All evidence allegedly washed in the name of Puja in Bharatpur police station || KalingaTV

Поделиться
HTML-код
  • Опубликовано: 17 дек 2024

Комментарии • 484

  • @nilakantha-f5z
    @nilakantha-f5z 2 месяца назад +156

    ଏକ number ଭାଡୁଆ ହଉଚି ପୋଲିସ 👊🔥

  • @RajaRaja-bl6cx
    @RajaRaja-bl6cx 2 месяца назад +172

    ମାଆ ଗିହା ଭାରତ ପୁର ପୋଲିସ ଷ୍ଟେସନ ସବୁ ପୋଲିସ କୁ ଚାକିରି ରୁ ବାହାର କରା ଯାଉ

  • @bipinbiharpalai53
    @bipinbiharpalai53 2 месяца назад +74

    ଏଏଇମାଙ୍କ ପାଇଁ ପୁରା ଦିପାର୍ଟମେଣ୍ଟ ବଦନାମ ଏମାନଙ୍କୁ quick arrest କରାଯାଉ....

  • @gurukrupa4151
    @gurukrupa4151 2 месяца назад +17

    All Evidence କୁ ଏମାନେ ନଷ୍ଟ କରିଦେଲେଣି । ଆଉ କିଛି ପ୍ରମାଣ ଥିଲେତ ।

  • @AntaryamiSamal-nc6uo
    @AntaryamiSamal-nc6uo 2 месяца назад +90

    ସବୁ ପ୍ରମାଣ ନଷ୍ଠ କରିଦେଇଛନ୍ତି ପୋଲିସ୍ କୁ କିଏ ପାରିବ

  • @sachikantasahoo3390
    @sachikantasahoo3390 2 месяца назад +18

    ଖାଲି ଆର୍ମି ଙ୍କୁ ଟିକିଏ hint ଦେଇଦେଲେ ସେ ସମସ୍ତଙ୍କୁ ଉଚିତ୍ ଶିକ୍ଷା ଦେଇ ପାରିବେ

  • @BanamaliBanamali-y6m
    @BanamaliBanamali-y6m 2 месяца назад +75

    ଏ IIC କୁ ମଧ୍ୟ suspent କରାଯାଉ

  • @basantakumarpanda9022
    @basantakumarpanda9022 2 месяца назад +55

    ଖଣ୍ଡାୟତ ରାୟକୁ ନାକୋଟେଷ୍ଟ କରାଯାଉ । କାହା କଥାରେ ଏପରି କଲେ।

  • @balatala2558
    @balatala2558 2 месяца назад +126

    Pura odisha ku badnaam କରିଦେଲା ପୋଲିସ ଛି mgy

    • @suryanarayansahu5375
      @suryanarayansahu5375 2 месяца назад

      ଏ କାମ ଜିଏ କରିଛି ତାକୁ ଜେଲେ ଦିଆଯାଉ ତାକୁ ଚାକିରି ରୁ ବହିଷ୍କାର କରିବା ସରକାରଙ୍କ ଦାୟିତ୍ଵ।

  • @Lipu-b6l
    @Lipu-b6l 2 месяца назад +2

    ଏଠାରେ ଭୁଲ ଜନସାଧାରଣଙ୍କର ଅଛି. ଆମେ ଅନ୍ୟକୁ ଆଙ୍ଗୁଠି ଦେଖାଇବା ଆଗରୁ ତାର ତିନିଗୁଣା ଆଙ୍ଗୁଠି ଆମଆଡ଼େ ଅଛି🙏ତେଣୁ ଜନସାଧାରଣ ସଚେତନ ହେଲେ ସମସ୍ତେ ସଚେତନ ହେବେ🙏ମୁଁ ଭୁଲ କହିଥିଲେ ମୋତେ କ୍ଷମା କରିଦେବେ🙏ସମସ୍ତେ ଭଲରେ ରୁହନ୍ତୁ🙏ଜୟ ଜଗନ୍ନାଥ🙏🙏🙏ଜୟ ହିନ୍ଦ 🇮🇳🇮🇳🇮🇳

  • @Snehalatadas-vm4qe
    @Snehalatadas-vm4qe 2 месяца назад +47

    Chi Chi re odisha police...

  • @krushnamohanprusty2728
    @krushnamohanprusty2728 2 месяца назад +7

    ଏହା ହେଉଛି ଆମ ରାଜ୍ୟର ଅଯୋଗ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ଦକ୍ଷତା ?

