Reporter Live: Naveen Patnaik Changes Stance On BJD Successor | Know What BJD Supremo Said

Поделиться
HTML-код
  • Опубликовано: 5 фев 2025
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #IndiaNews

Комментарии • 180

  • @saraswatisahoo5171
    @saraswatisahoo5171 Месяц назад +49

    ଉତ୍ତରାଧିକାରୀ ହେବା ସମୟ ଆସିଲେ ନବୀନ କହିବେ । ତମ ଦଳ ଛଡ଼ା ମାଲିକ କନକ ବାଲା ଏତେ ଉଛନ କାହିଁକି ହଉଚ ।ଜୟ ନବୀନ ବାବୁ❤❤❤

    • @srabankanhar4956
      @srabankanhar4956 Месяц назад

      କନକ ଟିଭି କେବଳ ବିଜେଡି ର ଉତ୍ତରାଧିକାରୀ ତାହା ଦେଖା ଗଲ ଆଉ ଅନ୍ୟ କିଛି ଦୁସୁନି
      ତମ ଜି କାହିଁକି ଗରମ ହଉଚି

  • @KunujaniKunujani
    @KunujaniKunujani Месяц назад +28

    ଜୟ ନବୀନ❤🎉

  • @smbhupatra
    @smbhupatra Месяц назад +14

    ଜୟ ନବୀନ

  • @soumyaranjandas8641
    @soumyaranjandas8641 Месяц назад +20

    ନବୀନ ପଟ୍ଟନାୟକ ସାର 💚💚💚💚💚💚💚💪💪💪💪💪💪💪💪💪🙏🙏🙏🙏🙏🙏🙏🙏🙏🙏🙏🙏🙏

  • @bibekanandadash4327
    @bibekanandadash4327 Месяц назад +39

    କେହି ଚର୍ଚ୍ଚା କରୁନାହାନ୍ତି l କେବଳ ଆପଣଙ୍କ ଭଳି କେତେକ ଗଣମାଧ୍ୟ୍ୟମ ଚର୍ଚ୍ଚା କରୁଛନ୍ତି l

    • @AkshayakumarMohanty-h4p
      @AkshayakumarMohanty-h4p Месяц назад +1

      Kebal Naveen n pandian chhada sabuthu bada news e tv kaan otv,Argus bi alochana kariparibaki?sabuthu bada Katha destruction of democratic institutions and ghruna ,hinsa o bidwesa badhibare chalichhi.

    • @dhananjaysahoo4579
      @dhananjaysahoo4579 Месяц назад +2

      ଭାଇ,ବିଜେଡି ମଧ୍ୟ ଇଲେକ୍ସନ ପୂର୍ବରୁ ବିଜେପି ଉପରେ ପ୍ରଶ୍ନ ଉଠାଉଥିଲା କି: ବିଜେପି ର ମୁଖ୍ୟମନ୍ତ୍ରୀ ଚେହେରା କିଏ? ଆଜି ମିଡିଆ ବାଲା ପଚାରୁଛନ୍ତି?

    • @bibekanandadash4327
      @bibekanandadash4327 Месяц назад

      @@dhananjaysahoo4579 ମୁଁ ସେ କଥା କହୁନି କାରଣ ମୁଁ କୌଣସି ଦଳୀୟ କର୍ମୀ ନୁହେଁ l ଆପଣ ଉତ୍ତରାଧିକାରୀ ମାନେ କଣ ଟିକେ ବୁଝନ୍ତୁ l ଏ ରାଜତନ୍ତ୍ର ନୁହେଁ ଯେ କେହି ଉତ୍ତରାଧିକାରୀ ରହିବେ l

