No Importance Of RTI Rules! Mohan Hiding The Expenses Done By Naveen ! | Nirbhay Gumara Katha

Поделиться
HTML-код
  • Опубликовано: 11 дек 2024
  • No Importance Of RTI Rules! Mohan Hiding The Expenses Done By Naveen ! | Nirbhay Gumara Katha #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
    Instagram: / in
    PH NO -9124469621

Комментарии • 252

  • @MangarajJena-l8p
    @MangarajJena-l8p День назад +45

    ମୋହନ ଙ୍କୁ ବାହାରକରି ଜୟନାରୟାଣ ମିଶ୍ର ଙ୍କୁ cm କରାଯାଉ ।

  • @souravdas
    @souravdas День назад +42

    ମୋହନ ସରକାର ଏକ ଦିଲ୍ଲୀରୁ ନିର୍ଦ୍ଦେଶିତ ରବର୍ ଷ୍ଟାମ୍ପ ବାଲା ସରକାର. ଦିଲ୍ଲୀ ରୁ ନିର୍ଦ୍ଦେଶ ନ ଆସିଲେ ଏଠି ପତ୍ର ଟିଏ ହଲେଇବାର କ୍ଷମତା ଓଡ଼ିଶା ବିଜେପି ପାଖେ ନାହିଁ ..

  • @chandipadapanda4707
    @chandipadapanda4707 День назад +8

    ଅନ୍ଯର ଅର୍ଥାତ ନବୀନଙ୍କର ପାପକୁ ଘୋଡେଇ ରଖିବାକୁ ମନସ୍ଥ କରିଥାଇ ପାରନ୍ତି ମୋହନ ସରକାର ,କାରଣ ଏ ସରକାର ମଧ୍ଯ ପାପ ପ୍ରତି ଆସକ୍ତ ହେବାରେ ମନ ବଳାଇଲା ପରି ହୃଦବୋଧ ହେଉଛି ।

  • @PrasantKumarSwain-f5t
    @PrasantKumarSwain-f5t День назад +4

    ପୂର୍ବ ଦୁର୍ନୀତିକୁ ଘଣ୍ଟ ଘୋଡେଇ ରଖିଥିବା ମୋହନ ମାଝିଙ୍କ ବିଜେପି ସରକାର ଆସନ୍ତା ନିର୍ବାଚନରେ ତିନି ପାଞ୍ଜିରୁ ଯିବେ । ଏକଥା ଲେଖିକି ରଖନ୍ତୁ । ଯାହା ଜଣାପଡୁଚି ଏ ନିକମା ସରକାର ବୁଝାମଣା କରି ସାରିଛି ।

  • @l.p.rajguru1681
    @l.p.rajguru1681 День назад +16

    ଆପଣ ଏତେ ପ୍ରମାଣ ଦେଲେ କଣ ହେବ,କେନ୍ଦ୍ର ରୁ ଗୃହ ମନ୍ତ୍ରୀ ଓ ଓଡିଶାର ଧର୍ମ ପିତା ଓ ଓଡିଶା କ୍ୟାବିନେଟ୍ ରେ ଥିବା ଧର୍ମପିତାକଂ ଚାମଚା ମାନେ କରିବାକୁ ଦେଲେତ।ଏବେ ଏବେ ଦୁଇ ଜଣ ବିବାଦୀଅ ଆପିଏସ କୁ ନୋ ଅବଜେକସନ ଦେବା ଇତ୍ୟାଦି ଇତ୍ୟାଦି,ଆଉ ମୋହନ ମାଝୀ ତ କଟପୁତୁଳୀ

  • @upendrakumarbiswal4682
    @upendrakumarbiswal4682 День назад +13

    ନବୀନ ସାର ଆପଣ ଉପଯୁକ୍ତ ନିର୍ଭୁଲ ତଥ୍ୟ ପ୍ରକାଶ କରି ନବୀନ ପଟ୍ଟନାୟକଙ୍କୁ ହଟେଇ ଦେଲେ, ହେଲେ ମୋହନ ସରକାର ଙ୍କ ଭୁଲ ବାଖଳିଲେନି ଉତ୍ତମ ପଦକ୍ଷେପ ଧନ୍ୟବାଦ୍

  • @ranjitbhuyan5160
    @ranjitbhuyan5160 День назад +5

    ମିଶନ ଶକ୍ତି ,ବିଜୁ ଯୁବବାହିନୀ ଉପରେ ଏକ ବିସ୍ତୃତ ଅଧ୍ଯାୟ ପ୍ରସାର କରନ୍ତୁ ।

    • @abhirampanda5462
      @abhirampanda5462 День назад

      କିଛି ଲାଭ ନାହିଁ

    • @ranjitbhuyan5160
      @ranjitbhuyan5160 День назад

      @ ଲ୍ଭ ନାହିଁ କେମିତି ଲୋକେ ଏବେ ଜାଣିବା ଦରକାର ଏହି ବିଭାଗ ଗୁଡ଼ିକର ପ୍ରୟୋଜନ କଣ ଥିଲା କାହିଁକି ଏହାର ସୃଷ୍ଟି ଆଉ ବିଲୟ କରାଗଲା ।

  • @peaceisprosperity3203
    @peaceisprosperity3203 День назад +2

    ଦୁର୍ନୀତି ଗ୍ରସ୍ତ officer ଙ୍କୁ vrs ମିଳେ ନାହିଁ କି promotion ହୁଏ ନାହିଁ.. ଦୟା କରି ଯାଞ୍ଚ କରି ଦୋଷୀ ଙ୍କୁ ଦଣ୍ଡ ଦିଅନ୍ତୁ ନାହିଁ ତ ମିଛ କହି ଲୋକ ଙ୍କୁ ଭିଭ୍ରାନ୍ତ କରନ୍ତୁ ନାହିଁ

  • @duryodhankhatua1809
    @duryodhankhatua1809 День назад +2

    ମୋହନ୍ ସରକାର କିଛି କରିପାରିବେନାହୀ ।2029ରେ ଉଚିତ ଶିକ୍ଷା ପାଇବେ ।

  • @surendranathlenka3599
    @surendranathlenka3599 День назад +3

    ବିଜେପି ଯଦି ଭାବୁଥାଏ ଲୋକେ ଭଲ ପାଇ ତାଙ୍କୁ ସରକାରକୁ ଆଣିଛନ୍ତି, ତେବେ ଭୁଲ କରୁଛନ୍ତି। ପୂର୍ବ ସରକାରଙ୍କ ଦୁର୍ନୀତି ଓ ଅହଂକାରରେ ଅତିଷ୍ଠ ହୋଇ ଲୋକେ ବିକଳ୍ପ ବାଛିଛନ୍ତି। ଏହାକୁ ହେୟ ଜ୍ଞାନ କଲେ ଆରଥରକୁ ଲୋକେ ଅନ୍ୟ ବିକଳ୍ପ ଡ଼3ଦେଖିବେ।

