"ଅଳ୍ପ କଥା କହିଲେ ହୁଏତ ବେଶି ଭୋଟ ମିଳେ ବୋଲି ବୋଧେ ନବୀନ ବାବୁ କମ କଥା କୁହନ୍ତି "Soumya on Naveen Patnaik
HTML-код
- Опубликовано: 6 фев 2025
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Odisha Bhaskar Online Presence:
linktr.ee/Odis...
RUclips - www.youtube.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ଜୟ ନବୀନ ବାବୁ
24ବର୍ଷ ଶାସନରେ ଓଡିଶା ବହୁତ ବଦଳିଛି। ଓଡିଶା ବାସୀଙ୍କ ଭଲପାଇବା ଯୋଗୁଁ ସମ୍ଭବ ହୋଇଛି।ସରକାର ଯିଏ ବି ରୁହନ୍ତୁ ରାଜ୍ୟର ଉନ୍ନତି ନିଶ୍ଚୟ ହେବ। କାରଣ ଓଡିଶାରେ ପ୍ରାକୃତିକ ସମ୍ବଳ ଭରପୁର ଅଛି। ଖାଲି ନେଇଆଣି ଥୋଇ ଲେ ହେଲା। ନବୀନ ପଟ୍ଟନାୟକଙ୍କ ଅବିସ୍ମରଣୀୟ ହୋଇ ରହିବେ ନିଶ୍ଚୟ।
ଜୟ୍ ନବିନ୍ ସାର୍ ❤️🩹💕🙏
ଜୟ ନବୀନ ବାବୁ ❤️🙏🏻
ଆମେ ତୁମ ଫ୍ୟାନ ❤️🙏🏻
ତୁମେ ଏକା ନୁହଁ ସବୁ ଦୁଇଟଙ୍କିଆ ଲୋକ ତାଙ୍କ ପଙ୍ଖା 😂
ସବୁ ମାଗଣା ଖିଆ ତାଙ୍କ fan@@abhisekparida7099
ଜୟ ନବୀନ ପଟ୍ଟନାୟକ ଜୟ ବିଜେଡି
ନବୀନ ବାବୁ କଣ ଓଡିଶାବାସୀ ଭଲ ଭାବେ ଜାଣି ଛନ୍ତି ତୁ କେମିତିକା ମାଗିଆ ଟା ଓଡିଶା ବାସୀ ଜାଣିଛନ୍ତି
😅😅😅 right bro 😅😅😅
😂😂😂😂
Right ...
ଫାଲତୁ ଲୋକ ତୁମେ ତୁମ କୁ ଲୋକେ ଗ୍ରହଣ କରିନାହାନ୍ତି କରିବେନି ମଧ୍ଯ ,ଯେତେ ଭୋକିଲେ କି ହେବ । Naveen is Naveen
ଏମାନେ ଆଜି ନବୀନ ପଟ୍ଟନାୟକ ପାଇଁ ମଣିଷ ହେଇଗଲେ। ବେଇମାନ ସଲେ ତମ କୁ ଓଡ଼ିଶା ବାସି ବେଶ୍ ଭଲ ଭାବେ ଜାଣନ୍ତି। ତମେ କଣ ଆଉ ନବୀନ ବାବୁ କଣ।
ନବୀନ ପଟ୍ଟନାୟକ ଏମିତି ଏକ ଜଣ ନାୟକ ଆଜି ଜଣା ପଡ଼ିଛି, ସେ ପାୱାର ରେ ନ ଥାଇ କି ବି ଆଜି ଏମାନେ ଚର୍ଚ୍ଚା କରୁଛନ୍ତି
ବର୍ତ୍ତମାନ ବି ସମୟ ଅଛି, ତୁମେ ଅଳ୍ପ କଥା କହୁନ କାହଁକି ? ତୁମେ ଅହୁରି ସାତ ଜନମ ତପସ୍ୟା କଲେ ବି ନବୀନବାବୁଙ୍କ ପାଖ ପାଖି ହୋଇ ପାରିବ ନାହିଁ l ତୁମର ବାର୍ତ୍ତା (ଜଗତ କେବଳ ଜନେ ହସିବେ ଏହି ତହୁଁ ଫଳ)
ନମ୍ରନ୍ତି ଫଳିନ ବୃକ୍ଷ୍ୟା, ମୂର୍ଖ ସର୍ବଦା ପଣ୍ଡିତ ଭଳି ଦେଖେଇ ହେବା ପାଇଁ ଚେଷ୍ଟା କରେ କିନ୍ତୁ ଯିଏ ପଣ୍ଡିତ ସେ କେବେ ବେଶୀ କଥା କୁହେ ନାହିଁ ସିଏ କାମ ରେ କରିକି ଦେଖାଏ କିନ୍ତୁ ବେଶୀ କଥା କହୁଥିବା ଲୋକ ଭିତର ଟା ଫମ୍ପା ଆମ ରାଜନୀତି ରେ ଏମିତି ଲୋକ ଙ୍କ ର ଅଭାବ ନାହିଁ, କାହାକୁ ଜଜ କରିବା ଆଗରୁ ନିଜକୁ ଥରେ ଦେଖନ୍ତୁ ❤
ଏ ଭାବୁଛି ଏମିତି କହିଲେ ଆଉ ଭାଇ ଘରେ ଇଡି ରେଡ୍ ହେବନାହିଁ
We say to one word, Empty drum are more sound
Nurkha mane bi Chadmaveshi pandita dekheiba pai chup ruhanti
Right...
