Tehsildar Ends Up With Brawling With Lawyer On-Road In Ganjam | Forceful Eviction

Поделиться
HTML-код
  • Опубликовано: 26 ноя 2024

Комментарии • 2,4 тыс.

  • @shibaneeentertainment3186
    @shibaneeentertainment3186 2 года назад +425

    ନିଜର ସ୍ବାଭିମାନ କୁ ବଳି ପକାଉଥିବା ଅଫିସର ମାନଙ୍କୁ ଏହିଭଳି ଓକିଲ ଆବଶ୍ୟକ।

  • @soumyaranjanpaital3585
    @soumyaranjanpaital3585 2 года назад +1571

    ଏମିତି କା ଓକିଲ ହ୍ନି ଦରକାର ଓଡିଶା କୁ..... 👍👍👍👍👍👍👍...... ଗର୍ବ ଅନୁଭବ କରୁଛୁ ଓକିଲ sir 🙏🙏🙏..... ❤️

  • @lizaparu1541
    @lizaparu1541 2 года назад +303

    ଓକିଲ ବାବୁ ଆପଣଙ୍କ ସାହାସିକତା କୁ ସହେ ସଲାମ 🙏🙏🙏🙏

  • @pinkuraj6400
    @pinkuraj6400 2 года назад +34

    , ଓକିଲ୍ ସର୍ ଙ୍କୁ ମୋର ନମସ୍କାର, ଆଉ ସେ ତହସିଲ୍ କୁ ବଡା, ଶଳା ଗରିବ ଲୋକ ଙ୍କ ଉପରେ ହକ ଦେଖାଉଛି...👍

  • @manojgahir9146
    @manojgahir9146 2 года назад +126

    Respected Lawyer Sir Your voice is quite welcome such arrogant govt officials made the society worst...shame on such Tehesildar

  • @Samirvlogs2546
    @Samirvlogs2546 2 года назад +637

    ଓକିଲ ଙ୍କ ଅବସ୍ଥା ଏମିତି ଆଉ ସାଧାରଣ ଜନତା ଙ୍କ ଅବସ୍ଥା କିପରି ଥିବୋ ଭାବିଲା ବେଲକୁ ଡର ଲାଗୁଛି ହେ ପ୍ରଭୁ 🙏🙏

  • @sarambotv8270
    @sarambotv8270 2 года назад +285

    ଓକିଲ ଦେଖିଲି ବହୁତ ଦିନ ପରେ. ସତରେ ମାନିବାକୁ ପଡିବ..... ❤️❤️❤️❤️👌

  • @Rashje
    @Rashje 2 года назад +129

    ଯଦି ଓକିଲ ନଥାନ୍ତେ,ପୋଲିସ ଯାହାକୁ ବି ନେଇ ଦଫା ଲଗାଇ ଦେଇଥାନ୍ତେ....ସାଲୁଟto lawyer... Such a rude takla tahasildar 😂

  • @rabinayak3524
    @rabinayak3524 2 года назад +31

    ଓକିଲ ସାର ଦନ୍ୟ ବାଦ ଏହି ଗୁଣ୍ଡା ମନ ଙ୍କୁ ଏମିଥି ବେବହାର ଦରକାର 👍🙏🙏🙏

  • @ganeswarmunda8490
    @ganeswarmunda8490 2 года назад +37

    ଓକିଲ ସାର୍ ଙ୍କୁ ଶହେ ସଲାମ୍🙏🙏🙏🙏🙏🙏🙏🙏🙏ସେ ତହସିଲଦାର ଏବଂ ପୋଲିସ୍ କୁ 🤛🤛🦶🦶🦶🦵🦵🦵

  • @pradoshkumar7833
    @pradoshkumar7833 2 года назад +317

    ତହସିଲଦାର ଆଉ ଓକିଲ ଭିତରେ ଯୁକ୍ତି ଚାଲିଛି ଆମେ ସବୁ ଦେଖିଲେ କିନ୍ତୁ ଗୋଟିଏ କଥା ଓଡ଼ିଶାବାସୀ ନିଜେ କୁହନ୍ତୁ ଏ ଚନ୍ଦା ମୁଣ୍ଡିଆ ପେଟୁ କାଳିଆ ପୋଲିସ ହେବା ପାଇଁ ଯୋଗ୍ୟ କି.ତା ପେଟ କୁ ଦେଖନ୍ତୁ କେତେ ବଡ଼ ହେଇଚି ଫିଟନେସ ଜମା ବି ନାହିଁ ତଥାପି ସେ ପୋଲିସ ଚାକିରୀ କରିଛି. ୟାକୁ ଚାକିରୀ ରୁ ବାହାର କରିଦେବା ଦରକାର.

    • @healer278
      @healer278 2 года назад +19

      କିଏ ବାହାର କରିବ. Authority ବି ପେଟୁ ଢୋଲିଆ. ଖାଲି କାର୍ତିକ ପଣ୍ଡିୟାନ slim ବାକି ସବୁ ମୋଟା ପେଟୁଆ. ଗୋଡ଼ର ଗୋଡ଼ିଆ

    • @RasidKhan-kg3tm
      @RasidKhan-kg3tm 2 года назад +9

      Sabu police mananku army training diajauu

    • @aritsu6892
      @aritsu6892 2 года назад +3

      But bro semane 60years job kale ta seya haba na...tume n tuma bapa kale b seya haba...60years jayein kehi fit rahibe nahi...lokar 35years ru peta baharuchi..sethipain central govt "Agniveer" scheme anila..but all politicians except BJP r against that scheme...

