ହୋମଗାର୍ଡଙ୍କ ଦୁଃଖ ଶୁଣିଲେ ମୋହନ ସରକାର | CM Mohan Majhi | Odisha Home Guard | BJP Govt | Odisha Reporter

Поделиться
HTML-код
  • Опубликовано: 15 сен 2024
  • 'ଯାଇଥିଲୁ ତିନିଓଳି ଖାଦ୍ୟ ମାଗିବାକୁ ମୋହନ ଆମ ପାଇଁ ଭଣ୍ଡାର ଖୋଲିଦେଲେ । ଯାହା ଭାବିନଥିଲୁ ତାହା କରିଦେଲେ । କହିଲେ ନିଯୁକ୍ତିକୁ ଖୁବଶୀଘ୍ର ସ୍ଥାୟୀ କରିଦେବେ ।' ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦୁଃଖ ଜଣାଇବାକୁ ଯାଇଥିଲେ ହୋମଗାର୍ଡ ସଂଘ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବଡ଼ ସରପ୍ରାଇଜ୍ ଦେଇଛନ୍ତି ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #homeguard #cmmohanmajhi #Odisha

Комментарии • 768

  • @dineshmohanty182
    @dineshmohanty182 14 дней назад +281

    ଏ ହୋମ ଗାର୍ଡ ଭାଇ ଜଣ ଙ୍କ ବହୁତ୍ talented ଜଣା ପଡୁଛନ୍ତି। ଭାଇ ଆପଣଙ୍କ କଥା ଶୁଣି ବହୁତ୍ ଖୁସି ଲାଗିଲା। ମୋହନ୍ ମାଝି ସରକାର ଙ୍କୁ ବି ଧନ୍ୟବାଦ

  • @jeebanparida4937
    @jeebanparida4937 14 дней назад +265

    ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ହୃଦୟର ସହ ଧନ୍ୟବାଦ 🙏 ଓ ମୋର ହୋମ୍ ଗାର୍ଡ ଭାଇ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶଭକାମନା 💐

    • @bikashchhetri56
      @bikashchhetri56 10 дней назад

      Bala sarkar mg labour ra ta Paisa khaiki lutuchanti😂😂😂

  • @dinabandhusethy4980
    @dinabandhusethy4980 14 дней назад +48

    ବହୁତ ସୁନ୍ଦର କଥା କହିଲେ ହୋମ ଗାଡ଼ ଭାଇ ❤❤

  • @chintun1992
    @chintun1992 14 дней назад +150

    ଆପଣଙ୍କ ପାଦ ତଳେ କୋଟି କୋଟି ପ୍ରଣାମ ମୋହନ ଚରଣ ମାଝୀ ସାର 🙏🙏🙏🙏ଆମ ହୋମଗାର୍ଡ ମାନଙ୍କ ଦୀର୍ଘ ଦିନର ଦୁଃଖ ଦୂର କରିଥିବାରୁ......

  • @sarojrout9173
    @sarojrout9173 14 дней назад +156

    ଧନ୍ୟବାଦ ମୋହନ ବାବୁ ସରକାର 🎉

  • @Tikemaja
    @Tikemaja 14 дней назад +50

    ମୋହନ ସରକାର କୁ ମୋର ଅନୁରୋଧ... ଦୟାକରି primary teacher କ... ଦୁଃଖ ବି ଶୁଣନ୍ତୁ...... 🙏🙏🙏

  • @mohanharijan2830
    @mohanharijan2830 14 дней назад +63

    ଧନ୍ୟବାଦ ମୋହନ ସରକାର 🙏🙏🙏🙏

  • @sarojpati4636
    @sarojpati4636 14 дней назад +46

    ଏହି ଓଡିଆ ହୋମଗାର୍ଡ ଭାଈଙ୍କ କହିବା ଶୈଳୀ ଆକର୍ଷଣୀୟ। ଅନେକ ଧନ୍ଯବାଦ

  • @lambadarkanhar8709
    @lambadarkanhar8709 14 дней назад +48

    ଧନ୍ୟବାଦ CM sir

  • @ranjankumarmohanta2003
    @ranjankumarmohanta2003 14 дней назад +40

    ହୃଦୟରୁ ବହୁତ ବହୁତ ଧନ୍ୟବାଦ ଆମ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ମହୋଦୟଙ୍କୁ ଅତି ଉତ୍ତମ ପଦକ୍ଷେପ 🙏🏻🙏🏻🙏🏻🙏🏻🙏🏻 ଏ ନ୍ୟୁଜ୍ ଦେଖି ନବୀନ ପଟ୍ଟନାୟକଙ୍କ ଆଖିରୁ ଲୁହ ଝରି ଯାଉଥିବ....

  • @maheshmahuria8955
    @maheshmahuria8955 14 дней назад +115

    ଗରିବ ମାନଙ୍କର ଦୁଃଖ ଶୁଣିଲେ ସରକାର

  • @Godeepak
    @Godeepak 14 дней назад +145

    ହୋମଗାର୍ଡ ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖାକରି ପାରୁନଥିଲେ,, ଅସୁବିଧା କୋଉଠି ବୁଝିବେ

    • @prakashnayak5902
      @prakashnayak5902 14 дней назад +2

      ହେଲେବି ତାଙ୍କୁ ଭଲ ବୋଲି ଲୋକେ କହୁଛନ୍ତି,

    • @Kunardinesh143
      @Kunardinesh143 14 дней назад +1

      Pura thik katha

    • @vasundharaofficial
      @vasundharaofficial 14 дней назад +7

      ​@@prakashnayak5902 kichi Swarth pora mane kotti kotti durnithi kori khaiba pai nabin bholo kohuchanthi

    • @santoshsahoo2727
      @santoshsahoo2727 14 дней назад

      Jeun mane nabin babu nku vala kahuchhanti semane hele boka cho....

