Right khali Gariba lokanku bhatta dei 5Rs rice deibe kalia balia scheme se sabu seba nuhe segudika re ama ama munda noi jauchu. Gariba gariba heiki rahuchi anukampa re. Odisha re bekari, Garibi kebe bi jibani je jae ei sabu scheme au yojna rahiba. Lonku 5 tanka re rice dei lazy kala kie?? Scheme re antarbhukta kari garibi kala kie?? Govt change hba darkar. Tahele development dekhajiba. Nahele odisha loka always labour kama pain jiibe Surat chennai
Apanku kichhi jananahi madam😂 lancha neicha bodhe jouparjyanta naveen sarkar thibe se parjyanta sabu state tharu talerahithiba😭😭😭😭😭😭😭BJD hatibadarkar mun kan thik kahili na friends jai shree Ram🙏🚩❤
Deepali das such a talented women ❤️
Jay ନବୀନ 🙏🐚🐚🐚🐚🐚🐚💯
Nice did all the best
ଜୟ BJD ନବୀନ ଶଙ୍ଖ
Dipali ଯୋଡ଼ି ଶଙ୍ଖ
ଫାଟି ଗଲା ଯୋଡ଼ି ଗେଣ୍ଡା 😂😂
ସରକାର ଏଥର ପରିବର୍ତ୍ତନ ହେବା ଦରକାର
Nai
Tu male haba re bapa
@@buluprasadsahu3433kn hela ki re genda golam 😂😂😂😂
@@pradeepshaw5121 ki re bjp chamcha
Thanks
She is a talented youth of odisha ❤️
ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଓଡିଶାରେ ଥିବ ସେ ପର୍ଯ୍ୟନ୍ତ ଓଡ଼ିଶାର କେବେବି ଉନ୍ନତି ହେବ ନାହିଁ BJD ହଟାଅ ଓଡ଼ିଶା ଵଞ୍ଚାଅ
Maa giha Tu kn janichu kire raha athara paibu bada khada
ଓଡ଼ିଆ ପାଇଁ କଳଙ୍କ ଏ ନବୀନ ପଟ୍ଟନାୟକ
Only bjp ❤️
Jay shree ram Jay🚩🚩 shree
Nai
Naven nathile 1999re Odisha khatam heijaithanta
Jay bjd Jay Naveen sir 🙏
Amar Odisha Naveen Odisha
Hariba
Right bhauni
Deepali Das Best Mla
What a speech
Good speech
ଜୟ ଜଗନ୍ନାଥ
Yes❤❤❤❤❤❤❤❤❤
ଜୟ ନବୀନ ପଟ୍ଟନାୟକ ବାବୁ 🙏🏻🙏🏻🙏🏻🙏🏻
Supar
Thankyou My lovely Didi very good 👌👌 Allright❤❤❤❤❤
Right didi super nice katha❤❤❤😍😍
Jay shree ram ❤❤❤❤❤
Bjp 🎉 in india for king modi jii Jay jagganath Jay shree Ram
Nice ♥️😘😘😘😘😘
ଜନ ସେଵା ନୁହଁ ଯେତେ ପୁଅ ଝିଅ ପାଠ ପଢ଼ି ଵେକାର ହୋଇ ରହିଛନ୍ତି ସେମାନଙ୍କୁ ଚାକିରି ଦେଇ ଭଲ ମଣିଷ କଲେ ତାକୁ ଜନ ସେଵା କୁହା ଯିବ, ପାଠ ପଢ଼ି ଵେକାର ହୋଇ ରହିଛନ୍ତି ଶେଷ ରେ ଵାହାରକୁ ଦାଦନ ଖଟିଵାକୁ ଯାଉଛନ୍ତି ଏଇଟାକୁ କଣ ଜନସେବା କୁହା ଯାଏ, ଯିଏ ୨୫ ୩୦ ଵର୍ଷ ହେଲାଣି ସରକାରର କାମ କରୁଛନ୍ତି ସେମାେନ ସେମାନଙ୍କର ଦରମା ୫୦୦୦ ୬୦୦୦ ପାଉଛନ୍ତି ଏଇଟା ଜନ ସେଵା
Right khali Gariba lokanku bhatta dei 5Rs rice deibe kalia balia scheme se sabu seba nuhe segudika re ama ama munda noi jauchu.
