Odisha | 'Crorepati' Anganwadi Worker In Vigilance Net

Поделиться
HTML-код
  • Опубликовано: 15 окт 2024

Комментарии • 1,2 тыс.

  • @hsamalyt2785
    @hsamalyt2785 3 года назад +356

    ଗୋଟେ ସରପଞ୍ଚ ର ଦରମା ୨୪୬୭ଟଙ୍କ ମାସିକ କିନ୍ତୁ ୫ବର୍ଷ ଭିତରେ ସେ ୩ରୁ୬କୋଟି ର ମାଲିକ ହୋଇ ଯାଉଛି ସେଥି ପ୍ରତି ଟିକେ ଦେଖିଲେ ଭଲ ହୁଅନ୍ତା

  • @Dinesh-fy6pz
    @Dinesh-fy6pz 3 года назад +394

    ହେ vigillance bala ଙ୍କର ବଡ଼ ବଡିଆ ଙ୍କୁ ଧରିବାର ଓକାତ ନାହିଁ ।

  • @madhusmitakamlia7707
    @madhusmitakamlia7707 3 года назад +294

    ସାଧାରଣ ଲୋକ ଅଗକୁ ଗଲେ ସଙ୍ଗେ ସଙ୍ଗେ ଏମିତି news ଆସିଯାଉଛି.. But ML,MP.. ଏମିତି ରାଜନୀତି ଲୋକ କେତେ ଟଙ୍କା ସାଧାରଣ ଲୋକଙ୍କଠୁ ଠକି ବଡ ଲୋକ ହେଉଛନ୍ତି.. But ତାଙ୍କ ପାଇଁ କିଛି ନାଇଁ.. ଧିକ

  • @ajitpkr4
    @ajitpkr4 3 года назад +206

    20 ବର୍ଷ କାଳ ଜଣେ ଅଙ୍ଗନୱାଡି କର୍ମୀ ଯେତେ ପଇସା ଖାଇଲେ ବି କୋଟିଏ ରୁ ଉର୍ଦ୍ଧ୍ବ ସମ୍ପତ୍ତି କରିପାରିବେନି , ତାଙ୍କର କିଛି ଅନ୍ୟ ରୋଜଗାର ମାଧ୍ୟମ ଥିବ

    • @ardhendusekharmishra3347
      @ardhendusekharmishra3347 3 года назад +1

      Ekdum thik bhai

    • @susamasahu6592
      @susamasahu6592 3 года назад +4

      Right

    • @rehanentertainment5697
      @rehanentertainment5697 3 года назад +3

      Tor b kiye achi angan badi re

    • @jagnasenbag3346
      @jagnasenbag3346 3 года назад +6

      Right katha se kn government job karu6nti Bali au ki6i kama karibe ni na kn tankara au b alaga business thiba na

    • @Enter10-U-24
      @Enter10-U-24 3 года назад +5

      ଆରେ ସେ ପା ନିଜେ କହିଲେ ତାଙ୍କ ସ୍ଵାମୀ ଜମି business କରନ୍ତି। ବାସ୍ ସେଇ ଟା ତ ସବୁକିଛି ଆଉ kn ଦରକାର। ମାତ୍ର ଏହା illigal ନୁହଁ।

  • @bholasankarkar5867
    @bholasankarkar5867 3 года назад +238

    ଆରେ ଦମ୍ ଅଛିତ ରାଜନେତା ଆଉ ଶିଳ୍ପପତି ଙ୍କୁ ଧର ଏ ସାମ୍ବାଦିକ କୁ ଆଗ କାନକୁ ଦିଅ । କିଛି ନାହି କିଛି ମିଳିବନି