  • @bhaskarsethi8408
    @bhaskarsethi8408 2 месяца назад +32

    No problem ,army aapni action karega

  • @queenguides
    @queenguides 2 месяца назад +47

    Suspend the current IIC of Bharatpur police station.

    • @SidharthMishra99
      @SidharthMishra99 2 месяца назад +8

      Suspension is not Punishment,Punishment is removal from Service

    • @Aadarsh_Vidyarthi
      @Aadarsh_Vidyarthi 2 месяца назад

      Tu kn taa janichu ?

  • @SureshPusti
    @SureshPusti 2 месяца назад +14

    ନୂଆ IIC କୁ ତଦନ୍ତ ପରିସରକୁଅଣାଜାଉ, ଏମାନେସବୁଗୋଟିଏ ଗୁହାଳରଗୋରୁ , ଓଡିସାରେ ଏମିତିଦିନଆସିବ ସାଧାରଣଜନତା ତାକଂ ନ୍ଯାୟ ପାଇଁ ଓଡିଶା ପୋଲିସ୍ ବିରୁଦ୍ଧରେ ରାଜ୍ଯ ବ୍ଯାପି ଆନ୍ଦୋଳନ କରିବ,

  • @saratnayak1567
    @saratnayak1567 2 месяца назад +22

    Thanks to Odisha police for their intelligence to destroy the evidences.The person who has written the script should be awarded by state govt.

  • @dhoni4611
    @dhoni4611 2 месяца назад +20

    Correct 💯

  • @oldisgold1379
    @oldisgold1379 2 месяца назад +9

    ଥାନା ରେ ଏମିତି କି ପ୍ରକାର ଭୂତ, ପ୍ରେତ ବାହାରିଲେ ଯେ,,, ପୂଜା ପାଠ ହେଲା,,,😅😅😅😅😅😅😅😅

  • @silubhaiindianblogger9195
    @silubhaiindianblogger9195 2 месяца назад +2

    ପୁରା ଓଡ଼ିଶା ରେ ନୁଆ ପିଲାଙ୍କୁ ଭର୍ତି କରାଯାଉ, ପୁରୁଣା police ଙ୍କୁ accounts ରୁ ପଇସା କୁ blocked କରିଦିଆଯାଉ,

  • @lalitmohanta8432
    @lalitmohanta8432 2 месяца назад +5

    Inquiry ନ କରି, UP style re encounter କରାଯାଉ

  • @dilipmahapatra4941
    @dilipmahapatra4941 2 месяца назад +23

    permission kie dela

  • @dbdas9171
    @dbdas9171 2 месяца назад +5

    ପୂଜଟା ପୁରା ଜରୁରୀ ଥିଲା ସମସ୍ତେ ପୂଜା କଲେ ଯଦି ସବୁ ଠିକ ହେଇଯିବ ତେବେ ଥାନା କଣ ପାଇଁ ?

  • @hrusikeshmallik3221
    @hrusikeshmallik3221 2 месяца назад +5

    ଏହା ଏକ ଲଜ୍ଜାଜନକ ପରିସ୍ଥିତିରେ ଭରତପୁର ପୋଲିସ୍ ନିର୍ଯାତନା କାହାଣୀ ପେଡ଼ି

  • @salegramkar3029
    @salegramkar3029 2 месяца назад +2

    ପୋଲିସ ପ୍ରଶାସନ ପ୍ରୟାସ କରିଥିଲା ପ୍ରମାଣ ଲୁଚାଇ ସଫାକରିଥିବା ରୁ ପ୍ରମାଣ ମିଲିଛି ପୁଲିସଦୋସି ପୋଲିସମାନଙ୍କୁ ଫାସିଦିଆଜିବାକଥା ଓ ଭାରତର ସମସ୍ତ ରାଜ୍ଯରେ ମିଲେଟେରି ଶାସନ ଦରକାର ତୁରନ୍ତ ସରକାରମାନେ କୋଟକୁକହି ନୂତନ ଶାଶନ କରାଯାଉ

  • @suparfonyfamily
    @suparfonyfamily 2 месяца назад +5

    ଗ୍ରହ ଶାନ୍ତି କରୁଥିଲେ କହି evidence clear kari dele

  • @dillipkumarswain5636
    @dillipkumarswain5636 2 месяца назад +6

    ପୋଲିସ ସବୁଠାରୁ ବଡ଼ ଶନି ଗ୍ରହ । ପୁଣି କାହା ପୂଜା କରାଗଲା

  • @odiadesiblog9565
    @odiadesiblog9565 2 месяца назад +3

    ପୋଲିସ ପାକେଟ ଗରମ ହେଲେ ଦୋଷୀ ଖସିଯିବେ ନିର୍ଦ୍ଧୋଷୀ ପାଇବ ଦଣ୍ଡ ଏଇଭଳି କାର୍ଯ୍ୟ ବୋହୁତ ଥାନାରେ ହେଇଚି

