Комментарии •

  • @bulubehera4491
    @bulubehera4491 2 года назад +199

    ହେ ଜଗନ୍ନାଥ ସ୍ବାମୀ ଏମାନଙ୍କ ହାତ ଦୁଇଟା ଯାକ ଆପଣଙ୍କୁ ପ୍ରାର୍ଥନା କରୁଥାନ୍ତି ଆଊ ଏମାନଙ୍କ ଜିବନ ମଙ୍ଗଳ ମୟ ହେଉ କିଏ କିଛି ଦୁଃଖ ରେ ଏମିତି କରୁ ଥାନ୍ତା ଅଭାବ ଯୋଗୁଁ ଏମିତି ଅସୁବିଧାରେ ଜିବନ ବଂଚାଇ ରଖିଛନ୍ତି ଜୟ ଜଗନ୍ନାଥ

    • @manashnayak2794
      @manashnayak2794 6 месяцев назад +2

      ଆରେ ଭାଇ ନେବର କାମ କର ବିଆ ବେପାର କଣ କର୍ମ

  • @abhinandanjena
    @abhinandanjena 2 года назад +95

    ଜୀବନ ହେଉଛି ଗୋଟିଏ ଏମିତି ଗଣିତ ଯାହାର ସମାଧାନ ପାଇଁ ପ୍ରତିଦିନ କଛି କଛି ନୁଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡ଼ିଥାଏ

  • @riteshkumargouda4700
    @riteshkumargouda4700 Год назад +27

    ସତରେ ବଞ୍ଚିବା ବହୁତ ସଂଘର୍ଷ ମୟ ଅଟେ,,, Video ଦେଖିକି ମୋ ହୃଦୟ ଟରଳି ଗଲା 😢😢😢......

  • @aloksahu2260
    @aloksahu2260 2 года назад +259

    ଜୀବନ ଅତି ସଂଘର୍ଷମୟ ।
    ଜୀବନ ନାଟକ ରେ ବଞ୍ଚିବା ପାଇଁ ଅନେକ ଅଭିନୟ କରିବାକୁ ପଡେ ।
    ଭଗବାନ ବଞ୍ଚିବା ପାଇଁ ଶକ୍ତି ଓ ଧର୍ଯ୍ୟ ଦିଅନ୍ତୁ ।

  • @bikashsubudhi6254
    @bikashsubudhi6254 2 года назад +227

    ଜୀବନ ର ଛକା ପଞ୍ଜା ରେ କେତେବେଳେ କିଏ କୋଉଠି ହାରିଯାଏ ଜାଣିବା କଷ୍ଟ... Salute to Argus ଅତି ସୁନ୍ଦର ଭାବରେ ଉପସ୍ଥାପନା କଲେ...

    • @Chinmaynayak879
      @Chinmaynayak879 2 года назад

      ruclips.net/video/-gbnzE7GhdM/видео.html

    • @anshumanbiswal2277
      @anshumanbiswal2277 2 года назад +4

      🙏😭

    • @RajendraBehera-mo2bd
      @RajendraBehera-mo2bd Год назад +1

      I love you

    • @manashnayak2794
      @manashnayak2794 6 месяцев назад

      ଭୁଲୁ କହିଲୁ ବିଆ ବିକିଲେ ପେଟ ପୂରେନି ନେବର କାମ କର ବାସନ ମାଜ ବିଜିନେସ କର ବହୁତ କାମ ଅଛି କିଂତୁ କଷ୍ଟ କରିବେନି

