DASAMA | OFFICIAL TEASER | Odia Movie | Raja D | Sailendra | Nilakhi | MrinmayMS

Поделиться
HTML-код
  • Опубликовано: 7 сен 2024
  • ଦଶମ - ସ୍କୁଲ ଡାଏରୀ ର ସେଇ ଶେଷ ପୃଷ୍ଠା ଯୋଉ ପୃଷ୍ଠା ରେ ବହୁତ୍ କାହାଣୀ ଲେଖା ହୁଏ ଆଉ ଲିଭା ହୁଏ । କିଛି କାହାଣୀ ଲେଖା ହେଇ ବି ସତ ହୁଏନି ଆଉ କିଛି କାହାଣୀ ଏମିତି ଘଟେ ଯାହା କେବେ ଲେଖା ହେଇ ପାରେନି ।ସବୁ କାହାଣୀ ସରେ ସେ ପର୍ଦ୍ଧ ବି ଓଲଟା ହୁଏ ହେଲେ ସେ ଥିରେ ଥିବା ପ୍ରତିଟି କାହାଣୀ ଆଉ ସେ କାହାଣୀ ରେ ଥିବା ପ୍ରତିଟି ଚରିତ୍ର
    ଜୀବନ ର ଶେଷ ମୁହୂର୍ତ୍ତ ଯାଏ ଅଭୁଲା ରହେ॥
    ଆସନ୍ତୁ ଆମ ସାଙ୍ଗରେ ପୁଣି ସେଇ ହଜିଯାଇ ଥିବା ଡାଏରୀ ରୁ ଧୂଳି ଝାଡି ସେଇ ପୃଷ୍ଠା କୁ ଆଉ ଥରେ ଲେଉଟାଇବା ।
    #teamdasama #dasama #Odiacinema #emotions
    #Schoollife #memories #oldmemories #team #teamdasama
    #imlyentertainment
    #dfilms_cine_production
    #mrinmayms

Комментарии • 32