  • @vikramkumar...2265
    @vikramkumar...2265 2 месяца назад +6

    ନାହିଁ ନାହି ଯେତିକି ହୋମ ହେଇଚି ସେତିକି ପୋଛା ପୋଛି କରି ଥିବେ.....😂
    ଧନ୍ୟ ରେ ପୋଲିସ ବାବୁ

  • @Paddles369
    @Paddles369 2 месяца назад +4

    ବ୍ୟସ୍ତ ହୋଇ କିଛି ଲାଭ ନାହିଁ.... ସବୁ ଉପରବାଲା ଦେଖୁଛି..... ଛୁଆ ପିଲା ଉପରେ ପଡିବ...ରୋଗ ହେଇଯିବ, ସବୁ ମରିବ

  • @rabindranathnayak2423
    @rabindranathnayak2423 2 месяца назад +5

    ଜାଣି ଜାଣି ଯିଏ ସବୁ ନ ଜାଣିଲାପରି ସୃଷ୍ଟି କରିବେ ତାହା ତାଙ୍କ ପାଇଁ ହିଁ କାଳ ଦିନେନ ଦିନ ହେବ।

  • @niliaminiaka330
    @niliaminiaka330 2 месяца назад +5

    ଏହି iic ବି ସହଯୋଗ କରିଛନ୍ତି ଆକୁ suspend କରାଯାଉ

  • @amareshnayak5988
    @amareshnayak5988 2 месяца назад +5

    ପୂଜା ପାଠ ବିଶ୍ଵାସ କରେନି ପୋଲିସ କେମିତି ପୂଜା ପାଠ କରାଇଛନ୍ତି mg ପୋଲିସ

  • @MangalPande-y9b
    @MangalPande-y9b 2 месяца назад +5

    ନୂଆ iic ଙ୍କୁବି ଆରେଷ୍ଟ କରାଯାଉ

  • @pakiyammurmu9046
    @pakiyammurmu9046 2 месяца назад +13

    Removed evidence like RG KAR Hospital 🩺🔍.

  • @HariharaShial
    @HariharaShial 2 месяца назад +11

    Police ତ ଭାଡୁଆ aou ତାକୁ ସପୋର୍ଟ କରୁଥିବା ଯେଉଁ ବେକ୍ତି ସେମାନେ କେତେ ଭଡୁଆ

  • @spsproduction8514
    @spsproduction8514 2 месяца назад +5

    ତା ବାପା ଘର କି ହୋମ କରିବ ଯଦି କ୍ରିଷ୍ଟିଆନ କି ମୁସଲିମ ହେଇଥିଲେ ସେମାନେ ପ୍ରାଥନା କି ନମାଜ ପାଠ କରି ଥାନ୍ତେ ତାହେଲେ ସମାଜ କଣ କହିଥାନ୍ତା ?1. ଗ୍ରହ ନା ରେ ଅନ୍ଧବିଶ୍ୱାସ କୁ ନିଜର ପ୍ରଣାମ ନଷ୍ଟ କରିବା ପାଇଁ ଚକ୍ରାନ୍ତ. IIC Direct Terminete kari encounter Kariba katha

  • @chitaranjannayak7559
    @chitaranjannayak7559 2 месяца назад +29

    Maagia police upare bharasaa naahi

  • @krutidyuti4114
    @krutidyuti4114 2 месяца назад +7

    ସିଏ ଶଳାଙ୍କର master mind
    ସିଏ ଶଳାଙ୍କୁ ପାରିବନି।
    🧐🫡🤔

  • @sachikantasahoo3390
    @sachikantasahoo3390 2 месяца назад +3

    Immediately ସେଇ ଦୋକାନ ରୁ ତାଙ୍କ କ୍ୟାମେରା ର Hard disc ସିଜ୍ କରି ରଖନ୍ତୁ

  • @Kalundia436
    @Kalundia436 2 месяца назад +3

    ସେ ଥାନା ବନ୍ଦ ରଖା ଯାଉ ଯେ ପର୍ଯ୍ୟନ୍ତ ତଦନ୍ତ ସରି ନାହିଁ.