    • @Fusion_xD
      @Fusion_xD 2 месяца назад

      ​@@manashnayak2794thik kahila bhai

  • @2doo860
    @2doo860 2 года назад +145

    କାନ୍ଦୁଛନ୍ତି କିନ୍ତୁ ଲୁହ ଆମକୁ ଦେଖାଯାଉନି।
    ଜୀବନର ସଂଘର୍ଷ କଥା ଶୁଣି ହୃଦୟ ତରଳି ଯିବ।
    ବୁଝିବାକୁ କେହି ନାହାନ୍ତି।
    ନିରୀହ ଲୋକ ଏକାକୀ ଲୋକ।
    ଏଠାରୁ ମୁଁ ଜାଣିବାକୁ ପାଇଲି ମହିଳା ଜୀବନରେ କେମିତି ସଂଘର୍ଷ କରନ୍ତି ।
    ଲୋକ ଏମାନଙ୍କ କଥା ଶୁଣି ହସନ୍ତି।
    କିନ୍ତୁ ହୃଦୟ ଭିତରେ ହେଉଥିବା ଯନ୍ତ୍ରଣା ସେହି ଲୋକ ବୁଝେ ଯିଏ ସଂଘର୍ଷ କରିଛୀ

  • @soumyaranjandash1361
    @soumyaranjandash1361 2 года назад +126

    ସତରେ ଭଉଣୀ ଆଖି ଭିଜେଇ ଦେଲେ 😭
    ଜୀବନ କାହା କେଉଁ ଦୃଷ୍ଟିରେ....ଏମାନଙ୍କୁ ବହୁତ ବହୁତ ବହୁତ ସମ୍ମାନ

  • @shankarpadhan6994
    @shankarpadhan6994 2 года назад +40

    ପ୍ରଥମେ ଆପଣଙ୍କୁ ଏବଂ ଆପଣଙ୍କ ନ୍ୟୁଜ୍ ଚେନାଲ କୁ ଧନ୍ୟବାଦ ଜଣାଉଛି । ସେଠିକାର ମହିଳା ମାନେ ବହୁତ ଦୁଃଖ ସହି ଜୀବିକା ନିର୍ବାହ କରୁଥିବା ଜାଣିବାକୁ ମିଳିଲା । ତାହା ବି ଆପଣଙ୍କ ଜରିଆରେ ।

  • @bulubehera4491
    @bulubehera4491 2 года назад +111

    ଏ ମାନଙ୍କୁ ବୁଝାସୁଝା କରି ଏଥିରୁ ନିରିହ ଗରିବ ଦେଖି ଏମାନଙ୍କ ପିଲାଙ୍କ ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଆମେ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

    • @UmaSankar-b1l
      @UmaSankar-b1l 2 месяца назад

      Bala help ,sarakar nku anurodh kara je open heita hau

  • @santanusamal839
    @santanusamal839 2 года назад +29

    ଭଗବାନ ଙ୍କୁ ଚିନ୍ତା କର ସବୁ ତାଙ୍କରି ଇଛା ରେ ହୁଏ, ତୁମର ମନରେ କଣ ଅଛି,, ତଥାପି, ନିଜର, ବୁଦ୍ଧି ବିବେକ, ଅଛି, 🙏🙏🙏🙏🙏

  • @pintucreations036
    @pintucreations036 2 года назад +30

    🙏 Argus News is the best News Channel. Satyara Sandhan 🙏

  • @bijaykumarjani1259
    @bijaykumarjani1259 2 года назад +70

    ଏହି ମାନଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସରକାର ଙ୍କ ନିକଟକୁ ଅନୁଗତ କରନ୍ତୁ।

  • @srout7284
    @srout7284 2 года назад +60

    ହେ ମା ମାନେ ଭଉଣୀ ମାନେ ତୁମ ଦୁଃଖ ଦେଖୀ ମୋ'ର ଆଖୀରେ 😭😭😭😭ରହୁନି ତୁମ ମାନଂକୁ 🙏🙏🙏🙏🙏

  • @avscreatation8955
    @avscreatation8955 2 года назад +264

    ନାରୀ ତା ନିଜ ଇଚ୍ଛାରେ ଏ ଦୁନିଆରେ ପାଦ ଦିଏନି ,,ପରିସ୍ଥିତି ତାକୁ ବାଧ୍ୟ କରିଥାଏ,, ସତରେ ନାରୀ ଭଳି ହୃଦୟ କାହାର ନାହିଁ,, salute 😢😢😢