    • @nileshthakur9251
      @nileshthakur9251 2 года назад +2

      Police nuha bhai Tshasildar

    • @oyester6394
      @oyester6394 2 года назад +4

      @@aritsu6892 Govt jadi rule kariba je jebe unfit haba Peta bahariba setebele job jiba then dekhiba kete yr jae officer nijaku fit rakhuchhanti......Job uparaku katha asile kamti fit hebe dekhiba....Au kounasi govt. Office ku jao tanka behaviour ate kharap je tamaku lagiba jamti tame tanka ghara ra maid....tanka paisa re tame chaluchha...

  • @sambitkumar4807
    @sambitkumar4807 2 года назад +65

    ତହସିଲଦାର mg ଚୋର ଆଉ ପୋଲିସ ତାଙ୍କର ପଦାଚଟା କୁକୁର ଶଳା ଗରୀକୁ ନାୟ ନାହିଁ ଏରାଜ୍ୟରେ 😖😖

    • @chandrababu6472
      @chandrababu6472 2 года назад +1

      ମସ୍ତ୍ କହିଲ ଭାଇ। ଜୟ ଜଗନ୍ନାଥ

  • @Ku_Dushmanta
    @Ku_Dushmanta 2 года назад +66

    ସରକାରୀ କର୍ମଚାରୀ ମାନଙ୍କ ବହୁତ୍ ମୁଁହ ହେଇ ଗଲାଣି ଏ ସରକାରରେ କଥାବାର୍ତ୍ତା କରିବାର ସାଲିନତା ଭୁଲିଗଲେଣି ଜଣେ ଓକିଲଙ୍କ ସହ ଏପରି ବ୍ୟବହାର ସାଧାରଣ ଜନତାଙ୍କ ପ୍ରତି କଣ ବ୍ୟବହାର ନଥିବ

  • @harekrishnagain7134
    @harekrishnagain7134 2 года назад +68

    Well Advocate sir.... Every person should be like you... So that everyone needs to know rules and regulation. 👍👍👍🙏🙏

  • @parthapattanaik5791
    @parthapattanaik5791 2 года назад +36

    Very courageous person, This type of lawyers required to our societies.

  • @hemantkumarroutray407
    @hemantkumarroutray407 2 года назад +132

    ଓକିଲ ମହାଶୟକୁଂ ଧନ୍ଯବାଦ , ଏହି ତହସିଲଦାର ଗୁଣ୍ଡା ରୋଲ କରୁଛନ୍ତି, ମନେ ମନେ ଭାବୁଛନ୍ତି ମୁଁ ହେଉଛି ମହାନ, ଇଏ ମଣିଷ ହାବୁଡେ ପଡିନାହାନ୍ତି, ନାମ ନେଇଜିବ ତହସିଲ ସାରେ , ସାବଧାନ ହୁଅ

    • @k_p_s316
      @k_p_s316 2 года назад

      E Tahasildar education qualification Kan achhi?
      Section na jani kuade aasuchhanti.

  • @UnlessPK1878
    @UnlessPK1878 2 года назад +83

    ଏଠି ଦୋଷୀ ଖସି ଯାଉଛନ୍ତି ହେଲେ ନିର୍ଦ୍ଦୋଷ ଦଣ୍ଡ ପାଉଛି ଏଇ ଆମ ସରକାରଙ୍କର ବିଚାର

  • @sudhakarsuna7396
    @sudhakarsuna7396 2 года назад +296

    ତହସିଲଦାର ଙ୍କ ବ୍ୟବହାର ଜମା,ଭଲ ଲାଗୁନି

  • @tangitokaodiaprank5579
    @tangitokaodiaprank5579 2 года назад +3

    ଓକିଲ ମହାଶୟଙ୍କ କାର୍ଯ୍ୟ ଦେବତୁଲ୍ୟ
    ମହାନ୍ ମଣିଷ

  • @Actorchinmayvlogs
    @Actorchinmayvlogs 2 года назад +3

    ସୁର ଅଜା ଦଉଡି ଆସ ହୋ ଏଠି ରମ୍ପା ରମ୍ପି ହେଲେଣି🏃🏃

  • @babunamallick5594
    @babunamallick5594 2 года назад +29

    ତସିଲି ଦାର ସାର୍ ଆପଣ କଣ ପାଇଁ ଆଇନକୁ ସନମାନ୍ ଦେଉନାହାନ୍ତି ନୋଟିସ୍ ର ସମୟ ଅବଧି ପୂର୍ବ ରୁ ଉଛେଦ କରି ଆଇନ୍ କୁ ହାତକୁ ନେଇଛନ୍ତି ଜଣେ ସାଧାରଣ ଲୋକ ଙ୍କୁ ଆପଣ ହଇରାଣ କରୁଛନ୍ତି ଏ ପୋଲିସି ସବୁ ଦେଖ୍ କାହିଁକି ନୀରବଦ୍ରଷ୍ଟା ସାଜିଛି

  • @fiveyearscompletemygym8179
    @fiveyearscompletemygym8179 2 года назад +29

    ଭଗବାନ ଦେଇଥିବା ଯେଉଁ ଦୁଇ ସୁନ୍ଦର ଆଖିରେ କମେଣ୍ଟ ପଡୁଥିବା ମୋର ଭାଇ ଭଉଣୀମାନଙ୍କ ଆଖିରେ ଲୁହ କେବେ ନ ଦିଅ ପ୍ରଭୁ🙏