    • @aameodia2516
      @aameodia2516 3 года назад +4

      ସବୁଥିରେ ପଲିଟିକ୍ସ ଭାଇ। ଯିଏ bjd ବିରୋଧରେ ଗଲା ତାକୁ aevali ହଇରାଣ କରାଯାଉଚି

    • @debashishdash401
      @debashishdash401 3 года назад +1

      Basss...thik katha

    • @akshayakumarbhol4132
      @akshayakumarbhol4132 3 года назад +1

      କାଢ଼ ପାଇବନି ।

    • @tumeswarbudek1463
      @tumeswarbudek1463 3 года назад +1

      ହଁ ତ

    • @dineshrajput2045
      @dineshrajput2045 3 года назад +1

      thik thik

  • @himanshubehera2217
    @himanshubehera2217 3 года назад +146

    ଥରେ ବିରଞ୍ଚି ନାରାୟଣ ସାହୁ କୁ ଏମିତି ପଚାରିଲେନି mg media ଵାଲା

  • @Sponsore..By..Unt..
    @Sponsore..By..Unt.. 3 года назад +166

    ଗୋଟେ ଲୋକ ଆଗକୁ ଜିବା ପାଇଁ ଚେଷ୍ଟା କରେ ହେଲେ ହେଲେ ଏମିତି ମଣିଷ ଅଛନ୍ତି ସହିପାରନ୍ତି ନାହିଁ

  • @AsishKumar-qw2xu
    @AsishKumar-qw2xu 3 года назад +152

    ଦମ୍ ଅଛି ତ ବଡ଼ ମାଛଙ୍କୁ ଧର ଏଇ ଛୋଟ ଛୋଟ ମାଛ ଙ୍କୁ ଧରିକି ବାହା ବାହା କିହିକି ନେଉଛ

  • @radhamadhabdas3428
    @radhamadhabdas3428 3 года назад +30

    ଯଦି ଧନୀ ଲୋକ ମାନଙ୍କୁ ଖୋଜି ଖୋଜି ବାହାର କରି ଟଙ୍କା ତାଙ୍କର ନଉଚ୍ଚ ସେମିତି ଗରିବ ଲୋକ ମାନଙ୍କୁ ଖୋଜି କରି ଟଙ୍କା ଆଉ ଖାଇବା ଦିଅ ,ତାହେଲେ ଠିକ୍ ହବ ।ଏମିତି ଅନ୍ୟାୟ କେତେ ଦିନ କରିବ ,ଧର୍ମ କୁ ଟୀକିଏ ତ ଡର ।

  • @SpeakwithDivyanka
    @SpeakwithDivyanka 3 года назад +125

    ସ୍ୱାମୀ ଜମି ବାଡ଼ି business କରନ୍ତି ଏତିକି ଯଥେଷ୍ଟ..

  • @sidhu2537
    @sidhu2537 3 года назад +100

    ମତେ ଲାଗୁଛି ମିଡିଆ ବାଲା ବି ଇର୍ଷା ରେ ଜଳୁଛି , ଦିଦି ର ଉନ୍ନତି ଦେଖି ସହି ପାରୁନି ।

  • @swatirefrigerationodia.4421
    @swatirefrigerationodia.4421 3 года назад +167

    ଅଙ୍ଗନବାଡି କର୍ମୀ ଘରେ ଯଦି ଏତେ ସମ୍ପତ୍ତି ତାହେଲେ ପାରଲାଖେମୁଣ୍ଡି dfo ସଂଗ୍ରାମ କେଶରୀ ଘରେ ଚଢ଼ାଉ କରି ଦେଖାତ କେତେ ସମ୍ପତି ଅଛି, ସେ ଔକାତ ଅଛି କି ଓଡ଼ିଶା ସରକାର ନା ଭିଜିଲାନ୍ସ ଅଧିକାରୀର ।

  • @ramakantapasupalak1890
    @ramakantapasupalak1890 3 года назад +135

    I think A W . Sister is very sincere , labourious and ideal one.certainly God will help her .

  • @akshayakumarbhol4132
    @akshayakumarbhol4132 3 года назад +41

    ଦିଦି ହେଲେ କୁଜି ଅସରପା ଓ ଭିଜିଲାନ୍ସ ବିଭାଗ ହେଲା କାଣି ବିରାଡ଼ି ।

  • @SuperHitsOdia
    @SuperHitsOdia 3 года назад +3

    *ଜଣକୁ ଦୋଷୀ କହି ଅପବାଦ ଦେଲେ, ସେ କଥା ବହୁତ ଲୋକଙ୍କ ପାଖକୁ ପ୍ରଚାରିତ ପ୍ରସାରିତ ହୁଏ କିନ୍ତୁ ସେହି ଲୋକ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଲେ, ସେ କଥାକୁ କେହି ପ୍ରଚାର ପ୍ରସାର କରନ୍ତି ନାହିଁ। ସେ ସମସ୍ତଙ୍କ ପାଖେ ଦାଗୀ ହୋଇ ରହିଯାଏ । ତେଣୁ ସମସ୍ତଙ୍କୁ ଅନୁରୋଧ ଠିକ୍ ଭୁଲ୍ ଜାଣି କଥାକୁ ଆଗକୁ ବଢାନ୍ତୁ*