  • @akhsyakumarbehera7298
    @akhsyakumarbehera7298 День назад +4

    ମୋହନ ସରକାର ଲୋକଙ୍କ ଅପେକ୍ଷାକୁ ଉପେକ୍ଷା କରି ବହୁ ମୂଲ୍ୟ ଦେବେ

  • @pravashchamndrasahoo9772
    @pravashchamndrasahoo9772 День назад +1

    Excellent information thanks

  • @ashokkumarsahoo7041
    @ashokkumarsahoo7041 День назад +11

    ଆଜ୍ଞ୍ୟା ଉଭୟ ବିଜେପି ଏବଂ ବିଜେଡି ଭଲ ଭାବେ ଏ ବିଷୟରେ ଅବଗତ ଅଛନ୍ତି. ଅସଲ କଥା ହେଉଛି କେବଳ ପାଣ୍ଡିଆନ ପାଇଁ ଓଡ଼ିଶାରେ ବିଜେପି ସରକାର ଆସିଲା. ତେଣୁ ପରମ ମିତ୍ର କୁ ଧରିବେ ବା କାହିଁକି? ସବୁ ବୟାନ ବାଜି କେବଳ ଜନସାଧାରଣ ଙ୍କୁ ଭୁଆଁ ବୁଲେଇବା ପାଇଁ.

  • @HarekrushnaSahoo-k8g
    @HarekrushnaSahoo-k8g День назад +2

    ନବୀନ ବାବୁ ନମସ୍କାର,
    ଆପଣଙ୍କ ତଥ୍ଯ ଆମକୁ କଷ୍ଟ ଦେଉଛି ଏବଂ ଏକ ସ୍ବଚ୍ଛ ସରକାର ର ସ୍ବପ୍ନ ଭାଙ୍ଗି ଯିବାଭଳି ଆଶଙ୍କା ସ୍ରୁଷ୍ଟି ହେଉଛି

  • @indramanisahu4595
    @indramanisahu4595 День назад +1

    ଏହା ପରେ କ୍ଙଗ୍ରେସ କୁ ଆଣନ୍ତୁ।କାରଣ ଏମାନେ କେବଳ ଜିତିବା ପାଇଁ ସରକାରୀ ଟଙ୍କା ବାଣ୍ଟୁଛନ୍ତି। ଏମାନଙ୍କ ଭାରତର ଉନ୍ନତି ପାଇଁ ଯୋଜନା କଣ।

  • @umeshchandrahota463
    @umeshchandrahota463 День назад

    You are correct

  • @abhiramsahoo5642
    @abhiramsahoo5642 День назад +2

    ମୁଖ୍ଯମନ୍ତ୍ରୀ ପଦ ପାଇଁ ମୋହନ ମାଝି ଯୋଗ୍ଯ ନୁହନ୍ତି। ଓଡିଶାର ମୁଖ୍ଯମନ୍ତ୍ରୀ ବଦଳିବା ଦରକାର। ନଚେତ୍ ବିଜେପି ସରକାର ବିଜେଡିକୁ ଡାକି ଆଣି ଓଡିଶା ଶାସନଭାର ଛାଡିଦେବା ଉଚିତ। ଲୋକେ ଏବେଠୁ ମନସ୍ଥିର କରି ସାରିଲେଣି ଆଗାମୀ ନିର୍ବାଚନରେ ବିଜେଡିକୁ ବାଛିବେ !

  • @santoshbiswal6256
    @santoshbiswal6256 День назад +3

    ସାର ପ୍ରଣାମ. ନବୀନ ଙ୍କ ଦୁର୍ନୀତି କୁ ଘଣ୍ଟା ଘୋଡେଇ ବାକୁ ମୋହନ ଙ୍କ ଚାରା ନାହିଁ. କାରଣ ସେ ଉପର ଅର୍ଡ଼ୱେର କୁ ଅନେଇ ଛନ୍ତି. ଏ କିଛି କରି ପାରିବେନି. ତେଣୁ ଆସନ୍ତା ରଲେକ୍ସନ ରେ ଲୋକେ ଜବାବ ଦେବେ.

  • @prakashchandraacharya119
    @prakashchandraacharya119 День назад +1

    ଦୁର୍ନୀତି କୁ ଧରିବା ପାଇଁ ଏବଂ ବାର୍ଦ୍ଧକ୍ୟ ଭତ୍ତା ଦେବାପାଇଁ ଲୋକେ ଦେଇଥିଲେ କିଛି ହେଲାନାହିଁ ବର୍ତମାନ 3100 କଇଣ୍ଟାଲ ଦେବାପାଇଁ କହି ସେତାବି ଦେବେନାହିଁ ଲୋକେ ମଣ୍ଡି ରୁ ଲୋକେ ଫେରୁଛନ୍ତି 2027 ରେ ବିଜେପି ସରପଞ୍ଚ ଭୋଟ ରେ ହାରିବ 100 ପରସେଣ୍ଟ ସତ୍ୟକଥା

  • @trilochanpatnaik6321
    @trilochanpatnaik6321 День назад +1

    ନବୀନ ଦାସ ବାବୁ ଶେଷରେ ଯାହା କହିଲେ ତାହା ଶତ ପ୍ରତିଶତ ଠିକ। ବହୁତ ବହୁତ ଧନ୍ୟବାଦ।

  • @biswabhusanbhanja1561
    @biswabhusanbhanja1561 День назад +1

    ଓଡିଶା ଜନସାଧାରଣଙ୍କ ବହୁତ ଆଶା ଥିଲା ଯେ ମୋହନ ସରକାର ନିଶ୍ଚିତ ଭାବେ ପୂର୍ବ ସରକାରଙ୍କ ସମୟରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବା ସହ ସମସ୍ତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବିଶେଷ କରି ପାଣ୍ଡିଆନ୍ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ. ହେଲେ ଲୋକଙ୍କ ଆଶା ଆଶାରେ ରହିଯିବ ବୋଲି ଜଣାପଡୁଛି. ଏହା ବୋଧେ ଅମିତ୍ ଶାହା ପାଣ୍ଡିଆନ୍ କୁ ଦେଇଥିବା ନିର୍ଭୟ ବରର ପ୍ରଭାବ.

