Rok Thok : ED-ଓଡିଶା-୨୪ ବର୍ଷର ଦୁର୍ନୀତି | 26 Aug 2024 | Argus News

Поделиться
HTML-код
  • Опубликовано: 6 янв 2025

Комментарии • 487

  • @madhavsabar8720
    @madhavsabar8720 4 месяца назад +14

    Argus news no.1

  • @pradiptaroul5826
    @pradiptaroul5826 4 месяца назад +31

    ଶୀଘ୍ର ତଦନ୍ତହେଉ.।

  • @thirdeye9492
    @thirdeye9492 4 месяца назад +26

    ଏ ଜୋକରଟାକୁ କାହିଁକି ଡାକୁଛ.... ଇଏ ମେଣ୍ଢା ଜଗିବାକୁ ଅଯୋଗ୍ୟ 😢😢

  • @nirmalkumarbehuria6411
    @nirmalkumarbehuria6411 4 месяца назад +24

    ପୁରା ଠିକ କଥା ଏମାନଙ୍କ ବିରୋଧ ରେ ଉପଯୁକ୍ତ ତଦାରଖ ହେବା ଦରକାର ଓ ଲୋକଲୋଚନ କୁ ଆସିବା ଦରକାର

  • @SatrughanNayak-qf1rt
    @SatrughanNayak-qf1rt 4 месяца назад +62

    ସବୁରି ମୂଳରେ ଧଳା ବୁଢ଼ା ବଗ, ଦୁର୍ନିତୀ କେତେ ହୋଇଛି କାହା ଦ୍ଵାରା ହୋଇଛି, ପାଣ୍ଡିଆନ ପରେ IAS ଅଫିସର୍ ମାନେ, ନେତା ମାନେ, ଅଫିସର୍ ମାନେ ସମସ୍ତେ ଚବିଶ ବର୍ଷ ଧରି ଗରିବଙ୍କ ଟଙ୍କା ଖାଇଛନ୍ତି

    • @chandankumarnaik4456
      @chandankumarnaik4456 4 месяца назад +2

      Hmm ଭାଇ ସେ ଧଳା ବଗର ଗୋଟେ ଗୋଡ଼ ଭାଙ୍ଗି ଦେଲେ ଠିକ୍ ହେବ

    • @SidhantBehura
      @SidhantBehura 3 месяца назад +2

      😂11😊

    • @YashYt-v3h
      @YashYt-v3h Месяц назад

      ❤cryHu 7❤Hutu😊
      .😊
      😊😊😊
      😊😊😊😊❤😅😅​@@SidhantBehura

  • @tapancharanswain-sg8et
    @tapancharanswain-sg8et 4 месяца назад +11

    Orgus news no 1

  • @urmilatripathy6826
    @urmilatripathy6826 4 месяца назад +4

    Many Many thanks Durgasis babu for your nirvik discussion with khulasha ❤❤❤❤

  • @Royal-Toka-Dipu
    @Royal-Toka-Dipu 4 месяца назад +10

    Right

  • @jeetendrakumarmohanty2963
    @jeetendrakumarmohanty2963 4 месяца назад +11

    ଶ୍ରୀ ଗଣେଶ ସାହୁ, କିଛି ଗ୍ୟାନ ନାହିଁ, ପାଗଳାମି ଆରମ୍ଭ କଲାଣି,ଆଉ ବେତେଣ୍ଡା ଯୁକ୍ତି କରନ୍ତି।

  • @BulakiSwain-n4c
    @BulakiSwain-n4c 4 месяца назад +11

    24:19 ଗଣେଶ ସାହୁ, ଆପଣଙ୍କ ର ସାଧାରଣ ଜ୍ଞାନ ର ଘୋର ଅଭାବ ‌। ଆପଣ ଆଉ ବଡ ବଡ ବିତର୍କ କୁ ଆସି ଲୋକ ହସାହୁଅନ୍ତୁ ନାହିଁ।

  • @HaraprasadRana-fm1uu
    @HaraprasadRana-fm1uu 4 месяца назад +25

    BJP ସରକାର ଏମୀତି ଆକ୍ସନ ନେବେ ତାହେଲେ BJD ସରକାର ସମାପ୍ତ ହେଇ ଜିବ

  • @pradiptaku.singhpradipta5086
    @pradiptaku.singhpradipta5086 4 месяца назад +13