  • @rojitpatra1484
    @rojitpatra1484 2 года назад +158

    ତହସିଲଦାର ବାବୁ ଆପଣ ଜଣେ ଶିକ୍ଷିତ ବ୍ୟକ୍ତି ତ ଏମିତି ଚିଲଉ ଛନ୍ତି କନପାଇ ଅଭଦ୍ର ପରୀଆ କଥାବାର୍ତ୍ତା କରୁଛନ୍ତି ଓ କାହିଁକି ନା ତହସିଲଦାର ପୋଷ୍ଟ ରେ ଅଛନ୍ତି ବୋଲି ଏତେ ରାଗ

    • @satyabratamunda4713
      @satyabratamunda4713 2 года назад +11

      ତାସିଲଦlର୍ ପାଠ ପଢିନି ଶଳା ଗୋଟେ ମୂର୍ଖ
      ସଲାର କିଛି ଅଭାବ ଅଛି ତାକୁ ଯଦି ପୁରଣ କରିଦେଲେ ଭଲ ହନ୍ତା

    • @7xhemantyt758
      @7xhemantyt758 2 года назад +2

      Tahasil dar se nanda mundia ta ki

    • @love.controller3626
      @love.controller3626 2 года назад

      Mo raga ta ahuri bhayankar 😠😡

    • @love.controller3626
      @love.controller3626 2 года назад

      @@satyabratamunda4713 😆

    • @dnaik1832
      @dnaik1832 2 года назад +1

      ବାଳ ତହସିଲ

  • @dhaneswarpatra1921
    @dhaneswarpatra1921 2 года назад +1

    ତହସିଲଦାର ମହାଶୟ କଥାବାର୍ତ୍ତା ଟିକିଏ ଠିକ୍ କରିବା ଉଚିତ୍

  • @Mr_village_BOY_REALITY
    @Mr_village_BOY_REALITY Месяц назад +1

    ଓକିଲ sir ସମ୍ଭିଦାନ୍ ରୋ ଲୋକ ସେ ତହସିଲଦାର ରୋ ବାପା

  • @babulabindhani8264
    @babulabindhani8264 2 года назад +91

    ଏ ମାଗିଆ ତହସିଲଦାର ଆଉ ପୋଲିସ ମାଗିଆ କୁ ଦେଖିଲେ ବାଡେଇବି

    • @Mission_Defence_Official
      @Mission_Defence_Official 2 года назад

      Limit bhai. social media re

    • @Toxic12389
      @Toxic12389 2 года назад +1

      @@Mission_Defence_Official Tu to limit sikhe be limit sikha na aau

    • @sisirkant7952
      @sisirkant7952 2 года назад +1

      Bada magya ku chandua to mundare Banda🤣🤣

    • @dhanurjaydurua7291
      @dhanurjaydurua7291 2 года назад +1

      ଏହି ତସିଲାଦାର ଓ ପୋଲିସ ନବୀନ ବାବୁର ବିରୋଧୀ

  • @anantakumar2355
    @anantakumar2355 2 года назад +166

    ସରକାରୀ ଚାକିରୀ କରିକି ବ୍ୟବହାର ଠିକ୍ କରନ୍ତୁ।

    • @sudamtopno8371
      @sudamtopno8371 2 года назад +1

      Kain Banda lawyer ra kou pela behaviour karuchi ki.. sala lawyer ta harami..

    • @kanha539
      @kanha539 2 года назад

      Lawyer start karichi kharap byabahar

    • @prabinmohanty5086
      @prabinmohanty5086 3 месяца назад

      Sarakari naukar boli kn bhagaban ki chadha 😂

  • @ktworld5929
    @ktworld5929 2 года назад +92

    ଇଏ ତସିଲ ନା ମୂର୍ଖ.. ଚନ୍ଦା ରୋଡ ଉପରେ ଝଗଡା କରୁଛି... ବୁଦ୍ଧି କିଛି ନାହିଁ.. 😄😄😄😄

    • @thanos4334
      @thanos4334 2 года назад

      🤣🤣🤣

    • @Sun_Dil
      @Sun_Dil 2 года назад

      Telugu film dekhi ki asichi, hero giri 😁😜😁😜

  • @madhusudan4169
    @madhusudan4169 Год назад +1

    ଏ ମାଘିଆ ତାସିଲଦରକୁ ଆଗ ବା ଢା ଓ ପଛରେ ବିଚାର କର ଏ ମା ଘି ଆ ପୁଲିସ୍ ଙ୍କୁ କଣ ଦେଖାଯାଉନାହିଁ MLA ଜଗଦେବ ଯେମିତି ତସିଲଦରକୁ ବା ଢେ ଇ ଥିଲା ସେମିତି ସେଠାକାର MLA ବା ଡେ ଇ ବା ଦରକାର ତାସିଲଦର କୁ

  • @prabhatkumarjena3194
    @prabhatkumarjena3194 2 года назад +24

    I respect 🙏 the lawyer who fight for the people .The govt. Should teach some behavioral skill to their govt. Officer also follow the rules . Good job sir 👏 well said. Actually they need it.