  • @satyabrataswain5565
    @satyabrataswain5565 3 года назад +29

    Vigilance ବାଲା କିଛି ନ କହୁଥିଲା ବେଳେ ତମେ ତାଙ୍କ ମୁହଁରେ ବୁମ ଗେଞି କି କଣ କୁହାଇବାକୁ ଚାହୁଁଛ ?
    ଦିଦି ଙ୍କୁ ତମେ ରାଗିଙ୍ଗ କରି ତାଙ୍କ କଥା ରୁ ନଥା କାଢି ତାଙ୍କୁ ଅପମାନିତ କରିସାରିଲଣି । ଏଇଟା ମିଡିଆ ଟ୍ରାଏଲ୍ ନୁହେଁ ତ ଆଉ କଣ । ଧନ୍ୟ ତୁମ୍ଭ ଓ ଟିଭି । ତୁମକୁ ଟିକିଏ ଲାଜ ନାହିଁ ?

  • @gauribehera4165
    @gauribehera4165 3 года назад +165

    ଅଙ୍ଗୱାଡି ରେ ଏ ସବୁ ନୁହେଁ
    ସେ ପରିଶ୍ରମ କରିଛନ୍ତି

  • @bholasankarkar5867
    @bholasankarkar5867 3 года назад +98

    ଏ ଗରିବ ଘରେ ଅଣ୍ଡିରା ଆମ ପ୍ରଶାସନ କାଇଁ ରାଜନେତା ଘରେ କେବେ ତ ରେଡ୍ ହେଉନି

    • @t.m.s.4175
      @t.m.s.4175 3 года назад

      ଏକଦମ୍ ସତକଥା

  • @filmysangram7810
    @filmysangram7810 3 года назад +77

    କଥାରୁ ଲାଗୁଚି ଭଉଣୀ ସତ କରୁଛନ୍ତି

  • @saumyaharichandan9766
    @saumyaharichandan9766 3 года назад +25

    ଅଙ୍ଗନବାଡ଼ି ଦିଦି ସମ୍ପତି ନିଜସ୍ୱ ପରିଶ୍ରମ ରେ କରିଛନ୍ତି l
    ବାବା ରାମଦବ ଲିଛି ବର୍ଷ ପୂର୍ବେ ସାଇକଲରେ ବୁଲିବୁଲି ଚେରମୂଳି ବିକୁଥିଲେ।
    କିନ୍ତୁ ଆଜି ତାଙ୍କର ସମ୍ପତି କୋଉଠି ପହଞ୍ଚିଲାଣି l
    ଏହା ବି ତଦନ୍ତ କରାଯାଉ....

  • @philimanmandala9623
    @philimanmandala9623 3 года назад +58

    ଆଉ ସରପଞ୍ଚ ମାନଙ୍କର ଏତେ ପଇସା

  • @surendrapradhan3323
    @surendrapradhan3323 3 года назад +31

    Sola DFO ghoroku jao
    Forest minister ghoroku jao..
    Joumane crime karuchonti

  • @sukanyaentertainment2197
    @sukanyaentertainment2197 3 года назад +6

    ଅସଲ କୋଟିପତି ମାନଙ୍କ ପାଇଁ ଆଇନ୍ ନାହିଁ ଆଉ ସେଠି ମିଡ଼ିଆ ବାଲାଙ୍କ ର ଦେଖା ନାହିଁ ଏହା ହେଉଛି ଆମ ରାଜ୍ୟର ଓଡ଼ିଶାର ନୀତି

  • @neeturajjena6936
    @neeturajjena6936 3 года назад +47

    she is right & she is telling so confident
    truth in her eyes

  • @aaaaaa23678
    @aaaaaa23678 3 года назад +77

    Confidence ku manibaku padiba👍,emti confidence samastanku darkar 😀😀😀

  • @crownstudio9023
    @crownstudio9023 3 года назад +15

    I like her confidence 👍🏼👍🏼👍🏼

  • @sanatsahoo5327
    @sanatsahoo5327 3 года назад +28

    Anganwadi centre ru jane ete paesa income kebe kari pariba ni,beker re anganwadi ku indicate karantu ni..tankara alga source thiba ,if those are legal then no issue....

  • @dhereshbiswal3379
    @dhereshbiswal3379 3 года назад +37

    I really don't know why vigilance raid like this people. we know there are so many corrupt officers and politicians in Odisha. why vigilance can not catch them.