Gariba gariba heiki rahuchi anukampa re. Odisha re bekari, Garibi kebe bi jibani je jae ei sabu scheme au yojna rahiba.
Lonku 5 tanka re rice dei lazy kala kie??
Scheme re antarbhukta kari garibi kala kie??
Govt change hba darkar. Tahele development dekhajiba. Nahele odisha loka always labour kama pain jiibe Surat chennai
Educated and qualified pila nku age govt job dia.Education au Health sector re.
Naki 0.5 /1/2/10/12 ani thiba pila govt job paiibe.
Dhana good.
Right😊
ଜୟ ଜଗନ୍ନାଥ ଜୟ ନବୀନ
ନବୀନ ବାବୁ ବଞ୍ଚି ଥିବା ଯାଏ କିଏ ଗୋଟେ ବାଳ ବଙ୍କା କରି ପାରି ବେନି only Naveen babu fan ame
ପାଲଟୁ କଥା ମାନେ କଉଛ ଯୁବ ଓଡ଼ିଶା କରିଛି ଭୋଟ ପାଇଁ ନାଁ କଣ ପାଇଁ ତୁମେ ମାନେ ଜାଣିଛ କଲେଜ ପିଲା ମାନଙ୍କୁ ପଇସା ଦେଲା ନବୀନ ସରକାର l ଆମେ ବି କଲେଜ୍ ଯାଇ ଥିଲୁ ସେତେବେକୁ କୁଆଡେ ଶୋଇପଡ଼ି ଥିଲା ତୁମ ନବୀନ ସରକାର ଆମେ pass out ପିଲା ଆମୋ ପାଇଁ କଣ କରିଛନ୍ତି ପଇସା ଦେଲେ କି କାଲି ଭୋଟ ଆସିଲେ ରାଜନୀତି କରିବ ସବୁ ଜାଣି ସାରିଲେଣି
Sabas beti tq
ବାବା ଙ୍କୁ ମାରିଦେଲେ .ଝିଅ ତାଙ୍କରି ଗୁଣ ଗାଉଛି...
Jay Jaganatha ❤️
Jai MAA durrge Durga Devi MAA vagbati 🌸🙏🙏
Ama.nabin. NO.1.❤
❤
Only BJD ❤
BJD ବାଳ Sarkar....ପିଲାଙ୍କୁ ଚାକିରି ଦିଅ......
Jay. Jay Naveen BJD 🙏🙏🙏🙏🙏
ହାରିବାର ମଜା ଯିଏ ପାଇ ନାହିଁ ସିଏ ଜିତିବାର ସ୍ୱାଦ ର ମୂଲ୍ୟ କଣ ଜାଣିବ ||
Kn madam only vasana maruchha chakiri kothe achhi tamara BJD sarkar ra Next BJP CM 🌹🌹🙏🙏🚩🚩
Good 👍👍👍❤❤
Apanku kichhi jananahi madam😂 lancha neicha bodhe jouparjyanta naveen sarkar thibe se parjyanta sabu state tharu talerahithiba😭😭😭😭😭😭😭BJD hatibadarkar mun kan thik kahili na friends jai shree Ram🙏🚩❤
Jhakasss karidela
ଏଇକଥାଗୁଡା ଆଗରୁ କୁଆଡେ ଜାଇଥିଲା ଜେ ଇଲେକସନ ସମୟରେ କହୁଛ ବାଳ କହୁଛ ତୁମର କଥାକୁ ବିସ୍ୟାସ ନାହିଁ .