  • @KOBITA5559
    @KOBITA5559 2 года назад +63

    ଆଜିକାଲି ଯେଉଁ ମାନେ ଚାକିରୀ କରୁଛନ୍ତି ଓଲଟା ଗରିବ ମାନକ ଟାରୁ ଲାଞ୍ଚ ନିଅନ୍ତି

    • @kartikpadhan7462
      @kartikpadhan7462 2 года назад

      Sata bhai ame chakiri Kiribani 1 kg bpl chaula jindabad

    • @somu2053
      @somu2053 2 года назад

      Gariba kia

    • @somu2053
      @somu2053 2 года назад

      Gariba ra sangya kn

    • @KOBITA5559
      @KOBITA5559 2 года назад +1

      @@somu2053 ଭାଇ ସାଧାରଣ ଲୁକ ମାନଙ୍କ ଟାରୁ ଯିଏ କମ ସେ ହିଁ ଗରିବ ପାଠ ପଢ଼ିନ କି ରେ ଭାଇ

    • @KOBITA5559
      @KOBITA5559 2 года назад +1

      ଟିକେ student ମାନଙ୍କ ଠାରୁ training କରିଯା, ଏଲେ କା ବୁଦ୍ଧି ଆସିବ

  • @badboybapi2656
    @badboybapi2656 2 года назад +212

    ସାଧାରଣ ମଣିଷ ମନେ, ଆପଣଙ୍କ ଠୁ,କଣ ଶିଖିବେ,,,, ଯାହା ହଉ,,, ସରକାରୀ ଚାକିରିଆଙ୍କୁ,100 🙏🙏🙏,,,,,,

    • @nalinikantagochhayatbapi600
      @nalinikantagochhayatbapi600 2 года назад +2

      pathopadhi oas para, jetebele Jane 1st rahuchhi setebele band karino ebe ghar vangibe, loko kete kastare gharo te karichhanti

    • @hastudypoint7102
      @hastudypoint7102 2 года назад

      Correct bro 💯💯

  • @hemantasahu7277
    @hemantasahu7277 2 года назад +26

    ଏଭଳି ପ୍ରଶାସନିକ ଅଧିକାରୀ ମାନଙ୍କଠାରୁ( E.M.) ମାଜିଷ୍ଟ୍ରେଟ କ୍ଷମତା କାଢ଼ି ନିଆଯାଉ । ଏମାନେ ଧରାକୁ ସରା ମଣୁଛନ୍ତି ।

  • @wingsoffire563
    @wingsoffire563 2 года назад +2

    ଜଲଦୀ ସେ ତହସିଲଦାର ଉପରେ କଡା କାର୍ଯ୍ୟାୁଷ୍ଠାନ ନିଆଯାଉ

  • @durgamadhabasahoo4218
    @durgamadhabasahoo4218 Год назад +2

    ମଣି କେବେ ଫାଙ୍କା ହେଇ ଆମ ଆଡେ ଟିକେ ହାବୁଡ଼ିଲେ ବେଇପୁଅ ନଣ୍ଡା ସାଙ୍ଗେ ଟିକେ ଡାଡ଼ିକି ଡିନା କରନ୍ତେ।

  • @debasishpanigrahy5157
    @debasishpanigrahy5157 2 года назад +321

    Great Lawyaer. Brave lawyer. Salute to you.

  • @abhisekrout7795
    @abhisekrout7795 2 года назад +154

    salute to this lawyer👏👏👏

  • @AdvocateChamber
    @AdvocateChamber 2 года назад +239

    Salute to the advocate

  • @kalyanmusicofficial7202
    @kalyanmusicofficial7202 Год назад +1

    ଏପରି police ଆଉ ଏପରି ତହସିଲଦାର ବାବୁ ଆଉ କିଛି ସରକାର ଲୋକ public କୁ ଖରାପ ହେବାକୁ ବାଧ୍ୟ କରୁଛନ୍ତି ଏପରି କାର୍ଯ୍ୟ କରି

  • @pitabasnayak1987
    @pitabasnayak1987 2 года назад +3

    ଏଭଳି ବେଆଇନ୍ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ମାନଙ୍କୁ ମାଡ ଦରକାର ନହେଲେ ଏମାନେ ବହୁତ ଅହଂକାରୀ ହୋଇ ଗଲେଣି

  • @ashutoshsasmal3839
    @ashutoshsasmal3839 2 года назад +4

    ଏମିତି ହିଁ ଜବାବ ଦରକାର ସବୁ ତହସିଲଦାର ଙ୍କୁ ।

  • @chitrasentv
    @chitrasentv 2 года назад +4

    ନବୀନ୍ ପଦବୀୁରୁ ହଟିଲେ । ପଲିସ୍ ଆପେ ସୁଧୁରୀ ଜିବେ

  • @hemantkumarsahoo9654
    @hemantkumarsahoo9654 2 года назад +40

    ସରକାରୀ ଚାକିରିଆ ମାନେ ନିଜର ମାନବିକତା ହରେଇ ସାରିଲେଣି।

  • @isudasmallickcreation
    @isudasmallickcreation 2 года назад +1

    ବଢିଆ ଆଡ଼ଭୋକେଟ

  • @dillipkumardas2191
    @dillipkumardas2191 2 года назад +3

    Great job advocate salute sir

  • @He-Pramod
    @He-Pramod 2 года назад +15

    ଶାନ୍ତି ରଖିଆ କରନ୍ତୁ ନବୀନ ଯାଇଛି ଦୁବାଇ ବୁଲି ଆସିଲେ କ'ଣ ଫେଇସଲା କରିବ

  • @sujitmahakhud_official
    @sujitmahakhud_official 2 года назад +323

    We need lawyers like this in society

    • @sudamtopno8371
      @sudamtopno8371 2 года назад +2

      Banda lawyer ..