  • @kashinathdash4772
    @kashinathdash4772 2 месяца назад +5

    ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ।। ଏହାକୁ। ମଧ୍ୟ ଏକ ପ୍ରମାଣ ନଷ୍ଟ କରି ତଦନ୍ତ ପ୍ରକ୍ରିୟା କୁ ବାଟ ବଣା କରିବା କୁ ବିରୋଧ ବୋଲି ଧରା ଯାଉ।। ତେଣୁ ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ପୋଲିସ ର ଚଂଚକତା କେତେ ସୁଦୂର୍ ପ୍ରସାରି।। କଣ ପାଇଁ ପ୍ରଥମ ରୁ ପୋଲିସ ଅଧିକାରୀ ମାନେ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ସିଲ୍ କରି ତଦନ୍ତ କଲେ ନାହଁ।।

  • @suryakantajena372
    @suryakantajena372 2 месяца назад +5

    ପୋଲିସ କୁ ଓଲଟା କରି ଲଟକାଯାଉ ରାଜରାସ୍ତାରେ

  • @sachikantasahoo3390
    @sachikantasahoo3390 2 месяца назад +7

    ସେଠାରେ କ୍ୟାମେରା fitting ଥିଲା.
    ପାଣ୍ଡୁ ର ନିର୍ଦ୍ଦେଶ ପୋଲିସ ଏ ସବୁ କାମ କରୁଛି

  • @sushantakumarpatra7663
    @sushantakumarpatra7663 2 месяца назад +13

    Rituals should not be allowed in public office

  • @petersonganeshdalai....2610
    @petersonganeshdalai....2610 2 месяца назад +2

    କିଛି ନାହିଁ ଭାଇମାନେ ଯେତେ ପୋଲିସ ଅଛନ୍ତି total ଓଡିଶା ରେ ସମସ୍ତିଙ୍କୁ ଦୌଡେଇ ଦୌଡେଇ ମାର ଶଳାଙ୍କୁ ଆଉ କିଛି ବାଟ ନାହିଁ କାରଣ ଏମାନେ ଯୋ ସାଧାରଣ ଲୋକଙ୍କୁ ମିଛ case ଲଗେଇ ଯେମିତି ହଇରାଣ କରିଛନ୍ତି ସବୁ ପୋଲିସ ବାଲାଙ୍କୁ ଯଉଠି ଦେଖିବ ସମସ୍ତିଙ୍କୁ ଦୌଡେଇ ଦୌଡେଇ ମରାହଉ.....

  • @JagabandhuMalik-ck5fj
    @JagabandhuMalik-ck5fj 2 месяца назад +3

    ଝୁଣା ଆଉ ଘିଅର ଜାଳିବା ଦ୍ବାରା ଅଦୃଶ୍ୟ ପ୍ରମାଣ ନଷ୍ଟ ହେଇଯାଇଥାଏ। ପୋଲିସକୁ ଘରେ ଘରେ ଵୁଲି ପୂଜା ପାଠ କରିବକୁ ଛାଡିଦିଆଯାଉ।ଇଏ ପୋଲିସ ଦୁନିଆକୁ ଵୋକାଚୋଦା ଆଉ ନିଜକୁ ଚାଲାକଚୋଦା ଭାବୁଛି। ୟାଙ୍କୁ ସସ୍ପେଣ୍ଟ କଲେ ଚଳିବ ନାହିଁ,ଜେଲକୁ ବିଦା କରିବା ଦରକାର।

  • @subratkar8
    @subratkar8 2 месяца назад +24

    Seems 100% conspiracy and involvement of big brains. Purbaru iic sir Puja karithile ki Anya station ra

