ରାତିରେ ଶୋଇବା ପାଇଁ ବିଲ 1 ଲକ୍ଷ 36 ହଜାର | Utkal Hospital Bhubaneswar's Sky Rocketing Charges

Поделиться
HTML-код
  • Опубликовано: 6 сен 2024
  • ରାଜଧାନୀରେ ଉତ୍କଳ ହସ୍ପିଟାଲର ଦାଦାଗିରି । ଅପରେସନ ସକ୍ସେସ କିନ୍ତୁ ପେସେଣ୍ଟ ଡେଡ୍‌ । ଏଭଳି ଫଣ୍ଡା ପକାଇ ଗରିବଙ୍କ ରକ୍ତ ଶୋଷୁଥିବା ଅଭିଯୋଗ...
    Watch latest news updates LIVE on Argus News. Your one-stop destination for news on politics, entertainment, sports, gadgets, business and more.
    Argus News is Odisha’s most popular Odia Web News Channel. In a short time, it redefined the limits and has set new standards for journalism in Indian news television through its differentiated programming and philosophy of inclusive journalism the spirit of ‘Whatever It Takes'. As per its tagline "Satyara Sandhana", it continues to tell Odisha’s window to all over the world and world’s window into Odisha.
    To stay updated on-the-go,
    Visit Our Official Website: www.argusnews.in
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    RUclips: / theargusnewsodia
    Twitter: / argusnews_in
    Instagram: / argusnewsin
    You can WhatsApp your News at - 8480612900
    ଅର୍ଗସ୍ ଓଡ଼ିଶାର ସର୍ବଶ୍ରେଷ୍ଠ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ।
    ଅର୍ଗସ୍ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ରାଜନୀତି, ମନୋରଞ୍ଜନ, ଜୀବନଚର୍ଯ୍ୟା, ପ୍ରଯୁକ୍ତିବିଦ୍ୟା, ବ୍ୟବସାୟ ଓ ସ୍ୱତନ୍ତ୍ର ଖବର ଅତିଶୀଘ୍ର ଆପଣଙ୍କ ପାଖରେ ପହଞ୍ଚାଏ ।
    ଅର୍ଗସ୍ ସହ ଯୋଡି ହୋଇ ରୁହନ୍ତୁ |
    #ArgusNews #OdiaNews

Комментарии • 1,3 тыс.

  • @takecare9335
    @takecare9335 3 года назад +235

    ମୁଁ ଗୋଟେ ଗରିବ ପରିବାରର ପିଲା କହୁଛି ସତକଥା ଭାଇ ଯଦି ଆମକୁ ଏକ ଲକ୍ଷ ଛତିଶ ହଜାର ମିଳିଗଲେ କେତେବର୍ଷ ବଞ୍ଚିବୁ ତାର ଠିକଣା ନାହିଁ ।
    ଆମ ଭଳିଆଙ୍କୁ ଯଦି ସେତିକି ବିଲ ହେଉଛି ତା ହେଲେ ଶବ ସହିତ ନିଜର ଶବ ମଧ୍ଯ ବାହାରିବ

  • @chinmayapradhan5907
    @chinmayapradhan5907 3 года назад +35

    ଆରେ ଭାଇ ବଡି ଚେକ୍ କର ।କିଛି ପାଟ୍ ଚୋରି ହେଇନି ତ

    • @God14366
      @God14366 3 года назад +1

      Sata kahila bhai

  • @asimabhasswain3833
    @asimabhasswain3833 3 года назад +226

    ବହୁତ ବଡ ବଡ ମୁଣ୍ଡି ଅଛନ୍ତି Partner.. ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

    • @adityaprasadmohapatra6253
      @adityaprasadmohapatra6253 3 года назад +3

      Thik kahila bandhu...

    • @PSS-su1jw
      @PSS-su1jw 3 года назад +1

      ଠିକ୍ କହିଲେ

    • @ravijakaka7804
      @ravijakaka7804 3 года назад

      Magya mane lutuchanti

    • @manasdash2178
      @manasdash2178 3 года назад +1

      ଡାକ୍ତରଖାନାର ଲାଇସେନ୍ସ ରଦ୍‌ କରାଜାଉ

  • @Public580
    @Public580 7 месяцев назад +11

    ମୋ ସହ ବି ଏମିତି ହୋଇଛି ଭୁବନେଶ୍ୱର କୀମସ ହସ୍ପିଟାଲ ରେ ସବୁ ଆଡେ ଦୁର୍ନୀତି ଚାଲିଛି ବିଜେଡି ନେତା ଓ ମେଡିକାଲ ଷ୍ଟାଫ ଏଥିରେ ସାମିଲ

  • @bhagirathibisoyi1322
    @bhagirathibisoyi1322 3 года назад +131

    ଓଡିଶା ର ଡାକ୍ତର ମାନେ ଆଉ କେତେଦିନ ଗଲେ ମାଟି ପଥର ବି ଖାଇଯିବେ? କାରଣ ଆମ ରାଜ୍ୟର ସ୍ୱାସ୍ଥ୍ୟ ବବ୍ୟଷ୍ଟା ଠିକ ନାହିଁ

  • @sujatapraharaj3892
    @sujatapraharaj3892 3 года назад +16

    ଶିକ୍ଷା ଓ ସ୍ୱାସ୍ଥ୍ୟ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଓ ଲାଭଦାୟକ ବ୍ୟବସାୟ । ଜନତା ସଂପୂର୍ଣ୍ଣ ଅସହାୟ, ଆଉ ଏମାନେ ପୋଖତ ବେପାରୀ । ଧର୍ମ ନ ସହୁ ଏମାନଙ୍କୁ ।