  • @dasharathiroutray7176
    @dasharathiroutray7176 День назад +2

    Excellent presentation as per my observation

  • @rabindrapatra8223
    @rabindrapatra8223 День назад +2

    Thanks sir good afternoon ଆମେ ଭାବୁଛୁ ନୁଆ ସରକାର ପାଣ୍ଡିଆନ ସାର୍ ଙ୍କ ପାଖରେ ଟିଉସନ ପଢୁଥିବେ। ଆଉ ତଥ୍ୟ ଯୋଗାଣ chapter ଟି ତାଙ୍କ syllabus ରେ ରଖି ନାହାନ୍ତି। ଆପଣ ଯେତେ ଖେଞ୍ଚି ଲେ କ'ଣ ହେବ ? ବିଜେପି ସରକାର ଙ୍କ ନିଦ ଭାଙ୍ଗିବା ପାଇଁ ଇଛା କରୁନାହାନ୍ତି। Thanks sir 👍 for awareness Jay Jagannath ❤

  • @PurnachandraBehera-if5tu
    @PurnachandraBehera-if5tu День назад +1

    ନବୀନ ବାବୁ ଓଡ଼ିଶା ର ସମସ୍ତ କର୍ମଚାରୀ ମାନଙ୍କୁ ଦୁର୍ନୀତି ଗ୍ରସ୍ତ କରିଦେଇଛନ୍ତି। ତଥ୍ୟ ପ୍ରକାଶ ହେଲେ ନବୀନ ବାବୁ ଏକା ଦୋଷୀ ସାବ୍ୟସ୍ତ ହେବେ ନାହଁ। କାର୍ଯ୍ୟ ପାଲିକ ସମାନ ଦୋଷୀ। ସେ ପାଇଁ ତଥ୍ୟ ଲୁଚା ଯାଉଛି। ସମସ୍ତେ ସୁରକ୍ଷିତ।

  • @satishchandrabehera7291
    @satishchandrabehera7291 День назад +3

    ଆଜିର ଗୁମର କଥା ମନରେ ଦ୍ଵନ୍ଦ ଭାବ ଆଣୁଛି।
    ମୋହନ ସରକାର ବୋଧହୁଏ ବଳ ଗୋଟାଉଛି।।
    ଦେଖାଯାଉ କେଉଁ ପାଣି କୁଆଡ଼କୁ ଯାଉଛି।
    ସମୟ କହିବ କିଏ କାହାକୁ ସାହା ହେଉଛି।।

  • @durgaprasadsamantaray7084
    @durgaprasadsamantaray7084 День назад +8

    ଅତି ସୁନ୍ଦର ମୋହନ ସରକାର ଙ୍କ କାର୍ଯ୍ୟ ପ୍ରଣାଳୀ ର ସାବଲୀଳ ବିଶ୍ଳେଷଣ।

  • @sureshchandradash6900
    @sureshchandradash6900 День назад +1

    ବିନାଶ କାଳେ ବିପରୀତ ବୁଦ୍ଧି, ବର୍ତ୍ତମାନ ପାଣ୍ଡୁ ଓଡିଶା ଚଳାଉଛି, ନୂଆ ସରକାର RTI ଉଠାଇଦେବା ଆବଶ୍ୟକ

  • @ashokpattanik6945
    @ashokpattanik6945 День назад

    ନମସ୍କାର।କ୍ଷମତା ରୁ ଯିବା ପରେ ସେବକ ମହୋଦୟ ମାନଙ୍କ ନାମ ରେ ଅଭିଯୋଗ ଆସେ।

  • @GaneshJena-mr1hf
    @GaneshJena-mr1hf День назад +1

    ଜୟନାରାୟଣ ଜିନ୍ଦାବାଦ,ମୋହନ ସରକାର ଫଲପ।

  • @S-A720
    @S-A720 День назад

    Sir Your analysis. is 100percent. Correct

  • @bhubanmohanty3853
    @bhubanmohanty3853 День назад +1

    ଲାଗୁଛି ପ୍ରାୟ ମୁଦ୍ରାର ଦୁଇ ପଟ

  • @Iamsatya55
    @Iamsatya55 День назад +1

    ମୋହନ ସରକାର ନବୀନ ଅଫିସର ଭଲ ମଧୁଚନ୍ଦ୍ରିକା ଲୋକେ ପଂଚାୟତ ରେ ଜବାବ ଦେବେ 🤣😭🥰

  • @rabindranathsahoo2920
    @rabindranathsahoo2920 День назад +1

    ସମୟ ହିଁ ସମାଧାନ କରିବ

  • @banditabarik2872
    @banditabarik2872 День назад +3

    Great salute to Nabin Das sir.BJP kahniki Nabin Pattnaik, Pandian,Baby Das nku tadanta parisar bhukta karu nahni? Chhota Chhota machha nku dhari Odia nku bhuan bulantu nahin.Nachet Odisha basi 2029 election re sathik jabab debe.Durnity ra lop karibu boli VOTE paile, kintu sabu alata bhali mane heuchhi. Khulam khula buluchhanti durnity khor mane.Jayanarayn Mishra sir nku CHIEF MINISTER post pradan karajau.Tahele Odisha re thik shasan chalib.Sudhansu sir(Focus Plus) sabu kholi kahiba pare bi kichhi step neu nahin Govt..Eha Odisha basi nka pain vishwasghat.

  • @prananathpati9976
    @prananathpati9976 День назад +2

    ସବୁ ମୂଳରେ ବଦମାସ୍ ନରେନ୍ଦ୍ର ମୋଦି। ଗୋଟାଏ ଅପଦାର୍ଥ ଲୋକକୁ ମୁଖ୍ୟମନ୍ତ୍ରୀ କରି ଓଡ଼ିଶାକୁ ନଷ୍ଟ କଲା। ଦକ୍ଷ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ନାହିଁ। ମୋହନ ମାଝି କୁ ବିଦା କର। ସେ କିଛି କାମ ଜାଣେନି।

  • @simitapatnaik8202
    @simitapatnaik8202 18 часов назад +1

    Cm Mohan Majhi will go as d most powerless n weakest cm in history of Odisha

  • @pallimadhuriodiafolksong2771
    @pallimadhuriodiafolksong2771 День назад +3

    ବିଶ୍ୱାସ ହରାଉଛନ୍ତି ମୋହନ ସରକାର

  • @sanjayapanda8176
    @sanjayapanda8176 День назад

    ଆପଣକୁ କହିବା ଦରକାର ନାହିଁ sir.. Gov ଯିଏ ଚଲାଇବ seya ଠିକ ଜାଣିବ..