  • @tusarkantasahu1064
    @tusarkantasahu1064 2 месяца назад +4

    କାହିଁକି ଏ ଡ୍ରାମା ଚାଲିଛି..? ଆପଣ ମିଡିଆ ଜାଣୁ ଛନ୍ତି ନା ନାହିଁ କେଜାଣି କିନ୍ତୁ ଲୋକେ ସବୁ ଜାଣି ସାରିଲେଣି... ସବୁରି ମୂଳରେ "କୁର୍ସି".. ଏ କୁର୍ସି ପାଇଁ ସରକାର କିଛି ବି କରି ପାରନ୍ତି ଚାହେ ସେ ବିଜେପି ହେଉ କି ବିଜେଡି ହେଉ କିମ୍ବା ମମତା ଦିଦି ହେଉ... ସମସ୍ତେ କଣ ଯୋଗୀ ପରି ହୋଇ ପାରିବେ କି??? UP ରେ ଗୋଟେ ଦଳିତ ଝିଅ କୁ 5 ଜଣ ସଂଖ୍ୟ ଲଘୁ ସମ୍ପ୍ରଦାୟର ଯୁବକ ମାନେ ରାସ୍ତାରେ ଛେଡଖାନି କଲେ ବୋଲି ତାଙ୍କୁ ତୁରନ୍ତ ଏନ୍ କାଉଣ୍ଟର କରାଗଲା, ଆଜି ଦେଶ ର ସବୁଠୁ ଦୁର୍ଦାନ୍ତ ରାଜ୍ଯ UP ପ୍ରାୟ କ୍ରାଇମ ମୁକ୍ତ, କିନ୍ତୁ ଓଡିଶା, ପଶ୍ଚିମ ବଙ୍ଗ କୁ ଅନୁସରଣ କରୁଛି.. 5 ଜଣ ରୋଡ ରୋମିଓ ରାତି ଅଧରେ ଗୋଟେ ଝିଅ କୁ ଯେପରି ବ୍ୟବହାର କଲେ (viral vdo ) କିନ୍ତୁ ଓଡିଶା ବିଚାର ବିଭାଗ ତାଙ୍କୁ ତୁରନ୍ତ ଜlମିନ୍ ଦେଲେ,.... 2 ରେ ଯେମିତି ବିଜେପି ଓ ବିଜେଡି ଭାଇ ଭାଇ ସେମିତି ପୋଲିସ ଓ କ୍ରାଇମ୍ ବ୍ରାଞ୍ଚ ଭାଇ ଭାଇ, କ୍ରାଇମ୍ ବ୍ରାଞ୍ଚ ର ପାରିବା ପଣିଆ ଓଡ଼ିଆ ବାସୀ ଭଲଭାବେ ଜାଣନ୍ତି, କେତେବେଳେ ଜାମୁକୋଳି ଗପ ତ ଆଉ କେତେବେଳେ ନୀରିହ ଲୋକୋ ଟିଏ କୁ ବଳି ପକାଇ ଦେଇ କେସ୍ କୁ ରଫାଦଫା କରିଦିଅନ୍ତି, ତେଣୁ କେଉଁ ବିଶ୍ବାସ ରେ କ୍ରାଇମ୍ ବ୍ରାଞ୍ଚ କୁ ତଦନ୍ତ ଦାୟିତ୍ବ ଦିଆଗଲା..? ସାଧାରଣ ଲୋକୋ ଟିଏ କ୍ରାଇମ୍ କଲେ ତୁରନ୍ତ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ଆରମ୍ଭ କରନ୍ତି କିନ୍ତୁ ଏ କ୍ଷେତ୍ରରେ 10 ଦିନ କଣ ପାଇଁ ଜାଣି ଶୁଣି ବିଳମ୍ବ ହେଲା? କଣ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ୍ ଟିମ୍ ପ୍ରାୟତଃ ଆଗରୁ ମିଳିମିଶି କାମ କରୁଥିବା ରୁ?? ନା ଆର୍ମି ୱାଲl ଆମ ଦେଶର ନାଗରିକ ନୁହଁନ୍ତି? ନା ସେମାନେ ସରକାର ର ସାବତ ପୁଅ? ଆଜି ଯେଉଁଠି ପରି, ପିହୁ, ସୌମ୍ଯ, ନବ ଦାସ, ମମିତା, ବେବିନା, ଡବଲ ମର୍ଡର ଇତ୍ଯାଦି ଓଡିଶା ର ବିଭିନ୍ନ ବ୍ୟବସ୍ଥା (ନ୍ୟାୟିକ, ପୋଲିସ୍, କ୍ରାଇମ୍ ବ୍ରାଞ୍ଚ, ସାଇଣ୍ଟିଫିକ୍, ରାଜନୀତି ) ଭିତରେ ବାଟବଣା ହୋଇ ସବୁଦିନ ପାଇଁ ଶୋଇ ଗଲା ସେମିତି ସାଧାରଣ ଲୋକ ଟିଏ ହୋଇଥିଲେ ଆଜି କି ନ୍ୟାୟ ପାଇଥାନ୍ତା??ଧନ୍ଯବାଦ୍ ତାଙ୍କ ସମର୍ଥକ ମାନଙ୍କୁ, କିନ୍ତୁ ଆଉ ଗୋଟେ କଥା ସାଧାରଣ ଲୋକଙ୍କ ପାଇଁ ଗୋଟେ ଆଇନ ଚାଲୁଥିବା ବେଳେ ଗୋଟେ ପାୱାର ଫୁଲ୍ ଲୋକ ପାଇଁ ଅଲଗା ଆଇନ୍ କଣ ପାଇଁ? ସେ ରାଜ୍ଯପାଳ ଙ୍କ ପୁଅ ହେଉ କି ପୋଲିସ୍ ହେଉ........ସତରେ କଣ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ....??? ..