    • @naikpuspalata5110
      @naikpuspalata5110 2 года назад +10

      🥺

    • @subratapanigrahi3628
      @subratapanigrahi3628 2 года назад +3

      100% ଠିକ୍

    • @mrsahu1181
      @mrsahu1181 2 года назад +2

      Right 👍👍

    • @hunterleo1381
      @hunterleo1381 2 года назад

      Thik kahila bhai gote gote nari emiti achanti jou mane paisa khaiki baha heiki joutuka magiki Palanti semane bi paristhiti re padi emiti karuchanti vodhe

    • @Chinmaynayak879
      @Chinmaynayak879 2 года назад

      ruclips.net/video/-gbnzE7GhdM/видео.html

  • @sarojsahoo6222
    @sarojsahoo6222 2 года назад +13

    ସବୁ ପେଟ ପାଇଁ ଟିକେ ନାଟ 👍👍👍👍ବହୁତ୍ କଷ୍ଟ ଜୀବନ ଏ.

  • @faltufun5723
    @faltufun5723 2 года назад +95

    I am in Indian army i always think my life is too hard but after seeing this thinks life is giving me best opportunity to serve me

  • @sanjeebkumarhembram8046
    @sanjeebkumarhembram8046 2 года назад +27

    ଏବେ ଆଉ ମଣିଷ ର ମଣିଷ ପଣିଆ ନାହିଁ। ସମାଜ ରେ ଅନେକ ପ୍ରକାର ଲୋକ ଅଛନ୍ତି । ସେମାନଙ୍କ ବୃତ୍ତି ବି ଅଲଗା ଅଲଗା,ହେଲେ ଏଇ ସଙ୍ଘର୍ଷମୟ ଜୀବନ ରେ କେହି ହେଲେବି ଆହାଃ.... ପଦୁଟିଏ କହିବାକୁ କୁନ୍ଠାବଧ କରନ୍ତି।ସମସ୍ତେ ସ୍ବାର୍ଥ ପଛରେ ନିଜର ମାନବିକତା ଭୁଲିଯାଇଛନ୍ତି। ଜୟ ଜଗନ୍ନାଥ।।।।।।

    • @MrBusyOfficiall
      @MrBusyOfficiall 2 года назад +2

      ହଁ ଯେ ଭାଇନା ଆଉ କେତେ ବି କାମ ଅଛି ଚାହିଁ ଲେ ଏ ମାନେ ଆଉ କିଛି କାମ କରୀକି ବଞ୍ଚି ପାରି ଥାନ୍ତେ ଦେହୋ ବିକି ବା କଣ ନିହାତି ଦରକାର କି ?

    • @KanhaJena-i9g
      @KanhaJena-i9g 6 месяцев назад +1

      Right Sir

  • @rakabhaina689
    @rakabhaina689 2 года назад +52

    ଏଇ ରେ ଦୁନିଆ ବଞ୍ଚିବା ପାଇଁ କିଛି ସଂଘର୍ଷମୟ ର ରଙ୍ଗମଞ୍ଚ କାହାଣୀ 😢 .

  • @dharmagrantha5325
    @dharmagrantha5325 2 года назад +57

    ଆରର୍ଗସ ଟିମକୁ ଅନୁରୋଧ ବହୁତ ଭଲ କାମ କରୁଛନ୍ତି ।ଏମିତି ଦୁଖିଙ୍କ ପାଖରେ ପହଞ୍ଚି ଦୁଖ ବୁଝନ୍ତୁ ।ଯେତେ ସମ୍ଭବ ରାଜନୀତି ଠାରୁ ଧୂରେଇ ରୁହନ୍ତୁ 🙏
    ନିଶ୍ଚିତ ଆଗକୁ ଯିବେ 🙏