  • @voonaharinath9394
    @voonaharinath9394 19 часов назад

    You are right

  • @jatindrabarik9271
    @jatindrabarik9271 День назад +1

    ମୋହନ ସରକାର ନବୀନ ଓ ପାଣ୍ଡିଆଁ ଙ୍କୁ ଡରୁଛନ୍ତି।ତେଣୁ ସେ ସେମାନଙ୍କ ବିରୋଧରେ କିଛି ତଥ୍ୟ ଦେବେନାହିଁ।

  • @ghanashyammohapatra1491
    @ghanashyammohapatra1491 День назад

    Thanks for your information

  • @bhubanbehera2379
    @bhubanbehera2379 День назад

    Ajir gumar katha bahut bhala lagila..My doubt cleared by your answer.
    Only voters are fool..Time will answer everything.

  • @ganeshpanigrahi5866
    @ganeshpanigrahi5866 День назад

    ପାପପେଡ଼ି ଖୋଲିବା ନିଶ୍ଚିତ, ଅପେକ୍ଷାର ଫଳ ଖୁବ ମିଠା ଅଟେ,କାରଣ ସଫଳତା ପାଇଁ ଯଥେଷ୍ଟ ପରିମାଣରେ ପ୍ରଭାବିତ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ସଂଗୃହୀତ ହେବା ଆବଶ୍ୟକ ହୋଇଥାଏ ...

  • @gupteswarpurohit7612
    @gupteswarpurohit7612 День назад

    ସରକାର ମିଛ କହୁ ନଥିବେ,କାରଣ ଆଗରୁ ସବୁକାମ ତଥ୍ୟ ବିହୀନ ହେଉଥିଲା। କିନ୍ତୁ ଏହାର ପଛରେ ଯାହାର ହାତ ଅଛି, ତାହାକୁ ଦଣ୍ତିତ କରିବା ଦରକାର।

  • @PravatiSahoo-f3e
    @PravatiSahoo-f3e День назад +2

    Dhanyabaddhanyabad

  • @pramodmandal2004
    @pramodmandal2004 День назад

    ତଥ୍ୟ କୁ ପୂର୍ବ ସରକାର ଙ୍କ ଲିଗାସି ଅଫିସର ମାନେ ନଷ୍ଟ କରିଦେଇ ଥିଵେ

  • @trilochanpatnaik6321
    @trilochanpatnaik6321 День назад

    ମୋ ମତରେ କେନ୍ଦ୍ର ବିଜେପି ସରକାର Right to information act କୁ ଉଚ୍ଛେଦ କରିବା ଉଚିତ ହେବ ଓଡ଼ିଶା ବିଜେପି ( ମୋହନ ) ସରକାର ଙ୍କ ପାଇଁ।

  • @rabindranathsahoo2920
    @rabindranathsahoo2920 День назад

    ଲୋକମାନେ ଏହାକୁ ନେଇ ଚିନ୍ତିତ ନୁହଁନ୍ତି,
    ବରଂ କେତେ ସୁବିଧା ମିଳିବ

  • @kanhapatel1432
    @kanhapatel1432 День назад

    ପୂର୍ବ ସରକାର ଦଳୀୟ ଅନେକ ଭୁଲ ପାଇଁ ବିଧାନ ସଭା ଅଚଳ ହୋଇଥିଲା ।ବର୍ତ୍ତମାନ ମୋହନ ସରକାର ନିର୍ଦ୍ଧାରିତ ଦିନ ପୂର୍ବରୁ ବିଧାନ ସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି କରୁଛନ୍ତି ।

  • @dr.purnendutripathy5263
    @dr.purnendutripathy5263 День назад

    ଏକ ନିର୍ଲଜ ସରକାର ଚାଲିଥିଲା ପରି ଲାଗୁଛି।ସାହା ଦୁଇଟି ଦୂର୍ନୀତି ଗ୍ରସ୍ତ ଅଫିସର କୁ କେନ୍ଦ୍ର କୁ ନେଇଗଲେ।ଏହା କ'ଣ ସ୍ପଷ୍ଟ କରୁଛି? ପାଣ୍ଡିଆନ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ?

  • @dr.purnendutripathy5263
    @dr.purnendutripathy5263 День назад

    ଯଦି RTI ର କିଛି ଉତ୍ତର ମିଳିବ ନାହିଁ,ତେବେ ଏହି ସଂସ୍ଥାକୁ ବନ୍ଦ କରିଦେବା ଆବଶ୍ୟକ। କାହିଁକି ଆମ ଅର୍ଥ ବରାଦ କରି ଧଳାହାତୀ ପୋଷା ହେବ?

  • @kishorkumarbeherakishor1405
    @kishorkumarbeherakishor1405 День назад

    ନବୀନ ସରକାରରେ ଦୁର୍ନିତି ହେଉଛି ହାତୀ ର ରୂପାୟନ, ବର୍ତ୍ତମାନ ମୋହନ ସରକାର କୁଲା ଘୋଡେଇଲେ କିଛି ଲାଭ ହେବନାହିଁ , ଉଭୟଙ୍କ ପ୍ରେମ ଦିନେ ନା ଦିନେ ପଦାକୁ ଆସିବ ।

  • @rmpanda9236
    @rmpanda9236 День назад +1

    ଆପଣଙ୍କ ବହୁତ ପଛରେ ଅଛନ୍ତି କି ଜାଣିକରି ନ ଜାଣିବାର ଅଭିନୟ କରୁଛନ୍ତି ମୋଦି ଓ+ ସାହା ର ନିର୍ଦେଶ ମାନି ବାକୁ ବାଧ୍ୟ ନ ହେଲେଗଦ୍ଦି ଗଦ୍ଦି ଯିବ ଏହା ସମସ୍ତେ ଜାଣି ଚୁପ

  • @RabindraSahoo-qy3fg
    @RabindraSahoo-qy3fg День назад

    Right

  • @dillipkumarsahu9003
    @dillipkumarsahu9003 День назад

    କେନ୍ଦ୍ର ସରକାରଙ୍କ ନିକଟରେ ଡିଲ ପଣ୍ଡିଆଁ କରିଛନ୍ତି । ତା ବଦଳରେ ମୋଟ ଅଙ୍କର ଅର୍ଥ ପୈଠ ହୋଇଛି ।ଓଡ଼ିଶା ବୁଡ଼ିଗଲେ କଣ ଯାଇଆସେ ।ଜୟ ଜଗନ୍ନାଥ।

  • @biswajeetnayak5019
    @biswajeetnayak5019 День назад

    ମୋହନ ସରକାରଙ୍କ ଏପରି ଆଭିମୁଖ୍ୟ ବହୁତ ବ୍ୟଥିତ କରୁଛି। କଣ ପାଇଁ ନବୀନ ସରକାରଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ମୋହନ। ଆପଣ ଯଦି ଜନତାଙ୍କ ସହ ବିଶ୍ୱାସଘାତକତା କଲେ ମନେ ରଖନ୍ତୁ ଆଗକୁ ଆସୁଥିବା ନିର୍ବାଚନରେ ବିଜୁ ଜନତା ଦଳ ଠାରୁ ବି ଆହୁରି ଭୟଙ୍କର ପରାଜୟ ଭୋଗିବେ ଏଥିରେ ସନ୍ଦେହ ନାହିଁ।

  • @unlimitedstatus7362
    @unlimitedstatus7362 День назад

    ସତରେ ପାଣ୍ଡିଆନ କଣ ମୋହନ ସରକାର କୁ ଚଳାଉଛନ୍ତି, ଯଦି ଏହା ସତ୍ୟ....