    • @pramodpradhan8792
      @pramodpradhan8792 14 дней назад +1

      Ur right sir

  • @anilkumarbehera8151
    @anilkumarbehera8151 14 дней назад +30

    ଭଲ ନିଷ୍ପତି ନେଇଛନ୍ତି । ସରକାରଙ୍କୁ ଧନ୍ୟବାଦ

  • @samirsahu749
    @samirsahu749 14 дней назад +44

    ମୋହନ ସରକାର ଜନତାଙ୍କ ସରକାର । ମୋହନ ସରକାର ଜିନ୍ଦାବାଦ ❤

  • @user-fq5gb9ep9e
    @user-fq5gb9ep9e 14 дней назад +27

    ତାଙ୍କ ନାଁ ମୋହନ ସେ ସମସ୍ତଙ୍କ ପାଇଁ ମୋହନ ତାଙ୍କର ମହାନ୍ ହୃଦୟରେ ପାତର ଅନ୍ତର ର ସ୍ଥାନ ନାହିଁ ,ତାଙ୍କୁ ମୁ କୋଟୀ କୋଟୀ ପ୍ରଣାମ ଜଣାଉଛି ,ଜେତେହେଲେ ସେ ମୋ ମୋହନ ।❤❤❤❤❤❤❤❤

    • @santoshsantoshi9204
      @santoshsantoshi9204 14 дней назад

      ମୋହନା ମହାଘିଆ ଏ ବାଣ୍ଡ ସରକାର ବାଣ୍ଡ ଦୁଃଖ ଶୁଣୁଛି ଯୋଉ ସବୁ ସରକାରୀ କ୍ଷେତ୍ର କୁ ଠିକା ସଂସ୍ଥା କୁ ଦେଇଛି ତାକୁ ଫେରେଇ ଆଣିପାରିବ କି ହୁଏତ ବହୁତ ଶିକ୍ଷିତ ଛୁଆ ଙ୍କ ଜୀବନ ଜୀବିକା ବଞ୍ଚିଯାନ୍ତା

    • @santoshsantoshi9204
      @santoshsantoshi9204 14 дней назад

      ମୋହନ ନା ମୋ ବାଣ୍ଡ ଏ ହୋମଗାର୍ଡ ଗ୍ରାମ ରଖି ଙ୍କ କଥା ସେ ବୁଝିବ ଏସବୁ ଗାଁ ମାଫିଆ ନା ଆଉ ତମରି ମାନଙ୍କ ଭଳି ମୂର୍ଖ ଯିଏ ସେ ଏ ମହାନକୁ ସମର୍ଥନ କରିବ

    • @OdishsTechInfo
      @OdishsTechInfo 14 дней назад

      Tu sala bahut pandita na​@@santoshsantoshi9204

    • @OdishsTechInfo
      @OdishsTechInfo 14 дней назад +2

      ​@@santoshsantoshi9204nija cm nku respect dei Sikh, sala nija maa bapa nku ta respect deunathiba sala Hinjida

  • @legend_beatz_143
    @legend_beatz_143 12 дней назад +9

    ଶ୍ରୀ ମୋହନ ମାଝି ଶ୍ରୀ କୃଷ୍ଣ ଙ୍କ ଅବତାର ରେ ଆସି ଆମ ହୋମ ଗାର୍ଡ ମାନଙ୍କ ଦୁଃଖ ଦୂର କରିବା ଚିରଦିନ ପାଇଁ ପୂଜନୀୟ ହୋଇ ରହିବେ, ଜୟ ହୋ ମୋହନ ସରକାର,ଜୟ ହୋ ବିଜେପି ସରକାର

  • @maheshkumarpradhan8500
    @maheshkumarpradhan8500 14 дней назад +16

    ହୋମ ଗାର୍ଡ ଭାଇ ମାନେ ବହୁତ ପରିଶ୍ରମ କରନ୍ତି

    • @SarathkugamangoGamanga
      @SarathkugamangoGamanga 12 дней назад

      ମାନୁଚୁ ହୋମଗାର୍ଡ ଭାଇ ମାନେ ବହୁତ ପରିଶମ କରୁଛତି ରାତି ୧୦ ରୁ ଆସି ୨ଟା ରାତି ଘରକୁ ଭାଗୁଛତି. ଦିନରେ ଏସ କରୁଛତି ଯଦି ୩୦ହଜାର ଦରମା ପାଇବ ଓଡିଶା ପୋଲିସ ଯେମିତି duity କରୁଛତି ତୁମେ ମାନେ ସେମିତି duity କରିବ ନ ହେଲେ ଅନ୍ୟ ସରକାର ଚାକିରୀଆ ମାନେ ଆଧୋଳ ନ କରିବେ ଏବଂ ଅନ୍ୟ ଜିଲ୍ଲା କୁ ଟ୍ରାନ୍ସ ପର ହୋଇ ସେହିଟି duity କରିବ ନିଜ ନିଜ ଜିଲ୍ଲା ନୁହେଁ କୋରାପୁଟ /ମାଲକାନଗିରି. ନବରଙ୍ଗପୁର ଗଜପତି ରାୟଗଡା ପିଲାମାନେ ତାଙ୍କର ବାପା ମା ଙ୍କୁ ଛାଡି ବା ନକ୍ସଲ ପତି ଡର ଥିଲେ ମଧ୍ୟ୍ୟ ନିଜ ନିଜ ଜିଲ୍ଲା ଛାଡି ଅନ୍ୟ ଜିଲ୍ଲା ରେ ହୋମଗାର୍ଡ. ଟୁ oapf/spo ଭାଇ ମାନେ ଅଧିକ duity କରୁଛତି ତା ଜନସାଧାରଣ ଜାଣୁଛତି ସରକାର ଜାଣିବା ଦରକାର.. ଯେ ଓଡିଶା ରେ. କାହା ପାଇଁ ନକ୍ସଲାଇଟ କମିଲା. ଭଲ ଭାବରେ ଚିତା କରତୁ ନବୀନ ବାବୁ ସମୟ ରେ ଗରିବ ନିରୟ ଆଦିବାସୀ ପିଲାମାନଂକୁ ମହାବାଦୀ ମାନେ ନକ୍ସଲ ରେ ଵର୍ତ୍ତି କରୁଥିଲେ ଏବଂ ସେ ସମୟ ରେ ବହୁତ ଗରିବ ପିଲାମାନେ ନକ୍ସଲାରେ ସାମିଲ ହୋଇଥିଲେ କିଂତୁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବେଳେ ସେହି ପିଲାମାନଙ୍କୁ ଭଲ ବାଟରେ ଆଣି ତାଙ୍କୁ ସରକାର ଚାକିରୀ ଦେଇଥିଲେ ତାଙ୍କୁ ଯୋଗୁ ଆଜି ଆଦିବାସୀ ଭଲ ମଣିଷ ହୋଇ ନିଜର ସଂସାର ଙ୍କୁ ଦୁଇ ମୁଟେ ଖାଇବାକୁ ଦେଇପାରୁଛତି କିଂତୁ ଜନସାଧାରଣ ଜାଣିବା ଦରକାର ଯେ ଆଜି ନବୀନ ବାବୁଙ୍କ ପାଇଁ ଆଜି ଓଡିଶା ରେ ନକ୍ସଲ ଲୋପ ପାଇଛି

