ମିଛ କହି କ୍ଷମତାସୀନ ହୋଇଥିବା ସରକାର ମିଛ ହିଁ କହିବ।

  • @pradeepnayak8670
    @pradeepnayak8670 6 дней назад +2

    ଏଇଟା ବେଶିଦିନ ଚୋଳଲେଇ ପାରିବନି...

  • @NoDaddyIssues
    @NoDaddyIssues 6 дней назад +2

    ତଥ୍ୟ ଗୁଡିକ 24 ବର୍ଷିଆ ଅଧିକାରୀଙ୍କର..... ମୋହନ ଙ୍କୁ ବଦନାମ ଲକ୍ଷ

    • @shishiramalik8196
      @shishiramalik8196 5 дней назад

      Right

    • @biswojitojha8642
      @biswojitojha8642 5 дней назад

      Tu sabu janichu be ...

    • @skmarndi3375
      @skmarndi3375 4 дня назад

      ବିଜେପିର ଦୋଷକୁ ଘୋଡାଇବା ପାଇଁ ସର୍ବଦା କେନ୍ଦ୍ରୀୟ ସରକାର କଂଗ୍ରେସ ଏବଂ ଓଡିଶା ସରକାର ବିଜେଡିକୁ ଦାୟୀ କରନ୍ତି . କେତେବେଳେ ବିଜେପି ନିଜର ଦୋଷ ଗ୍ରହଣ କରିବ .

  • @MukundaShoo
    @MukundaShoo 5 дней назад

    ସତ୍ୟ ପ୍ରକାଶ ବାବୁ, ଏ ଅଇଁଠା ଖିଆ ଖବର ବିଶ୍ଳେଷଣ କରି ପ୍ରକୃତ ସମ୍ବାଦ ପଢୁଥିବା ଓ live telicast ଦେଖୁଥିବା ଲୋକଙ୍କୁ ବଦଳେଇ ପାରିବେନି।

  • @kedarbiswal4575
    @kedarbiswal4575 5 дней назад

    ଓଡ଼ିଶାରେ ପ୍ରକୃଊ କେତେ ଥାନା ସରକାର ଜାଣି ପାରୁନାହାନ୍ତି ସେ କିପରି ରାଜ୍ୟ ଶାସନ କରିବେ ଏ ତ ବଡ଼ ସନ୍ଦେହ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମିଛ ତଥ୍ୟ ଦେଇଥିଲେ ତାଙ୍କୁ ତୁରନ୍ତ ଚାକିରିରୁ ବିଦା କରି ଦିଅନ୍ତୁ।

  • @swarupsahoo5046
    @swarupsahoo5046 5 дней назад +1

    Excellent Analysis based on truth by Satya patha. Thanks. Maintain it. Swarup Sahoo

  • @ashokpattanayak9963
    @ashokpattanayak9963 5 дней назад

    ସାଧୁ ସାବଧାନ୍ ! ମୁଖ୍ୟମନ୍ତ୍ରୀ ବି ପବିତ୍ର ବିଧାନସଭାରେ ମିଛ କହୁଛନ୍ତି 😮😮😮

  • @kulamanibaral5041
    @kulamanibaral5041 5 дней назад

    ହଇରେ ସତିଆ ତୁତ ଓଡିଆ ଜାଣିନୁ ହିନ୍ଦିରେ କହୁ ତୁ ସାତ ରଂଗର ଏଣ୍ଡୁଅ ମୋହନ ୩ ମାସ ହେଲା ଏ ପୋଲିସ ନବିନା ଅମଳର ତ ତେଣୁ ତୁ କେତେ ସତିଆ ତୁ ଦାଣୁ

  • @rajaashoksamrat417
    @rajaashoksamrat417 5 дней назад +1

    ମୋହୋନ ବାବୁଙ୍କର କିଛିବି ସର୍କାର ନାହିଁ କୋଉଠି, ବିଜେପି ପାଟିର ସର୍କାର ରହିଚି,ବିଜେପି ବ୍ରାହ୍ମଣଙ୍କ ନିତି ନିଅମକୁ ମୋହୋନ ବାବୁ ନମାନିଲେ,ତାଙ୍କର ଚାକେରି ଜିବ ହେରି