    Immediate ED start enquiry

  • @amrjitbiswal7243
    @amrjitbiswal7243 4 месяца назад +16

    ଗଣେଶ୍ୱର ମୂର୍ଖ ଟା ଓଡ଼ିଆ ବୁଝିପାରୁନି

  • @Manas_Bhoi
    @Manas_Bhoi 4 месяца назад +44

    Sabu BJD neta ku CBI janch karajau 😡😡

  • @SumantaNayak-pf4cf
    @SumantaNayak-pf4cf 4 месяца назад +25

    ଗଣେଶ ବାବୁ,,, ଖାଲି ଡିହା ଗାଲୁଆ କଥା କହୁଛନ୍ତି

  • @Tapas-ip9on
    @Tapas-ip9on 4 месяца назад +9

    Ganesh shoo ଗୋଟିଏ ବହ ବହ ଗାଲୁଆ ଯଥାଶୀଘ୍ର ପାଣ୍ଡିଆନ କୁଟେ ଆଷିସ ଓ ବବି ଦାସ ଏମାନଙ୍କୁ ତୁରନ୍ତ ଗିରଫ କରାଯାଉ

  • @kailashmohanta6476
    @kailashmohanta6476 4 месяца назад +12

    ଧନ୍ୟବାଦ ମୋହନ ମାଝି ସରକାର

  • @biswanathsitha5142
    @biswanathsitha5142 4 месяца назад +11

    ୨୪ ବର୍ଷର ଦୁର୍ନିତି ,ଏହାର ଅର୍ଥ ନବିନ ବାବୁ ହେ ଦେଇପାରିବେ କି ???ଓଡିଶାକୁ ପରା ଭଲ ପାଉଥିଲ ,ତେବେ ଏ ପ୍ରକାର ସମସ୍ୟା କାହିଁକି ଆସିଛି ??ଏବେ ନବିନ ଶାସନ ର ମୁଖା ଖୋଲା ଚାଲିଛି ରେ ବାବା,,,,,

  • @stuluachary
    @stuluachary 4 месяца назад +101

    ବିଜେଡ଼ି ଚୋର ଟାଉଟର ମାନଙ୍କୁ ତୁରନ୍ତ ଗିରଫ କରାଯାଉ ଜେଲ୍ ପଠାଯାଉ

  • @rabindranathpradhan5212
    @rabindranathpradhan5212 4 месяца назад +73

    ଗଣେଶ ବାବୁ ବିଜେଡି ପାଦ ଚଟା କୁକୁର, ସିଏଦୁଇ ତିନି କୋଟି ପାଈଥିବେ, ସେଥିପାଇଁ ଭଡ ଭଡ ହେଉଛି।

    • @santoshkumarsahoo8671
      @santoshkumarsahoo8671 4 месяца назад +4

      ତାକୁ ଦେଖିଲେ ମୁଣ୍ଡ ଗରମ ହୋଇଯାଉଛି

    • @GadadharDashDas
      @GadadharDashDas 4 месяца назад

      Gnashshoostopyourmosu

    • @niranjannaik6376
      @niranjannaik6376 4 месяца назад +1

      ଓଡ଼ିଶା ଟଙ୍କା ଫେରାଇ ଆଣନ୍ତୁ,ଗଣେଶ ବାବୁ ଯାନ୍ତୁ ନବୀନ ବାବୁଙ୍କ ଠୁ ଟ୍ରେନିଂ ନନ୍ତୁ.

  • @dalumahakud2723
    @dalumahakud2723 4 месяца назад +4

    Very very good job 🙏🙏

  • @anjandash9175
    @anjandash9175 4 месяца назад +49

    ଗଣେଷ ସାହୁ ଆପଣଙ୍କ ପିଲାମାନେ ଆପଣଙ୍କ ଯୁକ୍ତି ଶୁଣି ହସୁଥିବେ। 😊😊😊😊

    • @laxmansahoo4681
      @laxmansahoo4681 4 месяца назад +6

      ତା ପୁଅ, ଝିଅ, ମାଇପ ୟା ଭଳି ଦୋ ନମ୍ବରୀ କାମକୁ ଭଲ ପାଉଥିବେ, ନବୀନା ଠାରୁ ମଦ ନେଇ ପରିବାର ଏକାଠି ବସି ପିଉଥିବେ, ଏ ଜଣେ ଭଲ ମୁଖ ପାତ୍ର ନୁହେଁ ଗାଣ୍ଡିପାତ୍ର 🎉