  • @virajmarndi222
    @virajmarndi222 3 года назад +19

    Instead of of irritating common people, they should be more initiative on actual corruption. They knows where is corruption or illigal. But they will not do investigation.

  • @omkarahi
    @omkarahi 3 года назад +49

    Big fishes are going scot-free, why catch small ones ?

    • @informationbygouranga
      @informationbygouranga 3 года назад +1

      Right sir. I think they even catch 'sarpanch' who are getting 50lakh-2crore per year through illegal way.

    • @souravrath6090
      @souravrath6090 3 года назад +1

      Agreed Sir...!!!

  • @subhasisbastia5620
    @subhasisbastia5620 3 года назад +40

    Why don't you wait until the investigation gets over rather than raising all kinds of suspicion?

  • @anjananayak4974
    @anjananayak4974 3 года назад +31

    ଆଜି କାଲି ବହୁତ ଲୋକ ଚାକିରି ସହ ସାଇଡ ବିଜିନେସ ବି କରନ୍ତି। କାହିଁକି ନା ଦରମା କମ ମିଳେ

  • @UltimateExpirySpecial
    @UltimateExpirySpecial 3 года назад +16

    Media needs to ask professionally. The Lady is a very good business woman..should be inspiration for all. They work hard to become Rich, from zero too hero.

  • @jyotiranjandas76
    @jyotiranjandas76 3 года назад +25

    It's good but why vigilance is silent to govt officials and politicians

  • @jagatjiban9524
    @jagatjiban9524 3 года назад +48

    Jadi gote general worker upare squad chadhau heuchi tahele MLA, MP, MINISTER, CM, PM, etc Ghare kahinki heuni... Tume media bala bi --------

    • @shubh2319
      @shubh2319 3 года назад

      CLICHE !!!!🤦🏻‍♂️🤡

    • @rajendra1440
      @rajendra1440 3 года назад

      Minister nku dhar

    • @t.m.s.4175
      @t.m.s.4175 3 года назад

      ସାହସ ନାହିଁ

  • @9040618272
    @9040618272 3 года назад +35

    I think this lady is an inspiration for all youth who thinks become millionaire is arduous job..😀

  • @lipshaglorychannel1230
    @lipshaglorychannel1230 3 года назад +17

    Great confidence 👍👍👍👍

  • @premanandswain3211
    @premanandswain3211 3 года назад +25

    Vigilance department know every things, they can investigate on unknown property made by property dealer.

  • @swag27582
    @swag27582 3 года назад +30

    She is so innocent . Visilance never catch rich politician so disturbing normal people, what she has that is absolutely fine

  • @goswamiamrutprasadranasing2514
    @goswamiamrutprasadranasing2514 3 года назад +16

    ଆଗ ଓଡିଶା ଏ ସାମ୍ବାଦିକ ମାନ ଙ୍କୁ ରେଡ କରାଯାଉ ଜଣା ଯିବ ଏମାନେ ସାମ୍ବାଦିକ ତା କରି ସମ୍ପତି କରି ଛନ୍ତି ନାଁ ରାଜନେତା ଙ୍କ ଚାଟୁ କାର କରି ସମ୍ପତି ମାନ କରି ଏମିତି ମେଣ୍ଟେନ କରି ଚଳୁ ଛନ୍ତି ଆମେ ଜାଣି ବାରେ ଏ ସାମ୍ବାଦିକ ମାନଙ୍କ ଦରମା ବି ବିଶି କିଛି ନୁହେଁ......

  • @sushantkumar8289
    @sushantkumar8289 3 года назад +8

    Madam looks ok but the problem is they were unknown about the it rules. They should have filled their return every year to avoid such problems.