  • @sonumasti67
    @sonumasti67 3 года назад +287

    ନ୍ୟାୟ ନ ମିଳିବାରୁ ଲୋକ ମାଓବାଦୀ ହୋଇଯାଆନ୍ତି
    ସକ୍ଷପରେ କହୁଛି

    • @odiablogingvideo1267
      @odiablogingvideo1267 3 года назад +8

      Mor ta bahut e6a a6i maobadi habare

    • @odiablogingvideo1267
      @odiablogingvideo1267 3 года назад +3

      Kahnikina sabu bada loko nka a sabu kama khali ama bhali gariba loko nku Hairan kariba pain paisa khaiba pain

    • @guddukakitchen6666
      @guddukakitchen6666 3 года назад +2

      Bhai kichi kara maobadi heiki Sala Sabu chora hospital aau mc police marile maza asiba

    • @piratesomu7433
      @piratesomu7433 3 года назад +3

      Bhai mate bi dakiba ee duniate au maanabikata nahi Sabu dekhiki chi chi laguchi 😔

    • @razztech3946
      @razztech3946 3 года назад +1

      Right bro

  • @ramakantamallick3574
    @ramakantamallick3574 3 года назад +18

    ଦୟାକରି ଟଙ୍କା ଫେରସ୍ତ କରି ଦିଆଯାଉ।
    ମେଡିକାଲ ସିଜ୍ କରା ଯାଉ।

  • @chandrapanda7222
    @chandrapanda7222 3 года назад +89

    ବାଗଚି sir ଯେଉଁ ମେଡିକାଲ ଭୁବନେଶ୍ୱର ରେ ତିଆରି କରିବେ ଏହି ପରି ହେବ ନାହିଁ ତ?

  • @mohapatraliza3383
    @mohapatraliza3383 2 года назад +12

    ଏଡାଙ୍କୁ ଜିଅନ୍ତା ପେଟ୍ରୋଲ ଢ଼ାଳି ଜଳାଇଦିଆଯାଉ। ଯିଏ ଅନ୍ୟର ଜୀବନ ସହ ଖଳୁଛନ୍ତି ସେମାନେ ଆଉ କହାସହ ଖେଳିବା ପୂର୍ବରୁ।। ଗରିବ ବୋଲି ଠକିବା।।। ମରୁନ।।।।

  • @sonumasti67
    @sonumasti67 3 года назад +135

    ଥରେ ଭାବିକି ଦେଖ ଗୋଟେ ପରିବାର େର ଗୋଟେ ଲୋକ ମରିଗଲେ କେତେ କଷ୍ଟ ହୁଏ
    ଆରେ ସେଥିପାଇଁ ଲୋକ ମାଓବାଦୀ ହୋଇଯାଆନ୍ତି

    • @manasamajhi8925
      @manasamajhi8925 3 года назад +1

      Right

    • @pppp418
      @pppp418 3 года назад

      Right kahilo bhaii a manank pain sabu vl pila aji maobadi re jauchanti,mu selut karuchhi maobadi bhai mananku, sabu garibo lok mananku sahajya karuchanti

  • @mixturemaja.starbapunu7250
    @mixturemaja.starbapunu7250 3 года назад +72

    😠😠😠ହସପିଟାଲକୁ ତୁରନ୍ତ ସିଲ କରାଯାଉ😡😡 ।ସବୁ ଚୋର ମାନେ ଏଠି ଅଛନ୍ତି ।ପ୍ରବଳ ମାତ୍ରାରେ ଶେୟାର କରନ୍ତୁ ଯେମିତିକି ଆଉ କେହି ହ୍ଇରାଣ ନହୁଅନ୍ତୁ ।🙏🙏🙏

  • @biswajitsethi7008
    @biswajitsethi7008 3 года назад +339

    ଚିକିତ୍ସା ନାଁରେ କେବଳ ଲୁଟ ଚାଲିଛି... ସରକାର ଅନ୍ଧ

    • @AllinONE-gi1lm
      @AllinONE-gi1lm 3 года назад +6

      Hospital ku jali dea..

    • @nareshmaharana6786
      @nareshmaharana6786 3 года назад +12

      ଓଡ଼ିଶା ରେ ଯେତେ ପ୍ରାଇଭେଟ୍ ମେଡିକାଲ , ପ୍ରାଇଭେଟ୍ ସ୍କୁଲ କଲେଜ , ଯାତ୍ରା ପାଟି ଅଛି ସାବୁ ସରକାରଙ୍କ MLA, MP କର ,ଏଠି ସେମାନେ ଏ ସାବୁ କରି ଓଡିଶା ଲୋକଙ୍କୁ ଶୋଷଣ କରି ଚାଲିଛନ୍ତି

    • @babula2011
      @babula2011 3 года назад +3

      Vai Sarkar sabu jannichhanti,maal miluchhi naaa

    • @kartikbehera4226
      @kartikbehera4226 3 года назад +5

      Government miski a sabu karuchi

    • @jyotirmayeepatro6108
      @jyotirmayeepatro6108 3 года назад

      @@nareshmaharana6786 right bhi

  • @ashokbadajena8568
    @ashokbadajena8568 6 месяцев назад +4

    ଏମିତି ଲକ୍ଷ ଲକ୍ଷ କେଶ୍ ଦୀର୍ଘ ୨୦ ବର୍ଷ ହେଲା,,ମଦୁଆ ସରକାର୍ କୁ ଆହୁରି ଭୋଟ ଦେଇ ପୁଣି ପ୍ରେମ କର ,,,,,,,,, ହା ହା ହା,, ବା ବା ରେ ମୁର୍ଖ ଭୋଟର