  • @sarojghosh1199
    @sarojghosh1199 День назад

    ବଢିଆ

  • @niharranjandas1353
    @niharranjandas1353 День назад

    ନବିନ ଓ‌। ଭୈରବଙ୍କ‌ ଦୂର୍ନୀତି ପେଡ଼ି ଖୋଲିବା ପାଇଁ ଯେତେ ଚାପ ପକାଇଲେ ମଧ୍ୟ ମୋହନ ସରକାର ନିଦାବିଷ୍ଣୁ । ଜୟନାରାୟଣ ମିଶ୍ର ହୋଇଥିଲେ ଆପଣ ମାନଙ୍କୁ କହିବାକୁ ପଡିନଥାନ୍ତା ।
    ଆସନ୍ତା ନିର୍ବାଚନ ପାର୍ଟି ‌ ଆଧାରରେ ନୁହେଁ ଜୟନାରାୟଣ ଙ୍କ leader ship. କୁ ଅପେକ୍ଷା କରିଛି ।

  • @umakantsamal8487
    @umakantsamal8487 19 часов назад

    Jay Jaganath sri guru🙏🙏

  • @Mmahc55
    @Mmahc55 День назад +1

    ମୋହନ ମାଝି ଜଣେ ସରଳ ଲୋକ ହେଲେ ବି ରାଜ୍ୟ ମୁଖ୍ୟ ମନ୍ତ୍ରୀ ହେଇ ମନ୍ତ୍ରୀ ମଣ୍ଡଳର ନେତୃତ୍ୱ ନେବା ପରି ବ୍ୟକ୍ତିତ୍ୱ ନାହିଁ। ସେ ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହାଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରନ୍ତି ଏଥିରେ କାହାର ସନ୍ଦେହ ନାହିଁ। ପାଣ୍ଡିଆନ୍ ପାଇଁ ବିଜେପି ସରକାର ଗଠନ କରିଛି। ତେଣୁ ବିଜେପିର ଶିର୍ଷ ନେତୃତ୍ୱ ପାଣ୍ଡିଆନ୍ ବିରୁଦ୍ଧରେ କୋୖଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେନି। କାରଣ ଯେଉଁ ଦୁର୍ନୀତିର ତଦନ୍ତ ହେବ ତାହା ପାଣ୍ଡିଆନ୍ ପାଖରେ ପହଞ୍ଚିବ ଏକଥା ଭଲଭାବରେ ମୋହନ ମାଝି ଜାଣନ୍ତି। ଆପଣ ଠିକ୍ ବିଶ୍ଳେଷଣ କରିଛନ୍ତି ଆଜ୍ଞା ନିର୍ବାଚନ ଇସ୍ତାହାରରେ ଯାହା ଲେଖି ଥିଲେ ସେଥିରେ ଆମକୁ ପ୍ରତାରଣା କରିବାକୁ ପଛାଇଲେ ନାହିଁ

  • @brajakishorepadhi4022
    @brajakishorepadhi4022 День назад +1

    ମୋହନ ମାଝି କିଛି ନୁହଁ। ମୋହନ ବାବୁ କେନ୍ଦ୍ର ଇଂଗିତ ରେ ସରକାର ଚାଲୁଛନ୍ତି। ନବୀନ, ବବି, ଅରୁଣ, ଦିବସଂକର, ଡାଲି ଚୋରୁଣୀ ପ୍ରମିଳା ବୁଢୀ। ବିକ୍ରମ ଆରୁଖ ଇତ୍ୟାଦି କଂ ଉପରେ ଆକସନ ନ ନେଲେ ବିଜେଡି ଦଶା ଭୋଗିବ ଓଡିଶା ବିଜେପି। ପଂଚାୟତ ଇଲେକସନ ରେ ପ୍ରତି ଫଳନ ଦେଖା ଦେବ।

  • @chitaranjandash4763
    @chitaranjandash4763 День назад

    ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ? ଯେତେଦିନ ନିଦାବିଷ୍ଣୁ ହେବେ, ସେତିକି ବଦାନମ ହେବେ. ତାପରେ ଦଳ ତଥା ପୂର୍ବ, ତଥା ପର.

  • @odishamoodisha_india
    @odishamoodisha_india День назад +1

    Absolutely correct analysis. Double Engine Sarkar Double Dhoka. Mohan Sarkar Katha Prabala Kama Durbala. No action against corrupt. No promise fulfilled

  • @SidharthPrasadDas
    @SidharthPrasadDas День назад

    ଗୋଟେ 108 ମାଳି ଅଛି, ସେ ମାଳି ନା ନବୀନ ମାଳି ଯା ଗଡେଇ ଯା ମୁକ୍ତି

  • @user-zr5bj5vx4u
    @user-zr5bj5vx4u День назад

    ମୋତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୁଡା କାଠ୍ ।

  • @Jagannath-oc9ht
    @Jagannath-oc9ht День назад

    JAI JAI SHREE JAGANNATH.

  • @apartibehera6122
    @apartibehera6122 День назад

    ପ୍ରଣାମମହାଶୟ, ମୋହନ ସରକାର ଠିକ୍ ତଥ୍ଯ ଦେଇଛନ୍ତି । ଆପଣ ଭୁଲ ବୁଝିଛନ୍ତି । ସେତେବେଳେ ପାଣ୍ଡିଆନ ସର୍ବେସର୍ବା ଥିଲେ, ବିନା ଟେଣ୍ଡରରେ ମନଇଛା କାର୍ଯ୍ୟ ବଣ୍ଟନ କରିଥିଲେ । ବିଲ ଦେବେ ପ୍ରେମେଣ୍ଟ ନେବେ। କାଗଜ ଥିଲେତ ମୋହନ ବାବୁ ଦେବେ।