  • @bijayapanda1625
    @bijayapanda1625 14 дней назад +20

    ଏତେ ଦିନ ପରେ ଭଲ ସରକାର ମିଳିଲା,ନବୀନ ସରାରଙ୍କ ଠାରୁ 100 ଗୁଣା ଭଳ ସରକାର

  • @sorenbabu6743
    @sorenbabu6743 13 дней назад +7

    ଭାଇ ଜଣକ ବହୁତ ଟ୍ୟାଲେଣ୍ଟେ. ହୋମଗାର୍ଡ କୁ ଲୋକେ ହେୟଜ୍ଞାନ କରୁଥିଲେ, ଯାହା ହୋଉ ନୂଆସରକାର ଦୁଃଖ ଶୁଣିଲେ ବହୁତ ଖୁସି ଲାଗିଲା. ହୋମଗାର୍ଡ କୁ ତାଙ୍କ ସଂମାନ ଦିଆଯାଉ.

  • @raghumaninayak9593
    @raghumaninayak9593 14 дней назад +53

    ଲୋକଙ୍କ ସରକାର ମୋହନ ସରକାର 🧿‼️🧿🕉️🚩🇮🇳🔱🏹✡️🧡🌹❤️🙏🙏🙏ଜୟ ଶ୍ରୀରାମ... 🏹🙏🙏🙏

  • @himanshusekharmajhi4268
    @himanshusekharmajhi4268 14 дней назад +21

    ଦେଖରେ ବି ଜେ ଡି ଚାମ ଚା ମାନେ ମୋହନ୍ ସରକାର କରାମତି

  • @ranjanmajhi8382
    @ranjanmajhi8382 14 дней назад +26

    ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ ଙ୍କୁ 🙏🙏

  • @AmbedkarMallick-jw9yt
    @AmbedkarMallick-jw9yt 14 дней назад +27

    ଲୋକ ଏବେ ଏଇ ଭଲ କାମ ରେ କିଛି ମୁହଁ ଖୋଲିବେନି କାରଣ ଲୋକ ଙ୍କ ର ବା ଆଗ ଟଙ୍କା ଆଉ ଯୋଉ ଥିରେ ସ୍ୱର୍ଥ ଥିବ ସେଇ ଥିରେ ମୁହଁ ଖୋଲିବେ ଜୟ ବଜେପି ଜୟ ମହାନ ମାଝୀ sir ଜୟ ଜଗନ୍ନାଥ 🙏

    • @pravashmallick9561
      @pravashmallick9561 14 дней назад +1

      Thank you CM sir❤❤❤

    • @omsahoo4370
      @omsahoo4370 14 дней назад

      Vote dia heichi, cold storage, nua dam, sabu gaan ku road, nua industry, dadan samasy ku dura kari ba,
      Quality of education improve kariba ku..
      Kintu 300 unit free electric jouta solar panels lagei baku kahi thila, 3000 tanka gariba ka pai important hele. Aji dina re kama karibar achi

    • @santoshsantoshi9204
      @santoshsantoshi9204 14 дней назад

      ମୋହନା ମହାଘିଆ ଏ ବାଣ୍ଡ ସରକାର ବାଣ୍ଡ ଦୁଃଖ ଶୁଣୁଛି ଯୋଉ ସବୁ ସରକାରୀ କ୍ଷେତ୍ର କୁ ଠିକା ସଂସ୍ଥା କୁ ଦେଇଛି ତାକୁ ଫେରେଇ ଆଣିପାରିବ କି ହୁଏତ ବହୁତ ଶିକ୍ଷିତ ଛୁଆ ଙ୍କ ଜୀବନ ଜୀବିକା ବଞ୍ଚିଯାନ୍ତା

    • @neerennayak7417
      @neerennayak7417 14 дней назад

      100%r8

  • @rajendramahanta
    @rajendramahanta 12 дней назад +6

    ଜଣେ ହୋମ ଗାର୍ଡ ଏବଂ ଆଉଜଣେ ଶିଶୁ ମନ୍ଦିର ଶିଖ୍ୟକ ଏକ ଶ୍ରେଣୀର। କାମ ବେଶି ଦରମା କମ। ନିଜେ ଜଣେ ଶିଶୁ ମନ୍ଦିର ଶିଖ୍ୟକରୁ ଆସି ଆଜି ଆମ ମୂଖ୍ୟ ମନ୍ତ୍ରୀ ତେଣୁ ସେ ନିଶ୍ଚୟ ଅନୁଭବ କରିଥିବେ ଏମାନଙ୍କ ଦୁଃଖ। ନବୀନ ପଟ୍ଟନାୟକ କେମିତି ଜାଣିବେ ଏମାନଙ୍କ ଦୁଃଖ। ସେ ଜଣେ ମୁଖ୍ୟ ମନ୍ତ୍ରୀ ପୁଅ।