    • @subhransudalai8360
      @subhransudalai8360 2 года назад

      @@sudamtopno8371 😃

    • @VICKY-xn7ib
      @VICKY-xn7ib 2 года назад +1

      @@sudamtopno8371 banda police au banda officer 😂

    • @hdstatusodia07
      @hdstatusodia07 2 года назад

      @@sudamtopno8371 😡😡

    • @thinkgenuine6428
      @thinkgenuine6428 2 года назад

      I wish every road should be encroached illegally & there shouldn't be any space left for public transport !!..... & I wish , Those super intelligents ,who are applauding the lawyer should meet a severe accident at that specific point ,& then only , these pseudo sympathizers may realise ,our Magistrate sir is not evicting for his own benefit ,it's for all of your's wellbeing morons.....grow up & don't always enjoy whenever a public servant is malhandled !!!!.... Respect laws of land & don't always be emotionally driven like a moron......if u couldn't control population explosion,plss don't support illegal encroachment for God sake !!

  • @PublishingLife
    @PublishingLife 2 года назад +254

    Lawyers are the one who can teach this officers in a proper way

    • @sudamtopno8371
      @sudamtopno8371 2 года назад +2

      Lawyer na Bala

    • @runnerview2023
      @runnerview2023 2 года назад +1

      His one of the biggest theif & liar 🤣

    • @BangaloreNature
      @BangaloreNature 2 года назад

      @@sudamtopno8371 bhai.. Court order nahi.. Chopa lawer

    • @sudamtopno8371
      @sudamtopno8371 2 года назад

      @@BangaloreNature hahaha right bro .. lawyer sabu chodi pua .. besi chodi hauchi.. bhitare jail re pkaie diya

    • @sandeepbaliarsingh8463
      @sandeepbaliarsingh8463 2 года назад +3

      @@sudamtopno8371 tahasildaar na Bala be.

  • @BitenKumar
    @BitenKumar 2 года назад +22

    judiciary is main pillar of democracy, not you sir
    Grand salute the Lawyer and shame on this police officer

  • @sureshbehera1992
    @sureshbehera1992 Год назад +1

    ଓକିଲ ହବତ ଏମିତି। ନ୍ଯାୟ ପାଇଁ।, ଜୟ ଜଗନ୍ନାଥ🙏🙏🙏🙏

  • @saratranjanbehera6661
    @saratranjanbehera6661 2 года назад +45

    💥ତହସିଲଦାର ଯଦି right ରେ ଅଛନ୍ତି ତେବେ ଆଇନ ର କଥା କହିବା କଥା ମାତ୍ର ଅଭଦ୍ର ପରି ଚିତ୍କାର କରୁଛନ୍ତି....? 💥. ଯେତେବେଳେ ତହସିଲଦାର ଓକିଲ ବାବୁ ଙ୍କୁ... proof କର..( ଗୋଟେ ଅଭଦ୍ର ପରି ବ୍ୟବହାର ) କହୁଛନ୍ତି ସେତେବେଳେ ପୋଲିସ ଚୁପ ହେଲେ ଯେତେବେଳେ ତହସିଲଦାର, ଓକିଲ ଙ୍କୁ ଆଙ୍ଗୁଠି ଦେଖାଉଛି ପୋଲିସ ତହସିଲଦାର ଙ୍କର ସମର୍ଥନ ରେ ଆସି ଓକିଲ ଙ୍କୁ charge କରୁଛି... ଜଣେ ଓକିଲ ଅବା ଓକିଲାତି ର ସନମାନ ନାହିଁ କି..?

    • @subhabratamishra4465
      @subhabratamishra4465 2 года назад +1

      E Police Mane Ta Maa, Bhaunee, Go Matanku Biki Pakauchhanti Emananka Tharu Ki Izzat Aasha Kariba Bhai.

    • @saratranjanbehera6661
      @saratranjanbehera6661 2 года назад +1

      @@subhabratamishra4465. ସତ କଥା ଭାଇ.. ଓଡିଶା ପୋଲିସ କଣ ଆଉ କେତେ କାଢ଼ୁଆ ତାହା ସାଧାରଣ ଜନତା ଅନୁଭବ କରି ସାରିଲେଣି...

    • @subhabratamishra4465
      @subhabratamishra4465 2 года назад

      💯% right.

  • @A.Ivlogs-yr19
    @A.Ivlogs-yr19 2 года назад +6

    ଏଥିରୁ ଜଣା ପଡୁଛି ସାଧାରଣ ଲୋକଙ୍କୁ କେମିତି ଏମାନେ ବ୍ୟବହାର କରୁଥିବେ।

  • @Bablucollection129
    @Bablucollection129 2 года назад +72

    ଯେତେ ସରକାରୀ ଉଚ୍ଚ ଅଧିକାରୀ ମାନେ କାହାରିବି ବେବହାର ଠିକ ନାହିଁ ସମାଜ ପ୍ରତି l ଜନତା ଙ୍କ ପାଇଁ ଚାକିରୀ କରିଛ l ଜନତା ଙ୍କ ପାଇଁ କାମ କର ଏମିତି ବେବହାର ସମଜ ପ୍ରତି ନିନ୍ଦନୀୟ

    • @ajithbehera9382
      @ajithbehera9382 2 года назад

      That's right

    • @sudamtopno8371
      @sudamtopno8371 2 года назад

      Banda advocate ta ..