    • @PremanandaMalla666
      @PremanandaMalla666 4 месяца назад +1

      ତାଙ୍କ ପିଲା ତାଙ୍କରି ଧାତୁରେ ତିଆରି,
      ସେ ହସିବେ କାହିଁକି?😊😊😊

  • @gurucharanbarik7817
    @gurucharanbarik7817 4 месяца назад +15

    ED ନାମ ଶୁଣି, ବିଜେଡି ର ସେଆର ହୋଲଡ଼ର ମାନଙ୍କ ର ମନରେ ଛନକା ପଶିଲାଣି. 🤔🤔🤔🤔🤔😂😂😂😂😂😢😢😢😢😅😅

  • @nirmalkumarbehuria6411
    @nirmalkumarbehuria6411 4 месяца назад +15

    ଏ ଗଣେଶ ସାହୁ Bjd ନଳିଗଲା ଓଡିଶା ବାସୀଙ୍କ ପାଇଁ କଳଙ୍କ, ଓଡିଶା ଟା କୁ ଲୋଟି ସାରିଲେଣି ଇଏ ଜୋର ମାଲ ଖାଇଛି ଏହା ଵିରୋଧ ରେ ଯାଞ୍ଜ କରାଯାଉ

  • @AyushAyush-zw7xx
    @AyushAyush-zw7xx 4 месяца назад +15

    ଗଣେଶ କୁ କାହିଙ୍କି ଡାକୁଛନ୍ତି. ଏ ଗଣେଶ ପରା ଗଜ ମୂର୍ଖ .

  • @SureshPusti
    @SureshPusti 4 месяца назад +51

    ଗଣେଶ୍ ସାହୂ ପରି ବିଜେଡି ଚାଟୁକାର୍ ଅ ଲଜ୍ଜା , ବେହିଆ, ମୂର୍ଖ ଓଡିଶା ରେ କେହିନଥୂବେ, ଏହିସବୁ ଲୋକକୁ ଡିବେଡ୍ କୁ ଡାକନ୍ତୁନାହିଁ,

    • @anilpanda3895
      @anilpanda3895 4 месяца назад

      ବିଜେଡି ପାର୍ଟି ର ଲୁଣ ଖାଇଛି ଲାଞ ନ ହଲାଇଲେ ଚଳିବ ?

  • @parsurampanda3540
    @parsurampanda3540 4 месяца назад +9

    ସେଇ ଗଣସାକୁ କାହିଁକି ଆଣିଛନ୍ତି, ସେଇଟା ଖୋସାମତିଆ

  • @parsurampanda3540
    @parsurampanda3540 4 месяца назад +8

    ଖଜୁରିଗଛର କି ଗୁଣ ଗାଇବ, ମୂଳରୁ ପାହାଚ -ପାହାଚ, ମୂଳରୁ ସେଗୁଡାକ, ଅଗ ପର୍ଯ୍ୟନ୍ତ, ସମସ୍ତେ ପଡିବେ

  • @rupakbehera5383
    @rupakbehera5383 4 месяца назад +55

    ଏଇ ଗଣେଶ ମାଗିହା କୁ ଦିଵେତ କୁ କଣ ପାଇଁ ଡାକୁଛ ଦୁର୍ଗଶିଷ ଭାଇ... ଖାଲି time ବର୍ବାଦ କରୁଛି

    • @santoshkumarsahoo8671
      @santoshkumarsahoo8671 4 месяца назад +5

      ଏ ବେଧପିଲା କୁ ଡିବେଟକୁ ଡାକୁଛନ୍ତି କାହିଁକି,ପଚରାଯାଉଛି କ'ଣ ସେ ମାହାଗିଆ ଉତ୍ତର ଦେଉଛି କଣ

    • @ranjankumar069
      @ranjankumar069 4 месяца назад +1

      Bjd ର ଆଓ debate କରିବାକୁ କେହି ନାହାନ୍ତି

  • @kabisuryabehera8572
    @kabisuryabehera8572 4 месяца назад +8

    ହଇଓ ଗଣେଶ ବାବୁ ତୁମ ପିଲାମାନେ ମଧ୍ୟ ତୁମରି ଭଳିଆ ବୋଧେ ହୋଇଥିବେ, କୋଉ ଭଳିଆ କଥା କହୁଛ ଜାଣିପାରୁଛ ନା ନାହିଁ

  • @sadanandmohanty3537
    @sadanandmohanty3537 4 месяца назад +7

    Jay sriram Jay jagannath Jay Odia 🙏🙏🙏🙏🙏🙏🙏

  • @goutamkaran7863
    @goutamkaran7863 4 месяца назад +14

    ଯଦି ବିଜେପି ସରକାର ବିଜେଡିର ସଵୁ ନେତା ଚୋର ମାନଙ୍କୁ ଜୋଲରେ ପଶିଵେ ନାହିଁ। ନହେଲେ ବିଜେପି ଯିବ ଓଡିଶାରୁ ୨୦୨୯ ରେ ।