  • @abantirout28
    @abantirout28 14 дней назад +15

    ଭାଇ ସତକଥା ନବୀନ ତୁମଲଗି କିଛି କରିନ ଥିଲେ ମୋହନ ଙ୍କୁ କୋଟି କୋଟି ଜୁହାର ହୁଅ

  • @MithunNaik-ju3tb
    @MithunNaik-ju3tb 14 дней назад +13

    ଧନ୍ୟବାଦ ମୋହନ ସାର ଆପଣ ଆଗକୁ ମାଡିଚାଲ

  • @user-ky5bc1ep7w
    @user-ky5bc1ep7w 12 дней назад +4

    ମୋହନ ସାରେ ଜିନ୍ଦାବାଦ ଆପଣଙ୍କ ସୁଭଦ୍ରା ଯୋଜନା ଆଉ ଚାଷୀ ମାନଙ୍କୁ ଏକତିରିଶ ଟଙ୍କା ଆଉ ହୋମଗାର୍ଡ ଭାଇଙ୍କ ରେଗୁଲାର ଦେଖି ମୋତେ ବହୁତ ଖୁସି ଲାଗୁଚି କିନ୍ତୁ ଅଲାଯୁକ ମୁହାଁ ବିଜେଡି କୁକୁର ମାନେ ପାଗଳ ହୋଇ ଯିବେ ଏସବୁ ଶୁଣିବା ପରେ, ଜୟ ଶ୍ରୀରାମ ଜୟ ଜଗନ୍ନାଥ

  • @kararokikumar7289
    @kararokikumar7289 14 дней назад +51

    କୁଆଡେ ଗଲରେ ଗେଣ୍ଡା ଦଳ ଟିକେ ଶୁଣ ଇଏ ଭାଇ କଣ କହୁ ଛନ୍ତି 🤣🤣😜😜🔥🔥

    • @sssstudio2538
      @sssstudio2538 14 дней назад

      ବାଣ୍ଡ ରେ ବିଆ ବିଜେପି ଚମଚ୍ଛା

    • @odishastylecooking3949
      @odishastylecooking3949 14 дней назад +3

      Bhai genda pachi jaichi 😅😅😅

    • @user-jg5ui7qm3u
      @user-jg5ui7qm3u 14 дней назад +4

      ଗେଣ୍ଡା ନାହାନ୍ତି,, ସବୁ 2024 ଲୁଣି ପାଣିରେ ବୁଡ଼ିଗଲେ

    • @chakradharkhara
      @chakradharkhara 13 дней назад

      Bala regular kale e sabu bekar khata

    • @MamataNahak-vt7jk
      @MamataNahak-vt7jk 5 дней назад

      👍👍👍

  • @Prakash-vi7fd
    @Prakash-vi7fd 13 дней назад +4

    ଯା ହେଉ ଏହି ହୋମ୍ ଗାର୍ଡ ଭାଇ ମହାଭାରତ ଓ ରାମାୟଣ ଭଲରେ ପଢିଛନ୍ତି l

  • @mr.sunilsethi829
    @mr.sunilsethi829 13 дней назад +5

    ହଁ ମୋହନ ନିଜକୁ ଜଗନ୍ନାଥ କରିଦେଇଥିଲେ ଆଉ ତମେ ତାଙ୍କୁ ଶ୍ରୀକୃଷ୍ଣ କରିଦେଲ..... ଏଇତ ହେଉଛି ଓଡ଼ିଶାର ନୀତି | ହେଲେ ଭାଇ ତମର ମୋହନ ଓରଫ ଶ୍ରୀକୃଷ୍ଣ ସରକାର ତାଙ୍କ ଘରୁ ଆଣି ଖାଇବା ଭଣ୍ଡାର ଦେଇ ନାହାନ୍ତି ଟିକେ ତୋ ସଂକୋଚ ରଖ ଭଗବାନ ଆଉ ମଣିଷର ପାର୍ଥକ୍ୟ ବୁଝ 🙏

  • @susantacreation555
    @susantacreation555 14 дней назад +12

    ଆଉ ଏ ପ୍ରାଥମିକ ଶିକ୍ଷକ ଙ୍କ କଥା କେବେ ଶୁଣିବେ ମୋହନ ସାର

  • @Ranjitworld.
    @Ranjitworld. 14 дней назад +15

    ସମସ୍ତଙ୍କୁ ନିୟମିତ କରୁଛନ୍ତି କିନ୍ତୁ କନିଷ୍ଠ ଶିକ୍ଷକ ଙ୍କୁ କେବେ ନିୟମିତ କରିବେ?

    • @srb9432
      @srb9432 14 дней назад

      Sala gentha govt jadi kanistha sikhyaka niyamita na huanti bhut asubidha

  • @darpadalanatv7948
    @darpadalanatv7948 14 дней назад +6

    ମୋହନ ମାଝୀ ଆମ ଶିକ୍ଷକ ସଙ୍ଘ ର ମୂଳ ଦାବୀ 6 ଟି ନୋସାବସଲ ଇନ୍କ୍ରିମେଣ୍ଟ ସହ ରେଗୁଲାର କଲେ ଶିକ୍ଷକ ଜାତି ଧନ୍ୟ ହେବେ ଓ ବିଜେପି ଦଣ୍ଠା ହେବ.

  • @Subashdas-c6m
    @Subashdas-c6m 14 дней назад +11

    ଧନ୍ୟବାଦ, ମୁଖ୍ୟ ମନ୍ତ୍ରୀ ମନମୋହନ ଚରଣ ମାଝି

  • @PankajBehera8457
    @PankajBehera8457 14 дней назад +8

    ସବୁ ଦୁଃଖ କଷ୍ଟ ଦୂର କରିବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ସାର୍ ! ଟକେ ଅପେକ୍ଷା କର ସବୁ ଠିକ୍ ହେଇଯିବ😊