    • @kumarchinmay1588
      @kumarchinmay1588 2 года назад

      @@sudamtopno8371 bas sei youtube re semti sabu dino comment lekhuthibu

    • @sudamtopno8371
      @sudamtopno8371 2 года назад

      @@kumarchinmay1588 Han lawyer ta Bala loka ta.. se behaviour thik karuni . K

    • @kumarchinmay1588
      @kumarchinmay1588 2 года назад

      @@sudamtopno8371 au se goribo lokonko pai ladhuchi

  • @hdstatusodia07
    @hdstatusodia07 2 года назад +1

    Advocate air aju dada salute 🙏

  • @bhajamanswain7318
    @bhajamanswain7318 Год назад +1

    यहां पर Advocate को बहुत 2 धन्यवाद।

  • @upriyamnaika9840
    @upriyamnaika9840 2 года назад +8

    ତହସିଲଦାର ଙ୍କୁ ଆଇନ୍ ଅନୁଯାଇ ଭିଚାର କରାଯାଉ ।
    ନ ହେଲେ ଓଡିଶା ସରକାର ଏଥିରେ ମୁଖ୍ୟ ଦାଇ ରହିବ ।
    ଏଥିପାଇଁ ସରକାର ଶୀଘ୍ର କାର୍ଯ୍ୟ ଅନୁଷ୍ଠାନ ନିଆଯାଉ ।

  • @deepenkumarsahu2047
    @deepenkumarsahu2047 2 года назад +201

    As a tahasildar govt. Employees behavior is not proper way.

    • @kpritu1681
      @kpritu1681 2 года назад

      ସରକାର କାହାକୁ ନେଇକି ହୁଏ,ସରକାରୀ କର୍ମ ଚାରି ହେଲେ ଜନତା ଙ୍କ ଚାକର, ଚାକର ମାଲିକ କୁ respect ଦବ ନା ମାଲିକ ଚାକର କୁ ଦବ ସେ ଖଡା ଖିଆ ତହସିଲଦାର ଯେତେବେଳେ ସନମାନ ଦେଇକି କଥା ହେଇ ପାରୁନି ତାକୁ ପୁଣି କି ସଂମାନ,,, ଯେତେବେଳେ ତମ ଘର ଭାଙ୍ଗିବ ସେବେ ତମେ respect ଦେଇକି କଥା ହବ

  • @binodtech7556
    @binodtech7556 2 года назад +203

    Lawyers are lawyers... they are real legends.. 😎

    • @moviegyaan3892
      @moviegyaan3892 2 года назад +1

      Lauda legend.....

    • @aguyfrombabylon6430
      @aguyfrombabylon6430 2 года назад +1

      lawyer guda madduaa ,,

    • @chandanbehera9088
      @chandanbehera9088 2 года назад +2

      @@moviegyaan3892 tu pada dholi saha saman habu i be

    • @chandanbehera9088
      @chandanbehera9088 2 года назад +3

      @@aguyfrombabylon6430 au tu bedhua

    • @aguyfrombabylon6430
      @aguyfrombabylon6430 2 года назад

      @@chandanbehera9088 are kana tu kahidele mu heijibi na kana,, kintu Okila guda mada khai chanti kete jaga re... gandi chalaki jogu.. hahahhaha

  • @subashmallik919
    @subashmallik919 2 года назад

    ଧନ୍ୟବାଦ ଓକିଲ ସାରେ

  • @bishnupriyadash2437
    @bishnupriyadash2437 Год назад +1

    ama ganjam re ameti lawyer darkar gariba lokara dukha bujhi paruthiba very👍 good sir thanks🙏

  • @rajacreation7010
    @rajacreation7010 2 года назад +6

    ଏମିତିକା ଓକିଲ ଆମ ଓଡ଼ିଶା ରେ 🙏🙏

  • @lajitkumar7788
    @lajitkumar7788 2 года назад +5

    ଯଦି ଓକିଲ୍ କୁ ଏମିତି ତାହାଲେ ସାଧାରଣ ଜନତା କୁ କେମିତି କରିବେ sir

  • @DeepakKumar-fc5xk
    @DeepakKumar-fc5xk 2 года назад +20

    ଏମାନେ ଉଭୟ ଦାୟିତ୍ବବାନ ହୋଇ ଦାୟିତ୍ଵ ହୀନ କାର୍ଯ୍ୟ କରୁଛନ୍ତି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଆଉ ନିନ୍ଦନୀୟ। ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

  • @kabirhial5134
    @kabirhial5134 2 года назад

    ଓକିଲ ସାର ବହୁତ ସୁନ୍ଦର ଏ ମାନଙ୍କୁ ଏମିତି ହିଁ ଦରକାର 🙏🙏🙏👍

  • @gungunmusic8075
    @gungunmusic8075 2 года назад

    ଭଲ ଓକିଲ ଜଣକ,ଧନ୍ୟବାଦ।

  • @mesusil287
    @mesusil287 2 года назад +131

    Salute to this lawyer.. the courage he shows infront of dm is appreciated..dm last re aau kichi napi public mananku kahuchi kn hauchi ethi jao ethu😂😂

    • @MSD_FANS579
      @MSD_FANS579 2 года назад +9

      He is not dm. He is tahasildar.

    • @mesusil287
      @mesusil287 2 года назад +4

      @@MSD_FANS579 thanks God ..he is not a dm😂

    • @EduNikunjaPanda
      @EduNikunjaPanda 2 года назад +5

      @@mesusil287 sia dm hei thile se lawyer ebe jail re thanta

    • @MSD_FANS579
      @MSD_FANS579 2 года назад

      @@EduNikunjaPanda ..auu kan dm gote ias officer 5 barsa pare hua. Initially sdm re ias officer entry kare tapare dm hua (mane pura district ra head or district magistrate? ).
      Tehsildar auu bdo..
      group b gazetted kintu bele magistrate power bhi thae.