  • @sanjaygiri2244
    @sanjaygiri2244 Месяц назад +17

    👍👍ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି. 🇮🇳🇮🇳

  • @pitambarpradhan6348
    @pitambarpradhan6348 Месяц назад +29

    ଉତ୍ତରାଧିକlରୀ କନକ news ହେବ

    • @mamatamaharana1784
      @mamatamaharana1784 Месяц назад +1

      😅

    • @MrANAND123
      @MrANAND123 Месяц назад +1

      Agars news

    • @OP_ALEKHA
      @OP_ALEKHA Месяц назад +2

      ମୁଁ ବି ଭାବି ଥିଲି ଏହି କମେଣ୍ଟ ଦେବାକୁ ହେଲେ କମେଣ୍ଟ ବାକ୍ସ ରେ ଦେଖିଲା ପରେ କମେଣ୍ଟ ଦିଆ ସରିଛି। ପୁରା ରାଇଟ୍ କଥା ଲେଖି ଛନ୍ତି। ଜୟ ହୋ କନକ news 😅😅😅😅😅

    • @srabankanhar4956
      @srabankanhar4956 Месяц назад +1

      ସତ କଥା ଭାଇ
      ମୁଦ୍ଦା ଅନେକ ଏହାର ଚିନ୍ତା ଅଲଗା

    • @y.tgamerbiki
      @y.tgamerbiki Месяц назад

      Gandi mara 📰 news

  • @SanjaySethi-x9y
    @SanjaySethi-x9y Месяц назад +11

    One and only king of odisha Sri naveen patanaik ❤❤❤

  • @pkpanda1371
    @pkpanda1371 Месяц назад +8

    ଦୟାକରି ସାମ୍ୱାଦିକ ଅକ୍ଷୟ କୁମାର ସାହୁ ଙ୍କୁ ଡି ବେ ଟ ରେ ବସାଇବେ ନାହିଁ। ୟେ ମୋଦୀ ମିଡିଆ। ବିଜେପି ଦଳ ର।

  • @itishreemohanty139
    @itishreemohanty139 Месяц назад +36

    "ମୋ ପ୍ରିୟ ନେତା "
    ଇତିଶ୍ରୀ ମହାନ୍ତି l
    ନିର୍ମଳ ଭାବର ମୂର୍ତ୍ତୀଟିଏ ତମେ
    ହସ ହସ ତୁମ ମୁଖ,
    ଓଡିଶା ବାସୀଙ୍କ ହୃଦୟରେ ଘର
    ତୋଳି ଦେଇଛ ସୁଖ l
    ମୋ ହେତୁ ପାଇଲା ଦେଖୁଛି ତୁମକୁ
    ମୁଖ୍ୟମନ୍ତ୍ରୀ ପ୍ରିୟ ନେତା,
    କୋଟି ଓଡିଆଙ୍କ ଦୁଃଖ ଶୁଣୁଥିଲ
    ସାଜି ଓଡିଶାର ଦାତା l
    ପିନ୍ଧୁଥିଲେ ଶାଢ଼ି ଫଟାକୁ ଲୁଚାଇ
    ମୁଠାଇ ନଥିଲା ଦାନା,
    ଉପାସରେ ରହି ଦିନ କାଟୁଥିଲେ
    ପେଟେ ଦେଇ ଓଦାକନା l
    ଲୁହ ପୋଛିବାକୁ ମୁକୁଟ ପିନ୍ଧିଲ
    ଦୁଃଖରେ ହୋଇଲ ଠିଆ,
    ଶଙ୍ଖଧ୍ୱନି ତୁମ ବିଚ୍ଛୁରିତ ହେଲା
    ଖୁସି କଅଁଳିଲା ନୂଆ l
    ଦୁଃଖୀ ମାଆଟିର ଅନ୍ଧର ଲଉଡ଼ି
    ଦୁଃଖୀ ଭଉଣୀର ଭାଇ,
    ଉଜୁଡ଼ା ଫସଲ ଦେଖି ଚାଷୀଟିର
    ଦୁଃଖେ ଗଲେ ଭାଗୀ ହୋଇ l
    ତୁମ ତୁଲ୍ୟ କେହି ଲାଗନ୍ତିନି ଜଣେ
    ତୁମକୁ ଖୋଜୁଛି ମନ,
    ଆଜିବି ଝୁରୁଛି ହୃଦୟ କହୁଛି
    ମୋ ପ୍ରିୟ ନେତା ନବୀନ l
    🙏🙏🙏 କେନ୍ଦ୍ରାପଡ଼ା