ସବୁ ଆଲୁଅ କରିଛ
ଓଡିଆଙ୍କୁ ଭଲ ପାଉଥିବା ଜଣେ ଓଡିଆ ଭାଷା କହିପାରୁଥିବା ଅନେକ ଅଛନ୍ତି
ମୁଖ୍ୟମନ୍ତ୍ରୀ ହେବେ
ନବୀନ ପଟ୍ଟନାୟକ ଟିକେ ବିଶ୍ରାମ ନିଅନ୍ତୁ
Swamya babu b bhala odiya kahuchanti.a cm hele aapank chalibaki
ଇଏ କିଏ 😝..... ଆମ ନବୀନ sir ଙ୍କ ନାଁ ରେ କହୁଛନ୍ତି... ହାତୀ ରାସ୍ତା ରେ ଚାଲିଲା ବେଳେ ବହୁତ କୁକୁର ଭୋକନ୍ତି ସେ ସବୁ କୁ ଆମ ନବୀନ ବାବୁ ଅଣଦେଖା କରନ୍ତି କେବେ କାହାକୁ ସମାଲୋଚନା କରିନାହାନ୍ତି ତାଙ୍କ ରାଜନୈତିକ ଜୀବନରେ 🔥🔥
ମଦୁଆ ଟା କି ହାତୀ ହୋ ?
ନବୀନ ପଟ୍ଟନାୟକ କାହାକୁ ସମାଲୋଚନା କରନ୍ତି ନାହିଁ ଯେଉଁ ମାନେ ଲେଖୁଛନ୍ତି , ତାହା ସମ୍ପୂର୍ଣ୍ଣ ଭୁଲ୍
ବିଜୟ ମହାପାତ୍ର ଙ୍କୁ ସେ ଯେଉଁ ଭଳି ପଛରୁ ଛୁରୀ ଭୂଷିଲେ ଓଡ଼ିଶା ବାସୀ ସମସ୍ତେ ଜାଣନ୍ତି
ବିଜୁ ଜନତା ଦଳ ଯେଉଁ ମାନେ ଗଢି ଥିଲେ ସେମାନଙ୍କୁ ଗୋଟି ଗୋଟି କରି ଦଳରୁ ବିଦା କଲେ
ସେ କେବେହେଲେ ଜଣେ ଅମାୟିକ ବ୍ୟକ୍ତି ନୁହଁନ୍ତି ।ସେ ବହୁତ diplomatic ଏହା ସମସ୍ତଙ୍କୁ ଜଣା ।
Sir apana nija bhasa ra maryada rakhantu
Nabin babu odissa nka hruday re achhanti rahibe tanka pari kehi baharibeni hele pandia nka ekatarafa bjd prema pain nabin babu harichhanti agaku pandia durei rahile nabin babu puni rajniti re Jay jukta karibe
Super man of Odisha!