  • @AnupKumar-nm9dr
    @AnupKumar-nm9dr 4 месяца назад +4

    Bahut Bahut Dhanyawad Argus News all members ❤❤👍🙏

  • @nilanchalasahoo2895
    @nilanchalasahoo2895 4 месяца назад +57

    ଗଣେଶ ମାଗିହା ଗୋଟେ ବର୍ଦ୍ଧ ପାଗଳ

  • @srustidhardey5817
    @srustidhardey5817 4 месяца назад +8

    BJD ପାଇଁ ଜେଲ ଦଣ୍ଡ ❤❤❤

  • @ramachandrapradhan2062
    @ramachandrapradhan2062 4 месяца назад +21

    Ganesa Sahoo BJD galua ku kanpai dakuchhanti. Bhala laguni.

  • @gyanabratamohanty4219
    @gyanabratamohanty4219 4 месяца назад +10

    ପ୍ରବଳ ଦୁର୍ନୀତି ହୋଇଛି, ଭଲ ଭାବେ ତଦନ୍ତ ED ଦ୍ୱାରା ଶୀଘ୍ର ସାରି, ଦୋଷୀ ମାନଙ୍କୁ ଶୀଘ୍ର କାଠ ଗଡାକୁ ଟାଣି ଦଣ୍ଡିତ କରାଯାଉ | ଦଲାଲଙ୍କୁ ଧର, କଠୋର ଦଣ୍ଡ ଦିଆଯାଉ 👍🙏🙏

  • @goutamnahak5147
    @goutamnahak5147 4 месяца назад +25

    🎉🎉🎉🎉 welcome to ED

  • @maktapanda406
    @maktapanda406 4 месяца назад +2

    ଲଙ୍କାକୁ ଗଲେ ରାବଣ ଅସୁର ପ୍ରକୃତି କାହାକୁ କହିବଆଉ,ଦେଶର ଧନକୁ ଖାଇଚାଲିଛନ୍ତି କିକହିବି ଏମାନେ ଜିଅନ୍ତା ରାହୁ, ମଲାବେଳେ କୁକୁର ପରି ଭୁକିଭୁକି ମାରିବେ ପାପର ଦୁଃଖ ଯାଉ, ଜୟ ଜଗନ୍ନାଥ 🌹

  • @kabitasahoo8385
    @kabitasahoo8385 4 месяца назад +2

    🙏👍❤

  • @mihirmohanty6946
    @mihirmohanty6946 4 месяца назад +1

    Right 👍 fata fat karantu

  • @suryanarayansahu5375
    @suryanarayansahu5375 4 месяца назад +1

    ଦେଶ ବଞ୍ଚାଇବାକୁ ସରକାରୀ ହେଉ କି ରାଜନେତା କିମ୍ବା ଅନ୍ୟ ଚାଟୁକାର ସର୍ବ ସାଧାରଣଙ୍କ ଅର୍ଥ କୁ ଚଳୁ କରିଥିବା ଲୋକ କୁ ଛାଡିଲେ ଦେଶ ଦୁର୍ନୀତି ରେକର୍ଡ ହେବ। ଜୟ ଜଗନ୍ନାଥ। ଏମାନଙ୍କୁ କରୋନା ହେବନାହିଁ।

  • @anilpanda3895
    @anilpanda3895 4 месяца назад +1

    ପଶ୍ଚିମ ଓଡିଶା ଚାଷୀଙ୍କ ମରୁଡି ବର୍ଷ ବର୍ଷ ଧରି ଘୋଷଣା ହୋଇଛି କିନ୍ତୁ ଚାଷୀଙ୍କୁ ଭରଣା ମିଳିନାହିଁ ,ଏହା ମଧ୍ୟ ବିମା କମ୍ପାନୀ ସହ ତୃତୀୟ ମହଲା ମିଶି ଆତ୍ମସାତ ହୋଇଥିବ, ତଦନ୍ତ ହେବା ଦରକାର ।

  • @ChittaranjanNaik-v7y
    @ChittaranjanNaik-v7y 4 месяца назад +7

    ଗଣେଶ ସାହୁ ପରମ୍ ଝିଅ ଗିହାଟା ଆଉ ଏସଳା ଟା ଭଡା ଖିଆଟା

  • @DilipSwain-h3r
    @DilipSwain-h3r 4 месяца назад +1

    Good

  • @ramachandrapradhan2062
    @ramachandrapradhan2062 4 месяца назад +14

    Ganesa bhai Pandianra padachatuna

  • @mrprasantakumarpradhan4569
    @mrprasantakumarpradhan4569 4 месяца назад +1

    Subrata Nanda Sir, U r alright👌, amane sabu odisha ra citizens manankar tanka ku khaichhanti, amananku turanta Jail pathantu au se tanka ku jabat karajau