  • @FunFacts8
    @FunFacts8 3 года назад +1

    ଯେତେବେଳେ ଯାଏଁ ପ୍ରମାଣ ନ ହୋଇଛି ଯେ ଏସବୁ ସମ୍ପତ୍ତି ବେଆଇନ ତାକୁ ଏମିତି ନ୍ୟୁଜ଼ ରେ ଦେଖାଇବା କେତେ ଯୁକ୍ତିଯୁକ୍ତ?? ଏ ମିଡ଼ିଆ ଵାଲା ସବୁ ସୀମା ଅତିକ୍ରମ କରୁଛନ୍ତି। ସେ ମହିଳା କଥାରୁ ଜଣା ପଢୁଛି ଯେ ସ୍ୱାମୀ ସ୍ତ୍ରୀ ଦୁଇଜଣ ବହୁତ କାମ କରିଛନ୍ତି। ଏତେଗୁଡିଏ ବ୍ୟବସାୟ ରେ ଏତେ ସମ୍ପତ୍ତି ଆସିବା ଅସମ୍ଭବ ନୁହେଁ। ତେଣୁ ଅନୁସନ୍ଧାନ ପୁରା ହେବା ଆଗରୁ ତାଙ୍କୁ ନ୍ୟୁଜ଼ ରେ ଦେଖାଇବା ତାଙ୍କ ଗୋପନୀୟତା ର ଉଲ୍ଲଙ୍ଘନ।

  • @subhampadhan71
    @subhampadhan71 3 года назад +12

    Very good mam 🙏

  • @satyabratdash2
    @satyabratdash2 3 года назад +11

    First book this reporter!!! He doesn't have rights to ask such question, having pre-determined mindset.

    • @muktiray4719
      @muktiray4719 3 года назад +1

      I just hate Indian media dude

  • @drrashmitasharma
    @drrashmitasharma 3 года назад +44

    Reporter has no right to ask such nonsense questions.... Salute to the person who has hired this reporter 😂😂😂😂😂😂

    • @KumarKumar-rs6fk
      @KumarKumar-rs6fk 3 года назад +2

      Se mg reporter sabubele emiti bayijanta babu dhanya tume

    • @dibyashankarnaik8074
      @dibyashankarnaik8074 3 года назад +2

      Pura bekar lika ta...mada darkar emananku

    • @Suryakanta11
      @Suryakanta11 3 года назад +1

      Well comment mam

    • @kalkiavtar2479
      @kalkiavtar2479 3 года назад

      Aloak bhi is good reporter

    • @jayhanuman1789
      @jayhanuman1789 3 года назад

      Tete badhi ଯାଉଛି... Feminist....se ଜମାନା ସରିଗଲା women କୁ special respect ବନ୍ଦ କରାଯିବ...... Mostly women employee are corrupted now... Bhag

  • @arvindsahoo4785
    @arvindsahoo4785 3 года назад

    Dhanya otv.. Dhanya Tamara question answer.. Ki question bhai manibaku padiba thk jagare bhai Pacharile khusi hebu..thk jagare bhainkara voice rahu

  • @abinahsahoo8135
    @abinahsahoo8135 3 года назад +19

    ଓଡ଼ିଆ ଙ୍କ ଗୁଣ ଗୋଡ଼ ଭିଡ଼ିବା

  • @sandeepnayak189
    @sandeepnayak189 3 года назад +8

    Sister, you don't fear such a stupidity enquiry & vigilance.God with u..

  • @Mr.Unlucky6
    @Mr.Unlucky6 3 года назад +7

    ଇତିହାସ ସାକ୍ଷୀ ଅଛି ଯେ ଏପର୍ୟ୍ଯନ୍ତ କୋଣସି M. L. A, M. P ଆୟବହିର୍ଭୁତ ସମ୍ପତ୍ତି ମାମଲା ରେ ଛନ୍ଦି ହୋଇନାହାନ୍ତି। କାରଣ ସେମାନେ ନିଃସ୍ୱାର୍ଥପର ଭାବେ ଜନସାଧାରଣଙ୍କ ସେବାରେ ନିଜକୁ ନିଯୋଜିତ କରିଆସିଛନ୍ତି 🤣🤣🤣

  • @aratimanipatra798
    @aratimanipatra798 3 года назад

    Thanks

  • @sunildas7864
    @sunildas7864 3 года назад +25

    Perhaps reporter doesn't know right way to ask the Questions....

  • @mamalisahoo7937
    @mamalisahoo7937 3 года назад +2

    ସବୁଠାରୁ ବଦମାସ ଏ ମିଡ଼ିଆ ଵାଲା

  • @subhadrabehera3227
    @subhadrabehera3227 3 года назад +22

    don't interrogate Govt.Officials during investigation....