  • @umeshchandraswain8578
    @umeshchandraswain8578 2 месяца назад +2

    ଏମାନେ ଓଡ଼ିଆ ଲୋକ ନୁହଁନ୍ତି ଏ ମାନେ କଳଙ୍କିତ ଲୋକ ଏ ଓଡ଼ିଆ ଝିଅ ବୋହୁ ମାନଙ୍କ ସହିତ ଏ ଭଳି କାମ କରୁଛନ୍ତି ଛି ଗ୍ରହ ପୂଜା ଘରେ କରିବା କଥା ପସାସନ କୁ ଅନୁରୋଧ ଏ ମାନଙ୍କୁ ଦଣ୍ଡ ଦିଆଯାଉ

  • @ashutosh96mishra
    @ashutosh96mishra 2 месяца назад +32

    पुलिस वाले नहीं professional criminal hain

  • @dasarathmeher8935
    @dasarathmeher8935 2 месяца назад +2

    ସବୁ ଭିଡ଼ିଓ ସେଇ ଯୁବତୀ ଙ୍କର ଆସୁଛି.... ପୋଲିସ ର ଭିଡ଼ିଓ କୁଆଡେ ଗଲା... ଶଳା ହାରାମି ପୋଲିସ.... କଦାପି ପୋଲିସ କୁ ଛାଡ଼ିବା କଥା ନୁହେଁ.... ସବୁ ଅପରାଧ ର ମୂଳରେ ପୋଲିସ...

  • @oldisgold1379
    @oldisgold1379 2 месяца назад +3

    ପୋଲିସ nijaku ଭାବୁଛନ୍ତି j... ବହୁତ୍ ଚାଲାକ୍....boli..,,😅😅😅😅

  • @Anantanaikananta
    @Anantanaikananta 2 месяца назад +19

    All evidences are washed out

  • @sarjunaik3355
    @sarjunaik3355 2 месяца назад +4

    ସବୁ ଚୋର ମିଛୁଆ ବାଳ ଟଙ୍କାର ଖେଳ ଗରିବ ଝିଅ ଟି ଏ ହୋଇ ଥିଲେ ଆଇନ୍ ମିଡ଼ିଆ ସବୁ ମାଗିହା ଅଛନ୍ତି
    ‌‌

  • @RojalinSasmal
    @RojalinSasmal 2 месяца назад +2

    Right...💯

  • @SUJITRATH-e4v
    @SUJITRATH-e4v 2 месяца назад +3

    Right sir

  • @arunmalik9974
    @arunmalik9974 2 месяца назад +8

    Right

  • @RameshchandrPradhan
    @RameshchandrPradhan 2 месяца назад +10

    Ma Ghia police param ma ghia chora taskar tharu adhika police ma ghia

  • @satyabrataswain5565
    @satyabrataswain5565 2 месяца назад +2

    Police o judiciary uparu ଲୋକଙ୍କର ଭରସା uthigalani . ଭୟଂକର ପରିସ୍ଥିତି ।

  • @Krishna77787
    @Krishna77787 2 месяца назад +14

    Bartaman IIC hauchi aau gote corrupted Officer
    Graha Shanti 😂😂
    Tame ta bhala lokanka Graha kharab karucha
    Thare Gote investigation ON achi Tama thana re
    Tamaku kana etiki Jana nahi
    Ki Se place ku Secured rakhiba
    Evidence ku Protected rakhiba
    Eita poora RG kar medical College case lekha hela

  • @JogeswarMajhi-lt7hj
    @JogeswarMajhi-lt7hj 2 месяца назад +3

    ପୂଜା ଚାଲୁଥିଲା ବେଳେ ,,ତାହା କିପରି ତଦନ୍ତ ଟିମ୍ ଜାଣି ପାରିଲା ନାହିଁ,,,

  • @mohammedkhalid2485
    @mohammedkhalid2485 2 месяца назад +6

    Right...

  • @gurucharandas7212
    @gurucharandas7212 2 месяца назад +5

    ପୋଲିସି କି ଫାସି ଦିଆଜାଊ

  • @dilipmahapatra4941
    @dilipmahapatra4941 2 месяца назад +16

    Arrest kara Se New takua muhan IIC ku

  • @tumbinn
    @tumbinn 2 месяца назад +7

    Police Game kari dele ratarati

  • @GovardhanNayak-fx4qs
    @GovardhanNayak-fx4qs 2 месяца назад +5

    ଦାଣ୍ଡି ଟା ମାରିଦେଲେ ପୋଲିସ ଵାଲା 😢

  • @Nagenchandrajena
    @Nagenchandrajena 2 месяца назад

    Kalinga TV ku Dhanyabad prakruta satyaku samna karuthibaru

  • @pratappradhan9455
    @pratappradhan9455 2 месяца назад +13

    Why police will perform puja in the police station of a secular country? The new IIC should be dismissed from his service.

