Sister Madhusmita you will be remembered by your fans for ever for your melodious sweet voice. Your soul may rest in the feet of Lord Jagannath. rest your soul
V ery Nice, Super.This is a heart touching SUPER HEAT BHAJAN FOR EVER FOR ANYONE.THIS ONE OF THE WORLS SUPER HIT N V MUCH POPULAR BHAJAN.T Q V M, SIR FOR THIS NICE BHAJAN.F RKL, ODISHA.
Ama yatra industry song au story ko odia film re b nahi ..ki kebe hei paribani .😢😢😢
ଅତି ମାର୍ମିକ ହୃଦୟ ସ୍ପର୍ଶୀ ଗୀତ ତା ସହିତ ଗାୟକ କଣ୍ଠ ସୁମଧୁର ❤🙏❤
ମୁଁ ବୁଝିପାରେ ନାହିଁ ପ୍ରଭୁ ଜଗନ୍ନାଥ କଣ କାଠ ରେ ତିଆରି ବୋଲି ତାଙ୍କ ଛାତି ବି କାଠ କି ପାଷାଣ !!! ଓଡ଼ିଆ ସଙ୍ଗୀତ ଜଗତର ଗୋଟାଏ ଜଳିଲା ଦୀପ କୁ ଏତେ ଶୀଘ୍ର ଲିଭେଇଦେଲେ ! ପ୍ରଭୁ । ଏ ଭଉଣୀ କୁ ତୁମ ପାଦ ପଦ୍ମ ରେ ସ୍ଥାନ ଦିଅ
😭😭😭
@@shubhamtelefilms7512Bhai
ହୃଦୟ ବିଦାରକ ଏଇ ଗୀତ ର ଭାବ କିନ୍ତୁ ଏହି ଗୀତ ଗାଇ ଥିବା ଝିଅ ଟି ପାଇଁ ଭଗବାନ ତାର ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ।
तु हि पूर्ण तु हि शेष.…
तू हि शिव तू हि सर्वश्रेष्ठ 🙏 Mahadev Bless You all 🙏
Jay shree Krishna jagnnath Nanda gopal namah 🚩🚩🪔🚩🪔🚩🚩🪔🪔🚩🪔🪔🚩🪔
ଦୁଖ ଦେଇଗଲା ଦରଦି ବନ୍ଦୁ ❤❣️❤
🥺💞💘💞 ସିନେମା ଗିତ କୁ ପଛ ରେ ପକେଇଦବ ଦେଇଦବ 🧡🤍💚
ଗୀତଟି ଶୁଣିଲା ପରେ ଏମିତି ରେ ବି ଆଖି ରୁ ଲୁହ ଆସିଯାଇଥିଲା କିନ୍ତୁ ଭଉଣୀ ଜଣକ ଯେ ଗୀତ ଗାଇ ସରିଲା ପାରେ ଦୁନିଆଁ କୁ ଛାଡ଼ି କି ଚାଲି ଯାଇଛନ୍ତି ବୋଲି ଜାଣିଲା ପରେ ଗୀତ ଟି ପୁଣି ଥରେ ଶୁଣିଲା ବେଳ କୁ ଆଉ ଲୁହ କୁ ଅଟକାଇ ହଉନି।
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
ଏ ରକ୍ତ ମାଂସ ଶରୀରର କୁ କି ଅବା ଭରଷା always remember this song and always alive this song ❤️❤️❤️🙏🙏❤️❤️❤️
❤❤❤🙏🌹
ଭଗବାନ ଭଉଣୀ ତୁମର ଆତ୍ମାକୁ ଶାନ୍ତି ଦିଅନ୍ତୁ ତୁମେ ମରି ସୁଦ୍ଧା ଅମର ହୋଇ ରହିବ ଏ ଭଜନରେ ଶ୍ରୋତାଙ୍କ ପାଖରେ ଓ ଜଗନ୍ନାଥଙ୍କ ନିକଟରେ
Gita ti jemiti gitikar bandhu b bahut vhala
Thank you
ମଧୁର କଣ୍ଠ ରେ ହୁର୍ଦୟ କୁ ଛୁଇଁଲା ଭଳି ଗୀତ ଧନ୍ୟବାଦ ସାର
So very nice voice, Jay Jagannath Swamy nayana patha gami bhab tume
Thank you
ସତରେ ଭାଇ ଯେତେ ଥର ସୁଣୀଲେବି ମନ ବୁଝୁନି ଆଖି ରୁ ଲୁହ ଆସିଜାଉଛି😢😢
Miss you dii satare tiki dii mora daradi bandhu thila bahut nijara 😭😭😭
Bujhiparilini vai...kuade gale...mu tanka gitar gote bad fan
TankRa kana hela bhai
Sister kn hela j
Bhai mu believe kari paruni madhusmita madam ko khabar suni . RIP
Jai jagannath sir excellent apank yahi song mu sabubele sunuchhi ,thanks
Thank you
Sir namaskar Bahut val gauchhanti
This is one of the most popular n super hit
Bhajan.T Q V M Singer, Sir.V Good n vsweet
Voice God may bless u all.V lov
😢😢😢 ସତରେ ଦୁଖ ଦେଇଗଳା ଦରଦୀ ବନ୍ଧୁ ❤❤❤
ଏତେ କମ୍ ବୟସ ରେ ଭଗବାନ ଛଡେଇ ନେଲେ। ଅନ୍ୟାୟ ହେଲା।
Prabhu Shree Jagannath tanka amar atmara sadgati karantu... khub sundar voice tie harei delu.. dukhara katha
Kan hela ki?