  • @KashinathaSethi-i1y
    @KashinathaSethi-i1y Месяц назад +12

    ନବୀନ ପଟ୍ଟନାୟକ ବାବୁଙ୍କ ବାପା ବିଜୁ ପଟ୍ଟନାୟକ କେବେ ଚିନ୍ତା କରି ନ ଥିଲେ ଯେ B J D ର ଉତ୍ତରା ଧିକାରି କିଏ କହିବ , ଆଉ ଏବେ ନବୀନ ବାବୁ ଉତ୍ତର କଣ ଦେବେ

  • @RojinaDas-g1e
    @RojinaDas-g1e Месяц назад +11

    Bjd puni come back

  • @AnilkumarDas-fi1jg
    @AnilkumarDas-fi1jg Месяц назад +4

    No 1 cm only Odisha lokanka hudayre aka rahibe Sabu dine No 1 cm Naveen Patnaik sir Jay Naveen Jay BJD

  • @dibyaranjanmahanty6661
    @dibyaranjanmahanty6661 Месяц назад +10

    Jay Naveen Sir 💚💚💚

  • @MilanSubudhi-s7q
    @MilanSubudhi-s7q Месяц назад +1

    ଓଡିଶାବାସୀ କିଛି କହୁନାହାନ୍ତି. ତମ ଭଳିଆ କିଛି ସାମ୍ବାଦିକ ମିଛରେ ରାଉ ରାଉ ହଉଛ.ଓଡିଶା ବାସୀ ସରକାର ପରିବର୍ତନ କରି ଏବେ କାନ୍ଦୁଛନ୍ତି

  • @Binodkumarpanigrahi2187
    @Binodkumarpanigrahi2187 Месяц назад +18

    ଉତ୍ତରାଧୀକାରୀ କିଏ? ସୌମ୍ୟ ପଟ୍ଟନାୟକଙ୍କୁ ପଚାରନ୍ତୁ , ସେ ସବୁଦଳର ମିଠା ଚାଖି ସାରିଛନ୍ତି, ବର୍ତ୍ତମାନ ପରିତ୍ୟକ୍ତ ଅବସ୍ତାରେ ଅଛନ୍ତି l ନବୀନ ବାବୁ କିନ୍ତୁ ଚିର ସବୁଜ, ନମସ୍ୟ ହୋଇ ରହିବେ l

  • @Ambassador_Christ
    @Ambassador_Christ Месяц назад +1

    ତମର ବହୁତ ଚିନ୍ତା ଯାହା ଲାଗୁଚି. ନବୀନ ପଟ୍ଟନାୟକ ଗୋଟେ brand ତାଙ୍କ ନା ରେ news ନକଲେ କଣ trp ଆସିବ 👍👍👍

  • @debadhinaik4449
    @debadhinaik4449 Месяц назад +5

    Odisha I miss you nabian sir CM NO 1 bjd Jay Jagannath 🙏🙏🙏🙏❤❤❤❤❤

  • @baraladurgaprasadrao2871
    @baraladurgaprasadrao2871 Месяц назад +5

    Naveen Sir 🙏

  • @onlineeducation971
    @onlineeducation971 Месяц назад +4

    ବିଜେପି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିଲେ କି...?

  • @subaljena2069
    @subaljena2069 Месяц назад +5

    ଅକ୍ଷୟ ସାହୁ ଖଡା ଖିଆ ସାମ୍ବାଦିକ

  • @sunalkumar3684
    @sunalkumar3684 Месяц назад +1

    Bala news karucha

  • @sandhyapriyadarshiniSahu
    @sandhyapriyadarshiniSahu Месяц назад

    💚💚💚

  • @sunilkumardalai1437
    @sunilkumardalai1437 Месяц назад +3

    ଉତ୍ତରଧି କାରି କଥା ମନେପଡ଼ିଲା
    ବିଧବା ମହିଳା ବୟସ୍କ ବୃଦ୍ଧ ଲୋକ ଭତ୍ତା କାଇଁ ପାଇନାହାନ୍ତି 3000 ଟଙ୍କା ମନେପଡୁନି BJP ଦଳର କର୍ମଚାରୀ କହିଥିବା କଥା ବିକ୍ରି ହେଇଗଲପରା