  • @gajendranathjena356
    @gajendranathjena356 4 месяца назад +1

    ତୁରନ୍ତ CBI ଏବଂ E D ଏବଂ ଭିଜିଲ୍ଲାନ୍ସ ଦ୍ୱାରା ବିଜେଡିର ସରକାରୀ ଓ ବେସରକାରୀ କର୍ମଚାରୀ ନେତାଙ୍କୁ ଆଲୋଚନାକୁ ମୋହନ ସରକାର ତୁରନ୍ତ ଶିଘ୍ର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ମୋହନ ବାବୁ ବଲି ଓ ଖଣି ପଥର ଆଗତଦନ୍ତ ନିର୍ଦ୍ଦେଶ ଦିଅ

  • @rajendranayak3009
    @rajendranayak3009 Месяц назад +1

    ବିଜେଡି ର ସମନ୍ତ ନେତା କୁ ଅଡିଟି କରାଯାଉ. ଦର୍ମ ର ଜୟ ହେଓ. ଜୟ ଶ୍ରୀ ରାମ

  • @Sahoo983
    @Sahoo983 4 месяца назад +3

    ଗଣେଷ ର ବାବୁ ଗୋଟେ ଅର୍ଦ୍ଧ ପାଗଳ

  • @sudiptadash1305
    @sudiptadash1305 4 месяца назад +1

  • @SamitSamantary-ji8co
    @SamitSamantary-ji8co 4 месяца назад +1

    Very Very good step sir , Jai Sri ram 🙏

  • @kanhahomedecorating6602
    @kanhahomedecorating6602 4 месяца назад +1

    ଓଡ଼ିଶାର ମୋହନ ବାବୁ ଏ ବେ ଆଖିଖୋଲା କର 5ବର୍ଷ ଭିତରେ ଏ ମାଘିଆ ମାନଙ୍କୁ ଆରେଷ୍ଟ କରା ଯାଉ

  • @PurnachandraMallik-kx9ze
    @PurnachandraMallik-kx9ze 3 месяца назад +1

    Please ED

  • @dillipkumarkumar1959
    @dillipkumarkumar1959 4 месяца назад +1

    You are right sir

  • @TapankumarPattanayak
    @TapankumarPattanayak 4 месяца назад +5

    ତୁରନ୍ତ bandhntu

  • @suryanarayansahu5375
    @suryanarayansahu5375 4 месяца назад +1

    ଦୋଷୀ କୁ ଗୁରୁତର ଦଣ୍ଡ ପୁରସ୍କାର ଦିଆଗଲେ ରାଜ୍ୟବାସୀ ଖୁସି ହେବେ ନିଶ୍ଚେ।

  • @ramachandraojha5172
    @ramachandraojha5172 4 месяца назад +5

    ବିଜେଡ଼ି ଵାଲା ଚୋର ଟାଉଟର ଗାଁ ଗାଁ ରୁ ନବୀନ ବାବୁ ଯାଏ ସବୁ ଚୋର

  • @kalandinayak463
    @kalandinayak463 4 месяца назад +2

    Cbi investigations heba darkar

  • @SkSoumya-h6l
    @SkSoumya-h6l 4 месяца назад +2

    Quickly you took action about Bobby and pandian

  • @jayantanayak5293
    @jayantanayak5293 4 месяца назад +1

    ମୋହନ ବାବୁ କୋୖଣସି ଯୋଜନା ଦରକାର ନାହିଁ ଗୋଟିଏ ଆପତ୍ତି ଚବିଶ ବର୍ଷ ଶାସନ କାଳରେ ଓଡ଼ିଶାର ବହୁତ ଦୁର୍ନୀତି କରିଛନ୍ତି ସେମାନଙ୍କ ବିରୋଧରେ କୋଠର ସିବିଆଇ ଇଡି ତଦନ୍ତ କରିବା ଆବଶ୍ୟକ ଅଛି ଓଡ଼ିଶାର ବହୁତ ଡକାୟତ ଚୋର ଟାଉଟର ଅଛନ୍ତି ଏମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟକାରୀ ହେବା ଜରୁରୀ

