|| TODAYS BIG NEWS || ନବୀନଙ୍କ ବଡ଼ ବୟାନ || 28th Dec 2024 || MBCTv Odisha
HTML-код
- Опубликовано: 7 фев 2025
- #news #update #todaysbignews #naveenpatnaik #bjd #odisha #mbctv
Join this channel to get access to perks:
/ @mbctvodisha
#mbctv #OdishaNews #Odisha #bignewstoday #update
Subscribe to MBCTv Odisha & Don't forget to press THE BELL ICON to never miss any updates► / mbctvnews
Official Website - www.mbctv.co.in
You can stay connected with MBCTv on -
Whatsapp Channel : whatsapp.com/c...
Whatsapp - 7735054338
Facebook: / mbcodisha
Twitter: / mbctvodisha
Instagram: / mbctv_odisha
For More News and Videos Visit Here:
www.mbctv.co.in
www.mbctv.org.in
www.mbctv.in
#MBCTv
ଜୟ ନବୀନ୍ ଜୟ ଶଙ୍ଖ
ଜୟ ବିଜେଡି ଜୟ ନବୀନ ଜୟ ଶଙ୍ଖ
ଜୟ ଜଗନ୍ନାଥ
O
୨୪ବର୍ଷ ଶାସନ କଲ କୋଉକ୍ଷେତ୍ର ରେ 1no ହୋଇଚ
ଏଥର ଓଡ଼ିଶାର ଲୋକେ ବିରୋଧୀ ଦଳ ନେତା ଭାବରେ ସେବା କରିବାକୁ ସୁଯୋଗ ଦେଇଛନ୍ତି l ଏତେ ବିବ୍ରତ କାହିଁକି, ନବୀନ ବାବୁ?
Nabin ke biswas karba sesuiba
Nabin. Babu. Is. Fully. Response. For. Bjd. Defet
ଚାଷୀ ଙ୍କ ଅସୁବିଧା ରୂ ଫାଇଦା ଉଠେଇବା ର ଅପଚେଷ୍ଟା କରନ୍ତୁ ନାହିଁ ।
BJD ଦଳର ନେତା ଙ୍କ ପାଇଁ ନୀତିବାଣୀ 24ବର୍ଷର ଶାସନ 6ମାସର ସରକାର କୁ ସମାନ କରାନ୍ତୁ ନାହି । 5ବର୍ଷ ସମୟ ଦିଅନ୍ତୁ । ଏତେ ଈର୍ଷା କାହିଁକି ।
6 ମାସର ସରକାର ଲେଖାଟିକୁ ସଂଶୋଧନ କରି ପଢ଼ିବେ ।
BJD zindabad, Nabin patnaik zindabad,
Jai Jagannath
ଉଭୟ ସରକାର ଚିଟଫଣ୍ଡ ଲୁଟେରା ଙ୍କୁ ସୁରକ୍ଷା ଦେଇଛନ୍ତି
Nabin babu ra ra pura etihas odissa ra janata janabar kata nabin sabu bele jhut kahesan
Right 😅😅😅😅
ଓଡ଼ିଶା କୁ ବିକ୍ରି କରି ନିଜେ ମାଲାମାଲ ହେବାପାଇଁ , ଏଇ ସରକାର ର ଲକ୍ଷ୍ୟ । କାରଣ ବହୁ ଦିନରୁ ଆଶା ଓ ଲୋଭ ସାଙ୍ଗକୁ ନିଜ ସାତ ପୁରୁଷ ପାଇଁ ଅର୍ଥ ଯୋଗାଡ଼ ରେ ବ୍ୟସ୍ତ । କାରଣ ଅର୍ଥ ଓ କ୍ଷମତା ପାଇଁ ମାଟି କାମୁଡି ପଡ଼ି ରହିଥିଲେ । ସୁଯୋଗ ପାଇଲା ପରେ ନିଜ ଆଶା ପୁଋଣ ରେ ଲାଗି ପଡିଛନ୍ତି ।
Jay Jagannath 🎉
ବହୁତ ସୁନ୍ଦର ଉପସ୍ଥାପନା। ବିରୋଧୀ ସୁଦୃଢ ହେଉ, କିନ୍ତୁ BjJD ସମୟରେ ମଧ୍ୟ ଦର ଦାମ ଏହିପରି ସମୟ ସମୟରେ ଅ ନିୟନ୍ତ୍ରିତ ଥିଲା। ଏହାକୁ ମାନିବାକୁ ପଡିବ। 6ମାସର ସରକାରକୁ ଦୋଷ ନଦେଇ ସମୟକୁ ଅପେକ୍ଷା କରାଯାଉ।
Nabin au kebe jiti ni paran
Nabin Babu no.1 cm
Jen neta ra dost ni thiba se suiba
Jay naveen JJ Jay naridera modi JJ Jay nahana JJ Jay Bk pandan krattek JJ Jay Jagannath Jay shree ram Jay orisha ,,🙏🏻🙏🏻🙏🏻👍🏻👍🏻❤️❤️❤️❤️🥰🥰🥰🌹🌹🍗❤️❤️❤️😊😊😊
B.j.p. govt better' than bjd govt.