ଜୟ ନବିନ ,ଜୟ କଂଗ୍ରେସ
Didi bahut bhala Satya kahile ....matru bhakti......maa , it's everything for USS ......🎉🎉🎉🎉🎉🎉🎉🎉🎉
ଓଡିଶା ର ବିକାଶ ମଦ ଦାଦନ
Good.
ବିହାରୀ
Thank you. Thank you Thank you❤jodi shanka jay jay jay..
Ghare ghare Sankha chinha ❤
ଆମ ପବିତ୍ର ଓଡ଼ିଶା ମାଟି ପାଇଁ କଳଙ୍କ ନବୀନ ପଟ୍ଟନାୟକ ଓଡ଼ିଶା କୁ ତାମିଲ ହାତରେ ଟେକି ଦେଲା ଆଜି ଆମ ଓଡିଶା ବିପଦରେ ଅଛି ସେଥି ପାଇ ବିଜେଡି ସରକାର ହାରିବା ଦରକାର ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏🙏🙏
ଲୋକଙ୍କ ଦୟାରେ ମୁଖ୍ୟମନ୍ତ୍ରୀ ହେଇଥିଲା ମୁଖ୍ୟମନ୍ତ୍ରୀ କୌଣସି ରାଜତନ୍ତ୍ର ର ରାଜା ପଦବୀ ନୁହେଁ ନବୀନ ବୟସ ହୋଇଗଲାଣି ତାର କାମ ହରିନାମ ଭଜିବା ଏହି ଆସନ ତାର ବାପା ଜେଜର ନୁହେଁ ଯାହାକୁ ଲୋକ ଦୟା କରିବେ ସେ ହେବ ଶଳା ବେହିଆ ଚ୍ୟାନେଲ
O.k. ❤the ❤
Jay BJD ❤❤....
Jay Jagannath ❤❤....
Jay Naveen Sir ❤❤....
Bande Utkal Janani ❤❤....
Jay Jagannath
ମୋର ଜଗନ୍ନାଥ ଙ୍କୁ ଗୋଟିଏ ପ୍ରାର୍ଥନା କି Bjd ହିଁ ଜିତୁ । ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା ।ଯାହାକୁ ଦେଖିକି ମୋଦି ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ଏଇଟା ଠିକ୍ ସମୟ ଯିଏ ଆମ ରାସ୍ତା ସୁବିଧା କରିଛନ୍ତି , ଯିଏ ଆମର ଏତେ ସହଯୋଗ କରିଛନ୍ତି ତାଙ୍କର ଏବେ ଆମର ଆବଶ୍ୟକତା ରହିଛି ତାଙ୍କୁ ହିଁ ଆମେ ସହାୟତା କରିବା। ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ଆମେ ତାକୁ ଭୋଟ ଦେବା
ସିଏ ହେଲା Bjd । ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ଯେତେବେଳେ ତାକୁ ସହାୟତା ଆବଶ୍ୟକ ଅଛି ଲୋକ ମାନେ ତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ। ଦୟାକରି କିଛି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ।❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ଗୋଟିଏ ବାହାର ଲୋକ କୁ ଆମ ଓଡ଼ିଶା କୁ ଟେକି ଦିଅନି । ଆଉ ବୁଢ଼ା ବୁଢ଼ୀ ଙ୍କ ପାଇଁ ଭର୍ତ୍ତା ବ୍ୟବସ୍ଥା bjd karichhi । ତେଣୁ Bjd ଙ୍କୁ ଜିତାନ୍ତୁ । ଜଣଙ୍କ ଠୁ ଏତେ ସହାୟତା ପାଇବା ପରେ ତାକୁ ଭୁଲିବା ଉଚିତ୍ ନୁହେଁ। Bjd ଙ୍କୁ ଜିତାନ୍ତୁ । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।bjd ଙ୍କୁ ଯିତାନ୍ତୁ।ଏତେ ସୁବିଧା କଲା ପରେ ବି ଯାହାକୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।Bjp kahuthile ki rourkela re medical college kholib hele Kain kichhi helani ta।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ ତେଣୁ bjd କୁ ଜିତନ୍ତୁ।bjp ଚାହିଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd
Right
Jay bjd Jay Naveen sir 🙏
Jay Naveen sir
ଜୟ ବିଜେପି
Next CM pandia
Ama nabini No. 1 BiJD subuthire Aaguya 🙏🙏
super fine news
jay naveen ...ama hero ama naveen
❤❤❤❤❤
Iswar tumar mangal karantu
Dailog ta bhal thila Tamar man lagle vote deba ni lagle ni deba very good
Best of lock dipali madam
Jay nabin
👏👏👏👏
ଓଡ଼ିଶା ରେ ଶିକ୍ଷିତ ଭାଇ ଭଉଣୀ ଅଛନ୍ତି CM ହେବା ପାଇଁ।
ପାଣ୍ଡୁ ଦଳ ଦରକାର୍ ନାହିଁ ।
ଓଡ଼ିଶା ରୁ ପାଣ୍ଡୁ କୁ ବାହାର୍ କର।
୨୫ ବର୍ଷ ଶାସନ କଳା ପରେ ମଧ୍ୟ ଖାଲି ଯୋଜନା ଯୋଜନା।
Well come good news
Sachin.yes
Nice to me my fvt nabin odisha ❤❤
Nice
Our CM our Hero
Naveen patanaik next CM
ନବୀନ ପଟ୍ଟନାୟକ ମୋ ବା ମୁଖ୍ୟମନ୍ତ୍ରୀ
❤ ❤ ❤
ସବୁ ସତ କଥା
ଓଡିଶା ୧ ନଂବର କରିଛନ୍ତି ଆମ ନବୀନ ବାବୁ
ବାପା ଙ୍କର ହତ୍ୟା ବିଷୟରେ କିଛି ତଦନ୍ତ ଆରମ୍ଭ ହେଲା କି ମାଡାମ ???????????????????
ତୋର ଲୁଗାକେ ଟେକି କରି ରଖ ଧର୍ମେନ୍ଦ୍ର ବୀର ଆସୁଛେ
🙏🙏👍
ସବୁ MLA ମାନଙ୍କର ବିକାଶ ବୁଝଲ କି ଗୋ aunty
Jay-.bjd Jay Naveen.odisha. Jindabad.❤
Jay jagganath bjp amara odisha re
ଅତି ସୁନ୍ଦର ଭାବରେ ଭାସନ ଦେଲ ମୁଁ ଖୁସି ହୋଇଗଲି
💯% ଦେଲି
Jai bjd Jai Naveen Odisha jindabad
Vote sarla pare chinhba ree
ଜେଏ ବିଜେପି
ବହୁତ ବହୁତ ହେଇଗଲା 3ମାସ 2000 ଟଙ୍କା ଏହିଟା କଣ ବିକାଶ ?
🙏🙏🙏🙏
𝐺𝑎𝑛𝑑𝑖 𝑚𝑎𝑟𝑢𝑐ℎ𝑒
Jay BJD Jay dipali Jay masi ke amen
❤❤
Correct
ତମ ନବୀନ ସରକାର ସମୟ ରେ
ଜଣେ ନାରୀ ଧର୍ଷିତା ହେଇ ନ୍ୟାୟ ପାଇନି.
Kain thi re ek number karichhe re.......
Jadi lokanka pakhare kama thanta tahele ei loka mane kama dhanda chhadi tama bhasana sunu nathante basiki
❤ bjp sarkar odisha re only far away and Cuttack only
Manybar mukshyamantri samasta yoyana thhika achhi kintu krushira urnati pai krusak sathi ñku regular karajau ❤
Dipali madam speech very excellent 👍👍👍👍 very good
SabuMichha
କେବଳ ଓଡ଼ିଶାର ଭୋଟରମାନେ ହି ହରେଇ ପାରିବେ।