  • @chikusahu
    @chikusahu 5 дней назад

    Angul chhendipada re coal mines kariki sabu khaijauchi bjp govt.proper valuation bi dauni company

  • @chandramohanmajhi-nv9us
    @chandramohanmajhi-nv9us 5 дней назад

    Sir Amiti bits dele view asiboni...tk change hou😂😂

  • @dpnayak19
    @dpnayak19 4 дня назад

    Secretary kahila bele subi nathibo. 😂 Odia re 650 ... 685. Similar suvithibo. 😂😂😂

  • @gautamreal-estate7580
    @gautamreal-estate7580 6 дней назад +2

    Bjp government ku believe Kari hauni

  • @JayantiPatnaik-fd9rr
    @JayantiPatnaik-fd9rr 6 дней назад +1

    ପ୍ରାଞ୍ଜଳ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବାର ପ୍ରୟାସ ପାଇଁ ଧନ୍ୟବାଦ .

  • @trilochanmohanty-rc2rl
    @trilochanmohanty-rc2rl 6 дней назад

    ସେଦିନ ମୂଖ୍ଯମନ୍ତ୍ରୀ ଟିକିଏ ବେଶୀ କରି ହାଣ୍ଡିଆ ମାରିଥିଲେ ଓ ଏଡଭୋକେଟ ଜେନରାଲ ପିତାମ୍ବର ଆଚାର୍ଯ୍ୟ ଗଞ୍ଜେଇମାରି ହାଇକୋର୍ଟରେ କହିଥିଲେ ।

  • @bubusahoo2869
    @bubusahoo2869 6 дней назад +2

    ବିଜେପି. ଡହରା. ଗାଲୁଆ. ମିଛୁଆ... 🔥🔥🔥🔥

  • @nirmalpatnaik5796
    @nirmalpatnaik5796 5 дней назад

    MOHAN JI, GOVT IS,BETTER,, and,,,will,,,fulfill the commitment

  • @sitaramkumarpradhan842
    @sitaramkumarpradhan842 6 дней назад

    Mohan majhi sarkar gote durbala asamarth sarkar 6 day's re samadhan hebar thila but sabu Satya katha ku lueiba pai try chalichi odissa basi nku batbana karajauchi

  • @Eagleeye774
    @Eagleeye774 6 дней назад +1

    ସବୁ ରାଜନୈତିକ ଦଳ ଓ ନେତା ମିଛୁଆ.. ନିରପେକ୍ଷ ଓ ସଚ୍ଚୋଟତାର ସହ ରାଜ୍ୟ ତଥା ଦେଶର ଉନ୍ନତି ପାଇଁ କାମ କରିବାର ଶପଥ ନେଇ ନିଜର ଉନ୍ନତି କରିଚାଲନ୍ତି.. ସବୁଠୁ ଭଲ NOTA..

  • @RitwikRajMalla
    @RitwikRajMalla 6 дней назад +1

    Assembly question and its reply during the period of ex govt May be presented for information of public

  • @rabijena5657
    @rabijena5657 5 дней назад

    Mohan Majhi o tanka cabinet ku Odissa samparka re Gyana r gurutara abhaba. Bharatpur ghatana 12:31 bhayabhita r nispati.