  • @HgyuuFiyf
    @HgyuuFiyf Месяц назад +1

    Jay shree jagannath Naveen sir and Bunu Bhai fan 🌹 come back to BJD 🙏🏼 Sai Baba ka asirbad rahe 🌹🙏🏼🌹🌹❤🎉

  • @sarojpanigrahi3574
    @sarojpanigrahi3574 Месяц назад +2

    Bjd always for odisha

  • @lunapattanayak3283
    @lunapattanayak3283 Месяц назад +2

    ତୁମକୁ ସେଥିରୁ କଣ ମିଳିବ ଉତରାଧିକାରୀ ତମେ ହବକି

  • @diptisatpathy2799
    @diptisatpathy2799 Месяц назад +1

    Nabin Pattnaik great CM

  • @manojabehera3267
    @manojabehera3267 Месяц назад

    Abe bi odisha re CM Naveen Babu my hero

  • @rupalidas5828
    @rupalidas5828 Месяц назад +1

    Right answer ama nabin sir 💚💚💚💚💚💚💚💚💚💚🙏💚💚💚💚💚💚💚💚💚🙏

  • @NarsiRaoKutruka
    @NarsiRaoKutruka Месяц назад

    i Love you sir

  • @Kunagouda100
    @Kunagouda100 Месяц назад

    ❤Bjd❤Hii

  • @pradeepkumarjena4162
    @pradeepkumarjena4162 Месяц назад +4

    ଉତାରଧିକାରି କିଏ ସେ ଟା କର ଆଗେ
    ଜଣାପଡିବ ବିଜେଡି ର କରାମତି କିଏ ହେବ
    ନବିନି ପଟନାୟକ କୁହନ୍ତୁ

  • @NishankaMallick
    @NishankaMallick Месяц назад +1

    ବର୍ତ୍ତମାନ ମଧ୍ୟ ସେ ଫିଟ

  • @tenishmeher6678
    @tenishmeher6678 Месяц назад +3

    Arun Pattnaik

  • @arucharanpradhan5502
    @arucharanpradhan5502 Месяц назад

    ଉତ୍ଥାନ ପତନ ପ୍ରକୃତିର ନିୟମ। ସେହି ନିୟମ ସହ ଖାପ ଖୁଆଇ ଯିଏ ଚଳି ପାରେ ସେ ହିଁ ପ୍ରକୃତ ମନୁଷ୍ୟ।

  • @prafullakumarsahoo1917
    @prafullakumarsahoo1917 Месяц назад

    ନବୀନ ପଟନାୟକ କହିବା ଅନୁସାରେ ଓଡିଶା ବାସୀ ବାଛିଲେ ତାଙ୍କ ପରବର୍ତୀ ଉତ୍ତରାଧିକାରୀ ମାନେ ମୁଖ୍ୟମନ୍ତ୍ରୀ