  • @BhatatMohanta
    @BhatatMohanta 4 месяца назад +7

    Bjd Netamanonku Cbi Janch hou

  • @pradoshnayak999
    @pradoshnayak999 4 месяца назад +1

    🎉

  • @bipinimallickbipini6793
    @bipinimallickbipini6793 4 месяца назад

    ଇଡି. ଆସିବା. ନିହାତି. ଦରକାର. 🙏🏼👍🏼👍🏼🙏🏼🙏🏼

  • @ajitkumarpanda6388
    @ajitkumarpanda6388 4 месяца назад +4

    Bjd ର ପ୍ରବକ୍ତା କିଛି କହିବା ପୂର୍ବ ରୁ ଭାବି କି କୁହନ୍ତୁ,,,,,,ଗଣେଶ୍ୱର ବାବୁ ଙ୍କୁ କାହିଁ କି ଡାକୁଛନ୍ତି ସେ ବେକାରୀଆ କଥା କହୁଛନ୍ତି,,,,
    ବର୍ତମାନ ର ରାଜ୍ୟ ର ତଦନ୍ତ କାରୀ ସଂସ୍ଥା କାହିଁ କି ଦତନ୍ତ କରୁନାହାନ୍ତି,ଗଣେଶ ବାବୁ କଣ ଜାଣି ନାହାନ୍ତି ଯେ ସେ ସଂସ୍ଥା ର ଅଧିକାରୀ ମାନେ ପାଣ୍ଡିୟାନ ର ଚାମ୍ଚା ,ଠିକ୍ ତଦନ୍ତ କିପରି ହେବ,,,,,ED,CBI,EOW ଠିକ୍ ସତ୍ୟ ପଦାକୁ ଆଣିବ ,,,,,,,,,

  • @laxminarayanpanda1427
    @laxminarayanpanda1427 4 месяца назад

    ତଦନ୍ତ ହେବା ଆବଶ୍ୟକ, ଦୋଷୀ ଧରାପଡ଼ିବେ।

  • @dhaneswardas7823
    @dhaneswardas7823 4 месяца назад +4

    କିଛି ହେବ ନାହିଁ, ବରଂ ଧନ୍ୟବାଦ ଦେବା ପ୍ରଦୀପ ପ୍ରଧାନ ଓ ସୂଚନା ଅଧିକାର କର୍ମୀଙ୍କୁ। ଏ ସରକାରଙ୍କର ମନବୃତ୍ତି ନାହିଁ, First impression last long....... ଆଜି କାହିଁକି ବାଚସ୍ପତି ଉପରକୁ......... ଏ ସରକାର କେବଳ ସାଧାରଣ ଲୋକଙ୍କ ଉପରେ ବୋଲ୍ ଡୋଜର ଚଳାଇ ଛନ୍ତି। ଓଡ଼ିଶା ସାରା ଦୁର୍ନୀତିର କଳା ଛାୟା ମାଡ଼ି ବସିଥିବା ବେଳେ ଏ ସରକାର କେଉଁ ହିସାବରେ ସାଧାରଣ ଲୋକଙ୍କ ଦୋକାନ ବଜାର ଓ ଜୀବିକା ଉଜାଡିଲେ। ଆଗେ ଭୁବନେଶ୍ଵରରେ ଭାଙ୍ଗି ଦେଖ।

    • @narayandalai8414
      @narayandalai8414 4 месяца назад

      ଆପଣଙ୍କ ଜ୍ଞାନ ବହୁତ

  • @harekrushnapradhan3453
    @harekrushnapradhan3453 4 месяца назад +4

    Pl verify Last Si of police, and ASO interview how many corresption and who involb

  • @bishnusahoo4841
    @bishnusahoo4841 4 месяца назад +1

    Welcome to ed

  • @SahilKumarmahakhud
    @SahilKumarmahakhud 4 месяца назад +1

    ଗରିବଲୋକ ଭୁଲ୍ କଲେ ତାଙ୍କୁ ସାଗେଂ ସାଗେଂ ଗିରଫ କରୁଚ ଓଡ଼ିଶା ରେ ଏତେ ଦୁର୍ନୀତି ହେଉଛି ତାକୁ ଧରିପାରୁନ ଖାଲି ଭାଷଣ ଆଉକିଛି ନାହିଁ