  • @lilumahapatra8073
    @lilumahapatra8073 14 дней назад +44

    ମୋହନ sir ଭଗବାନ ଆପଣ ଙ୍କ ପରିବାର କୁ ସବୁଦିନ ଖୁସିରେ, ସୁଖରେ ରଖନ୍ତୁ।

    • @santoshsantoshi9204
      @santoshsantoshi9204 14 дней назад

      ମୋହନା ମହାଘିଆ ଏ ବାଣ୍ଡ ସରକାର ବାଣ୍ଡ ଦୁଃଖ ଶୁଣୁଛି ଯୋଉ ସବୁ ସରକାରୀ କ୍ଷେତ୍ର କୁ ଠିକା ସଂସ୍ଥା କୁ ଦେଇଛି ତାକୁ ଫେରେଇ ଆଣିପାରିବ କି ହୁଏତ ବହୁତ ଶିକ୍ଷିତ ଛୁଆ ଙ୍କ ଜୀବନ ଜୀବିକା ବଞ୍ଚିଯାନ୍ତା

    • @santoshsantoshi9204
      @santoshsantoshi9204 14 дней назад

      ମୁଁ ଭଗବାନ ଙ୍କୁ ଡାକୁଛି ଏ ସରକାର ହୃଦରୋଗ ରେ ମରିଯାନ୍ତା କି

  • @bhagabanpanda7200
    @bhagabanpanda7200 14 дней назад +10

    Number One Hon'ble CM, ମହାପ୍ରଭୁ ଜଗନ୍ନାଥ ତାଙ୍କ ଉପରେ ସଦା ସର୍ବଦା କୃପା ଦୃଷ୍ଟି ରଖି ଥାଆନ୍ତୁ ଏହାହିଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା , ଏ ସବୁ ସମ୍ଭବ ହେଇଛି ପଶ୍ଚିମ ଓଡିଶା ପିଲାଙ୍କ ପାଇଁ , ଜୟ ଜଗନ୍ନାଥ ❤❤

  • @bhagabanpanda7200
    @bhagabanpanda7200 14 дней назад +10

    Number One CM Mohan Sir❤❤

  • @AlekhamahimaMahima
    @AlekhamahimaMahima 12 дней назад +3

    ଆମେ ଫରେଷ୍ଟ ସ୍ୱର୍ଡ଼ ମାନେ କଣ ପାପ କରିଥିଲୁ ଯେ ରାତି ଦିନ ମରଣ ସହିତ ଲଢେ କରି କରି ଦିନ ଗଲା

  • @Ekvillage
    @Ekvillage 14 дней назад +9

    Samastanka nka dhukha sunuchha he mohan sarakar ....ama junior teacher mananka dukha bi bujha au sabu jts mananku bi regular karidiantu🙏🏼

  • @prakashnayak5902
    @prakashnayak5902 14 дней назад +17

    ଏହାପରେ ଗ୍ରାମ ରକ୍ଷୀ ମାନଙ୍କ କଥା ଟିକିଏ ବିଚାର କରାଯାଉ

  • @chandrakantabisoi4897
    @chandrakantabisoi4897 14 дней назад +2

    Your communication skill is exceptional, the way you expressed your heartfelt feelings on behalf of all home guards is really a commendable job any way Thank you CM sir❤️🥳🥰

  • @dabapii.khechedatoka8493
    @dabapii.khechedatoka8493 14 дней назад +21

    I love u Mohan Sir 🙏🙏🙏

  • @nilamadhabamohapatra5765
    @nilamadhabamohapatra5765 14 дней назад +29

    ଧନ୍ୟବାଦ୍ ମୋହନ ସାର୍, ।।।।।।।।।।।।।।

  • @ritusmitadas3113
    @ritusmitadas3113 14 дней назад +4

    Honorable CM sir ...Please abolish outsourcing system and regularise all outsourcing employees of Odisha

  • @gabakshyanayak5748
    @gabakshyanayak5748 14 дней назад +15

    ହୋମ ଗାର୍ଡ. ଙ୍କର ଦାବି ମୁଖ୍ୟମନ୍ତ୍ରୀ ଯଦି ପୂରଣ କରିଦେବେ. ଆମେ ଜାଣିବୁ ସେ ସବୁ ବିଷୟ ସୁଧାରିଲେ., ହୃଦୟ ସହିତ ଖୁସି ହେବୁ 🙏🙏🙏

  • @SRIYANSH__kumar
    @SRIYANSH__kumar 14 дней назад +21

    ଆଉ primary teacher ଙ୍କ ରେଗୁଲାର କେବେ କରିବେ ମୋହନ ସରକାର 😢
    ଆମେ କି ପାପ କରିଛୁ ଆମର କାଇଙ୍କି ରେଗୁଲାର କରୁନାହାନ୍ତି।
    Highschool teacher ପାଇବେ starting ru ୫୦୦୦୦ ଟଙ୍କା
    ଆମେ ପାଇବୁ ୯୦୦୦ ଟଙ୍କା
    ୟେ କି ଅନ୍ୟାୟ ଆମ junior teachers aspirants ଙ୍କ ପ୍ରତି ୟେ କି ହୀନତା।
    ଆଗ ସିନା ମୂଳଦୁଆ strong ହେଲେ ପିଲା highschool ଯିବେ ପଢିବାକୁ।
    କିନ୍ତୁ ସରକାର ଆମ ଦୁଃଖ କେବେ ଶୁଣିବେ
    ୨୪ years ସରକାର ତ କିଛି ଶୁଣିଲେନି।
    ଏବେ ନୂଆ ସରକାର ଆମ କଥା ଶୁଣନ୍ତୁ।
    ଏତିକି ମୁଁ ଆପଣଙ୍କ ନିକଟରେ ପ୍ରାର୍ଥନା କରିପାରିବି as a junior teacher asiprant ଭାବରେ

    • @user-Priya576
      @user-Priya576 14 дней назад

      Ama primary teacher Mane nija dukha janeinahanti

    • @prakashkumarjena.babusan.n3760
      @prakashkumarjena.babusan.n3760 14 дней назад +1

      ଆରେ ଟିକେ ଅପେକ୍ଷା କରନ୍ତୁ
      ମାତ୍ର ଅଢେଇ ମାସ ର ସରକାର ସୋବୁ ହେବ ଖାଲି ଅପେକ୍ଷା କରନ୍ତୁ