  • @sonumasti67
    @sonumasti67 3 года назад +64

    ପୋଲିସ୍କୁ କିଛି ଲାଞ୍ଚ ଦେଇଦେବେ ଖେଳ ଖତମ
    ପୋଲିସ ମାନଙ୍କୁ ନୁହେ ମୋର ସମସ୍ତ ସରକାରି ଉପରେ ନିର୍ଭର କରି ଚଳୁ ଥିବା ଗରିବମାନଙ୍କୁ ସାହାୟ୍ଯ କରନ୍ତୁ

    • @pppp418
      @pppp418 3 года назад +1

      Odissa police fist no1 lanchuaa,sarakar aji nahi election bele sabu asibe,

  • @jagannathgouda8585
    @jagannathgouda8585 3 года назад +6

    ଓଡ଼ିଶାରେ ନେତା ଟୂ Govt.. Pvt... ଲୋକଙ୍କୁ ଚଳୁ କରିବା ଜାଣନ୍ତି..... ଖାଇଯାଅ....
    ଏବେ ଆପଣ ମାନେ ଖୁସିତ.... କହିବାକୁ ଲାଜ ଲାଗୁଛି... ହେଲେ ବାଧ୍ୟ ହେଈକହୁଛି.... କିଛି ଚୋର ମୁହାଁ ଙ୍କ ପାଇଁ... ଏସରକାର କୁ ଯିଏ ଟାଣୁଛି.... ଦେଖ.... ଅପେରସନ ପାଇଁ price ନାହିଁ.... ଯିଏ ଯେତେ ପାରିବ ଲୁଟିବ.... ଭୁଲ କାହାର... GUIDE LINE ମୋବାପl କରିବ...
    .....

  • @sureshpatnaik6537
    @sureshpatnaik6537 3 года назад +200

    ତୁରନ୍ତ ମେଡିକାଲକୁ ସିଜ୍‌ କର

  • @manojsahoo1105
    @manojsahoo1105 3 года назад +5

    ସ୍ବାସ୍ଥ୍ୟ ସେବା ପାଇଁଁ ଏକ ଜନ ଆନ୍ଦୋଳନ ଆବଶ୍ୟକ । ଏକ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତେକ ବ୍ୟକ୍ତିଙ୍କ ର ବଞ୍ଚିବା ର ଅଧିକାର ଆଛି । ଏଠି ଧନୀ ଗରିବ କିଛି ନାହିଁ ।ସ୍ବାସ୍ଥ୍ୟ ସେବା କୁ ଯଥେଷ୍ଟ ଗୁରୁତ୍ଵ ଦେବା ଉଚିତ୍ । କିନ୍ତୁ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ନ ରେ ହରିଲୁଟ୍ ଚାଲିଛି । ଗରିବ ଓ ମଧ୍ୟମ ବର୍ଗ ରେ ଲୋକ ସର୍ବସ୍ବାନ୍ତ ହେଲା ପରେ ଶବ ପାଇଁ ସଙ୍ଘର୍ଷ କରିବା କୁ ପଡୁଛି ।

  • @paramanandabehera8403
    @paramanandabehera8403 3 года назад +58

    ଏହି ହସ୍ପିଟାଲ କୁ ଗବର (Gabbar)ଦରକାର

  • @Manoranjan1900
    @Manoranjan1900 3 года назад +15

    ସରକାର ଏମିତି hospital କୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ । Inquiry କରି step ନିଅନ୍ତୁ

  • @pramodmanna9854
    @pramodmanna9854 3 года назад +31

    ସରକାର ଜବାବ୍ ଦିଅ

  • @arunpadhan6091
    @arunpadhan6091 3 года назад +16

    ସରକାର ଙ୍କ ତରଫରୁ ତଦନ୍ତ ପାଇଁ ଅନୁରୋଧ, check the scandal 🙏

  • @gayatrijena370
    @gayatrijena370 3 года назад +84

    Hospital ku band kara au sabu doctor nku suspend kara , gote pala chaleichanti , nija ra hele janibe

    • @smitasahoo29
      @smitasahoo29 3 года назад +4

      Han se hospital band Kariba katha

    • @jitusahu5505
      @jitusahu5505 3 года назад

      Hospital re niaa lagaeiba darkaar

    • @jitusahu5505
      @jitusahu5505 3 года назад

      @@smitasahoo29 hospital re niaa lagajaau

    • @jitusahu5505
      @jitusahu5505 3 года назад

      Medical ku podidia

    • @sachidanandaswain2556
      @sachidanandaswain2556 3 года назад

      Govt medical thau thau emane private medical januchanti kanhiki...

  • @sagarbaskey143
    @sagarbaskey143 3 года назад +8

    ଚିକିତ୍ସା ନାଁ ରେ ଚାଲିବ ଲୁଟ୍ । ସାଧାରଣ ଜନତା ଉପରେ ଏମିତି ଅତ୍ୟାଚାର ଚାଲିବ ।ଆଉ ପ୍ରଶାସନ ଶୋଇ ରହିବ ।
    ଏ ହେଲା ନବୀନ ସରକାର ର ଶାସନ ।

  • @satyamshivam4203
    @satyamshivam4203 3 года назад +21

    ସ୍ବାସ୍ଥ୍ୟ ବିଭାଗ ତ କେବଳ ନାମକୁ ମାତ୍ର ଅଛି।

  • @pradiptakubehera
    @pradiptakubehera 3 года назад +14

    Please inform the Health minister, 5T Secretary as well as to the Chief Minister of Odisha to check the reality of common people.