Bhala cm bjd
ଆତ୍ମଘୋଷିତ ଜ୍ଞାନୀ ଅନେକ ଅଜଣା ମିଛ କଥା କୁହନ୍ତୁ ନାହିଁ ସମୟ ଆପଣଙ୍କୁ କ୍ଷମା ଦେବନି ଅନ୍ୟ ମାନଙ୍କୁ ଆଘାତ ଦେଇ ଆପଣ ଶାନ୍ତି ପାଆନ୍ତି କିନ୍ତୁ ମନେରଖନ୍ତୁ ସମୟ ଏହାର କଡା ଜବାବ ଦେବ । ଆପଣ ତ ବିଶ୍ବ ବିଖ୍ୟାତ ସାହିତ୍ଯିକ ରାଜନୀତି ସମୀକ୍ଷକ କିନ୍ତୁ ଆତ୍ମଘୋଷିତ
Heartly I love Nabeen pattanaik❤❤❤❤
❤
ଜୟ ନବୀନ ସାର୍
ସବୁ ଦଳରୁ ଶିଶୁ ପାଲ ହେଇ ଫେରିଲୁ ନିଜେ ଦଳ କରି ମଧ୍ଯ ନିଜ ଦଳରେ ଶିଶୁପାଳ ହେଲୁ. ଲୋଭରେ 7 ଟି ଯାତ୍ରା ଦଳ କରି ଅପଦସ୍ତ ହେଇ ବନ୍ଦ କଲୁ. ରାଜନୀତିକୁ ଯାତ୍ରା ବୋଲି ଭାବିଚୁ ବୋଧେ au ଓଡିଶା କୁ ଯାତ୍ରା ପାର୍ଟୀ. Naveen sir ଙ୍କୁ କହିବା ଆଗରୁ ନିଜେ ନିଜ ବିଷୟରେ କହ . ଅନ୍ୟ ଉପରକୁ ଗୋଟିଏ ଆଙ୍ଗୁଠି କଲେ ନିଜ ପଟ କୁ 4 ta ଆଙ୍ଗୁଠି ରହିଚି. ସବୁ ଦଳରୁ ଶିଶୁପାଳ ହେଲାପରେ ଯେ ତତେ ନିଜ ଦଳରେ ସ୍ଥାନ ଦେଇଥିଲେ ତାକୁ tu କଟାକ୍ଷ କରୁଛୁ . ସାରା ଓଡ଼ିଶା ଜାଣିଛି ନବୀନ ପଟ୍ଟନାୟକ କିଏ ସେ ଗୋଟେ ବ୍ରାଣ୍ଡ ହେଲା. ତ ଶସ୍ତା ରାଜନୀତି ତ ପାଖରେ ରଖ. ହାତୀ ଗଲା ବାଟରେ ତ ପରି କୁକୁର ଅନେକ୍ bhukanti ହେଲେ ହାତୀର କିଛି ଫରକ ଆସେନି.
Niranjan pattnaik ghare ED, sethi pain Saumya babu Naveen against re kahuchhanti.
Naveen Pattnaik sir is a true leader and a great human being ❤ I m a big fan of Mr Naveen Pattnaik sir ❤
ଜୟ ନବୀନ ଜିନ୍ଦାବାଦ 🌹🙏
A unique character of Odisha 🎉
Apanka katha kichi value nahi bekara loko
Koti odia r hruday mani amr Priya neta Nabina Babu ♥️🙏
Right 👍👍👍👍👍👍
To.vali.maghia.sansarare.birala.
Naveen Babu Jindabad
ଆପଣ ଯାହା କହିଲେ ବି ନବୀନ ପଟ୍ଟନାୟକ ଙ୍କ ପାଇଁ ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣି ଛନ୍ତି
ତିନୋଟି ଯାକ ପାଗଳ ଗୋଟିଏ ମଞ୍ଚରେ। ଠିକ୍ ତିନି ମାଙ୍କଡ ପରି। ନା ଆଖି ଖୋଲା ଅଛି ନା କାନ ନାଁ ପାଟି।
Jay Navin Babu ❤
Jay nabin jindabad
TQ Sir you ♥️♥️😭😭😭
Jay Naveen ❤