    • @kailashsoy462
      @kailashsoy462 14 дней назад

      bhai jt bohut doyoniyo obostha abe job kolebi choliba bohut kosto

    • @namitareenavlogs1517
      @namitareenavlogs1517 14 дней назад

      E mohan majhi Khali home gard katha sunuchhi Bhai aama teacher katha bujhuni ki salary bi badhuni Khali home gard katha sunuchhi salery badhauchhi

    • @akankshyapanda7415
      @akankshyapanda7415 12 дней назад

      September re jou birata nijutki melaaa heba seithire ama paaali padiba ki nahi

  • @saubhaginisahoo7738
    @saubhaginisahoo7738 14 дней назад +7

    ବହୁତ୍ ଭଲ sir junior teacher schematic କୁ ବି regular କରନ୍ତୁ

  • @manasranjansahoo8390
    @manasranjansahoo8390 14 дней назад +5

    This person is a really very talented person, How he explained his gratitude to Honourable CM Sir👍

  • @HiralalDeheri
    @HiralalDeheri 14 дней назад +8

    ବହୁତ ସୁନ୍ଦର ପଦଖେପ ଅପେକ୍ଷା ରହେଲା କେଭେଁ ଲାଗୁହେଵା ଜେ ।।

  • @AbhijitDas-et2mw
    @AbhijitDas-et2mw 14 дней назад +4

    Honourable CM Sir 🙏, please abolish outsourcing system from Odisha and regularise all the outsourcing employees under your administration. Please provide financial and Social justice and save the future of their families. It's a crying request of all the families of outsourcing employees. 🙏🙏

  • @Chittaranjan.143
    @Chittaranjan.143 14 дней назад +17

    Congratulations CM sir

  • @NamitaGella
    @NamitaGella 14 дней назад +15

    Thankq so much mahan majhi sir you are the best cm

  • @KashinathaSethi-i1y
    @KashinathaSethi-i1y 14 дней назад +9

    ମୋହନ ବାବୁଙ୍କୁ ଧନ୍ୟବାଦ୍ ଜୟ ଓଡ଼ିଶା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @thepeacemaker8693
    @thepeacemaker8693 13 дней назад +2

    ଆଦର୍ଶ ବିଦ୍ୟାଳୟ ର କନିଷ୍ଠ କିରାଣି ତଥା ହିସାବ ରକ୍ଷକ ମାନେ ଦୀର୍ଘ 9 ବର୍ଷ ହେଲା contractual ରେ ଖଟି ଆସୁଛନ୍ତି.. ରାଜ୍ୟ ସରକାର ଙ୍କୁ ଅନୁରୋଧ ତାଙ୍କ ଦୁଃଖ ବୁଝିବେ

  • @abantirout28
    @abantirout28 14 дней назад +9

    ହେ ଜଗନ୍ନାଥ ମୋହନ ଙ୍କୁ ସହହୁଆ

  • @papakaharamibeta01
    @papakaharamibeta01 14 дней назад +5

    ଦୈତାରି ପଣ୍ଡା ନବୀନ ପଟ୍ଟନାୟକଙ୍କୁ ଜଗନ୍ନାଥ କହିଥିଲେ ବୋଲି ସାରା ଦୁନିଆ ସାମ୍ନାରେ ଭୁଲୁ ମାଗିଲେ
    ଆଉ ଏ ବାବୁ ଜଣଙ୍କ ମହନ ମାଝି କୁ ଶ୍ରୀକୃଷ୍ଣଙ୍କ ଶହ ତୁଳନା କରିଦେଲା
    ତାହାଲେ ଏକୁ କଣ କରିବ ୟାକୁ ବି ଭୁଲୁ ମଗାଊ ନହେଲେ ୟା ଚାକିରି ଖାଉ 😂

  • @KuniThanapati
    @KuniThanapati 14 дней назад +8

    ଗୃହ ରକ୍ଷୀ ମାନଙ୍କୁ ସମ୍ମାନ ମିଳିଲା ଏବେ ।

  • @prakashnayak5902
    @prakashnayak5902 14 дней назад +6

    ମାନନୀୟ ମୁଖ୍ୟ ମନ୍ତ୍ରୀ ଙ୍କର ( ହୋମଗାର୍ଡ ) ଙ୍କ ପ୍ରତି ନେଇଥିବା ସ୍ବାଗତ ଯୋଗ୍ୟ ପଦଖେଫ ଶୁଣିବାପରେ ଖୁସିରେ ଅଶ୍ରୁ ଲୁହ ଝରି ପଡୁଛି, ଦୁଃଖିର ଦୁଃଖ ବୁଝେ ଯିଏ ,ବଡ ମଣିଷ ଅଟେ ସିଏ,

  • @sidharth1128
    @sidharth1128 13 дней назад +3

    Congratulations

  • @FAKIRJENA-du2zs
    @FAKIRJENA-du2zs 14 дней назад +6

    ଡବଲ ଇଞ୍ଜିନ ସରକାର କାମ ଦେଖି ଓଡ଼ିଶା ର ଲୋକ ଖୁସି ବ୍ୟକ୍ତ କରୁଛନ୍ତି। ଆହୁରି ଆଗରୁ ଆସିବାର ଥିଲା।

  • @Xuy788
    @Xuy788 14 дней назад +4

    ପ୍ରାଥମିକ ଶିକ୍ଷକ କେଵେ ରେଗୁଲାର ଆଉ ଚୁକ୍ତିଭିତ୍ତିକ ଉଠିବ.. ଆମେ 1.5 ଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ପରିବାରର 6 ଲକ୍ଷ ଭୋଟ ଦେଇଥିଲୁ... ଯଦି ଆମର ଚୁକ୍ତିଭିତ୍ତିକ ନ ଉଠି ଏଣ୍ଟ୍ରି level GP ଅତି କମ ରେ 2800/- GP ନ ମିଳିଲେ 2029 ରେ କଂଗ୍ରେସ ସରକାର ନିଶ୍ଚିତ 🙏🏻🙏🏻🙏🏻🙏🏻