Philosophy of Human life has been completely analysed in this song.
ମଧୁସ୍ମିତାଙ୍କ କ'ଣ ହେଲା? ସେ କେମିତି ଚାଲିଗଲେ? ଦୟାକରି ଟିକିଏ ଜଣାନ୍ତୁ।
ଭାଇ accident ହୋଇଥିଲା
ହେ ଭଗବାନ। ତୁମ ଇଚ୍ଛା। ମାଆକୁ ପୁନର୍ଜୀବନ ଦିଅ।
ଅତି ସୁନ୍ଦର ସଙ୍ଗୀତ
ବହୁତ ଭଲ ଲାଗୁଛି
କଣ୍ଠ ସ୍ୱର ଏବଂ ମ୍ୟୁଜିକ୍ ବି ଭଲ ହେଇଛି।
👍👍👍👍🌷🌷🌷👌👌👌👌👌💕💕💕💕💕💕💕💕
Thank you
Female singer nka kan hoithila
ଭଲ ଝଅଟିଏ କଣ ଏମିତି ଇଶ୍ଵର ଙ୍କ ଦୟା ଉଣ। ହେଲା ଆମ୍ ମାନଙ୍କ ଠାରୁ ଦୂରେଇ ନେଲେ? ସେଇ ଜଗତ ପିତା ସେ ଝିଅ ର ଅମର ଆତ୍ମା କୁ ଶାନ୍ତି ଦିଅନ୍ତୁ ଅମର ପ୍ରାର୍ଥନା।
Madhu tama saha bitei thiba samaya aji b manepade...... Vagawan tama atma ku santi diantu... I cant beliv it... 😔🙏
ଭଗବାନ କଳାକାରଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ଓଁ ଶାନ୍ତି ।
Ok
@@sbdjremix5665 r
@@sbdjremix5665
Sister madusmita atama ku sadi gati milu. TankRa voice nice voice. Jay jagannath swami
ଜୟ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏❤️🌹♥️❤️🌹♥️❤️🌹♥️ ଅତି ସୁମଧୁର ଭଜନ ଆଉ ହୃଦୟସ୍ପର୍ଶୀ ଭାଇ
so sad news kan hoethila bhauni nkara
jagarnath tanka atma nku khusire rakhantu
Accident
😔😔ପ୍ରଭୁ କେତେବେଳେ କାହାକୁଯେ ତାଙ୍କ ପାଖକୁ ନେଇଯିବେ କେହି କହିପାରିବେନି,ଭଉଣୀଙ୍କୁ ଦେଖି ଏବେବି ଲାଗୁଛି ସେ ଆମ ପାଖରେ ଅଛନ୍ତି, ଆଉ ଶ୍ରଦ୍ଧା ସର୍ବଦା ରହିଥିବେ, ଜୟ ଜଗନ୍ନାଥ🙏🙏🙏🙏
ଚିର ସବୁଜ, ଚିର ସ୍ମରଣୀୟ,ସୁ ମଧୁର କଣ୍ଠସ୍ୱର
ଇଚ୍ଛା ହୁଏ ଶୁଣିବାକୁ ବାରମ୍ବାର ।
ଧନ୍ୟବାଦ ଆଜ୍ଞା 🌹🙏
Nice song & singing.