ନବୀନ ପଟ୍ଟନାୟକଙ୍କ ରାଜନୀତି ଦୁଇ ଶହ ଅଡଶଠି ଅଙ୍ଗରକ୍ଷୀ ଶୋରକ୍ଷ୍ୟା କର୍ମି ନିୟୋଜିତ କରିଥିଲେ ତାଙ୍କ ପିତାଙ୍କ ଅମଳରେ ସାଧାରଣ ଲୋକଙ୍କ ଅହେତୁକ ଭାବେ ଲୋକେ ମିଶୁଥିଲେ ଏବଂ ତାଙ୍କର କଛାଟାଣି ଦେଇଥିଲେ ମଧ୍ୟ ପୋଲିସ କୌଣସି ବଳିଷ୍ଠ କାର୍ଯ୍ୟକରି ନ ଥିଲେ ବି ନବୀନ ପଟ୍ଟନାୟକଙ୍କ ରାଜନୀତିରେ ଅତି କଦର୍ଯ୍ୟ ବ୍ୟବସ୍ଥାରେ ଅଫିସର ରାଜ ଜରିଆରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରି ଅନ୍ୟ ଦ୍ଵାରା ଓଡିଶା ଶାସନ କରୁଥିଲେ ଓଡିଆ ଭାଷା ସଂସ୍କୃତି ପରମ୍ପରା ନ ଜାଣି ମଧ୍ୟ ସରକାରୀ ଅଫିସର ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେଲେ ଏବଂ ଅଧିକ ଦିନ ଶାସନ ଗାଦୀରେ ରହିଗଲେ 😮🎉❤😊😂😢😮
ପୂରୁଣା ମୂଖ୍ୟ ମନ୍ତ୍ରୀ ଦୋଷ ଗୋଟେ ପ୍ରକାରର
Jay BJD 💚💚💚💚 jay Nabin babu 🙏🏼🙏🏼🙏🏼🙏🏼
ମୋଦି କାହିଁକି ବାହାହୋଇନି ସୋମ୍ୟରଞ୍ଜନ ପଟ୍ଟନାୟକ କହୁନ
ସୌମ୍ୟ ବାବୁ ଯେତେବେଳେ ସତ ଓ ସାହସ ର ସହ ଲେଖିଥିଲେ ସେତବେଳେ ନବୀନ ତାଙ୍କୁ ଦଳରୁ ବାହାର କରି ତାଙ୍କ ବ୍ୟବସାୟ ଓ ପରିବାର ଉପରେ କ୍ଷମତା ର ଅପବ୍ୟବହାର କରି ଆକ୍ରମଣ କରିଥିଲେ ଯାହା ଓଡିଶା ଲୋକ ଠିକ ରେ ବୁଝି ସରକାର କୁ ପ୍ରତାକ୍ଷାତ କରିଥିଲେ
ନବୀନ ବାବୁ ଓଡିଶା କୁ ଭଲ ପାଆନ୍ତି ନାହିଁ
ତମେ କେମିତି ଜାଣିଲ ନିଜେ ଓଡିଆ ଭଲ ପାଅ ତାହାରେ ଅନ୍ୟକୁ କହିଵ
BJP ଯେତେ ଭଲ କଥା କହୁଛନ୍ତି ବା କରୁଛନ୍ତି ସବୁ ଭଲ କିନ୍ତୁ ସରକାରୀ ରଙ୍ଗ କୁ ପ୍ରାଧାନ୍ୟ ନ ଦେଇ ଶାସକ ଦଳର ରଙ୍ଗକୁ ପ୍ରାଧାନ୍ୟ ଦେଇ ରାସ୍ତା ଘାଟ ଓ ରାସ୍ତା ଘାଟ ସବୁ ନିଜ ଦଳ ରଙ୍ଗ ରେ ରଙ୍ଗେଇବା ଭଲ ଲାଗେ ନାହିଁ। ଏହା ସବୁ ଦଳ ବୁଝିବା ଦରକାର।
You are an example of person who has spoiled life at 40
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିଶ୍ଳେଷଣ ଖୁବ ଭଲ। ତାଙ୍କ ପରି ଜଣେ ରାଜନୀତିଜ୍ଞ, ବିଚକ୍ଷଣ ଲେଖକ ଓ ସାମ୍ବାଦିକ ବହୁତ କମ ଅଛନ୍ତି। ତାଙ୍କ ବକୃତା ମଧ୍ୟ ଖୁବ ଭଲ।
ସବୁଠାରୁ ଭ୍ରଷ୍ଟାଚାରୀ ହେଉଛନ୍ତି ପଟନାୟକ ପରିବାର
Naveen sir is Great he is vey simple,humble and not greed for money❤❤❤
ମା ଦୁର୍ଗା ପୂଜା ଗଣେଶ ପୂଜା ❤ ରାବଣ ପୋଡି ଭକିସସ କୁ dele❤
Jay Naveen babu
ନବୀନ ବେଶୀ କଥା କୁହେନୀ,କାହିଁକି ନା ଅଧିକ କହିଲେ ଡାଲି ଚୋରଣି ପ୍ରମିଳା ମଲ୍ଲିକ ଭଳି ଏକାଧିକ ଲୋକ ଧାରା ପଡ଼ିଯିବ ,ଭୟରେ କିଛି ନ କହି କୁହେ ଆଇନୀ ତା ବାଟରେ ଯିବ,ଯାହା ଫଳରେ ପରି ପିହୁ ବେବିନା ଇତିଶ୍ରୀ ଏମିତି କେତେ ଜୀବନ ଯାଇ କେହି ନ୍ୟାୟ ପାଇ ନାହାଁନ୍ତି
Naveen always best...