    • @shaym484
      @shaym484 2 года назад +1

      Yes sir 😭🙏🙏🇮🇳

  • @santoshacharya5884
    @santoshacharya5884 2 года назад +7

    ସମୟ କେତେବେଳେ କାହାକୁ କୋଉଠି ପହଞ୍ଚେଇବଆମେ କିଛି କରି ପରିବା ନାହିଁ ତଥାପି ଆଜିର ସଭ୍ୟ ସମାଜ ସେଥିପାଇଁ ଦୃଷ୍ଟି ଦବା ଦର କାର,, ଯେପରି ସମାଜରେ ସମସ୍ତେ ବଞ୍ଚି ପାରିବେ,,,, ଧନ୍ୟବାଦ ମିଡ଼ିଆ ଭାଇ ଆଉ ଭଉଣୀ ମାନଙ୍କୁ 🌹👌🌹

  • @namitaranisahoo624
    @namitaranisahoo624 2 года назад +99

    Reasonable story 👍... before seen this video I was looking down them,,, but this video changed my mentality...we should hate the profession not them. God bless them 🙏

    • @ashokkumaracharya3170
      @ashokkumaracharya3170 2 года назад +3

      Jagannath ketebele Kahuku kono dondo debe , oh ame kono koripariba , kete jhiyo paisa earn koriba pai Jayanti. Besya bruti jadi khorap kamo taha hele Jagannath aepori kamore logae nothante .

  • @swasub9736
    @swasub9736 2 года назад +40

    What a report really proud Argus channel..

  • @chudamanibiswal6943
    @chudamanibiswal6943 2 года назад +16

    ଜୀବନ ସତରେ ଏକ ନାଟକ,,,, କେତେବେଳେ କେଉଁ ଭୂମିକାରେ ଅଭିନୟ କରିବାକୁ ହେବ କେହି ଜାଣନ୍ତି ନାହିଁ,,,,, ସତରେ ନାରୀ ତୁ ମହାନ,,,,,

  • @saradaprasadpatra6291
    @saradaprasadpatra6291 2 года назад +21

    ଏ କଥା ଶୁଣି ଲାଗୁଛି, ପୁରୁଷ ସମାଜ କଣ ଅସୁର ସମାଜ। ଏ କଥା ଚିନ୍ତନ ର ବିଷୟ

  • @58pankajkumarmajhi72
    @58pankajkumarmajhi72 2 года назад +14

    This is an area on which govt. Should focus. Thank you for presenting this type of topic.

  • @akshayabehera514
    @akshayabehera514 2 года назад +20

    Pura 100%corret .this is thinking all the best

  • @premenanda
    @premenanda 2 года назад +380

    Salute to that reporter good job sis

  • @prasantapattanaik862
    @prasantapattanaik862 2 года назад +62

    ଅଭାବ ନ ଥିବା କିଛି ବଡ଼ ଘରର ମହିଳା ତ ପର ପୁରୁଷ ସହ ଅନୈତିକ ସମ୍ପର୍କ ରଖିବାର ବହୁ ନଜିର ଅଛି ଏମାନେ ତ ଅଭାବୀ ମଣିଷ ଅନ୍ୟର ଈଶାରରେ ଏ ରାସ୍ତାକୁ ବାଧ୍ୟ ହୋଇ ଆସିଛନ୍ତି

  • @samproductionhouse7540
    @samproductionhouse7540 2 года назад +67

    Really Salute to the reporter mam & her work. Heart touching story.

  • @dharmagrantha5325
    @dharmagrantha5325 2 года назад +28

    କଣ ପାଇ ଏମିତି ଜଞାଳ
    ଜୀବନ ଦେଉଛନ୍ତି ଭଗବାନ 🙏

    • @Chinmaynayak879
      @Chinmaynayak879 2 года назад

      ruclips.net/video/-gbnzE7GhdM/видео.html

  • @cdtnilakantheswarpatra5455
    @cdtnilakantheswarpatra5455 2 года назад +16

    ହେ ପ୍ରଭୁ ଏ ମଣିଷ ଗୁଡାଙ୍କୁ ଟିକିଏ ବୁଦ୍ଧି ଦିଅ ହେ ପ୍ରଭୁ🙏🙏🙏🙏

  • @ranjibbhoi5258
    @ranjibbhoi5258 2 года назад +34

    Don't sad sister we are full support you and respect you and respect your job.