Female singer will remember for her melodious voice
Sooooô beutiful...... Singing....... beautiful composition...... nice voice....... what's about Madhusmita....... please mention about her.....sad demise..... couldn't understand 🙏
Thank you sir
ମଧୁସ୍ମିତା ର accident ହୋଇଥିଲା
Deeply Condolences...... Om Shanti 🙏🙏
ଭାଇ କଣ ହେଇଥିଲା ଭଉଣୀର pz କୁହ ଭାଇ ତୁମକୁ ଜଗନ୍ନାଥ ରାଣ pz
So sweet broo
Jaganath tamaku saha huanti
Heart teaching voice . Mindblowing voice 👍
ତୁମ ଅମର ଆତ୍ମାର ସଦଗତି ହେଉ ଭଉଣୀ,🙏🙏🙏😭 ଅତି ସୁନ୍ଦର କଣ୍ଠଦାନ କରିଛନ୍ତି ଭାଇ ଓ ଅନ୍ୟ ମାନେ🙏🙏🙏🙏
Se bhauni nka ra kn heithila ki bhai...
@@swayamkrushna kau bhauni
@@balaramexpress Se singer Bhauni nkara kemiti marigale tike kuhantu Bhai
@@balaramexpress c km; no in?
@@balaramexpress
Satare tuma bhajan suniki akhiru kuha asijauchi😭😭😭😭
My pleasure ♥
ଭଉଣୀ ର ଅମର ଆତ୍ମା କୁ ଜଗନ୍ନାଥ ଶାନ୍ତି ରେ ରଖନ୍ତୁ....
ବହୁତ୍ ସୁନ୍ଦର୍ କଣ୍ଠ...
Man is mortal God bless her soul jay jagannath ❤
ବଡ ଦୁଖଃ ର କଥା ଭଗବାନ ତାଙ୍କ ଆତ୍ମା ର ସଦାଗତୀ କାମନା କରୁଛି
Nice Voice Of Singer Madhusmita... But How she Died can you explain ??
Accident
ଅତି ସୁନ୍ଦର ଗାୟିକୀ
କେହି ଜଣେ ଦୟାକରି କହିବେକି ମଧୁସ୍ମିତା ଭଉଣୀଙ୍କର କଣ ହୋଇଥିଲା ବୋଲି ।
ଏ ଗୀତର ସ୍ୱର ଏ ଭଳି ହୋଇଛି ଠୀକ୍ ଭା ବରେ ଶୁଣିଲେ ଆଖିରୁ ଲୁହ ନ ଆସି ରହି ପାରିବନି ଏଠା ରେ ଯେଉଁ ଝିଅଟି ପାଇଁ ବୋଲା ଯାଉଛି। ଆହୁରି ଦୁଃଖ ଲାଗୁଛି। ଝିଅ ଆତ୍ମା ର ସଦ୍ ଗତି କାମନା କରିଛି। ଜୟ ଜଗ ନ୍ନା ଥ
Bada bhai namaskar...God bless you....a gitaku ....tamara voice very hart touching...thanks
Thank you brother ❤
अति सुन्दर । लाजबाब । शानदार । बहुत बहुत धन्यवाद्
Thank you
Nice voice
Jagannatha prabhu sabu bele krupa karantu apnku emiti sundar bhajan sunantu
🌹♥jay jagannath.. Thank you 🌹❤
ଯେତେ ଥର ଶୁଣିଲେ ହେଲେ ନୂଆ ଲାଗୁଛି
Gita t bahut galakatha mane .padigala❤❤❤
ଧନ୍ଯବାଦ ଧନ୍ଯବାଦ ଧନ୍ଯବାଦ👍👍👍👍👍🇮🇳🇮🇳🇮🇳🇮🇳🇮🇳
Abhijit Majumder nka kantha bari Hauchhi
ଅତି ସୁନ୍ଦର ହୃଦୟ ଶର୍ଶୀ ଭଜନ 🙏🙏🌹🌹
ହୃଦୟସ୍ପର୍ଶୀ ଗୀତ, ଠାକୁରେ ସବୁବେଳେ ଏ ଗୀତର ଗାୟକ ମାନଙ୍କୁ ଖୁସିରେ ରଖନ୍ତୁ, ଜୟ ଶ୍ରୀମହାକାଳ 🔱
Sister Madhusmita you will be remembered by your fans for ever for your melodious sweet voice. Your soul may rest in the feet of Lord Jagannath. rest your soul
Voice of excellence 🙏
Kana heithila tike kahibeki ...madhusmita Ra
ଭାଇ କଣ ଗାଇଲ ମ
ବହୁତ ସୁନ୍ଦର ଗିତ, ସୁନ୍ଦର କଣ୍ଠସ୍ବର।
Thank you ❤
Radhe Radhe 🙏
ଆଉ ଗୋଟିଏ ଏମିତି ଗୀତ ଆଣନ୍ତୁ 🙏
ହଉ ଭାଇ
ଭଉଣୀ କେମିତି ଚାଲିଗଲେ? ଓମ୍ ଶାନ୍ତି
Really very heart touching 🙏🙏
Thank you
ସାର ଆପଣଙ୍କର ଏବଂ ଦିଦିଙ୍କର ସ୍ବର ଗୋଟିଏ Gidgift ଯାହା ସମସ୍ତଙ୍କୁ ମିଳିନଥାଏ ।💙💙❤❤🎶🎶🎵🎵🎹🎹🎷🎷🎺🎺🎸🎸ଏ ସମସ୍ତ ବାଦ୍ଯ କାର ମଧ୍ଯ ବହୁତ ବଢିଆ ସାଥ ଦେଉଛନ୍ତି ।
ଧନ୍ୟବାଦ ଭାଇ ❤❤🌹
Emiti gauthaya.i really like this song also your voice.