ଜୟ ଜଗନ୍ନାଥ
Only Naveen ❤
India ka no 1 CM Naveen Patnayak ji hai aur rahenge. India ka Aadarsh CM Naveen Patnayak ji hai aur rahenge Jay Naveen sarkar Jay BJD
nice topic
Thank u sir apananka alochhana hrudayagrahi
ସବୁ ଯାକ ବେଇମାନ ବଡ଼ କଥା କହୁଛି ତୁମେ କଂଗ୍ରେସ ଛାଡି ନବୀନ ପଟ୍ଟନାୟକ ପାଖକୁ କାହିଁକି ଆସିଥିଲ
RIGHT KATHA SIR
କନକଲତା ନିଜକୁ ମହାଜ୍ଞାନୀ ଭାବୁଚି ।
ନବୀନବାବୁ ଯେଉଁ ଝିଅକୁ ଭଲପାଉଥୂଲେ ଧେକାଖାଇଲେ ଝିଅ ପରିବାର ନବୀନବାବୁ ର ଗଳାରେଧକାମାରି ତଡ଼ି ଦେଇଥିଲେ ସେହିଦିନଠାରୁ ନବୀନବାବୁ ଅବୀବାହୀତ ଭାଷଣରେ କୁହନ୍ତୃସମ୍ୟବାବୁ
ଏ ଶଳାଟା ର ଯନ୍ତ୍ର ଅକାମି ବୋଲି ଅବିବାହିତ
Pattnaik sir you are made.......... love you Naveen sir ❤
ସୋମ୍ୟ ବାବୁ ଙ୍କୁ ନବୀନ ବାବୁ ବିଧାୟକ କରିଥିଲେ ନଚେତ ସେ କେଭେ ବିଧାୟକ ହୋଇପାରିନଥାନ୍ତେ
Absolutely right sir 👍❤👌🙏
ମାଇନସ ବିଜୁ ପଟ୍ଟନାୟକଙ୍କ କେତେ ନବିନା ରାସ୍ତା ରେ ବୁଲୁଛନ୍ତି । ନିଜର ବ୍ୟକ୍ତିଗତ ପରିଚୟ କିଛି ନାହିଁ 😂🤣
ପୁରା ଠିକ୍ କଥା ।
Nabin patnayak jindabad
Naveen Patnaik Sigma male 🗿
ବଜାରରେ ଯଦି କ୍ଷୀର ମିଳୁଛି ଗଈ ବାନ୍ଧି ଘାଣ୍ଟିହବା କି ଦରକାର ଯେ ଇଏ ପାଇଗଲା କି ଦଶ କୋଟି ଆଗରୁ ତ ବିଷୋଦ୍ଗାର କରୁଥିଲା
Jay Jay Nabin Jay ODISHA Jay Jagannath 🙏
May God bless him 🙏
ଓଡିଶାକୁ ଲୁଟିଲେ ତୁମ ପରିବାର
ସ୍ୱାର୍ଥ ଯେଉଁଠି ଆମେ ସେଇଠି
ଯେଉଁ ମାନେ ପିତୃହନ୍ତା ଦୋଷ ନେଇ ଜନ୍ମ ନେଇଥାନ୍ତି, ସେମାନଙ୍କ ପିତା ଚାକିରୀ କାଳ ନସରୁଣୁ ମରନ୍ତି ଓ ତାଙ୍କର ଦୋଷୀ ପୁତ୍ରଟି ସେହି ଚାକିରିରେ ଅବସ୍ଥାପିତ ହୋଇ ଥାନ୍ତି। ଏହା ପରମେଶ୍ବରଙ୍କ ଆୟତ୍ତରେ ହୋଇ ଥାଏ।
ଅଲାଜୁକ ସୋମ୍ୟୁ
❤❤❤❤❤❤ we love Nabin ପଟ୍ଟନାୟକ always
ନବୀନ ବାବୁ ନୁହେଁ ମୁର୍ଦାର ମଦ୍ଯପ।
Only BJD
Naveen sir Jai jagannath!