  • @sukantabehera2586
    @sukantabehera2586 5 дней назад

    Gruhare michha kahile ama sambidhanare kichhi punishment nai ki

  • @nirmalpatnaik5796
    @nirmalpatnaik5796 5 дней назад

    Itĺ is Observed, that every one has , become a,,,Advocate,,and proving,,Black, as ,White and, White ,,as Black also

  • @manojkumardash8392
    @manojkumardash8392 4 дня назад

    Mohan majhi pakhalo khauthiba jsw bhali sbu chalijibe

  • @kishorebiswal4298
    @kishorebiswal4298 6 дней назад

    ଆପଣଙ୍କ ଆବାଜ ସମାଜ ସୁଧାର ପାଇଁ ଶକ୍ତିଶାଳୀ ହେଉ। ପୋଲିସ ର curruption ପାଇଁ ସରକାର କଣ ପଦକ୍ଷେପ ନେବ, ଆମେ ଅପେକ୍ଷା କରୁଛୁ। Cm ଙ୍କୁ data ଦେବା ଲୋକ ସେଇ ପୋଲିସ। ଏମାନେ ସମାଜର ଘୃଣ୍ୟ ପ୍ରାଣି। ତେଣୁ ସରକାର କେମିତି ପରିଚାଳନା କରୁଛି, ଆମେ ଦେଖିବା।

  • @NewTon009
    @NewTon009 6 дней назад

    Police haatru chalijibani ta sepote 😂

  • @najnar1264
    @najnar1264 5 дней назад

    ଭାଇ ଏ ସରକାର ନିଜ ଅଫିସରଙ୍କୁ ମାଡ଼ ହେବାର ଘଟଣାର ନ୍ୟାୟ ଦେଇ ପାରିନାହିଁ ଅଢେଇ ମାସ ହୋଇଗଲା ଆଉ ଏବେ ଲୋକମାନଙ୍କ ଭରସା କିଭଳି ଭାବେ ଆସିବ

  • @sukantabehera2586
    @sukantabehera2586 5 дней назад

    Michhua mukhyamantri...se kn janiparunahanti ki se kn chhua ki

  • @BiswajitKar-rm3rs
    @BiswajitKar-rm3rs 2 дня назад

    Hatsoff to you. You are exposing wrong deeds of the present govt. Keep it up.

  • @akshar1933
    @akshar1933 5 дней назад

    This is a serious offence. Strict disciplinary action should be taken against the official who has prepared the data for presentation in High Court and assembly.

  • @rajendrajena6915
    @rajendrajena6915 5 дней назад

    BJD Sarkar re apankara pati kholunathila

  • @mamataparida2685
    @mamataparida2685 5 дней назад

    What police commissioner is doing without any action very sad

  • @Siba-ly7tf
    @Siba-ly7tf 5 дней назад

    ରାଜ୍ୟରେ ଏବେବି ଅଫିସର ରାଜ ଚାଲିଛି; ତାର କାରଣ ନିର୍ବାଚିତ ଅନେକ ଜନପ୍ରତିନିଧି ଉପଯୁକ୍ତ୍ ଶିକ୍ଷାଗତ ଯୋଗ୍ୟତା ଠାରୁ ବହୁତ ଦୁରରେ। ମାନ୍ୟବର ପୁର୍ବତନ ମୁଖ୍ୟମନ୍ତ୍ରୀ Jankibalav Pattnaik ଙ୍କ ପରେ କେହି ଦକ୍ଷ ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇ ପାରିନି।

  • @NityanandaSahoo-ny1ko
    @NityanandaSahoo-ny1ko 6 дней назад

    ଭୁଲତଥ୍ୟ ଦେଇଥିବା ଅଧିକାରୀକାରୀଙ୍କୁ explanation ମଗାଯାଉ. ସେମାନେ ଲକ୍ଷ ଲକ୍ଷ ଟଙ୍କା ଦରମା ବଦଳରେ ତଥ୍ୟ ଟିଏ ଠିକ ଦେଇପାରୁନାହାନ୍ତି. ଶାସନ ପୁରା ହୁଗୁଳା. ମନ୍ତ୍ରୀ ସଚିବ ଯଦି ଭୁଲ ତେବେ ଅନ୍ୟ କର୍ମଚାରୀଙ୍କ କଥା କଣ ଚିନ୍ତା କରିବା. ଏଇ ହୁଗୁଳା ଶାସନ ପାଇଁ ପୋଲିସ ବିଭାଗ ନୀତି ନିୟମ ଉଲଂଘନ କରି ଇଛା ମୁତାବକ ଶାସନ ଚଳାଇଛନ୍ତି. ମୋହନ. ସରକାର ଯଦି ପୂର୍ବ ସରକାର ଶାସନରୁ କିଛି ଅନଭୁତି ଥାଏ ତ ତେବେ ଧୈର୍ଯ୍ୟ ସହକାରେ ପୋଲିସକୁ ସଜାଡ଼ନ୍ତୁ. ସବୁ ବିଶୃଙ୍ଖଳା ର କାରଣ ପୋଲିସ. ରକ୍ଷକ ଭକ୍ଷକ ସାଜିଛି. ବିପଦ ବେଳେ ଘରେ ବସି ଭାଗ୍ୟକୁ ଆଦରି ଗୁମୁରି କାନ୍ଦିବେ ପଛେ ଥାନାକୁ ଯାଇ ମହାରଗରୁ କାନ୍ତରରେ ପଡ଼ିବାକୁ ଚାହିଁବେନିସାଧାରଣ ଜନତା.ସରକାର ଯତ୍ନବାନ ହୁଅନ୍ତୁ ଏବଂ ସରକାରଙ୍କ ଉପରେ. ଲୋକଙ୍କର ଆସ୍ଥା ଯଥେଷ୍ଟ ପ୍ରକଟିତ ହେବ.

  • @arucharanpradhan5502
    @arucharanpradhan5502 6 дней назад +3

    ନବୀନ ସରକାରଙ୍କର କାଗଜ କଲମରେ ସୀମିତ କାର୍ଯ୍ୟ ଗୁଡ଼ିକୁ ଅଣଦେଖାରେ ଗ୍ରହଣ କରିବା ଯୋଗୁଁ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ସମସ୍ତ ପୂର୍ବ କାର୍ଯ୍ୟ ଓ ଯୋଜନା ଗୁଡିକୁ ଆଖି ବୁଜି ସମ୍ଭାଳି ନେବା ବିରାଟ ଭୁଲ ହେବ।

  • @manaromaswain9328
    @manaromaswain9328 5 дней назад

    ସବୁ ରାଜ୍ୟ ରେ government medical College sit ବଢିଲା , ଡବଲ ଇଞ୍ଜିନ ସରକାର ଥାଇ ଯାଜପୁର ୧୦୦sit ହୋଇପାରିଲା ନାହିଁ , ଏହା ଅତି ଦୁଃଖର ବିଷୟ , ଏବେ ସମୟ ଅଛି ନଡ଼ା ଙ୍କୁ କହି goverment sit ସଂଖ୍ୟା ବଢ଼ାନ୍ତୁ

  • @rakeshkumarchakra
    @rakeshkumarchakra 5 дней назад

    Mohan maji is fit for a teacher not for a CM..he can't take the decesion...😢

  • @DasarathiNaik-rk3mh
    @DasarathiNaik-rk3mh 6 дней назад

    Satyababu tume Rajnitire jauna kan pain

  • @shivnarayanpattnaik2352
    @shivnarayanpattnaik2352 6 дней назад +1

    Bjp ku dubaiba santa rahiba
    Jetebegi CBI tadant BjD ଦୁର୍ନୀତି ଉପରେ

  • @rakeshkumarchakra
    @rakeshkumarchakra 5 дней назад

    Not fit for cm just simple innocent tribal man...

  • @sukantabehera2586
    @sukantabehera2586 5 дней назад

    Namaku matra cm rahile amiti haba

  • @nirmalpatnaik5796
    @nirmalpatnaik5796 5 дней назад +1

    Hopeless Media

  • @dharmanandabhutia767
    @dharmanandabhutia767 5 дней назад

    Police jadi kholideba mukhyamantri kn kariba

  • @Sanjivanimusicodia
    @Sanjivanimusicodia 5 дней назад

    Bhai apana Pura thik Katha kahuchanty

  • @chandu_creation3624
    @chandu_creation3624 5 дней назад

    Sorry sir apon thik kohu nahanti

  • @santoshrout6327
    @santoshrout6327 5 дней назад

    Nabin pattanaik against re aei channel kete thara voice raise kari6i. Bhaya re rahiba ra .