  • @santobhatra5340
    @santobhatra5340 Месяц назад +1

    Jay bjd 🙏🙏🙏jay nabin 🙏🙏🙏🙏🙏🙏

  • @MitaraniarukhaMita
    @MitaraniarukhaMita Месяц назад

    Jay naveen JJ ❤😮 Jay shree ram 😮😊,,,,,,🙏🙏❤️❤️🌹🌹👍🏼

  • @NarayanGhushuri
    @NarayanGhushuri Месяц назад +2

    Jaynabin

  • @jayantidas4324
    @jayantidas4324 Месяц назад +1

    Jay nabin sir ❤❤❤❤❤❤❤

  • @kaushalbhoi3180
    @kaushalbhoi3180 Месяц назад

    ଓଡ଼ିଆ କହି ଥିଲେ ନବୀନ ବାବୁ ଓଡ଼ିଶା ବସି ସମସ୍ତେ ନବୀନ ବାବୁ ଙ୍କ କଥା ବୁଝି ଥାନ୍ତେ

  • @MinatiSahoo-f4l
    @MinatiSahoo-f4l Месяц назад +2

    ❤❤❤❤

  • @PravakarParamanik-u9k
    @PravakarParamanik-u9k Месяц назад

    Jay Jagannath Jay nabin babu Jay BJD Jay ❤

  • @HRUSIKESHSETHI-y9j
    @HRUSIKESHSETHI-y9j Месяц назад

    ମୋହନ ମାଝୀ ଙ୍କ ପୃଷ୍ଠା ଖୋଲନ୍ତୁ ଇତିହାସ ଘୋଷିବା ବନ୍ଦ କରନ୍ତୁ l

  • @NilamaniSahu-de9rl
    @NilamaniSahu-de9rl Месяц назад +1

    ଓଡ଼ିଶା ବାସୀ ଉତ୍ତରାଧିକାରୀ ସ୍ଥିର କରିବେ କହିଥିଲେ କିନ୍ତୁ ନିର୍ବାଚନ ଫଳାଫଳ ତାଙ୍କ ବିପକ୍ଷରେ ଯିବାରୁ ପୂର୍ବ କଥା ବଦଳିଗଲା।

  • @RanjitKingal
    @RanjitKingal Месяц назад

    ନବୀନ ବାବୁ ପରାମର୍ଶ ଦେଉନାହାନ୍ତି, ପାଣ୍ଡିଆନ ଦେଉଛନ୍ତି

  • @mrsatyabratanayak1433
    @mrsatyabratanayak1433 Месяц назад

    ନବୀନବାବୁଙ୍କ ପରି ସରଳ ଲୋକ ବିଜୁ ଜନତା ଦଳରେ ନାହିଁ।ନ୍ତି. ତେଣୁ ଦଳର ସତ୍ତା ରହିବ ନାହିଁ।

  • @pravashmishra1178
    @pravashmishra1178 Месяц назад

    ଭଲ ବିବୃତି ରଖିଛନ୍ତି ନବିନ

  • @boyofmahakalpujari.9088
    @boyofmahakalpujari.9088 Месяц назад +1

    Mgh 300 unit electri and sabu mahila nku 1000 tanka... Kahi kebe pacharina 😡😡😡

  • @rabinarayanmohapatra4733
    @rabinarayanmohapatra4733 Месяц назад +2

    Tamaku kiye kahuchi alochana karibaku. Jatraparty katha chinta kara.

  • @KalandiPanda-ck4ph
    @KalandiPanda-ck4ph Месяц назад +1

    Definitely Arun Pattnaik have next owner of odisha's BJD PARTY but not now

  • @pravashmishra1178
    @pravashmishra1178 Месяц назад

    ପ୍ରଫୁଲ୍ଲ ଭାଇ ଠିକ୍ କହିଛନ୍ତି

  • @sailabalabarik4909
    @sailabalabarik4909 26 дней назад

    Take a descision in right time 😊🙏

  • @DurgaCharanSamanta
    @DurgaCharanSamanta Месяц назад

    ତୁମ୍ଭର କାମ କୁ ଆଗ ଦେଖ, ବାର ବାର ଯେ ଦଳ ବଦଳାଇଛି ସେ କାହାରି କଥା ନ କହିବା ଭଲ।

  • @Smartloves473
    @Smartloves473 Месяц назад +1

    ଉତ୍ତରାଧିକାରୀ.. ମୁଁ ହେବି Bjd ର..

  • @biswajitstudylineofficial
    @biswajitstudylineofficial Месяц назад

    Congratulations Kanaka News .. BJD utaradikari pai Ete Intrest thibaru.. BJP paisa khia news Eia.. Chi Chi

  • @dukhishyampradhandukhishya3024
    @dukhishyampradhandukhishya3024 Месяц назад +2

    Kanak news utaradhikari heb.