ଆଜିର ଲୋକେ ମଣିଭ ପଣିଆ ଭୁଲିଗଲେ ଜେ ଓଡିଶା ରେ କଣ ଥିଲା ଏବେ କଣ ଅଛି !
ଏବେ ବି ପଢା ଲେଖା ରାଜନେତା ର ଆବଶ୍ୟକ ଅଛି ଜାହାକୁ ନାହିଁ ତାକୁ ରାଜନେତା ବନେଇଲେ ନିଜ ମାଟି ର କିଛି ବି ଲାଭ ମିଳିବନି !
ଏବେ ବି ସମୟ ଅଛି ନଜ ମାଟିମା ପାଇଁ କାମ କରିବା କରଣ ଓଡିଶା ର ସମସ୍ତ ଲୋକମାନେ ଆମ ନିଯର ଦୟାକରି ଏଠି ପାଟି କଥା ଛାଡି ମାଟି କଥା ବୁଝିବା ଦରକାର
Jay nabeen
Jay Naveen Pattanayak 🙏
ଏଠି ଯେତେକ ଅଛନ୍ତି ସବୁ ଅଧା ପାଗଳ
Love you Nabin❤
ନବୀନ ବାବୁ 25 ବର୍ଷ ର ମୁଖ୍ୟମନ୍ତ୍ରୀ ହେଲେ ତୁମେ କେତେ ଥର ର ବିଧାୟକ
କାହା ପାଇଁ ତୁମେ ବିଧାୟକ ହୋଇଥିଲ
ହେଲେ ଏଥର ଘଷିପୁରା ରେ ତୁମ ଅବସ୍ଥା କଣ ହେଲା
ପରିବର୍ତ୍ତନ ପୃଥିବୀ ର ନିୟମ ପରିବର୍ତ୍ତନ ହେଲା ତା ମାନେ ନୁହେଁ ଯେ ନବୀନ ବାବୁ ଖରାପ ଲୋକ
ନବୀନ ପଟ୍ଟନାୟକ ଜଣେ ଏପରି ବେଇମାନ୍, ଏପରି ସୈତାନ୍ ଯେ ଏହା ଭାରତ ଇତିହାସରେ ବିରଳ ଯଦିଓ ଓଡ଼ିଆ ମାନେ ଏକ ସ୍ୱାଭିମାନ ନଥିବା ଜାତି। ନହେଲେ ଓଡ଼ିଆଙ୍କ ସହ ମିଶୁନଥିବା ,ବସୁନଥିବl, ଓଡ଼ିଆ କହୁନଥିବା ଲୋକଟି କିପରି vote ପାଉଛି?
ନରେନ୍ଦ୍ର ମୋଦୀ ବେଶୀ ଭାଷଣ ଦିଅନ୍ତି ସେ ବି ପ୍ରଧାନ ମନ୍ତ୍ରୀ କିଏ ବଡ଼ PM ନା CM
Cm
PM ସବୁ ବେଳେ ବଡ଼ ।କାଗଜ ନଦେଖି ପଦେ କଥା ନବୀନ ପଟ୍ଟନାୟକ କହି ପାରିବେ ନାହିଁ
କାହିଁ ମୋଦି କାହିଁ ନବୀନ ।ଆକାଶ ପାତାଳ ପ୍ରଭେଦ । ମୋଦି ନିଜେ ନିଜର ପରିଚୟ । ବିଜୁ ପଟ୍ଟନାୟକ ଙ୍କୁ ମାଇନ୍ସ କରି ଦେଲେ ନବୀନ ପଟ୍ଟନାୟକଙ୍କ ର କିଛି ପରିଚୟ ନାହିଁ ।
ସୌମ୍ୟ ବାବୁ ନବୀନ ବାବୁ କାହା ପୁଅ? ସେଜନ୍ମ ହେଲେ, ୨୧ଶି ଆ କେଉଁଠି ଓ କେତେ ମିଠାଇ ବଣ୍ଟା ହେଇଥିଲା? ସେ ମୀଠାଇ କିଏ ଖାଇ ଥିଲେ? କାଇଁ ଏ ନାଳୁଆ ଗପ? ଦସ୍ୟୁ ପିରାପାନ ର ୩୩ବର୍ଷ ର ରାଜ --କର୍ଣ୍ଣାଟକ, ତାମିଲ ନାଡୁ ଆନ୍ଧ୍ର ରେ ୩୩ବର୍ଷ କିଛି କମ୍ କି?