  • @odiaboydhirendra
    @odiaboydhirendra 3 года назад +9

    ହସ୍ପିଟାଲ ସିଲ ହଉ

  • @KNOWLEDGELEARNING89
    @KNOWLEDGELEARNING89 3 года назад +26

    Ae gote hospital nuha,Bbsr ra prya sabu hospital re emati chalechi....😭😭

  • @prabhudattapadhan9696
    @prabhudattapadhan9696 3 года назад +46

    Hospital ku blasting karidiajau

  • @creatorbabu708
    @creatorbabu708 3 года назад +3

    ଡାକ୍ତର ଙ୍କୁ ଆଉ ଭଗବାନ କହିବାକୁ ଲାଜ ଲାଗୁଚି ଆଜି ର ବଡ଼ ବଡ଼ ହସ୍ପିଟାଲ୍ ରେ ।
    ଏସବୁ ଉପରେ ନଜର ପଡୁନି ଆଇନ୍ , କାନୁନ୍ ର ।
    ଖାଲି ତ ସାଧାରଣ , ଗରିବ ଉପରେ ଲୁଟିବାକୁ ନଜର

  • @AjayKumar-rr2mv
    @AjayKumar-rr2mv 3 года назад +55

    ମାଳ ମାଳ ସ୍ୱାସ୍ଥ୍ୟ ଯୋଜନା କାହା ପାଇଁ?

  • @prananathpati9976
    @prananathpati9976 3 года назад +8

    ତୁମେ ସରକାରୀ ହସପିଟାଲକୁ ଗଲ ନାହିଁ କାହିକିଁ? ତୁମେ କଣ ଜାଣିନ ଏମାନେ ରକ୍ତ ଶୋଷକ ଯୋକ!

    • @sandhyatara1993
      @sandhyatara1993 4 дня назад +1

      ସରକାରୀ ହସ୍ପିଟାଲ ପରା ପଠେଇ ଦଉଛନ୍ତି ଏଇମାନଙ୍କ ପାଖକୁ.... ସରକାର ତ ଯୋଜନା କରିଦେଇଛନ୍ତି duty ଖତମ.... ସବୁ ମିଳି ଭଗତ...

  • @tapandeoll.m..4840
    @tapandeoll.m..4840 3 года назад +22

    Licence of this hospital must be cancelled and the hospital building be sealed immediately .

  • @janakidash6833
    @janakidash6833 3 года назад +9

    ଅଙ୍ଗ ବିକ୍ରି କେଉଁଠି ହେଉଛି କି

  • @rajkumardharua3889
    @rajkumardharua3889 3 года назад +28

    Hospital Ku Pura luck Kara jau

  • @trilochanabhola2493
    @trilochanabhola2493 3 года назад +7

    ମୁବି ମାଓବାଦୀହିବି ଆସ ଭାଇ ମାନେ ସମସ୍ତେ ଆମ ଓଡିଶା ଗାଣ୍ଡିମାର ମାନକୁ ମାରି ଦବା ok

  • @TheSibaSwain
    @TheSibaSwain 3 года назад +8

    ଉତ୍କଳ ନା ଟା କଣ ଲାଗି ବଦନାମ କରୁଛ। ତମ ନା ଲୁଟେରା ହସ୍ପିଟାଲ ଟା ଭଲ ହବ।

  • @chandrakumar2377
    @chandrakumar2377 3 года назад +4

    ଡାକ୍ତରଖାନା ମାଲିକଙ୍କୁ ପୋଷାକରେ ନ ଛାଡି ସହରକୁ ଘୂର୍ଣ୍ଣନ କରନ୍ତୁ

  • @jambhu5312
    @jambhu5312 3 года назад +25

    ଭୁବନେଶ୍ବରରେ samaste ଲୁଟୁଛନ୍ତି

  • @tribhubandas7839
    @tribhubandas7839 3 года назад +5

    ଏ ଶଳା doctor କୁ
    କୁକୁର ଭଳି ପିଟିବା କଥା

  • @bikrambabu2481
    @bikrambabu2481 3 года назад +32

    Nabina 1month vitare marigale mu gariba loka nku khiba ku debi ..

    • @dharmarajpatsani3395
      @dharmarajpatsani3395 3 года назад +1

      Bhai mun ama padisa gariba lokonka paein bhoji rakhibi😁

    • @mangalsingh3630
      @mangalsingh3630 3 года назад

      Hi Dr

    • @Abhijitdas-bf9ky
      @Abhijitdas-bf9ky 3 года назад +1

      @@dharmarajpatsani3395 mu chenapoda bantibi

    • @pppp418
      @pppp418 3 года назад

      Bhaii mu ta bhauchhi kebethu a buda kebe moribo,Amara a odissa ku gote odia santi milibo

  • @acharyauniversaltube7757
    @acharyauniversaltube7757 4 дня назад +1

    ଏଇ ହସ୍ପିଟାଲର ମାଲିକଂକୁ ଧରାଯାଉ। ଏମାନେ ଇନ୍ଦ୍ର ସୁର୍ଯ୍ୟ ମାନୁନାହାନ୍ତି।

  • @gopalchandrapuhan2194
    @gopalchandrapuhan2194 3 года назад +6

    THE STRONG ACTION SHOULD BE TAKEN FOR TO THIS MATTER & ALSO AGAINST THE HOSPITAL.