  • @arunrout7986
    @arunrout7986 4 месяца назад +1

    ଗଣେଶ ସାହୁ ଗୋଟେ ବଧ୍ୟ ପାଗଳ,ତାକୁ କାହିଁକି ଡାକୁଛନ୍ତି

  • @sarojabehera5099
    @sarojabehera5099 4 месяца назад +1

    👌👍

  • @gajendranathjena356
    @gajendranathjena356 4 месяца назад +1

    ଜୟ ଶ୍ରୀଜଗନ୍ନାଥ

  • @KumarJena-dd8oc
    @KumarJena-dd8oc 4 месяца назад +1

    ଅର୍ଗସ ନିୟୁଜ ଦଳଗତ ନିର୍ବିଶେଷରେ ଦୁର୍ନୀତି ଓ ଭ୍ରଷ୍ଟାଚାର କୁ ଲୋକ ଲୋଚନକୁ ଆଣୁଥିବାରୁ ସେଥିପାଇଁ ଅର୍ଗସ ନିୟୁଜକୁ ଅନେକ ଅନେକ ଶୁଭେଚ୍ଛା। ଅର୍ଗସ ଟିମ୍ କୁ ଅନୁରୋଧ କରିବି କଂଗ୍ରେସ ସରକାରଙ୍କ ସମୟରୁ ଶ଼ହ ଶହ କୋଟିରୁ ଉର୍ଦ୍ଧ୍ବ ଖଣିଜ ସଂପଦ ଲୁଟ୍ କରିଥିବା ଦୁର୍ନୀତି ଗ୍ରସ୍ତ ନେତା ଓ ସରକାରୀ ଅଫିସର ମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆପଣଙ୍କ ଟିମ୍ ଲୋକ ଲୋଚନକୁ ଆଣିବା ଆବଶ୍ୟକ। ଜୟ ଜଗନ୍ନାଥ

  • @chinmaymohanty7345
    @chinmaymohanty7345 4 месяца назад +1

    ଏଇଟାର କିଛି ବି ଜ୍ଞାନ ନାହିଁ l ବିଜେଡି ଦଳର ମୂର୍ଖ କିଛି ଫାଇଦା ପାଇଛି ତେଣୁ କୁକୁର ଭଳି ଭୁକୁଛି l ସେତେ ବେଳର ପୋଲିସ ତ ପୋଷା କୁତ୍ତା ଥିଲେ ତେଣୁ ସବୁତକ ଅପରାଧକୁ ଚପେଇ ଦେଉଥିଲେ ଓ ଏବେ ବି ସେମାନଙ୍କ ନିଶା ଛାଡ଼ିନି ତେଣୁ ED ଓ SIT ସଠିକ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଓଡ଼ିଶାବାସୀ ଆଶା ରଖିଛନ୍ତି l ଶାସନ ବ୍ୟବସ୍ଥାରେ ବିପର୍ଯ୍ୟସ୍ତ ଯେଉଁମାନେ ଥିଲେ ସମସ୍ତଙ୍କୁ ଆରେଷ୍ଟ କରିବା ଜରୁରୀ l

  • @keshabakalar1701
    @keshabakalar1701 4 месяца назад

    ଏହି ନେତାମାନେ କେମିତି ଶାସନ କରୁଥିଲେ କଥା ହେବାର ଜଣା ନାଇଁ.

  • @suryanarayansahu5375
    @suryanarayansahu5375 4 месяца назад

    ସରକାର ତୁରନ୍ତ ଆବଶ୍ୟକ ସ୍ଥଳେstay

  • @GorekhaPradhan-j7w
    @GorekhaPradhan-j7w 4 месяца назад

    ପ୍ରଥମେ ପାରବଟି ଅଧିକାରି ମାନଙ୍କୁ ଆଗେ ଯାଞ୍ଚ କରାଯାଉ

  • @krushnaranjandashdash8916
    @krushnaranjandashdash8916 4 месяца назад

    ଆହୁରି ଅନେକ ଦୁର୍ନିତି ଲୁଚି ରହିଛି ଅନେକ ସ୍ଥାନରେ

  • @brundabanmandika5298
    @brundabanmandika5298 4 месяца назад

    ଗଣେଶଙ୍କ କଥା ଶୁଣି ହସ ଆସୁଛି।ଆଙ୍କୁ କିଛି ଜଣା ନାହିଁ ଆଉ ଟିଭିରେ ଆସି କଥା କହୁଛନ୍ତି। କେତେ ଗ୍ୟାନି ଗୁଣି ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି।

  • @chhatishmohanta4282
    @chhatishmohanta4282 4 месяца назад +1

    Immediately arrest Mr. V. K. Pandian, Bob Das, D.S Kutte, Ashing Sing.