  • @anmayakumari1551
    @anmayakumari1551 14 дней назад +8

    ମୋହନ୍ ଭାଇନା ଙ୍କୁ ହୃଦୟ ରୁ ଧନ୍ୟଵାଦ

  • @jitukanhar5810
    @jitukanhar5810 14 дней назад +16

    ଧନ୍ଯବାଦ ମୋହନ ସରକାର

  • @harishchandradehurimithun3205
    @harishchandradehurimithun3205 14 дней назад +9

    ମୋହନ ମାଝି ର ଆପଣ ମାନେ ହିଁ ନିଜ ମା ପେଟର ଭାଇ ଆଉ ବନ ବିଭାଗର କର୍ମଚାରୀ ମାନେ ନୁହେଁ ସେଇଥିପାଇଁ ଆଉଟ୍ ସୋର୍ଶିଂ ରେ ଥିବା କର୍ମଚାରୀ ଙ୍କୁ ପୁରାପୁରି ଚାକିରି ରୁ ବାହାର କରିଦିଆ ହଉଚି

  • @atmaramdasatmaramdas3879
    @atmaramdasatmaramdas3879 14 дней назад +24

    ଜୟ ଶ୍ରୀ ଜଗନ୍ନାଥ 🙏

  • @acharyamanisankarpandit769
    @acharyamanisankarpandit769 13 дней назад +2

    ହେ ମୋହନ sir ସମସ୍ତ outsource ସଦସ୍ୟ ଙ୍କୁ ରେଗୁଲାର କରନ୍ତୁ । Plz ସେମାନଙ୍କର ବି ଠିକ୍ ଏମିତିକା ପରିସ୍ଥିତି ।

  • @harprasadsenapati3945
    @harprasadsenapati3945 14 дней назад +13

    Yek Nayak Odisha Nayak Mohan majhi Jindabad Jindabad

  • @rohitbhoi3219
    @rohitbhoi3219 14 дней назад +6

    ଏଣିକି ହୋମଗାର୍ଡ ମାନେ ଉପର ମୁଁ ହୀ ହେଇଜିବେ

    • @prakashnayak5902
      @prakashnayak5902 14 дней назад

      କେଡ଼େ ପର ଶ୍ରୀ କାତର ଲୋକହେ ତମେ, ଅନ୍ୟର ସିରିକୁ ସାହିପାରୁ ନ

  • @biswajitdash6022
    @biswajitdash6022 14 дней назад +5

    ସମସ୍ତଙ୍କ ପେଟ ବାହାରି ତଳେ ମିଶିଗଲାଣି ଏମାନେ ହେଲେ ଓଡିଶା ପୋଲିସ ...ଯଦି ଗାଡି ପରିକା ଏମାନଙ୍କ ଫିଟ୍ନେସ ନିଆ ଯାଏ ସମସ୍ତେ ଘରେ ବସି ଖଞ୍ଜଣୀ ପିଟିବେ ....ଟିକେ ସର୍ବେ କରି ସରକାର କୁ ରିପୋର୍ଟ ଦିୟା କେତେ ଜଣ ଫିଟ୍ନେସ ରେ ଅଛନ୍ତି ଆଉ କେତେ ପେଟ ବାହାର କରି ବୁଲୁଛନ୍ତି ....ସବୁ ତ ଗୋଳମାଳିଆ କେତେ ଗୋଳିଆ ପାଣିରେ ହାତ ମରିବ....

  • @monishamohapatra3043
    @monishamohapatra3043 14 дней назад +3

    ମାନ୍ୟବର ମୁଖ୍ୟମନ୍ତ୍ରୀ ଦୟାକରି ଆଉଟସୋର୍ସିଂ ସିଷ୍ଟମକୁ ରଦ୍ଦ କରି ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରନ୍ତୁ। ଏହା ଆପଣଙ୍କ ପାଖେ ଏକ ବିନମ୍ର ଅନୁରୋଧ। ଦୟlପୂର୍ବକ ଆମର ଏହି ସମସ୍ୟା ଉପରେ ଦୃଷ୍ଟି ଦିଅନ୍ତୁ।🙏🙏🙏🙏🙏🙏🙏

  • @Sirbinodcreation
    @Sirbinodcreation 13 дней назад +1

    Mohan majhi sir dhanyabad we all are proud of sir your best CM of Odisha🎉🙏🙏🙏

  • @AnkeetaAgroFarm
    @AnkeetaAgroFarm 14 дней назад +17

    Excellent step by Mohan sir

  • @surendrabarad5260
    @surendrabarad5260 13 дней назад +1

    ବହୁତ ସୁନ୍ଦର ଅଭିଭାଷଣ,ତତ୍ ସହିତ ଅଭିନନ୍ଦନ ରାଜ୍ୟ ମୁଖ୍ୟଙ୍କୁ🙏⭕‼️⭕🙏💐💐

  • @Soubhagya-v4w
    @Soubhagya-v4w 14 дней назад +3

    Odisha lifetime chief minister Mohan sir Jay Jagannath 🙏🏻

  • @amitspecial954
    @amitspecial954 14 дней назад +8

    Ranjan bhai 🎉🎉bahut bahut dhanyavaad

  • @SRIKANT.2712
    @SRIKANT.2712 14 дней назад +12

    Bahut bahut asesh asesh koti koti dhanyawad 🙏🙏🙏🙏 sir

  • @saratpujhari7459
    @saratpujhari7459 12 дней назад +1

    ଜୟ ମନ ମୋହନ.... ଏମିତି ସମସ୍ତ ବିଭାଗ କର୍ମଚାରୀ ଙ୍କୁ ଗୁରୁତ୍ୱ ଦେଇ... ସମସ୍ତ ଙ୍କୁ ନିୟମିତ କରା ଯାଉ...
    . ଜୟ ମୋହନ.. ଜୟ BJP