  • @gayatrimahapatra3785
    @gayatrimahapatra3785 2 года назад +25

    Argus is the best news channel... By the way salute to the reporter

    • @Lollol-ci7mc
      @Lollol-ci7mc 2 года назад

      Mun jani paruni amiti video rv re kn pain dekha jauchi news channel re athiru chota Chua kn sikhibe

    • @sumantadas8494
      @sumantadas8494 2 года назад

      @@Lollol-ci7mc aau jou rape hauchi sethiru pila kn sikhuchanti

  • @balakrushnarath4854
    @balakrushnarath4854 2 года назад +12

    ଏଇ ଭିଡିଓ ଦେଖି ବହୁତ ଦୁଃଖ ଲାଗିଲା...ମୋ ଆଖିରୁ ଲୁହ ବାହାରି ଆସିଲା ...ହେ ବାଗବାନ କେତେ ଦୁଃଖ ଦେଉଛ....... ତୁମର ସନ୍ତାନ ମାନଙ୍କୁ

  • @MrManoranjansethy
    @MrManoranjansethy 2 года назад +62

    Thank you, Argus ..Bringing such sensible topic

  • @Ommmiii
    @Ommmiii 2 года назад +9

    Must watch video for everyone hands up 👏🏼✅

  • @bapi4urnjoy700
    @bapi4urnjoy700 2 года назад +49

    ବହୁତ୍ ଦୁଃଖ ଲାଗୁଛି ସେ ମା ର କଥା ଶୁଣିଲା ବେଳକୁ ବହୁତ୍ ଲୁହ ଅସିଗଲା ଆଖିରୁ

    • @B27049
      @B27049 2 года назад +1

      Han bhi satareee

    • @BlacknWhtite
      @BlacknWhtite 2 года назад +1

      😒ଖାଇବାକୁ ନ ମିଳିଲେ, ଝିଅ ଙ୍କ ପାଖରେ ତ ଗୋଟେ option ଅଛି, ପୁଅ ମାନଙ୍କର ଗୋଟିଏ option, seita ହଉଛି ମରିଯିବା।

    • @lipuni8756
      @lipuni8756 2 года назад

      Bhai bbsr ra kou jagare malisahi

  • @duryodhanmahanta7711
    @duryodhanmahanta7711 2 года назад +1

    ବହୁତ ସୁନ୍ଦର ଉପସ୍ଥାପନା ଆଖି ଲୋହ ଆସିଗଲା

  • @abhaysilu
    @abhaysilu 2 года назад +17

    Hatsup Saptarupa Dee & Argus News 🙏🏻

  • @dashtalks2921
    @dashtalks2921 2 года назад +13

    ପ୍ରତ୍ୟେକ ନାରୀ ର ନିଜର ସ୍ଵାଧୀନତା ରହିଛି। କୌଣସି ବି ନାରୀ ସ୍ଵ ଇଚ୍ଛା ରେ ଏହି ଭଳି ପେଶା କୁ ଆସି ନଥାଏ । ହୁଏତ କୌଣସି ପରିସ୍ଥିତି ରେ ପଡ଼ି ଆସିଥାଏ କିମ୍ବା ସମାଜ ତାକୁ ବାଧ୍ୟ କରିଥାଏ। ସେମାନଙ୍କ ଦୁଃଖ ଶୁଣି ଆଖି ରୁ ଲୁହ ଝରି ଆସୁଛି । ସରକାର ଏମାନଙ୍କ ଦୁଃଖ ନିହାତି ବୁଝିବା ଦରକାର ଓ ଏମାନଙ୍କୁ ଏମାନଙ୍କ ହକ୍ ଦବା ଦରକାର।

  • @debashisnayak3860
    @debashisnayak3860 2 года назад +34

    Prostitution should be legalised, otherwise they are being harassed by police and others also. And those who want to leave this profession, they should be established elsewhere with proper support from government and NGOs.
    Beautiful presentation.