  • @prasantapattanaik862
    @prasantapattanaik862 6 дней назад

    କେମିତି ନର୍ସିଂ ହୋମ୍ ଓ ପ୍ରାଇଭେଟ୍ ହସ୍ପିଟାଲ ଲୋକଙ୍କୁ ମନଇଚ୍ଛା ଶୋଷଣ କରୁଛନ୍ତି ସରକାରଂକ ସ୍ବାସ୍ଥ୍ୟ ବିଭାଗ ଶିଘ୍ର ଦୃଷ୍ଟି ଦିଅନ୍ତୁ।ସବୁଠି ରାଜ୍ୟ ସାରା ଏହା ଚାଲିଛି।

  • @RadhikaCreationRadheRadhe
    @RadhikaCreationRadheRadhe 3 года назад +3

    ଏଇ ହସ୍ପିଟାଲ୍ କୁ ସିଜ୍ କରା ଯାଉ

  • @biswaranjansahoo1713
    @biswaranjansahoo1713 3 года назад +3

    good work by team Argus

  • @trilochanpal8429
    @trilochanpal8429 3 года назад +3

    Well done argus media 👏

  • @naturesparadise8859
    @naturesparadise8859 3 года назад +1

    ମୁଖ୍ୟମନ୍ତ୍ରୀ ମହାଶୟ ଙ୍କ ଚକ୍ଷୁ କୁ ଏ ସବୁ କଣ ଦୃଷ୍ଟିଗୋଚର ହେଉନାହିଁ ନ କଣ
    ନ ସବୁ ଜାଣି ଅଜଣା ହେବା ର ଅଭିନୟ କରାଯାଉଛି

  • @pintukumar-qx9fi
    @pintukumar-qx9fi 3 года назад +10

    Sabu heath minister naba Das ro kamal

  • @pinkunayak8387
    @pinkunayak8387 3 года назад +2

    ,, ଏମାନେ ଗୁଟେ ଧନ୍ଦା ଲଗେଇଛନ୍ତି ତୁରନ୍ତ ସିଲ କରାଯାଉ

  • @ashispradhan5357
    @ashispradhan5357 3 года назад +3

    ପଇସା ଲୁଟ୍ ହେବା ପାଇଁ ,ମେଡିକାଲ ଖୋଲା ହେଇଛି??docter kan God??

    • @sandhyatara1993
      @sandhyatara1993 4 дня назад

      1:39 ହଁ ପଇସା ଲୁଟୁଛନ୍ତି.. ବିଲ ଦେଲାବେଳେ ମନଇଛା ଟେଷ୍ଟ ର ପଇସା ପକାଉଛନ୍ତି.. ଭୁବନେଶ୍ୱର ର ଏକ ନାମୀ ହସ୍ପିଟାଲ ରେ ଆଜ୍ଞା ଯୋଉ ଟେଷ୍ଟ ହେଇନାହିଁ ତା mention କରାହେଇଛି...ସିଟି ସ୍କାନ ହେଇନାହିଁ କିନ୍ତୁ ବିଲ ରେ ଲେଖା ଥିଲା... ଯେତେବେଳେ ଇନ୍ସୁରାନ୍ସ କୁ ଆମେ ପଠେଇଲୁ ସେ କହିଲେ ବିଲ ରେ ଅଛି କିନ୍ତୁ ରିପୋର୍ଟ ନାହିଁ.... ସେତେବେଳେ ହସ୍ପିଟାଲ ଵାଲା ଡରି ଯାଇ ତୁରନ୍ତ କାଟିଲେ... ଓଲଟି ଆମକୁ 5000 ଫେରେଇବାକୁ ବସିଥିଲେ... ଭାବନ୍ତୁ କି ପ୍ରକାର ଚାଲିଛି.... ଯୋଉ gloves, wipes, sheet ବାହାରେ କମ ଦାମ ତାକୁ ଡବଲ ରେଟ ରେ ବିକାଉଛନ୍ତି...ଯୋଉମାନେ ପାଠ ପଢିନାହାନ୍ତି ସେମାନେ କଣ ବୁଝିବେ???ସ୍ୱାସ୍ଥ୍ୟ କାର୍ଡ ଅଛି ମାନେ ଲୁଟ...

  • @bhabanishankarpati466
    @bhabanishankarpati466 5 месяцев назад +1

    Immediately taken strictly action against that Utkal Hospital..

  • @supydash
    @supydash 3 года назад +6

    Rajadhani ra sabu hospital condition seia bhai..

  • @byasadevrana1902
    @byasadevrana1902 Год назад +1

    ଅତିଶୀଘ୍ର ଏହି ହସପିଟାଲ କୁ ସିଲ କରାଯାଉ

  • @satyamohanty590
    @satyamohanty590 3 года назад +20

    Sala Kanak channel au otv sikha khali bakwas jinisa dekhautha. Kebe ta gote amiti right news telecast kara.

  • @lipunoffical268
    @lipunoffical268 6 месяцев назад +1

    ସତ କଥା ଆଜ୍ଞା ଉତ୍କଳ ହସ୍ପିଟାଲ ରେ ବହୁତ ଠକାମି ହୁଏ

  • @jimalmurmu915
    @jimalmurmu915 3 года назад +3

    Akshay Kumar film style. Tanka pain world lop binasha heijiba. Jay Jagannath.