  • @Munna-1982
    @Munna-1982 20 часов назад

    Nabin babu ଟିକେ ଆଦାନି କଥା କୁହନ୍ତୁ । ଖାଲି ନବୀନ ପଟ୍ଟନାୟକଙ୍କ ପଛରେ ପଡିଲେ କଣ ହେବ

  • @peaceisprosperity3203
    @peaceisprosperity3203 День назад

    Rafael case ମୋଦି ସରକାର ଗଲା ପରେ ପୁଣି ଉଠିବ.. ଏହି case ଏବେ ବି france agency ପାଖ ରେ ଚାଲିଛି ଆଉ ଭାରତ ସରକାର ତଥ୍ୟ ଦଉ ନାହାନ୍ତି.. ସରକାର ବଦଳି ଗଲେ ତଥ୍ୟ ଦିଆ ବି ଯିବ ଆଉ ଭାରତ ରେ ବି inquiry କରାଯିବ

  • @Itesh12
    @Itesh12 День назад

    ଜୟ naveen

  • @NirakarSamantarai-db2mr
    @NirakarSamantarai-db2mr День назад

    ଉପର ଵାଲା କିଏ ଚାନ୍ଦା ନେଉଥିଲେକି? ସେଥିପାଇଁ ଚାପ ପଡୁଛି କି?

  • @chhatishmohanta4282
    @chhatishmohanta4282 День назад +1

    Mohan replaced by Jaynarayan Mishra in C.M. past. Mohan not fit for C. M. .

  • @golokbiharipradhan9175
    @golokbiharipradhan9175 День назад

    My request to government kindly stop the salary of all staff of PR department

  • @AmiyaKumarSahoo-u3s
    @AmiyaKumarSahoo-u3s День назад

    ଯଦି ପାଣ୍ଡିଆନ eko systeam ଏବେବି ଚାଲୁଚି ତାହାଲେ ପାଣ୍ଡିଆନ ଙ୍କୁ ଓଡିଶା ର ମୁଖ୍ୟମନ୍ତ୍ରୀ କରିଦେଲେ ମୋହନ ସରକାର ଠାରୁ ବଢିଆ ଶାସନ ଓଡିଶା ଲୋକେ ପାଇବେ

  • @niladripradhan1527
    @niladripradhan1527 12 часов назад

    ନିର୍ଭୟର ଅନ୍ତରର ବ୍ୟାକୁଳତାରେ ଆମେ ଆନନ୍ଦ ଅନୁଭବ କରୁ, ବିଚଳତା ଆମକୁ ବ୍ୟଥିତ କରେ. ଆପଣ ଟିକେ ଅତୀତରୁ ଚର୍ଚିଲ ଏବଂ ଚକ୍ରବର୍ତୀ ରାଜଗୋପାଳାଚାରୀଙ୍କ ଟିପାଣି କୁ ମନେ ପାକନ୍ତୁ. ଆପଣଙ୍କର ଆଜିର ପ୍ରସଙ୍ଗର ବ୍ୟାକୁଳତା ର ସଠିକ ସମାଧାନ ସେଠାରେ ଅଛି କି ନାହିଁ? ଗାଡି ଚଳାଇବା ପ୍ରଶିକ୍ଷଣ ତ ଗୋଟିଏ ପ୍ରକାର, ସେଠାରୁ ଆପଣ ଭିର୍ଣ୍ଣତା ପାଇବା ଆଶା କରିବା ବୃଥା ବ୍ୟଥିତ କଣ ହୋଇପାରେ?

  • @dibya63
    @dibya63 День назад

    ମୋହନ ବଦଳ ରେ ଜୟ ନାରାୟଣ ଙ୍କୁ cm ପଦ ଦେଲେ better ହୁଅନ୍ତା

  • @laxmidharnayak4191
    @laxmidharnayak4191 День назад

    ଲୋକେ ଜାଣିଲେଣି ଓ କହିଲେଣି ସଲାସୁତୁରାରେ ସବୁ ରିମୋଟ ରେ ଚାଲିଛି। ଆଉ ମଧ୍ୟ କହିଲେଣି ଦିଲ୍ଲୀ ରେ ଥିବା ଓଡ଼ିଆ ମେଣ୍ଟ ପନ୍ଥୀ ନେତା ଙ୍କୁ କିଛି ଧରାଇ ଦେଲେ ସେ ତାଙ୍କ ଗଡିଆ ରେ ସବୁ ଦୁର୍ନୀତି କୁ ଧୋଇ ସଫା କରି ଦେଉଛନ୍ତି। ତେଣୁ ଦୁର୍ନୀତି ବିରୋଧୀ ଓ ଅଣ ଓଡ଼ିଆ ପ୍ରସଙ୍ଗ ନିର୍ବାଚନ ପୂର୍ବରୁ ଥିଲା ଏବେ ଆଉ ନାହିଁ। ଏବେ ଭାଇ ଭାଇ । କେବଳ ଦଳରେ ଥିବା ଟାଣୁଆ ସଚ୍ଚୋଟ ନେତା ନେତ୍ରୀ ମାନଙ୍କୁ କୋଣ ଠେସା କଲେ ଆମ ଯୋଜନା ଅଧିକ ଫଳପ୍ରଦ ହେବ ଆଉ କେହି କଣ୍ଟା ହେବେ ନାହିଁ। କିନ୍ତୁ ଲୋକେ ସବୁ ଅନୁଭବ କଲେଣି ଖୁବ୍ ଶୀଘ୍ର ଜବାବ ଦେବେ। ଆପଣ ଦୁଇ ଦିନ ହେବ ଆଉ କାହିଁକି ଦର୍ଶକଙ୍କ ମତାମତ ଉପସ୍ଥାପନ କରୁନାହାନ୍ତି। ସବୁ ମିଡ଼ିଆ ପ୍ରାୟ ଲୋକଙ୍କ ସରକାର ବିରୋଧୀ ମତାମତ ଉପସ୍ଥାପନ କରୁନାହାନ୍ତି କେବଳ ଆପଣ ଉପସ୍ଥାପନ କରୁଥିଲେ ଲୋକେ ଶୁଣୁଥିଲେ। ତେଣୁ ଦୟାକରି ଚାଲୁ ରଖନ୍ତୁ। ଆଜିର ଉପସ୍ଥାପନା ପାଇଁ ଅଶେଷ ଅଶେଷ ଧନ୍ୟବାଦ ନମସ୍କାର ଜୀ।