    • @MoonLight0466
      @MoonLight0466 2 года назад

      According to present India's law Prostitution is Leagal 👍

    • @debashisnayak3860
      @debashisnayak3860 2 года назад

      Yes it's legal but with a lot of riders that give the police the power to harass them.

    • @akashaditya2137
      @akashaditya2137 2 года назад

      Unfortunately it's legal. Police has the rights to arrest those who facilitate prostitution in their enterprise. But individual prostitution cannot be harassed if its their self decision. That's a grey area which Indian Constitution doesn't care about

  • @himanshujajpuria1550
    @himanshujajpuria1550 2 года назад +1

    Dhanyawad argus

  • @ommprakashnayak256
    @ommprakashnayak256 2 года назад +20

    I can't explain... anything I m speechless 😣🥺😣

  • @arabindsahu1997
    @arabindsahu1997 2 года назад +8

    Respect to Argus team and all the women's🙏

  • @ashoksethi6694
    @ashoksethi6694 2 года назад +2

    Bahut Dina pare bastabare gote uchit news dekhiba Ku milila. great job reporter sis and much more thanks argus news .

  • @biswajitnayak3550
    @biswajitnayak3550 2 года назад +18

    ସବୁ ଖୁସିରେ ନୂହେଁ ପରିସ୍ଥିତି ବି ବାଧ୍ୟ କରିଛି ଏମିତି କରିବାକୁ। Law and order ଯେଉଁ state ରେ ଠିକ୍ ନାହିଁ ସେଠି ଏମିତି ପରିସ୍ଥିତି ସ୍ରୁଷ୍ଟି ହବା କିଛି ଆଶ୍ଚର୍ଯ୍ୟ ନୂହେଁ। shame on us. 😔😞😥

  • @anantasamal5654
    @anantasamal5654 2 года назад +22

    Absolutely perfect judgement right now salute apananku channel

  • @arupanimelover1234
    @arupanimelover1234 2 года назад +3

    This type of ground reporting we need . Amaku misiki chalibaku padiba .

  • @itishreesahoo341
    @itishreesahoo341 2 года назад +7

    Great job reporter bhauni Argus channel great 😎😭😭😭spechless

  • @pratyushtoltiaofficial
    @pratyushtoltiaofficial 2 года назад +17

    First time love you argush & love you repoter 🙏🙏🙏🙏🙏🙏👌👌👌👌👍👍👍👍

  • @1.2kchallengewith0videople2
    @1.2kchallengewith0videople2 2 года назад +7

    It Is Really a matter of proud for the parents to get this much respect and honour due to their children keep making your family proud and god bless you

  • @niranjannahak6251
    @niranjannahak6251 2 года назад +17

    Top work Argus team

  • @tapankumarnayak4950
    @tapankumarnayak4950 2 года назад +3

    ସତରେ ବହୁତ୍ ପ୍ରତାରଣା ଶିକାର ହୋଇ ଓ ପରିସ୍ଥିତି ପଡ଼ି ଏମିତି କାର୍ଯ୍ୟ କରୁଛନ୍ତି 😌

  • @litusahu8406
    @litusahu8406 2 года назад +3

    Such a great upastapana argus news, satare loko kete asan re semanku anguli uthei dionti kintu etiki chinta karantini seita tanka khusi nuhe majborri boli

  • @jhadeswarhansda5091
    @jhadeswarhansda5091 2 года назад +5

    Jay Jagarnath. With thanks to the Argus News and reporter.