    • @chandanbehera9088
      @chandanbehera9088 2 года назад +3

      @@EduNikunjaPanda Bala na... We advocate hv that much power we can tranfer a majistrate nd judge who is this dm

  • @kkvlogs1819
    @kkvlogs1819 2 года назад +6

    ଏମିତି ଫର୍ଜରୀ ବହୁତ୍ ଚାଲିଛି
    ଏଇ ବାବୁ ମାନଙ୍କୁ ହାତ ଗୁଞ୍ଜା ନଦେଲେ କିଛି କାମ ହେଉନି

  • @moid9067
    @moid9067 2 года назад +211

    That's why education is important 😎.... That's called a lawyer 😎🙏

    • @sudamtopno8371
      @sudamtopno8371 2 года назад +3

      Pela lawyer

    • @MRShark7
      @MRShark7 2 года назад +5

      @@sudamtopno8371 mg kan ta bujhilu kahilu

    • @sudamtopno8371
      @sudamtopno8371 2 года назад

      @@MRShark7 tu Banda se lawyer ra ra pua se to bapa seta bujhili MC

    • @MRShark7
      @MRShark7 2 года назад +3

      @@sudamtopno8371 to ma bia re gehibi magia 🤬

    • @sudamtopno8371
      @sudamtopno8371 2 года назад +2

      @@MRShark7 haha Radha dehare badha pasi gala . Mu ta se advocate ku kahili tate Kain badhila kire . Tenu mu confirm heigali se advocate to maa bia re genhila pare tu janma heichu. kana bhul kahili chodipua. haha

  • @balaramsahoo4558
    @balaramsahoo4558 2 года назад

    ଓକିଲ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ ଅର୍ପଣ କରୁଚି

  • @BijoyKumarDas-rc1ss
    @BijoyKumarDas-rc1ss 5 месяцев назад +1

    ଏହି ତହସିଲଦାର ବ୍ୟବହାର ଶିଖି ନାହାନ୍ତି। ୟାଙ୍କୁ କିଏ ପବ୍ଲିକ servant କରିଛି. ତୁରନ୍ତ ଏହି ତହସିଲଦାର କୁ suspend କରାଯାଉ। ମାଜିଷ୍ଟ୍ରେଟ ପୋଲିସ କୁ କାମ ନ ଦେଈ ନିଜେ ଗୁଣ୍ଡା ଗିରି କରୁଛି. Pandian ବଳ ରେ ଏମାନେ ଅଫିସର୍ ରାଜ କରୁଛନ୍ତି. ଗୋଟେ mere ତହସିଲଦାର,ହେ knows limited law.Advocate is sometime judicial magistrate ଏ କଥା ତହସିଲଦାର ଜାଣିନି. ପରିସ୍ଥିତି ଅସମ୍ଭାଳ ହେଲେ ଭୂଲ ମାଗିବ

  • @subratmajhi5262
    @subratmajhi5262 2 года назад +9

    ଚୋର ମୁହଁ ଟାଣ । କି ଯୁଗ ହେଲାରେ ... ଚାକର ହୋଇ ଏତେ ଗର୍ବ .. ଜୟ ଜଗନ୍ନାଥ ।

  • @Sached299
    @Sached299 2 года назад +28

    ତହସିଲଦାର କୁ ମାଡ଼ ଦରକାର

  • @blvmedia6901
    @blvmedia6901 2 года назад +72

    Tahasildar should not be like that,he should be punished for behavioral attitude... Salute to lawyer sir for his courage. Thanks for giving news....

  • @maasitalammacreations9764
    @maasitalammacreations9764 2 года назад

    ତହସିଲଦାର ଓ ଆର୍.ଆଇ ମାନେ ରାୟଗଡ଼ା ଜିଲ୍ଲାରେ ଆଦିବାସୀ ମାନଙ୍କୁ ବହୁତ ଠକୁଛନ୍ତି !

  • @birenpradhan2887
    @birenpradhan2887 Год назад +1

    Very good law sr. Thanks

  • @debrajnahak8527
    @debrajnahak8527 2 года назад +16

    Salute advocate aju patnayak sir be brave and take necessary actions according to law against these culprit officers

  • @jitendrabarik1607
    @jitendrabarik1607 2 года назад +6

    A police ku tk dekha kemiti heuchhi last ku ....best lawyer salute sir

  • @sonaliraj809
    @sonaliraj809 2 года назад +52

    Argue with a valuable point dear Tahasildar sir...you are a executive magistrate and this type of behaviour to a public defendant is not acceptable. Bar association should take necessary steps . Harrassing and arguing is not the solution. 🙏

    • @sudamtopno8371
      @sudamtopno8371 2 года назад +3

      Lawyer should learn how to behave.. show a court order simple aau kichi argument nahi . Patha ta padhi nathanti lawyer murkha kouthi kara Khali bhokibe.. plus se gote qualified OAS officer ta saha bhadrami re behaviour karile se bi Kariba.. thik se tika patha padha ae sabu advocate aau judge nijaku bhagwan bhabanti.. chiii.. aaa thuuu lajya..

    • @navinkandulna763
      @navinkandulna763 2 года назад +3

      @@sudamtopno8371 sei officer tahale kahiki emiti behave karuchi? jadi SEI ete bhala tahale matra 24 hr khaiki dele kamse kam 1 week ra time dei thante

    • @barshaeditz455
      @barshaeditz455 2 года назад +2

      @@sudamtopno8371 oas hau ki ias ....1st of all se Janata nko rights pyn kamo kariba kotha...OAS boli kahuchi chup,chup ..power dekhauchi ghamand achhii ...nije behavior kharap kolaa.... lawyer ta agyan re kotha hauchanti ....au kn jhogoda kn pyn argue kn pyn naa ... jetebele nija haq pyn kehi pati kare taaku argue kuhajaeni..by the way lawyer OAS Thu besi janichi kau behavior re kete dfaa lagibo ...