  • @GaneshJena-mr1hf
    @GaneshJena-mr1hf День назад

    ମୋହନ ବଦଳରେ ଜୟ କୁ ମୂଖ୍ୟ ମନ୍ତ୍ରୀ କଲେ ଭଲ ହୁଅନ୍ତା ।

  • @Jagannath-oc9ht
    @Jagannath-oc9ht День назад

    ମୋହନ ସରକାରଙ୍କ ଉପରେ ତ ସନ୍ଦେହ ଆସୁନାହିଁ, ସନ୍ଦେହ ଲାଗୁଛି କହିଁକି ଏମିତି ସବୁ ଘଟୁଛି । ତଥ୍ୟ ନାହିଁ ଏହା ଏକ ହାସ୍ୟାସ୍ପଦ ଉତ୍ତର ।ସରକାର ଯଦି ବ୍ଳକ୍ ସ୍ତରର ଅଫିସ କୁ ତଥ୍ୟ ମାଗିବେ, ଠିକ୍ ଏ ମିତ ଊତର ପାଆନ୍ତି କେମିତି ଲାଗିବ ଆଉ କ'ଣ କରି ଥାଆନ୍ତେ ।ଲଯା ଲାଗୁଛି, କିଏ ସେ ଅଫିସର୍ ଉତ୍ତର ଲେଖଲେ ଆତ ସରକାର ଏହା ଅନୁମୋଦନ କଲେ।

  • @nrushinghnathsahu1630
    @nrushinghnathsahu1630 День назад +1

    ମୋହନ ବାବୁ ଯେତିକି ଚୁପ୍ ରହିବେ ସେତିକି କ୍ଷତି ତାଙ୍କ ସହ ବିଜେପି ର ବି ହେବ.

  • @sanjayapanda8176
    @sanjayapanda8176 День назад

    ଆପଣକୁ ବେଶୀ ବାଧୁଛି....sir

  • @laxmidharapanda6086
    @laxmidharapanda6086 День назад

    କେବଳ ପାଣ୍ଡିଆନ ପାଇଁ ନବୀନ ସରକାର କ୍ଷମତା ହରାଇଲା ଓ ନବୀନଙ୍କ ମାନସମ୍ମାନ ଧୂଳିସାତ ହୋଇଗଲା ! କେବଳ ପାଣ୍ଡିଆନ ପାଇଁ ମୋହନ ସରକାର ଅପଦସ୍ତ ହୋଇ କ୍ଷମତା ହରାଇବ ! ସବୁରି ମୂଳରେ ପାଣ୍ଡିଆନ ଓ ସାହାଙ୍କ ସାକ୍ଷାତ ମେଁଫେୟାର ହୋଟେଲରେ !

  • @arucharanpradhan5502
    @arucharanpradhan5502 День назад

    ସାର୍ ନମସ୍କାର, ଆପଣ କହିବା କଥା ଠିକ୍। ପାଣ୍ଡିଆନଙ୍କର ଦମ୍ ଦମା ନଚାଲି ଥିଲେ ଏପରି ଘଣ୍ଟ ଘୋଡ଼ା ଯାଆନ୍ତା ନାହିଁ। ଓଡ଼ିଶାରେ ଯେଉଁ ଦୁର୍ନୀତି ରୋଗ ଗ୍ରାସିଛି ଭଲ କରିବା ପାଇଁ ଡାକ୍ତର ନାହାନ୍ତି। ବର୍ତ୍ତମାନ ସମଗ୍ର ସରକାରୀ ଦପ୍ତର ପିଅନ ଠାରୁ ଅଫିସର, ବିଧାୟକ, ମନ୍ତ୍ରୀ, ସାଂସଦ, କର୍ମୀ ସେହି ରୋଗରେ ପିଡୀତ। ବିଜେପି କ'ଣ ସେଥିରୁ ବାଦ୍ କି?ଏ ମାନେ କରିବେ କ'ଣ?

  • @pramodkumarrout7641
    @pramodkumarrout7641 День назад

    ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ଭାଜପା ,ଓଡ଼ିଶାର ଏକ ପୁସ୍ତକ--- 25 ବର୍ଷ ର ପାପ ପେଡି-- କେତେଦିନ ସହିବା ,ଓଡିଶାରେ ପରିବର୍ତ୍ତନ ଆଣିବା- ଜନସାଧାରଣ ଙ୍କୁ ବଣ୍ଟାଯାଇଥିଲା । ଏଥି -ରେ ଲିଖିତ ଦୁର୍ନୀତି ଉପରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ନଚେତ ଜନସାଧାରଣ ଠିକଣା ସମୟ ରେ ସରକାର ଙ୍କୁ ଜବାବ ଦେବେ ।

  • @childcare6895
    @childcare6895 День назад

    ଧରା ପଡିଯିବେ ଅମିତ ସାହା ,

  • @prafullakumarsahoo2639
    @prafullakumarsahoo2639 День назад

    ଆଲୋ ମୂତୁରୀ ଶୋଇବା।ତୁତ ମୂତୁରୀ ମୁଁତ ମୂତୁରୀ ହେଁଷ କାହିଁପାଇଁ ଧୋଇବା।।ମୋହନ
    ସରକାରଙ୍କ ଏହା ଏକ ଦୂରଦର୍ଶିତା। ତାଙ୍କ ଅମଳରେ ଯଦି କେଉଁଠି କିଛି ଭୁଲ୍ ଚୁକ୍ ହୋଇଗଲା,ସେହି ସମୟରେ ଥିବା ସରକାର ୟାଙ୍କୁ ଜେଲ୍ ରେ ପୂରାଇ ଦେବନି ତ?

  • @KhirodChandrachand
    @KhirodChandrachand День назад

    ନବୀନ ଆଜ୍ଞା,1977 ରୁ 1980 ମଧ୍ୟରେ ଭାରତବର୍ଷରେ କେନ୍ଦ୍ର ଶାସନ ରେ ହଲଚଲ ହୋଇଥିଲା।ମୋର ମନେହୁଏ ଓଡିଶା ସରକାର ଙ୍କ ଅବସ୍ଥା ଠିକ୍ ସେହିପରି ଘଟିପାରେ? । ବିଶ୍ଵାସଯୋଗ୍ୟ ଦଳ ଉପରେ ଆମେ ବିଶ୍ବାସ କରିଛୁ ଯଦି "ତୁ ତ ମୁତୁରି ମୁଁ ତ ମୁତୁରି ହେଁସ କାହିଁପାଇଁ ଧୋଇବା " ତଥ୍ୟ ରେ ଏମାନେ ବିଶ୍ବାସ କରିବେ ତେବେ ସମୟ ଜାବାବ ଦେବ।ବର୍ତ୍ତମାନ ଆମର କିଛି ଚାରା ନାହିଁ।