  • @Ashok_Puhan
    @Ashok_Puhan 2 года назад +3

    ଭଗବାନ ଅଛନ୍ତି ମା ବହୁତ ଦୁଃଖ ଲାଗୁଛି.. କଣ କରିବା ଏଇଟ ଜୀବନ ଆଉ କିଛି ନାହିଁ ପଇସା ଥିଲେ ସବୁ ଠିକ୍ ପଇସା ପାଇଁ ଜୀବନ ଦେଇ ପାରିବେ ଆଉ ଜୀବନ ନେଇ ପାରିବେ ଏକଥା ଶୁଣି ବହୁତ ଦୁଃଖିତ ମୁଁ ବହୁତ ଦୁଃଖିତ 😢😢😢😢😢😢

  • @rahithm7562
    @rahithm7562 Год назад +1

    ବହୁତ ସୁନ୍ଦର ଭାବେ ଵୁଝେଈଲ

  • @kumarentertainmentmanoj4681
    @kumarentertainmentmanoj4681 2 года назад +4

    Bahut kasta lagila se maa nka katha suni😥😥 Bt ame kn karipariba
    Amari bhali kichhi manisa pai aji nari jati ai jaga re panhanchichi ...
    Argus chanel ..odisa ra best chanel🙏🙏🙏special thanks reporter madam

  • @KshirodaMunda
    @KshirodaMunda Месяц назад +1

    Jay jagannath emananku Mangala karantu

  • @abhiramsahoo9
    @abhiramsahoo9 2 года назад +11

    Its a great option to get better TRP..... Infact real facts of day today life

  • @jetendrasethajitu
    @jetendrasethajitu 2 года назад +14

    Great salute to be our great brave indian ledy 🙏🏻 life is very painfull so take stape carefully 😞😭

  • @jagannathjena7701
    @jagannathjena7701 2 года назад +2

    Thanks for your information Argus news

  • @chinmayraj4135
    @chinmayraj4135 2 года назад +5

    Great to see you are covering this topic hat's off

  • @basudevsatpathy2882
    @basudevsatpathy2882 2 года назад

    Excellent 🙏 Argus, Sattare duniyaa re banchiba paie kette je kastta🙏

  • @mohapatraful
    @mohapatraful 2 года назад +76

    No one is sex worker they're just fullfill our body needs so they're always respectful

  • @ranjancreation4288
    @ranjancreation4288 2 года назад +18

    Respect them ❤️big salute

  • @happypani-bapi
    @happypani-bapi 6 месяцев назад +2

    ଜଦି ପୁରୁଷ ମାନେ ମାଳିସାହିକୁ ନଜିବେ ଏମାନେ ଭକରେ ମରିଜିବେ ହେମହାନ ପୁରୁଷ ଆପଣମାନେ ଆସନ୍ତୁ

  • @rupaksamantara1019
    @rupaksamantara1019 2 года назад +18

    Jay Jagannath 🙏🙏

  • @utampatra5570
    @utampatra5570 2 года назад +6

    Salute Argus news 🙏🏻🙏🏻🙏🏻

  • @diariesofsusanta
    @diariesofsusanta 2 года назад +1

    thanks argus

  • @themechanicalgiant5713
    @themechanicalgiant5713 2 года назад +3

    Argus news Loads of Love ❤❤❤❤❤

  • @lochantandi9844
    @lochantandi9844 2 года назад +8

    Speechless ...salute 2 u sister

  • @sureshoram7473
    @sureshoram7473 Год назад +1

    The Best Business Less Labour More Income Money añd Pleasure Also

  • @Dev__kumar__928
    @Dev__kumar__928 3 месяца назад

    ବହୁତ୍ ଦୁଃଖ ଲାଗୁଛି ଏ ସବୁ ଶୁଣିକି 😢😢 ଜୟ ଜଗନ୍ନାଥ 😢😢

  • @asnayak9154
    @asnayak9154 2 года назад +6

    so sad life yaar😢😢😢😢😢😢😢😢
    bhagaban bi emiti jibana dianti ki........ 😢😢😢😥😥😥😥😥

  • @vasudev92
    @vasudev92 Год назад +3

    Huge respect to all these women 🙏🙏

  • @tusarranjansethi231
    @tusarranjansethi231 2 года назад +8

    All life is not easily life is pain fully 😞😞😖😖

    • @memesmall9481
      @memesmall9481 2 года назад +1

      Bhai to English to pakhare rakhe, English ta bhul kahuchu.ODIA KAHIBAKU LAJA LAGUCHI..👇👇👇