    • @barshaeditz455
      @barshaeditz455 2 года назад

      ruclips.net/video/DXmt22EBUDw/видео.html ... eitaa dekhee ...sabu oas or sabu lawyer j volo seitaa kahuni ....oas Ra history check kara janijibo

    • @sudamtopno8371
      @sudamtopno8371 2 года назад

      @@barshaeditz455 lawyer aau judge mane kadali.. jadi besi janichi sidha order nei asu aau OAS officer name re lokayukta , RDC, aau competatnt authority pakhe complaint kar ete boli haba kana darkar gote officer on duty saha . Jana padila kete law janichi. aau Tara mazak banaoni tame kahiki ki lawyer besi patha janichi .

  • @tirasasabar3888
    @tirasasabar3888 Год назад +1

    Advocate jindabad

  • @triloknayak3060
    @triloknayak3060 2 года назад +1

    Salute Advocate sir

  • @WORLDA2ZRINGTONES
    @WORLDA2ZRINGTONES 2 года назад +13

    Great lawyer, i salute you

  • @debabrata9182
    @debabrata9182 2 года назад +11

    Great lawyer 👏 👌. No.1 Lawyer

  • @UnlessPK1878
    @UnlessPK1878 2 года назад +4

    ଏମାନେ ସବୁ ଗର୍ମେଣ୍ଟ ଚାକିରି ଗୋଟେ ଗୋଟେ କରିଛନ୍ତି ବୋଲି କି ମଣିଷ ପଣିଆ ଭୁଲି ଗଲେଣି ଆଉ ଏମାନେ ସବୁ ନିଜକୁ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ

    • @gobardhanbarik6616
      @gobardhanbarik6616 2 года назад +1

      Nabin Sir Nja Gote Gona Ku bi Sarinuha A Tahasildar Ete Garba
      ...

  • @anilpadhy2614
    @anilpadhy2614 Год назад +1

    Okila sir thanks

  • @bijaypradhan5216
    @bijaypradhan5216 Год назад +1

    Aisa ki har jagah rahana chahie thank you sir

  • @sambalpuristatus_
    @sambalpuristatus_ 2 года назад +22

    Lawyer are always legend.... 🙏

  • @santoshbabu6247
    @santoshbabu6247 2 года назад +8

    Lawer sir Dil se salute🙏

  • @saratnayak1567
    @saratnayak1567 2 года назад +115

    The Tahasildar is a public servant , he should behave properly and should act according to govt. rules and regulations,not shout so loudly in a public place with the advocate . If the behavior of Tahasildar to the advocate in public place like such we should imagine what type of behavior will be to the public in office.

    • @sudamtopno8371
      @sudamtopno8371 2 года назад

      Se advocate ta Banda advocate

    • @shobharamtandi592
      @shobharamtandi592 2 года назад

      A learned lawyer must behave in a learned way not in a mischievous way.

    • @kumaralokofficial
      @kumaralokofficial 2 года назад +1

      Tahasildar nijoku bahut bada officer dekhei houchhi...... Public mada khayi nahin...... Jaha jana paduchhu..... Muhon.... Bahut tano.... Laguchhi........ Jebe pane khaibe.... Pura size heijiba.

    • @Santoshsahu-143
      @Santoshsahu-143 2 года назад

      Right r bhali mc officer ku public mada daba darkar..kukura

    • @user-nn9lc4lk8r
      @user-nn9lc4lk8r 2 года назад

      @@shobharamtandi592 tu pura Gandhi pua au

  • @rajendrapatra4199
    @rajendrapatra4199 Год назад +2

    Tahsildar ku turant saspend karajau

  • @iindia8565
    @iindia8565 Год назад

    ଓକିଲ ବାବୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏

  • @sarbeswarsahoo1098
    @sarbeswarsahoo1098 2 года назад +14

    Salute to The lawyer

  • @Okmanas
    @Okmanas 2 года назад +25

    Lawful procedure by lawyer really legend...salute this

  • @pramodasahoo6536
    @pramodasahoo6536 2 года назад +15

    Lawyer is pillar of our country

  • @babajicharansahoo4230
    @babajicharansahoo4230 Год назад +1

    Congratulations Advocate sir

  • @biswaranjandash8121
    @biswaranjandash8121 2 года назад

    ଓକିଲ ବାବୁ hero
    ତହସିଲଦାର ଭିଲିଆନ

  • @satyajitbehera2452
    @satyajitbehera2452 2 года назад +14

    Wow beautiful layer sir.you are great 🙏🏻🙏🏻🙏🏻

  • @ekalagsochtm5920
    @ekalagsochtm5920 2 года назад +8

    Wow great fighter lawyers.proud of you sir

  • @tusharmoharana9101
    @tusharmoharana9101 2 года назад +12

    Courageous law action against tahasildar by the street lawyer, grand salute hor his great work

  • @srikant999
    @srikant999 2 года назад +3

    Both servants behave like villain & Advocate is real hero of the situation 🌹🙏

  • @kavitasahoo7592
    @kavitasahoo7592 2 года назад +83

    In every aspect govt employees are making new rules of their own and implementing (dadagiri) too