  • @tripatibehera9298
    @tripatibehera9298 3 года назад +9

    Didi bhala hardwork karichanti

  • @Touristknowledge360
    @Touristknowledge360 3 года назад +15

    Madam speaking style mention she is pure honest. Others investigation get the truth

  • @babudash1336
    @babudash1336 3 года назад +12

    ପରିଶ୍ରମ କରି ଯାହା ବି କରି ଛନ୍ତି ଅଙ୍ଗନା ବାଡି ରେ କାମ କଲେ ବୋଲି କଣ ହେଲା ଅ ନ୍ୟ ରୋଜଗାର ବି କରୁଛନ୍ତି ଫ ସେଇ ଦିଆ ଯାଇଛି ।।

  • @Education-AI
    @Education-AI 3 года назад +12

    Reporter wants to hear what he have in his mind( so called "masala" ).

  • @shitikar238
    @shitikar238 3 года назад +8

    Language is what define a reporter.... Nd its degrading definitely....

  • @bibhudattamishra4431
    @bibhudattamishra4431 3 года назад +5

    Didi thik kahuchanti, laguchi . Genuine Income

  • @kailashchandrabehera3711
    @kailashchandrabehera3711 3 года назад

    Jay jagannath

  • @sibaprasad3285
    @sibaprasad3285 3 года назад +21

    BJD Govt . Bada chora

  • @pritinandarout3150
    @pritinandarout3150 3 года назад

    ଆରେ ଜଣେ ଅଙ୍ଗନବାଡି ଦିଦି ହେଲେ ବୋଲି କଣ ସେ ଉନ୍ନତି କରିପାରିବନି। ତମେ ଶିଖଉଚ୍ଛ ନେତା ଗିରି ଆଉ କଣ ନାଁ। ଆରେ R T O ବାଲା ଏତେ ଲାଞ୍ଚ ନେଉଛନ୍ତି ତାଙ୍କର ଉଖାଡି ପାରୁନ ଚାଲି ଆସିଲା ଦିଦିଙ୍କ ପାଖକୁ ନୁହେଁ। ଆରେ ସବୁ R T O ଅଫିସରେ ଯାଞ୍ଚ କରୁନ। ଭଲ ଭଲ ନ୍ୟୁଜ ମିଳିଯିବ। ସେଠାରେ ଯାଞ୍ଚ କରିବନି କାହିଁକିନା ସେ ଟଙ୍କା ନବୀନ ପଟ୍ଟନାୟକ ବପାର ଧନ ନାଁ। ମାହାଳିଆ ପଡିଛି ଏଠି। ଗରିବ ଲୋକଙ୍କୁ ଏ ଶଳା R T O ବାଲା ଲୁଟୁଛନ୍ତି। Dl ବାଲା ଲୁଟୁଛନ୍ତି। ଯଦି ଯାଞ୍ଚ କରିବାର ଅଛି ଅଫିସ ଗୁଡ଼ାକର ଯାଇ କର ବେ।

  • @mr.harish4878
    @mr.harish4878 3 года назад +24

    ଅଣ୍ଡା ଛତୁଆ ସବୁ ଖାଇଲେ ସଵୁ ହୁଏ

    • @mamatasahoo5668
      @mamatasahoo5668 3 года назад

      Tu seia karuki

    • @mamatasahoo5668
      @mamatasahoo5668 3 года назад

      Record ta record gharu aniki debu ki

    • @mr.harish4878
      @mr.harish4878 3 года назад +1

      @@mamatasahoo5668 government job wala sabu sala dakayat tu b bodhe seia jaha tate badhila

    • @mr.harish4878
      @mr.harish4878 3 года назад

      @@mamatasahoo5668 mo ghare basan majile karidebi

    • @Kalyani-r9v4m
      @Kalyani-r9v4m Год назад

      Chorku chori dishiba

  • @hapyhapy1353
    @hapyhapy1353 3 года назад

    Really inspired di

  • @DailyBeats07pn
    @DailyBeats07pn 3 года назад +6

    Innocent aunty.. I think 🤔 vigilance department This is worng way 🙄🙄

  • @brajakishorepadhi4022
    @brajakishorepadhi4022 3 месяца назад

    ଏହିଭଳି ଚୋରୁଣୀ କୁଂ ଝାରପଡା ଜେଲ୍ କୁ ପଠାଅ। ସଂପତି ବାଜାପ୍ତି କରାଯାଉ।

  • @clintonbarik7216
    @clintonbarik7216 3 года назад +4

    Net worth will estimate based on total family income.. Reporter u must know it

  • @durgacharanpatra4301
    @durgacharanpatra4301 3 года назад +1

    ଖୋଳ ତାଡ଼ ଛେନା ଗୁଡ ହେବ। ଏ ଭିଜିଲାନ୍ସ ବାଲା ଙ୍କୁ ଟିକେ ସରମ ଲାଗୁନି କି, ଶଳା ରାଜ୍ୟ ଖାଇ ଗଲେଣି ମନ୍ତ୍ରୀ ସଚିବ ମାନେ ଏମାନେ ପଡିଛନ୍ତି ତିନି ଟା କୋଠା କେମିତି ହେଲା। ଯଦି ଗା ରେ ଦମ୍ ଅଛି ପାଣ୍ଡିଆଁ ଘରେ ରେଡ୍ କରୁ ନାହାନ୍ତି ।