  • @gokulanandadas4048
    @gokulanandadas4048 13 часов назад

    Nabin Das sir ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ଅଶେଷ ଧନ୍ୟବାଦ୍ ଜଣାଉଛୁ , ଆପଣଙ୍କ ମାଧ୍ୟମରେ ମନର କିଛି ଉଦ୍ବେଗ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁଁଛି , ମାଓ ଅନୁମାନରେ କେନ୍ଦ୍ର ନେତୃତ୍ୱ ପୂର୍ବରୁ ନବୀନ ପଟ୍ଟନାୟକ ଙ୍କୁ support Kari rajya BJP ନେତାମାନଙ୍କୁ ଅପଦସ୍ତ କରୁଥିଲେ ,ଏବେ କେନ୍ଦ୍ର ଗୃହ ବିଭାଗ Pandian nku samarthana Kari rajya BJP ଶାସନକୁ ଅନ୍ଧକାରରେ ରଖିଛି , 2 ତ ଜଗରିଲ ଗୋଖର saapanku ଅନ୍ତିରେ ଧରି ଓଡ଼ିଶା BJP ନେତୃବୃନ୍ଦ କେବଳ ବିପଦକୁ ଆମନ୍ତ୍ରଣ କରୁଛନ୍ତି , ଦୁର୍ନୀତିର ପର୍ଦ୍ଦାଫାଶ କରିବାର କ୍ଷମତା BJP ra thila pari ଲାଗୁନି ,

  • @BibhutiDalei-hz7xs
    @BibhutiDalei-hz7xs День назад

    ଭଳିକି ଭଳି ପୋଷାକ ପିନ୍ଧି ଏଠି ମୋଦି ମୋହନ ସରକାର ର ଖାଲି ଗୁଣ ଗାନ କରି ମୋଟା ମାଲ ପାଇବ । ଶଳା ଦେଶରେ ଦର ଦାମ ନେଇ ଗରିବ ଲୋକଙ୍କ ଅବସ୍ଥା କଣ ହେଲାଣି ତୁମକୁ ଦିଶୁନି !

  • @bibhutibhusanbanarjee7564
    @bibhutibhusanbanarjee7564 День назад

    ଆମେ ସାଧାରଣ ଜନତା ଏତିକି ବୁଝିଲୁ ପ୍ରକାଶ ମିଶ୍ରଙ୍କ ବିରୋଧରେ ମିଛ କେସ୍ ,ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତଙ୍କ ବିରୋଧରେ ମିଛ କେସ୍ କରିବା ଏଇଟା ଓଡ଼ିଆଙ୍କ ସ୍ୱାଭିମାନ ସୌଜନ୍ୟ ନବୀନ ପଟ୍ଟନାୟକ ଓ ଅଣ ଓଡ଼ିଆ ବାବୁ ମାନଙ୍କ ବିରୋଧ ରେ ପ୍ରମାଣ ଥାଇ ସେମାନଙ୍କୁ ନିରାପଦ ରେ ଓଡ଼ିଶା ରୁ ପଠାଇ ଦେବା ଏହାହିଁ ଓଡ଼ିଆ ଅସ୍ମିତା ଶୌଜନ୍ୟ ମୋହନ ମାଝି ସରକାର

  • @ravipatnaik79
    @ravipatnaik79 День назад

    ମୋହନ ଆଜ୍ଞା ପୁରାପୁରି ଧ-ପା (ଧରମୁ - ପାଣ୍ଡୁ) ଦ୍ଵାରା ସଞ୍ଚାଳିତ ହେଉଥିବା ଅଭିଯୋଗ ସତ କି ?

  • @sashibhusanmahanta617
    @sashibhusanmahanta617 День назад

    Nirvay ku Dhanyabad.

  • @bibhutiparida7565
    @bibhutiparida7565 День назад

    ତେବେ ଭିତରେ ଭିତରେ ଅଘୋଷିତ ଭାବେ ମେଣ୍ଟ ସରକାର ଚାଲିଚି ନା କ'ଣ ବା' !!

  • @nilambarsahu4084
    @nilambarsahu4084 День назад

    Good night sir

  • @PromodSatpathy
    @PromodSatpathy День назад

    That unseen hand turned their empire they can't escape

  • @radhamadhabmishra2750
    @radhamadhabmishra2750 День назад

    ଯେତେ କହିଲେ ବି ସୁଧୁରିବ ନାହିଁ। ଅନ୳ ବିଷୟ ଆଲୋଚନା କରନ୍ତୁ।

  • @abhirampanda5462
    @abhirampanda5462 День назад

    ନୂତନ ସରକାର ଙ୍କ ର ନଯୁକ୍ତି କାହିଁ? ପୁରୁଣା ସରକାର ସମୟରେ ସରକାରୀ ନିଯୁକ୍ତି ହେଉଥିଲା, ସୁଭଦ୍ରା ଟଙ୍କା ଦେଇ ଦେଲେ ବେକାରୀ ସମସ୍ୟା ଦୂର ହେବ କି? ମାଗଣା ଚାଉଳ ଦେବା ଦ୍ଵାରା ଗାଁ ରେ ଲୋକ ଚାଷ ନ କରି ଜମି ଫାଙ୍କା ପକାଉଛନ୍ତି , ଏହା ଉପରେ କିଛି ଆଲୋଚନା କରନ୍ତୁ, ପୁରୁଣା ସରକାର କଥା ଆଲୋଚନା ଛାଡନ୍ତୁ, ଲୋକେ ଭୁଲି ଗଲେଣି, ଏବେବି ବିଜେଡ଼ି ବିଜେପି ଉତ୍ତମ ବନ୍ଧୁ, ଲୋକେ ସବୁ ଜାଣିଛନ୍ତି।

  • @chitraguptadas2921
    @chitraguptadas2921 День назад

    ଓଡିଶା ବିଜେପି ଆତ୍ମହତ୍ୟା କରିବାକୁ ସ୍ଥିର କରିସାରିଛି I ମୋହନ ମୁଖ୍ୟମନ୍ତ୍ରୀ ହୋଇ ଗର୍ବିତ, ଆନନ୍ଦିତ ଓ ଉତ୍ସବ ପାଳନରେ ବ୍ୟସ୍ତ I ଦାୟୀତ୍ୱ ପାଳନ ପାଇଁ ମନ୍ତ୍ରୀମାନଙ୍କର ଇଚ୍ଛା, ବୁଦ୍ଧି, ଦକ୍ଷତା ବା ସମୟ ନାହିଁ; କେବଳ ଅବାନ୍ତର ବକ୍ତବ୍ୟ ଦେବାରେ ବ୍ୟସ୍ତ I ବୋଧହୁଏ ପୂର୍ବତନ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କଠାରୁ ବିଜେପି ମନ୍ତ୍ରୀମାନେ ଭାଗପାଇ ସନ୍ତୁଷ୍ଟ ହୋଇ ଚୁପ ରହିଯାଇଛନ୍ତି I

  • @PratapMohapatra-i9n
    @PratapMohapatra-i9n День назад

    Be passions 🙏