  • @bhaktimarga853
    @bhaktimarga853 3 месяца назад

    ଯେଉଁ ବ୍ୟକ୍ତି ଏହିପରି ହସ୍ପିଟାଲ କରିଛନ୍ତି ସେ ଦୀର୍ଘଦିନ ଜନସେବା କରି ଏହିପରି ହସ୍ପିଟାଲ କରିଛନ୍ତି. ତାଙ୍କର ଜନସେବାରେ ଅଭିଜ୍ଞାତା ଅଛି. ତେଣୁ ସେ ଜନସେବା କରି ଟଙ୍କା ନେବେ. ରୋଗୀ ମାରୁ ଅବା ବଞ୍ଚୁ.

  • @Chanelowner
    @Chanelowner 3 года назад +4

    Sobu hospital ro fees gudiko govt online re available milanta i think lutera kichhi komithanta
    Second kotha sobu hospital ro treatment fee same diesese pain same heba dorkar.Hle Jay lute komibo🙏🙏🙏🙏🙏

  • @sushikumarpadhanskp6395
    @sushikumarpadhanskp6395 3 года назад

    Thank Argus New

  • @devanshdas5127
    @devanshdas5127 3 года назад +4

    Hospital ku band karajau...band kale Jai Anya hospital au doctor nka cheta pasiba

  • @user-gj1oz8by8l
    @user-gj1oz8by8l День назад

    Private hospital କୁ ଯିଏ ଯିବ ଏପରି ଅବସ୍ଥା ହେବ । ଏ hospital ଆମ ପାଇଁ ନୁହେଁ ଯାହାର ବହୁତ୍ 2 ନମ୍ବର ଟଙ୍କା ଥିବ ସେ କେବଳ treatment ହୋଇ ପାରିବ ।

  • @chakrapanipradhan2643
    @chakrapanipradhan2643 3 года назад +7

    Mg sia tama wife pakhare soithila je
    Tathu neicha mg sale🔥🔥

  • @Mr_Krish266
    @Mr_Krish266 3 года назад +1

    Yaahan par sirf koi ek Gabbar kam aayega.... specially thank you Argus news..... please keep supporting all the needful people....we are always with your side.....

  • @soumyaranjan6709
    @soumyaranjan6709 3 года назад +4

    Gotia word re kuhajiba sosana

  • @Simanchal-ek5de
    @Simanchal-ek5de 2 месяца назад

    ଲୋକ ଠାରୁ ଏମିତି pvt ହସ୍ପିଟାଲ ଶୋଷଣ କରିବା ସ୍ବାଗତ ଯୋଗ୍ୟ । ଲୋକ ମାନେ ସରକାରୀ ହସ୍ପିଟାଲ କୁ ଭରସା କରୁନଥିବାରୁ ଏମିତି ହେଉଛି

  • @yoursagarfriend694
    @yoursagarfriend694 2 года назад

    Thanks Argues news

  • @sasanksekharaswain9208
    @sasanksekharaswain9208 2 месяца назад

    ଏଇ ଭଳି ଲୁଟୁଛନ୍ତି , ଭଗବାନ ସହିବେନି , ସୁଧୁରୀ ଯାଅ

  • @ashokpati4792
    @ashokpati4792 11 дней назад +1

    ଏମ୍ସ ଗଲନି ସେଠାକୁ କାହିଁକି ଗଲ ? ସରକାରି ହାସ୍ପାତାଲ ରେ ମାଗଣାରେ ଭଲ ଟ୍ରିଟମେଣ୍ଟ ହେଉଚି । ଏତକ କ ଜଣା ନାହିଁ ?

  • @jagatjeetsahoo2306
    @jagatjeetsahoo2306 3 года назад +2

    Utkal hospital ku boma pakaedea 😡😡😡😡😡😡😡

  • @santoshkumarmishra2620
    @santoshkumarmishra2620 Год назад +1

    ରୋଗୀକୁ ଲୁଟୁଥିବା ଲୋକକୁ କେବଳ ମାଡ ମରାଯାଉ.

  • @kedarnathpanda8724
    @kedarnathpanda8724 22 часа назад

    Let Argus open a pvt hospital to provide free treatment to enhance their TRP & humanity & its popularity.

  • @amarendramohanty2743
    @amarendramohanty2743 4 дня назад +1

    You need change during election time, so everything has been changed from Kitchen to Hospital and it was expected. Recently I had a very bad experience about UTKAL hospital management, but Doctors are well qualified and well behaved .

  • @prasantapattanaik862
    @prasantapattanaik862 6 дней назад

    ବରଗଡ଼ ବିକାଶ ହସ୍ପିଟାଲ ବି ଏମିତି ଲୋକଙ୍କୁ ଅତ୍ୟାଚାର କରୁଛି।ଶଵ ହେବାର ତିନି ଦିନ ଚିକିତ୍ସା ହେଲା କହି ବିଲ୍ କରୁଛନ୍ତି।

  • @sagarsanju1279
    @sagarsanju1279 3 года назад +1

    Shantosh bhai ,,god bless you,,

  • @santoshkumarmohapatra78
    @santoshkumarmohapatra78 2 месяца назад

    ସବୁ ତକ Pvt hospital ଅବସ୍ଥା ଏଇଭଳି, ରୋଗୀକୁ ମାରି ଏମାନେ ପଇସା ନିଅନ୍ତି , ଡକ୍ଟର ନ ଥାଆନ୍ତି , ନର୍ସଙ୍କ ଦ୍ଵାରା ଏଙ୍କ ଡାକ୍ତର ଖନ ଚାଲେ ,ଏବେ ନୂଆ ସରକାର ଯଦି ଦୃଷ୍ଟି ଦେବେ ,କିଛି ହେବ

  • @millankumarmuduli912
    @millankumarmuduli912 3 года назад

    Thank you Argus news for this....