  • @mamatapradhan7651
    @mamatapradhan7651 2 месяца назад +2

    କେତେ ଅମାନୁଷିକ ଘଟଣା l

  • @sklalmohammad4431
    @sklalmohammad4431 2 месяца назад +1

    Right 👍

  • @SarojKumar-sn2kj
    @SarojKumar-sn2kj 2 месяца назад +18

    Iic ku fasi dia jau mu chanhuchhi kintu tate bhagban tate bi danda diantu

  • @SibanandaPrida
    @SibanandaPrida 2 месяца назад +3

    ଏ ପୋଲିସ୍ ବହୁତ ସାନ୍ଘାତିକ, ମାର ଶଳାନ୍କୁ।।।।

  • @sasanksekharaswain9208
    @sasanksekharaswain9208 2 месяца назад

    ଜୟ ଯବାନ ଜୟ କିସାନ୍ , ଉପରୁ ଯାହା ଅର୍ଡର୍ ଆସୁଥିବ ତଳ ଅଫିସର୍ ପାଳନ କରିବାକୁ ବାଧ୍ୟ ହେଉଥିବେ

  • @AshokKBarik
    @AshokKBarik 2 месяца назад +3

    Why the Present and suspended IIC will be removed from job....

  • @SrujanaSambhara
    @SrujanaSambhara 2 месяца назад

    ଆମେ ମନ୍ଦିର ଯିବା କାହିଁକି ଥାନାକୁ ଯାଇ ଗ୍ରହ ଶାନ୍ତି କରିବା ନା କଣ କହୁଛନ୍ତି ଓଡ଼ିଶା ଭାଇ ଭଉଣୀ

  • @ChhabindraBehera-vp6pm
    @ChhabindraBehera-vp6pm 2 месяца назад +7

    Sabu pramanna nasta

  • @liveforever6998
    @liveforever6998 2 месяца назад +27

    ଏମାନଙ୍କ ପାଇଁ ପୋଲିସ ବିଭାଗ ବଦନାମ ମୁଣ୍ଡେଇଛି

  • @jaladharjena953
    @jaladharjena953 2 месяца назад +2

    ମୁଳୁ ମାରିଲେ ଯିବ ସରି,ଦେବକଂ ସଙ୍ଗେ କିମ୍ପା କଳି ।

  • @AshokKBarik
    @AshokKBarik 2 месяца назад +4

    Eta British raj na democracy....

  • @minatidash-t6p
    @minatidash-t6p 2 месяца назад +2

    ବା ବା ରେ, ଓଡିଶା ପଡୋଶୀଙ୍କୁ follow କରୁଛି

  • @brajakishorelenka8697
    @brajakishorelenka8697 2 месяца назад +7

    Chora IIC ku chakiri ru out kariba sahita 10 year jail heba darkara.

  • @gajendrabhue6993
    @gajendrabhue6993 2 месяца назад +2

    କୁକୁର ମଗିହା ଭରତପୁର ପୋଲିସ ସବୁ ପୋଲିସ ନୁହ only ଭରତ ପୂର୍ ପୋଲିସ

  • @premanandswain3211
    @premanandswain3211 2 месяца назад

    सैनिक और पुलिस दोनों का छवि समाज के सामने है, साधारण जनता देखने के सिवा और कुछ नहीं है बुराई को बुराई काट रहा है!

  • @prakashmahapatra2182
    @prakashmahapatra2182 2 месяца назад

    ପ୍ରକୃତ ଦୋଷ କୁ ଭୟ କରି ଏପରି କାର୍ଯ୍ୟ ପୋଲିସ କରୁଛି. ଏହାର ପଛରେ କିଏ ଏପରି କରୁଛି ତାହା ତଦନ୍ତ କରାଯାଉ. ସତ ନିଶ୍ଚିତ ଆସିବ.