Micro finance ଟଙ୍କା କେବେ ଫେରାଇବ, ସେ ବିଷୟ ରେ ସୂଚନା ଦିଅ l
୩୦୦ୟୁନିଟ ବିଜୁଳି ଛାଡ ହେଲା କି? ସୁଭଦ୍ରା ଯୋଜନା ସମସ୍ତ ମହିଳା ପାଇଲେ କି? ରତ୍ନଭଣ୍ଡାରର ରତ୍ନ ହିସାବ ହେଲା କି? ଓଡିଆ ଅସ୍ମିତା ସୁରକ୍ଷିତ ଅଛି କି?ଧନ କିଣା ବିକାରେ କଟନୀ ଛଟନୀ ପୂର୍ବବତ ଚାଲିଛି। ଖାଉଟି ଦ୍ରବ୍ଯର ଦାମ ବଢିଛି।ଫମ୍ଫା ମାଠିଆର ଶବଦ ବେଶୀ।
ଯୁଜନା ସଫଳ ନୁହେଁ
JAY NABIN JAY NABIN
Aji odissa re neta darkar
ହାହାହା, ଚଦ୍ର ପୃଷ୍ଟ ଖାଲି ଓଡିଶା ନୁହେଁ
6 ମାସର ସରକାର ଲେଖାଟିକୁ ସଂଶୋଧନ କରି ପଢ଼ିବେ
Mui rajaniti kahake ni karbar kintu lmandar neta nabin babu ni kaheba
Jay Nabin
Dusura ra nam re chalichhaa sui ja nabin babu
Biju janatadal BJP Ku counter kalanahi mithya pratisruti dei jitichhi BJP
BJD😅😅😅
Nabeen.ku.loka.harainahanti.bj.p.evm.harai.ebe.munda.upare.khanda.jhuluchhi
Eha pandian sir nkara bhul nanhi odisha basee nku michha kahi bjp leader name odisha basee nka tharu vote neichhanti.odisha basee nkara atma ku dhakk deichhanti bjp leader mane .
BJD Au BJP Nka Bhitare Bhitir Bujhamana Rahichhi Janapaduchhi..v25Barsha Bhitare Odisha re Andha Kanoon Sasan Chalithilla .
କଂଗ୍ରେସ ବି ସତୁଉରି ବର୍ଷ ଶାସନ ମାଡି ବସିଥିଲା! । ନବୀନ ବାବୁ ସେଇ କଂଗ୍ରେସ ଢାଞ୍ଚା ରେ ଶାସନ କଲେ । ଏବେ ଆଊ ଯାହା କହିଲେ କିଛି ଲାଭ ନାହିଁ ।
Bjp.michua.sarkar
Jay Naveen
The cause of the defeat of BJD is for Mr. Pandian issue, news media of BJD, front foot of BJP media and several causes..
Nabin bu jal di rajaniti ru sanyas neun kete bhal log ke phasei chhan kaha mard lekhe
Pandian pain n Nabin Pattnaik ra aparagata pain.
Nabin. Babu. No.. 1..michhua.galua.power.greddy
Nabeenka.odia.kahiba.ete.bhyankar.kahiparibe.ki.evm.cm.tanka.english.bujhi.paribeki.loka.sabu.pauthile.sukha.santi.ra.odissa.aji.asanta.ra.jhda.dar.dam.ha.hatass
Ea Sabu Magana Khaibara Phala Chasa Kama Loka Mane Chhardideleni .
Our cm naveen babu no:1
Are nirlaj behiaa nabina tor odia kuha farmar manankar jamire kuade gala.english chobau thilu .duplicate
😂😂😂
କେବଳ ଲୋକେ ମୁହଁ ଫେରାଇ ନାହାନ୍ତି ଏଥିରେ କେତେକ କାରଣ ଅଛି ସେଥିରେ evm temporing ଏବମ ମିଥ୍ୟା ପ୍ରତିଶୃତି