  • @SukmarMishra
    @SukmarMishra Месяц назад +1

    Again Nabin babu🙏❤️

  • @mp-fc5hd
    @mp-fc5hd Месяц назад +1

    bartaman nabin achhanti agaku apana nka bhasare bi nabin au kie ame chhininu

  • @RitaraniMahapatra
    @RitaraniMahapatra Месяц назад

  • @PramodKisan-on7qi
    @PramodKisan-on7qi Месяц назад +1

    Jay bjd

  • @BubunNath-w8z
    @BubunNath-w8z Месяц назад +1

    Jay nabin❤

  • @samabaral3524
    @samabaral3524 Месяц назад

    ନବୀନ ର ନିଜସ୍ଵ ଜ୍ଞାନ ଆଉ ନାହିଁ କେତେବେଳେ କଣ କହୁଚି ଜାଣି ପାରୁନି,ତାକୁ ଆଉ ଥରେ ପଚାର ସେ ଅଲଗା କହିବ

  • @HareKrushna-f3d
    @HareKrushna-f3d Месяц назад

    ସେ ଦଳରେ କୋଉ ବେହିଆ ବି ରହିବେ ନାହିଁ । ତାର ଏକ ମାତ୍ର କାରଣ ଆଉ ଲୋକେ ଆଞ୍ଚଲିକଦଳକୁ ଦେଖିବାକୁ ଚାହାନ୍ତି ନାହିଁ ।

  • @golimarff4401
    @golimarff4401 Месяц назад +2

    OTV and kanaka news channel hebe

  • @SKUMARELECTRONIC
    @SKUMARELECTRONIC Месяц назад

    ବିଜୁ ଜନତା ଦଳର ବିଳିନ ହେଇଯିବ

  • @gajendranathjena356
    @gajendranathjena356 Месяц назад +1

    ଓଡ଼ିଆରେ କହିବା ପାଇଁ ତା ବାପ ମନା କରିଛି କି? ଲଜ୍ୟା ବୋଧ କରିବା ଆବଶ୍ୟକ କେଉଁ ଦେଶରେ ନିଜର ମାତୃଭାଷା ନଜାଣି ଦେଶ ଶାସନ କରୁଥିଲେ କି?😮 ପରବୁଦ୍ଧିରେ ଶାସନ କରୁଥିଲେ ଓ ନିଜକୁ ନିକିମା ଓଡିଶାର ଶ୍ରୀହୀନ ପାଇଁ ନବୀନ ବିଜେଡି ସଭାପତି ଦାୟୀ😂ଛଳନା କରି ପ୍ରଥମରୁ ଆଜି ବି ସେ ଛଳନା କରୁଛି ଘାତକ ଭଳି ଦେଖାଯାଏ😮❤🎉❤😮

  • @nityanandanayak8717
    @nityanandanayak8717 Месяц назад

    ଦୁଇଟି ମତ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ

  • @saigunuvideos6895
    @saigunuvideos6895 Месяц назад +2

    Kanak ra bau haba nabin babu nka utaradhikari

  • @SantoshKumarMallick-z3l
    @SantoshKumarMallick-z3l Месяц назад

    Kanka tv will decide the BJD party next who

  • @MalayaPanka
    @MalayaPanka Месяц назад

    BJD 💚🐚💪👑🔥

  • @rajeshkumarparida5845
    @rajeshkumarparida5845 Месяц назад

    Kanak news ❌ Banda news ✅

  • @SurendraMirdha-qo6tr
    @SurendraMirdha-qo6tr Месяц назад +1

    ନବୀନ ବୁଢ଼ା ର ଉତ୍ତରାଧିକାରୀ କିଏ

  • @pinkysethi7537
    @pinkysethi7537 Месяц назад +1

    This is not a news, only one of channel, like you gives important, because you pooor channel having not sny news today.

