|| ନବୀନଙ୍କ କଥା କେତେ ସତ ||

Поделиться
HTML-код
  • Опубликовано: 16 янв 2025

Комментарии • 17

  • @pratapchandrasamal2396
    @pratapchandrasamal2396 19 дней назад +3

    ବଡ ଆଶ୍ଚର୍ଯ୍ୟ, ନବୀନଙ୍କ କଥା ସତ୍ୟ ନୁହେଁ ଅଥଚ ଗୋଟିଏ ଅଣ ଓଡ଼ିଆ ସାମ୍ବାଦିକ ର ଗପ, କାହାଣୀ ସତ ହୋଇଗଲା ?! କେତେ ବିଚିତ୍ର ଚିନ୍ତାଧାରା ଆମ ସାମ୍ବାଦିକ ମାନଙ୍କର।

  • @gajendranathjena356
    @gajendranathjena356 18 дней назад +1

    ମିଛୁଆ ଛଳନା ଧର୍ମଦୃହୀ ପରବୁଦ୍ଧିଆ ନିକିମା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ସମ୍ପୂର୍ଣ୍ଣ ଓଡିଆ ଭାଷା ସଂସ୍କୃତି ପରମ୍ପରା ଠାରୁ ଅଲଗା ରହୁଥିଲେ ପାଣ୍ଡିଆନ୍ ର କ୍ରୀତଦାସ ଗୁମସ୍ତା ସଜାଇ ଚବିଶ ବର୍ଷ ପରେ ମିଛ ଛଳନା ଓଡିଶାବାସୀ ମାନେ ବିଜେଡିମିଛୁଆ ଭାବି ପରିବର୍ତ୍ତନ କଲେ😮❤❤🎉❤😢😮😮😂❤🎉

  • @hadibandhusamal3924
    @hadibandhusamal3924 18 дней назад +1

    ୧୦୦%ସତ

  • @PrafullachDas-n6c
    @PrafullachDas-n6c 19 дней назад +1

    ପାଣ୍ଡିଆନ ପାଇଁ ହାରିବା ସତ କିନ୍ତୁ ଅନ୍ୟଏକ ବଡ ପରାଜୟର କାରଣ ହେଉଛି ଏ ଦଳର ଔଦ୍ଧତ୍ୟ ଏମାନେ ଧରାକୁ ସରା ଜ୍ଞାନକରୁଥିଲେ । ଏମାନଙ୍କ ବିପକ୍ଷରେ କେହିବି ପାଟି ଖୋଲିବାକୁ ସାହସ କରନ୍ତିନାହିଁ ।

    • @subrataku.mohanty386
      @subrataku.mohanty386 18 дней назад

      ହଁ, ଏହି ହାରିବା ଏକ ଆତ୍ମ ସମୀକ୍ଷା କରିବା ପାଇଁ ଦରକାର

  • @sumantabehera7642
    @sumantabehera7642 19 дней назад

    Jay Navin Babu

  • @bramhanandpattnaik4695
    @bramhanandpattnaik4695 19 дней назад

    Pandu Pain B J D Election Harichhi

  • @sitaramkumarpradhan842
    @sitaramkumarpradhan842 19 дней назад

    Pandiyan kiye

  • @kishorchsahoo3745
    @kishorchsahoo3745 18 дней назад

    Pandiyan ku Gali dei odishare kichhi jaychandar nimakharam, jiti chhi,kintu bandhu aandu Gujarat ti odisha Re, chatukar News,aandu,ttharu, tanka khai,michha, prachaar, AAU gote,chirkut,bruben banarji ku,daki,bi,ninda Kichhi, karipari aandu Gujarat ti padachatuthiba, Kichhi jaychandar nimakharam News, chanel,bhumika, bahutt,aabadan, achchi Bandhu bhula tu maahi Gujarati beparei aandu Pati,kahari nuhe

  • @Dkvloge55
    @Dkvloge55 19 дней назад

    Godi media😂😂

  • @JitendraBaral-ji7lo
    @JitendraBaral-ji7lo 18 дней назад

    Nabina Gote Dallal, Dakayata, Bhrastachari Ta

  • @bijaykumarrout4161
    @bijaykumarrout4161 18 дней назад

    False

  • @GaneshprashadSahoo-z9o
    @GaneshprashadSahoo-z9o 18 дней назад

    Pakka michua nabin