  • @surathachandrajena9514
    @surathachandrajena9514 7 дней назад

    ଡବଲ ଇଞ୍ଜିନ୍ ସରକାର ମାନ୍ୟବର ଶ୍ରୀ ଯୁକ୍ତ ମୋହନ ମାଝୀଙ୍କର ନେତୃତ୍ବରେ ଓଡିଶାର ସାମଗ୍ରିକ ବିକାଶ ଦୃଢ ନିଶ୍ଚିତ ହେବାକୁ ଯାଉଛି ।ଗରୀବ ସୁଦାମାର ଭରସା ଯୋଗ୍ୟ ସରକାର ହେଉଛି ମୋହନ ସରକାର । ଦୁଃଖ ବୁଝିବା ସରକାର ହେଉଛି ଆମ ବିଜେପି ସରକାର ।।🎉❤🎉ଆନ୍ତରିକ ଧନ୍ୟବାଦ ।।

  • @legallaxiconsk5659
    @legallaxiconsk5659 14 дней назад +4

    ବହୁତ୍ ବହୁତ୍ ଭଲ କଥା।

  • @pratapnath4693
    @pratapnath4693 14 дней назад +7

    ଜୟ ଶ୍ରୀ ରାମ

  • @goutammahanta6457
    @goutammahanta6457 14 дней назад +1

    Mu home guard bhai mananka sathire rahichhi, apana mananka permanent katha suni bohut anandita heli. Jay Jagannath. Jay Mahon Majhi.

  • @soukisinghpujaripujari9352
    @soukisinghpujaripujari9352 12 дней назад +1

    ଧନ୍ୟବାଦ ନମସ୍କାର ମୋହନ ସାର୍

  • @BHANJRUSIKA
    @BHANJRUSIKA 12 дней назад +1

    ଜୟ ଜଗନ୍ନାଥ...🙏 ଜୟ ମୋଦୀ ଜୀ...ଜୟ ମୋହନ ଜୀ...❤❤❤❤❤❤❤❤❤

  • @Godeepak
    @Godeepak 14 дней назад +24

    ଖରାପ କମେଣ୍ଟ ଦେଉଥିବା ଲୋକ ଗୁଡିକ ବଦଳି ଗଲେ କି 😅😅😅

    • @pabitranaik2539
      @pabitranaik2539 14 дней назад +3

      Hmm bro...kou mane Naveen Naveen hou thile.semane kuade gole ki..?jaha hou bholo hela

    • @kalpananayak3957
      @kalpananayak3957 14 дней назад

      😅😆😂

    • @neerennayak7417
      @neerennayak7417 14 дней назад +1

      ପାଟିରେ ବେଙ୍ଗ ପଶିଛି

  • @user-oc2ht1wj8i
    @user-oc2ht1wj8i 14 дней назад +3

    Mahan sar ram ram ♈♈♈♈♈

  • @sarojgardia1856
    @sarojgardia1856 12 дней назад +1

    ଧନ୍ଯବାଦ ମୋହନ ସାର

  • @user-uk9sj1nn3z
    @user-uk9sj1nn3z 14 дней назад +5

    ଭଗବାନ ତୁମର ମଂଗଳ କରଂତୁ,ଜୟ ଜବାନ ।

  • @sushantadehuri4815
    @sushantadehuri4815 14 дней назад +5

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ sir ପ୍ରାଥମିକ ଶିକ୍ଷକ ମାନଙ୍କୁ ମଧ୍ୟ ରେଗୁଲାର କରନ୍ତୁ 🙏🙏🙏

  • @TBO.THABIRACHHATRIA
    @TBO.THABIRACHHATRIA 13 дней назад +1

    Very good evening sir 🎉🎉🎉🎉🎉🎉🎉🎉🎉🎉🎉 very very good evening sir CM Majhi sir

  • @worldtuberajcomedy8267
    @worldtuberajcomedy8267 14 дней назад +4

    Ranjan bhai dil se salut 🙏

  • @user-mb5td8qz8y
    @user-mb5td8qz8y 13 дней назад +1

    ମୋହନ ସରକାର.. ଧନ୍ୟବାଦ ନମସ୍କାର

  • @chinmayaparida8198
    @chinmayaparida8198 13 дней назад +1

    ଜୟ ଜଗନ୍ନାଥ..
    ଧନ୍ୟବାଦ୍ ମୋହନ ସରକାର

  • @user-sv7lg7xc8f
    @user-sv7lg7xc8f 14 дней назад +5

    ଭାଇ ତମ କଥା ଭାରି ଭଲ ଲାଗିଲା

  • @lipsa5949
    @lipsa5949 12 дней назад +1

    Bahut sundar katha homegad bhi. CM sir apananku dhanya bad 🙏🙏

  • @user-zh2fw2cc8w
    @user-zh2fw2cc8w 9 дней назад

    ହମ ଗାର୍ଡଙ୍କ ଦୁଃଖ ଦୂର ହୋଇ ନାହିଁ...କେନ୍ଦ୍ର ଆଉ ରାଜ୍ୟ ସରକାର ଚାଉନାହାନ୍ତି ହମ ଗାର୍ଡଙ୍କ ଦୁଃଖ.. ସବୁ ମିଛ ଖବର

  • @kedarnathnayak7680
    @kedarnathnayak7680 7 дней назад

    ହୋମ୍ ଗାର୍ଡ ମାନଙ୍କୁ ରେଗୁଲାର କରିଥିବାରୁ ଧନ୍ୟବାଦ ମୋହନ ମାଝୀ ସାର ଙ୍କୁ କିନ୍ତୁ ଗ୍ରମରଖି ମାନଙ୍କ ଦୁଃଖ କେବେ ବୁଝିବେ ମୋହନ ମାଝି ସାର ପ୍ଲିଜ୍ ସାର୍ ଦୟା କରନ୍ତୁ

  • @rameshwarbadamali4742
    @rameshwarbadamali4742 13 дней назад +1

    ସମସ୍ତେ ଖୁସି ରେ... ସଂସାର ସୁଖୀ ❤️❤️

  • @bikashpanda4776
    @bikashpanda4776 14 дней назад +2

    Very thanks 🙏 c.m.mohan majhi sir🎉🎉🎉🎉
    And ranjan bhai all h.g congratulations 🎉🎉🎉🎉

  • @tikikuna3864
    @tikikuna3864 14 дней назад +1

    ଧନ୍ୟ ବାଦ୍ ମୋହନ ସାର୍