  • @rajeshtuku
    @rajeshtuku 3 года назад +3

    ଇଏ ସାମ୍ବାଦିକ କୁ ପୁରସ୍କାର କରାଯାଉ, ବିରାଟ ବଡ ବଡ ପ୍ରଶ୍ନ କରିଛନ୍ତି।

  • @SantaalTV
    @SantaalTV 3 года назад

    କିଛି ନଜାଣି, CBI ଭଳିଆ ବାଳ କଥା ପଚାରୁଛି

  • @aseshkumarrout3052
    @aseshkumarrout3052 3 года назад +8

    ଶିଶୁ ଖାଦ୍ୟ ମାରିକି zero ରୁ Heró🤪🤪

  • @AkshayKumar-ze8ok
    @AkshayKumar-ze8ok 2 года назад +1

    ଠିକ ଲୋକଙ୍କୁ ଧର ।ମନ୍ତ୍ରୀ ,ଯନ୍ତ୍ରୀଙ୍କୁ ଧର ।ଏଠି ପିଟିହେଲେ des ମିଳିବ ।

  • @travellersdestinations6656
    @travellersdestinations6656 3 года назад +5

    Zero ru hero hele kichhi problem nahi. Tax thik samaya re pay karantu. Income khali cash re black re kariki jaga badi luxury life style kale, loka aneiki Achhanti kahibe .

  • @laxmankumarmallick729
    @laxmankumarmallick729 3 года назад

    I think madam is right. God bless you👉

  • @subratcreation1092
    @subratcreation1092 3 года назад +11

    ଆମ ଗାଁ ଅଙ୍ଗନୱାଡ଼ି ଦିଦି ଘର ଆଡେ ଟିକେ ଆସ😂😂

  • @kanhascreation49
    @kanhascreation49 3 года назад +1

    parishram karuthila

  • @MuhammadAli-kg4ky
    @MuhammadAli-kg4ky 3 года назад +5

    Kothaa ru jana pudichi nijo parishram ro unoti heichi se madam 👍

  • @killjoykilljoy1926
    @killjoykilljoy1926 3 года назад

    NYC PIC didi

  • @madhusmitakamlia7707
    @madhusmitakamlia7707 3 года назад +3

    ଜଣେ କଷ୍ଟ କରିକି ଆଗକୁ ଗଲାବେଳକୁ ତାଙ୍କୁ ପଛକୁ ଟାଣୁଛନ୍ତି.

  • @satyajit8056
    @satyajit8056 3 года назад

    ହେ ନବୀନ ବାବୁ ଆମ ତମ fan.........

  • @muralidhardash6185
    @muralidhardash6185 3 года назад +3

    She should show Income tax returns

  • @jogeswarcreations3733
    @jogeswarcreations3733 3 года назад

    ସାମ୍ବାଦିକ ଭାଇ ଙ୍କୁ ମୋର ଅନୁରୋଧ କାଙ୍କୁଡ଼ି ବିକ୍ରି କରିଛି ଓ ପରିଶ୍ରମ କରିଛି ବୋଲି ଜ଼ୀରୋ ରୁ ହିରୋ ହୋଇଛି କହୁଛି ଆମ ପ୍ରଧାନମନ୍ତ୍ରୀ ମନ୍ତ୍ରୀ 2ଟଙ୍କିଆ ଚା ରୁ କେମିତି ହେଲେ ପଚାରୁନ...