  • @sdprasad3071
    @sdprasad3071 9 дней назад

    ଆରେ ଭାଇ, ଡାକ୍ତର ମାନେ ଯେଉଁ ୧-୩ କୋଟି ଚାନ୍ଦା ଦେଇ ପାଠ ପଢ଼ି ଡିଗ୍ରୀ ହାସଲ କରି ଚିକିତ୍ସା କରୁଛନ୍ତି, ସେ ପଇସା ପୁଣି ଆଦାୟ କେମିତି ହବ ଯଦି ଏପରି ନକରନ୍ତି !! ବୁଝିବା କଥା ନା......
    ଆଗ ଯୁଗ ଆଉ ଅଛି ଯେ ପ୍ରବେଶିକା ମାଧ୍ୟମରେ ଯୋଗ୍ୟତା ଭିତ୍ତିରେ ସରକାରୀ ଭେଷଜ ମହାବିଦ୍ୟାଳୟରେ ଉଚିତ୍ ଓ ସଠିକ୍ ଡାକ୍ତରୀ ପାଠ ପଢ଼ି ଡିଗ୍ରୀ ହାସଲ କରି ରୋଗୀ ସେବାରେ ନିଯୋଜିତ ହେବେ ; ଏବେ ପରା ଯାହାର ନହେଲା ସେ ପଇସା ଯଦି ଅଛି ତାହେଲେ ସିଧା ଯାଇ ବେସରକାରୀ ଅନୁଷ୍ଠାନରେ ମୋଟା ଅଙ୍କର ଚାନ୍ଦା ଦେଇ ପାଠ ପଢ଼ି ଡିଗ୍ରୀ ହାସଲ କରି ରୋଗୀ ସେବାକୁ ବ୍ୟବସାୟ କରି ଅର୍ଥ ଉପାର୍ଜନର ଏପରି ମାଧ୍ୟମ କରି ସାରିଲେଣି......ଆଉ କହିବ କାହାକୁ !!

  • @mrbaburoutsbp8076
    @mrbaburoutsbp8076 3 года назад +1

    Plz take immediate action of these case and closed this hospital

  • @gaurapadhan8928
    @gaurapadhan8928 3 года назад

    ଏମିତି କିଛି ବଡ଼ ବଡ଼ ହସ୍ପିଟାଲ ପଇସା ଲୁଟିବା ପାଇଁ ସରକାର କୁ ଟିକସ ଦେଉଛନ୍ତି, ଆଉ ମଣିଷ ମାରି ପାରୁଛନ୍ତି, ତାଙ୍କୁ ସିବିଆଇ ଧରିବ ନହିଁ

  • @gameison272
    @gameison272 3 года назад

    Very nice reporting

  • @rabindrananda943
    @rabindrananda943 15 дней назад

    Drastic Action Should Be Taken Against Utkal Hospital .

  • @chittaranjanadek264
    @chittaranjanadek264 3 года назад +1

    ଏଇ କିଛି କାରଣ ପାଇଁ ଆଜି ଭାରତ ରେ ଏତେ ମାତ୍ରା ରେ ମହାବାଦୀ .... ସରକାର କିଛି ବୁଝିବେନି ଖାଲି ଭୋଟ ନେବେ.....

  • @balarammalik4185
    @balarammalik4185 3 года назад

    କୁଆଡେ ଗଲେ ଭଗବାନ ଏତେ କେମିତି ହେଉଛନ୍ତି ନିର୍ଦୟ Returned Gabar is back

  • @Manoranjansahoo34680
    @Manoranjansahoo34680 5 месяцев назад

    ଏ ବିଶ୍ୱସ୍ତରୀୟ ରାଜ୍ୟରେ ସବୁଠାରେ କେବଳ ହିଁ କେବଳ ଲୁଟ ଚାଲିଛି, କିଏ କାହାକୁ ପଚାରୁଛି, କେବଳ ଲୁଟ ଲୁଟ....

  • @Bhaja8756
    @Bhaja8756 5 дней назад

    ଚିକିତ୍ସା ନାଁ ରେ ଲୋକ ଙ୍କୁ ଶୋଷଣ କରୁଛି ଏ ବଡ ବଡ ହସ୍ପିଟାଲ

  • @explorewithmayadhar7055
    @explorewithmayadhar7055 3 года назад

    ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନିଅନ୍ତୁ,ନଚେତ ନିରୀହ ଲୋକମାନେ ଏଇପରି କରୋନ ସମୟରେ ବଳି ପଡିଯିବେ, ଏ ବିପଦରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଙ୍କୁ ସମାଜର ମଙ୍ଗଳ ପାଇଁ ନିବେଦନ ।