  • @JyotsnaraniMahunta
    @JyotsnaraniMahunta 2 месяца назад

    ଓଡ଼ିଶା ପୋଲିସ ହେରାଫେରି କରିବାରେ ଭାରତରେ ଏକ ନମ୍ବର,

  • @mitudas7749
    @mitudas7749 2 месяца назад

    Really 💯

  • @rashmidmohanty2456
    @rashmidmohanty2456 2 месяца назад

    ଏ ମୋହନ ମଝି ସରକାରର ଦୁର୍ବଳ ନେତୃତ୍ୱ ଆଉ ..ନିଜେ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ ସମୟ ରେ ପୂଜା ପୁଜି କୁ ଉଧାରଣ ର ଆଳ କରି ପୋଲିସ ନିଜ ସାପେକ୍ଷ ରେ ଦଲିଲ ରଖି ପରେ ....

  • @damodardash1273
    @damodardash1273 2 месяца назад

    Present IIC ଏଥିରେ ସମ୍ପୃକ୍ତ. ତାକୁ ନିଲମ୍ବନ କରାଯାଉ

  • @JagabandhuMuduli-r3s
    @JagabandhuMuduli-r3s 2 месяца назад

    ଥାନା ରେ ପୂଜା ପାଠ ଏଇଟା କଣ ପାଇଁ.... କିଛି ତ ରହଶ୍ୟ ଅଛି...

  • @KulamaniPanda-r3r
    @KulamaniPanda-r3r 2 месяца назад

    ପ୍ରମାଣ ନାହିଁ ପୂଜା ବାହାନା କରି ସବୁ ପୋଡିଦେଲେ ମୁଁ କେବେ ଶୁଣିନି ଥାନାରେ ପୂଜା ଏ ଟା କଣ ପାନ ଦୋକାନ

  • @balarammohanty6661
    @balarammohanty6661 2 месяца назад

    Right 👍👍

  • @SanjibMajhi-p7c
    @SanjibMajhi-p7c 2 месяца назад +12

    Puja bahana re sabo Pani re poche dhoaa jai6i

  • @motilalnayak1428
    @motilalnayak1428 2 месяца назад

    Right katha

  • @chittaranjandutta1781
    @chittaranjandutta1781 2 месяца назад

    Right ✅️

  • @abhayakumarbiswal9113
    @abhayakumarbiswal9113 2 месяца назад +3

    Jabba Dia Jabba Dia odissha police 👌

  • @surjyasamanta6961
    @surjyasamanta6961 2 месяца назад

    ଏହାହିଂ ହେବ ବୋଲି ଆଗରୁ ଜଣା ଥିଲା। ଲଜ୍ୟା ର ବିଷୟ।

  • @haribolameher6679
    @haribolameher6679 2 месяца назад +3

    Mgh thana ku najar lagi ni mgh police Mane amiti

  • @gurucharandas7212
    @gurucharandas7212 2 месяца назад

    ନୁଆ ପୋଲିସ କହୁଚତି ଜାହା ଲୋକ ଡିମାଟେ କରିବେ ଆମେ ସେହିଅା କରିବୁ କାହୀକୀ ଆପଣକର ଆପଣବି ବି ନିୟଦେବେନି (ରୋକ ଠୋକ ରେ କହଛି) ଏ ପୋଲିସି ସୁବୁ ଜାଣିଛି ଏ ପୋଲିସ ପମାଣନଟ କରିଚି🧕🧕🧕🧕🧕🧕🧕🧕🧕🧕ନିୟ 😂😂😂😂 ଦିଆଜଉ

  • @AdeeprathaMohapatra-wt4dw
    @AdeeprathaMohapatra-wt4dw 2 месяца назад +6

    Police sanstha ku all over India ae alpa dina bhitare pura mula ru ban karidiantu taher mithaiwala sir, the supreme magistrate of this universe,khali army navy air force sabu country ra neiki rule karantu apanankara pura world 🙏🙏🙏🙏

  • @gokulanandapradhan6978
    @gokulanandapradhan6978 2 месяца назад

    ବର୍ତମାନ ଆଇଆଇସି ବାଇଟ ଦେଇଥିଲେ ଯେ ପୂର୍ବ ଥାନାରୁ କେମେରା ଆଣି ବର୍ତମାନ ଭରତପୁର ଥାନାରେ ଲଗା ଯାଉଛି ତା ମାନେ କାମେରା ଗୁଡିକ ଠିକ୍ ଥିଲା କିନ୍ତୁ ପୂର୍ଵ ତନ ଆଇ ଆଇ ସି ଜାଣିଶୁଣି କ୍ୟାମେରା ଗୁଡିକ ଲଗାଉ ନଥିଲେ କାରଣ ହେଲା ପୋଲିସ ଥାନାରେ ହେଉଥିବା କାର୍ଯ୍ୟକଳାପ ଗୁଡିକ ରେକଡ୍ ହେବ