  • @ashokrana5773
    @ashokrana5773 Месяц назад

    Uttradhikari kanak news malika heba

  • @MAHESWARMUDULI-rh3dw
    @MAHESWARMUDULI-rh3dw Месяц назад

    No one C m Naveen

  • @SurendraMirdha-qo6tr
    @SurendraMirdha-qo6tr Месяц назад +1

    🎉 ବିଜେଡି ର ଉତ୍ତରାଧିକାରୀ କିଏ

  • @Amaodishanabinodisha-y5r
    @Amaodishanabinodisha-y5r Месяц назад

    ଗୋଦି ମିଡିଆ ଙ୍କର ଭାରି ଫାଟୁଛି ସମୟକୁ ଅପେକ୍ଷାକର ଗୋଦି ମିଡିଆ କିଏ ହେବ ଉତର ଅଧିକାରି ତମ ମାଲିକ ଏବେ କ‌ଉ ପାଟିର ମାଇପ ହେବ ଆଗେ କୁହ 😅😅😅

  • @mahendranayak6873
    @mahendranayak6873 Месяц назад

    So many.person.come and go.but B.J.D..will.standstill.

  • @JitendraKumar-io9yi
    @JitendraKumar-io9yi Месяц назад +1

    Agaku tume haba

  • @priyankasahu5558
    @priyankasahu5558 Месяц назад

    We love Naveen patnaik.want him back as cm

  • @MrANAND123
    @MrANAND123 Месяц назад

    Naveen nka utaradhikari argash news

  • @susantakumarbal3593
    @susantakumarbal3593 Месяц назад +1

    Pandia

  • @gandharbanayak5660
    @gandharbanayak5660 Месяц назад

    Pandian ku gala bata dei CM kariba pain naveen chahanti?

  • @debashishdas8635
    @debashishdas8635 Месяц назад

    Khali news baneiba pain bodhue banei dela ... 1:30 re kahucha... " Jnu nabin patnaik nirbachana pare kahu thile odisa basi khojibe"... Taa odisa basi khojibe nabin khojibeni utaradhikari 😂😂

  • @rabinarayanmohapatra4733
    @rabinarayanmohapatra4733 Месяц назад

    Akyayababu jatraparty ra mukhapatra.

  • @laxmanDas-ty5gk
    @laxmanDas-ty5gk Месяц назад

    Laxman das 1 laxmi nayak

  • @PratapChandrabiswal-d1t
    @PratapChandrabiswal-d1t Месяц назад

    Kanak otv Argus bjd

  • @DNS7960
    @DNS7960 Месяц назад

    Nabina has damaged all emerging leadership for last 24 years.
    Pandu has virtually hijacked all power of Odisha CM .
    Nabina has determined Pandu as his successor.

  • @chunibaug7565
    @chunibaug7565 Месяц назад

    Akhay sahu nki aoo dakantuni sir... Seta BJP ra chatukar.... Nirapekhya lokanku dakantu....

  • @LipakkumarBarik
    @LipakkumarBarik Месяц назад

    M😊

  • @AkshayakumarPattnaik-v7s
    @AkshayakumarPattnaik-v7s Месяц назад

    Fewdays nabin smash

  • @satatitripathy1472
    @satatitripathy1472 Месяц назад

    2 ta jaka saman kathha kichhi change nahi answer re

  • @debasmitaparida2072
    @debasmitaparida2072 Месяц назад

    Nabin nka uttaradhikari kehi nuhanti.Se nije mukhia thile au rahibe.Tumara kichhi prasanga nahin tenu tani tuni prasanga bahar karucha.

  • @BhawaniPrasad-b9c
    @BhawaniPrasad-b9c Месяц назад

    NABINA NIBAS PRAVU LINGARAJNKAR JAMI.NABINA UTARADHIKARI KARIPARIBENI.

  • @rabinarayanmohapatra4733
    @rabinarayanmohapatra4733 Месяц назад

    Naveenjee jahakahile athire chinta karibar kn achhi. Tama channel gote jatrapary ra telua channel.

  • @mauditripati2254
    @mauditripati2254 Месяц назад

    Pandian ku jadi nija pakharu hatei sangathana karibe , tahahele nabin puni feribe

  • @tapankumarsahu8392
    @tapankumarsahu8392 Месяц назад

    Pandu cm heb maichia bjd

  • @VijayRout-y5c
    @VijayRout-y5c Месяц назад

    Navin sir kan tama freind na dhariki dakucha tame kan pm hei gala news wala