ଆମର କଣ ଦରକାର ? ସେ ବାହା ହେଇଛନ୍ତି କି ନାହିଁ ତାଙ୍କର ଅଛି କି ନାହିଁ ,ନବୀନ ଦ୍ଵାରା ସବୁ ଉପକୃତ ପାଉଛନ୍ତି ବାସ ଆଉ ଫାଲତୁ କଥା ଆମର ଶୁଣିବା ଦରକାର ନାହିଁ
ସାମାଜିକ ମାଧ୍ୟମରେ କି ପ୍ରକାର ଭାଷା ପ୍ରୟୋଗ କରାଯାଏ, ତାହା ଜାଣି ନଥିବା ବ୍ୟକ୍ତିଗଣ ସାମାଜିକ ମାଧ୍ୟମକୁ ଅତିମାତ୍ରାରେ ଦୂଷିତ କରୁଛନ୍ତି ! ଯାହା ନିତାନ୍ତ ବର୍ଜନୀୟ l ରାଜନୀତିରେ ଗଠନମୂଳକ ସମାଲୋଚନା, ବିରୋଧ ହେବା ସ୍ୱାଭାବିକ l ଗଣତନ୍ତ୍ର ପାଇଁ ଏହା ଅନିବାର୍ଯ୍ୟ l କୁଭାଷା ସର୍ବଥା ନିନ୍ଦନୀୟ l
Naveen Patnaik ❤❤❤
ଜୟ Naveen babu ଆମେ ତୁମ ଫ୍ରେଣ୍ଡ
ନବୀନବାବୁଙ୍କ ବାର୍ଦ୍ଧକ୍ଯ ସମୟରେ ରାଜ୍ୟର ଗୁରୁ ଦାୟିତ୍ବ ଦେବା କଥା ନୁହେଁ ।
ଅନେକ ଓଡିଆଙ୍କ ଦକ୍ଷତା ଅଛି
ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳି ପାରିବେ
ବର୍ତମାନ ତ ଜଣେ ସମ୍ଭାଲୁ ଛନ୍ତି, ଆପଣ ମାନେ ଖୁସି ତ?❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉
ବୁଢ଼ା ତ ମୋଦି.. କଣ ମୋଦି ଜି ବି ବିଶ୍ରାମ ନେବେ?
ନବିନ ବାବୁ ଙ୍କର ଉନ୍ନତି କମ୍, ଦୁର୍ନୀତି ବେଶି ।କାରଣ ତାଙ୍କ ରାଜନିତି ଗେଟିସି୍ ପକା ଟାୟାର ଭଳି ।
ତୁମେ ଆଗକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା
Only one Naveen Patnaik
Apana mane vote paile 😂😂😂😂😂Sabu lutibe
ବିଜେଡ଼ି ଦଳ ରେ ସକ୍ରିୟ ବିଧାୟକ ଥିଲା ବେଳେ ମଧ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଦଳ ର ଭବିଷ୍ୟତ କୁ ଜଳ ଜଳ ଦେଖୁ ଥିଲେ,,ତାଙ୍କ ଦଳ ରେ ପ୍ରଶାସନିକ ପ୍ରାଦୁର୍ଭାବ ଏମିତି ବଢ଼ି ଚାଲିଥିଲା,,ଯେ ଉକ୍ତ ଦଳ ର ନେତା ମାନେ କଣ ଠେଶା ହେଉଥିଲେ ମଧ୍ୟ ଉଁ କି ଚୁଁ ହେଉ ନ ଥିଲେ,,ସେତେ ବେଳେ ସେ ନିର୍ଭୀକ ଭାବେ ଯୁକ୍ତି ଉପସ୍ଥାପନ କରିଥିଲେ,,,ଏବଂ ତା ର ଫଳାଫଳ ବିଜେଡ଼ି ଦେଖିଲା,,
ହଁ ଏହା ସମ୍ପୂର୍ଣ୍ଣ ସତ୍ୟ😂
ସୌମ୍ୟ ବାବୁ ସୁବିଧବାଦୀନେତା
Can this gentleman ask Modi why he deserted his wife? Dum hai there ?
Jay Navin Babu
Nabin patnayak is legend