Thank you ❤
Bahut badhia lagila 🙏🙏🙏 dhanyawad
Thank you ❤
Beautiful song.💖👌beautiful voice 💖👌
Thank you ❤🌹
Bhai to hearing this bad news se sister is No more is it right bhai please reply me
So nice sweet heart touching sad song 🎵 💙
Verry sad news..😭😭
Kan heithila tankara
ଦେହ ଖରାପ ଥିଲା
@@shubhamtelefilms7512 OMG...RIP😪
Jay jagannath 😭🙏
Prabhu jagannath tanka atmaku santi pradana karantu🙏
Very nice sir God bless you 🙏
Jai Jagannath 🙏
Superb song &sweet voice singer
May God bless the immortal soul of Madhusmita
So heart touching voice 😭😭🙏🙏🙏🙏
Jay shree ram 🙏
Excellent singer touching heart of millions befitting the jatra.
ମୋର ଏଇ ଗୀତ ବହୁତ ପସନ୍ଦ ।ଭଉଣୀ ଜଗନ୍ନାଥ ତୁମର ଅମର ଆତ୍ମାର ସଦ୍ଗତି ଦିଅନ୍ତୁ ।ଏତିକି ମୋର ବିନତି ।ଜୟ ଜଗନ୍ନାଥ।
Ei gita ti bahut hryday sparshi.
Jai Jagannath
Thank you
Very nice song nd will be liked every time 👍👍👍
Thank you ❤
@@shubhamtelefilms7512 m;lm;,lll Jio
It is true, dukh deigala daradi bandhu.
ଭଉଣୀ ପାଇଁ ହୃଦୟ ର ସହିତ ଶ୍ରଦ୍ଧାଞ୍ଜଳି
🎉 ସମୟ ର ଖେଳ
Really I appreciate it very much .
.
Bhai ama bhadrak (Agarapada) re gote program kara
ହଁ ଭାଇ କହିବ
Ok
ସେ ଭଉଣୀର ମୃତ୍ୟୁ କେମିତି ହେଲା ସାର୍
Accident
V ery Nice, Super.This is a heart touching
SUPER HEAT BHAJAN FOR EVER FOR
ANYONE.THIS ONE OF THE WORLS SUPER HIT N V MUCH POPULAR BHAJAN.T Q V M, SIR FOR THIS NICE BHAJAN.F RKL, ODISHA.
Thank you
ଗୀତ ଟି ବହୁତ ସୁନ୍ଦର୍ ହୋଇଛି।
Bhai tika kahibaki kn haithila madhusmita nkara
Jay jaganath 🙏🙏🙏
SO NICE PERFORMANCE..GOD IS GOOD N BLESS YOU
Bahut Sundar ✌✌✌💕💓
Sir kendra pada balia pratol pamp rate 103 39 rs dejal 94 85 rs
Namaskaar Sir and co artists
Mind blowing. Really heart touching.
God bless you all Sir🙏🙏
Thank you
@@shubhamtelefilms7512 and a second 🥈🥈🥈🥈🥈🥈🥈🥈 🥈🥈🥈🥈🥈🥈 in in the world in the morning ill 🤒🤒
Bhut badeya lagla tumar song tomar adress ken ta c,g,ayele kete tanga neb
7008552061 call karibe katha haba
@@shubhamtelefilms7512 ok
Omg mind blowing voice Many many thanks bro god bless u
Thank you
I am very sad to know this. Sorry sister. RIP...BHAGABAN APANA NKA ATMA KU SANTI DIANTU. MISS YOU SISTER.
Dead kamiti hela
Heart touching.very good.
Thank you
Wowww... superb voice sir and Mam
Jay Jagannath