  • @madhusudansinghsingh7858
    @madhusudansinghsingh7858 3 года назад +4

    If you have power to catch MP MLA than catch

  • @sonanayak9116
    @sonanayak9116 3 года назад

    Badhiaa aauu

  • @yogeshmallick5621
    @yogeshmallick5621 3 года назад +13

    କଣ ଜାଣି ପରୁନ ମ ସବୁ ଅଣ୍ଡା, ଛତୁଆ, ଚାଉଳ କମାଲ।
    କାକୁଡି, ବରା ତ ବାହାନା।😀😀😀

  • @debananda8964
    @debananda8964 3 года назад

    Yes

  • @bishwanathpati5864
    @bishwanathpati5864 3 года назад +10

    I think the media person is much interested than the vigilance officer... 🤣If you have the courage go after politicians... 👍

  • @susangasahu516
    @susangasahu516 3 года назад +2

    All MLA same as AWW. Mla works for people, not a business man,
    Service his priority

  • @smartmomspreschooltutorial1830
    @smartmomspreschooltutorial1830 3 года назад +9

    Anganabadi re emiti kana asichi,ei age re se crorepati hei jiba

  • @xyz6140
    @xyz6140 3 года назад

    ପ୍ରଥମେ ଓଟିଭି ବାଲାଙ୍କୁ ଧର ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭୂଆଁ ବୁଲୋଉଛନ୍ତି,,,, ସାଧାରଣ ଲୋକ ଯଦି ଉପରକୁ ଉଠିଯାଏ ନିଶ୍ଚୟ ଲୋକଙ୍କ ଦେହକୁ ଯିବନି କାରଣ ସେମାନ ନିଜେତ କିଛି କରିପାରିବେନି ଅନ୍ୟ ଲୋକଙ୍କୁ ମଧ୍ୟ କରେଇ ଦେବନି,,,କିନ୍ତୁ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ବଡ଼ବଡ଼ ନେତା ମନ୍ତ୍ରୀ ମାନଙ୍କ ଘରେ ଚଢଉ କରୁନାହାନ୍ତି କାହିଁକି ଏମ୍ ପି ଏମ୍ ଏଲ୍ ଏମାନେ କ'ଣ ଖାଲି ଫୁଟିକି ଖାଇବାରେ ମାହିର୍ କିନ୍ତୁ କିଛି ସମୟର ଜେରା ପରେ ଛାଡି ଦିଆଯାଏ

  • @lalitapradhan6041
    @lalitapradhan6041 3 года назад +3

    Sabu angana badi Didi Ghare red karantu sabu pilanka food

  • @ManojKumar-yv2pk
    @ManojKumar-yv2pk 3 года назад

    Ame bhubaneswarare gote plot karinu, tame kemiti ete kala.

  • @Surya-nm2xt
    @Surya-nm2xt 3 года назад +19

    Sala garibate dhani hele sangesang kholtad...Tame sabu mariba ruha time aasuchi..

  • @laxmanreddy98480
    @laxmanreddy98480 3 года назад +1

    ଏହା କେବଳ ଜଣେ ଅଙ୍ଗନୱାଡ଼ି କାହାଣୀ ନୁହେଁ ସବୁ ଅଙ୍ଗନୱାଡ଼ିର ମୁଖା।

  • @ranjitarath6282
    @ranjitarath6282 3 года назад +5

    Such a hardworking lady🤔🤣😇chora munha kete tana aji dekhili...manibaku pdiba...

  • @somanathamajhi5432
    @somanathamajhi5432 2 года назад

    Chhatua and eggs business madam and other government 's source ru badhai kala karnama karithibe nice thanks

  • @jagannathswain4211
    @jagannathswain4211 3 года назад +5

    Max to max r corrupted nd level of corruption is high in orissa!

  • @sunarammarandi2745
    @sunarammarandi2745 3 года назад +1

    ଜଣେ କଷ୍ଟ କରି ଧନ ଅର୍ଜନ କଲେ କଣ ଅସୁବିଧା ହେଉଛି ।🙏🙏🙏

  • @harishankarsahu2243
    @harishankarsahu2243 3 года назад +6

    Zero ru Hero 🙏

  • @mbmcreation6371
    @mbmcreation6371 3 года назад

    ଭିଜିଲାନ୍ସ ବାବୁ ଆଉ ମାଡାମ ମାନେ ତାଙ୍କ ପୁଅ ଝିଅଙ୍କ ମୁଣ୍ଡ ରେ ହାତ ରଖି,ଜଗନ୍ନାଥଙ୍କ ରାଣ ଖାଇ କହି ପାରିବେ କି ଯେ....ସେମାନେ ପୁରାପୁରି ସ୍ବଚ୍ଛ ।ସେମାନେ ଟଙ୍କାଟିଏ ଲାଞ୍ଚ ନେଉ ନାହାନ୍ତି ।