    • @chinmoy2499
      @chinmoy2499 2 года назад

      @@memesmall9481 abey illiterate chua English kahiba mane kn odia bhasa ku disrespect kariba....kuadu aaaichu beyy main katha ta hela English jadi kie kahuchi tora phatuchi actually cause hela tu taw patha satha padhiluni chatara bhalia bulilu😂🤡 ebe loka jadi kie English kahidauchanti toea poduchi au

  • @soumyaranjandash8055
    @soumyaranjandash8055 2 года назад +11

    Great work team'👍

  • @Reactionman951
    @Reactionman951 2 года назад

    @argus news microphone prabhu Jagannath nk bhali look asuchi, dhanyabad bhala logo rakhi thibaru

  • @Untalented143Bgr
    @Untalented143Bgr 2 года назад +2

    Nice news ❤️🌹❤️

  • @143kalpana87
    @143kalpana87 2 года назад +6

    Odisha government please help in malisahi world's

  • @purviarts8784
    @purviarts8784 2 года назад +30

    😭😭respect all women 🙏🙏

  • @rainybiswal2176
    @rainybiswal2176 2 месяца назад +1

    Nice

  • @ghareluzindegisubash1269
    @ghareluzindegisubash1269 2 года назад +3

    First thanks to chanelle
    live straggle life story ..
    God bless

  • @sukantadebata6912
    @sukantadebata6912 2 года назад +5

    Good job.I salute to your courage reporter madam.

  • @Sunnnyplayzzzz
    @Sunnnyplayzzzz 2 года назад +2

    Salute sister 🙏🙏

  • @ashishsunapila1497
    @ashishsunapila1497 2 года назад +4

    Salute to Argus news📰

  • @Madhabchmohanta
    @Madhabchmohanta 2 года назад +9

    Big salute to saptarupa mam and team argus

  • @Arun_Sahu
    @Arun_Sahu 2 года назад +5

    Very nice reporting well done.... 👌

  • @atulrocks4eversever
    @atulrocks4eversever 2 года назад +5

    true to the title of story, the untold and intriguing story of the infamous MaliSahi, brilliant piece of work Argus

  • @sunilkumardigal3371
    @sunilkumardigal3371 2 года назад +1

    Thank you Argus News

  • @arjunkumar..eating6821
    @arjunkumar..eating6821 Год назад

    Maa bhouni manaku mora Namaskar 💞💞🌱🌱🌱🍴💖💖💖💖💖💯🌱🌱🌱🌱

  • @rukumahananda9900
    @rukumahananda9900 2 года назад +2

    Very nice information thanks mam 🙏🙏🙏🙏🙏🙏🙏🙏🙏🙏

  • @kamalakantadas8755
    @kamalakantadas8755 2 года назад +2

    excellent coverage

  • @sukadev222
    @sukadev222 2 года назад +2

    god bless you all

  • @uttameducation7466
    @uttameducation7466 2 года назад +10

    Salute to the reporter madam 🙏

  • @Sanju_1585
    @Sanju_1585 2 года назад +4

    Bhagwan samastanku bhala re rakhantu..🙏🙏

  • @sonukhansonukhan8387
    @sonukhansonukhan8387 6 месяцев назад +1

    Welcome. VEDIO. Bichitra. Duniya. Ra. Dukhada ghatana. Iswara. Saha varasa

  • @rbastia76
    @rbastia76 2 года назад +7

    Good blessings you🙏🙏

  • @singlegame2836
    @singlegame2836 2 года назад +4

    Jai Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