  • @bijayakumarmohanty8180
    @bijayakumarmohanty8180 4 месяца назад

    Election Commisioner ଯଦି ଦୁଇଟା ଚୋର IPSଙ୍କୁ suspend କରିନଥାନ୍ତେ bjp ଜିତିପାରିନଥାନ୍ତେ

  • @kamallochannayak9660
    @kamallochannayak9660 4 месяца назад

    ED Investigation Should be Need .

  • @1Rawdy_rana
    @1Rawdy_rana 4 месяца назад

    ସମାପ୍ତ ହେବା ଦରକାର

  • @narottam148
    @narottam148 4 месяца назад

    ଲେଖିକରି ଆଣି ପଢୁଛନ୍ତି ଗଣେଶ ବାବୁ,ଯାହା ଟିପା ଆଣିଛନ୍ତି କହୁଛନ୍ତି,ଲଜ୍ଜ୍ୟା ଲାଗୁନି

  • @suryanarayansahu5375
    @suryanarayansahu5375 4 месяца назад

    ବାବୁ ଗଣେଶ ଅଗ୍ରେ ପୂଜାର୍ଚ୍ଚନା ହେବା ଆବଶ୍ୟକ।

  • @Anadi.indian
    @Anadi.indian 3 месяца назад +1

    B.j.d. Pai odisha gariba . niriha gariba hkai baku paunahanti . Emane koti koti Tonka . Kathu paile b.j.d

  • @Gamerloisingha
    @Gamerloisingha 4 месяца назад

    ଗଣେଶ ସାହୁ ମହୁଲି ଚଉଳୀ ଦେଶୀ ସଲପ ଖଜୁରୀ କିମ୍ୱା ବିଦେଶୀ ମଦ ର ମ୍ ୱିସ୍କି କିମ୍ୱା ଗଞ୍ଜେଇ ଭାଙ୍ଗ ପିଇ କଥା କହୁଛି

  • @soubhagyarout7991
    @soubhagyarout7991 4 месяца назад

    ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି ଙ୍କ ଘରେ ଇଡି ରେଡ ହେଉ l

  • @AjayakumarMishra-m7d
    @AjayakumarMishra-m7d 4 месяца назад +7

    Dhaka mari bahara kara

  • @mrprasantakumarpradhan4569
    @mrprasantakumarpradhan4569 4 месяца назад

    ❤❤❤❤Pradeep Pradhan❤❤❤❤❤

  • @BhabaniBiswal-b1t
    @BhabaniBiswal-b1t 4 месяца назад

    A great tout

  • @gopabandhumashra8949
    @gopabandhumashra8949 4 месяца назад

    ଦୁର୍ଗା ଶିଷ ଭାଇ ଏତେ କଥା କହିଲେ ମଧ୍ୟ
    ଗଣେଶ ବାବୁ କୁ ଲାଜ ଲାଗିବ। କଥା

  • @Asitsum-zf8bb
    @Asitsum-zf8bb 4 месяца назад

    Sir ଛତୁଆ ପୁରା ଖରାପ tk ତଦନ୍ତ କରନ୍ତୁ

  • @BhaktabandhuSenapati
    @BhaktabandhuSenapati 4 месяца назад

    ନବିନବାବୁedନମସ୍କାର

  • @sudeepms143
    @sudeepms143 4 месяца назад

    ଗଣେଶ ସାହୁ କେଉଁ ଯାତ୍ରାପାଟିର ହାସ୍ୟ ଅଭିନେତା ?
    ପ୍ରତି ଡିବେଟ୍ ରେ ଗଣେଶ ସାହୁ ହସାଉଛି ।

  • @narayanaich5972
    @narayanaich5972 4 месяца назад

    Pls ଗଣେଶ ସାହୂ ଙ୍କୁ ଡେଵତେ କୁ ଆଣନ୍ତୁ ନାହିଁ।

  • @kshitishpanda5288
    @kshitishpanda5288 4 месяца назад

    ଯୁଦ୍ଧ କାଳୀନ ଭିତ୍ତିରେ ତଦନ୍ତ ହେଉ ନହେଲେ ଜନତା ଏହାର ଉପହାର ବଜେପି ସରକାର କୁ ନିଶ୍ଚୟ ଦେବେ ଭବିଷ୍ୟତରେ।

  • @rameshpradhan5899
    @rameshpradhan5899 4 месяца назад

    Vala vabare action hau bhai, samastankar Mangal

  • @bishnucharansahoo1561
    @bishnucharansahoo1561 4 месяца назад

    ଗଣେଶଙ୍କୁ କାହିଁକି ଡାକୁଛନ୍ତି।