  • @manoranjanroutray8472
    @manoranjanroutray8472 День назад

    Govt. should look into the matter

  • @izireal-estate3619
    @izireal-estate3619 3 года назад

    Thank u argus news

  • @techgopalcreative3760
    @techgopalcreative3760 24 дня назад

    ସରକାର ନିଷ୍ପତ୍ତି ଗ୍ରହଣ କରି ବନ୍ଦ କରନ୍ତୁ ଏ ହସ୍ପିଟାଲ କୁ

  • @hrudayaragita7961
    @hrudayaragita7961 14 дней назад

    ଗରିବ ଲୋକଙ୍କୁ ହଇରାଣ କରନ୍ତୁ ନାହିଁ

  • @kailashchandrajena8405
    @kailashchandrajena8405 2 месяца назад +1

    Argus is pioneer in bringing such type of cheating to the public...thank you

  • @kanhamiravlogs2163
    @kanhamiravlogs2163 3 года назад

    My favorite news channel. I love it

  • @kedarnathpanda8724
    @kedarnathpanda8724 22 часа назад

    No person goes to hospital to sleep & pay . Hospital does not get med free & no govt gives money to build a pvt hospital & purchase of live saving instruments.
    Let Argus force the govt to bear the cost of treatment of poor pts in pvt hospital which would makes the Argus a legendary news channel.

  • @ommnamhashivayaharharmahad7688
    @ommnamhashivayaharharmahad7688 3 года назад +1

    Jay jagannatha

  • @dr.debaprasadpatra4098
    @dr.debaprasadpatra4098 3 года назад +2

    *😡😡😡😡ଅପେକ୍ଷା କର ମୋର ଓଡିଶା ବାସି ଏ ଚୋର ଗୁଡାକୁ କେମିତି ଶାସ୍ତି ଦେବି ଦେଖିବ....ଖାଲି ଆଖିରେ ଦେଖିବ TV ରେ ଆହୁ ଶୁଣିବ ମୁଁ କଣ କରୁଛି...2030 କୁ ଅପେକ୍ଷା ରେ ରୁହ...ଭାବି ଥିବ ଭାରତରେ ଏମିତି ସରକାର ଦେଶର ସ୍ୱାଧୀନତା ଠାରୁ ଦେଖି ନ ଥିବ..India ରେ କୌଣସି ରାଜ୍ୟ ରେ ଏମିତି ଆଇନ ନ ଥିବ..ଆମ ଓଡିଶା ବାସି ବହୁତ କୋଷ୍ଟ ପାଉଛି...ମୁଁ ଯଦି ଏହି ସମୟରେ ସରକାର ଥାନ୍ତି ନା ଏ ଚୋର hospital କୁ କେମିତି ହଟାଇ ଥାନ୍ତି ଦେଖିଥାନ୍ତ*

  • @myjaanmyshann
    @myjaanmyshann 3 года назад

    ଦୟା କରି ଏମିତି ଯେତେ ହସ୍ପିଟାଲ ଅଛି ସେ ସବୁକୁ ଓଡିଶା ସରକାରଙ୍କ ଅଧୀନକୁ ନେଇ ତାକୁ ସରକାରୀ ହସ୍ପିଟାଲ ଭାବେ ଘୋଷଣା କରାଯାଉ। ଯେମିତି ଆଉ କେହି ଲୋକ ହଇରାଣ ନ ହୁଅନ୍ତୁ କି କୌଣସି ବେସରକାରୀ ହସ୍ପିଟାଲ ଏମିତି ଭୁଲ କରିବାକୁ ସାହସ କରିବେନି। ସାର ଏମିତି ହସ୍ପିଟାଲ ର ମାଲିକ କୁ କିଛି fine କରି ଲାଭ ନାଇଁ, ଏମିତି ବହୁତ ଲୋକମାନଙ୍କୁ ଶୋଷି ଥିବେ। Sir ବେଦେଶ ରେ ଆଇନ କଡା ବୋଲି ଅପରାଧ କମ ହୁଏ। ଆଇନ କଡା କଲେ ସବୁ ଠିକ ହଇଯିବ। ଜଣକୁ ଠିକ ଦଣ୍ଡ ଦିଅଁନ୍ତୁ ବାକି ସବୁ ଆପେ ଠିକ ହଇଯିବେ। ଜୟ ଜଗନ୍ନାଥ 🙏🙏🙏

  • @binayakrai9009
    @binayakrai9009 День назад

    ସବୁ ହଷ୍ପିଟାଲ ବି ଜ ଦଳ ନେତାଙ୍କ କିମ୍ବା ରାଜନୈତିକ ଛତ୍ର ଛାୟା ତଳେ ଚାଲିଚି ତେଣୁ ତାଙ୍କର କିଛି ଅସୁବିଧା ହେବ ନାହିଁ

  • @sriramartcraft5752
    @sriramartcraft5752 3 года назад

    ଛି ଏତେ କଦର୍ଯ୍ୟ ମଣିଷ ଦୁନିଆରେ ଜନ୍ମ ହେଇଛନ୍ତି କାହିଁକି ଏମାନଙ୍କ ପିଲାମାନେ କେବେବି ଭଲ ମଣିଷ ହେବେନି ଏଭଳି ଲୋକଙ୍କ ପାଇଁ ଡାକ୍ତର ଖାନାକୁ ଯିବାପାଇଁ ଭୟ ଲାଗୁଛି

  • @jchoudhury274
    @jchoudhury274 6 месяцев назад

    ଓଡ଼ିଶା ସରକାର ଏଥି ପାଇଁ ଦାୟୀ ସ୍ବାସ୍ଥ୍ୟ ମନ୍ତ୍ରୀ ସାମିଲ ଅଛନ୍ତି ଲୁଟି ବା ରେ