  • @bishnumishra8668
    @bishnumishra8668 5 дней назад

    Who is giving misinformation to CM and AG ?

  • @DillipPradhan-w8d
    @DillipPradhan-w8d 3 дня назад

    Double re engine re sabu double hauchi

  • @shankarnayak5898
    @shankarnayak5898 5 дней назад

    बीजेपी हटाओ देश बचाओ

  • @pradeepnayak8670
    @pradeepnayak8670 6 дней назад

    ଏଇ ମୁଖ୍ୟ ମନ୍ତ୍ରୀ fail ପଢି ପା ରେ ତ.।.

  • @sukantabehera2586
    @sukantabehera2586 5 дней назад

    Yanku sabu chappal aau anda mada darkar sab chora akathi salanku dhaka deiki tadiba darkar

  • @PSidhu-25
    @PSidhu-25 4 дня назад

    BJP =HYPOCRISY...😂😂😂😂😂😂😂😂😂

  • @pradeepbhattamisra7501
    @pradeepbhattamisra7501 5 дней назад

    Police jamkoli gapare ostada

  • @girijapujhari8888
    @girijapujhari8888 5 дней назад

    Right analysis: The government should take it positively and in sensible way.

  • @p.c.biswal9671
    @p.c.biswal9671 5 дней назад

    You are right

  • @sudhansukumarnayak9782
    @sudhansukumarnayak9782 6 дней назад

    Alana Sabu kimchi Data kahuchanti ki. Apana . BJD ra bhuta. Guna gan Karuchanti.

  • @RatnakarPalo-k5c
    @RatnakarPalo-k5c 6 дней назад

    Take striengent action against the employees who have given fabricated data to assembly house.

  • @sudhansukumarnayak9782
    @sudhansukumarnayak9782 6 дней назад

    Satyapath. Tike. Thick. Bhabare. Analyse karantu. Abe. Bi. BJD. Ra moha cha di nahi.

  • @Dasburma
    @Dasburma 5 дней назад

    How analytical . Beautiful deep diving journalism

  • @tapassamantray3810
    @tapassamantray3810 6 дней назад

    Tax payers money judiciary enquiry why not recovery from criminal account

  • @kailashchandradas8992
    @kailashchandradas8992 5 дней назад

    ଧନ୍ୟବାଦ ଜୟ ଜଗନ୍ନାଥ 🙏

  • @SUJITRATH-e4v
    @SUJITRATH-e4v 4 дня назад

    Right 👍 sir 🎉

  • @NakulK-vt1rr
    @NakulK-vt1rr 5 дней назад

    Pero part

  • @ranjanghosh6477
    @ranjanghosh6477 5 дней назад

    You are. Rong

  • @RadhakantaPradhan-sk3qp
    @RadhakantaPradhan-sk3qp 6 дней назад

    We have done a great mistake to cast vote for bjp

  • @radhamohanbehera3495
    @radhamohanbehera3495 5 дней назад

    The leaders are losing morality now a days

  • @RabindraMandal-h5y
    @RabindraMandal-h5y 5 дней назад

    Jyho saty babo jy jaga mhn

  • @bibhisanmohanta2084
    @bibhisanmohanta2084 6 дней назад

    Faltu news

  • @pritibhusanbehera6850
    @pritibhusanbehera6850 5 дней назад

    Wow so fantastic video Sir

  • @umakantabehera7734
    @umakantabehera7734 6 дней назад

    Jatra bala sarkar

  • @tusharkantanayak4233
    @tusharkantanayak4233 6 дней назад

    Very nice presentation

  • @usharanihota4282
    @usharanihota4282 6 дней назад

    Vilian iic b. Pur

  • @pravatdas7456
    @pravatdas7456 5 дней назад

    😨😨😨